ବାଲ୍ୟବନ୍ଧୁ ଘରେ ଯଦୁମଣିଙ୍କ ଚର୍ଚ୍ଚା | Jadumani Rahasya | Utkal Ghanta Jadumani Mahapatra | Odia Poet

  Рет қаралды 86,135

Vir Kalinga

Vir Kalinga

Жыл бұрын

*ଦେଲ ଯାହା ନେଲ ତାହା।*କବି ଯଦୁମଣିଙ୍କ ଭାବମୟ ଜଣାଣ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • Oja sila bhoja gaja. O... 👈
*ଅନୁକମ୍ପା ଧାରି ହରି।*କବି ଯଦୁମଣିଙ୍କ ଭାବମୟ ଭଜନ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣିଙ୍କ ଭକ୍ତିମୟ ... 👈
*ଆ ଜୀବନ ଧନୀ।*କବି ଯଦୁମଣିଙ୍କ ପ୍ରବନ୍ଧ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣି ମହାପାତ୍ରଙ୍କ... 👈
*ବିପଞ୍ଚି ଗୀରା*କବି ଯଦୁମଣି ମହାପାତ୍ରଙ୍କ ରଚିତ ଓଡିଶୀ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣିଙ୍କର ରଚିତ ଓଡ... 👈
*ଆନେ ମନ ନାହିଁ ଧନ,ମାନେ ବସନା।*କବି ଯଦୁମଣିଙ୍କ ରଚିତ ଓଡ଼ିଶୀ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣିଙ୍କ ରଚିତ ଓଡି... 👈
*ଅବିରତେ ହରି ଭଜ*କବି ଯଦୁମଣି ମହାପାତ୍ରଙ୍କ ରଚିତ ଭକ୍ତିମୟ ଭଜନ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣିଙ୍କ ଭଜନ "ଅବି... 👈
*ବନ୍ଧୁରେ ତୋର ନେତ୍ର ତରଣୀ*କବି ଯଦୁମଣିଙ୍କ ରଚିତ ଓଡ଼ିଶୀ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣିଙ୍କ ରଚିତ ଓଡି... 👈
*ଧନ ତୋ ଅନୁକମ୍ପା ନୋହିଲାରେ*କବି ଯଦୁମଣିଙ୍କ ରଚିତ ଓଡ଼ିଶୀ ଶୁଣିବା ପାଇଁ ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଯଦୁମଣିଙ୍କ ରଚିତ ଓଡି... 👈
****************************************************************
ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
||ଧନ୍ୟବାଦ||
••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
କ୍ୟାମେରା- ରୋହନ ମହାପାତ୍ର
ଏଡିଟିଙ୍ଗ- ରୋହନ ମହାପାତ୍ର
ସହଯୋଗ- ବୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ......
ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
ଆମ ଓ୍ବେବସାଇଟ: virkalinga.in/
ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- virkalinga?igsh... 👈 କ୍ଲିକ୍ କରନ୍ତୁ।
ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- KalingaVir?s=09 👈 କ୍ଲିକ୍ କରନ୍ତୁ।
ଆମକୁ ମେଲ୍ କରନ୍ତୁ- virkalinga@gmail.com
ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
ସୌଜନ୍ୟ- ବୀର କଳିଙ୍ଗ
•••••••••••••••••••••••••••••••••••••••••••••••••••••••••••••••••••••••••••••••••••••
#kabijadumani #jadumanirahasya_odia #jadumanimahapatra #utkalghanta #Odiakabita #odiapoet #lifehestory
#Jadumanimahapatra #kabijadumani #poetJadumani #socialreformerthrough #poetry. #Nayagarh #Odisha
#ହାସ୍ୟବ୍ୟଙ୍ଗ #କବିଯଦୁମଣି #kabijadumani #odissi #ବନ୍ଧୁରେ_ତୋର_ନେତ୍ର_ତରଣୀ #ଧନ_ତୋ_ଅନୁକମ୍ପା_ନୋହିଲାରେ #Bandhure_tora_netra_tarani
#ଭକ୍ତିମୟ_ଭଜନ #ଅବିରତେ_ହରି_ଭଜ
