Live | ରୁବେନ୍‌ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା | Rajaniti Charcha | Ruben Banerjee | 05 Jul 2024

  Рет қаралды 66,070

Argus News

Argus News

5 күн бұрын

Live | ରୁବେନ୍‌ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା | Rajaniti Charcha | Ruben Banerjee | 05 Jul 2024 | Argus News
#argusnews #rajaniticharcha #seniorjournalist #rubenbanarjee #ArgusSpecial #RubenBanerjee #PoliticalDiscussion #Odisha #bjp #bjd
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 170
@SunakarNayak-cj8qv
@SunakarNayak-cj8qv Күн бұрын
ରୁବେନ ବାନାର୍ଜୀ ଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ ଜଣାଉଛି ଓଡିଶା। ଜୟ ଜଗନ୍ନାଥ ସ୍ଵାମୀ।
@niranjansahu9449
@niranjansahu9449 3 күн бұрын
ମିଶନ ଶକ୍ତିରେ ହୁଏତ ସରକାରଙ୍କର କ୍ଷତି ହେଉଥିବା କିନ୍ତୁ ଗାଁ ଗହଳି ମାଁ ଏମାନେ ବହୁତ ଲାଭବାନ ହେଉଛନ୍ତି । ସେମାନେ କାହା ପାଖରେ ହାତ ପତାଇବାକୁ ପଡୁ ନାହିଁ।
@DR.B.NAYAK1980
@DR.B.NAYAK1980 3 күн бұрын
ମହିଳାମାନେ ସନ୍ତୁଷ୍ଟ ରହିଲେ ଦେଶ ପ୍ରଗତି ନିଶ୍ଚିତ l
@BimbadharMangaraj
@BimbadharMangaraj 3 күн бұрын
ଧନ୍ଯବାଦ୍ ମୋହନ ସରକାର ଦୂର୍ନିତି ବିରୋଧରେ କଠୋର ହୁଅନ୍ତୁ
@birenjena3758
@birenjena3758 3 күн бұрын
ରୁବେନ୍ ବାବୁ ଲକ୍ଷ୍ମୀ ବସ।ଉପରେ ଠିକ୍ କଥା କହିଲେ
@Pravat.youtuber
@Pravat.youtuber 3 күн бұрын
ଧନ୍ୟବାଦ ରୁବେନ ବାନାର୍ଜୀ ଓ Argus କୁ ଆଜି ସବୁ ଓଡ଼ିଶାର ମୌଳିକ ସମସ୍ୟା ପ୍ରତି ରାଜସ୍ବ ଟଙ୍କା ଖର୍ଚ୍ଚ ହେବା କଥା ଯଦି ନୂଆ ସରକାର ପ୍ରକୁତ ସମସ୍ୟା ରେ ଟଙ୍କା ନ ଲଗେଇ loss making project ରେ ପଇସା ଲଗାନ୍ତି ପୂର୍ବ BJD ଭଳିଆ ତାହାଲେ ଲୋକଙ୍କ ଭରସା ତୁଟିଯିବ। BJP ନୂଆ ସରକାର ପାଇଁ ଗୋଟେ ଭଲ ସ୍ଥିତି ଅଛି ଓଡ଼ିଶାରେ loss making project ର analysis କରି ଟଙ୍କା କେମିତି Direct ଲୋକଙ୍କ ସେବାରେ ଲାଗିବ ସଥିପାଇଁ project ବନିବା ଦରକାର....
