No video

Why Lord Balabhadra Slips Down From On Charamala During Adap Bije ! EP 24 | Argus Podcast

  Рет қаралды 347,103

Argus Digital

Argus Digital

29 күн бұрын

କାହିଁକି ପଡ଼ିଗଲେ ବଡ଼ ଠାକୁର ? ଡିଲ କେଳେଙ୍କାରୀ : ମଠ ମହନ୍ତଙ୍କୁ ୧୦ କୋଟି, ନିଜେ ରଖିଲେ ୧୦ କୋଟି !
#argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #puri #JagannathDham
01:49 - Intro
02:40 - ' ମୋ ଜେଜେବାପା ଜଗନ୍ନାଥଙ୍କର ୨ ଥର ନବକଳେବର କରିଥିଲେ '
05:27 - ' ଜଗନ୍ନାଥ ମହାପ୍ରଭୁ ଆମ କୁଟୁମ୍ବର '
06:25 - ' ସୁରେଶ ମହାପାତ୍ରଙ୍କ ଯୋଗୁଁ ବ୍ରହ୍ମବିଭ୍ରାଟ ହୋଇଥିଲା '
07:58 - ' ଅମାନିଆ ସେବାୟତଙ୍କ ପାଇଁ ବ୍ରହ୍ମବିଭ୍ରାଟ ଘଟିଲା '
12:40 - ' ଏତେ ସେବାୟତ ଥାଇ ଠାକୁର ଖସିଗଲେ ଏହା ବହୁତ ଦୁଃଖଦାୟକ କଥା '
12:56 - ' ରତ୍ନଭଣ୍ଡାର ନଷ୍ଟ ହୋଇଗଲାଣି '
15:30 - ' ପରିକ୍ରମା ପ୍ରକଳ୍ପରେ ୩୦୦୦ କୋଟି ହେରଫେର ହୋଇଛି '
17:46 - ' ରତ୍ନଭଣ୍ଡାର ଚାବି ହଜିବା ଅତି ଲଜ୍ୟାଜନକ କଥା '
20:43 - ' ଅହଂକାର ଯୋଗୁଁ ବିଜେଡି ସରକାର ନଷ୍ଟ ହୋଇଗଲା '
21:57 - ' ଏହି ରଥଯାତ୍ରା ପରେ ସବୁ ବ୍ୟବସ୍ଥା ଠିକ ହୋଇଯିବ '
23:20 - ' ମୁଁ ୩ ବର୍ଷ ବୟସରୁ ଜଗନ୍ନାଥଙ୍କର ସେବା କରିଆସୁଛି '
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Why Lord Balabhadra Slips Down From On Charamala During Adap Bije ! EP 24 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
KZfaq- / @argusdigital.official
Instagram: / argustvdigital

Пікірлер: 438
@user-dv5zn2cp6c
@user-dv5zn2cp6c 27 күн бұрын
ଜଣେ ସାମ୍ବାଦିକଙ୍କ ଶାଳିନତା,ସୈଜନ୍ୟତା,ଓ ପ୍ରଶ୍ନ ପଚାରିବାର ଶୈଳୀ,ଉପସ୍ଥାପନା ଶୈଳୀ ସଂଗ୍ରାମବାବୁଙ୍କର ବହୁତ ଉଚ୍ଚକୋଟୀର।
@Divinity_023
@Divinity_023 27 күн бұрын
Yes❤
@ambarishswain3233
@ambarishswain3233 23 күн бұрын
Right
@sapankumarsahoopapu240
@sapankumarsahoopapu240 28 күн бұрын
ସଂଗ୍ରାମ ସାର୍ ଆପଣଙ୍କ ବାର୍ତ୍ତାଳାପ ଶୈଳୀ ଅତ୍ୟନ୍ତ ମନଛୁଆଁ ଓ ଉଚ୍ଚ କୋଟୀର । ଧନ୍ୟବାଦ ସାର୍, ଆପଣଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୁ ଙ୍କ ନିକଟରେ ଏତିକି ପ୍ରାର୍ଥନା, ଜୟ ଜଗନ୍ନାଥ 🙏🙏🙏🙏🙏
@debasishpujari7286
@debasishpujari7286 28 күн бұрын
ସଂଗ୍ରାମ ସାର ଙ୍କ ଉପସ୍ଥାପନା ଶୈଳୀ ଜବରଦସ୍ତ
@Disguise4791
@Disguise4791 28 күн бұрын
