Ahe Daya Maya Biswa Bihari - Morning Prayer - ଆହେ ଦୟାମୟ ବିଶ୍ୱ ବିହାରୀ | Kumar Bapi | Sidharth Bhakti

  Рет қаралды 9,813,506

Sidharth Bhakti

Sidharth Bhakti

4 жыл бұрын

Song : Ahe Daya Maya Biswa Bihari
Album : Parthana
Album No. : WM-2602
Lyrics : Ramakrushna Nanda
Singer : Kumar Bapi
----------------------------------------------------------------------------------------------
♪ Full Song Available on ♪
JioSaavn :
Wynk :
Gaana :
Apple Music :
Amazon Prime Music :
iTunes :
Spotify :
----------------------------------------------------------------------------------------------
Recorded At : Sidharth Studio
Voice Dubbing & Mixing By : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
----------------------------------------------------------------------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
----------------------------------------------------------------------------------------------
Watch & Subscribe to our other KZfaq Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
----------------------------------------------------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
----------------------------------------------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

Пікірлер: 1 900
@pragyanpramitapradhanpragy3532
@pragyanpramitapradhanpragy3532 Жыл бұрын
ଏବେ ବି ଏହି ଗୀତକୁ କେଉଁ ମାନେ ଶୁଣୁଚ 👍
@sagarpaikaray5535
@sagarpaikaray5535 5 ай бұрын
ଯେତେ ଶୁଣିଲେ ବି ଭଲ ଲାଗେ 🙏
@user-tn3ob8pd3p
@user-tn3ob8pd3p 5 ай бұрын
Mu😢
@GitanjaliDash-nn1fe
@GitanjaliDash-nn1fe 3 ай бұрын
​@@user-tn3ob8pd3pl
@bimalchandradasmohapatra8440
@bimalchandradasmohapatra8440 29 күн бұрын
G ex❤❤ by Thursday k hub😢😮 tree inggg hmm bhhggv. T TX in es Rd​@@user-tn3ob8pd3p
@dilu9507
@dilu9507 20 күн бұрын
Iam listening 12.20am
@mahendrabehera5214
@mahendrabehera5214 3 жыл бұрын
ଆମ ପିଲାଦିନ କେତେ ସୁନ୍ଦର ସ୍କୁଲ ଯିବା ବେଳ
@ranjankumarmohapatra3491
@ranjankumarmohapatra3491 3 жыл бұрын
ମୋର ପିଲା ଦିନ କଥା ଚାଟଶାଳୀ ମନେପଡୁଛି 🙏🙏🙏
@IswarPalai-yp9mp
@IswarPalai-yp9mp 3 ай бұрын
2024 re କିଏ ଶୁଣୁଚ କମେଟ୍ କର❤🌹🌹🌹🌹🌹
@RaidasSingh-gk8bb
@RaidasSingh-gk8bb 2 ай бұрын
Mu ❤❤❤
@kshetramohanbag2004
@kshetramohanbag2004 Ай бұрын
😊😊😊😊😊😊😊😊😊😊​@@RaidasSingh-gk8bb
@janmejaydas9900
@janmejaydas9900 Ай бұрын
❤❤
@subashbarge7695
@subashbarge7695 Ай бұрын
🙏🙏🙏❤️❤️❤️
@GagarMj
@GagarMj Ай бұрын
ମୁଁ ଛୋଟବେଲେ ଏଈ ପ୍ରାଥାନା କହୁତିଲି 🙏🙏🙏
@prasantakumarkar3977
@prasantakumarkar3977 4 жыл бұрын
ସ୍କୁଲ ଜୀବନ ମନେ ଫଡିଛି ,ଆହା !
