ଅନବସର ଗୃହରେ ମତେ ଜଗନ୍ନାଥ ଖାଇବାକୁଦେଲେ ଶୁଣନ୍ତୁ ବରିଷ୍ଠ ଦଇତାପତି ଦୁର୍ଗାପ୍ରସାଦ ଦାସମହାପାତ୍ରଙ୍କ ଦିବ୍ୟ ଅନୁଭୂତି

  Рет қаралды 143,109

JAY JAGANNATH TV

JAY JAGANNATH TV

Жыл бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZfaq: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 389
@anilpanda3895
@anilpanda3895 Жыл бұрын
ନିରାଟ ସତ୍ୟ ନିରାଟ ସତ୍ୟ ସତ୍ୟ ସତ୍ୟ ସତ୍ୟ , କିଛି ଭୁଲ ନୁହେଁ , ଭାବିଲେ ରୋମ ତଙ୍ଗୁରି ଉଠେ , କହିଲେ ଆଖି ଝଲସି ଉଠେ , 🙏 ମୋର ବି ସେମିତି କିଛି ଅନେକ ଟି ଅନୁଭୁତି ଅଛି । ଜୟ ଜଗନ୍ନାଥ 🙏
@anilpanda3895
@anilpanda3895 Жыл бұрын
ଧନ୍ୟବାଦ୍ , ମୁ ବା କିଏ କେବଳ 🙏ଜଗନ୍ନାଥ , ଜୟ ଜଗନ୍ନାଥ 🙏 ।
@litapatnaik7247
@litapatnaik7247 8 күн бұрын
ଜୟ ଜଗନ୍ନାଥ ❤ ଦଇତାପତି ଙ୍କ କଥା ଶୁଣି ମୁଁ ବି କାନ୍ଦି ପକାଇଥିଲେ ❤❤
@tapaspanda7806
@tapaspanda7806 Жыл бұрын
ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ଲୀଳା କିଏ ଏ ଜଗତରେ ଅଛି ତୁମଲୀଳା ବାଖ୍ୟା କରି ପାରିବ ପ୍ରଭୁ ଏ ଅଧମର ଅନନ୍ତ କୋଟି ପ୍ରଣାମ ସ୍ୟୁକାର କରିବେ ପ୍ରଭୁ 🙏🙏🙏
@user-mf4uf6nk9r
@user-mf4uf6nk9r 6 күн бұрын
ଜୟ ଜଗନ୍ନାଥ 🙏🙏🙏ପ୍ରଭୁଙ୍କ ଲୀଳା ଅପାର. ସେତ ଅନ୍ତର ଦୁଝୁବା ଠାକୁର 🙏🙏🙏🙏
@pareshsahoo
@pareshsahoo Жыл бұрын
ପ୍ରକୃତରେ ପ୍ରଭୁ ବଡ ଦୟାଳୁ।ମାତା ପିତାଙ୍କ ପରି ମନ ଜାଣି ଦୟା କରନ୍ତି।
@sarojdas3326
@sarojdas3326 Жыл бұрын
ମହାପ୍ରଭୁ ଏବଂ ମହାପ୍ରଭୁଙ୍କ ମହାନ ସେବକଙ୍କ ଚରଣରେ ଶତକୋଟି ପ୍ରଣାମ । ମହାପ୍ରଭୁ ଓ ସେବକଙ୍କର ସମ୍ପର୍କ କେତେ ନିବିଡ଼ ସତରେ !!!!!!!
