No video

Argus Bada Khabar Live | ବବିଙ୍କ କେଳେଙ୍କାରୀର ହେବ ତଦନ୍ତ ! | 12 July 2024 | Argus News

  Рет қаралды 46,806

Argus News

Argus News

Ай бұрын

Argus Bada Khabar Live | ବବିଙ୍କ କେଳେଙ୍କାରୀର ହେବ ତଦନ୍ତ ! | 12 July 2024 | Argus News
#argusnews #argusbadakhabar #odishanews #odianews #bobbydas #live #livenews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 116
@Sahoo983
@Sahoo983 Ай бұрын
ବବି ଦାସ କୁ ଜଲଦି ଜେଲ ରେ ପୁରାଉ ଏ ସରକାର ❤❤
@pratapsahoo1574
@pratapsahoo1574 Ай бұрын
ପ୍ରକୃତରେ ଏହାର ସଠିକ୍ ତଦନ୍ତ ହେବା ଦରକାର
@jeetendrakumarmohanty2963
@jeetendrakumarmohanty2963 Ай бұрын
ଅର୍ଗସ ଚ୍ୟାନେଲ କୁ ବହୁତ୍ ବହୁତ୍ ଧନ୍ୟବାଦ୍, ବିଜେଡି ସରକାର୍ ର ଯେତେ ଦୁର୍ନିତୀ କରିଥିବା ଯେତେ ଅଫିସର୍ ଓ ମନ୍ତ୍ରୀ ବା ବିଧାୟକ ସବୁ ଖେଲାସା କରିବା ଉଚିତ୍।
@UttamDakshinray
@UttamDakshinray Ай бұрын
ଅର୍ଗସ ଭଲ ଚାନାଲ
@sewanayak945
@sewanayak945 Ай бұрын
ଓଡିଶାର ସିଂଘମ ଟୋକା ଦୁର୍ଗାଶିଷ ଆପଣ ମାଡିଚାଲନ୍ତୁ 🙏🙏
@saratdas9022
@saratdas9022 Ай бұрын
ଆଗେ ସେ ମାଗିୟା କ୍ରିତ ଦାସ କୁ ଜେଲ୍ ରେ ପୁରା ତାପେର ତଦନ୍ତ ହେବ ଏ ସଳାଟା ପାଇଁ ଆମ ଜାଜପୁର ଯାଜପୁର ଜିଲ୍ଲା ବଦ୍ ନାମ ହେଇଚି
@bibhutibhusanbehera5147
@bibhutibhusanbehera5147 Ай бұрын
ପୁରୁଣା ସବୁ ଆଇଏଏସ, ଓଏଏସ୍ ଅଫିସର ଏମାନେ କେବେ ସୁଧୁରିବ ନାହିଁ, ଏମାନେ ସବୁ ବେଳେ ବିଜେଡି ନେତା ମାନଙ୍କ ଇଙ୍ଗିତରେ ପରିଚାଳିତ ଏମାନଙ୍କୁ ତୁରନ୍ତ ହଟାଇ ନୁଆ ଅଫିସର ନିଯୁକ୍ତି ନ ହେବା ଯାଏଁ ମୋହନ ସରକାର ଙ୍କ ସୁନାର ଓଡ଼ିଶା କେବେ ସାର୍ଥକ ହେବନି,
@monalisa8932
@monalisa8932 Ай бұрын
Thank you agrush
@samirnayak3768
@samirnayak3768 Ай бұрын
ତଦନ୍ତ କରାଯାଉ ଘଟଣାର ସତ୍ୟାସତ୍ୟ ଜଣାପଡିବ.