ଆଛା ଜଗୁ ସାରେ, ଆପଣଙ୍କ ଠାକୁର ବଡ ଠାକୁର, ତେମେ ବହୁତ ବଡ଼ ପଣ୍ଡା । ତମ ଦକ୍ଷିଣା ବହୁତ ଅଧିକ । ତମ ଭକ୍ତ ବହୁତ ଦାମିକିଆ। ହେଲେ ଆମେ 😭😭😭😭 ଆଶା କରୁଛି ବୁଝି ପାରୁଥିବେ ।
@radheshyammohapatra2948
@radheshyammohapatra2948 28 күн бұрын
Podiba nihati
@Planet779
@Planet779 28 күн бұрын
Right
@kodandadharsahu8726
@kodandadharsahu8726 27 күн бұрын
ବହୁତ ସୁନ୍ଦର ଉପ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଭକ୍ତ ମାନଙ୍କୁ ପଣ୍ଡା ମାନେ ଯେଉଁଭଳି ଲୁଟୁଛନ୍ତି ସେ ବିଷୟରେ ଆଗକୁ ଆଉ ଥରେ ଗମ୍ବିରତା ସହିତ ପ୍ରଶ୍ନ କରିଥିଲେ ଆହୁରି ଅଧିକ ସୁନ୍ଦର ହେଇ ଥାଆନ୍ତା।
@biswaranjandora9211
@biswaranjandora9211 28 күн бұрын
ସବୁ ଠିକ କହିଲେ କିନ୍ତୁ ନିଜକୁ ବଡ଼ କହି ବଡ଼ ଦକ୍ଷିଣା କହିବା ଠିକ ଲାଗିଲାନି।
@sudarsandash8042
@sudarsandash8042 28 күн бұрын
ସମସ୍ତେ ମିଠା ମିଠା କଥା , ଶ୍ରୀମନ୍ଦିର ଭିତରେ ତୁଳସୀ ମାଳ ଫୋପାଡିବା ଏ ପଣ୍ଡା ମାନଙ୍କ ର ଗର୍ବ ଅହଙ୍କାର ଭଗବାନ ବିଚାର କରିବ ।
@DasarathiSwain-jt4jl
@DasarathiSwain-jt4jl 28 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ବଳଭଦ୍ର ମହାପ୍ରଭୁ ଜୟ ମା ସୁଭଦ୍ରା ଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏
@jyotsnamayeesahoo313
@jyotsnamayeesahoo313 28 күн бұрын
ପ୍ରକୁତରେ କି ଭାଗ୍ୟ ସେମାନଙ୍କର ଯେ ସେ ଭଗବାନ ଙ୍କ ସେବା କରୁ ଚନ୍ତି ସେଇଟା କୋଟି ଜନ୍ମ ର ଫଳ କିନ୍ତୁ ତାଙ୍କ ଗର୍ବ ଦେଖି ମତେ କଷ୍ଟ ଲାଗିଲା ପ୍ରଭୁ ଜଗନ୍ନାଥ ଙ୍କ ସେବକ ହେଇ ଏତେ ଗର୍ବ ଶୋଭା ଦେଉନି। ଜୟ ଜଗନ୍ନାଥ,,
@jeetendapanda2591
@jeetendapanda2591 28 күн бұрын
💯
@muktikantaswain5695
@muktikantaswain5695 27 күн бұрын
Are ye Jagu Nana ra garba ku JAGA Sahi jauchhanti Aame tume kan kariba
@NayagarhTalent
@NayagarhTalent 6 күн бұрын
ଜୟ ଜଗନ୍ନାଥ 🙏🙏🙏🙏
@amohanty4374
@amohanty4374 28 күн бұрын
ସଂଗ୍ରାମ ବାବୁ ଙ୍କ ପାଇଁ show ହିଟ
@bijaymohanty2248
@bijaymohanty2248 28 күн бұрын
ବହୁତ୍ ଖୁସି ଲାଗିଲା, ଆଜିର ଖୋଲା ଆଲୋଚନା ପ୍ରଭାବରେ । ଜୟ ଜଗନ୍ନାଥ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିଶ୍ୱବାସୀ ଆନନ୍ଦରେ ରୁହନ୍ତୁ ଓ ପ୍ରଭୁ ଅକ୍ଷତ ସୁରକ୍ଷିତ ରୁହନ୍ତୁ।
@sujeetkumardas5536
@sujeetkumardas5536 28 күн бұрын
Sir tame ସବୁ ଯଦି ବଙ୍ଗାଳୀ ପଣ୍ଡା, ଆଉ ବଙ୍ଗଳା ହେଉଛି ଯଦି ଆପଣଙ୍କ ମୁଖ୍ୟ ଜାଗା ତାହେଲେ ଆପଣ ଏଠି କନ କରୁଛନ୍ତି. ସତ କଥା ହେଲା ଆପଣ ମାନେ ଠାକୁରଙ୍କ ନା ରେ ବିଜନେସ କରୁଛନ୍ତି.