#କବି_ଯଦୁମଣି_ମହାପାତ୍ର #ଓଡିଶୀ #JadumaniMahapatra #odissi #ଆନେ_ମନ_ନାହିଁ_ଧନ_ମାନେ_ବସନା
#ନାଗାର୍ଜୁନବେଶ #Nagarjunabesha #ଯୋଦ୍ଧାବେଶରେ_ମହାପ୍ରଭୁ
#Warrioroutfit of #mahaprabhu
#ପ୍ରଫେସର_ପୂର୍ଣ୍ଣଚନ୍ଦ୍ର_ମହାପାତ୍ର #ଅୟସ୍କାନ୍ତ_ମହାପାତ୍ର #ଛାନ୍ଦ #ଚମ୍ପୁ #ଚଉପଦୀ #ସଂସ୍କୃତ_ଶ୍ଲୋକ #ଭଜନ #ଜଣାଣ #ନୟାଗଡ଼ #କୁନି_ପ୍ରତିଭା #AyaskantaMohapatra
#Nayagarh #Odisha #Talent #Sangeeta #Literature #ମାଟିର_ପ୍ରତିଭା #ଓଡି଼ଶୀ #ବିପଞ୍ଚି_ଗୀରା #BIPANCHI_GIRA #beautiful_odissi_song #song #composed_by_kabi_jarumaniMahapatra
#ପ୍ରବନ୍ଧ #ଆ_ଜୀବନ_ଧନୀ #Aa_Jeebana_Dhanee #poetry #Utkalghanta #Jadumani_Mahapatra #Utkalghanta_JadumaniMahapatra #ଉତ୍କଳଘଣ୍ଟ #ଯଦୁମଣି_ମହାପାତ୍ର #ଉତ୍କଳଘଣ୍ଟ_ଯଦୁମଣିମହାପାତ୍ର
#anukampa_dhari_hari #ଅନୁକମ୍ପା_ଧାରି_ହରି
#Odia_kabita #Oja_sila_bhoja_gaja #ଓଜ_ଶୀଳ_ଭୋଜ_ଗଜ #jadumani_mahapatra #jadumani #rahasya #jadumani_rahasya #ଯଦୁମଣି_ମହାପାତ୍ର #ଯଦୁମଣି_ରହସ୍ୟ #ଭଞ୍ଜ #କବି_ସମ୍ରାଟ #ଉପେନ୍ଦ୍ର_ଭଞ୍ଜ#kabi_samrat_upandra_bhanja#jayjagannath #puri #jagannath#virkalinga #odisha
#odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr || #chilika#chilika_hrada #winter_season #kalijai #kalijai_tample#holi #dolaparba #dolapurnima #jagannath #dolabedi #dolajata #srimandira #rathyatra #puri #ହୋଲି #ଦୋଳପୂର୍ଣ୍ଣିମା #ଶ୍ରୀମନ୍ଦିର #ଦୋଳଯାତ #ଦୋଳବେଦୀ #ଦୋଳଗୋବିନ୍ଦ #ପୁରୀ#ଫଗୁଦଶମୀ #phagudasami#jayjagannath #puri #jagannath#virkalinga #odisha
#odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr
#village, #bhuban#largestvillage#villagers #odissidance, #performance, #dance, #culture, #odissi, #oldestdance#bhubaneswar#bbsr#Ranabhuin #Ranapur #Vir_kalinga #Nayagrth #ରଣଭୂଇଁ #ରଣପୁର #ଵୀର_କଳିଙ୍ଗ #maninageswari #maninaga #asura_kumari #ନୟାଗଡ଼ #ମଣିନାଗେଶ୍ବରୀ #ମା_ମଣିନାଗ #ଅସୁର_କୁମାରୀ

Пікірлер: 84
@KailashPanda-o5f
@KailashPanda-o5f 13 күн бұрын
ଧନ୍ୟତୁମେ ଉତ୍କଳ ଘଣ୍ଟ 🙏🙏🙏🙏ଯୋଉ ଗାଁ କହିଲେ ଥଟା ମଜା ଚାଲେ ❤️❤️❤️
@alokaranjandash9853
@alokaranjandash9853 14 күн бұрын
କବି ଯଦୁମଣିଙ୍କର ଏହା ଏକ ଅତି ଅମାନୁଷିକ କାର୍ଯ୍ୟ/ମନ୍ତବ୍ୟ ଥିଲା ।
@mohantyranjankumar
@mohantyranjankumar Жыл бұрын
ସାର୍ ପ୍ରଣାମ। ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର। ଆପଣ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସୁରକ୍ଷା ର ଅତନ୍ଦ୍ର ପ୍ରହରୀ।ଜୟ ଜଗନ୍ନାଥ।
@VirKalinga
@VirKalinga Жыл бұрын
ଧନ୍ୟବାଦ। ଜୟ ଜଗନ୍ନାଥ
@user-ey7ry4hd6j
@user-ey7ry4hd6j Күн бұрын
Sir namaskar sunki bhub khushi lagila
@prasantbisoi1781
@prasantbisoi1781 18 күн бұрын
Thanks for sharing the talents of Kabi Jadumani Mahapatra.
