ଡରେଇଲାଣି ସୁଭଦ୍ରା ଯୋଜନା ! subhadra yojana | shankar mada | khati

  Рет қаралды 122,320

Khati ( ଖଟି )

Khati ( ଖଟି )

21 күн бұрын

ଡରେଇଲାଣି ସୁଭଦ୍ରା ଯୋଜନା ! subhadra yojana | shankar mada | khati
#bjd #odisha #mohanmajhi #bjp #laxmibus #naveenpatnaik #vkpandian #shankaromsharan #shankarmada #odianews

Пікірлер: 387
@Deva5577-i3c
@Deva5577-i3c 19 күн бұрын
ଆପଣଙ୍କ ଚାନେଲ୍ ର ମୁଁ ନିୟମିତ ଦର୍ଶକ।ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ଲୋକଲୋଚନକୁ ଆଣୁଥିବାରୁ ଅଶେଷ ଧନ୍ୟବାଦ💐,ଉପସ୍ଥାପନା ଶୈଳୀ ଅତି ଚମତ୍କାର👌ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ,🙏
@BideshwarBadamajhi-ii8tz
@BideshwarBadamajhi-ii8tz 10 күн бұрын
Yes bro👌👌
@KunalBarik-uv7jh
@KunalBarik-uv7jh 19 күн бұрын
ମୋଦି ଗ୍ୟାରେଣ୍ଟି ରେ ସବୁ ଜିନିଷ ର ଦର-ଦାମ ବଢ଼ିଚାଲିଛି, ବଢିଚାଲିଥିବ
@anubhabkumar1764
@anubhabkumar1764 19 күн бұрын
Yes
@rakeshparidaparidrakeha8877
@rakeshparidaparidrakeha8877 16 күн бұрын
Right
@pramodpradhan8792
@pramodpradhan8792 16 күн бұрын
Dear brother tume Sara Kar gathana Kara aau sabu jinisaku 5 tankare bikri kara
@niranjannayak2084
@niranjannayak2084 19 күн бұрын
ସୁନ୍ଦର ଉପସ୍ଥାପନା।ଏଭଳି ବିଶ୍ଳେଷଣ ସମାଜକୁ ଚେତନା ଦେବ। 🇮🇳🙏!!
@KunaBiswal-vp3ci
@KunaBiswal-vp3ci 19 күн бұрын
ଯାହା ବି ସରକାରୀ ସୁବିଧା ହେଉଛି ସମସ୍ତଙ୍କ ପାଇଁ ହେଉ,କାରଣ ସରକାର ସମସ୍ତଙ୍କର,ଯଦି କାର୍ଡ ଧାରି ମାନଙ୍କ ପାଇଁ , ତା ହେଲେ ପ୍ରପର୍ ସର୍ଭେ ହେଉ,ବର୍ତ୍ତମାନ ଏମିତି ଲୋକଙ୍କ ପାଖରେ କାର୍ଡ ଅଛି ଯାର ଦି ତଲା ଘର,ଚାରି ଚକିଆ,ଦୁଇ ଚକିଆ,ଏକର ଏକର ଜମି ଅଛି,ସେମାନଙ୍କ ପାଖରେ ବି କାର୍ଡ ଅଛି ।ଯଦି ଏ ସବୁ କରା ଯାଉଛି,ଆଗ ଦରଦାମ କମ୍ କରାଯାଉ,ଅସହ୍ୟ ହେଲାଣି ଦରଦାମ ,ମାଗଣା,ଲୋକଙ୍କୁ,ଲୋଭ ଦେଖାଇ ଏ ପଟେ ଦର ଦାମ୍ ବଢେଇ ଲୋକଙ୍କୁ ଲୁଟିବା ବନ୍ଦ କର ।
@SonuMaharana-lf8pt
@SonuMaharana-lf8pt 19 күн бұрын
Right, କିନ୍ତୁ ଭକୁଆ ଲୋକେ ତ ଭୁଝି ଲେ ନି। କହିଲେ ପରିବର୍ତ୍ତନ ଆବଶ୍ୟକ ,ତୋ ପରିବର୍ତ୍ତନ ହୋଇଗଲା।ଏବେ ଖାଲି ଦରଦାମ ଯୋଗୁଁ ହଟ ହଟା ହେବାକଥା ।ଓଡ଼ିଶା କୁ ଜଗନ୍ନାଥ ଭରସା।
@user-vk7eg4gq8d
@user-vk7eg4gq8d 19 күн бұрын
Govt. indirectly wants to make the middle class illeterat, so that the policy will work properly.