@pramodkumargharami5963
@pramodkumargharami5963 28 күн бұрын
Tu ke re bharua
@LipuBaliarsingh
@LipuBaliarsingh 28 күн бұрын
Right 👍👍👍
@kasturinayak5330
@kasturinayak5330 28 күн бұрын
Right . Bhakta asunahanti 😅
@kanhuachary8767
@kanhuachary8767 28 күн бұрын
Right
@creationsaheb2014
@creationsaheb2014 28 күн бұрын
ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା
@rakeshchandrapradhan114
@rakeshchandrapradhan114 28 күн бұрын
ସଂଗ୍ରାମ ସାର୍ ଙ୍କ ପାଇଁ like ଟେ ହେଉ 🥰🙏🏻
@bhabanisankardas8641
@bhabanisankardas8641 28 күн бұрын
One like for ur request 👍
@UmashankarKhandw
@UmashankarKhandw 25 күн бұрын
Ri8
@soumyaswagat
@soumyaswagat 28 күн бұрын
ଜଗୁ ନାନା ଚୋର ମୁହଁ ଟାଣ ଭଳି କଥା କହୁଛନ୍ତି,ନାନା କାଇଁ ଉପରେ ଦେଖେଇ ହଉଚ ଅଧ ସତ ଅଧ ମିଛ କୁହନି ଜଗନ୍ନାଥ ସହିବେଟି ,ଜୟ ଜଗନ୍ନାଥ 🙏🙏🙏
@tutujena2730
@tutujena2730 28 күн бұрын
Right Katha kahichanti Bhai 👍❤️
@odiaknowledgehubranjit4985
@odiaknowledgehubranjit4985 27 күн бұрын
Bhai tme BJD premare andha😂😂😂
@laxmipriyaswain-sp7be
@laxmipriyaswain-sp7be 27 күн бұрын
୯୦ଖରାପ ୧୦ ଭଲ
@prahaladsahu5406
@prahaladsahu5406 28 күн бұрын
ଜୟ ଜଗନ୍ନାଥ 🙏 ମହା ପ୍ରଭୁଙ୍କୁ ସବୁବେଳେ କୋଟି ପ୍ରଣାମ 🙏
@sandhyaraninayak7561
@sandhyaraninayak7561 28 күн бұрын
He prabhu tuma bhakta manaki tike mana khola darsan milu Panda maneta ସବୁବେଳେ ଦେଖୁଛନ୍ତି କିନ୍ତୁ ଥରେ ଅଧେ ଭକ୍ତ ଭଲରେ dekhiparuni Jay shree Jagannath
@magsirasahu2050
@magsirasahu2050 28 күн бұрын
Jay shree Jagannath patitapaban mahaprabhu jay maa mahalaxmi 🛕⭕‼️⭕🔔☸️🐚🪷🕉️📿🪔🪔🪔🪔🪔🙌🌷🌹🌿🍌🍇🍐🥥🍓🍈🍏🍍🌿🙏✡️✡️🦚🌼🙏🏻💐🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🍓🍓
@draupadibanchhor2855
@draupadibanchhor2855 28 күн бұрын
ଜଗନ୍ନାଥ ମହାପ୍ରଭୁସାରା ଜଗତର ନାଥ
@skrushnareddy6796
@skrushnareddy6796 28 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🕉️🥀🪔🍁🌼🌺🌷🌷🌹🥥🥥🍂💐‼️🌿🍁🍁🌺🥀🪔🌸🙌🙌💐🍂🥥🌷🌻🌻🏵️🌿🌷🌷🌹🥥🍂💐💐🌸🍁🌼🌺🥀🪔⭕‼️⭕
@nmohanty2284
@nmohanty2284 28 күн бұрын
Jay jagannath🙏
@suryacreationandvlogs
@suryacreationandvlogs 20 күн бұрын
ଜୟ ଜଗନ୍ନାଥ 🙏❤
@biswajitghadei-y7l
@biswajitghadei-y7l 27 күн бұрын
Jay Jagannath
@kanhucharanparidakanhuchar839
@kanhucharanparidakanhuchar839 27 күн бұрын
Jay shree Jagannath maha Prabhu
