No video

ଅସଲି ଚାବି କୁଆଡେ ଗଲା? | 9 PM Prime Time Discussion | PrameyaNews7

  Рет қаралды 87,669

Prameya News7

Prameya News7

Күн бұрын

Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews...
KZfaq: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Пікірлер: 354
@raghumaninayak9593
@raghumaninayak9593 Ай бұрын
ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ ବିଷୟରେ ଆଲୋଚନା ହେଉଥିବା ସମୟରେ ଲେଲିନ ମହାନ୍ତି ଅନ୍ୟ ପ୍ରସଙ୍ଗରେ ଉପରେ ତଥ୍ୟ ଉପସ୍ଥାପନ କରୁଛନ୍ତି ତାହା ଯୁକ୍ତିଯୁକ୍ତ କି, ମୁଁ ଜାଣିଛି ଲେଲିନ ମହାନ୍ତି ସୁପର ମିଛୁଆ, ଜୟ ଜଗନ୍ନାଥ ⭕❗⭕🙏🙏🙏🕉️🇮🇳🚩
@diptiranjan1194
@diptiranjan1194 Ай бұрын
😭
@Ssae528
@Ssae528 Ай бұрын
Lenin has stolen some.
@prasantakumarswain3419
@prasantakumarswain3419 Ай бұрын
କଥା ଗୁନ୍ଦେରେଇବା ପାଇଁ ଖାସ୍ ଲେଲିନ ମହାନ୍ତି କୁ ବିଜେଡ଼ି ପଠାଏ କିମ୍ୱା ଷ୍ଟୁଡ଼ିଓ ବାଲା ଡାକନ୍ତି ।
@prasantakumarswain3419
@prasantakumarswain3419 Ай бұрын
ରଘୁବୀର ଦାସ କମିଶନ୍ ଙ୍କ ରିପୋର୍ଟ୍ କାହିଁକି ସାର୍ବଜନୀନ କରା ଯାଉ ନାହିଁ ?
@prasantapanda1703
@prasantapanda1703 Ай бұрын
​@@prasantakumarswain3419ଅପେକ୍ଷା କର ରଘୁବୀରଙ୍କ ରିପୋର୍ଟ ସର୍ବଜନିନ କରାଯିବ, 24 ବର୍ଷରେ ନବୀନ ପଟନାୟକ କଲା ନାହିଁ କିନ୍ତୁ ସରକାର ତ ଏବେ ନୂଆ ତେଣୁ କିଛିଦିନ ଅପେକ୍ଷା କର
@pugulusutar3569
@pugulusutar3569 Ай бұрын
ଓଡ଼ିଶାର ସବୁଠୁ ବଡ଼ ଗାଲୁଆ,ଟାଉଟର,ଚୋର ଲେଲିନି୍ ମହାନ୍ତି ।
@Odiaclasic
@Odiaclasic Ай бұрын
ଟାଉଟର ଲେଲିନ କୁ କାହିଁକି ଡାକିଛ, ପଚାର ତାକୁ ଆଜି କାହିଁକି ଲୁଙ୍ଗି ପିନ୍ଧିକି ଆସିନାହିଁ
@sunilbiswal9576
@sunilbiswal9576 Ай бұрын
ଲେଲିନ ମହାନ୍ତି ସବୁ ଠାରୁ ବଡ ଟାଉଟର ଆଉ ଚଢା, ଗାଲୁଆ ମଧ୍ୟ
@diptiranjan1194
@diptiranjan1194 Ай бұрын
Yes
@mynameisnew3783
@mynameisnew3783 Ай бұрын
BJD sabu chora
@itsbikram24
@itsbikram24 Ай бұрын
ଅସଲି ଚାବି କୁଆଡେ ଗଲା ତଦନ୍ତ ହେଉ। ପୂର୍ବ ସରକାର ସମୟ ରେ କିଏ କଣ କରିଥିଲା ସବୁର ତଦନ୍ତ କରାଯାଉ।
@pkpanda1371
@pkpanda1371 Ай бұрын
ବିଜେଡ଼ି ଦଳ ର ଏହି ମୁଖ ପାତ୍ର Lenin mohanty ଙ୍କ ପାଈଁ ବିଜେଡ଼ି ଦଳ ହାରିଛି। ଏହି ଲେନିନ ମହାନ୍ତି ସମ୍ବଲପୁର ଆସି ନିର୍ବାଚନ ବେଳେ ଖାଲି ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗାଳି କରି ଆରାମ ରେ ଏସ କରୁ ଥିଲେ। ଏହି sir ଙ୍କୁ ଫାଲତୁ ଯୁକ୍ତି ରେ ନୋବେଲ ପୁରସ୍କାର ଦେବା କଥା।
@user-ws7jz1bv6g
@user-ws7jz1bv6g Ай бұрын
ଇଏ ବି ଗୋଟେ ଛୋଟମୋଟ Pandian
@rajud3603
@rajud3603 Ай бұрын
​@@user-ws7jz1bv6g ହଇରେ ଶଳା ଜଣେ ରାଜ୍ୟ ପାଳ ର ପୁଅ ଆଉ ଝାଡ଼ଖଣ୍ଡରୁ ଆସିଥିବା ଗୁଣ୍ଡା ଙ୍କ ସହ ମିଶି ଆମ ଓଡ଼ିଆ ଅଫିସର କୁ ମାଡ ମାରିଲା ତା ବାବଦରେ କାଇଁ ଚୁପ୍ ଅଛ।।।। ଆସି କହିଲା କଣ ନା ପାଣ୍ଡିୟନ୍।।। ପାଣ୍ଡିୟନ୍ ବାଳ କୁ ସରି ହେବ ଆରେ ଶଳା