@DR.B.NAYAK1980
@DR.B.NAYAK1980 3 күн бұрын
ଅପେକ୍ଷା କରନ୍ତୁ ରାଜ୍ୟବାସୀ l ମୋହନ ସରକାର ଠିକ ବାଟରେ ଯିବେ l ଧିର ପାଣି ପଥର କାଟେ l ବାଟ ପରିସ୍କାର କରିକରି ଯିବେ l ସ୍ୱୟଂ ଜଗନ୍ନାଥ ତାଙ୍କୁ ଆସନରେ ବସାଇଛନ୍ତି l ଜଣକୁ ହଠାତ ହାଣିଦେଲେ ଯେତିକି କଷ୍ଟ ହୁଏନି ଧିରେ ଧିରେ ଆରିରେ କାଟିଲେ ପ୍ରବଳ କଷ୍ଟ ହୁଏ l
@BabaJCBBaba-e8w
@BabaJCBBaba-e8w 2 күн бұрын
ବାସ୍ତବିକ କଥା,,,🙏
@Lipun-Das-DirectShot
@Lipun-Das-DirectShot 3 күн бұрын
ଲଷ୍ମୀ ବସରୁ ତମେ ଆରମ୍ଭ କଲ, ରଙ୍ଗ ଦବା କାର୍ଯ୍ୟକ୍ରମ
@surenmagar9736
@surenmagar9736 3 күн бұрын
ସବୁ ପରିବର୍ତ୍ତନ ହେବ
@PorsuramBhatra-pj3cp
@PorsuramBhatra-pj3cp 3 күн бұрын
ଅପେକ୍ଷା କର ବନ୍ଧୁ ଗଣ ନିଶ୍ଚୟ ପରିବର୍ତନ ରସୁବିଧା ପାଇବେ
@bijayashankartripathy8748
@bijayashankartripathy8748 3 күн бұрын
You are right. Govt should go in to the deep of durnity of Padian and. Babi as early as possible.
@nalinipanda5076
@nalinipanda5076 2 күн бұрын
Cy x,
@nalinipanda5076
@nalinipanda5076 2 күн бұрын
​@@bijayashankartripathy8748😊😊
@nalinipanda5076
@nalinipanda5076 2 күн бұрын
0
@gunanidhinaik3699
@gunanidhinaik3699 3 күн бұрын
ଲକ୍ଷ୍ମୀ ବସ୍ ରେ ଯେତେ ଖର୍ଚ୍ଚ ହେଉଛି ।ଲୋକେ ଉପକୃତ କେତେ ତାହା ସମୟ କହିବ।ବିଦ୍ୟାଳୟରେ ଶିକ୍ଷକ ନଥିଲେ ବେସରକାରୀ ବିଦ୍ୟାଳୟରେ ମଧ୍ୟବିତ୍ତ ଘର ପିଲା ବି ପଢୁଛନ୍ତି।ସରକାରୀ ଡାକ୍ତରଖାନାରେ ଡାକ୍ତର ରହିଲେ ବେସରକାରୀ ଡାକ୍ତର ଖାନା କୁ ଲୋକେ ଯିବେ କାହିଁକି ।
@prajnashines7180
@prajnashines7180 2 күн бұрын
Cm nka pila kouthi padhuchhanti. Central school kjr
@sankarnayak-tp1ye
@sankarnayak-tp1ye 3 күн бұрын
Rupen ବାନାର୍ଜୀ କୁ ବିଜେଡି ବିଶ୍ୱାସ କରି ପାରୁନ ଥିଲେ ଏବେ right❤️❤️❤️❤️
@satyaranjandash388
@satyaranjandash388 3 күн бұрын
ସରକାର ଙ୍କୁ ଅନୁରୋଧ କି ଓଡିଶା ର ଗୋଟେ ଟଙ୍କା ବି ଅଯଥା ରେ ଖର୍ଚ କରାନଯାଉ, ତାହେଲେ ଓଡିଶା ବହୁତ ଉପରକୁ ଉଠିପରିବା,
@basantakumarpanda9022
@basantakumarpanda9022 2 күн бұрын
ମଦ ବନ୍ଦ କରିଦେଲେ ଓଡ଼ିଶାର ଅଧାସମାସ୍ୟା ସମାଧାନ ହୋଇଯିବ।
@Leo35875
@Leo35875 3 күн бұрын
ନୂତନ ସରକାରଙ୍କୁ ଅନୁରୋଧ ଦରଦାମ ଟିକେ ନିୟନ୍ତ୍ରଣ କରନ୍ତୁ, ଯେମିତିକି ସାଧାରଣ ଗରିବ ଲୋକ ଦିମୁଠା ଖୁସିରେ ଖାଇ ପାରିବେ
