ଅଲଗା ହେବ ଜବରରୁ ଦଖଲ | ଆପଣ ବି ଦେଇପାରିବେ ତଥ୍ୟ | ସରକାରୀ ଜମି ମାଡ଼ିବସିଥିଲେ ସାବଧାନ ! DINANKA TV |

  Рет қаралды 602,549

Dinanka Tv

Dinanka Tv

16 күн бұрын

ସରକାରୀ ଜମିରେ ଘର କରିଥିଲେ ସାବଧାନ ! ସରକାରୀ ଜମି ମାଡ଼ି ବସିଥିଲେ ସାବଧାନ !ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ନିର୍ଦ୍ଦେଶ | ଜମି ମାଫିଆଙ୍କ ନିଦ ହଜାଇ ଦେଲା ମୁଖ୍ୟମନ୍ତ୍ରୀଙ୍କ ଆଦେଶ |ମାଫିଆଙ୍କୁ ସାବାଡ୍ କରିବାକୁ ସରକାର ଦେଲେ ସୁଯୋଗ | #landencroachment #cmoodisha #collector #mohanmajhi #land #illegal #liiegalland #crime #evacuations #remove #landscam #dinankatv #governmentland #encroachment #vacantland #DinankaTV #mohanmajhi #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Пікірлер: 952
@RabindrachandraSahu
@RabindrachandraSahu 14 күн бұрын
BJP ସରକାର ଙ୍କର ଏହା ଗୋଟିଏ ଭଲ ପଦକ୍ଷେପ, କିନ୍ତୁ ଭୂମି ହୀନଙ୍କୁ ଜମି ଦିଆ ଯାଉ 👍👍👍🙏🙏🙏
@KalyaniKumbhar-zj5bb
@KalyaniKumbhar-zj5bb 13 күн бұрын
Right 👍
@user-ck1os1cf4m
@user-ck1os1cf4m 13 күн бұрын
Right
@user-wb1jc6uj3s
@user-wb1jc6uj3s 13 күн бұрын
Bjp govt କେବେ b କାହାକୁ ଜାଗା ଦେବ ନାହିଁ Govt ଜମି ନେବ ଆଉ Pvt company like Adani ku leage ରେ ଦେବ
@sumanaswain2113
@sumanaswain2113 12 күн бұрын
😊😊😊
@user-ml2sr1nv7q
@user-ml2sr1nv7q 12 күн бұрын
Bilkul no kaha ku kichi dia jiba nahi
@prasantapattanaik862
@prasantapattanaik862 13 күн бұрын
ଦୁଇ ଡିସିମିଲ ପର୍ଯ୍ୟନ୍ତ ଭଙ୍ଗା ନ ଯାଉ। ପଟ୍ଟା ଦିଆଯାଉ। ଗରିବ ମଧ୍ୟବିତ୍ତ ଉପକୃତ ହେବେ।
@sudhakarnayak5393
@sudhakarnayak5393 12 күн бұрын
right
@ajoyabehera7707
@ajoyabehera7707 12 күн бұрын
👍 Right sir
@dbrothers9610
@dbrothers9610 10 күн бұрын
ଜମି କୁ NTPC କୁ ଦେଇ ପାଲୁସନ କରନ୍ତୁ
@allinonetech6860
@allinonetech6860 10 күн бұрын
Gariba bhumi hina. Nka jami ku patta dia jaau.
@deepakrout1433
@deepakrout1433 9 күн бұрын
​@@sudhakarnayak5393kn right vi. Apanka kathare samathe Garib
@er.5165
@er.5165 13 күн бұрын
Bhubaneswar ର KISS UNIVERSITY , ଯଦି ଜଙ୍ଗଲ ଜମିରେ ତିଆରି ହୋଇଥିବ , ସେଇଟା ବି ଭାଙ୍ଗି ଦିଆ ଯାଉ ᱾ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ᱾
@liza_yadav
@liza_yadav 11 күн бұрын
🎉right
@susarsawnta7
@susarsawnta7 10 күн бұрын
Tomo bapa pasibo adivasi Pilanku....Gote khonde pilaku di oli khaiba dei patho podhei bada Manisha kori6u ki....Age kor tapore KISS upore nojor debe....