@basantasahu4553
@basantasahu4553 Ай бұрын
​@@rajud3603 tu jaiki ta bala gane re sala 🤣😆😅
@rajud3603
@rajud3603 Ай бұрын
@@basantasahu4553 ତୁ ଯା ସେ ଝାଡ଼ଖଣ୍ଡୀ ର ପେଳ ଚାଟିବୁ
@basantasahu4553
@basantasahu4553 Ай бұрын
@@rajud3603 tu pandian Banda chapibu Jaa re peleipua 🤣😆😅
@gadadharbehera2520
@gadadharbehera2520 Ай бұрын
ତମେ ନିଦ୍ରା ରେ ଥିଲେ 24 ବର୍ଷ ଶାସନ ରେ, ଖୋଲି ପାରିଲେ ନାହିଁ ଗାଲୁଆ ଲିଲନ ମାହାନ୍ତି
@MeghanandaSwain
@MeghanandaSwain Ай бұрын
ଲେଲିନ୍ ମହାନ୍ତି କୁ ପଚରାଗଲା କଣ ସେ ଉତ୍ତର ଦ ଉଚି କଣ ଗାଲୁଆ ମିଛୁଆ ବାହାପିଆ
@Odiaclasic
@Odiaclasic Ай бұрын
ପାଣ୍ଡୁ ଭୋର ଭୋର ରୁ ଯାଇ କିଛି ସୁନା କାଡି ନେଇଛି, ଆଉ ଚାବି ବି ତା ପାଖରେ
@prasnnapatra3519
@prasnnapatra3519 Ай бұрын
To ghare sabu ratna pandian rakhichhi are behya beljya Mane ete sabu hela pare puni sehi babi and pandian katha
@user-wi8je1li9t
@user-wi8je1li9t Ай бұрын
​@@prasnnapatra3519Bhai mo matare cabi ki ratna vandara suna ki kichi chori haba sahaj nuhe
@thirdeye9492
@thirdeye9492 Ай бұрын
ଏଇଟା ମେଣ୍ଢା ଜଗିବା ପାଇଁ ଯୋଗ୍ୟ ନୁହଁ....ନିର୍ଲଜ ପବନା ଭାଡୁଆଟା...ପାଦ ଚାଟି ପେଟ ପୋଷିବା ଲୋକ... ଏଇ ଗୁଡ଼ାଙ୍କୁ ଯଦି ଡାକିଦେ.. ଫଳ ଯାହା ହେବା କଥା ହେବ 😢😢😢
@shibabehera3702
@shibabehera3702 Ай бұрын
ସଲା ଲେଲୀନ ମହାନ୍ତି କିଛି ଜାଣିଛି ତାଙ୍କୁ ପଚାରି ବୁଝ
@FAKIRJENA-du2zs
@FAKIRJENA-du2zs Ай бұрын
ଲେନି ମହାନ୍ତି ଏକ ବାଚାଳ ଓ ଟାଉଟର ଭଳି ଲାଗୁଛି
@KarunakarDhani-eo2sl
@KarunakarDhani-eo2sl Ай бұрын
ମିଛୁଆ ମୁଖପାତ୍ର ବିଜେଡି ର ଲେଲିନ ମହାନ୍ତି। ଏହାର ମୁଖପାତ୍ର ରହି ରହି ଦିଆଗଲା।
@user-jf6hy3qs2j
@user-jf6hy3qs2j Ай бұрын
Lenin babu jani siania .justice raghubir das ka report kuade gala aga kahantu.Khali t.v re muha dekheibaku bhasan maruchanti.
@panchanangahan1702
@panchanangahan1702 Ай бұрын
No 1 super super Touter Lenin....😂😂
@pkpanda1371
@pkpanda1371 Ай бұрын
Lenin mohanty ନନ୍ଦିଘୋଷ TV channel ରେ ବସି ଖାଲି ବିଜେପି ଦଳ କୁ ଗାଳି କରୁ ଥିଲେ। ନବୀନ ପଟ୍ଟନାୟକ ଗୁଣ ଗାନ ଏତେ କରୁ ଥିଲେ ଯେ ଶୁଣି ଶୁଣି ଲୋକେ ବିରକ୍ତ ହୋଇ ଯାଉ ଥିଲେ। ନବୀନ ପଟ୍ଟନାୟକ ଙ୍କୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ Lenin mohanty, Lalit Mishra ନନ୍ଦିଘୋଷ TV channel ରେ ବସି ଫାଲତୁ କଥା ପ୍ରଚାର କରୁ ଥିଲେ।
@subashsamal3730
@subashsamal3730 Ай бұрын
BJP sarkar micha pratisruti odissa Janata bujhileni BJP hatao odissa bachao