@prakashabariki943
@prakashabariki943 Жыл бұрын
ପ୍ରଭୁ ହେଉଛନ୍ତି ଭାବର ଠାକୁର, ପ୍ରଭୁ ଅନ୍ୟ ମାନଙ୍କ ଦ୍ଵାରା ସାହାଯ୍ୟ କରିଥାନ୍ତି। ଜୟ ଜଗନ୍ନାଥ 🙏
@bhabanisankardas8641
@bhabanisankardas8641 Жыл бұрын
ପ୍ରଭୁ ଆପଣଙ୍କ ପରୀକ୍ଷା ଏତେ କଷ୍ଟ ତାକୁ ଯିଏ ସମ୍ମୁଖୀନ କରିଛି ସିଏ ଜାଣେ, ସେବକ ଙ୍କ ଭାବପୂର୍ଣ୍ଣ ବକ୍ତବ୍ୟ ହିଁ ଏହାର ଉଦାହରଣ, ତେଣୁ କାଳିଆ ମନ୍ଦିର କୁ ଆପଣ ଯେତେବେଳେ ଯିବେ କିଛି ସମୟ ପାଇଁ ଗରୁଡ଼ ସ୍ତମ୍ଭ ପଛ ପଟେ ରହି ଦେଖିବେ ପ୍ରାୟ ସେହି ସ୍ଥାନ ରେ ଯେତେ ଭକ୍ତ ଠିଆ ହୋଇ ହାତ ଯୋଡିପ୍ରାର୍ଥନା କରୁଥାନ୍ତି ପ୍ରାୟତଃ ଅର୍ଦ୍ଧାଧିକ ଙ୍କ ଆଖିରୁ ଲୁହ ନିଶ୍ଚିତ ଗଡି ଆସୁଥିବାର ଦେଖିପାରିବେ ସେହିମାନେ ଭାବର ସହ ଡାକୁଥାନ୍ତି, କାରଣ ମୁଁ ଜଣେ ପୁରୀ ସହର ବାସିନ୍ଦା ଏବଂ ବୟ ଜ୍ୟଷ୍ଠ ବ୍ୟକ୍ତି ମୁଁ ଏସମସ୍ତ ଦୃଶ୍ୟ ପିଲାଟି ଦିନରୁ ଦେଖିଛି ଅନୁଭବ ମଧ୍ୟ କରିଆସୁଛି 🙏ଜୟ ଜଗନ୍ନାଥ
@abhijitpanda2838
@abhijitpanda2838 7 күн бұрын
ଆହା ପ୍ରଭୁ ଗୋ ❤ଜୟ ଶ୍ରୀ ଜଗନ୍ନାଥ 🙏🙇🌸♥️
@girijaprasadpadhi6686
@girijaprasadpadhi6686 Жыл бұрын
ଆପଣଙ୍କ ଚରଣାରବିନ୍ଦ ରେ ସତ କୋଟି ପ୍ରଣାମ l ଜୟ ଜଗନ୍ନାଥ ସତ କୋଟି ଦଣ୍ଡବତ ପ୍ରଭୁ
@mrutyu4104
@mrutyu4104 Жыл бұрын
ବାସ୍ତବିକ୍ କାଳିଆ ର ସେବାୟତ ଭଳି ଲାଗିଲା ❤ ମହାବାହୁ ଜଗତ ଉଦ୍ଧାର କରିବା ହେଉ ହେ ମଣିମା
@madhusmitamohanty8320
@madhusmitamohanty8320 Жыл бұрын
ବରିଷ୍ଠ ଦଇତାପତିଂକ ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶି ବକ୍ତବ୍ଯ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ବହୁତ ଭଲ ଲାଗିବ। ଜୟ ଜଗନ୍ନାଥ 🙏
@dipaktripathy8296
@dipaktripathy8296 Жыл бұрын
0⁰hvhnjuh89
@aseemapradhan319
@aseemapradhan319 Жыл бұрын
🙏🙏
@ahalyapradhan6482
@ahalyapradhan6482 Жыл бұрын
@ahalyapradhan6482
@ahalyapradhan6482 Жыл бұрын
​@aseemapradhan319
@ahalyapradhan6482
@ahalyapradhan6482 Жыл бұрын
@arjunbehera1398
@arjunbehera1398 Жыл бұрын
Sir apana nkara katha suniba pare mana & hrudaya Pabitra hoi jauhhi . Apana Bhagaban Jagannath nka mahaan anubhuti katha suniba pare mana bhaba bihwala hoi jaichhi. Jay Jagannath 👏👏👏
@nabakishore4297
@nabakishore4297 Жыл бұрын
ମୋ ମଣୀମାଙ୍କ କଥା ଯେତେ ବଖାଣୁ ଥିଲେ ଜମା ସରିବନି । ❤❤❤❤ ମଣିମା ହେ ସମସ୍ତଙ୍କୁ ସୁସ୍ଥ ରେ ସୁଖରେ ରଖିଥାନ୍ତୁ ।
@Rzs197
@Rzs197 6 күн бұрын
ମୁଁ ବି ମୋ ଜଗା ର ଅନୁଭୂତି ପାଇଛି ❤
@rinasahoo-p4x
@rinasahoo-p4x 39 минут бұрын
Prabhu mo jiban tanku chhadi mu banchi paribini jay jagannth
@rinakumariswain3580
@rinakumariswain3580 6 күн бұрын
Mo pravhu nk pakha re mor koti koti pranam jay jagannath 🙏🏻🙏🏻
@JAYJAGANNATHSumi224
@JAYJAGANNATHSumi224 12 күн бұрын
ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମହାପ୍ରଭୁ ହେ ମଣିମା🙏🙏🙏🙏