@kshyamabagarty2397
@kshyamabagarty2397 10 күн бұрын
Apanaka matamata pura thik
@maheshbag5689
@maheshbag5689 9 күн бұрын
right
@solaakatsuki980
@solaakatsuki980 7 күн бұрын
Thik katha
@amareshamohanty69
@amareshamohanty69 14 күн бұрын
ପ୍ରଥମେ ଭୁବନେଶ୍ବର ରେ ଆରମ୍ଭ ହେଉ।
@edisondas626
@edisondas626 13 күн бұрын
U r right 👍
@jitendrabagarti9490
@jitendrabagarti9490 13 күн бұрын
Right
@jagabandhugiri814
@jagabandhugiri814 12 күн бұрын
Right Right Right Right Right Right
@rasmidas7719
@rasmidas7719 12 күн бұрын
Hu ki
@prabirkumarsahoo6368
@prabirkumarsahoo6368 11 күн бұрын
Right
@sanjayapadhy8843
@sanjayapadhy8843 14 күн бұрын
ଠିକ୍ କଥା ପ୍ରଥମେ ବଡ ବଡ ସହରରେ କାମ ହୋଉ ଦେଖିବା କେତେ ଦୂର କାମ ହୋଉଛି
@debasissatapathy5132
@debasissatapathy5132 13 күн бұрын
ଠିକ କହିଲ ଭାଇ
@bishalpurty115
@bishalpurty115 4 күн бұрын
Right
@kruttibasbirua4761
@kruttibasbirua4761 14 күн бұрын
ଏହି ନିୟମ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ଦୁଃଖ ଦେବ। ବର୍ତ୍ତମାନର ଜନସଂଖ୍ୟା ଅନୁପାତରେ ଭୂମିହୀନ ଲୋକଙ୍କୁ ବାସସ୍ଥାନ ପାଇଁ ଜାଗା ଦେବା ଦରକାର। ବିଶେଷକରି ST,SC,and OBC ମାନଙ୍କ ପାଇଁ ଜରୁରି।
@ppcreations5074
@ppcreations5074 13 күн бұрын
ଠିକ ଯେ କିନ୍ତୁ କିଛି ପରା ସେ ଜମି ବିକି ମାଲେମାଲ ଆଉ ସରକାରୀ ଯୋଜନାରେ କିଛି ନିର୍ମାଣ କରିବା ପାଇଁ ଦେଉନାହାନ୍ତି ସେ ଜମି ନିଜର କହି, ମୋ ଗାଁରେ ଘଟିଛି ଯାହାକି ସରକାରୀ ଗୋଷ୍ଠୀ କେନ୍ଦ୍ର, ମମତା ଗ୍ରୁହ, ଅଙ୍ଗନବାଡି କେନ୍ଦ୍ର ଲହେଇପାରୁନି କିନ୍ତୁ ବିକି ଦେଉଛନ୍ତି
@lovelyBehera-i5f
@lovelyBehera-i5f 13 күн бұрын
Right bahi😢😢😢
@user-mq5wl6zj9r
@user-mq5wl6zj9r 13 күн бұрын
❤❤🎉
@Oneplayer123
@Oneplayer123 13 күн бұрын
Correct ମାଡିଚାଲ ଆଗକୁ ଆଗକୁ
@aarzoo4168
@aarzoo4168 12 күн бұрын
Kebala sc st aau obc Vote re sarkaar heini . General manakara v bahuta bada avadan achhi. Chaakiri re sc st aau obc ra reservation utha jaau kebala general Bala ku chaakiri diaa jaau
@SatrughanNayak-qf1rt
@SatrughanNayak-qf1rt 14 күн бұрын
ଗ୍ରାମାଞ୍ଚଳରେ ଏହି ନିୟମ ଲାଗୁ କଲେ ବିଜେପି ସରକାର ପାଞ୍ଚ ବର୍ଷ ରୁ ଅଧିକ ଓଡିଶାରେ ତିଷ୍ଟିବେ ନାହିଁ, ଅନେକ ଗରୀବ ଶ୍ରେଣୀର ଲୋକ ସରକାରୀ ଜମିରେ ଘର ତୋଳି ବସବାସ କରୁଛନ୍ତି, ସେମାନେ ଯିବେ କୁଆଡେ, ବହୁତ ଜମି ହୀନ ଲୋକ ଅଛନ୍ତି ସେମାନଂକୁ ପ୍ରଥମେ ଘର ଦେଇ ଥଇଥାନ କରାଯାଉ ତା ପରେ ଘର ଛାଡ଼ିବେ
@sujit_sahoo
@sujit_sahoo 14 күн бұрын
ଗ୍ରାମାଞ୍ଚଳ ରେ ବି ବହୁତ ବଡ଼ ବଡ଼ ଧନିଘର ଲୋକ ବି ସରକାରୀ ଜମି କୁ ମାଡି ବସିଛନ୍ତି
@hembramonam4250
@hembramonam4250 14 күн бұрын
Right
@barunbarik5963
@barunbarik5963 14 күн бұрын