@m.srinivasdora4819
@m.srinivasdora4819 2 жыл бұрын
ସତ୍ଯ,ପ୍ରେମ, ବିଶ୍ବାସ, ସହନଶୀଳତା ଦ୍ବାରା ଏ ସଂପୂର୍ଣ୍ଣ ଜଗତ କୁ ଜିତି ପାରିବା
@sureshvlogs7731
@sureshvlogs7731 Ай бұрын
2024 ମେ 18 ରେ କିଏ କିଏ ଶୁଣଛ like କର
@user-xq5nd9xm3t
@user-xq5nd9xm3t 6 ай бұрын
ଆହାଃ କି ସୁନ୍ଦର !, ଧନ୍ୟବାଦ,ଶୁଭସକାଳ, ଶୁଭକାମନା
@banitapurty8097
@banitapurty8097 2 жыл бұрын
ସତରେ ପିଲାଦିନର କଥା ବହୁତ ମନେପଡୁଛି 💓💓❤🥰
@sonurout2911
@sonurout2911 Жыл бұрын
Tamara eka nuhen samastankara 😅
@naturallearningstar2790
@naturallearningstar2790 9 ай бұрын
J my HDFC ur own 😊😊❤❤😊😢😢🎉🎉😂😂❤❤0❤p😊😊😊
@muscixpsunil.b
@muscixpsunil.b 2 ай бұрын
ଏହି ପ୍ରାଥନା ହଟାତ୍ ମନେ ପଡିଗଲା ଶୁଣିବାକୁ ଆସିଲି ହେଲେ ଆଖିରୁ ଅଶ୍ରୁ ବାହାରିଗଲା ଯେତେବେଳେ ମନେ ପଡେ ସେ ଛୁଆ ଦିନେ ଯେମିତି ପ୍ରାଥନା କରୁ ଥିଲୁ 😢 ସେ ଛୁଆ ଦିନ କୁଆଡେ ଚାଲିଗଲା କେ ଜାଣି
@TapankuRohidas
@TapankuRohidas Ай бұрын
Mate mora school ra sanga mane mane padigale
@sarojbehera8515
@sarojbehera8515 Ай бұрын
S2u😂
@malayakumar5917
@malayakumar5917 Жыл бұрын
କେତେ ସୁନ୍ଦର ଥିଲା ସେ ପିଲାଦିନ🙏😢ନା ମୋବାଇଲ ନା ଇନଟେରନେନ୍ଟ୍ ଖେଳ କୁଦ ସାଙ୍ଗ ସାଥି ହସ ଖୁସିରେ ଭରିକି ଥିଲା
@dineshsuna
@dineshsuna Жыл бұрын
ସତ କହିଲ ଭାଇ
@mithunkandhapan2134
@mithunkandhapan2134 Жыл бұрын
Right sir🙏🙏🙏
@satyaranjandas119
@satyaranjandas119 10 ай бұрын
Hm bhai
@malayakumar5917
@malayakumar5917 10 ай бұрын
@@SaikhOkil-tc6hr ❤️
@smileshiva8359
@smileshiva8359 10 ай бұрын
Apana thik kahichhanti
@gitanjaliharijan6473
@gitanjaliharijan6473 3 жыл бұрын
ଏହି ମୋଧୁର ସଂଗୀତ ସୁଣିବାକୁ ଭଉତ୍ ଇଚ୍ଚା ଆପଣକଂ କଂଠୋଶ୍ବର ଆଉ କଳା ମାନିବାକୁ ପଡ଼ିବ ଜୟ ହେ ଗୁରୁଦେବ
@somanathkhara8368
@somanathkhara8368 2 жыл бұрын
ଆଜିର ସରକାରଙ୍କ ଳିତୀ କେତେ ତଳକୁ ଖସି ଯାଇଛି।ଆଜି ଏହି ପରି ନିୟମ ନିତିରେ ପାଠ ପଢି ଥିଲେ ବହୁତ ଭଲ ହୁଆନ୍ତା।
@AmazingExperimentIndia
@AmazingExperimentIndia 2 ай бұрын
Odisha ra ଗର୍ଭ ❤
@milansilan2776
@milansilan2776 2 жыл бұрын
ଆହେ ଦୟାମୟ ବିଶ୍ଵ ବିହାରି
@milansilan2776
@milansilan2776 2 жыл бұрын
ଭଲକାମ
@kailashreddy38
@kailashreddy38 4 жыл бұрын
ସ୍ମୃତି ପିଲାଦିନର.... ମନେ ପଡ଼ିଗଲେ ମନଟା ଖୁସିରେ ଝୁମି ଉଠେ ।