@bhagwannayak8611
@bhagwannayak8611 3 күн бұрын
ସାର୍ଥକ ଚର୍ଚ୍ଚା ପାଇଁ ଅଭିନନ୍ଦନ।
@kailashrana5820
@kailashrana5820 3 күн бұрын
ଅର୍ଗସ ଟିଭି ର ଦେଶ ଗଠନର ପ୍ରୟାସ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଉଦ୍ୟମ କୁ ଧନ୍ୟବାଦ ଜଣାଉଛୁ ।ଧାରାବାହିକଭାବରେ ଶ୍ରୀଯୁକ୍ତ ରୁବେନ୍ ବାନାର୍ଜୀ ଙ୍କ ସହ ଆଲୋଚନା ଉତ୍ତମ ଚୟନ ।ନିରପେକ୍ଷ ଆଲୋଚନା ,ସାଧାରଣ ଲୋକଙ୍କ ଚିନ୍ତାଧାରା ଉକ୍ତ ଆଲୋଚନା ରେ ସ୍ଥାନ ପାଉଛି ,ଆଶାକରାଯାଏ ସରକାର ଏ ଦିଗରେ ଧ୍ୟାନ ଦେବେ ।
@sunilpatrasp5785
@sunilpatrasp5785 Күн бұрын
Desh gathana nuhan odisha re bjp sarkar gathana ra mukhya sutradhara
@ayushkumarroutray3199
@ayushkumarroutray3199 11 сағат бұрын
Thank you Argus
@laxmanmurmu3285
@laxmanmurmu3285 2 күн бұрын
Thanks Mohan sarkar.durniti upare kothoro huantu.au janata kara abasyakatanusare odisha ra Jano mongala kamo karajau taki janata upakruta hebe.jay jaganath 🙏
@gunanidhinaik3699
@gunanidhinaik3699 3 күн бұрын
ବର୍ତ୍ତମାନ ସମୟ ଆସିଛି ନୁତନ କାର୍ୟ୍ଯ କରିବା ପାଇଁ ।ଭୁଳ ଖୋଜିଲୋଡି ବା ନୁହେଁ।
@user-cd1pl2me3k
@user-cd1pl2me3k Күн бұрын
Very good discussion with deapth of thought 🎉.
@rabinarayanmishra3713
@rabinarayanmishra3713 3 күн бұрын
Best suggestion absulately right 🙏
@AAKHIODIA
@AAKHIODIA 2 күн бұрын
Good Sujest Sir
@suryadas1087
@suryadas1087 2 күн бұрын
One of the most useful and best show with data and logic. Let it continue
@debendrajena4621
@debendrajena4621 Күн бұрын
Perfect jugement
@herosahoo2272
@herosahoo2272 3 күн бұрын
Right sir 🙏
@BASANTIHEMBRAM-uq8xv
@BASANTIHEMBRAM-uq8xv 3 күн бұрын
Please wait Rubian sir Odisha must be change under 5 year
@ganeshpanigrahi4808
@ganeshpanigrahi4808 Күн бұрын
ଖଜୁରି ଗଛର ଗୁଣଗାନ କରିବା ଭଳି ବିଗତ ବିଜୁ ଜନତା ଦଳ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଯାବତୀୟ ଶାସନ ବ୍ୟବସ୍ଥାରେ ଅନୈତିକ ଓ ଅବାଞ୍ଛିତ ମାନସିକତା ଆଧାରରେ କଳ୍ପନାତୀତ ଲୁଣ୍ଠନ ଆଦି ଅରାଜକତା ଜାରି ରଖି ଆସିଥିଲେ...