5 years sufficient..vote na diantu kintu bhala kama heba darkar...jau dhani loko mane jaga madi basichanti semane kn governor
@BonyNahak
@BonyNahak 14 күн бұрын
​@@sujit_sahoo jou mane dhani semanaku uthao gariba lokonku hairana na karantu
@gabyaktanandaswamy5329
@gabyaktanandaswamy5329 14 күн бұрын
Thik kahila
@user-pk1tz5lf8w
@user-pk1tz5lf8w 14 күн бұрын
ଯେଉଁ ବ୍ୟକ୍ତି ଗରିବ ହୋଇଥିବ ସେମାନଙ୍କ ଘର 🏠 ଭାବିପାରିବନି ସରକାର ଏଥିପତି ଧାନ ଦେବା ଦରକାର
@samalsingh4912
@samalsingh4912 14 күн бұрын
Goribo manonku magonare jagadiahebo
@user-yr1hq5ei7d
@user-yr1hq5ei7d 13 күн бұрын
BhAi. Aineta. Samastika. Paigota. Sea. Garib. Hau. Ki. Dhani. Jai. Shree. Ram
@aarzoo4168
@aarzoo4168 12 күн бұрын
Aaji Kali kehi v gariba nuhe. Savinka paakhre smartphone hela tv recharge kale 1 lakh deiki gadi kinile sethire petrol pakaile .magana re rice,gas,bhatta etc paaile Kebal chhua janma Kariba magana hauni Samaya aasiba seita magana re diaa jiba
@gopinathmarndi85
@gopinathmarndi85 9 күн бұрын
ଆରେ ଏଇ ମୂର୍ଖ ସରକାର କାହାର ଦୁଃଖ ବୁଝି ପାରିବନି ।
@user-pk1tz5lf8w
@user-pk1tz5lf8w 9 күн бұрын
@@user-yr1hq5ei7d ଭାଇ ସରକାର ଜନତା କୁ ସବୁ ଯାଗାରେ ସୁରକ୍ଷା ବ୍ୟବସ୍ଥା କରିବା ଏକାନ୍ତ ଆବଶ୍ୟକ ଏଥି ନିମନ୍ତେ ଜନତା ସୁଖରେ ଅତିବାହିତ କରିଥାନ୍ତି ଏହା ଠିକ୍ କି ଭୁଲ୍ ଆପଣ ଚିନ୍ତିତ ହୋଇ କମେଟ କରିବେ କାହିଁକି ନା ଜଣେ ରାଜା କେବେ ପ୍ରଜାମାନଙ୍କ ର ଅମଙ୍ଗଳ କରନ୍ତି ନାହିଁ ତେଣୁ ସରକାର ଆରମ୍ଭ ରାଜା
@jaytrimayreview887
@jaytrimayreview887 13 күн бұрын
ସରକାର ଜମିରେ ଗରିବ ଲୋକ ଘର କରିଥିଲେ। ସେମାନଙ୍କୁ କ'ଣ କରିବେ।
@kalavhoot4062
@kalavhoot4062 10 күн бұрын
Kichi gariba nuha . Gariba banda dhari Mariba. Goment sabu subidha dauchi . Jete baharu rohigya au pathana sabu jabardakhal kari chanti
@brajamurmuentertainment2260
@brajamurmuentertainment2260 10 күн бұрын
Aayu thore Election hebo CM, PM BODOLI JIBO
@prasant6357
@prasant6357 10 күн бұрын
Kan pain govt land re ghara kari chhanti se mane? Jie odisha loka samasta nka nija nija jami achhi....tame kan pain adhika jami pain jabardsti ghara kariba
@ncaashiq7503
@ncaashiq7503 8 күн бұрын
Good question 😢😢
@SleepyDrums-no9ij
@SleepyDrums-no9ij 8 күн бұрын
Are bhi badaloka besi gariba kam
@user-pk1tz5lf8w
@user-pk1tz5lf8w 14 күн бұрын
ଜାହାର ଘର ବାଡ଼ି ନଥିବ ତା'ର ଘର 🏠 ଭାଙ୍ଗି ପାରିବେ ନାହିଁ ସରକାର
@omprakashdansana2145
@omprakashdansana2145 8 күн бұрын
Under which act of Land Law?
