ବୟସ ସରି ଆସିଲାଣି ହେଲେ ଦୁଃଖ ସରୁନି | Odisha Reporter

  Рет қаралды 725

Odisha Reporter

Odisha Reporter

11 ай бұрын

ବୟସ ସରି ସରି ଆସିଲାଣି ଆଉ ଏ ଦୁର୍ବଳ ଶରୀରଟା ବି ଆଉ ପାଦେ ଆଗକୁ ବଢ଼ିବା ପାଇଁ ସାଥ ଦେଉନି। କିନ୍ତୁ ଖଣ୍ଡେ ସରକାରୀ ଆବାସ ପାଇଁ 70 ବର୍ଷୀୟ ନବୀନଙ୍କୁ ଗୁହାରି କରିବାକୁ ପଡୁଛି। ଜରିପାଲ ତଳେ ଜେଜେ-ନାତି ଦୁଇଜଣ ଅତି ଦହନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସଞ୍ଜ ନଇଁଲେ ବିଷାକ୍ତ ଜୀବ-ଜନ୍ତୁଙ୍କ ଭୟରେ ଆଖିରେ ପଲକ ପଡୁନି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #Cuttack #OldMan #Athagarh

Пікірлер: 1
@BiswanathMurmu-gw5pn
@BiswanathMurmu-gw5pn 11 ай бұрын
A ha hewchhi BJD sarkar ro karnama
Amazing weight loss transformation !! 😱😱
00:24
Tibo InShape
Рет қаралды 57 МЛН
50 YouTubers Fight For $1,000,000
41:27
MrBeast
Рет қаралды 198 МЛН
Useful gadget for styling hair 🤩💖 #gadgets #hairstyle
00:20
FLIP FLOP Hacks
Рет қаралды 5 МЛН
Amazing weight loss transformation !! 😱😱
00:24
Tibo InShape
Рет қаралды 57 МЛН