@gangabag1156
@gangabag1156 28 күн бұрын
କାମିଆ ଯାନି ବିଷୟରେ ପଚାରିଥିଲେ ଭଳ ହୋଇଥାନ୍ତା
@arajunmaharana6147
@arajunmaharana6147 28 күн бұрын
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
@user-vo8gb8wo8f
@user-vo8gb8wo8f 28 күн бұрын
ଜୟ ଜଗନ୍ନାଥ ପ୍ରଭୁ ବଡ଼ଟାକୁରେ ମାଆ ମୋତେ ବିପଦରୁ ବଞ୍ଚାଅ ପ୍ରଭୁ
@nabakishoresahoo5712
@nabakishoresahoo5712 28 күн бұрын
ସେବାୟତ ମାନେ ବାଧ୍ୟ ବାଧକରେ ସେବା କରୁଛନ୍ତି l 80% ସେବାୟତ BJD ପାଣ୍ଡିଆନଙ୍କ ଶିଷ୍ୟ ହୋଇଯାଇଛନ୍ତି l
@diptiskumarbal3778
@diptiskumarbal3778 28 күн бұрын
Mg lazya nahi tumaku bjp chatukar
@SandipbiswalIS--
@SandipbiswalIS-- 28 күн бұрын
To gandi maruchanti
@concordrajpushpa
@concordrajpushpa 28 күн бұрын
han para corrider niramana karithila
@satyaranjanpanda4189
@satyaranjanpanda4189 27 күн бұрын
ଆଉ 20% ଏବେ ବିଜେପି ର ହୋଇଗଲେ, ସମୟ ଅନୁସାରେ 100% ବି ବିଜେପି ର ହୋଇଯିବେ ମନ ଦୁଃଖ କରନି
@Hindutwa829
@Hindutwa829 24 күн бұрын
​@@satyaranjanpanda4189bala bujhilu tu
@rakeshkumarpany880
@rakeshkumarpany880 28 күн бұрын
Jay jagannath
@user-nf3mk7yi9n
@user-nf3mk7yi9n 28 күн бұрын
❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤
@birenray1532
@birenray1532 28 күн бұрын
ପ୍ରଭୁ ନୀଳା କରିଛନ୍ତି ମାନେ, ସମାଧାନ ହେଇଜିବ ଅପେକ୍ଷା କର ସମୟକୁ ,
@laxmikantapadhi7947
@laxmikantapadhi7947 28 күн бұрын
Argus news thiki rasta re chalichi ❤❤❤Jo jaganatha
@user-bw4rz3iz9l
@user-bw4rz3iz9l 28 күн бұрын
pura bjp chamcha argus
@sarojsahoo2287
@sarojsahoo2287 28 күн бұрын
Jay jaganatha🙏🙏
@subhraodishavlogs
@subhraodishavlogs 28 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ତୁମ କରୁଣା ଅପାର।।।
@bishnuprasadmishra8830
@bishnuprasadmishra8830 28 күн бұрын
ଶଳା ଆମେ ମହାପ୍ରଭୁଙ୍କୁ କେଉଁ ଠାରେ ଦେଖିବୁ, ମନ୍ଦିର ଗଲେ ଧାଡ଼ିରେ ଠିଆ ହେଇ ସମୟ ଯିବ, ରଥରେ ସେବାୟତ ଗାଣ୍ଡୀ ମାରିବେ , ଶଳା କାହାକୁ କହିବ, ଅଥର୍ବ ପ୍ରଶାସନ
@SunilKumar-jl6nq
@SunilKumar-jl6nq 23 күн бұрын
Bhakta Dasiya bauri bhalia manare nijaku samarpana karibara achi Sabu niti niyama ku paliba ku padiba prashansa Kariba ku padiba
@baradakantatripathy972
@baradakantatripathy972 28 күн бұрын
Jay Jagannath Swami Nayan patha gami bhaba tume, bhaba tume, bhaba tume...