@manojkumarmohanty7394
@manojkumarmohanty7394 6 күн бұрын
ଧନ୍ୟବାଦ ମହାଶୟ, ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏🙏🙏
@GitanjaliSahu-us5le
@GitanjaliSahu-us5le 2 ай бұрын
Barista daitapati dugaprasd das mohodayanka anubhuti suni mo akhira luha chhatira koha ku roki hauni.... Jai jagarnnath koti pranam..... Au ama sesadev sir mohodayanku mora hrudaya ru pranam......
@SamSam-cg5mw
@SamSam-cg5mw Жыл бұрын
You can be president, prime minister or IAS officer or CEO of a MNC but There can be no better job in this world than serving the lord. He must be incredibly lucky and proud that many people can only dream of his job . Jai Jagannath.
@mitanjalilaha7011
@mitanjalilaha7011 10 ай бұрын
Me too
@kshirodchoudhury86
@kshirodchoudhury86 10 ай бұрын
জয় জগন্নাথ স্বামী
@bbiswal910
@bbiswal910 Жыл бұрын
ମଣିମା ଙ୍କ ବିଷୟରେ ଶୁଣିଲେ ଆଖି ଛଳ ଛଳ ହେଇ ଲୁହ ଅସି ଯାଉଛି ଆଉ ଆପଣ ତ ଅନୁଭବ କରିଛନ୍ତି, ବୁଝି ହେଉଛି ଆପଣ ଙ୍କ ଅନୁଭୂତି କୁ।🥺❤️
@godabarimangaraj5027
@godabarimangaraj5027 Жыл бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
@prasantapattanaik862
@prasantapattanaik862 Жыл бұрын
ପ୍ରଭୁଂକ ସବୁ କଥା ଖୁବ୍ ‌ହୃଦୟ କୁ ଶାନ୍ତି ଦିଏ
@DeepakDas-ls9xw
@DeepakDas-ls9xw Жыл бұрын
Bhaba ra thakura sie Bhabagrahi 🙏🏻🙏🏻🙏🏻 Jay Jagannath 🙏🏻🙏🏻🙏🏻
@PujaSingh-qc8te
@PujaSingh-qc8te 11 күн бұрын
Radhe Radhe guru ji guru ji 🚩🚩🚩🙏🙏🙏🙏🙏🙏🙏🙏🙏
@acharyarashmita-foh8824
@acharyarashmita-foh8824 10 күн бұрын
ନିଶ୍ଚିତ ଆଜ୍ଞା ବହୁତ ଭାବପୂର୍ଣ୍ଣ ଅନୁଭୂତି ତାହାକୁ ବାଖ୍ୟା କରିବା ବି କଷ୍ଟକର ହେଉଛି ବରିଷ୍ଠ ଦଇତାପତିଙ୍କୁ, ଧନ୍ୟ ଆପଣେ ମହାଶୟ ଆପଣ ଧନ୍ୟ ଆପଣଙ୍କ ପ୍ରଭୁ ବି ଧନ୍ୟ ଜୟଜଗନ୍ନାଥ
@puspapattnaik497
@puspapattnaik497 9 күн бұрын
Bhabara thakura se . Jai shree Jagannath Swami 🌹🙏
@khirodchandrabehera3023
@khirodchandrabehera3023 4 күн бұрын
Jay Jay jagannath Jay Jay jagannath Jay Jay jagannath. Mahaprabhu💐🙏💐
@parrotkanchan8099
@parrotkanchan8099 Жыл бұрын
Horebol Horebol Horebol 👏👏👏 Jay jay shree Jagannath 🙏 Jay jay shree Jagannath 🙏 Jay jay shree Jagannath 🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏
@sabitadas1126
@sabitadas1126 Жыл бұрын
Jay jaganath Jay jaganath
@sasmitamohapatra4348
@sasmitamohapatra4348 Жыл бұрын
Jay Shree Jagannath Swami nayan patha gami bhabatu me 🙏🙏🙏🙏🙏🙏🙏
@sangitaroutray9071
@sangitaroutray9071 3 күн бұрын
Best heart' touching interview.. jay shree jagannath,.
