No video

୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ

  Рет қаралды 209,081

Reporters Today

Reporters Today

Ай бұрын

#ReportersToday
୩୦ରୁ ଅଧିକ କମ୍ପାନୀ ମାଲିକ ଥିଲେ ବବିଙ୍କ କର୍ମଚାରୀ, ତଦନ୍ତ କରିପାରେ ଭିଜିଲାନ୍ସ
#Odisha #NewsUpdate #PranabPrakashDas #BJD #BJDsarkar #polticalnews #prakash #RidersMineralPrivateLimited #RidersLogisticsLimited #OrivillaPropertiesPvtLtd #company #subratchhatoi #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.repor...
🔴Read our daily newspaper "Mahabharata”:- mahabharataepa...
🔴KZfaq: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺

Пікірлер: 210
@ArunKumar-rh2tf
@ArunKumar-rh2tf Ай бұрын
ଖୋଲିବା ଦରକାର୍ ନଲେ BJP ରୁ ଆମର ବିଶ୍ୱାସ ତୁଟି ଜୀବ
@giridharimeher-rr8tq
@giridharimeher-rr8tq 20 күн бұрын
Up Jio
@rameshmohanty1211
@rameshmohanty1211 Ай бұрын
ଏ ନୂଆ ସରକାର କିଛି କରିଲା ଭଳିଆ ଲାଗୁନି ।ଏମାନଙ୍କୁ ସବାଡ କରିବାକୁ ହେଲେ ଯୋଗୀ ବାବା ଭଳିଆ କଲିଜା ଦରକାର
@sitarammohapatra10
@sitarammohapatra10 Ай бұрын
ଖୁବ୍ ଶୀଘ୍ର ଏମାନଙ୍କ ବିଚାର କରାଯାଉ ବହୁତ୍ ଖୋଳ କଲେ ଏବେ ଟକେ ଦଣ୍ଡ ପାଆନ୍ତୁ
@tarunsamal4866
@tarunsamal4866 Ай бұрын
ଜେଲ୍ ରେ ପଶାଓ ସମସ୍ତଙ୍କୁ
@SomanathBiswal-g3s
@SomanathBiswal-g3s Ай бұрын
ସବୁ ବବିର ନାମ ତାଙ୍କର
@kmishraiit
@kmishraiit Ай бұрын
ED ,CBI, VIGILANCE CAN OPEN THE SYNDICATE
@sangramkishoredasdas2424
@sangramkishoredasdas2424 Ай бұрын
ଦୁର୍ନୀତି ବିରୋଧରେ ଆଜିର ଯୁବସମାଜ ଆନ୍ଦୋଳନ କରିବା ଦରକାର ।
@PradeepKumar_yt
@PradeepKumar_yt Ай бұрын
ଶଳା ଚୋର ସବୁ ଖାଇ ଗଲା ଟିକେଟ ପାଇ ଟଙ୍କା ନେଉଥିବାର
@amitsahoo9446
@amitsahoo9446 Ай бұрын
Barsha priyadarshini thu tanka neini 😅😅
@newway4507
@newway4507 Ай бұрын
​@am😂😂itsahoo9446
@DillipKumar-zv5mw
@DillipKumar-zv5mw Ай бұрын
ବବି ଦାସ ଅତି ଅନ୍ୟାୟୀ ଲୋକ, ତାକୁ ଓ ତାର ଚାମଚା ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର
@user-qh6ws7eh5e
@user-qh6ws7eh5e Ай бұрын
କାର୍ତ୍ତିକ ପୁଅ ପ୍ରକାଶ ବବି ଡାହାଣ ହାତକୁ ତୁରନ୍ତ ଗିରଫ କର😂
@rajendraballavbehera2520
@rajendraballavbehera2520 Ай бұрын
CBI investigation darkar
@duryodhanmahanta7766
@duryodhanmahanta7766 Ай бұрын
ଓଡ଼ିଶାର ସମ୍ପତ୍ତି ଲୁଟି ଛନ୍ତି। ସବୁ କଳାକାରନାମାର ତଦନ୍ତ ହେଉ। ସବୁ ସର୍ବସାଧାରଣ ରେ ପ୍ରକାଶ ହେଉ ଓ ବ୍ଯାଜାପ୍ତି କରାଯାଉ। ଧନ୍ୟ ରେ ରାଜନୀତି।
@BapujiMLT
@BapujiMLT Ай бұрын
ଚୋର ଘର କଣ ସବୁବେଳେ ଅନ୍ଧାର ରହିବ