@surennaik1527
@surennaik1527 4 жыл бұрын
Ati sundara prathana 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@manjumohanta2828
@manjumohanta2828 Жыл бұрын
ହେ ଠାକୁର ମୋ ପିଲା ଦିନ ମୋତେ ଦିଅ ଫେରାଇ
@user-rx2he3kd3y
@user-rx2he3kd3y 6 ай бұрын
ଓଁ***** ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ*****
@ramkumarpadhan8729
@ramkumarpadhan8729 2 жыл бұрын
ଏଇ ପ୍ରାର୍ଥନା ଆଜି ବି ମୋ ମନକୁ ପବିତ୍ର କରି ରଖିଛି...ପ୍ରଭୁ ସମସ୍ତଙ୍କୁ ଖୁସି ରେ ରଖନ୍ତୁ 🙏🙏 ।
@bhubanamanjarijena4619
@bhubanamanjarijena4619 2 жыл бұрын
Didk
@ashokkupradhan5058
@ashokkupradhan5058 Жыл бұрын
fsgsb s k sb ek chl h aj g suichan
@ashokkupradhan5058
@ashokkupradhan5058 Жыл бұрын
sry social dissolve CUCSJDXMZDG ffj🌹🤍🎂💖💘💝🖤💜💙💛🧡❤🤍🤎💔❣️💕💞💓💗💖💘💝💟☮️✝️
@laxmipriyarath6895
@laxmipriyarath6895 Жыл бұрын
Youigh
@madhuribhoi6142
@madhuribhoi6142 11 ай бұрын
​@@bhubanamanjarijena4619pp
@rajalaxmidash307
@rajalaxmidash307 4 жыл бұрын
My favorite singer Kumar Bapi bhai
@JayShriRam2947
@JayShriRam2947 10 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ⚫ᕫ⚫🙏
@jagannathsanskruti9626
@jagannathsanskruti9626 2 жыл бұрын
ମୋର ଗାଁ ସ୍କୁଲ କଥା ମନେ ପଡ଼ୁଚି ପ୍ରାର୍ଥନା ଶୁଣି my school Miss you
@chinmayjena9840
@chinmayjena9840 4 жыл бұрын
ସେହି ପିଲାଦିନ..... ସେହି ପ୍ରାଥନା..... ଆଜି ବି ମନେପଡେ । ହେଲେ ସମୟ ଆଗରେ, ସବୁ ମଣିଷ ଆଜି ହାର୍ ମାନିଛି।,,, 😭😭😭😭😭
@agastyabagarti4598
@agastyabagarti4598 4 жыл бұрын
He mattrupa
@brundabankhatua5344
@brundabankhatua5344 4 жыл бұрын
Like a prayer in mornig
@deepakgrahacharya5945
@deepakgrahacharya5945 9 ай бұрын
ସର୍ବ ଧର୍ମ ର ବାର୍ତ୍ତା ବହନ କରୁଥିବା ଏହି ପ୍ରାର୍ଥନା କେବଳ ଭକ୍ତି ରସ ରେ ସମୃଦ୍ଧ ତାହା କୋମଳ ମତି ଛାତ୍ର ଛାତ୍ରୀ ଙ୍କ ସହ ନୈତିକତା ର ମନ୍ତ୍ର ସଂଚାର କରୁଥିଲା। Really full of memories in this prayer.I miss my childhood
@jagabandhunayak3666
@jagabandhunayak3666 20 күн бұрын
❤❤❤❤❤❤❤❤
@priyacharandas7352
@priyacharandas7352 2 жыл бұрын
ଜୟଶ୍ରୀ ଜଗନ୍ନାଥ
@kalyansamal6386
@kalyansamal6386 2 жыл бұрын