@santoshthatoi8286
@santoshthatoi8286 Ай бұрын
25 Dina re bujhi gale au 25 barsha hela bujhileni dhanya​@@subashsamal3730
@user-ud1lp4oh5t
@user-ud1lp4oh5t Ай бұрын
ତମେ କାହିଁକି କଲ ନାହିଁ କୁହ ଗାଲୁଆ ତତେ ଯାହା ପଚାରଜାଉଛି ସେହିଆ କୁହ ତୁ ଓଡିଆ ଙ୍କୁ ବୋକା ଭାବନା ରେ ଲେଲିନ ତୁ ତାମିଲ ପାଦ ଚଟା
@AshokPanda-qt4qn
@AshokPanda-qt4qn Ай бұрын
Lenin Babu APANA Jane Sikhit Byakti Separi Byaktabya Debapain Anurodha Jai Jagannaatha 🙏
@samraytudu
@samraytudu Ай бұрын
ଜଷ୍ଟିସ ରଘୁବୀର ଦାସ ରିପୋର୍ଟ ଥିବନା ଓଡିଶା ଲୋକ ଜାଣିବେ, ଆପଣ ଲେଲିନ ବାବୁଙ୍କ ପରି ଗାଲୁଆ ଲୋକଙ୍କୁ ବସେଇବେ dibet ତ ଗାଲୁଆମୀରେ ଯିବ
@manojdash99
@manojdash99 Ай бұрын
ଯଦି ପ୍ରଶାସନ ପାଖୁରୁ ଚାବି ହଜିଲା ଆଉ 2ଜଣଙ୍କ ପାଖେ ଥିବ ସେ ଚାବି ଗଲା କୁଆଡେ
@user-xb5js1lj2r
@user-xb5js1lj2r Ай бұрын
ଲେନିନ୍‌ ମହାନ୍ତି ଭାଗନେଉଥିବା ସମସ୍ତ ଡିବେଟ୍‌ ଦେଖି ସେ ନିଜକୁ ନିଜେ ଆତ୍ମସମୀକ୍ଷା କରି କଥା କହିବା ଭଲ । କାରଣ ଅଭିମତଦେଉଥିବା ଶ୍ରୋତା କେହିବି ତାକୁ ପସନ୍ଦ କରୁନାହାନ୍ତି , ତଥାପି ସେ ନିର୍ଲଜ |
@basantapradhan3406
@basantapradhan3406 Ай бұрын
ଚୋର ଦଳଙ୍କ ଦଲାଲ ବିଳାପ କରୁଛି
@ranunayak5735
@ranunayak5735 Ай бұрын
ଲେଲିନ ମାହାନ୍ତି କଥା କୁହା କପିଳା
@smrutiranjandas6573
@smrutiranjandas6573 Ай бұрын
ଲେଲିନ ମହାନ୍ତି କାହାକୁ କୁହାଇ ଦେବେନି
@odfactduniya
@odfactduniya Ай бұрын
ଚୋର ମୁହଁ ଟାଣ ପରି ଲେନିନି ବାବୁ ଙ୍କ କଥା ଗୁଡା ରୁ ଲାଗୁଛି।
@ajaybadjena6799
@ajaybadjena6799 Ай бұрын
ଲେଲିନି ମହାନ୍ତି ପ୍ରଥମେ କୁହନ୍ତୁ ରନ୍ତ୍ରଭଣ୍ଡାର ଚାଵି କୁଆଡେ ଗଲା କି,କଣ ପାଇଁଚାବି ଭଙ୍ଗା ଗଲା କି ମ ନବିନ ସରକାର ରଘୁବିର ଦାସଙ୍କ ତଦନ୍ତ ରିପୋର୍ଟକୁ କଣ ପାଇଁ ଚାପି ରଖିଥିଲେ,କି
@kalyanpanda5885
@kalyanpanda5885 Ай бұрын
ଲେନିନ ବାବୁ ଆଉ ଯାତ୍ରା କରନି
@KarunakarDhani-eo2sl
@KarunakarDhani-eo2sl Ай бұрын
ଏତେ ଦିନ ଅର୍ଜିତ ପଶାୟତ ଅଧ୍ୟକ୍ଷ ରହି କେତେ ଦରମା ନେଇଛନ୍ତି ଓ କଣ କରିଛନ୍ତି। କିଛି ବି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇନାହାନ୍ତି। ଆମେ ଭାବିଥିଲୁ ଜଣେ ଜଣାଶୁଣା ଭଲ ବିଚାର ପତି ଥିଲେ, କିନ୍ତୁ କାହା ଚାପରେ କାହିଁକି କିଛି କଲେନାହିଁ।
@tnanda1432
@tnanda1432 Ай бұрын
ରତ୍ନ ଭଣ୍ଡାରରୁ ସବୁ ସଫା କରି କଳାକନା ବୁଲେଇ ଦେଲେ, ଚାବି ହଜେଇ ଦେଲେ, କହିଦେଲେ ଭିତରେ ସାପ ଅଛି ହୁସିଆର।
@prakashpanigrahi6393
@prakashpanigrahi6393 Ай бұрын
ବିଜେଡି 24 ବର୍ଷରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛି ତାର ଆତ୍ମ ସମୀକ୍ଷା ପ୍ରଥମେ କରିବା ଦରକାର
@nibarranjanbhuyan4568
@nibarranjanbhuyan4568 Ай бұрын
ଏ ଶଳା କେବେଠୁ ବିକ୍ରି ହେଇସାରିଛି ଏବେ ଭି ବେହିଆ ଭଳି ଗୋଡେଇ ହେଇକି ଅଛି ଆଉ ମିଛ ବାକ୍ୟ ବାଣ କରୁଛି.
