Рет қаралды 13,948,842
ଆମ ଓଡ଼ିଶାରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ରୂପେ ବିବେଚନା କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ। ମାସ ସାରା ହବିଷ ହୁଏ। ତେଣୁ ପ୍ରାୟ ସମସ୍ତେ ଏହି ମାସରେ ଆମିଷ ଭୋଜନ କରନ୍ତି ନାହିଁ। କିଛି ବ୍ୟକ୍ତି ମାସ ସାରା ନହେଲେବି ମାସର ଶେଷ ପାଞ୍ଚ ଦିନ ଅର୍ଥାତ ପଞ୍ଚୁକ ସମୟରେ ଆମିଷ ଖା'ନ୍ତି ନାହିଁ। କଥାରେ ଅଛି ପଞ୍ଚୁକରେ ବଗ ବି ଆମିଷ ଖାଏ ନାହିଁ। ମାତ୍ର କାର୍ତ୍ତିକ ମାସାନ୍ତେ ଆମିଷ ଛାଡ଼ିଥିବା ଲୋକେ ଛାଡ଼ଖାଇ ପାଳନ କରନ୍ତି। ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଛାଡ଼ଖାଇ'
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal Episode 10: Chadakhai ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
Also Watch:
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Health Tips: • Health Tips | ହେଲ୍ଥ୍...
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 KZfaq: / dharitrilive
#BabuMahal #OdiaCartoons #DharitriLive #Odisha #Animation #Cartoon #Comedy #AnimatedComedy #Chadakhai #Dharitri #CartoonVideo #Cartoons #FunnyCartoons #Panchuka #KartikPurnima #Vegetarians #Food #Dharitri #PoliticalCartoons #ବାବୁମହଲ #ଛାଡ଼ଖାଇ