ହେ ପ୍ରଭୁ କ୍ଷମା କର,, ତୁମ କଥା ଭୁଲି ଯାଇଥିଲୁ😔😔😔😔
@kumarsabyasachitripathy
@kumarsabyasachitripathy 4 жыл бұрын
ହେ ପ୍ରଭୁ ମୋର ଆପଣଙ୍କ ଶ୍ରୀ ଚରଣ ତଳେ ବିନମ୍ର ଭାବରେ କୋଟି କୋଟି ପ୍ରଣାମ
@anantamahar9837
@anantamahar9837 3 жыл бұрын
n
@paritathakkar1467
@paritathakkar1467 3 жыл бұрын
🙏🙏🙏
@sasmitarout9257
@sasmitarout9257 3 жыл бұрын
I love you song
@sudarsan0143
@sudarsan0143 3 жыл бұрын
ହେ ଦୟାବାନ ମହାପ୍ରଭୁ ପୁଣି ଥରେ ଏହି ପ୍ରାର୍ଥନା ଗାଇବା ପାଇଁ ସେହି ପିଲା ବେଳର ସୁଯୋଗ ଫେରେଇ ଦିଅନ୍ତୁ ମୁଁ ବହୁତ ଖୋଜୁଛି ସେହି ପିଲା ବେଳର ଏହି ପ୍ରାର୍ଥନାକୁ। ଏହି ପ୍ରାର୍ଥନା ଟି ସମସ୍ତଙ୍କ ହୃଦୟକୁ ଛୁଇଁଛି।
@education4all671
@education4all671 Жыл бұрын
Ha bhai right but is impossible
@lilykar4550
@lilykar4550 Жыл бұрын
🙏🙏🙏ମୋ ପୀଲାବେଳ 🌹ପାର୍ଥାନା
@H-M---C-H-A-N-G-E-R
@H-M---C-H-A-N-G-E-R 3 жыл бұрын
ଏ ଗୀତ ଶୁଣିଲେ ଛାତି ଟା କେମିତି ଲାଗୁଛି
@archanabhuyan9826
@archanabhuyan9826 2 жыл бұрын
All time memorable prayer
@kumarsabyasachitripathy
@kumarsabyasachitripathy 4 жыл бұрын
ଏମିତି ବି ଅଜ୍ଞାନୀ ଲୋକ ଅଛନ୍ତି ଏହି ଭିଡ଼ିଓ କୁ dislike କରୁଛନ୍ତି l ଭଗବାନ ସେମାନଙ୍କୁ ସତବୁଦ୍ଧି ଦିଅନ୍ତୁ l ହରେ କୃଷ୍ଣ
@basudevswain85
@basudevswain85 2 жыл бұрын
ଯୋତା ପିନ୍ଧିକରି ପ୍ରାର୍ଥନା କରାଯାଏ ନାହିଁ ।ଏହି ଶିକ୍ଷା ମଧ୍ୟ ପିଲାମାନଙ୍କୁ ଦିଅନ୍ତୁ ।
@laxmanmurmu1841
@laxmanmurmu1841 6 күн бұрын
ବହୁତ ସୁନ୍ଦର ହେଇଛି 🙏🎉👌
@ronit6666
@ronit6666 3 жыл бұрын
ଆମ ପିଲା ଦିନେ କେତେ ସୁନ୍ଦର ଥିଲା 🕉️🕉️🕉️🙏
@ramitarana2108
@ramitarana2108 2 жыл бұрын
Missing you ପିଲା ଦୀନ ଆଜି ମନେ ପଡ଼ି ଯାଉଛି i miss ୟୁ
@user-kv1vr8or1h
@user-kv1vr8or1h 5 ай бұрын
❤❤
@user-rx2he3kd3y
@user-rx2he3kd3y 3 ай бұрын
✍️✍️✍️✍️✍️✍️✍️
@user-rx2he3kd3y
@user-rx2he3kd3y 2 ай бұрын
🙏🔱🙏🔱🙏🔱🙏🔱🙏🔱🙏🔱🙏🔱🙏
@babuniodiavlogsadboy8462
@babuniodiavlogsadboy8462 4 жыл бұрын
ମର ପିଲାଦିନ କଥା ମନେ ପଡୁଛି ସତରେ କେତେ ସୁନ୍ଦର ଦୀନ ଥିଲା ଆହେ ଦୟା ମୟ ବିଶ୍ଵ ବିହାରୀ ,...........👍👍👍👍👍👍👍
@gopabandhusethy6073
@gopabandhusethy6073 4 жыл бұрын
Goodmorning
@purnimaswain391
@purnimaswain391 4 жыл бұрын
We 4 friends were praying this at first nd others followed us during school life. So memorable 🙏