@abhimanyurout4574
@abhimanyurout4574 Ай бұрын
ଏକଥା,ନବିନବାବୁ,ଦେଖିପାରୁନଥିଲେ,ନବୀନ,ବାବୁକୁ,ପ୍ରଥମେ,ପଚାରିବାଦରକାର,ବେଲଜ୍ୟାନବିନ
@GopinathMunda-jd1wb
@GopinathMunda-jd1wb Ай бұрын
ନାମ ନେହୁଁ ସଳା
@abhiramdas9561
@abhiramdas9561 Ай бұрын
CBI investigation jarrurat
@Lucy_Apaa
@Lucy_Apaa Ай бұрын
ସେଥିପାଇଁ ଓଡିଶା ର କୌଣସି କଲେଜ ଡାକ୍ତର ଖାନା କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ ଓ ଓଡ଼ିଶା ର ବେକାର ସଂଖ୍ଯା ବଢିଯାଇ ଛି
@sukumarrana9091
@sukumarrana9091 26 күн бұрын
ସମସ୍ତ ଦୁର୍ନୀତି ର ତଦନ୍ତ ହେବା ଦରକାର ।
@SanthoskumarHota
@SanthoskumarHota Ай бұрын
Vigilance department must interfere by the Hon'CM
@coolguruspiritual4660
@coolguruspiritual4660 Ай бұрын
ସବୁ ଚାଲଖି ଧରାଯାଉ ... ଯେଉଁମାନେ ଭାବୁଥିଲେ ସମୟ ବୋଧେ କେବେ ପରିବର୍ତ୍ତନ ହେବା ନାହିଁ!! 😮
@akpanda833
@akpanda833 Ай бұрын
Refer Bobby & Pandian case to CBI . Vigilance can not do it
@dillipkumarkumar1959
@dillipkumarkumar1959 Ай бұрын
A mana ku odisha ru bidya kara jau
@bhajarajdeep3039
@bhajarajdeep3039 Ай бұрын
BJP ku vote debar eta parinam
@PinkyHandha
@PinkyHandha Ай бұрын
Parinam kn se Babi ate tanka kahuthila gariba loka nku hairana kari jaga jamibadi sabu lutila hele bi tame emiti Katha kahiparucha..etiki nija ku dhanya mano kara je BJP asila boli chari karuthiba neta mananka bisaya re janiparila Babi Das kemiti lutera boli
@oldagecareshreekrishnaanan4887
@oldagecareshreekrishnaanan4887 Ай бұрын
ଲୁଚିଛି ନା ଗୋଡ ଦିଟା ଦିଶୁଛି ସଂଗଠନ ସମ୍ପାଦକ ଙ୍କର ସବୁଟଙ୍କା ଓଡିଶା ଲୋକମାନଂକର ଏଠି ଗରିବର ଘର ନାହିଁ କିନ୍ତୁ ବାବୁଙ୍କର ମାଳ ମାଳ କମ୍ପାନୀ. ଆମେ ସବୁ ବୋକା ମାନେ ଆକୁ ଦେଖି ମରିବା କଥା. ସରକାର ନିରବ କାହିଁକି.
@sujatasahoo3717
@sujatasahoo3717 Ай бұрын
👌👌👍👍
@RadhakntJai-pt6ix
@RadhakntJai-pt6ix 28 күн бұрын
E D ରେ ଦିଆଯାଉ
@NarayanGond-gz3bn
@NarayanGond-gz3bn 21 күн бұрын
ଓଡ଼ିଶାର ସବୁ ଜାଗା ସରକାର କବଜା କରି ଜାଗା ବିକ୍ରି ପରେ ପ୍ରତିଶ୍ରୁତି ପୂରଣ ହେବ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି
@bimalkantatripathy2776
@bimalkantatripathy2776 Ай бұрын
କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି, ଯିଏ ଦୁର୍ନୀତିରେ ସଂପୃକ୍ତ ଥିବ,ତାହା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।
@sukumarrana9091
@sukumarrana9091 26 күн бұрын
CBI enquiry is too much necessary to reveal the truth.