@partimabarik2645
@partimabarik2645 11 күн бұрын
ଗାଁ ଗହଳିରେ ଗଲାବେଳେ ପ୍ରଥମେ ପରିସ୍ଥିତି ଅନୁଧ୍ୟାନ କରିବା କଣ କିଏ ଗରିବ କିଏ ଯମି ଥାଇ ମଧ୍ୟ ଯବର ଦଖଲ କରିଛନ୍ତି ଏହା କୁ ଭୂଲି ନଯାନ୍ତୁ ଆମ ସରକାର
@chandramanisaraf-z2p
@chandramanisaraf-z2p 14 күн бұрын
ବହୁତ ସୁନ୍ଦର ପଦକ୍ଷେପ
@dillipsahoo8301
@dillipsahoo8301 11 күн бұрын
ସରକାର ଙ୍କ ଏ ପ୍ରକାର ପଦକ୍ଷେପ ବାସ୍ତବ ରେ ସ୍ୱାଗତଯୋଗ୍ୟ। କିନ୍ତୁ ଗରିବ ଲୋକ ତଥା ଭୂମିହୀନ ଲୋକମାନଙ୍କ ପାଇଁ ସରକାର ଦୃଷ୍ଟି ଦେଲେ ଭଲ ହେବ।
@susantkumarnayak786
@susantkumarnayak786 14 күн бұрын
ନିର୍ଦ୍ଦେଶ କେବେ କାର୍ଯକାରୀ ହଉଛି ଦେଖିବା କଥା ।
@satyabannaik4539
@satyabannaik4539 12 күн бұрын
ଉଛେଦ କାମ ରାଉରକେଲା, keonjhar ରେ ଆରମ୍ଭ ହେଇ ସାରିଲାଣି ଆଉ ନିର୍ଦେଶ କଥା ପରେ l
@bigyanranjnpradhan9669
@bigyanranjnpradhan9669 14 күн бұрын
କିଛି ବିଲଡର ଗେଚର ଜାଗାରେ ରାସ୍ତା କରିଛନ୍ତି ସେ ସବୁଥିରେ ଗଛ ଲଗାଇବା ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା
@lokanathjena1868
@lokanathjena1868 14 күн бұрын
ଯାତ୍ରା ପାର୍ଟି ଭଳିଆ ଏତେ ବାଜା ବଜୋଉଛନ୍ତି କାହିଁକି ।
@sujit_sahoo
@sujit_sahoo 14 күн бұрын
Ta ghara be vanga jiba
@user-en1bm3vx6z
@user-en1bm3vx6z 14 күн бұрын
Right bro
@niranjandas1953
@niranjandas1953 13 күн бұрын
ଆରେ ଭାଇ ଆମ୍ବେଡ଼ା ଗଛରେ କଣ ଆମ୍ବ ଫଳେ BJP ମାନେ ଭାରତୀୟ ଯାତରା ପାର୍ଟି
@omprakashdansana2145
@omprakashdansana2145 8 күн бұрын
Right...
@rushikeshnayak5396
@rushikeshnayak5396 14 күн бұрын
UP ରେ ମାନନୀ ଯୋଗୀ କିପରି ସରକାର ଜମିତ JC P ଲଗେଇ ବାହାର କରୁ ଛନ୍ତି ଇଛା ଶକ୍ତି ଜଦି ଅଛି ସବୁ ସମ୍ଭବ
@user-mp6wc8zq3l
@user-mp6wc8zq3l 11 күн бұрын
୫୩ ବର୍ଷ ଧରି ରହିଆସୁଥିବା ପରିବାର କଣ କରିବା,୧୯୭୨ ମସିହାରେ ସରକାର ଭୂମି ହୀନ ପରିବାରକୁ ଦିଆଯାଇ ଥିଲା ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଉ
@niranjansabar8499
@niranjansabar8499 14 күн бұрын
Good action
@user-st7nm5ho6y
@user-st7nm5ho6y 14 күн бұрын
ଠିକ୍ ଆଇନ ଜୋର୍ ଜବରଦସ୍ତି ଆମ ଗାଁରେ ଲୋକ ଘର କରିଛନ୍ତି ବାଂଲାଦେଶ ରୁ ଆସିଛନ୍ତି।
@Banamalitripathy-qh4gj
@Banamalitripathy-qh4gj 14 күн бұрын
Tanku aga bida kara
@aarzoo4168
@aarzoo4168 12 күн бұрын
Muslim maanankara ghara aage bhangiba katha
@pragatipradhanlucky9702
@pragatipradhanlucky9702 13 күн бұрын
କିନ୍ତୁ ପୂର୍ବ ସରକାର ଗରିବ ବସ୍ିବାସିନ୍ଦାଙ୍କ ଲୋକଙ୍କ ମାନଙ୍କର ପାଇଁ ଥଇଥାନ ବ୍ୟବସ୍ଥା କହିଛନ୍ତି ତେଣୁ ତାକୁ ଦୁଷ୍ଟି ରଖି କାଜ୍ୟ ଅନୁଷ୍ଠାନ ନିଆଯିବା ଉଚିତ୍
@prabodhapanda5184
@prabodhapanda5184 13 күн бұрын
ସ୍ୱାଗତ ଯୋଗ୍ୟ ନିଷ୍ପତି. ଯଥାଶୀଘ୍ର କରାଯାଉ.