@KailashMohanty-qk3de
@KailashMohanty-qk3de 15 күн бұрын
​@@SonuMaharana-lf8ptEEEEEEEEEWwwwwweweeewwwwwewwwwewwwwwwewwwwwwwwqqqq1qqqweSss$¢$$$$$_uu
@basantkumarpradhan3412
@basantkumarpradhan3412 12 күн бұрын
Odisha ra lokamane vote deichhanti aau bhala government bachhichhanti.....bhogibaku ta padiba...... Double engine re tela ta adhika lagiba kama hauki na heu
@manasimohanty942
@manasimohanty942 12 күн бұрын
Correct vote samostae dai chanti
@Deuli.vlog-7199
@Deuli.vlog-7199 7 күн бұрын
ସୁଭଦ୍ରା ଯୋଜନା ରେ କିଏ ପାଇବ ନ ପାଇବ, ଏବେ ଡ଼ି କଲାର ହେଇଚି କିନ୍ତୁ କାଳିଆ ଯୋଜନା ରେ କିଏ ପାଉଥିଲି କିଏ ପାଉ ନ ଥିଲା ଟା ବାବଦ କୁ ଟିକେ କୁହ ଭଲ ଲାଗୁଛି ଆଉ ଓଡିଶା ର ଚିଟ ଫଣ୍ଡ ଟଙ୍କା ଗୁଡା କୁ କିଏ ନେଲା କଣ କଲା ସେ ବାବଦ ଟିକେ କୁହ ତୁମର ତ ସବୁ ବାବଦ କୁ ଅଭିଜ୍ଞତା ଅଛି ବହୁତ ଭଲ ଲାଗୁଚି ତୁମର ସେ ଭାଷଣ
@user-bq8jc9zk4k
@user-bq8jc9zk4k 19 күн бұрын
100%Right sir Goribo sorkaro Congress
@rameshseth7684
@rameshseth7684 19 күн бұрын
ଆପଣ ଏମିତି ଭିଡିଓ ବନାନ୍ତୁ ବହୁତ୍ କିଛି ଶିଖିବାକୁ ମିଳୁଛି ଧନ୍ୟବାଦ୍
@rameshchandranayak575
@rameshchandranayak575 19 күн бұрын
ଶଙ୍କର ବାବୁ ଧନ୍ୟବାଦ।
@himanshuparida7011
@himanshuparida7011 13 күн бұрын
ରାସନ କାର୍ଡ ନାହିଁ ତ ସୁଭଦ୍ରା ଯୋଜନା କେମିତି ପାଇବେ ଓଡିଶା ର ମହିଳା ମାନେ..
@user-gn8vg8cu9b
@user-gn8vg8cu9b 19 күн бұрын
ଓଡ଼ିଆ ରେ ବହୁତ୍ କମ୍ ଏମିତି ଆଲୋଚନା ଦେଖିବାକୁ ମିଳେ। ବଡ଼ ସୁଖଦ ଅନୁଭୂତି ଯେ ଯୁବ ପୀଢ଼ି ଏ ଦିଗରେ ପାଦ ପକେଇବା ଆରମ୍ଭ କଲେଣି।
@SonuMaharana-lf8pt
@SonuMaharana-lf8pt 19 күн бұрын
ଧନ୍ୟବାଦ sir, ଏହି ପ୍ରସଙ୍ଗ ଟି ଲୋକଙ୍କ ନଜରକୁ ଆଣିଛନ୍ତି।କିନ୍ତୁ ଯେଉଁ ମାନେ ଧନୀ ବର୍ଗ ହୋଇ ,ଲୁଚା ଛପାରେ ରାସନକାର୍ଡ କରିଛନ୍ତି ସେମାନେ ତ ଆବେଦନ କରିବେ।ମୋ ମତରେ ହିତାଧିକାରୀ ଙ୍କୁ ମିଳିବା ଦରକାର କିନ୍ତୁ ଅଯୋଗ୍ୟ ମାନ ଙ୍କ ସମ୍ପତି ଦେଖି ଏହା ସେମାନଙ୍କୁ ଦେବାକଥା ନୁହଁ ।
@mokunda9078
@mokunda9078 19 күн бұрын
ପ୍ରତ୍ୟେକ କବର ଆଣିବାକୁ ପଡିବ ସମସ୍ତେ ଜାଣିଲେ ହିଁ ସଚେତନ ହୋଇପାରୁବେ.. ଧନ୍ୟବାଦ ଭାଇନା. Happy thought.. Continou this type video ❤️❤️❤️
@fatefaith5147
@fatefaith5147 19 күн бұрын
Good news
@ardhenduvlogs5676
@ardhenduvlogs5676 19 күн бұрын