@user-ku6bo6do1s
@user-ku6bo6do1s Ай бұрын
ସତ ତ ସାମ୍ନାକୁ ଆସୁନି ହେବ କଣ ??ପୁଣି କୁଆଡେ କଣ ମୋଡ ନେଉଛି କି କଣ ଦେଖ । ରାଜନୀତି ଭାଇ ଭାରି ଗୋଳିଆ ଭିତରେ ଭିତରେ ଭାରି ଅଳିଆ ।
@Rkd6122
@Rkd6122 Ай бұрын
Let's see what kind of steps are being taken by the vigilance dept 😮
@rabindranathbarik664
@rabindranathbarik664 Ай бұрын
When ED or cvi investigation to VK Pandian we are waiting also odissa all peoples .
@JangynaMaharana
@JangynaMaharana Ай бұрын
Dhanyabad,sar
@SoniBehera-jl1ps
@SoniBehera-jl1ps 29 күн бұрын
Right
@mohanhembram427
@mohanhembram427 Ай бұрын
ରାଜଭବନ ସମ୍ମୁଖରେ ଯାହା 7 ତାରିକ୍ ଘଟିଲା ସେ ଖବର ବାହାର କରିବାର ଦମ୍ କାହିଁ ଖାଲି ବବି ବବି
@niranjanpanda8574
@niranjanpanda8574 Ай бұрын
No vigilance Only CBI & ED.
@sridharapradhan2758
@sridharapradhan2758 Ай бұрын
Guru chhandala dassa paddichi
@RajaDas-pp1ez
@RajaDas-pp1ez 26 күн бұрын
ସବୁ BJD neta ଙ୍କୁ target 🎯 କର, ଖାଲି ବବି ଦାସ କଣ ପାଇଁ ।।।।।
@manmohanjena3500
@manmohanjena3500 Ай бұрын
Immediately action should be taken against him
@bidesipradhan1215
@bidesipradhan1215 29 күн бұрын
ଇଏ ସବୁ ଓଡିଶା ଶ୍ରମିକ ଖଟି ଖିଆ ଲୋକ ମାନ ଙ୍କର ଠକି ତଣ୍ଟି ଚିପି ଲୁଟ କରି ଖାଉ ଥିଲେ
@bigyanranjnpradhan9669
@bigyanranjnpradhan9669 Ай бұрын
ଅମିତ୍ ଶାହା ଦେଇଥିବା କଥା ରଖନ୍ତୁ
@girija9561
@girija9561 Ай бұрын
ଏମାନଙ୍କୁ ଆରରେଷ୍ଟ କରାଯାଉ 🙏🙏🙏q
@gangadharpatra8104
@gangadharpatra8104 Ай бұрын
Real fact
@himansupadhy9389
@himansupadhy9389 Ай бұрын
ତୁରନ୍ତ ଏ ସବୁ ଲୋକ ଲୋଚନ କୁ ଆସିବା ନିହାତି ଜରୁରୀ, ନ ଚେତ ଏ ଗେଣ୍ଡା ଦଳ ଫୁଣି ମାଡିଯିବେ ଟିକିଏ ଖୋଲା ପବନ ପାଇଲେ
@bhagyadharpradhan2124
@bhagyadharpradhan2124 Ай бұрын
ଚୋର ଘର ସବୁବେଳେ ଅନ୍ଧାର ରହେ ନାହଁ
@dsd4230
@dsd4230 Ай бұрын
ସବୁ ବବି ଖୋଳ କରିଦେଇଛି. ଜନସାଧାରଣ ଭାବୁଥିଲେ ବବିଟା ଭଲ ପିଲା ହେଲେ ଯାହା ଜଣାପଡୁଛି ମହାକାଳ ଫଳ.