@prajnaparida8889
@prajnaparida8889 28 күн бұрын
Best & real word from sebayat
@skrushnareddy6796
@skrushnareddy6796 28 күн бұрын
ଓମ୍ ନମଃ ଶ୍ରୀ ଗର୍ବ ଗଜନ ଶ୍ରୀ ହରି ଓମ୍ ନମଃ ଶ୍ରୀ ବଡ଼ ବାଡ଼ ଶ୍ରୀ ବଳଭଦ୍ର ଦେବ ନମଃ 🕉️🙏🕉️🙏🕉️🙏🕉️🙏🙏🕉️🙏🕉️🙌🙌🌻🏵️🌿🌷🌹🥥🚩🙌🌻🌻🏵️🌿🌷🌹🥥🍂💐🌸🍁🌼🌼🌺🥀🪔⭕‼️⭕
@narayandalai8414
@narayandalai8414 27 күн бұрын
ଦୁଷ୍ଟ ପଣ୍ଡା ମାନଙ୍କୁ ଦଣ୍ଡ ଦିଆଯାଉ, ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@PradeepKumar_yt
@PradeepKumar_yt 28 күн бұрын
ଜୟ ଜଗନ୍ନାଥ
@mohapatrasubhranshusekhar7545
@mohapatrasubhranshusekhar7545 28 күн бұрын
Jeudina Pandamwne Bhakta Bidura Sudama saji Ratharudha hebe tebe koti koti bhaktanka upare subha dusti padiba . Sehidina Bhakta Bhagabananka Milana neba . .
@ThakelaBro
@ThakelaBro 28 күн бұрын
ସେବାୟତ ଭକ୍ତ ଙ୍କ ଠାରୁ ଲୁଟି ଖାଇ ବଂଶ ବୃଦ୍ଧି କରିଚାଲିଛ ଏଇ ଭଳି ପବିତ୍ର କାର୍ଯ୍ୟ ତୁମ ମାନଙ୍କ ପାଇଁ ନୁହେଁ ଶ୍ରୀମନ୍ଦିର କୁ ବ୍ୟାପାର ର ଗୋଟେ ଉତ୍ସ କରିଛ ପାପୀ ଅହଙ୍କାରୀ
@subratpadhiary5166
@subratpadhiary5166 28 күн бұрын
ଜୟ ଜଗନ୍ନାଥ 🙏🙏🙏
@shefalepatra1381
@shefalepatra1381 28 күн бұрын
Koti koti Dandvat Pranam Prabhu ❤
@sahoopravasini7341
@sahoopravasini7341 28 күн бұрын
Bahuta Satya Katha....