@harishmallck2
@harishmallck2 Ай бұрын
ସ୍ବର୍ଗୀୟ ଅଶୋକ ଦାସ ମହାଶୟ ଜଣେ ସୁନାମଧନ୍ୟ ଏବଂ ସାନମାନୀୟ ରାଜନୀତିଜ୍ଞା. ସମାଜସେବୀ ଥିଲେ | ସେ ଜଣେ ଓଡ଼ିଶାର ମହାନ ବ୍ୟକ୍ତିତ୍ୱ ଥିଲେ | ଏ ବବି ଦାସ ସେହି ମହାନ ନାୟକଙ୍କ କୁପୁତ୍ର! ଅଶୋକ ଦାସ ମହାଶୟଙ୍କ ମାନ ସନମାନ ପ୍ରତିଷ୍ଠା କୁ ବଜାରରେ ନିଲାମ କରିଦେଲେ! ଏ ନିର୍ଲଜ ବବି ଦାସ କୁ ଟିକେ ହେଲେ ବି ଲାଜ ସରମ ନାହିଁ!ଏ ପୁଣ୍ୟ ବିରଜା ମାଙ୍କ ପବିତ୍ର କ୍ଷେତ୍ର ଯାଜପୁର ଏବଂ ଯାଜପୁର ବାସିଙ୍କ ଅପମାନିତ କରିଛନ୍ତି | ଏଇ ପୂନ୍ୟ କ୍ଷେତ୍ରର ଜଗନାଥଙ୍କ ମହାନ ଶ୍ରେଷ୍ଠ ଭକ୍ତ ବନ୍ଧୁ ମହାନ୍ତି ଙ୍କ ଜନ୍ମ ମାଟି ହେଲେ ଏ ନିର୍ଲଜ ବବି ଦାସ ପାଇଁ ଯାଜପୁର ଏବଂ ଯାଜପୁର ବାସିନ୍ଦା ଅପମାନିତ ହେଇଛନ୍ତି! ଏ ନିର୍ଲଜ ପାଣ୍ଡିଆନ ର କ୍ରୀତଦାସ ହେବା ପାଇଁ ଟିକେ ହେଲେ ସଂକୋଚ ଏବଂ କୁଣ୍ଠା ବୋଧ କଲେ ନାହିଁ କେବଳ ନିଜର ସ୍ୱାର୍ଥ ପାଇଁ. ମା ବିରଜା ଏବଂ ମହାନ ଭକ୍ତ ବନ୍ଧୁ ମହାନ୍ତି ଏ ବେସରମ ବବି ଦଶକୁ କେବେ ହେଲେ କ୍ଷମା କରିବେ ନାହିଁ! ଏ ବବି ଦାସ ର ପତନ ହେବା ନିଶ୍ଚିନ୍ତ
@pratapsahoo1574
@pratapsahoo1574 Ай бұрын
ଧନ୍ୟବାଦ ଅର୍ପସ
@harekrushnabehera3138
@harekrushnabehera3138 Ай бұрын
"ନେଇ ନେଇ ନେତା" ବିଜେଡି ଠାରୁ ଶିଖ ।
@sanjaybiswal9242
@sanjaybiswal9242 Ай бұрын
ସବୁ ବବି ଦାସ କଳଙ୍କ
@sadanandmohanty3537
@sadanandmohanty3537 Ай бұрын
Jay sriram Jay Odia 🙏🙏🙏🙏🙏 Jay Mohan Bhai Sarkar
@rajendramallick6894
@rajendramallick6894 Ай бұрын
ଲୁଟ କରିଥିବା ଲୋକକୁ ସୁରକ୍ଷିତ ପାଇଁ ରାଲି କରିବା ଠିକ୍ ନୂହ
@Tapas-ip9on
@Tapas-ip9on Ай бұрын
ଜଥା ଶିଘ୍ର ତଦନ୍ତ କରାଯାଇ ବବି ଦାସ କୁ ଗିରଫ କରାଯାଉ
@liveforever6998
@liveforever6998 Ай бұрын
ଜିଲାପାଳ ସଠିକ ତଦନ୍ତ କରନ୍ତୁ...