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc Ай бұрын
ଅନୁଗୋଳ ଜିଲ୍ଲା ରୁ ଜିଲ୍ଲାପାଳ ସ୍ୱାଇଁ କୁ ଧରି ଟେଣ୍ଡର ଫିକ୍ସିଂରେ ବବି ଓ ପଣ୍ଡିଅନ କୁ କୋଟିକୋଟି ଟଙ୍କା ଖାଇଛନ୍ତି । ତତସହିଟ ଠିକାଦାର ମାନେ ନିମ୍ନ ମନର ଓ କାମ ପରିମାଣ କାମକରି ଠିକାଦାର , ବବି ଦାସ ,ପାଣ୍ଡୁ ,ନିର୍ବାହୀ ଯନ୍ତ୍ରୀ ଠାରୁ କନିଷ୍ଠ ଯନ୍ତ୍ରୀ ବ୍ୟାପକ ଭାବରେ ଖାଇ ଛନ୍ତି ତଦନ୍ତ ସାପକ୍ଷ ।ପରିକ୍ରମା ଓ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ମିଳିଥିବା ଅନୁଦାନ କୁ ସରପଞ୍ଚ କୁ ନ ଜଣାଇ ପିଓ ଙ୍କୁ ଧରି BDO 2/3 ଅଂଶ ଖାଇ ଛନ୍ତି ଏଥିରେ ମଧ୍ୟ ପାଣ୍ଡୁ ଓ ବବି ଖାଇ ଛନ୍ତି CBI କିମ୍ବା ଭିଜିଲାନ୍ସ ତଦନ୍ତ ପାଇଁ ଦେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସମସ୍ତଙ୍କୁ ଜେଲ ପଠାଇବାକୁ BJP ଭୋଟ ଦେଇଛନ୍ତି କାମ ନା କରି ଭାଷଣ ଦେବାକୁ ଭୋଟ ଦେଇ ନାହାନ୍ତି ।
@swadeshpalei8296
@swadeshpalei8296 Ай бұрын
Are BJP bi news channel ku paisa dai Amit karuchii
@user-hu7vf4tt6k
@user-hu7vf4tt6k Ай бұрын
ଅତି ଶୀଘ୍ର ତଦନ୍ତ କରାଯାଉ ନହେଲେ BJP କୁ ବି ଲୋକ ଆଉ ଭରସା କରିବେନି...
@laxmidharsahoo8344
@laxmidharsahoo8344 Ай бұрын
ଚୋର ମାଗିହା ଦି ଜଣଙ୍କୁ ଆଜୀବନ କାରାଦଣ୍ଡ ହେବା ସହ ତାଙ୍କର ସମସ୍ତ ସମ୍ପତି କୁ ବ୍ୟାଯାପ୍ତ କରାଯାଉ, ତେବେ BJP ସରକାର ତିଷ୍ଠି ରହିବ ଦୀର୍ଘ ସମୟ, ୟେ ମାଗିହା ଙ୍କ ପାଇଁ ଆଜି ଓଡିଶା ଦରିଦ୍ର, ବବି, ବଳବନ୍ତ ଦି ଜଣ ତାଙ୍କ ବାପା ନା ଲେଖି ଆସିବନୀ, ପାଠ ସାଠ ନାହିଁ,ଆମେ PG କରି ଭିକାରୀ ପରି ଚଳୁଚୁ,
@user-re4eq6mi1y
@user-re4eq6mi1y 14 күн бұрын
Ba ba ba ba ki maja.😢😮
@bijayapppradhan4563
@bijayapppradhan4563 Ай бұрын
ଅମ୍ବାନୀ ବୋଉ ପୂରା ପେଲେଇପୁଅ।
@baishnab9446
@baishnab9446 Ай бұрын
ବବି ଦାସ କୁ ଗିରପ କରାଯାଉ
@Goutam306
@Goutam306 Ай бұрын
ବବି ଦାସ କୁ arrest କର ଶୀଘ୍ର
@gggamer5478
@gggamer5478 27 күн бұрын
ଜଲଦୀ କିଛି କର କହିଲେ କଣ ହେବ ।।ବବି କୁ ଅର୍ରେଷ୍ଟ କର ଜଲଦି😂😂😂😂
@prafullapradhan3860
@prafullapradhan3860 24 күн бұрын
Ama Odisha re Ae Bhrastachar nka ra Kichhi Hella Parikaagu Nanhi
@user-xf7in2xg9o
@user-xf7in2xg9o Ай бұрын
Take action immediately
@kabitasahoo8385
@kabitasahoo8385 Ай бұрын
🙏👍❤ My God.