@asutoshrout-xy2mm
@asutoshrout-xy2mm 16 күн бұрын
ଅତି ସୁନ୍ଦର 🙏
@ashutoshgharai-kr7bx
@ashutoshgharai-kr7bx 17 күн бұрын
Very nice
@user-nc2li9tw6p
@user-nc2li9tw6p 9 ай бұрын
ବହୁତ ଶିକ୍ଷଣୀୟ
@alokaranjandash9853
@alokaranjandash9853 14 күн бұрын
କ'ଣ ଶିଖିଲେ ?
@bhimasenbarik7990
@bhimasenbarik7990 5 ай бұрын
ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି
@saratmohanty4255
@saratmohanty4255 Жыл бұрын
ବହୁତ ଭଲ ଲାଗିଲା 🙏
@VirKalinga
@VirKalinga Жыл бұрын
ଧନ୍ୟବାଦ
@sarojinimallick4099
@sarojinimallick4099 9 ай бұрын
Luchi jauthiba ghatana mananku ama pakhare prerita karithibaru koti koti pranam sir 🙏🙏🙏
@VirKalinga
@VirKalinga 9 ай бұрын
ଧନ୍ୟବାଦ
@ashokpanda7473
@ashokpanda7473 Жыл бұрын
Excellent 🌹🙏🌹
@VirKalinga
@VirKalinga Жыл бұрын
Thank you
@user-hg7vc2ux4l
@user-hg7vc2ux4l Жыл бұрын
I love this poem.
@VirKalinga
@VirKalinga Жыл бұрын
Thank you
@sukesinimishra3028
@sukesinimishra3028 Жыл бұрын
Very interesting please give so many example.
@debasisparida3056
@debasisparida3056 20 күн бұрын
Excellent!!!! gold standard!!!
@PrasantaKumarMishra-kv4pc
@PrasantaKumarMishra-kv4pc 21 күн бұрын
Bahuta sundara
@subashchandrarath8358
@subashchandrarath8358 19 күн бұрын
Utkal Ghanta ❤
@mnayak6050
@mnayak6050 24 күн бұрын
Sundar upasthapana.
@damodartripathy8027
@damodartripathy8027 9 ай бұрын
Thank you sir.