@ashisjapurayashisjapuray5523
@ashisjapurayashisjapuray5523 3 жыл бұрын
🙏👌
@adityahansdha2746
@adityahansdha2746 3 жыл бұрын
@@purnimaswain391 Good
@chandramani3329
@chandramani3329 3 жыл бұрын
ମର ପିଲାଦିନ କଥା ମନେ ପଡୁଛି ସତରେ ଆହେ ଦ
@satrughanpradhansatrughanp9986
@satrughanpradhansatrughanp9986 2 жыл бұрын
ଦୁନିଆର ସବୁଠାରୁ best ଗୀତ ଆଉ ମୋର ପିଲା ଦିନର ସବୁଠାରୁ ସୁନ୍ଦର ସ୍ମୃତି
@kanhapradhan1429
@kanhapradhan1429 Жыл бұрын
Same to you ☺️
@hemantakumarmohanty849
@hemantakumarmohanty849 2 жыл бұрын
ଜୟ ଜଗନ୍ନାଥ
@H-M---C-H-A-N-G-E-R
@H-M---C-H-A-N-G-E-R 3 жыл бұрын
ଜୀବନ ର ଗୋଟେ ଭାଗ ଏହି ଗୀତ ❤️❤️❤️❤️❤️❤️💓💓💓💓💓💓
@bipinsidhant5786
@bipinsidhant5786 3 жыл бұрын
ଏହି ପାର୍ଥନା ଗାଇଲା ବେଳେ ମୋ ଦେହରେ ସିଂହରଣ ଖେଳିଯାଏ... ଏ ପ୍ରାର୍ଥନା ଶୁଣିଲେ ମୋ ର ଭୁଲ ହେବାକୁ ଯାଉଥିବା କାମ ଠିକ ହେଇଯାଏ... ଜୟ ଜଗନ୍ନାଥ 🙏🙏🙏🙏🙏
@bhanusamal2053
@bhanusamal2053 2 жыл бұрын
The yourcc
@sakhiagrawal8923
@sakhiagrawal8923 2 жыл бұрын
Ppò0
@tapaskumarpanda7474
@tapaskumarpanda7474 2 жыл бұрын
@@sakhiagrawal8923 ķķ ..# #hùýķ,
@rasmipanda1819
@rasmipanda1819 2 жыл бұрын
@@bhanusamal2053 erred
@saratpratihari8007
@saratpratihari8007 2 жыл бұрын
@@tapaskumarpanda7474 ichha sikhyaantmrkkie
@PrakashiniSahoo-r1i
@PrakashiniSahoo-r1i 2 күн бұрын
He samaya ଫେରାଇ ଦିଅ ମୋତେ ମୋ ପିଲାଦିନ i miss my primary school
@23-sangramkumarjena50
@23-sangramkumarjena50 2 жыл бұрын
Missing those school day's.. 😓😔
@bharatimajhi4853
@bharatimajhi4853 4 жыл бұрын
Nice prayer Ehi prayer sunile mora school au Samasta sir , Friends samastanku mane pade miss u my school prayer 👌👌😭😭😭
@user-qh5xt4oe3n
@user-qh5xt4oe3n 5 ай бұрын
ଯୁଗେ ଯୁଗେ ଚାଲୁଅଛି ଚାଲୁଥିବ,👍👍👍👍🌹🙏
@kushaleswarpanda28
@kushaleswarpanda28 2 жыл бұрын
ଅତି ସୁନ୍ଦର ଚିନ୍ତା
@ChandanJatta77
@ChandanJatta77 10 ай бұрын
I listen this song and automatically full of tears in my eyes 😢miss u my childhood memories 😢😢😢😢😢
@chandanbehera4199
@chandanbehera4199 4 жыл бұрын