Thik kotha
@usharanisahoo8972
@usharanisahoo8972 17 күн бұрын
ସୁନ୍ଦର ଉପସ୍ଥାପନା
@user-uz8wu9sz7r
@user-uz8wu9sz7r 19 күн бұрын
ଗୋଟେ କଥା ଠିକ୍ କହିଛ ମଦ ମାଂସ ପଇସା ଭୋଟରଙ୍କୁ ଦେଲେ ଭୋଟ ପରେ ଦରଦାମ୍ ବୃଦ୍ଧି ହୁଏ ଏ କଥାରେ ମୁଁ ଏକ ମତ
@chandramajhi8049
@chandramajhi8049 5 күн бұрын
100%righta
@khusikhusi5581
@khusikhusi5581 19 күн бұрын
ସବୁ ସତ 👌👌👌
@user-fk1ik1jx4b
@user-fk1ik1jx4b 19 күн бұрын
Bhai sundar katha
@rabindranathmohanty803
@rabindranathmohanty803 19 күн бұрын
ବାସ୍ତବ ତଥ୍ୟ ପାଇଁ ଧନ୍ୟବାଦ
@mahendrakumarnayak3039
@mahendrakumarnayak3039 19 күн бұрын
ବିଜେଡି ସୁପ୍ରିମୋ ଇସ୍ତଫା ଦେବା ପୂର୍ବରୁ କହିଥିଲେ ଯେ ଓଡ଼ିଶା ରେ ବିଜେଡି ଶାସନ କୁ ଆସିଥିବା ବେଳେ ଓଡ଼ିଶାରେ ଗରିବଙ୍କ ଶତକଡା ୯୦ ଭାଗ ଥିଲା ଏବଂ ତାହା ଏବେ ଶତକଡା ୧୦ ଭାଗ କୁ କମେଇ ସାରିଛନ୍ତି। ତେଣୁ ସେହି ଦଶ ଭାଗ ଲୋକରୁ ଦାରିଦ୍ର୍ୟ ସୀମା ତଳେ ଥିବା ଲୋକ ହିଁ ରାସନ୍ କାର୍ଡ ପାଇବା ପାଇଁ ହକଦାର। ସେହି ଆଲୋଚ୍ୟ ରେ ସମୀକ୍ଷା କରାଗଲେ ଜଣା ପଡ଼ିବ ସୁଭଦ୍ରା ଯୋଜନା କାହାକୁ ମିଳି ପାରିବ। ବାକି ରହିଲା ସରକାରୀ ଚାକିରିଆ ବା ଆୟକର ଦେଉଥିବା ଲୋକଙ୍କ ସୁଭଦ୍ରା ଯୋଜନା ପାଇବା, ତାହା ତ କୌଣସି ପ୍ରକାର ସମ୍ଭବ ହେବ ନାହିଁ ଏହି ଯୋଜନାର ନିୟମ ଅନୁଯାୟୀ।
@tapaswinisahu3597
@tapaswinisahu3597 19 күн бұрын
Right sir
@divyanshu20215
@divyanshu20215 19 күн бұрын
ଠିକ୍ କଥା କହିଲ ଶଙ୍କର ଭାଈ ଯେଉଁ ମାନଙ୍କର ଜମି ନାହିଁ ସେମାନେ ଅନାହରର ଶିକାର ହେବେ ସେମାନେ ଅଧିକ ମୂଲ୍ୟ ଦେଇ ଚାଉଳ କିଣିବେ
@rakeshparidaparidrakeha8877
@rakeshparidaparidrakeha8877 16 күн бұрын
Right
@user-ub1xg6gd8u
@user-ub1xg6gd8u 16 күн бұрын
ଶଙ୍କର। ଭାଇ ଅଶେଷ ଅ ଶେଷ ଧନ୍ୟବାଦ
@trilochandhal2821
@trilochandhal2821 19 күн бұрын
ଜଣେ ଶୋଳ୍ପ ବେତନ ବା ପେନସନ ଭୋଗୀ ସରକାରୀ ଚାକିରିଆ ନା ଗରିବ ରେ ଯାଉଛନ୍ତି ନା ଧନୀ ରେ ଯାଉଛନ୍ତି. ସେମାନଙ୍କ ପାଇଁ ରାସନ କାର୍ଡ ଓ ଅନ୍ୟାନ ସରକାରୀ ସୁବିଧା କିଛି ନାହିଁ. ସେମାନେ ସରକାରୀ ଚାକିରୀ କରି କଣ ପାପ କରିଛନ୍ତି? ସରକାର ସେମାନଙ୍କ ପାଇଁ କିଛି ଚିନ୍ତା କରିବା ଉଚିତ
@jharanadehury8245
@jharanadehury8245 16 күн бұрын
Right
@annpurnasamanta7540
@annpurnasamanta7540 6 күн бұрын
​@@jharanadehury8245right
@punamnayak3588
@punamnayak3588 6 күн бұрын