@ullashchandraparida2252
@ullashchandraparida2252 Ай бұрын
Good news
@samarendramohanty1038
@samarendramohanty1038 Ай бұрын
ବବି କୁ ଜେଲ ପଠାଓ
@kailashchandrarout2551
@kailashchandrarout2551 29 күн бұрын
ତାକୁ ଶୀଘ୍ର ଅରେଷ୍ଟ କର।
@KedarJena-ki9el
@KedarJena-ki9el Ай бұрын
Investigation need immediately
@biswajitsahoo8249
@biswajitsahoo8249 20 күн бұрын
Trust me nothing will change whatever the government it will be in Odisha or in any states of India
@Business-inodia
@Business-inodia Ай бұрын
Odisha Vigilance Department kana souchanti ki? Kuadegale Babu Mane?Ate news corruption ra asuchi ta Vigilance Odisha ra kana karuchanti?
@gurucharanbarik7817
@gurucharanbarik7817 Ай бұрын
କେବଳମାତ୍ର ନାଭି ରେ ଦୁଇ ବୁନ୍ଦା, ତା ପରେ ନିଦ୍ରା. ଆମ vigilance dept😂😂😂😂😂
@makarjaynaren8356
@makarjaynaren8356 Ай бұрын
Cbi ତଦନ୍ତ ଜରୁରୀ ଅଟେ।
@user-vv3mg1nd6n
@user-vv3mg1nd6n Ай бұрын
Wait and see
@laxmidharnayak4191
@laxmidharnayak4191 Ай бұрын
. Vigilance must enquire the scam and take strong actions.dhanyabad
@arunapradhan927
@arunapradhan927 15 күн бұрын
Chora nka paisa company sabu ku siz karajau
@jihosiyamandal9999
@jihosiyamandal9999 Ай бұрын
Id ତଦନ୍ତ ଏହୁbjd babungkarsrs କାରନାମା
@sushantanayaksushi441
@sushantanayaksushi441 Ай бұрын
ASO mada news tike dekhao
@BISWANATHOfficial000
@BISWANATHOfficial000 Ай бұрын
କିଛି ହେବ ନାଇ
@lingarajpanda896
@lingarajpanda896 Ай бұрын
Mohan majhi sarkar laguchi kichi kari paribani anurodh karuchi cm nku jaldi cbi enquary karantu
@user-gh5iv6zp4t
@user-gh5iv6zp4t Ай бұрын
1 no CM kichi janiparileni kemiti 1 no award kie deuthila 1 no dala kemilti Lutepat Kari Biswobikhata heuthile kemiti Biju babu upare Thai garba karuthibe
@kumarbirendrasahu
@kumarbirendrasahu Ай бұрын
କିଛି ହବ ନାହିଁ
@manasdalai4028
@manasdalai4028 Ай бұрын
Mohan do CBI enquiry only. For that only people voted BJP
@kabisusanta5369
@kabisusanta5369 Ай бұрын
B j d ର ଯେତେ ନେତ ବେହପୁଅ ଶଳେ
@bagunsingh9206
@bagunsingh9206 Ай бұрын
ମିଛ କଣ ପାଇଁ କହୁଛ
@Business-inodia
@Business-inodia Ай бұрын
Is this Boboby is more talented than Daud .
@himansupadhy9389
@himansupadhy9389 Ай бұрын
ଯାହା ଜଣା ପଡୁଛି ବବି ଦାସ 30 ରୁ 35 ଜଣ ଗୁଣ୍ଡା ଙ୍କୁ ସାଙ୍ଗରେ ଦରମା ବିଭର୍ଣ୍ଣ କପାନୀ ମାଧ୍ୟମରେ ଦରମା ଦେଇ ପଶିଥିଲେ.