@user-kq9du3fh9c
@user-kq9du3fh9c Ай бұрын
ବବି ଦାସ ମାଗିଆ ଟା ଶଳା ଚୋରଟା ଗାଲୁଆ
@baradakantatripathy972
@baradakantatripathy972 Ай бұрын
Jaldi sie chora Bobby das ku arrest kara jau immediately
@KRISH_AMANTA
@KRISH_AMANTA Ай бұрын
Argus good chanel
@reenaappat2790
@reenaappat2790 Ай бұрын
Bhal bhabe tadanta Kara jau n hele Sara odisha r lok rajrasta ku olhaibe
@brahmanandarana8151
@brahmanandarana8151 Ай бұрын
ଆପଣଙ୍କ ଚ୍ୟାନେଲ ମାଧ୍ୟମରେ କହିଥିଲି 2024 ଇଲେକ୍ସନ ରେ ଓଡିଶାରେ କ୍ରାନ୍ତି ଆଣିଛି Argus, Great Durgasish ଏଠି CBI କୁ ତଦନ୍ତ କରିବାପାଇଁ BJP ସରକାର କାହିଁକି ନିର୍ଦ୍ଦେଶ ଦେଉନାହାଁନ୍ତି, ମହା ଘୋଟାଲା କରିଛି
@user-iz3ei3ee2l
@user-iz3ei3ee2l Ай бұрын
ତୁରନ୍ତ ତଦନ୍ତ କରାଯାଉ ତାହା ହେଲେ ସତ୍ୟା ସତ୍ୟ ଜଣାପଡ଼ିବ Argus ବାର୍ତ୍ତା ଆଣିଥିବାରୁ ବହୁତ ବହୁତ ଧନ୍ୟବାଦ
@daitaridash5351
@daitaridash5351 Ай бұрын
ଯେଉଁମାନେ ଯାଜପୁରର development ଚାଁହୁନ ଥିଲେ ସେହିମାନେ ହିଁ ଏଭଳି କଥା କହିଥିବେ, ଯାଜପୁର ର ଯେଉଁ ଉନତି ହୋଇଛି କେବଳ ଯାଜପୁରର ପୂର୍ବତନ mla ଙ୍କ ପାଇଁ, ଅଯଥା ରାଜନୀତି କରଣ କରାନଯାଉ, ତୁମ ବୁନିୟାଦୀ ଦେଖି ନଥିଲ, କିନ୍ତୁ ଦେଖିଲେ ସାହିପାରୁନା, ଆଗରୁ କୋଉଠି ଥିଲ, ଭାବୁଛ ଏମିତି ବଦନାମ କରି ସ୍ୱାର୍ଥ ହାସଲ କରିବ, ଉପରେ ଉପର ଵାଲା ସବୁ ଦେଖୁଛି, wait
@tilottamamohanta8117
@tilottamamohanta8117 Ай бұрын
Badmas
@RadhekrishnaMahapatra
@RadhekrishnaMahapatra Ай бұрын
No1argus
@user-el2oo1ll7u
@user-el2oo1ll7u Ай бұрын
ପ୍ରକୃତ ତଦନ୍ତ କରାଯାଉ ସତ୍ୟ ଘଟଣା ପଦାକୁ ଆସିବ ବୋଲି ମୋର ବିଶ୍ବାସ ବା ଆସା ଭରସା ଯିଏ ନୋସି ଦଣ୍ଡ ପାଇବା ଦରକାର ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟବାସି ଙ୍କ ଜାତି । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏😭😭😭🪷🪷🪷🪷🪷
@user-el2oo1ll7u
@user-el2oo1ll7u Ай бұрын
ଦୁର୍ଗା ସିଶ୍ ବାବୁ ୋଗକୁ ମାତି ଚାଲ ସତ୍ୟର ନିଶ୍ଚିତ ଭାବେ ସଫଳତା ପାଇ ପାରିବେ ବୋଲି ଆମ ଓଡ଼ିଶା ବାସିଙ୍କର ଆସାଭାରସା ଅଛି ଜଗନ୍ନାଥ ଅଛନ୍ତି ସାତେ ଚାରି କୋଟି ଓଡ଼ିଶା ବାସି ଆପଣଙ୍କ ପାଖରେ ଅଛନ୍ତି ମାଢ଼ି ଚାଲ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହିଁ ସାଥି ଆମର 🙏🙏🙏🙏🙏
@SmitaraniMohanty-c4d
@SmitaraniMohanty-c4d Ай бұрын
Thanks Argus chaneel
@sridharapradhan2758
@sridharapradhan2758 Ай бұрын
Kebe tadanta heba
@sadanandasahoo3707
@sadanandasahoo3707 Ай бұрын
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅ। ମେଡିଆ ଟ୍ରାଏଲ ବନ୍ଦକର। ମନଇଛା ଅଭିଯୋଗ କରିବା ଅଧିକାର କିଏ ଦେଲା
@dnayaknayak95
@dnayaknayak95 Ай бұрын
Àrugus channel zidabad. Durgasis Babu is great
@kunakuna9855
@kunakuna9855 Ай бұрын
Thanks Argus
@sushamanayak4316
@sushamanayak4316 Ай бұрын
mahan sarkar jindabad
@biramhembram2124
@biramhembram2124 Ай бұрын
ଦୁରଗାଶିଷ ଭାଇଙ୍କ ପରି ସମସ୍ତଖବର ରିପଟର ସାହସ ହେବାଦରକାର
@kanjiaranjitkumar3824
@kanjiaranjitkumar3824 Ай бұрын
Thanks 👍👍👍. Tadanta. Karajaou
@dillipbehera2881
@dillipbehera2881 Ай бұрын
ରାଜ୍ୟ ପାଳ ପୁଅ ଲଳିତ ଦାସ କୁ କେବେ ଆରେଷ୍ଟ କରାଯିବ?