@VirKalinga
@VirKalinga 9 ай бұрын
Most welcome
@satyanarayandas5807
@satyanarayandas5807 19 күн бұрын
thank you sir very good
@priyaranjanrath9188
@priyaranjanrath9188 11 күн бұрын
ଉତ୍କଳ ଘଣ୍ଟଙ୍କର ପ୍ରଚାର ପ୍ରସାର ହୋଇ ନପାରିବା ଦୁଃଖର ବିଷୟ
@rabindrakumarpuhan7688
@rabindrakumarpuhan7688 23 күн бұрын
Good presentation sir
@nkmohanty2010
@nkmohanty2010 13 күн бұрын
ନମସ୍କାର
@PradeeptaPanda-cy7fj
@PradeeptaPanda-cy7fj 7 ай бұрын
Very nice topic
@riteshrout1974
@riteshrout1974 Жыл бұрын
Bahut sundar lagila sir
@VirKalinga
@VirKalinga Жыл бұрын
Thank you
@patitapabanmahapatra621
@patitapabanmahapatra621 Жыл бұрын
Satya katha
@VirKalinga
@VirKalinga Жыл бұрын
Thank you
@milankumardas2198
@milankumardas2198 Жыл бұрын
🙏🙏🙏🙏🙏
@VirKalinga
@VirKalinga Жыл бұрын
🙏🙏
@dhanachangadaab3570
@dhanachangadaab3570 Жыл бұрын
🙏🙏🙏
@VirKalinga
@VirKalinga Жыл бұрын
🙏🙏🙏
@MANAS-SIR-24
@MANAS-SIR-24 Жыл бұрын
ଉଚ୍ଚକୋଟୀର ଉପସ୍ଥାପନା ଆଜ୍ଞା
@VirKalinga
@VirKalinga Жыл бұрын
ଧନ୍ୟବାଦ
@gourangaseth8025
@gourangaseth8025 11 ай бұрын
thanks
@VirKalinga
@VirKalinga 11 ай бұрын
Welcome
@razzkara7608
@razzkara7608 19 күн бұрын
Best
@alokaranjandash9853
@alokaranjandash9853 14 күн бұрын
ଶବ୍ଦ ଚାତୁରୀ ଦେଖାଇ ଅନ୍ୟକୁ ଶିକ୍ଷା ଦିଆଯାଇଥାଏ, ଖୁସି ବା ଆନନ୍ଦ ଦିଆଯାଏ । କ'ଣ ବନ୍ଧୁ ପତ୍ନୀଙ୍କୁ ଅପମାନ ଦିଆଯାଏ ?
@golapchandmishra710
@golapchandmishra710 18 күн бұрын
Pujya puja nihati jaruri. Eha abamanana kale abhisapta hebaku hue. Sirnka upasthapana sikhyaniya.
@papunibhoi8547
@papunibhoi8547 10 ай бұрын
Nice👌👌👌
@VirKalinga
@VirKalinga 10 ай бұрын
Thank you
@parsurammeher8659
@parsurammeher8659 15 күн бұрын
❤❤❤❤
@anderw123
@anderw123 24 күн бұрын
Sir.Namaskar Jadumaninka ,"Abira" upaksyana punithare Sunibaku agraha karuchhi
@brundabanpalei9959
@brundabanpalei9959 23 күн бұрын
Sir 🙏
@bibekbehera6141
@bibekbehera6141 Жыл бұрын
Bahut sundar lagila 🙏
@VirKalinga
@VirKalinga Жыл бұрын
Thank you
@kalicharanbehera1399
@kalicharanbehera1399 23 күн бұрын
@tukunaful
@tukunaful Жыл бұрын
ହା ହା ହା । ଅତି ସୁନ୍ଦର ସାର୍ 😄😄😄
@VirKalinga
@VirKalinga Жыл бұрын
ଧନ୍ୟବାଦ।
@RameshkumarSwain-rs1tx
@RameshkumarSwain-rs1tx 9 ай бұрын
🎉🎉🎉🎉❤❤❤❤
@srustipradhan7237
@srustipradhan7237 6 ай бұрын
Sir pranam
@panditashutoshnayak1917
@panditashutoshnayak1917 Жыл бұрын
ଅତି ସୁନ୍ଦର
@VirKalinga
@VirKalinga Жыл бұрын
ଧନ୍ୟବାଦ
@niranjanbarik1577
@niranjanbarik1577 18 күн бұрын
Sir namaskar
@prasannakumarnanda575
@prasannakumarnanda575 Жыл бұрын
Very nice discussion, sir.
@VirKalinga
@VirKalinga Жыл бұрын
Thank you
@saumendrasamant5816
@saumendrasamant5816 17 күн бұрын
Sir this Chaupadi belongs to Late Natabara Samanta Singhara. Not by Jadumani Mohapatra
@basantnayak-xo4mz
@basantnayak-xo4mz 20 күн бұрын
କିଛି ଶିଖିବାକୁ ମିଳିଲା ନାହିଁ। ଏଠି କେ ରାଣ୍ଡି ରାନ୍ଧିଥିଲା ର ଅର୍ଥ କଣ କହିଲେ ନାହିଁ। ବନ୍ଧୁ ବଞ୍ଚିଥିବା ବେଳେ ସେ ତାଙ୍କୁ ରାଣ୍ଡି ସମ୍ବୋଧନ କଲେ କି ? ଯଦି ତା ନୁହେଁ ତା ହେଲେ କଣ ?