@gunanidhinaik3699
@gunanidhinaik3699 3 күн бұрын
କେବଲ negetive ମତାମତ ପାଇଁ ବାଟ ଖୋଜିବାରେ ବ୍ୟସ୍ତ।
@amiyakumar8281
@amiyakumar8281 3 күн бұрын
Right sir
@bijayraja
@bijayraja 3 күн бұрын
ପ୍ରତି ଯୋଜନା ର ଗୁଣାତ୍ମକ ପରିବର୍ତ୍ତନ ଆବଶ୍ୟକ - ରୂପ ଓ ରଙ୍ଗ ର ନୁହେଁ.
@PabitraPanda-vn4ed
@PabitraPanda-vn4ed 3 күн бұрын
Very good sir sajestion
@santantanti
@santantanti 2 күн бұрын
Thnkiu banaragi shara
@sukantapadhan2609
@sukantapadhan2609 9 сағат бұрын
Jay jagannath Jay shree ram
@pitambernayak4708
@pitambernayak4708 Күн бұрын
RUBEN BANARAJY RAJYASARAKARANKU SUNDARAMATAMAT THANK RUBEN BABU
@saraswatinayak702
@saraswatinayak702 2 күн бұрын
100% Right as per the discussion NRLM,OLM and Mission Shakti not working properly Although OLM is doing the same work why this Mission Shakti
@artatranatripathy7618
@artatranatripathy7618 Күн бұрын
To counter opposition diplomatic people required
@tanujamishra2999
@tanujamishra2999 2 күн бұрын
Bilkul thik Banarji babu
@birenjena3758
@birenjena3758 3 күн бұрын
ମେଟ୍ରୋ ଚାଲିବନି ବିଫଳ।ହେବ ଲୋକ କାହାନ୍ତି
@Beero_explores
@Beero_explores Күн бұрын
Brilliant journalist Banarjee saab
@pradiptakumarsahoo3930
@pradiptakumarsahoo3930 3 күн бұрын
ସରକାର କାର୍ଯ୍ୟକାରୀ କରିଥିବା ଓ ବର୍ତ୍ତମାନର ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ସମସ୍ତ ଯୋଜନା ଲୋକଙ୍କ ପାଇଁ କେତେ ହିତକର ଓ ରାଜ୍ୟର ସମ୍ବଳ ରେ ଏହା ଫଳପ୍ରଦ ହୋଇପାରିବ କି ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍।ଶିକ୍ଷା,ସ୍ୱାସ୍ଥ୍ୟ,ସବୁଦିନିଆ ରାସ୍ତା,ଜଳସେଚନ ଓ ସମସ୍ତଙ୍କୁ ପାନୀୟଜଳ ଯୋଗାଇ ଦେବା ପ୍ରତି ପ୍ରାଥମିକତା ଦେବା ଉଚିତ୍।
@basantakumarjena9512
@basantakumarjena9512 3 күн бұрын
Right thinking
@user-pk1tz5lf8w
@user-pk1tz5lf8w 3 күн бұрын
ଯେଉଁ ସ୍ଥାନରେ ଅନିୟମିତତା କୋଠା ନିର୍ମାଣ ହୋଇଛି ସେଗୁଡିକ ନଭାଗି କିଛି ସରକାରଙ୍କ କାଯାଳୟ କରାଯାଉ ମୋର ସରକାରଙ୍କୁ ଏତିକି ଅନୁରୋଧ ସାର୍ କାରଣ ଏତେ ଅର୍ଥ ଖର୍ଚ୍ଚ ହୋଇସାରିଛି ଆମର ଦରକାର ମୁତାବକ ଘରେ ସରକାରଙ୍କ କାମ ରେ ଆସୁ
@manasmohapatra7874
@manasmohapatra7874 Күн бұрын
ଓଡ଼ିଶା ର ମହିଳା ମାନେ ରାବଣ ଓ କଂସ bjd ଦଳ କୁ ଧ୍ଵଂସ କଲେ
@ranjeetaraniparida5058
@ranjeetaraniparida5058 2 күн бұрын
Ruben sir ekdam thik katha kahuchanti
@santoshswain4087
@santoshswain4087 3 күн бұрын
Good think
@latakitchen5926
@latakitchen5926 2 күн бұрын
Right
@lovingbird988
@lovingbird988 3 күн бұрын
Bahut bhala suggestion please sir mukhyamantri ku dekheiba darkar
@prasantakumarpradhan3847
@prasantakumarpradhan3847 3 күн бұрын
ଠିକ୍ କହିଛନ୍ତି ।
@maheswarsahoo893
@maheswarsahoo893 3 күн бұрын
Good
@TigerDon420
@TigerDon420 3 күн бұрын
Mu kahuchi Odisha lokanka manara katha....Mu kahuchi Odisha loka chahuchanti Sabu lutera bjd MLA, ministers, leaders, workers, lower level panchayat level political bearers samastanku CBI & ED lageiki age investigate Karu.....Koti koti koti tanka recover Kara jau....Sei tanka re Odisha re development kama hau.....This is my humble request from entire Odisha ....Please apana first ei kama ta karantu....