@user-wh4kq1qk8o
@user-wh4kq1qk8o Ай бұрын
News 7, ବିଜେଡି ପେଳ ଚଟା ଚ୍ୟାନେଲ, ରତ୍ନ ଭଣ୍ଡାର ଚାବି ନବୀନ ହଡ଼ପ କରିଛି, ଏ କଥା ଲେଲିନି ଓ ସୁଲତାଦେଓ ମିଚି ମିଛି କାମ କରିଛନ୍ତି।
@kananbiharipattanayak6602
@kananbiharipattanayak6602 Ай бұрын
ଲେନିନ୍ ରତ୍ନ ଭଣ୍ଡାର ଚୋରୀ ସହିତ ସାମିଲ ଅଛି।ଏ ଶାଳକୁ ପ୍ରଥମେ ପୋଲିସରେ ଦିଅ।
@banambarparida1656
@banambarparida1656 Ай бұрын
ଲେନିନ ମହାନ୍ତି ଆଲୋଚନା କୁ ଆସି ପୂର୍ବ ପ୍ରସ୍ତୁତି ସହ ଆସି ପଶ୍ନର ସଠିକ ଉତ୍ତର ଦିଅନ୍ତୁ।ଅଯଥା ସମୟ ଅପଚୟ କରି ପ୍ରଶ୍ନକୁ ଏଡାଇ ନଯାନ୍ତୁ।
@pravatkumarmishra9760
@pravatkumarmishra9760 Ай бұрын
ଚାବି କେଲେଙ୍କରି b j d ଚାଲ
@srisaidesignvastu9209
@srisaidesignvastu9209 Ай бұрын
ନବୀନ ପଟ୍ଟନାୟକ କେବେ ଭୂଲ ସ୍ବୀକାର କରିବେ ?ବଡ଼ କୁହା ଗଲେ କୁଆଡେ଼ ଯବାବ ଦିଅ !
@kananbiharipattanayak6602
@kananbiharipattanayak6602 Ай бұрын
ଲେନିନ୍ ମହାନ୍ତି ଯଦି ଠିକ୍ ଲୋକ ହୋଇଥିବ, କମେଟଗୁଡିକୁ ପଢ। କେବେ ବି ଡିବେଟକୁ ଆସିବାକୁ ଇଛା କରିବ ନାହିଁ। ଅଜ୍ଞାନର କୋଉଠିକାର।
@KrishnaSahoo-wi2kk
@KrishnaSahoo-wi2kk Ай бұрын
Magiha lenin mohanty
@santoshkumarmishra2620
@santoshkumarmishra2620 Ай бұрын
ବଡ ଠାକୁର ଙ୍କୁ କିଛି ବିଜେଡି ସେବାୟତ ପକେଇ ଦେଲେ. ଫଳ ଅବଶ୍ଯ ତତ୍ କ୍ଷଣାତ ପାଇଗଲେ.
@DinabandhuNaik-yw1xs
@DinabandhuNaik-yw1xs Ай бұрын
ରତ୍ନ ବିଜେଡି ଚୋରି କରିଛି
@sarojkumarsahoo9268
@sarojkumarsahoo9268 Ай бұрын
ଲୁଙ୍ଗି ପିନ୍ଧି ଘୁଷୁରୀ ପତ୍ର ଆଉ ହିୟମ ମହାପାତ୍ର ଆଉ ଛୋଟ ହାଥି କୁଆଡେ ଗଲ ହାରାମି ବିଜେଡି ର😂
@trilochanaprusty5631
@trilochanaprusty5631 Ай бұрын
ସଳା ଲେଳୀନୀ ମାହାନ୍ତି ବାଳ କହୁଛି
@prasantakumarswain3419
@prasantakumarswain3419 Ай бұрын
ଲେଲିନ ମହାନ୍ତି କହୁନାହାନ୍ତି ତାଙ୍କ ସମୟରେ କାହିଁକି ଖୋଲା ଗଲା ନାହିଁ ? ଜୋତା ଚଟେଇବା ପ୍ରସଙ୍ଗ ବହୁତ ପରେ ଆସିଲା, ତା ପୁର୍ବରୁ କଣ କହିଥାଆନ୍ତେ ?
@sukantatripathy1282
@sukantatripathy1282 Ай бұрын
ଏଇଟା ଲୀଳା ନୁହେଁ କୀଳା, ସାର୍ବଜନୀନ ସବୁ ହେବା ଠିକ ନୁହେଁ। କେବଳ ରାଜନୀତି ଚାଲିଛି। ସାଧାରଣ ଲୋକ କେହି ଜଣେ ବି ଚାହୁଁ ନାହାନ୍ତି।
@kananbiharipattanayak6602
@kananbiharipattanayak6602 Ай бұрын
ତମେ ଶଳା ୨୪ବର୍ଷରେ ଯାହା କରିପାରିଲ ନାହିଁ, କମ୍ ସମୟରେ ବିଜେପି କରି ଦେଖାଇଲା। ସହ୍ୟ କରି ପାରୁନାହଁ ନା! ବିଷ ଖାଇଦିଅ ାନଚେତ୍ ସମୟକୁ ଧୈଯ୍ୟର ସହିତ ଅପେକ୍ଷା କର ା
@sanjaytripathy9675
@sanjaytripathy9675 Ай бұрын
ବିଜେଡି ଚୋର ନେଇଛନ୍ତି।
@ChittaranjanDalai-rn6hi
@ChittaranjanDalai-rn6hi Ай бұрын
ସେଇ ଲୀଳା ମୟ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସମସ୍ତେ ଗୁହାରି କରନ୍ତୁ ଚାବିକାଠି କୁଆଡେ଼ ଗଲା ସେ ନିଶ୍ଚୟ କରିଦେବେ ।
@kalyanpanda5885
@kalyanpanda5885 Ай бұрын
ବିଜେଡି କମିଟି ପାଣ୍ଡୁ ର
@SumantaKumarPradhan-dm1tk
@SumantaKumarPradhan-dm1tk Ай бұрын
ଲୁଙ୍ଗି ମହାନ୍ତି ଟାଉଟର୍ କୁ କାହିଁକି ଡିବେଟ୍ କୁ ଡାକୁଛନ୍ତି.?