@NilakanthaKhillo
@NilakanthaKhillo 14 күн бұрын
Niriya garibo loko kuade jibe
@biramkumarmandal4669
@biramkumarmandal4669 13 күн бұрын
ବହୁତ ସୁନ୍ଦର ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସବୁ ଜିଲ୍ଲାକୁ ଏ ଭାଇରସ କେତେଦୂର ସଙ୍କ୍ରମଣ ହେଉଛି ପ୍ରତିକ୍ଷାରେ ଓଡ଼ିଶାବାସୀ।
@NARAYANBESRA-c7b
@NARAYANBESRA-c7b 14 күн бұрын
ମୁଁ ଭୁମି ହିନ
@biswajitmoharana3467
@biswajitmoharana3467 11 күн бұрын
ଭାଇ ଏପଟ କୁ ଆସ ଭାରି ମୁ ରଖିଛି ଜମି
@user-hh1ey4jm6z
@user-hh1ey4jm6z 10 күн бұрын
​@@biswajitmoharana3467😅
@bikramkeshari2980
@bikramkeshari2980 12 күн бұрын
ଆମ ଗ୍ରାମରେ ଯିବା ଆସିବ କରିବା ପାଇଁ ଯଥେଷ୍ଟ ଜାଗା ଥିଲେବି ତାହା ଜବର୍ଦଖଲ୍ରରେ ରହିଛି ସରକାର ଯଦି ଆମ ଗ୍ରାମ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି ତାହା ହେଲେ ଆମ୍ଭେ ଚିର ଉପକୃତ ହେବୁ:
@ShreeyasPatel
@ShreeyasPatel 14 күн бұрын
Jau ମାନେ tax ଦେଉ ନାହାନ୍ତି ସେଇଟା ଷ୍ଟିକ କରନ୍ତୁ.
@Aguilar98
@Aguilar98 13 күн бұрын
କେନାଲ ର ଉଭୟ ପାର୍ଶ୍ଵ ରୁ ଜବର୍ ଦଖଲ ହଟା ଯାଉ।jay ବିଜେପି
@pradeepdas8491
@pradeepdas8491 11 күн бұрын
Good job CMji
@Subash_Murmu
@Subash_Murmu 14 күн бұрын
ଏହା ନିହାତି କରିବା ଦରକାର, ସରକାର ଜମି ନିଜେ ସରକାର ହାତରେ ରଖିବା ଯୋଗୁ ଦେଶର ଉନ୍ମତି ହେବ. CM ମାଝୀ ଓଡିଶା ର ରାଜଧାନୀ ଠୁ ଆରମ୍ଭ କଲେ ବହୁତ ଭଲ ହେବ... ଜହାର
@BuddhadebKarmi
@BuddhadebKarmi 14 күн бұрын
Bahut badhia sabujagare amiti heo tq
@nabinamanatya4345
@nabinamanatya4345 14 күн бұрын
ଓଡ଼ିଶା ହେବେ ଉଟିବ ପଡ଼ିବ
@Liyankumarmahanta
@Liyankumarmahanta 13 күн бұрын
Perfect Cm in odisha ❤❤ Jay odisha 😊 Jay keonjhar 😈💪
@mrkaluramentertainment5031
@mrkaluramentertainment5031 12 күн бұрын
Jahara jami nahin sie kouthi rahiba angya, kon odisha chadi paleibaki
@jadunathputel3855
@jadunathputel3855 11 күн бұрын
ଆମେ ବି ଜମିହିନ ଜମିହିନ ଲୋକ କୁ ଡମି ନ ଦିଆଯାଏ ୫ବଷ ରେ ଭୋଟ ମିଲିବନି
@chaturbhujamahakuda3301
@chaturbhujamahakuda3301 14 күн бұрын
Mohan sarakar besi dina nuhan
@RabiDev-i7c
@RabiDev-i7c 5 күн бұрын
ଅନେକ ଗରିବ ଲୋକ ବହୁତ୍ ବର୍ଷ ଧରି ସରକାର ଜମି ରେ ରହୁଛନ୍ତି।। ସେମାନେ ଏବେ କୁଆଡେ ଯିବେ😢😢
@rajeswaridharua1909
@rajeswaridharua1909 12 күн бұрын
👍👍 good
@dumarbhatra7910
@dumarbhatra7910 14 күн бұрын
Kounasi gaon re jami pata mili nahi kahibaku gole Emitiki mohan majhi ra bi no thiba.
@srisaidesignvastu9209
@srisaidesignvastu9209 14 күн бұрын
ପାଣ୍ଡିୟାନ ପାଇଁ ସାବଧାନ ଫୁ
@Mr_rohan10
@Mr_rohan10 11 күн бұрын
Very good Mahan sir
@RajanikantaMajhi-lx7gt
@RajanikantaMajhi-lx7gt 14 күн бұрын
Ati sundar
@daskidscartoon857
@daskidscartoon857 10 күн бұрын
ବହୁତ୍ ପଠାଣ, ତେଲୁଗୁ ଲୋକ ବିହାରୀ ମାଡ଼ି ବସିଛନ୍ତି
@daaniishhh
@daaniishhh 4 күн бұрын
Mane ae desa tankara nuhe ki? Khali tora desa ki?
