ଅନବସରରେ ଦଇତାପତିଙ୍କ ଘରର ସଦସ୍ୟ କଣ କରନ୍ତି ଆସନ୍ତୁ ଶୁଣିବା

  Рет қаралды 11,980

JAY JAGANNATH TV

JAY JAGANNATH TV

Ай бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZfaq: bit.ly/3KAQeyD
Twitter: bit.ly/38JpX3U
#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra

Пікірлер: 29
@SaidivakarPanda
@SaidivakarPanda 28 күн бұрын
🙏🏻🙌🙏🏻 ଜୟ ଜଗନ୍ନାଥ 🙏🏻🌹🙏🏻 ପଣ୍ଡିତ ଶେଷଦେବ ମହୋଦୟ ସାର୍ ଆପଣଙ୍କୁ ମୋର ଆନ୍ତରିକ ଭୂମିଷ୍ଠ ପ୍ରଣାମ 🛐🛐🛐 ମହାପ୍ରଭୁ ଙ୍କ ଅଣବସର ସମୟରେ ବିଭିନ୍ନ ସେବାୟତ, ଦଇତା ପତି ଙ୍କ ବାସଗୃହ କୁ ଯାଇ କିଛି ବାର୍ତ୍ତା ଅମୂଲ୍ୟ ଶିକ୍ଷା ତତ୍ତ୍ୱ ପ୍ରଦାନ କରନ୍ତି 🛐🛐🛐 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପଣ୍ଡିତ ଜି🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻
@skrushnareddy6796
@skrushnareddy6796 27 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌼💐😍😍🏵️🏵️🍁🍂🍂🌷🥀🥀🌹🙌🏿🌺🌺🌿🌸💐😍🏵️🏵️🍁🍂💮💮⭕‼️⭕
@gobindaprusty2506
@gobindaprusty2506 25 күн бұрын
ଜୟ ଶ୍ରୀଜଗନ୍ନାଥ 🙏🙏🙏
@sanghamitramishra6788
@sanghamitramishra6788 23 күн бұрын
Jai Jaggnath Swami
@Runukunu
@Runukunu 19 күн бұрын
ଜୟ ଜଗନ୍ନାଥ 🙏🙏
@hariharabehera2439
@hariharabehera2439 26 күн бұрын
ଜୟ ଜଗନ୍ନାଥ 🙏🙏🙏
@AlakaSingh-vg6ol
@AlakaSingh-vg6ol 23 күн бұрын
Jay jagannath
@srikartsahu
@srikartsahu 23 күн бұрын
Jay jagannath ❤❤❤❤❤
@ukantasahoo4863
@ukantasahoo4863 26 күн бұрын
Jay Sri jagannath swami ji 🙏 🎉
@bhagyalatapradhan4061
@bhagyalatapradhan4061 28 күн бұрын
ବହୁତ ବହୁତ ଅଭିନନ୍ଦନ, ପ୍ରଣାମ!
@pritismitamohanty4175
@pritismitamohanty4175 28 күн бұрын
ଜୟ ଜଗନ୍ନାଥ ସ୍ଵାମୀ ❤❤❤❤❤❤❤❤
@mandakinidash9995
@mandakinidash9995 28 күн бұрын
Jay jay shree Jagannath Swami 👏👏👏👏👏
@beenapanipradhan9344
@beenapanipradhan9344 27 күн бұрын
ପ୍ରଣାମ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଶୁଭ ରାତ୍ରୀ ମଣିମା ❤️❤️❤️🪔🪔🪔🙏🏻🙏🏻🙏🏻
@leenasahu4070
@leenasahu4070 28 күн бұрын
Jay Jay Jagannath swami 🙏🌹🌹🙏🙏❤️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sangitapanda6341
@sangitapanda6341 27 күн бұрын
Mahaprabhu Krupa kara ....sustha heijao prabhu
@skrushnareddy6796
@skrushnareddy6796 27 күн бұрын
ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🕉️🙏🕉️🙏🕉️🙏🕉️🙏🕉️🙏🕉️🌷🌷🥀🌹🌺🌿🌸💐😍🏵️🍁🍁🍂💮🌸🌸💐😍😍🏵️🍁🍂💮⭕‼️⭕
@pramilapani9960
@pramilapani9960 27 күн бұрын
JAY JAGANNATH🙏❤🙏❤
@SaidivakarPanda
@SaidivakarPanda 28 күн бұрын
🙏🏻🙌🙏🏻 ଜୟ ଜଗନ୍ନାଥ 🙏🏻🌷🙏🏻ଦଇତାପତି ବୈଜେଷୃ ମାଁ ଙ୍କୁ ଅଣବସର ସମୟରେ କି ସେବା କରନ୍ତି, କ'ଣ ସବୁ ପୂଜା କରନ୍ତି, କ'ଣ କଲେ ମହାପ୍ରଭୁ ଖୁସି ହୁଅନ୍ତି 🛐🛐🛐 ଆପଣଁକୁ ବହୁତ ବହୁତ ଧନ୍ୟବାଦ ସାଦରେ ଭୂମିଷ୍ଠ ପ୍ରଣାମ 🛐🛐🛐ଜୟ ଜଗନ୍ନାଥ 🙏🏻🙌🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻
@sabitasahu8843
@sabitasahu8843 28 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କରନ୍ତୁ
@kishankalia5349
@kishankalia5349 27 күн бұрын
🙏🙏
@barberbarber8895
@barberbarber8895 28 күн бұрын
Jay Jay shree jagannath ❤❤❤❤
@satyashreenayak3953
@satyashreenayak3953 28 күн бұрын
Jay Jagnnath Swami ❤❤❤
@AJJAYQJNUMEROLOGY
@AJJAYQJNUMEROLOGY 27 күн бұрын
Jay hau Jagannath mahaprabhu tumara jaya hau prabhu 🙏 🙏🙏🙏🙏
@sabitadash1218
@sabitadash1218 22 күн бұрын
@subhrajitswain8904
@subhrajitswain8904 28 күн бұрын
ଜୟ ଜଗନ୍ନାଥ ସ୍ଵାମୀ
@bishnupriya1391
@bishnupriya1391 28 күн бұрын
Jay Jagannath 🙏🙏🙏🙏🙏
@Swarup_1996
@Swarup_1996 28 күн бұрын
Agyan Jay Jagannath.. Apana ta kahile kehi gharaku asibeni, tebe a mahasay janaka kipari asiki apana interview nele ghare. Na eita ghara bahare apana interview dauchanti
@anjanarout6670
@anjanarout6670 27 күн бұрын
Jay jagnnath 🙏🏻🙏🏻🙏🏻🙏🏻😭😭😭😭
@somyarana5241
@somyarana5241 28 күн бұрын
Jay shree jaganath 🙏🙏🙏
ОСКАР vs БАДАБУМЧИК БОЙ!  УВЕЗЛИ на СКОРОЙ!
13:45
Бадабумчик
Рет қаралды 6 МЛН
Зачем он туда залез?
00:25
Vlad Samokatchik
Рет қаралды 3,2 МЛН
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
ВОДА В СОЛО
0:20
⚡️КАН АНДРЕЙ⚡️
Рет қаралды 23 МЛН
When an RV meets a zombie outside #rv
0:21
campingWorld
Рет қаралды 26 МЛН