@ranjitanayak4596
@ranjitanayak4596 2 күн бұрын
Ur speak y right.
@prakash35b
@prakash35b 3 күн бұрын
ସମୟ ଆସୁଚି ଓଡିଶା ବାସି କଂ ଆକ୍ରଶ ର ସିକାର ହବ ଅର୍ଗସ ଚ୍ଯାନେଲ .
@user-od3wk4lq2n
@user-od3wk4lq2n 3 күн бұрын
Why?
@jitendrakumarnayak2083
@jitendrakumarnayak2083 3 күн бұрын
Sabu diga ku alochana kare nahi..kebala bjp ra agent bhali kama karuchhii
@sripadgopalrajdaskantabanj1188
@sripadgopalrajdaskantabanj1188 3 күн бұрын
NRLM କୁ କେମିତି ମିଶନ ଶକ୍ତି ନାମରେ ବ୍ୟବହାର କରାଗଲା. ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି.....
@pramodtripathy6435
@pramodtripathy6435 3 күн бұрын
Properly study the root cause,I agree with Ruben banarjee
@artatranatripathy7618
@artatranatripathy7618 Күн бұрын
For mission sakti we must cunsult with Aparajita sarangi madam
@nabakishorelenka1915
@nabakishorelenka1915 Күн бұрын
Ruben Sir the great reporter
@Banykanhar6896
@Banykanhar6896 2 күн бұрын
🎉🎉❤❤ good 👍👍 precemeet
@KunuMishra-vv5gp
@KunuMishra-vv5gp 2 күн бұрын
Ruben banarje is a man Very very briliant reporter
@bishnusahoo9390
@bishnusahoo9390 3 күн бұрын
Right dish cos 👌
@mrityn10
@mrityn10 7 сағат бұрын
ରୁବେନ ବାନାର୍ଜୀ ଓଡିଶା କଥା କହିବେ. ଓଡ଼ିଆ ଅସ୍ମିତା କୁଆଡେ ଗଲା.
@banasahu7961
@banasahu7961 Күн бұрын
Ok r banarjy sir
@jibankumar8789
@jibankumar8789 2 күн бұрын
Ruben Banarji talk absolutely 💯 right....
@prajnashines7180
@prajnashines7180 2 күн бұрын
Contractual and outsourcing employee nku regular kariba pain CM step niantu. Contractual and outsourcing post uthei diajau
@Bindas100
@Bindas100 Күн бұрын
No proper irrigation ,no cold storage..in dist level...these are the prime issue...in the state.
@sanjeebkusahu6355
@sanjeebkusahu6355 2 күн бұрын
Above all Constructive Advice.