@biswaranjanparida297
@biswaranjanparida297 Ай бұрын
ଶିଘ୍ର ତଦନ୍ତ କରି ଦୋସିକୁ ଦଣ୍ଡ ଦିଆଯାଉ। ନବିନ୍ ପଟ୍ଟନାୟକ ଭଳି କୁହନ୍ତୁ ନାହିଁ ଆଇନ୍ ତା ବାଟରେ ଯିବ।
@gunanidhinaik3699
@gunanidhinaik3699 Ай бұрын
ଯାଜପୁର ବାସୀ ପ୍ରଣବ ପ୍ରକାଶ ଦାସ ଙ୍କ ସପକ୍ଷରେ ।
@gunanidhinaik3699
@gunanidhinaik3699 Ай бұрын
ମିଛ କି ସତ ତଦନ୍ତ ହେଲେ ହିଁ ଜଣାପଡିବ.
@umeshrout3599
@umeshrout3599 Ай бұрын
ଅଚ୍ୟୁତ ସାମନ୍ତ ଓ ବବି ଦାସ ଜମି ମାଫିଆ, ରଂଗ salara master bjd lutera.
@dillipkumarkumar1959
@dillipkumarkumar1959 Ай бұрын
Sabasa argus midiya
@harekrushnabehera3138
@harekrushnabehera3138 Ай бұрын
ଲୁଟ୍ ରେ ବି ଓଡ଼ିଶା ନଂ -1 ବିଜେଡି ଜିନ୍ଦାବାଦ । ନେତା ହେବ ତ ଏମିତି ।
@KingSibuliMurmu-os5gb
@KingSibuliMurmu-os5gb Ай бұрын
Tumo jomi badi sabu loot hoithile bhala hoithanta.
@SimanchalChaudhuri
@SimanchalChaudhuri Ай бұрын
ସାମ୍ବାଦିକ ମାନେ ନିଜର ନୈତିକତା ଭୁଲିଗଲେଣି ଯାହା ପରୁ ତାହା ପରିବେଷଣ କରୁଛନ୍ତି
@user-my9wf8oc8c
@user-my9wf8oc8c Ай бұрын
Congratulations
@user-um7gb1ol1z
@user-um7gb1ol1z Ай бұрын
ARGUS will be highlighted and regarded by public no doubt for its sincere endeavour in social issues.Lie can never defeat the truth.Any obstacle or opposition to support the dictator is not appreciable.It is unjustified.People should realise the real fact and extend necessary support to the persons who are thinking and acting for development. With regards Ganeswar Rout.
@anusuyaswain3664
@anusuyaswain3664 Ай бұрын
ତଦନ୍ତ ହେବା ନିହାତି ଦରକାର , ଆଉ କଣ ବିଷଧର ତମ୍ପ କୁ ଦେଇି ଛାଡ଼ି ଦେଇହେବ କି ?
@baradakantatripathy972
@baradakantatripathy972 Ай бұрын
Prasasan ku mota tanka dei chi Bobby das,, Sethi pain vadua sabu chup
@sarojkumarmohanty6139
@sarojkumarmohanty6139 Ай бұрын
Sir ,Namaskar ,Apan BJD ra bahut durniti grasta Neta ,mantri nka birudhare Ain anujai drudha karjyanusthan nele Odisha basi bahut khusi manaibe ,
@pankajsahoo4376
@pankajsahoo4376 Ай бұрын
Jilapal nije dai
@gunanidhinaik3699
@gunanidhinaik3699 Ай бұрын
କଟେଜ ର ଅର୍ଥ କୁଡିଆ ବୋଲି ଆମେ ଜାଣିଥିଲୁ ।କିନ୍ତୁ ଆଜି ଜାଣିଲୁ ଯେ କୋଠାଘର ।
@prasantakumarswain3419
@prasantakumarswain3419 Ай бұрын
କୁସୁମା ରଙ୍ଗଶାଳା ଚାବି ରତ୍ନ ଭଣ୍ଡାର ଚାବି ଯାହା ପାଖରେ ତାରି ପାଖରେ ଅଛି ।
@srikantakumarhota6134
@srikantakumarhota6134 Ай бұрын
CBI tadant heu.