@user-lp5wj4nr3p
@user-lp5wj4nr3p 27 күн бұрын
ମନ୍ଦିର ଭିତରେ ପଶୁ ପଶୁ ତୁଳସୀ ପତ୍ର ଗୁଟେ ଦେବେ 100 ଟଙ୍କା ମାଗିବେ
@jejemaanatunilifestyle1617
@jejemaanatunilifestyle1617 28 күн бұрын
ଜୟ ଜଗନ୍ନାଥ ସ୍ୱାମୀ 🙏
@ejitapradhan3186
@ejitapradhan3186 28 күн бұрын
ଜୟ ଜଗନ୍ନାଥ 🌹🌹🌹
@MrPpcops
@MrPpcops 27 күн бұрын
ସଂଗ୍ରାମ ବାବୁ, ଅତି ସୁନ୍ଦର ଭାବେ ସାରା ଓଡିଶାର କଣ ସାରା ଦେଶର ଭକ୍ତ ଙ୍କ ମନର କଥା ଆପଣ ପଚାରି ପାରିଛନ୍ତି। ସେବାୟତ ଙ୍କ ମନମୁଖୀ କାର୍ଯ୍ୟ ଭକ୍ତ ଙ୍କୁ ଦୁର୍ବ୍ୟବହାର, ଅଯଥା ଠେଲା ପେଲା, ଓ ବିଶୃଙ୍ଖଳିତ ଆଚରଣ, ନୀତିକାନ୍ତି ର ଅବ୍ୟବସ୍ଥା ବିଷୟରେ ଯାହା ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋୖଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି। ତାଙ୍କ ପରି ବରିଷ୍ଠ ସେବାୟତ ମାନେ ନିଜର ଦାୟିତ୍ଵ ଯଦି ସୂଚାରୁରୂପେ ତୁଲାନ୍ତି ନାହିଁ ଖାଲି ନିଜକୁ ବଡ ବୋଲି ଦେଖେଇ ହୁଅନ୍ତି ଓ କୋୖଣସି ସମସ୍ଯାର ଆପୋଷ ସମାଧାନ କରେଇ ଦିଅନ୍ତି ନାହିଁ । ସଂଗ୍ରାମ ବାବୁଙ୍କୁ ଅଶେଷ ଧନ୍ୟବାଦ।
@ranjanpallai6789
@ranjanpallai6789 26 күн бұрын
bahut sundar sangram Bhai
@lakuluckyvlogs
@lakuluckyvlogs 28 күн бұрын
Jai jagannath Swami Nayan path gami bhaba tume 🙏😥
@kabudas8617
@kabudas8617 28 күн бұрын
ସବୁ ସେଇ ପ୍ରଭୁଙ୍କୁ ଜଣା ସବୁ ସେଇ ପ୍ରଭୁଙ୍କ ଇଚ୍ଛା....🙏🏿 ❤ଜୟ ଜଗନ୍ନାଥ❤
@supriyaprusty5018
@supriyaprusty5018 27 күн бұрын
Jay Jagannath
@PadmalayaMohanty-lm3fp
@PadmalayaMohanty-lm3fp 27 күн бұрын
Jay shree Jagannath Swami Nayana Patha Gami Bhaba Tume 🙏🥰
@RosyBehera64
@RosyBehera64 26 күн бұрын
ଏତେ ଗର୍ବ କାହିଁକି ବାଡଗ୍ରାହୀ ଆଜ୍ଞା ଠାକୁର ଆପଣଙ୍କର, ଜନସାଧାରଣ କିଏ ତାହେଲେ? ବଡ଼ ପଣ୍ଡା ହିସାବରେ କେତେଥର ସାଧାରଣ ଲୋକଙ୍କୁ ମାଗଣାରେ ଦର୍ଶନ କରେଇଛନ୍ତି
@ashokkumarpal596
@ashokkumarpal596 28 күн бұрын
ସେହି ଅମାନିଆ ସେବାୟତ ମାନେ କିଏ ?ସେମାନେ ତ ଆପଣ ମାନଙ୍କର ପୁଅ ପୁତୁରା ନାତି ଆପଣଙ୍କର ବଂଶଧର ର କିଏ ବି ହେଇଥିବେ ,ଆପଣ ସେମାନଙ୍କର ବରିଷ୍ଠ ,ଆପଣଙ୍କର କଣ ଦାଇତ୍ୱ ଅଛି କି ନାହିଁ ,ଖାଲି ଦୋଷ ଦେଇ ଆପଣ ଖସି ଯାଇପାରିବେନି .ଦାଇତ୍ୱ ନେବାକୁ ହେବ .