@SagarikaRath-xz4jc
@SagarikaRath-xz4jc Жыл бұрын
Ahe Prabhu Jagannath.Nirash Karibani Mahaprabhu.Khyama Kara Sabu Dosha Mora.Sansara Sukhi Rakha.Nirash Karibani Mahaprabhu.Mora b emit Anubhabhuti Kareidia Mahaprabhu.Jay Jagannath
@durjyadhannayak4645
@durjyadhannayak4645 Жыл бұрын
କି ଅପୂର୍ଵ ଲୀଳା ଏମିତି ନିଷ୍ଠା ରେ ଦଇତାପତି ଙ୍କ ସେବା ପାଇଁ ଏହି ହୀନ ଅଧମ ମୂର୍ଖ ସେହି ଜୟ ଜଗନ୍ନାଥ ସେବକଙ୍କୁ କୋଟି କୋଟି ପ୍ରଣାମ 🙏🏽💞🙏🏽💞🙏🏽💞💞🙏🏽💞🙏🏽
@rabindranath9436
@rabindranath9436 11 күн бұрын
Jai jagannath Jai jagannath Jai jagannath 🙏🙏
@dayanidhimishra2145
@dayanidhimishra2145 11 күн бұрын
🌹🙏Jay Jagannath mahaprabhu🌹🙏
@OO-nz2wh
@OO-nz2wh Жыл бұрын
🙏🌹❤ ନମମୀ ଜୟ ଜଗନ୍ନାଥ. ନମାମୀ ବିଶ୍ୱବାସୁ ସେବାୟତ ଧରୋହର 🙏🌹❤
@ashishpradhan5419
@ashishpradhan5419 Жыл бұрын
ସେ ଆମ ସାର ହୋଇଥିବାରୁ ମୁଁ ଧନ୍ୟ ଜୟ ଜଗନ୍ନାଥ
@debasishsamal768
@debasishsamal768 Жыл бұрын
Jagannathankara bhakti karibaku ta mu nijaku ajogya boli bhabe kintu apana nka bhali mahapurusha mo pain sei jagannath. Apana sebayata mananka padare Mora koti pranam
@soudaminiparida6137
@soudaminiparida6137 Жыл бұрын
Bahut bhla katha suni baku paili jayjaganathnku koti 2 pranam.🙏🏻🙏🏻🌹🌹🙏🏻🙏🏻🌹🌹
@AshisKundu-xq7bp
@AshisKundu-xq7bp 10 күн бұрын
Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏
@ManasDas-rv4mc
@ManasDas-rv4mc 9 күн бұрын
Jay shree jagannath 🙏🙏🙏
@subratsahoo535
@subratsahoo535 Жыл бұрын
Bahut bhala lagila sir apanka mukharu prabhunka ei bhabara katha tike suni ...Jay Jagannath 🙏🙌🏾🙇
@SANGHAMITRAMISHRA-x4x
@SANGHAMITRAMISHRA-x4x 23 сағат бұрын
Jay jagannath..