🌹Jay Jagannath🌹🙌
@lilykar4550
@lilykar4550 Жыл бұрын
🙏🙏🙏ଜୀବନର ମାତ୍ର 🌹
@ranjitdalei9316
@ranjitdalei9316 2 жыл бұрын
ପ୍ରଣାମ ଗୁରୁ ଦେବ,
@kapilendrasahoobabu3014
@kapilendrasahoobabu3014 4 жыл бұрын
ଗୁରୁ ବର୍ମା ଗୁରୁ ବିଷ୍ମୁ ଗୁରୁ ମହେଶ୍ବର🙏🙏🙏
@Chandankumar-ox9qc
@Chandankumar-ox9qc 8 ай бұрын
ବ୍ରହ୍ମା
@ubdharmeshdp7348
@ubdharmeshdp7348 3 жыл бұрын
Miss you yaar my school lyf
@bhagyarathiprusty9982
@bhagyarathiprusty9982 2 жыл бұрын
ଅଜି ମନେ ପଡେ ସେ ଦିନର କଥା ସବୁ. ନମସ୍ତେ
@papunuswain7259
@papunuswain7259 2 жыл бұрын
ଜୟ ଜଗନ୍ନାଥ 🙏🙏🙏
@djekram9914
@djekram9914 4 жыл бұрын
ମୁ ବହୁତ ଖୁସି ଆଜି ମନେ ପଡ଼ିଲା ମୋପିଲା ଦିନ ସେ ପ୍ରାଥନା ପିରିୟଡ଼। ,,,,,, ଧନ୍ୟବାଦ
@jatinsahukumar6050
@jatinsahukumar6050 3 жыл бұрын
$$
@rameshpangi5296
@rameshpangi5296 Жыл бұрын
ଏହି ପ୍ରାର୍ଥନା କଲାବେଳେ ମୋ ମନ ପବିତ୍ର ଏବଂ ଆନନ୍ଦ ଉଲ୍ଲାସର ସହିତ ଭରି ଯାଏ ❤️❤️🙏🙏💯💯
@user-rx2he3kd3y
@user-rx2he3kd3y 3 ай бұрын
🎻🎻🎻🎻🎻🎻🎙️🎙️🎙️🎙️🎙️🎙️🎙️🎻🎻🎻🎻🎻🎻
@tapanku...7699
@tapanku...7699 3 жыл бұрын
ଆଜି ମନେପଡିଗଲା ସ୍କୁଲ ବେଳର କଥା...
@mrakumar6070
@mrakumar6070 2 жыл бұрын
Our school time prayers 🙏🙏🙏
@lokanathkanungo2550
@lokanathkanungo2550 Жыл бұрын
Mu bhagabananku prathana karuchhi Mora pila Bela dinaku nei jaantu
@guruprasadnayak4176
@guruprasadnayak4176 4 жыл бұрын
Bahut sundar prarthana🙏🙏🙏
@user-lr4fp9ob5z
@user-lr4fp9ob5z 3 ай бұрын
ଏହି ପ୍ରାର୍ଥନା କୁ ସ୍କୁଲ ସମୟରେ ଭହୁତ ସୁନ୍ଦର ବାବେ ଉପସ୍ଥାପନ କରୁଥିଲି,ଏବେ ମଧ୍ୟ ଶୁଣିବାକୁ ଭଲ ଲାଗୁଛି 😮😮😮
@sristibhagat595
@sristibhagat595 3 жыл бұрын
ଆହେ
@Saanvi1711
@Saanvi1711 4 жыл бұрын
ILoveYouPaPa
@user-rx2he3kd3y
@user-rx2he3kd3y 6 ай бұрын
ଓଁ*****ଓମ୍ ନମଃ ଯୟ ମା ସରସ୍ୱୋତୀ ମା ନମଃ ନମଃ ନମଃ ନମଃ*****ଓଁ
@user-rx2he3kd3y
@user-rx2he3kd3y 2 ай бұрын
🌹🔱🌹🔱🌹🔱🌹🔱🌹🔱🌹🔱🌹🔱🌹
@rathasinghsingh5885
@rathasinghsingh5885 Жыл бұрын
ଅତି ସୁନ୍ଦର ସୁନ୍ଦର ଲାଗିଲା
@virendersehwag5376
@virendersehwag5376 3 жыл бұрын
Mora akhira luha ku mana kala pare b asi jauchhi....wah ki swara... really i miss my childhood life.....