@daskidscartoon857
@daskidscartoon857 4 күн бұрын
@@daaniishhh mo desa taa desa nuha nije jami kiniki ghara kara
@daskidscartoon857
@daskidscartoon857 4 күн бұрын
Gov land ku madibasi ghara karuchanti bangladesi pathana aasi sabu samudra pakhare gov land ku madibasileni
@gopabandhupradhan4526
@gopabandhupradhan4526 13 күн бұрын
Very good decision
@ramchandrabadra7951
@ramchandrabadra7951 13 күн бұрын
Good job.
@user-tr8hi4hg4q
@user-tr8hi4hg4q 14 күн бұрын
ଗାଁ ଗହଳିରେ ମଧ୍ୟ୍ୟ ସେହି ନିୟମ ରହିବ
@padminimajhi7555
@padminimajhi7555 11 күн бұрын
ଯାହାର ମୋଟ ଜମି ନାହିଁ ହେଲେ ସରକାରୀ ଜମି ରେ ଚାଷ କରି ଚଳୁ ଛନ୍ତି
@SatyabanNayak-nw4rk
@SatyabanNayak-nw4rk 13 күн бұрын
great CM Odisha 🙏🚩
@user-gq1kb8tf3b
@user-gq1kb8tf3b 13 күн бұрын
Very nice
@mrakumar6070
@mrakumar6070 12 күн бұрын
Sarkar, next jiba amiti kale... Garibnku first thaethan kara
@JagannathMuduli-nu2dw
@JagannathMuduli-nu2dw 14 күн бұрын
Odisha re 4.50 Cr loka sethiru 2 Cr loka bhumihina se loka manku pata diyajau ta pare ucheda karibe
@nabaghanbagh8985
@nabaghanbagh8985 13 күн бұрын
Very good 👍
@durgaprasadnayaknayak299
@durgaprasadnayaknayak299 12 күн бұрын
Jeypore ବିଧାୟକ training centre ର ଜାଗା ମାଡି ବସିଛି ବୋଲି ପ୍ରସାରଣ ହେଇଥିଲା ଯଦି ଜବରଦଖୋଲ କରିଛି ବିଧାୟକ ତେବେ ତାହା ଉଦ୍ଧlର କରାଯାଉ 👍
@user-xz1bb6em4o
@user-xz1bb6em4o 14 күн бұрын
ବହୁତ ଭଲ ପଦକ୍ଷେପ ନେବାକୁ ସରକାର ଯାଉଥିବା ରୁ ଆମେମାନେ ଖୁସି ଅଛୁ
@niranjanpradhan4800
@niranjanpradhan4800 13 күн бұрын
ଆଗ ଭୁବନେଶ୍ୱର ଅଚ୍ୟୁତ ସାମନ୍ତ ଠାରୁ ସରକାରି ଜମି ଆଣ
@samardas526
@samardas526 14 күн бұрын
ଖୋଲା ଅଭିଯୋଗ - ମୌଜା - ଜଗନ୍ନାଥପୁର,ଥାନା - ବାଲିଅନ୍ତା,ଥାନା ନମ୍ବର -୧୦, ଖାତା -୫୪୭, ପ୍ଲଟ - 1274, area -1.6900 de(ଗୋଚର) କୁ ବିଲଡର ଜବର ଦଖଲ କରିଛି
@user-qr1ju7mw3p
@user-qr1ju7mw3p 14 күн бұрын
ଏ ସବୁ ଗରିବ ମାନଙ୍କ ପାଇଁ ନା ସମସ୍ତଙ୍କ ପାଇଁ
@YoutubeShorts-pf1tx
@YoutubeShorts-pf1tx 14 күн бұрын
good decision
@sanjaymohanty3719
@sanjaymohanty3719 14 күн бұрын
Welcome
@panchananbarik2029
@panchananbarik2029 14 күн бұрын
ବୋଉତ ଦିନପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଲ ଆଇନ କରିଛନ୍ତି ଧନ୍ୟବାଦ 🙏
@BonyNahak
@BonyNahak 14 күн бұрын
Are bhai tu Sina private plot re rahuchu jou mane gariba loko semane ta govt plot re achanti semane kn karibe e Katha tike bhabe
@stylestar486
@stylestar486 14 күн бұрын
ଗରିବ ଲୋକଙ୍କ ଲୁହରେ BJP ସମ୍ପୁର୍ଣ୍ଣ ଭାସିଯିବ ☝️
@Bhagi-s7s
@Bhagi-s7s 13 күн бұрын
ଠିକ କଥା ​@@BonyNahak
@Suryaarts77451
@Suryaarts77451 13 күн бұрын
​@@BonyNahakAagaru kouthi thile.tanka bapa gosa bapa .........
@debaduttamohanty1188
@debaduttamohanty1188 14 күн бұрын
ଭଲ ସ୍ଲୋଗାନ୍ ଟେ
@SurendraNundruka-dc1rj
@SurendraNundruka-dc1rj 14 күн бұрын
Good decision
@MithunSubudhi-wl1fu
@MithunSubudhi-wl1fu 13 күн бұрын
If a person encroachment a govt land for his livinghood then govt should not take action about it.