@Prakashsahoo8904
@Prakashsahoo8904 Жыл бұрын
He kala thakura mo dukha dura karantu he maha prabhu
@mahaveerbhaktimusic3272
@mahaveerbhaktimusic3272 Жыл бұрын
ଦୁର୍ଗାସାରଙ୍କ ପ୍ରତ୍ୟକ୍ଷ ଅନୁଭୂତି ହୃଦୟସ୍ପର୍ଶୀ ଓ ନିଆରା ଇତିହାସ ବିଭାଗର ଅଧ୍ୟକ୍ଷ ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବାୟତ କଲେଜରେ ପାଠ ପଢିଲା ସମୟରେ ସକାଳ ସମୟରେ ସାରଙ୍କୁ ଦେଖିଲେ ସାକ୍ଷାତ୍ ମହାପ୍ରଭୁଙ୍କ ଦର୍ଶନ ଭଳି ଲାଗେ ସବୁ ସେହି ଲୀଳାମୟଙ୍କ ଇଚ୍ଛା 🙏🙏🙏
@mandakinidash9995
@mandakinidash9995 9 күн бұрын
Jay shree Jagannath Swami 👏👏👏👏👏
@user-tq7dg2bx7i
@user-tq7dg2bx7i 10 күн бұрын
Manima. Adhama ku xama Kari diantu Mahaprabhu. Jay Jagannath.
@sidd5547
@sidd5547 Жыл бұрын
ରତ୍ନ ଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ଦୟାକରି ଏହାକୁ ତୁରନ୍ତ ଖୋଲି ଏହାର ମରାମତି ନକଲେ ସମଗ୍ର ରତ୍ନ ସିଂହାସନ ସହ ଠାକୁର ଭୁଷୁଡି ପଡିବେ। ଜଗନ୍ନାଥ ଆଉ ନଥିବେ। ଶୀଘ୍ର ଭଣ୍ଡାର ଖୋଲି ମରାମତି କର ନହେଲେ ଜନସାଧାରଣ ନିଜେ ଆଇନ କୁ ହାତକୁ ନେଇ ରତ୍ନ ଭଣ୍ଡାର ଭାଙ୍ଗି ମରାମତି କରିବାକୁ ବାଧ୍ୟ ହେବେ। ଲୋକ ସଜାଗ ହୋଇଗଲେଣି।
@jayantibehera974
@jayantibehera974 Жыл бұрын
Ete dina pare apanka katha suni manaku bahut santi lagila apanaku bahut bahut dhanya bad
@beautylifestyle230
@beautylifestyle230 11 күн бұрын
Jay Jagannath Swami nayanpatha gami vhaba tume
@gyanaranjanroutray4114
@gyanaranjanroutray4114 10 күн бұрын
Jay mahaprabhu 🙏🙏🙏🙏
@prabinmohanty4774
@prabinmohanty4774 Жыл бұрын
its heart touching.. 😥Jai Jagannathan🙏
@madhusmitasethi7966
@madhusmitasethi7966 2 күн бұрын
Jaya Jagannath🙏
@user-ww5zj6jb6x
@user-ww5zj6jb6x 4 ай бұрын
ପ୍ରଭୁ ଆପଣଙ୍କ ଲିଳା ଅଦ୍ଭୂତ ଅଟେ, ଆପଣଙ୍କୁ କୋଟି କୋଟି ପ୍ରଣାମ 🙏 ଜୟ ଶ୍ରୀ ଜଗନ୍ନାଥ 🚩🙏
@chandraudaydubey-hp4uu
@chandraudaydubey-hp4uu Жыл бұрын
Jayjagannath jayjagannath jayjagannath jayjagannath jayjagannath jayjagannath jayjagannath jayjagannath Jayjagannath jayjagannath jayjagannath jayjagannath
@user-gd3yx7wl4z
@user-gd3yx7wl4z 2 ай бұрын
জয় জগন্নাথ 🙏🙏🙏
@sushantadwibedi1142
@sushantadwibedi1142 Жыл бұрын