@chandrasekharpatrababu8687
@chandrasekharpatrababu8687 3 жыл бұрын
ବର୍ତମାନ କୋଭିଡ୍ କଟକଣା ଥିବାରୁ ସ୍କୁଲରେ ଏହି ପ୍ରାର୍ଥନାକୁ ମିସ୍ କରୁଛୁ ।
@Madan_Thakur
@Madan_Thakur Жыл бұрын
ଏହି ପ୍ରାର୍ଥନା ଟି ପୂର୍ଣ୍ଣ ନାହିଁ
@binodkumarbeura9273
@binodkumarbeura9273 2 жыл бұрын
ମହାପ୍ରଭୁ
@ratankumarmahapatra7086
@ratankumarmahapatra7086 2 жыл бұрын
I miss you my school life 🙏
@taubhoi1019
@taubhoi1019 2 жыл бұрын
I recollect my childhood at school life.thanks.
@gayatripatra6285
@gayatripatra6285 10 ай бұрын
O😂❤😂🎉😢😮😮😅😅😅😊😂🎉😮x😂😂
@arunkumarmohanty6392
@arunkumarmohanty6392 7 ай бұрын
ଏ ଗୀତ ଶୁଣିଲେ ମୋର ପିଲାଦିନର ସ୍କୁଲ କଥା ମାନେପଡିଯାଉଛି
@rajendrapadhiary4479
@rajendrapadhiary4479 Жыл бұрын
🙏
@adityamelodynight0812
@adityamelodynight0812 4 жыл бұрын
mote sabuthu bhala laguchi odia bhajan kumar bapi ....best bhajan Singer kumar bapi
@nabinkumarbhoi5486
@nabinkumarbhoi5486 2 жыл бұрын
ବହୁତ ସୁନ୍ଦର ପ୍ରାର୍ଥନା ସଂଗୀତ ସର୍ବଜନାଦୃତ
@user-rx2he3kd3y
@user-rx2he3kd3y 4 ай бұрын
🙏🙏🙏🙏🙏🙏👣👣👣👣👣👣🙏🙏🙏🙏🙏🙏
@bapubapu5470
@bapubapu5470 2 жыл бұрын
ଅତି ସୁନ୍ଦର୍
@bibhutioram2647
@bibhutioram2647 4 жыл бұрын
ଏ ପ୍ରାର୍ଥନା ଶଣିଲେ ମୋ ସ୍କୁଲ କଥା ମନେହୁଏ Thank you
@sudastnapradhan4634
@sudastnapradhan4634 4 жыл бұрын
Sunil
@gopalsethi5580
@gopalsethi5580 2 жыл бұрын
Right
@rajanikantchhatria1232
@rajanikantchhatria1232 2 жыл бұрын
@@gopalsethi5580 tr
@pravatisahu5517
@pravatisahu5517 2 жыл бұрын
Same to u
@shibeshmohapatra9868
@shibeshmohapatra9868 2 жыл бұрын
@@gopalsethi5580 kplllllllll,lllllkkkop
@sasmitadash6144
@sasmitadash6144 4 жыл бұрын
Wow.. Thanks kebethu a song mu khojuchi pagala vali paunathilu
@meenachandrapujari8835
@meenachandrapujari8835 3 жыл бұрын
ଇ ଲୋଭେ ୟୁ ❤❤❤❤❤❤❤
@tanujamohanty6343
@tanujamohanty6343 2 жыл бұрын
🙏🙏🙏🙏🙏🙏
@dhanurjayyadu1227
@dhanurjayyadu1227 3 жыл бұрын
Mera favourite Odia Pray song
@khilitabanchhor2330
@khilitabanchhor2330 3 жыл бұрын
Werccffbubtrdf
@bewafagaming..6858
@bewafagaming..6858 4 жыл бұрын
Piladina katha mane padigala I miss you school day 😭😭😭🤧
@krushnadas940
@krushnadas940 4 жыл бұрын
Really school life is most life
@sandhyaranisahoo9556
@sandhyaranisahoo9556 3 жыл бұрын
Omm
@singerpratikshya
@singerpratikshya 3 жыл бұрын
😂😂😂😂😂😂😂
@singerpratikshya
@singerpratikshya 3 жыл бұрын
............thank you
@bijayakumarkar4294
@bijayakumarkar4294 2 жыл бұрын
🙏🙏🙏
@suchitraakshaynayak1226
@suchitraakshaynayak1226 8 ай бұрын
ଆମ ସ୍କୁଲ ପ୍ରାର୍ଥନା ଥିଲା
@basudevmishra1367
@basudevmishra1367 4 жыл бұрын
ବହୁତ ସୁନ୍ଦର ପ୍ରାର୍ଥନା... ଆଉ ସେ ପିଲା ଦିନ ଆସିବନି 😢😢
@shantilatagukhura3796
@shantilatagukhura3796 4 жыл бұрын
guruswami pravu chhota samaya manepadigala .