@ganeswarsahu7552
@ganeswarsahu7552 Ай бұрын
କଣ ହୋଉଛି ଏ ସବୁ ଜୟ ଜଗନ୍ନାଥ 🙏🙏🙏🙏
@benudharpatra9256
@benudharpatra9256 Ай бұрын
ରଘୁବୀର ଦାସ ନିଜେ କିଛି ଦିନ ତଳେ ଏହି ରିପୋର୍ଟ ର କିଛି ଅଂଶ ଜନ ସାଧାରଣ ଙ୍କୁ ବ୍ୟକ୍ତ କରିସାରିଛନ୍ତି । ସେଥିରେ ସେ ନିଜେ ନିଜର ଅସହାୟ ପ୍ରକାଶ କରିଛନ୍ତି ।
@BimbadharMangaraj
@BimbadharMangaraj Ай бұрын
ଏ ସବୁ ବିଲୁଆ ବିଚାର ଭଳି ଲାଗୁଛି ଚୋର ସବୁ ବେଳେ ଗାଲୁ ଗପ କୁହେ
@Razmirror
@Razmirror Ай бұрын
ଗାଲୁଆ ଲେଲିନି୍ ମହାନ୍ତି
@jagannathpatnaik8409
@jagannathpatnaik8409 Ай бұрын
ନବୀନ ପଟ୍ଟନାୟକ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ ଚେଷ୍ଟା କରିଥଲେ ସେତେବେଳେ ରତ୍ନ ଭଣ୍ଡାର ଖୋଲିବା ଆବଶ୍ୟକତା ଥିଲା ନା ରାଜ୍ୟ ର ଅନ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଗୂରୁତ୍ବ ଦେବ।
@rjsoy4432
@rjsoy4432 Ай бұрын
ଳେଳିନ୍ ମହାନ୍ତି 😂😂 Lol Mohanty ମହା ନାଡ଼ୁଆ touter 😂😂😂
@sanjaytripathy9675
@sanjaytripathy9675 Ай бұрын
ଏ ଲେନିନ ମହାନ୍ତି ବଡ ଡକାୟତ।
@sureshdash8597
@sureshdash8597 Ай бұрын
Bjd chora kan kahibe
@Ramu-hl2gu
@Ramu-hl2gu Ай бұрын
ଚାବି ହଜିବା ପ୍ରସଙ୍ଗ ନେଇ ବର୍ତମାନ ସରକାର FIR କରୁ ନାହାନ୍ତି, ଏହା ସରକାର ଙ୍କ ର ତୁର୍ଟି
@arabindamishra4045
@arabindamishra4045 Ай бұрын
ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ଭିତର ରତ୍ନ ଭଣ୍ଡାର ର ଚାବି ନ ମିଳିବାକୁ ନେଇ ଅନେକ ବାଦ ବିସମ୍ବାଦ ହୋଇ ସାରିଲାଣି। ଏହାର ଆଗକୁ ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ମୋର ମତ କାରଣ ଏହା ମଧ୍ୟରେ ନୂତନ ପ୍ରଶାସନ ଓ ତଦାରଖ କମିଟି ଦ୍ୱାରା ତାଲା ଭଙ୍ଗା ଯାଇ ସାରିଲାଣି। ରତ୍ନ ଭଣ୍ଡାର ର ଗହଣା ଓ ରତ୍ନ ଠିକ ଠାକ ଅଛିକି ନାହିଁ ତାହା ଆଗକୁ ରତ୍ନ ଗଣତି ମଣତି ପରେ ସ୍ପଷ୍ଟ ହେବ।
@manasasarangi7424
@manasasarangi7424 Ай бұрын
Lenin question ra answer nadei ajatha gopu hhi. Touterta
@santoshkumarmishra2620
@santoshkumarmishra2620 Ай бұрын
ଚାବି ମହାନ୍ତି ଘରେ ଅଛି
@bhoibiswanath4
@bhoibiswanath4 Ай бұрын
ଲଳିନ ସବୁଠାରୁ ଠକ
@srisaidesignvastu9209
@srisaidesignvastu9209 Ай бұрын
ବାତ୍ୟା ବେଳେ ଚାବି ହଜିଗଲା ନବୀନ ପଟ୍ଟନାୟକ କହୁଛନ୍ତି
@AtulDash-o6r
@AtulDash-o6r Ай бұрын
ଚାବି ଚାବି ହଉଚ କାହିଁ ମୁଖିଆକୁ ଧରୁନହଁ
@manojdash99
@manojdash99 Ай бұрын
ଚାବି 3ସେଟ୍ ଗୋଟେ କଲେକ୍ଟର ଆଉ ଗୋଟେ ରାଜା ଆଉ ଗୋଟେ ମେକର
@NilamaniSahu-de9rl
@NilamaniSahu-de9rl Ай бұрын
ଚାବି କୁଆଡେ ଗଲା ଏହି କଥା ବର୍ତ୍ତମାନ ଘାଣ୍ଟିବା ଦରକାର ନାହିଁ। ଗଣତି ହେଲା ପରେ ଯଦି ହେରଫେର ଜଣା ପଡ଼େ ତେବେ ତଦନ୍ତ ଆବଶ୍ୟକ।
@sadanandasahoo3707