@narayanmohanty5100
@narayanmohanty5100 Ай бұрын
I appeal hon'ble c.m to take action a 5:28 gainst Boby das regarding Kusuma , Jajpur .
@SmitaraniMohanty-c4d
@SmitaraniMohanty-c4d Ай бұрын
Thanks respect nagara unayyana mantri ku sighra e case ku tadanta Kari shut out karantu boli request
@pradeeptabharati8499
@pradeeptabharati8499 Ай бұрын
Babi das Required. Under E.D.,C.B.I.and Vigilance
@gunanidhinaik3699
@gunanidhinaik3699 Ай бұрын
ଚକା ଆଖି ସବୁ ଦେଖୁଛନ୍ତି।
@Khamania02
@Khamania02 Ай бұрын
ଜେଲ୍ ପଠାଇ ଦେବି..😌🗣️
@gunanidhinaik3699
@gunanidhinaik3699 Ай бұрын
ଅନ୍ୟ ଚେନାଲ କାହିଁକି ମୁହଁ ଖୋଲୁ ନାହାନ୍ତି ?
@parsurampanda3540
@parsurampanda3540 Ай бұрын
ଜଲଦି ଜେଲରେ ବବିଦାସକୁ ଭର୍ତ୍ତିକର
@shivaprasadjena8656
@shivaprasadjena8656 Ай бұрын
Kusuma birudhare case diary karajau Babi govt ghara kari bhangiba case diary karajau jahaj budiba case diary karajau babiku arrest karajaei jail pathajau
@trilochanjena9614
@trilochanjena9614 Ай бұрын
We the citizen of Odisha unanimously requested to Mohan government to provide protection to media like Argus, focus -8 and other media
@akpanda833
@akpanda833 Ай бұрын
Send people to jail
@FAKIRJENA-du2zs
@FAKIRJENA-du2zs Ай бұрын
ବବି କଣ କୁଆଡେ ଖସି ଯିବ ବୋଲି ତୁମେ ଭାବୁଛ,?
@minasahoo9290
@minasahoo9290 Ай бұрын
Samastnku nei jail re purantu, new thik achhi,
@pradeeptabharati8499
@pradeeptabharati8499 Ай бұрын
Singham Durgasish babu
@sushantsingh2166
@sushantsingh2166 Ай бұрын
Na ahuri atractib action anatu au bandhantu ta hele real hero
@gandharbanayak5660
@gandharbanayak5660 Ай бұрын
Baby das ku turanta jell re puria jau ebanga odishara loke 25 barsa ra andhakararu bahara karajau dhanyabad argus sabusala jajapuria chhu angya🙏🙏🙏
@dillipbehera2881
@dillipbehera2881 Ай бұрын
ଲଳିତ ଦାସ କେବେ ଗିରଫ ହେବ
@dillipbehera2881
@dillipbehera2881 Ай бұрын
Godi media
@dibyajyotiray4263
@dibyajyotiray4263 Ай бұрын
Boby Das ku Arrested Kari Gau.
@ramachandrachoudhury2586
@ramachandrachoudhury2586 Ай бұрын
C b I tadant hau
@mahondas1165
@mahondas1165 Ай бұрын
Bjd lok दारू पीकर अर्गुष को विरुद्ध किया थे, अरगुश ओडिशा गौरब चैनल, संबादिक को धन्यवाद,
@chakarasahoo276
@chakarasahoo276 Ай бұрын
Bala katha kahucha Argus nead
@purnachandra1694
@purnachandra1694 Ай бұрын
Jajpur gramo bashi bjd party. Bobi pai
@dhirendas6583
@dhirendas6583 Ай бұрын
Sadharana kamjor byaktie hyie thily police dhre jal ry band Karie saara taanie yaku jaldie jalry puraaie taa ku thrd digree dia saabu bhariebaa
@dharamabiswal5722
@dharamabiswal5722 Ай бұрын
Durniti Neta manaka anta bhangidaba darkar ajiban jail
@SmitaraniMohanty-c4d
@SmitaraniMohanty-c4d Ай бұрын
Khub sighra tadant karajau Jouta bhul bhul jajpur dist kan urnati heichhi
@malayabasantadas8339
@malayabasantadas8339 Ай бұрын
PANDU DURNITI KATHA AGA BUJHIBA DARAKAR.ODISA RU PANDU BIDA NAHEBA PARYANTA ODISA RE SANTI ASIBANAHI.