@sritamkumar7488
@sritamkumar7488 28 күн бұрын
Nai tanka pua Mane semiti kebe karibeni....Tanka Family Bahut Bhala
@radheshyammohapatra2948
@radheshyammohapatra2948 28 күн бұрын
Kete sundar family tankara
@ajaysethy142
@ajaysethy142 27 күн бұрын
Aaji kali pulanku kahile , muhanre jabab dauchhanti boli, purukha loka mane nija ezat ku dari chup rahiba hin bada karana
@dhirendranathrout3005
@dhirendranathrout3005 27 күн бұрын
ଏବେକାର ପୀଢ଼ି ଯଦି ପାନ୍ଡିଆନ ଶିଷ୍ୟ ହୁଅନ୍ତି,ତେବେ ଗୁରୁଜନଙ୍କ କଥା କିଏ ମାନିବ।
@odiaknowledgehubranjit4985
@odiaknowledgehubranjit4985 27 күн бұрын
​@@dhirendranathrout3005😂😂😂
@rakeshparida3620
@rakeshparida3620 28 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।। ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।
@deepakbugudei1247
@deepakbugudei1247 28 күн бұрын
ହେ ପ୍ରଭୁ 🙏🏻
@pravashinisaho3111
@pravashinisaho3111 28 күн бұрын
Jay jagnnath mahaprabhu 🪔🙏,a nirat sat Katha, mahaprabhu tumku sbu Jana🙏🙏🙏🙏🙏
@bishikeshanbehera5868
@bishikeshanbehera5868 27 күн бұрын
ଶ୍ରୀମନ୍ଦିର ଭିତର ରତ୍ନ ବେଦୀ ପାଖ କୁ ତ କାଇଁ ପାଣି ଆସୁନାହିଁ ରତ୍ନ ଭଣ୍ଡାର କୁ ପାଣି କେମିତି ଆସିବ । ଭଣ୍ଡାର କୁ ତ ଏମିତି ତିଆରି କରାଯାଇଥିବା ଯାହା କି ଶ୍ରୀମନ୍ଦିର ଥୁ ବି ଅଧିକି ଶକ୍ତ ଥିବା
@kuldeepbehera449
@kuldeepbehera449 28 күн бұрын
Jay Jagannath 🙏🏼
@MoJagannath365
@MoJagannath365 27 күн бұрын
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏
@satyabratadash1586
@satyabratadash1586 27 күн бұрын
Jay Jagannath Swami 🌺🙏🌺
@niranjansatapathy1941
@niranjansatapathy1941 28 күн бұрын
ଜୟଜଗନ୍ନାଥ 🙏
@Madhumehendiart1985
@Madhumehendiart1985 27 күн бұрын
Jay Jagannath swami nayana pathagami bhaba tume bhaba tume bhaba tume 🙏🙏🙏🙏🙏
@chandraDahita
@chandraDahita 28 күн бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସୁରେଶ ମହପାତ୍ରଙ୍କୁ ଜବାବ ତଲବ କରିବା କଥା
@newsonlineplus24x7
@newsonlineplus24x7 25 күн бұрын
ସବୁ ମିଛ ପ୍ରହେଳିକା..... ଅର୍ଥ ର ଦାସୀ
@SwarnapriyaSahoo-oe7nf
@SwarnapriyaSahoo-oe7nf 28 күн бұрын
Jai jagannath ❤❤❤
@subashayorock4396
@subashayorock4396 23 күн бұрын
Mara jadi vhagya thanta jagatara ntha jaganathakna sebakaribare mu jibana ma prana sabu tanka charane. Deithanti jay Jagannath 🙏🙏🙏🙏🙏
@sujataswain2493
@sujataswain2493 28 күн бұрын
Mo Prabhu jagannath Swami Nayana patha gami bhaba tume 🙏💞
@182jdj
@182jdj 28 күн бұрын
Jai shree Jagannathha 🙏🙌🏻
@PrasantMishra-cw1of
@PrasantMishra-cw1of 28 күн бұрын
Baht sundar prasna gudie o Tara uttara.Bhala lagila Dhanyabad.