@SusantaBarik-ki2wz
@SusantaBarik-ki2wz 2 күн бұрын
Rupen Banerjee is the right dialogue
@user-lu5jy8cm5k
@user-lu5jy8cm5k 2 күн бұрын
ରୁବେନ୍ ଭାଇ ଠିକ୍ କଥା କହୁଛନ୍ତି
@artatranatripathy7618
@artatranatripathy7618 Күн бұрын
Ruben banarjee is right
@lovingbird988
@lovingbird988 3 күн бұрын
💯 percentage Right Analysis by Ruben banargee
@Parthasarathipatra-tn3fr
@Parthasarathipatra-tn3fr 3 күн бұрын
❤❤sir I'm happy ur good Advice
@sanjeebkusahu6355
@sanjeebkusahu6355 2 күн бұрын
Teachers, Doctors, Congestion Free Bus Service, Successful Mission Shakti Programs, Accident free Odisha, Daadan Free Odisha, Liquor Free Odisha, Corruption Free Odisha, 100% irrigated Odisha, industrialised Odisha, Snatcher Free Odisha, Disaster Free Odisha, etc. everything is required. If a Government has potential, it can make everything possible. We should keep ourselves free from nesty politics, give time to it, and hope and assist The New Government to change our State for our children.
@sneha6303
@sneha6303 3 күн бұрын
Any loss project should be closed must
@omprakashbehera6998
@omprakashbehera6998 3 күн бұрын
I am with Banarjee❤
@Laxmidhar-l2g
@Laxmidhar-l2g 3 күн бұрын
Thik kahuchhanti Ruben babu katha ku gambhira bhabaRe bichar kara
@husenpradhan7171
@husenpradhan7171 2 күн бұрын
ଯଦି ପରିବର୍ତ୍ତନ କରିପାରୁଛନ୍ତି ଶିକ୍ଷା ସ୍ବାସ୍ଥ୍ୟ ଏବଂ ରୋଜଗାର କୁ ପରିବର୍ତ୍ତନ କରନ୍ତୁ ସରକାର। ବହୁତ୍ ଭଲ ହେବ। କୋଲର୍ ପରିବର୍ତ୍ତନ କରିବା ପାଇଁ ଯେଉଁ ପଇସା ଖର୍ଚ୍ଚ ହେବ ସେ ପଇସା କୋଲର୍ ପରିବର୍ତ୍ତନ ନ କରି ଗରିବ ପରିବାରରେ ଦିଅନ୍ତୁ ବହୁତ୍ ଭଲ ହେବ।
@amitSsinghar
@amitSsinghar 2 күн бұрын
Politics is a dirty game . So play your cards. Losing or wiining is a different story. But you have to wait atleast 5 years.
@deepakkumarsahoo5544
@deepakkumarsahoo5544 Күн бұрын
Elementary teachers nku starting kn pain regular karajauni, schematic puni contractual taa pare jaiki regular,, sethipain best scholars Mane anya job karuchanti, bhala teacher au nahi school re, loke kahibe school re pathapadhha heuni, mastra padheijanuni
@biswanathsahoo6555
@biswanathsahoo6555 2 күн бұрын
କେବଳ କହିଦିୟନ୍ତୁ ସବୁ ଯୋଜନା ଆଗ କେନ୍ଦ୍ର ନା ରାଜ୍ୟ ସରକାର କରିଥିଲେ। ପ୍ରଥମେ ଯିଏ କରିବେ credit ତାଙ୍କ ହିଁ ହେବ ସ୍ୱଭାବିକ କଥା
@skaifoundation8120
@skaifoundation8120 3 күн бұрын
🙏👍
@rajendramallick6894
@rajendramallick6894 3 күн бұрын
Banarjisir laxmi bus ra color bahut kharap color thila color badaliba bahut bhalla
@artatranatripathy7618
@artatranatripathy7618 Күн бұрын
Right 95% bus has no passenger
@trilochanjena9614
@trilochanjena9614 Күн бұрын
Laxmi Bus colour change is not a good job and achievement of Mohan government Laxmi Bus is very much necessary for tribal pockets like Gajapati, Kandhamal, Kalahandi, keonjhar and all other tribal pockets It should be continued
@manojsamal2145
@manojsamal2145 6 сағат бұрын
ଧାନ କ୍ୱଣ୍ଟାଲ ୩୧୦୦ କଲେ କଣ ହେବ ଚାଉଳ କେଜି ୪୫ ଟଙ୍କା ତା ହେଲେ ଲାଭ କ'ଣ
@byangakabianantakumarjena1551
@byangakabianantakumarjena1551 3 күн бұрын
କାଳିଆ ଟଙ୍କା ବନ୍ଦ ହେଉ l ଶୀତଳ ଭ୍ନ୍ଦଣ୍ଡର ଖୋଲା ଯାଉ l
@gaganparida811
@gaganparida811 3 күн бұрын
Right👍
@ajayasahu5402
@ajayasahu5402 3 күн бұрын
Very good discussion it's a pre warning to BJP govt. in Odisha it may be too early to say something but,we would except real development based on well thought process on pros & cons, otherwise this may be same fate for Odisha as it was in BJD time.