@sadanandasahoo3707 Ай бұрын
ରାଜନୈତିକ ବିଶେଷଜ୍ଞ ରତ୍ନ ଭଣ୍ଡାର ଚାବି ଉପରେ କି ଟିପ୍ପଣୀ ଦେବେ। ରାଜନୈତିକ ଲୋକ ବି କି ଟିପ୍ପଣୀ ଦେବେ ନା ସମାଧାନ।ଚାବି ରଖିବା ଓ ହସ୍ତାନ୍ତର ପ୍ରକ୍ରିୟା ବିଷୟରେ ଜ୍ଞାନଥିବା ବ୍ୟକ୍ତି ବିଶେଷଙ୍କ ଡାକି ଆଲୋଚନା କରିଲେ ଭଲ ହୁଅନ୍ତା । ସବୁ ପାଇଁ ଆଇନ ଅଛି।‌ସେ ଆଇନ ବିଷୟରେ ଧାରଣା ଥିବା ଲୋକଙ୍କୁ ନେଇ ଆଲୋଚନା କର
@birbalbagh7624
@birbalbagh7624 Ай бұрын
Làlin ମହାନ୍ତି ବାଳ ତାକୁ ଲଜ୍ଜ୍ୟା ଲାଗୁନି ତାଉତର
@AshokBehuria-ou6tu
@AshokBehuria-ou6tu Ай бұрын
ଆରେ ଗବଗଣ୍ଡୁ ଦଳ ମୁ ଆଗରୁ କମେଟ ରେ ଦେଇଥିଲି ଅଜବି ଦେଉଛି, ଆମର ଉପ ମୁଖ୍ୟ ମନ୍ତ୍ରୀ ଆଉ ଆଇନି ମନ୍ତ୍ରୀ କହିଲେ ଏ ହେଉଛି ପ୍ରଭୁଙ୍କ ଲୀଳା ନିଜର ଅଯୋଗ୍ୟ ପଣକୁ ଲୁଚିବା ପାଇଁ ସବୁ କଥାରେ ପ୍ରଭୁଙ୍କ ଉପରେ ଦୋଷ ଦିଅ ହଉଚି, ଏଠି ଆଉ ଦୋଷ କାହାର ନାହିଁ, ଲାଜନାହିଁ ତୁମ ମୁହଁକୁ, ସେଥିପାଇଁ ଆମକୁ ଡାକ ଠିକ ଜବାବ ପାଇବେ 🌹
@mihirdwivedi8843
@mihirdwivedi8843 Ай бұрын
Lenin Mohanty 's statement is baseless, what was BJD doing for last 24 yrs. Don't call him for pannel discussion.
@SandhyaBehera-xk6nk
@SandhyaBehera-xk6nk Ай бұрын
ପ୍ରଥମେ ରଘୁବୀର ଦାସ କମିଟି କୁ ସାର୍ବଜନୀନ କରି, ତାପରେ ରତ୍ନ ଭଣ୍ଡାର ଖୋଲିବା ର ଥିଲା। ଅନୁରୂପ ଭାବେ ଆଗ ତାଲା ର ରହସ୍ୟ କୁ ମଧ୍ୟ ଉନ୍ମୋଚନ କରିବାର ଥିଲା। ନୂଆ ସରକାର palitical milege ନେବା ପାଇଁ ଆସୁ ଆସୁ ଯେଭଳି ତାଲା କୁ ଭାଙ୍ଗି ଦେଲେ, ତାହା ହୁଏ ତ ନୂଆ ସରକାର ପାଇଁ ବୁମେରାଙ୍ଗ ହୋଇ ପାରେ।
@myladlirudrancy3349
@myladlirudrancy3349 Ай бұрын
ଭାଇ ଲେଲିନ ମହାନ୍ତି ଭଗବାନ ଙ୍କୁ ଟିକେ ଡର।
@pradeeppanigrahi3335
@pradeeppanigrahi3335 Ай бұрын
Why this Lenin Mahanty is diverting the issue of Report of Justice Das. BJD has looted the Ratna bhandar. BJD has been prevented opening the Ratna bhandar.
@MaheswarJena-ed6db
@MaheswarJena-ed6db 25 күн бұрын
ଲେଲିନ ମହିନ୍ତି ଖାଲିମିଛୁଆ ନୁ୰ହ ସେ ସୁପର ସୁପର ମ
@MuraliParida-nh8ix
@MuraliParida-nh8ix 28 күн бұрын
,😊ଶଳା ଲେଲିନ ମହାନ୍ତି ଙ୍କୁ ଗୁଳି କରିଦେଲେ ଗୋଟିଏ କଳା ପାହାଡ ମରିବ. ଏଇ ଶଳାଟା ସବୁ ଜାଣିଛି
@pitambrarout8724
@pitambrarout8724 Ай бұрын
ତୁମର କାମ କିଛି ନାହିଁ ବୋଧେ ! ଭଲରେ ମନ୍ଦ ଖୋଜିବା ତୁମର କାମ । ନବୀନ ବାବୁଙ୍କୁ କୁହ,ଉତ୍ତର ଦେବେ
@ramprasadpanda1056
@ramprasadpanda1056 Ай бұрын
Biswa toutar Lenin mohanty
@prakashmahapatra2182
@prakashmahapatra2182 Ай бұрын
ବିଜେଡି ର ଲେନିନ ମହାନ୍ତି ବୋଧେ ଜାଣିଛନ୍ତି. କାରଣ ସେ କହିପାରିବେ.
@dibakarswain6458
@dibakarswain6458 Ай бұрын
Caste & gotra of Lenin mohanty is not right.