@sidharthMoharana-dn9ie
@sidharthMoharana-dn9ie Ай бұрын
BJP neta chor❤❤❤ Augus video dikhaiye BJP neta ka😂😂😂😂😂
@arunkumarmohanty5646
@arunkumarmohanty5646 Ай бұрын
Minister chora Bothra ku dhariki busre buluchhanti.Taku arrest nkakari.Bothra most corrupted officer
@kunal6771
@kunal6771 Ай бұрын
Jajapur Town re Hospital, Hockey institute, sports stadium Kusuma park, lord's Shiva statue, auditorium sabu hei parichi kebala Bobby Bhai pain. #support Bobby bhai❤
@KingSibuliMurmu-os5gb
@KingSibuliMurmu-os5gb Ай бұрын
Jajpur jilare hi Nagada achhi bodhe
@sushantsingh2166
@sushantsingh2166 Ай бұрын
Yanku kahiba khanti odia pua
@SimanchalChaudhuri
@SimanchalChaudhuri Ай бұрын
Argus ତମ ମାନଙ୍କୁ ଲାଜ ଲାଗୁନି ଖାଲି ସବୁବେଳେ ମିଛ ଖବର ପରିବେଷଣ କରୁଛ
@gyanendrakumarray5414
@gyanendrakumarray5414 Ай бұрын
Argus sabuthu kharap chnel Sabu micha khabar ta pakhare
@pradipbehera4181
@pradipbehera4181 Ай бұрын
Argus ବବି ଭାଇ ର ବାଳ ଛିଣ୍ଡେଇବ ଆମେ ଜାଣିବୁ argus ବିଜେପି ପେଳଚଟା ନିଉଜୁ
@kirankumarsahu8824
@kirankumarsahu8824 Ай бұрын
ର ରେ ବାଣ୍ଡ ଅପେକ୍ଷା କର😢
@bimbadharjena1572
@bimbadharjena1572 Ай бұрын
Ye salata Babi das ra tala ta bodhe
@SimanchalChaudhuri
@SimanchalChaudhuri Ай бұрын
ସାମ୍ବାଦିକ ମାନେ ନିଜର ନୈତିକତା ଭୁଲିଗଲେଣି ଯାହା ପାରୁ ତାହା ପରିବେଷଣ କରୁଛନ୍ତି
@SimanchalChaudhuri
@SimanchalChaudhuri Ай бұрын
ସାମ୍ବାଦିକ ମାନେ ନିଜର ନୈତିକତା ଭୁଲିଗଲେଣି ଯାହା ପାରୁ ତାହା ପରିବେଷଣ କରୁଛନ୍ତି
@SimanchalChaudhuri
@SimanchalChaudhuri Ай бұрын
ସାମ୍ବାଦିକ ମାନେ ନିଜର ନୈତିକତା ଭୁଲିଗଲେଣି ଯାହା ପାରୁ ତାହା ପରିବେଷଣ କରୁଛନ୍ତି
@SimanchalChaudhuri
@SimanchalChaudhuri Ай бұрын
ସାମ୍ବାଦିକ ମାନେ ନିଜର ନୈତିକତା ଭୁଲିଗଲେଣି ଯାହା ପରୁ ତାହା ପରିବେଷଣ କରୁଛନ୍ତି
@SimanchalChaudhuri
@SimanchalChaudhuri Ай бұрын
ସାମ୍ବାଦିକ ମାନେ ନିଜର ନୈତିକତା ଭୁଲିଗଲେଣି ଯାହା ପାରୁ ତାହା ପରିବେଷଣ କରୁଛନ୍ତି
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 22 МЛН
黑天使遇到什么了?#short #angel #clown
00:34
Super Beauty team
Рет қаралды 41 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 18 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 11 МЛН
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 22 МЛН