@user-gd6fj7mn2u
@user-gd6fj7mn2u 14 күн бұрын
Good
@ok6846
@ok6846 14 күн бұрын
School re teacher nahi. BJP ra drama saruni😂
@nirajbhati8073
@nirajbhati8073 14 күн бұрын
Right
@manojjena1971
@manojjena1971 14 күн бұрын
Teacher ta 25 barsa agaru nahanti ebe kan.
@abdulrahman4118
@abdulrahman4118 14 күн бұрын
​@@manojjena1971 OAV English Medium bhaliya Gote School Baneiki Dekha Bjp 😂
@vickygroupers5266
@vickygroupers5266 14 күн бұрын
Very good
@TrinathParida-yh6fz
@TrinathParida-yh6fz 9 күн бұрын
ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେବ ନିହାତୀ ଦରକାର ସୁନ୍ଦର ପଦକ୍ଷେପ
@ruhyasingh2570
@ruhyasingh2570 12 күн бұрын
ଭୂମି ହୀନ(ଆର୍ଥିକ ଅବସ୍ଥା ଦେଖି )ମାନଙ୍କୁ ଚି଼ହ୍ନଟ କରି ସହରାଞ୍ଚଳ ରେ 4/5ଡେସମିଲ ଜମି ଦିଆ ଯାଉ ଓ ଗ୍ରାମାଞ୍ଚଳ ରେ ଅଧା ଏକର ଜମି ଦିଆ ଯାଉ
@aswinibanchhor8945
@aswinibanchhor8945 14 күн бұрын
ସରକାର 5ବର୍ଷରେଅଧିକଦିନରହିପାରିବିନି ଅତିଲେମ୍ବୁଚିପୁଡ଼ିଲେ ପିତା
@dhirusafar777
@dhirusafar777 11 күн бұрын
Sarkar gariba loka nka ghara bhangi aeta loka seba karuchhanti
@user-qo8ch1rm1i
@user-qo8ch1rm1i 8 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କୁ ମୋର ବିଶେଷ ଅନୁରୋଧ ଏଇ ଯେ. ଜଙ୍ଗଲ୍ କାଟି କାଟି ଘର ଜମି କରୁଛନ୍ତି ବାହାର୍ ରାଜ୍ୟରୁ ଆସି. ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ. ଅନେକ୍ ଯାଗାରେ ଜଙ୍ଗଲ୍ କାଟି ସଫା ହୋଇଛି
@rakeshkumarmohantymohanty8620
@rakeshkumarmohantymohanty8620 14 күн бұрын
🌼💚🌼 ତୁରନ୍ତ କାର୍ଯ୍ୟ ପାଇଁ ତଦନ୍ତ ଆରମ୍ଭ ହେଉ ନୂଆ ଓ ପୁରୁଣା ସେଇ ସବୁକୁ କଡ଼ା କଡି ହେବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି 🙏 ହରି ଓମ୍ ଅଲ୍ ଓଡିଶା ବାଶି 🏵️💚🏵️
@subadgiri9846
@subadgiri9846 14 күн бұрын
Nice step
@anilsenapati7317
@anilsenapati7317 12 күн бұрын
ବହୁତ ଭଲ ପଦ ଖେପ୍
@giridhari849
@giridhari849 13 күн бұрын
Jay jagannath
@hembramonam4250
@hembramonam4250 14 күн бұрын
ଦଙ୍ଗା ନିଶ୍ଚିତ ହେବ
@rataimarndi3087
@rataimarndi3087 14 күн бұрын
Nichi ta hebo
@rataimarndi3087
@rataimarndi3087 14 күн бұрын
Besi dino rohibo nahi
@surajsahoo9014
@surajsahoo9014 14 күн бұрын
Obviously
@pramodGharami
@pramodGharami 11 күн бұрын
Puni nabin sorkar
@umakanta2887
@umakanta2887 14 күн бұрын
Kalahandi ରେ ବହୁତ ଜମି ମାଫିଆ ଅଛନ୍ତି
@JayGoram
@JayGoram 12 күн бұрын
ବଢିଆ ବଢିଆ ବଢିଆ
@bikrammohanty5688
@bikrammohanty5688 14 күн бұрын
CM sir please visit Ganjam district you will see how people are occupied illegal property of Odisha government.
@user-hj3iu9ge7o
@user-hj3iu9ge7o 13 күн бұрын
Bahut bhala katha
@gangadharmishra1403
@gangadharmishra1403 14 күн бұрын
Sarakarijaga jie madi basichhi tatharu jamira mulya nei patta deidele lokamane upakruta o govt.malamal Hebe.Meeting Kari decide karantu.