@dpmishra2850
@dpmishra2850 3 күн бұрын
No challenge, spend money and get free ....
@gayatrimuduli5352
@gayatrimuduli5352 3 күн бұрын
Ethi scheme viability ku importance dia jaye nahi, power sector re thila loka undertable commission paiba painki scheme work out karanti.
@jatinkumarbarik9574
@jatinkumarbarik9574 3 күн бұрын
Quality analysis
@prabinakumarpanigrahi
@prabinakumarpanigrahi 3 күн бұрын
Download option give
@sambaruharijan944
@sambaruharijan944 2 күн бұрын
ରାଇଟ ତୋତ୍ୟୋ sir ଆମ ଗାଁ ରେ ମିଶୋନ ସୋକ୍ତି ନା ରେ BJD ଦଳୋ ଢାବା ଓ ବାର ଖୋଲି ନିଜ ପାଇଁ ୟୁଜ କରୁଛି
@satyabansahu3696
@satyabansahu3696 3 күн бұрын
👌
@user-nq9my3uj6g
@user-nq9my3uj6g 3 күн бұрын
Ruben banarji kea odia na bangaladesh
@sanjeebkusahu6355
@sanjeebkusahu6355 2 күн бұрын
How rush in private will be minimised? Is there any plan?
@ramabiswas5931
@ramabiswas5931 3 күн бұрын
Shakti sir nida asuchi ate problam
@user-te1sd1qw4k
@user-te1sd1qw4k 2 күн бұрын
Bjp ବା ପଦମ ଫୁଳ ର ରଗଂ ଯେମିତି ତାକଂର ପତକା ତକଂ ଯୋଜନା ଜିନିଷ ବିତ ସେମିତି ହେବନା ରଗଂ ବିଷୟ ରେ କିଛି କୁହତୁଂ ନାହିଁ
@bikramsahu8583
@bikramsahu8583 3 күн бұрын
GP to Block gale Bus bhalaheba
@tanujamishra2999
@tanujamishra2999 2 күн бұрын
Mo bus ta thik achhi
@byangakabianantakumarjena1551
@byangakabianantakumarjena1551 3 күн бұрын
କାଳିଆ ଟଙ୍କା ରେ ଚାଷ ର ଉନ୍ନତି ହଉଚି ତ ?
@sibasambhumishra4135
@sibasambhumishra4135 3 күн бұрын
Bengali katha ku importance dia hauchi,yaku rajysabha debe odisha ru by bjp in the reference of argus
@lovingbird988
@lovingbird988 3 күн бұрын
Ranga change kale kichi lava nahi😢 development darkar
Me: Don't cross there's cars coming
00:16
LOL
Рет қаралды 13 МЛН
Пробую самое сладкое вещество во Вселенной
00:41
Osman Kalyoncu Sonu Üzücü Saddest Videos Dream Engine 170 #shorts
00:27
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 15 МЛН
News Fuse 08 JULY 2024
22:49
OTV
Рет қаралды 16 М.
Me: Don't cross there's cars coming
00:16
LOL
Рет қаралды 13 МЛН