@ranjanmallick6797
@ranjanmallick6797 Ай бұрын
ରତ୍ନ ଭଣ୍ଡାର ଖୋଲା ଗଲା ସ୍ୱାଗତ କିନ୍ତୁ ଲୁଟ ନହେଉଁ ଜଗନ୍ନାଥ ଙ୍କ ଅଳଙ୍କାର
@AtulDash-o6r
@AtulDash-o6r Ай бұрын
କଲେକ୍ଟର୍/. . Cm ଓରିଗିନାଲ ଚାବି ଲୁତ୍ କରିଛନ୍ତି
@subhalaxmipothal5314
@subhalaxmipothal5314 Ай бұрын
ଆଗ ରଘୁବର ଦାସ କମିଟି ସାର୍ବଜନୀନ ନକରି ରତ୍ନ ଭଣ୍ଡାର କାହିଁକି ଖୋଲାଗଲା? ଗଣତି ମନତି ସରିବା ବେଳକୁ ରଘୁବର ଦାସ କମିଟି ରିପୋର୍ଟ କୁ BJP ବଦଳେଇ ଦେଇ ସାରିକି BJD ମୁଣ୍ଡରେ ଅଠା ବୋଳିବ ନିଶ୍ଚୟ।କାରଣ BJP ବାଲା କେବେବି ବିଶ୍ୱାସ ଯୋଗ୍ୟ ନୁହନ୍ତି।
@subhalaxmipothal5314
@subhalaxmipothal5314 Ай бұрын
BJP ସାରା ଦେଶରେ ବାଳ କାମ କରିଛି ଯେ ଲୋକେ ତାଙ୍କ କାମରେ ବିଶ୍ୱାସ କରିବେ।
@ManjariManjari-p6f
@ManjariManjari-p6f Ай бұрын
Lenin Mohanty ku michua ra award deba katha.tanka sarkar thila kana hoichi se jani Chanti.
@AshokPanda-qt4qn
@AshokPanda-qt4qn Ай бұрын
100%Correct Jai MAA Samleiswari 🙏
@prasant6260
@prasant6260 Ай бұрын
Lelin mohanty kathakuha Kapila.
@trilochanpatnaik6321
@trilochanpatnaik6321 Ай бұрын
Justice Raghubir Das ଙ୍କ ରିପୋର୍ଟ ତ BJD ମୁଖିଆ ବା ତାଙ୍କ ନେତା ମାନେ ତ ନିଜ ଘରକୁ ନେଇ ନ ଥିବେ, ତାହା ଲୋକସେବା ଭବନ ରେ ଥିବ। ମୋହନ ସରକାର ତାହାକୁ ଯଥା ଶୀଘ୍ର ଲୋକ ଲୋଚନ କୁ ଆଣୁ ନାହାଁନ୍ତି କାହିଁକି।
@user-fb8fb5qc2n
@user-fb8fb5qc2n Ай бұрын
ଉଭୟ ବିଜେଡ଼ି ଓ ବିଜେପି ୨୦୦୦ ରୁ ୨୦୦୯ ଯାଏ ସରକାରରେ ଥିଲେ।ଏଥି ପାଇଁ ସେହିମାନେ ଦାୟୀ।ଓଡ଼ିଶା ବାସୀଙ୍କୁ ମେଣ୍ଢା କରି ଏହି ଦୁଇ ଦଳ ଦୀର୍ଘ ୨୪ବର୍ଷ ହେଲା କରି ରଖି ଛନ୍ତି।ରତ୍ନ ଭଣ୍ଡାର ରେ ଗଚ୍ଛିତ ଥିବ ରତ୍ନ ହେଉଛି ରାଜାର ସମ୍ପତି।ଓଡ଼ିଶାର ଅସଲ ସମ୍ପତି ଅଣଓଡ଼ିଆ ମାନେ ଲୁଟ କରି ଚାଲିଛନ୍ତି ଓ କରିବା ପାଇଁ ଟେକି ବସିଛନ୍ତି।ଏହା ବନ୍ଦ୍ ହେବା କି।ଓଡ଼ିଶାର ନଦୀ,ସମୁଦ୍ର,ଖଣି,ଜଙ୍ଗଲ,ପାହାଡ,ବିମାନବନ୍ଦର ଆଦି ନେବା ପାଇଁ ଆଦାନୀ ଏନେଇ ବସିଛି।ଏହାକୁ ସରକାର ରୋକି ପାରିବେ କି?।ଏହି ରତ୍ନ ଭଣ୍ଡାର ହିଁ ଓଡ଼ିଶା ଲୋକଂକ ତେଲ ଲୁଣ ସଂସାର ପାଇଁ କାମରେ ଲାଗିବ।ପୁରୀ ରତ୍ନ ଭଣ୍ଡାର ଓଡ଼ିଶା ଲୋକଂକ କୌଣସି କାମରେ ଲାଗିବ ନାହିଁ।ଏହା ଗଣତି ହୋଇ ପୂର୍ବ ଭଳି ରହିବା। ପୁରାଣ ଅନୁସାରେ ଯେଁଉ ଠାକୁର ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଥିଲେ,ବନ୍ଧୁ ମହାନ୍ତି କୁ ରତ୍ନ ଥାଳି ରେ ଅନ୍ନ ପରିସି ଥିଲେ,ରଘୁ ଅରକ୍ଷିତ କୁ ବଞ୍ଚାଇଥିଲେ।ଭକ୍ତ ବଳରାମ ର ଇଜ୍ଜତ ରଖି ଥିଲେ।ସେହି ଠାକୁର ତାଙ୍କ ରାଜ୍ୟର ଦୁର୍ଦ୍ଦଶାରେ ଖୁସି ନ ଥିବେ।ଜଗନ୍ନାଥ ଙ୍କୁ କେନ୍ଦ୍ର କରି ଯାହା ସବୁ ଗଡି ଉଠିଛି ତାହା ରାଜକୀୟ ଅହଂକାର ଛଡ଼ା ଆଉ କିଛି ନୁହଁ।ଜଗନ୍ନାଥ ଙ୍କ ଦାସ ରୂପେ ପରିଚୟ ଦେଇ ନିଜେ ଶାସନ କରିବା ଏକ ସହଜ ଉପାୟ।ଠିକ୍ ଆଜିର ସରକାର ମାନେ ଠାକୁରଙ୍କୁ ଆୟୁଧ କରି ଓଡ଼ିଶା ବାସୀ ଙ୍କୁ କାଙ୍ଗଲ କରି ରଖିବା ରେ ଆରେକୁ ଆରେକ ଧୁରନ୍ଧର।ଲୋକଙ୍କର ଆସ୍ଥା ଓ ବିଶ୍ୱାସ କୁ ସଉଦା କରିବାରେ ଏମାନେ ପ୍ରତି ଯୋଗିତ କରୁଛନ୍ତି।ଲୋକଂକ ଠାକୁରଙ୍କ ପ୍ରତି ଭାବପ୍ରବଣ ତାକୁ ଉତ୍ତେଜିତ କରି ନିଜର ରାଜନୀତିକ ରୁଟି ସେକୁଛନ୍ତି।ଆମେ ସାଧାରଣ ଲୋକେ ସମୟର ଆବଶ୍ୟକତା କୁ ବୁଝିବା ଦରକାର।ଜଣା ନାହି ଆମେ ହେଜି ବା କେବେ?