@amarbag5933
@amarbag5933 11 күн бұрын
ବହୁତ୍ ଲୋକଙ୍କ ଜମି ଅଛି ହେଲେ ଗୋଚର ଜମି ରେ ଘର
@user-zl8pi3up6t
@user-zl8pi3up6t 14 күн бұрын
Baripada re bhuta sarkar jami lut hechi
@SMARTRIDERRAHUL
@SMARTRIDERRAHUL 14 күн бұрын
Gariba lokanka bahut asubidha padbe😢😢😢
@user-hl8dv8bt7m
@user-hl8dv8bt7m 13 күн бұрын
Good step mohan sarakar
@subasahsahu6914
@subasahsahu6914 9 күн бұрын
ଗରିବମାନଙ୍କ ପାଇଁ ଚାଳଛପର ଧନୀଙ୍କ ପାଇଁ 2.2ଟା ଘର ଯାଗାଦିଆଯାଉ
@sampurnalifestyle8209
@sampurnalifestyle8209 10 күн бұрын
ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ ପ୍ରଥମେ ଭୂମିହିନ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କୁ ଜମି ପଟ୍ଟା ସହିତ ଥଇଥାନ କରାଯାଉ ପରେ ସରକାର ନିଜ ଜମିକୁ ରାଜ୍ୟ ର ବିକାଶ ରେ ଲଗାନ୍ତୁ
@kanhubandia5290
@kanhubandia5290 11 күн бұрын
ଜବରଦଖଲ ଉଚ୍ଛେଦ କଲେ ଓଡିଶା ହେବ ଗରିବ
@hirantechnical123
@hirantechnical123 10 күн бұрын
Sat
@adityabehera1361
@adityabehera1361 11 күн бұрын
ବହୁତ୍ ଭଲ, ସରକାରୀ ଜମିରୁ ଜବରଦଖଲ ହଟାଯାଉ।
@sureshnayak7715
@sureshnayak7715 13 күн бұрын
ସତିଚୌରା ଏଇମାମ୍ ପଡ଼ା କଣ ଭଗା ଜିବକି ଶାର୍
@mstech6662
@mstech6662 14 күн бұрын
Mohan Majhi Sir Yaha Thik Nuhain Ama Odisha Re Amiti Bohut Loka 1 Koti ru Adhika Gariba Loka Marijibe😢. Amiti karantu Nahin please
@SanatanchattarChattar
@SanatanchattarChattar 13 күн бұрын
କିଛି ଗରିବ ଲୋକ କରିଥିବା ଘର ମଧ୍ୟ ପଟ୍ଟା ହେଇ ନାହିଁ କିଛି ଚାଷ କରୁଛନ୍ତି । ସେମାନଙ୍କୁ ତଡ଼ି ଦେବେକି ,,,ବିଚାର ବିମର୍ଶ କର ନ ହେଲେ ଆଗାମୀ ଦିନରେ bjp ନିର୍ବାଚନ ରେ ତାଙ୍କ ଦ୍ଵାରା ମାଡି ପାରିବେ ନାହିଁ ।
@user-vo8nj4gv3e
@user-vo8nj4gv3e 13 күн бұрын
Thanks
@honey_creation8890
@honey_creation8890 13 күн бұрын
Alreat Odisha Government The people of Odisha hate you because The people Of Odisha continue conserve Odisha Government Land
@dilipharichandan4042
@dilipharichandan4042 14 күн бұрын
ବହୁତ ଭଲ ପଦକ୍ଷେପ ଜୟ ଜଗନ୍ନାଥ
@KedarJena-ki9el
@KedarJena-ki9el 14 күн бұрын
ଉଚିତ୍ ପଦକ୍ଷେପ, thanks to state govt
@sasmitamunu2348
@sasmitamunu2348 12 күн бұрын
Very sad
@subheshchander1672
@subheshchander1672 13 күн бұрын
Thank you ❤️
@anandhhh143h
@anandhhh143h 13 күн бұрын
5 ବର୍ଷ ଆଉ ଆସିବ ନି BJP କାହିଁକି ନା ଆମେ ରହୁଛୁ ଗୌଚର୍ ରେ
@beherajamuna05
@beherajamuna05 13 күн бұрын
ନିଜ ନାଁରେ ଥିଲେ ବି ଜମି ଏମାନେ ଘର ଭାଙ୍ଗି ଜମି ନେଇଯିବେ କାଇକି ନା ଏମାନେ ଲୋକଙ୍କୁ ଦେଖିବିନି ଏମାନେ ଓଡ଼ିଶା devlopment କରିବେ 😢 ରାଜନୀତି ଲୋକଙ୍କ ଦୁଃଖ ବୁଝିବେ କାଇଁ
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 64 МЛН
Now THIS is entertainment! 🤣
00:59
America's Got Talent
Рет қаралды 38 МЛН
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 38 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 64 МЛН