@anantanayak9397
@anantanayak9397 Жыл бұрын
ଏହାକୁ ପାଳନ କଲେ ସମାଜ ବଦଳି ଯିବ
@user-rx2he3kd3y
@user-rx2he3kd3y 3 ай бұрын
🎙️🙏🎙️🙏🎙️🙏🎙️🙏🎙️🙏🎙️🙏🎙️🙏🎙️
@girishsunani4403
@girishsunani4403 3 жыл бұрын
Mind blowing Sir
@mrutyunjayanayak1987
@mrutyunjayanayak1987 4 жыл бұрын
Ee prarthana ta ama school tym pakei die ..... Heart touching song.......
@bmdashkitchen201
@bmdashkitchen201 10 ай бұрын
ଆମ। ପିଲା ଦିନ। ମନେପଡିଗଲା
@falturandam4662
@falturandam4662 3 жыл бұрын
ମାଷ୍ଟର ଟା ବହୁତ୍ ଓଲ୍ଡ ଜମାନା ର
@anjanapattanaik7905
@anjanapattanaik7905 4 жыл бұрын
JAGANATH SWAMI NAYANA PATHA GAMI BHABATUME
@pratapkumar....3962
@pratapkumar....3962 4 жыл бұрын
Once time gone never come back again. As our school time has gone would never come again... really it was such a wonderful experience day for me.. this song reminded me my school life...
@nilambhatra1947
@nilambhatra1947 4 жыл бұрын
Berry. Good. Song
@prafuljene346
@prafuljene346 4 жыл бұрын
啦看咯来次@@噢5 922
@prafuljene346
@prafuljene346 4 жыл бұрын
@@nilambhatra1947 2
@odalexgaming1438
@odalexgaming1438 4 жыл бұрын
But
@odalexgaming1438
@odalexgaming1438 4 жыл бұрын
@FEEL THE DIFFERENCE 🎅👩‍🚒🧜‍♀️👯‍♂️💪🍓✨🏔🎷😂😍
@dibyajyotisahoo4411
@dibyajyotisahoo4411 2 жыл бұрын
ଏ ଗୀତ ଶୁଣିଲେ ଆଖି ରୁ ଲୁହ ଝରି ଆସେ। ପିଲା ବେଳେ ଭଲ ମଣିଷ ଟିଏ ହେବାକୁ ଏଇ ଗୀତ ଟି ଗାଉଥିଲେ, ପ୍ରାର୍ଥନା କରୁଥିଲେ। ଆଜି ମୁଁ ଭୁଲ ବାଟ କୁ ପଳେଇଛି। ମନେ ପଡୁଛି ବହୁତ୍ ସେ ଦିନ।ସେ ମୁହୂର୍ତ୍ତ।
Can You Draw A PERFECTLY Dotted Line?
00:55
Stokes Twins
Рет қаралды 102 МЛН
I Can't Believe We Did This...
00:38
Stokes Twins
Рет қаралды 86 МЛН
Final muy increíble 😱
00:46
Juan De Dios Pantoja 2
Рет қаралды 51 МЛН
Janona
4:09
Release - Topic
Рет қаралды 1,6 МЛН
Serik Ibragimov - Сен келдің (mood video) 2024
3:19
Serik Ibragimov
Рет қаралды 1,4 МЛН
BABYMONSTER - ‘FOREVER’ M/V
3:54
BABYMONSTER
Рет қаралды 51 МЛН
Say Mo - LIL BIT & 1 shot 2 (Waysberg Music Remix)
2:43
Waysberg Music🇰🇿
Рет қаралды 363 М.