Yes right
@attackffg6621
@attackffg6621 2 күн бұрын
Right
@Sujata_Dash_
@Sujata_Dash_ 19 күн бұрын
ଅତି ଗହୀରକୁ ଯାଇ ଚିନ୍ତା କରି ଉପସ୍ଥାପନ କରିଥିବା ରୁ ଧନ୍ୟବାଦ
@user-wu6jt2nz4t
@user-wu6jt2nz4t 19 күн бұрын
You are Right speach Bhai
@asokajena956
@asokajena956 19 күн бұрын
ବହୁତ ବଡିଆ
@rudranarayansahu942
@rudranarayansahu942 16 күн бұрын
Bjp ପ୍ୟାଣ୍ଟ୍ ତିଆରି କରିଛି, ହେଲେ ଏକ କରିବାକୁ ବାଟ ରଖିବାକୁ ଭୁଲି ଯାଇଛି
@bibhutibhusan8454
@bibhutibhusan8454 19 күн бұрын
Absolutely Right brother
@sucharitapanigrahy1790
@sucharitapanigrahy1790 19 күн бұрын
Thiku kahicha
@KabirajSahoo-xo8bv
@KabirajSahoo-xo8bv 19 күн бұрын
ମନ ଏକଦମ ଦିଲ ଖୁସ କରିଦେଲ ହେ ଲେ ଲୋକମାନେ ବୁଝି ପାରୁନାହାନ୍ତି
@prasanttirkey5795
@prasanttirkey5795 19 күн бұрын
Sata katha sir❤❤
@suryakirantandy4888
@suryakirantandy4888 12 күн бұрын
ଏତେ ଟଙ୍କା ଦେଇ ଭୋଟରଙ୍କୁ କିଣା ହୋଇଛି ତାହା ତ ଆଦାୟ କରିବାର ଅଛି ନା
@sunilkumarkaran490
@sunilkumarkaran490 19 күн бұрын
ମାଡ଼ି ଚାଲ
@anjanadeo7899
@anjanadeo7899 19 күн бұрын
Nice 👍👍👍
@debendradash3598
@debendradash3598 19 күн бұрын
Good news for all
@kalpatarurout3073
@kalpatarurout3073 19 күн бұрын
Right
@dharanidharpradhan8709
@dharanidharpradhan8709 19 күн бұрын
ସୁଭଦ୍ରା ଯୋଜନା କେବଳ ଗରିବ ବି ପି ଏଲ,କାର୍ଡ ଧାରୀ ଙ୍କ ପାଇଁ।
@vijaysahoo3346
@vijaysahoo3346 19 күн бұрын
Right 👍
@adumallick2027
@adumallick2027 8 күн бұрын
ସକଂର ଭାଇ କୁଂ ସହମତି ଦେଉଥିବା ସମସ୍ତ ଭାଇ ମାନକୁଂ ମୋର ଆନ୍ତରିକ ଧନ୍ଯବାଦ
@saratlenka-qo6zu
@saratlenka-qo6zu 19 күн бұрын
You are Right
@srikantbhol5793
@srikantbhol5793 19 күн бұрын
Bohot Sundar katha kahichhanti
@subhakantasahoo1105
@subhakantasahoo1105 19 күн бұрын
Gd morning
@RameshSingh-qc6qz
@RameshSingh-qc6qz 19 күн бұрын
🙏 bhai
@abhaysahoo1105
@abhaysahoo1105 19 күн бұрын
Congress govt good
@KabitaNag-gs4me
@KabitaNag-gs4me 18 күн бұрын
Bekar sarkar
@mahendramunda4592
@mahendramunda4592 14 күн бұрын
@@KabitaNag-gs4me Bhai tama sarakar ?