@sarbeswarbehera7086
@sarbeswarbehera7086 Жыл бұрын
Very nice sar
@VirKalinga
@VirKalinga Жыл бұрын
Thank you
@rudranarayanprusty1294
@rudranarayanprusty1294 Жыл бұрын
ବହୁତ୍ ଶିକ୍ଷଣୀୟ କଥା ।ଯାହା ହେଉ ମୁ ଜାଣିଲି।।।ବହୁତ୍ ଖୁସି ଲାଗିଲା
@VirKalinga
@VirKalinga Жыл бұрын
ଧନ୍ୟବାଦ
@ratankumarmahapatra7086
@ratankumarmahapatra7086 Жыл бұрын
😂
@rizwanmadani9293
@rizwanmadani9293 22 күн бұрын
ସାର, ନମସ୍କାର ମୁଁ ରିଜୱନ, ଯାଜପୁର ଟାଉନ୍ ଏନ୍.ସି.କଲେଜ, ଛାତ୍ର ଥିଲି ଆପଣ ମୋତେ ପଢାଇଛନ୍ତି ଆପଣ ଙ୍କୁ ଦେଖି ଖୁସି ହେଲି ଦୀର୍ଘାୟୁ ହୁଅନ୍ତୁ।
@pradeepkumarpanda7626
@pradeepkumarpanda7626 16 күн бұрын
Tu kaha Allaha apananku dirghayu karantu. Tu sidha salakha kahuchu dirghayu huantu. Tu bada na sana?
@bmsclass8366
@bmsclass8366 21 күн бұрын
😂😅😂
@Reenabehera0
@Reenabehera0 4 ай бұрын
🙏🙏🙏🙏🙏🙏🙏❤️❤️❤️🌹🥀🌷
@chandanbehera7091
@chandanbehera7091 Жыл бұрын
Mu garbare kahe mu nayagadia
@VirKalinga
@VirKalinga Жыл бұрын
Thank you
@pabitrasahoo4327
@pabitrasahoo4327 11 ай бұрын
Se din tankar bandhupatni bhala bebahar dekhinathila tenu....
@bhaktaballava5641
@bhaktaballava5641 23 күн бұрын
ଦରାଣ୍ଡି ଆଣିଥିଲା କେରାଣ୍ଡି ମାଛ, ନନ କେ ରାଣ୍ଡି ରାନ୍ଧିଛି ମାଛ ଦିଶଇ ସ୍ବଛ ।.
@Ajay-tk9iw
@Ajay-tk9iw Жыл бұрын
Sir ନ ଚମ୍ପୁ video ଆଣନ୍ତୁ
@VirKalinga
@VirKalinga Жыл бұрын
Ok
@user-kapilpatel
@user-kapilpatel Жыл бұрын
ଗଣ ମାଧ୍ୟମ ଯଦୁ ମହାପାତ୍ରେ ଆଜ୍ଞା ଙ୍କ ପରି criticism କରିବାର ପ୍ରତିଭା ସମ୍ପନ୍ନ ହେବା ଦରକାର୍
@VirKalinga
@VirKalinga Жыл бұрын
ଧନ୍ୟବାଦ
@asishpurohit6810
@asishpurohit6810 3 күн бұрын
Mada khia katha
Spot The Fake Animal For $10,000
00:40
MrBeast
Рет қаралды 177 МЛН
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 43 МЛН
Gangadhar Meher ।। Odia quotes ।। Best odia stanza ।। Gangadhar Meher poems
6:50
ମହାନ ଆମ ମାତୃଭାଷା Mahan ama matrubhasha
Рет қаралды 170 М.
Asura Bala || Nitei Dhobani Katha || Odia Short Story
19:06
Panthashala
Рет қаралды 67 М.
Padma Shri haldhar Nag
29:56
Sambalpuri Local Culture
Рет қаралды 417 М.
Smart Sigma Kid #funny #sigma #comedy
0:40
CRAZY GREAPA
Рет қаралды 8 МЛН
Saito09 funny video 😂😂😂 #shorts
0:34
Saito
Рет қаралды 16 МЛН
Fun Fun TV Comedy :🤪Who is stronger?💪
0:28
Fun Fun TV
Рет қаралды 3,7 МЛН