@swain_parivaar
@swain_parivaar Ай бұрын
Lenin not fit for debate. He is going outside of subject.
@user-tz2yp2gj3u
@user-tz2yp2gj3u Ай бұрын
ବିଜେଡି ଓ କଂଗ୍ରେସର ଏବେ ନିଦ ଭାଙ୍ଗିଲା ବିଜେପି ରତ୍ନ ଭଣ୍ଡାର ଖୋଲିଲା ବେଳକୁ ଏମାନଙ୍କ ଗାଣ୍ଡି ଫାଟି ବସିଲାଣି
@kananbiharipattanayak6602
@kananbiharipattanayak6602 Ай бұрын
ଲେନିନ୍ ଗାଲୁ ମାରୁଛି।
@kedarbiswal4575
@kedarbiswal4575 Ай бұрын
ବେନିନ - ବିଜେପି ଖୋଲିଲା ଗଣତି ମଣତି ପରେ ମେଳକ କରିବେ। କିନ୍ତୁ ବିଜେଡି କାହିଁକି ଚାବି ତଦନ୍ତ କରି ନଥିଲେ ? ରତ୍ନଭଣ୍ଡାର କାହିଁକି ଖୋଲୁ ନଥିଲେ ?
@kumarmitanofficial9631
@kumarmitanofficial9631 Ай бұрын
300 ୟୁନିଟ୍ ମାଗଣା ବିଜୁଳି ବିଷୟରେ କଣ ପାଇଁ ଆଲୋଚନା ହେଲା ନାହିଁ. କେବେ ମିଳିବ ସେ କଥା କୁହ
@gajendranathjena356
@gajendranathjena356 Ай бұрын
ଲେଲିନ୍ ମହାନ୍ତି ବିଜେଡି ପ୍ରବକ୍ତା ବେକାର କଥା କହୁଛି ଚାବି ହଜିଲା ନବୀନ ଶୁଣି ସରକାର ଥାଇ କିଛି ବୁଝିଲାନି କଲେକ୍ଟର କୁ ପଚାରି ଦଣ୍ଡିତ କଲାନି ପୁରା ସାଧା କଥା ନୋଲିନ୍ ମିଛ ଓ ଗଣ୍ଡଗୋଳରେ ଜଡ଼ିତ କଥା ନବୀନ ସରକାର ବିଶ୍ବାସଘାତକତା କରିଛନ୍ତି ବୋଲି ଓଡ଼ିଶାଜାଣୁଛି ଚବିଶ ବର୍ଷ ମଧ୍ୟରେ ଗବୀଖୋଲିଲେନି😂😊😢😂❤❤❤😂😢😮😅😊
@babulapatiarbabulapatiar8338
@babulapatiarbabulapatiar8338 Ай бұрын
ଟାଉଟର
@ghasiramdalapati523
@ghasiramdalapati523 Ай бұрын
ଲେଲିନ ମହାନ୍ତି କୁ ଖାଲି ଚପଳ ମାଡ ଦରକାର ଅଛି ଶଳା ହାରାମି କୁକୁର
@sanjaytripathy9675
@sanjaytripathy9675 Ай бұрын
ବଡ ଠାକୁର ପଡି ନାହାନ୍ତି ତାଙ୍କୁ ପକାଇ ଦିଆଯାଇଛି। ଏହା ମଣିଷ କୃତ୍ୟ। ରତ୍ନ ଭଣ୍ଡାର ଖୋଲିବ ବୋଲି ଏହାକୁ କରି ଦିଆ ଯାଇଛି।
@srikantsahoo6563
@srikantsahoo6563 Ай бұрын
ଅଯୋଗ୍ୟ bjd ଦଳ ୨୪ବର୍ଷ ଶାସନ ରେ ଥରେ ଖୋଲି ପାରିଲେନି ଆନୁଷ୍ଠାନିକ ଭାବେ।ଲୁଚେଇକି ଯଦି ଖୋଲିକି କଣ ନେଇଥିବେ।ଆଜି ଚାଲି ଆସିଲେ ଭାଷଣ ଦେବାକୁ।
@smrutisworupmohapatra3964
@smrutisworupmohapatra3964 Ай бұрын
Please don't allow for discussion lord Jagannath topic with Cristian Lelin Mohanty.
@anantakishornayak1073
@anantakishornayak1073 Ай бұрын
ଲେଲିନ୍ କହୁଥିଲା ୪ ତାରିଖରେ ଆମେ ସରକାରକୁ ଆସିବୁ,ପୁଣି ସେ ଆସି ଡିବେଟ୍ କରିବେ,ଚୋଠା କୋଉଠି କାର।
My Cheetos🍕PIZZA #cooking #shorts
00:43
BANKII
Рет қаралды 27 МЛН
BJD holds press meet at Sankha Bhawan today || Kalinga TV
6:12
Kalinga TV
Рет қаралды 37 М.