Prabhu nka bhakta nku mor bhumista pranam sir mo upare apanaka aashirvad thau
@sunilmishra228
@sunilmishra228 Жыл бұрын
ବହୁତ ହୃଦୟସ୍ପର୍ଶି l ଜୟ ଜଗନ୍ନାଥ l
@kalyanibehera8721
@kalyanibehera8721 Жыл бұрын
Jay Jagannath swami Nayan path gami 🙏🙏🙏🙏🙏🙏🙏🙏
@sasmitabobby3206
@sasmitabobby3206 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
@mahendrabehera2919
@mahendrabehera2919 20 күн бұрын
❤ ଜୟ ଜଗନ୍ନାଥ ସ୍ଵାମୀ ❤
@subratkumarsahoo-rv1wj
@subratkumarsahoo-rv1wj 7 күн бұрын
Jay Jagannath ❤🎉
@omprasadprusty
@omprasadprusty Жыл бұрын
ଆପଣଙ୍କୁ ହୃଦୟରୁ ମାଥାଲୋଟା ପ୍ରଣାମ 🙏 ଆମକୁ କନ୍ଦାଇ ଦେଲେ ଜଗନ୍ନାଥ ଭଲରେ ରଖନ୍ତୁ ଆପଣଙ୍କୁ ଜୟ ଜଗନ୍ନାଥ
@user-mw8bx9lp6b
@user-mw8bx9lp6b Жыл бұрын
Bhabara thakura mo jagannath
@rajyabardhan1017
@rajyabardhan1017 Жыл бұрын
କରୁଣା ସାଗର ଦାୟକର...ଭାବ ଦିୟନ୍ତୁ ଦର୍ଶନ ଦିୟନ୍ତୁ ସବୁ ତ ତୁମେ ଏ ନିଶ୍ୱାସ ବିଶ୍ୱାସ ଏ ଶରୀରର ପ୍ରତ୍ୟକ ରକ୍ତ କଣିକା ରେ ତନ ମନ ରେ ତୁମେ ତୁମେ ତୁମେ ଜୟ ଜଗନ୍ନାଥ ମହାବାହୁ 🌹🙏
@jr.ganesh9357
@jr.ganesh9357 Жыл бұрын
ହରି ବୋଲ...ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ...🙏🙏🙏❤🚩🚩🚩
@kailashbarik3894
@kailashbarik3894 3 ай бұрын
Prabhu jay Jagannath 😢
@deepaknayak3459
@deepaknayak3459 Жыл бұрын
Katha ti hrudaya sparsi thila, jay jagganath mahaprahhu🙏
@lorinajena3399
@lorinajena3399 Жыл бұрын
Daitapatinka katha au luha dekhi mo akhire b luha asigala. Jay jaganath
@OD_01
@OD_01 Жыл бұрын
❤❤❤❤ ମହାପ୍ରଭୁ❤❤❤❤
@dr.sanjayamahapatra6966
@dr.sanjayamahapatra6966 Жыл бұрын
Convey my heartiest regards to Durgaprasad Mahasaya, really he is a realized soul, heart touching expression. Thanks to you all. Jay Jagannath.
@arunamohanty2986
@arunamohanty2986 Жыл бұрын
🙏🙏
@kabitapati2517
@kabitapati2517 Жыл бұрын
Joy Jagannath 🙏
@gopanbeharidas3580
@gopanbeharidas3580 Жыл бұрын
​@@arunamohanty2986😅0 hy
@ajayaroutray9796
@ajayaroutray9796 9 күн бұрын
❤jay jagannath❤
@sudarsanmishra5030
@sudarsanmishra5030 Жыл бұрын
ହେ ଭାବଗ୍ରାହୀ!ଭାବ କାହିଁ!!