@Odiaclasic
@Odiaclasic Ай бұрын
ତୁମେ news ଵାଲା କଣ ତଦନ୍ତ କରିବ କି l ପାଣ୍ଡୁ ଆଉ ଟା ଟିମ ଦିଲ୍ଲୀ ଯାଇ ମୋଦି ଆଉ ସାହା କୁ ଏତେ ଟଙ୍କା ଦେଇ ଆସିଛନ୍ତି ଯେ ମୋହନ ସରକାର ଏଗୁଡା ପ୍ରତି ଚାହିଁକି ବି ଚାହିଁ ପାରିବ ନାହିଁ
@susantabaliarsingh7854
@susantabaliarsingh7854 Ай бұрын
Odisha ku khola Kari khaigale
@alokpahi455
@alokpahi455 Ай бұрын
Tama parbni SBI
@alokpahi455
@alokpahi455 Ай бұрын
Odisha CBI Parabani
@skmstorywriter6400
@skmstorywriter6400 Ай бұрын
ଯାଜପୁରିଆ କିଛି କୁହ ଆଉ ପାଣ୍ଡୁ ପୁଅ ମାନେ କିଛି କୁହ ବେ
@sanju7678
@sanju7678 Ай бұрын
Mohan sir, my dear CM. Ehh Bobby Das pura corrupted. Sir. Aku pura jivan jail darkar. Jaihind. Jai Sriram
@satyajitmallick804
@satyajitmallick804 Ай бұрын
Bhai kichii habani drunti khore mla mp nka ra bcz tanka prbala acchiii sabu khasijibe ok eita mora final answer
@satyapriyaswain8110
@satyapriyaswain8110 Ай бұрын
BJP action na nele amara biswasa tutijiba
@user-fq5gb9ep9e
@user-fq5gb9ep9e 29 күн бұрын
ଏଥର ଗାଣ୍ଡି ମରା ଶଳା ।
@subashchandrapatra3128
@subashchandrapatra3128 Ай бұрын
Naveen Pattanaik best n clean chief minister.What bobby did he doesn't know?
@amulyapradhan3476
@amulyapradhan3476 Ай бұрын
Cbi
@babyvlogs4128
@babyvlogs4128 Ай бұрын
Arrest na hela parjyanta ame chadibu nahu ED red kari
@amitkumarnayak5345
@amitkumarnayak5345 Ай бұрын
But where is pandyan total invisible ?
@Sushikumarghana
@Sushikumarghana Ай бұрын
ଯାଜପୁର ର deltavo private limited gote thaka kampani
@user-el9hb6yz3r
@user-el9hb6yz3r Ай бұрын
Subha dino dekhuchi na kon vigilance
@RakeshSahu-lg5ph
@RakeshSahu-lg5ph Ай бұрын
Odisha sarkar nideshre cbi red karajau
@gurucharanabehera2791
@gurucharanabehera2791 23 күн бұрын
Ea jail jibaa darkar
@RajeshPothal-dk1oe
@RajeshPothal-dk1oe 13 күн бұрын
Mo nam re beshi nuha 1. 2taa company karidia bhagwan tumar Mangal karibe
@amarbag5933
@amarbag5933 Ай бұрын
ରତ୍ନ ଭଣ୍ଡାର ଟଙ୍କା ଚୋରି କରିଛି BJD
@TirtharajIsha
@TirtharajIsha Ай бұрын
Pandian ra relatives namere aneka properties o truck
@subratkumarsahoo4029
@subratkumarsahoo4029 Ай бұрын
Vijilans chadhau karajauu
Harley Quinn lost the Joker forever!!!#Harley Quinn #joker
00:19
Harley Quinn with the Joker
Рет қаралды 24 МЛН
Schoolboy - Часть 2
00:12
⚡️КАН АНДРЕЙ⚡️
Рет қаралды 16 МЛН
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 54 МЛН
Идеально повторил? Хотите вторую часть?
00:13
⚡️КАН АНДРЕЙ⚡️
Рет қаралды 17 МЛН
ସିମ୍ ବକ୍ସରୁ ହୁଏ ଫ୍ରଡ୍ କଲ୍
8:42
Harley Quinn lost the Joker forever!!!#Harley Quinn #joker
00:19
Harley Quinn with the Joker
Рет қаралды 24 МЛН