@Swatipapakipari
@Swatipapakipari 19 күн бұрын
Good morning sir
@odiadesiblog9565
@odiadesiblog9565 10 күн бұрын
ଭୋଟ ପୂର୍ବ ରୁ ବି ପିଆଜ 100ଓ ଟମାଟୋ 200ହେଇଥିଲା ସେତେବେଳେ କୋଉଠି ଥିଲା।
@umakantatandi4187
@umakantatandi4187 19 күн бұрын
Right bhai
@AbhimanyuNaik-dm3gn
@AbhimanyuNaik-dm3gn 19 күн бұрын
50% ଲୋକଙ୍କ ପାଖରେ ରାସନକାଡ ନାହିଁ ସରକାର ପଦକ୍ଷେପ ନିଅନ୍ତୁ ଜଲ୍‌ଦି
@ranjitanikhil7329
@ranjitanikhil7329 10 күн бұрын
Thank you .Right sir.
@mirasaraf486
@mirasaraf486 19 күн бұрын
💯 right 👍
@RameshSanta-tc9pd
@RameshSanta-tc9pd 19 күн бұрын
You are right sir ❤
@user-uz8wu9sz7r
@user-uz8wu9sz7r 19 күн бұрын
କଂଗ୍ରେସ ସରକାର ବହୁତ ବର୍ଷ ଶାସନ କରିଛି ଭାରତ ବାସୀ କଣ ପାଇଁ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କଲେ ବୋଧହୁଏ ସେ କଥା ମୁଁ ଜାଣିନି ଏବେ କଂଗ୍ରେସକୁ ଆସିବାକୁ ହେଲେ ଭାରତୀୟ ମାନଙ୍କ ମନଜିଣି ବିଶ୍ଵାସ ଭାଜନ ହେବାକୁ ପଡିବ ତା ପରେ କଂଗ୍ରେସ ସରକାର
@jullysamal6626
@jullysamal6626 19 күн бұрын
୫୦ ବର୍ଷ ପରେ ପରିବର୍ତ୍ତନ ଲାଗି
@AnitaNanda-ey3js
@AnitaNanda-ey3js 19 күн бұрын
1Number🎉🎉
@chandramajhi8049
@chandramajhi8049 5 күн бұрын
Thanks you sir 🙏🙏
@madhabtakri4053
@madhabtakri4053 19 күн бұрын
Jay Congress govt good.super message
@jagannathpatnaik8409
@jagannathpatnaik8409 16 күн бұрын
ବହୁତ ସୁନ୍ଦର
@asokajena956
@asokajena956 19 күн бұрын
ପୁରା ସତକଥା❤❤❤🎉🎉🎉
@TituDakua-ko5ih
@TituDakua-ko5ih 19 күн бұрын
Bhai super sata iliek sar 💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯
@radharanjansahu6115
@radharanjansahu6115 19 күн бұрын
Sundara paribesana. Talented sankar babu.
@soumyaranjanpatra9510
@soumyaranjanpatra9510 19 күн бұрын
Very Good news..
@bibhutibhusan8454
@bibhutibhusan8454 19 күн бұрын
Jay jagannath 🙏
@gitanjalisamal3706
@gitanjalisamal3706 10 күн бұрын
Thanks brother.
@mitamanjaribehera3263
@mitamanjaribehera3263 16 күн бұрын
❤️👍❤️
@Santoshnahak-k2f
@Santoshnahak-k2f 10 күн бұрын
Sir super dilat
@ashamanisingh2527
@ashamanisingh2527 4 күн бұрын
Good. Idia beta god bless you
@maheswarkar1671
@maheswarkar1671 19 күн бұрын
Bhai vala Katha re kahile Reality
@chandanrath6201
@chandanrath6201 10 күн бұрын
Thik katha
@dillippanda6447
@dillippanda6447 8 күн бұрын
Very good 👍🏾
@biswaranjannayak795
@biswaranjannayak795 19 күн бұрын
absolutely right
@user-fh5pi5ls8v
@user-fh5pi5ls8v 14 күн бұрын
100% right brother your speech .bilkul sata katha .bahut bahut dhanyabad .