@sabitasahu8843
@sabitasahu8843 Жыл бұрын
Jay jagannath Dhanya apananka jibana pravunka valapaiba
@anuashitvlogs592
@anuashitvlogs592 Жыл бұрын
Jay shree Jagannath Swami Nayan patha gami bhabha tume 🙏🙏🌹🌹🌹🌹🙏 11:41
@rajshreedas6501
@rajshreedas6501 2 ай бұрын
Jay shree jagannath 🙏
@niharprabhapratihari7471
@niharprabhapratihari7471 Жыл бұрын
Apanaku au pravunku koti pranam
@peasantdas6382
@peasantdas6382 Жыл бұрын
Jay,.jaganath,hariomm,pravuji,a,bhouta,badiaa,kandhe,dela,jai,jaganath
@sukantiranipadhi5776
@sukantiranipadhi5776 Жыл бұрын
Dhanya tuma seva dhanya mahaprabhu 🙏🙏🙏🙏🙌🙌🙌🙌🌺
@khatramanimaharana136
@khatramanimaharana136 11 күн бұрын
Apananku koti koti pranam . Koti janmar phal
@pramilapani9960
@pramilapani9960 Жыл бұрын
JAY JAGANNATH🙏❤🙏❤PRANAM PRANAM KOTI KOTI PRANAM🙏🙏🙏🙏🙏🙏🙏
@NirmalkumarNayak-bx4ld
@NirmalkumarNayak-bx4ld Жыл бұрын
Apananku koti koti pranam
@sasmitapadhy2423
@sasmitapadhy2423 Жыл бұрын
Prabhu saranam 🙏 satate se thakuranka anubhab hin prakurta katha ..jay shree Jagannath mahapuru 🙏❤❤ kete punya karithile j se shree Anga seba karuchanti ,,ame b kete punya karithile odisha mati re janma hei tanka anubhuti sunuchu ,,, prabhu ghanta ghodei rakhi thao he 😢😭
@anupamasahoo5519
@anupamasahoo5519 Жыл бұрын
Jay sri jagannath swami 🙏
@magsirasahu2050
@magsirasahu2050 Жыл бұрын
Jay shree jagannath Swami Nayana patha gami 🛕🚩🛕🐚🪔📿👏🏾🪷🌹🪷🌹👏🏾🌿🌿🌿🌿🌿🌿🌿🙏🙏🙏🙏🙏🙏🙏
@sridharsahu9583
@sridharsahu9583 Жыл бұрын
Apana satare krupamayankara parama sevak,jay jay jagannath
@kumarkrushnabehera6756
@kumarkrushnabehera6756 Жыл бұрын
Jai Jagannath ❤❤❤
@manassahoo41_something_new.
@manassahoo41_something_new. Жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ଗୁରୁଦେବ
@user-wk6ls4cn1n
@user-wk6ls4cn1n Жыл бұрын
Ete sundar anubhuti kale apana mo akhi bhi gala luhare🙏🏼🙏🏼🙏🏼
@archanalucky365
@archanalucky365 Жыл бұрын
Jay Jagannath pravu😢😢👏🙌
@reetaranichoudhury5363
@reetaranichoudhury5363 Жыл бұрын
Pranam prabhu
@pramodinidas6668
@pramodinidas6668 Жыл бұрын
Jai prabhu.
@skbehera8580
@skbehera8580 Жыл бұрын
Jay Jagannath Swami Nayan pathagami vabatume 🙏🙏🙏
@UpendraNaik-et6lt
@UpendraNaik-et6lt 2 ай бұрын
Hori❤❤bol
@sanjumohapatra1484
@sanjumohapatra1484 4 күн бұрын
Jay jagannath
@sudeepasahoo
@sudeepasahoo 3 ай бұрын
Jay shree jagannath Swami ..
@lingarajdas211
@lingarajdas211 Жыл бұрын
Bhabara Thakura, Jay Shree jagannath Mahaprabhu
@barberbarber8895
@barberbarber8895 2 ай бұрын
Jay Jay shree jagannath ❤❤❤❤
@jayantibehera974
@jayantibehera974 Жыл бұрын
Agyan apanka katha suni mu bahut bhaba bihwala hoigali apanka pada tale koti koti naman agyan
1❤️
00:17
Nonomen ノノメン
Рет қаралды 12 МЛН
Jay Jagannath TV 12-05-2024🙏🙏🙏🙏
4:40
Kalyan Sahu
Рет қаралды 913
😨 24 ЧАСА чтобы найти школьную ПИЦЦУ
0:41
Настя, это где?
Рет қаралды 4,8 МЛН
ЖЕСТЬ В КОНЦЕ. ПЛАКАЛ ВЕСЬ САМОЛЕТ
0:20
ДЭВИД ЛАВА
Рет қаралды 4,2 МЛН
THE POLICE TAKES ME! feat @PANDAGIRLOFFICIAL #shorts
0:31
PANDA BOI
Рет қаралды 23 МЛН
Сначала скажи, а потом не мамкай 🗿 #shorts
0:16
Вика Андриенко
Рет қаралды 2,5 МЛН