@saraswtisinku6774
@saraswtisinku6774 28 күн бұрын
Jay jagarnnath
@pks4343
@pks4343 27 күн бұрын
ଜୟ ଜଗନ୍ନାଥ 🙏
@subashayorock4396
@subashayorock4396 23 күн бұрын
Pravhu kna seba jia kare taa mana prana sabu jaganath charanare deithanti
@anjalipradhan2839
@anjalipradhan2839 27 күн бұрын
🙏🏽💐🙏🏽ଜୟ ଜଗନ୍ନାଥ
@sabyaexpress
@sabyaexpress 28 күн бұрын
Jay jagannath 🙏🙏🙏
@sureshnayak2347
@sureshnayak2347 27 күн бұрын
Jay Jagannath Swami Nayan pathagami bhava tume❤❤
@aganiswain4789
@aganiswain4789 28 күн бұрын
ଜୟ ଜଗନ୍ନାଥ 🙏🙏🙏 , ଜଗନ୍ନାଥଙ୍କ ପାଖରେ କେହି ନିଜର ନୁହଁନ୍ତି , ଭୁଲ୍ ପାଇଁ ବଡ଼ ଦଣ୍ଡ ନିଶ୍ଚୟ ମିଳିବ 🙏
@Mikutalks
@Mikutalks 27 күн бұрын
ଜୟ ଜଗନ୍ନାଥ ପ୍ରଭୁ ❤❤❤❤❤❤❤
@bishikeshanbehera5868
@bishikeshanbehera5868 27 күн бұрын
ଜୟ ଜଗନ୍ନାଥ ସ୍ଵାମୀ 🙏
@user-yr2zd1xo5b
@user-yr2zd1xo5b 28 күн бұрын
Jay Jagannath Swami
@kartikpanda6389
@kartikpanda6389 27 күн бұрын
Jay Jagannath 🙏🏻🙏🏻🙏🏻🙏🏻🙏🏻
@chandancreations389
@chandancreations389 28 күн бұрын
- ଅତି ଗର୍ବ
@user-ek8yt2fv4f
@user-ek8yt2fv4f 27 күн бұрын
Tama mananku jagannath dekhibe Jay jagannath Hari bolo
@rabindrananda943
@rabindrananda943 27 күн бұрын
Se para bhabara Thakura Jay Jaganath
@sandeshkumardalei1340
@sandeshkumardalei1340 28 күн бұрын
Jay Jagannath Swami 🔘 ❗️ 🔘 ... 🙏
@Laxmi-lu7jc6rb8q
@Laxmi-lu7jc6rb8q 27 күн бұрын
Jay Jagannath ❤🙏🚩
@soudaminipujahari7208
@soudaminipujahari7208 27 күн бұрын
Prathame dasabhagaku badalantu🙏
@sujatapasayat5961
@sujatapasayat5961 28 күн бұрын
Jayjaganatha ❤🎉mo Kalia thakura❤
@user-go7pi3vl5l
@user-go7pi3vl5l 27 күн бұрын
Jay Jagannath 🙏❤️🙏
@ramachandranaik713
@ramachandranaik713 24 күн бұрын
ଜଗତଠାକୁର ଗରିବମାନଙ୍କୁ ଦାନ କରନ୍ତୁ ।
@soumyaranjansahu3704
@soumyaranjansahu3704 28 күн бұрын
Jay Jagannath 🙏🙏
@ashokgouda1352
@ashokgouda1352 27 күн бұрын
Jay🙏🙏🙏 Jagannath❤❤❤❤
@jeetendapanda2591
@jeetendapanda2591 28 күн бұрын
Thank u Argus tv for bringing the fact of shifting Arvind padhy &dramatic induction of Suresh Mohapatra as JTA & again appointment of Shri Padhy as JTA. Happy to learn so many secrets from Shri J.S.Mahapatra & Jaguni Bhai.
@user-xh4sh1me6c
@user-xh4sh1me6c 26 күн бұрын
Jay jagannath swami
@asitrout7659
@asitrout7659 28 күн бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ 😭😭
@MurareeYadav-sk5es
@MurareeYadav-sk5es 28 күн бұрын
Jay shree Jagannath Swami 🙏🙏🙏🙏🙏🙏🙏🙏🙏🙏⭕‼️⭕
@swatirout2986
@swatirout2986 28 күн бұрын
Jai jagannath 🙏
@user-jw6bh6ug6h
@user-jw6bh6ug6h 28 күн бұрын
DURYODHAN KHATUA HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR GOOD LUCK ! LORD JAGANNATH MAY BLESS BOTH OF YOU BEAUTIFUL PRESENTATION !
Опасность фирменной зарядки Apple
00:57
SuperCrastan
Рет қаралды 12 МЛН
My Cheetos🍕PIZZA #cooking #shorts
00:43
BANKII
Рет қаралды 10 МЛН
Harley Quinn's plan for revenge!!!#Harley Quinn #joker
00:49
Harley Quinn with the Joker
Рет қаралды 7 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 129 МЛН
Know What Happened during Rath Yatra in 1972
4:06
OTV
Рет қаралды 172 М.
Опасность фирменной зарядки Apple
00:57
SuperCrastan
Рет қаралды 12 МЛН