@dushasangopal
@dushasangopal 19 күн бұрын
Right🎉
@PradieepBehera
@PradieepBehera 13 күн бұрын
Odisha ra number 1 chanal🎉🎉🎉🎉🎉🎉
@satyajitpanigrahi7729
@satyajitpanigrahi7729 7 күн бұрын
ଧାନ msp ଉପରେ କିଛି କୁହ
@user-sw1ko4oo1y
@user-sw1ko4oo1y 16 күн бұрын
Bahut badhia discussion bhai,thank you so much
@user-mj6zf1vg8d
@user-mj6zf1vg8d 10 күн бұрын
Good wark
@animananda2002
@animananda2002 19 күн бұрын
You are right 👍
@bindasjaga2932
@bindasjaga2932 19 күн бұрын
Absolutely right
@steminarani5803
@steminarani5803 15 күн бұрын
ଭାଇ ବହୁତ ଭଲ କଥା କହୁଛନ୍ତି ଠିକ୍ ସମୟରେ ଠିକ୍ କଥା କହୁଛନ୍ତି ଭାଇ ❤❤❤🎉🎉
@RaimatMurmu-fr1pd
@RaimatMurmu-fr1pd 15 күн бұрын
Bahut badhia katha bhai ,thanks
@shyamsundar3723
@shyamsundar3723 13 күн бұрын
Thank you sir God bless you 👍👍👍👍🌹🌹🌹🌹🌹
@adityabhoi3371
@adityabhoi3371 19 күн бұрын
Right katha.. Bhai emae kisan virodh...
@SmilingCityMap-ny5hf
@SmilingCityMap-ny5hf 16 күн бұрын
N1
@PRAKASHTRIPATHY-hf5pz
@PRAKASHTRIPATHY-hf5pz 13 күн бұрын
ଅଛି ଅଛି ଦରବୃଦ୍ଧି ବା ମହଙ୍ଗାଇ ର ମୁଦ୍ଦା କଂଗ୍ରେସ menifesto ରେ ଅଛି
@TrinathaNayak-un5bh
@TrinathaNayak-un5bh 15 күн бұрын
Sankarbhaigoodnew
@user-un3hy5nk6j
@user-un3hy5nk6j 15 күн бұрын
Right 100%
@jyotiprakashmunduri54
@jyotiprakashmunduri54 10 күн бұрын
Thik kahicho Bhai
@user-uz8wu9sz7r
@user-uz8wu9sz7r 19 күн бұрын
ଆଉ ଅନ୍ୟ ଦେଶରେ ପ୍ରଧାନମନ୍ତ୍ରୀ ଗାଦି ଛାଡି ଅନ୍ୟତ୍ର ପଳାଉଛନ୍ତି ଭାରତ ସେମିତି କିଛି ହୋଇନି ଦେଖ ଆଗକୁ କଣ ହେଉଛି ତା ପରେ next discussion
@saraswatirana8096
@saraswatirana8096 7 күн бұрын
Many thanks khati....your video is very interesting and informative .. keep it up...we wait your next video
@ashishpatnaik5171
@ashishpatnaik5171 19 күн бұрын
Excellent... I want to meet you
@showmankumbrika9612
@showmankumbrika9612 15 күн бұрын
Bahut badhiya suchna dele apananku bahut bahut dhanyawad Bhai
@BiswanathSoren-ct3ln
@BiswanathSoren-ct3ln 19 күн бұрын
ଠିକ୍ କଥା କହିଲ ଗରିବମାନଙ୍କ ପାଇଁ ଦୁଃଖ
@barikbarik6261
@barikbarik6261 15 күн бұрын
Bhai sata katha
@user-zy6bl7lt8q
@user-zy6bl7lt8q 19 күн бұрын
Tama katha re 💯 % mu Aka mata
@manasimohanty942
@manasimohanty942 12 күн бұрын
Sankar bhai absolutely khata kahile
@Santoshnahak-k2f
@Santoshnahak-k2f 10 күн бұрын
Rightsir
@narayanpadhy4741
@narayanpadhy4741 19 күн бұрын
Thik katha kahichhanti sir
@Gourangamurmu-yt9wc
@Gourangamurmu-yt9wc 15 күн бұрын
Nice presentation bro
@azharkkhan8822
@azharkkhan8822 16 күн бұрын
Bholo news ta Bhai👌👌
@user-qc8mj2xh7m
@user-qc8mj2xh7m 16 күн бұрын
Thankyou Bhai sundara upa stapana
Пробую самое сладкое вещество во Вселенной
00:41
Naveen Patnaik Biography Video | 24 Years Journey Of Naveen Patnaik
17:44
Пробую самое сладкое вещество во Вселенной
00:41