No video

Baba Artatrana || 3G ENCOUNTER || Kalinga TV

  Рет қаралды 2,707,163

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: bit.ly/2JFvI3y
iOS App: apple.co/2M2KhQA
Watch Live: kalingatv.com/live
KZfaq: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#Odisha #3Gencounter#OdiaNews #KalingaTV

Пікірлер: 4 800
@user-bg8bs6du3v
@user-bg8bs6du3v 28 күн бұрын
ଆର୍ତ୍ତତ୍ରାଣ ବାବା! ଆପଣ ଜନସେବା କରୁଥିବାରୁ ବହୁତ ବହୁତ ଧନ୍ୟବାଦ୍।
@babuldas6157
@babuldas6157 Жыл бұрын
Baba ଙ୍କର Answer ବହୁତ ସୁନ୍ଦର।। ଆପଣଙ୍କ ପ୍ରଶ୍ନ ହିଁ ଭୁଲ୍।
@rnsawesometeach5139
@rnsawesometeach5139 Жыл бұрын
ଏ ବେଧେଇ ମାନଙ୍କୁ ଯେତେ ବୁଝେଇ ଲେ ବୁଝିବେନି......... ଏମାନେ ହେଲେ ଅର୍ଧ ଶିକ୍ଷିତ ନାରୀ......
@tudulaxmi883
@tudulaxmi883 Жыл бұрын
NARI NUHE DAHANI😂😂
@Jaibholenath5454
@Jaibholenath5454 Жыл бұрын
Ghodagehi mane
@sanjayakumarkar
@sanjayakumarkar Жыл бұрын
Bc female
@KIRANMOHANTAJHUMARSONG
@KIRANMOHANTAJHUMARSONG Жыл бұрын
Amanongko jukti bekar o faltu
@chintamanipradhan5091
@chintamanipradhan5091 Жыл бұрын
Wow
@crhr5
@crhr5 Жыл бұрын
ତମ ବେଳାଭଲ ଜଗନ୍ନାଥ କାଠରେ ତିଆରି ପ୍ରତିମା ଯଦି ଜୀବନ୍ତ ପ୍ରତିମା ହେଇଥାନ୍ତେ, ତାଙ୍କୁବି ଜେରା କରି ସାରନ୍ତାଣି l ଧନ୍ୟ ତମେ ମିଡ଼ିଆ, ଧନ୍ୟ ତୁମ ବ୍ୟବହାର l ଛି... ଛି... ଛି..... ଘୋର ଲଜ୍ୟା l
@laxmanchandradash7854
@laxmanchandradash7854 2 жыл бұрын
ବାବାଙ୍କ ମନ୍ତ୍ରର ଶକ୍ତି ଅଛି ।ଯେ ଆପତ୍ତି କରୁଛନ୍ତି ସେମାନଙ୍କର ଅନୁଭୂତି ନାହିଁ । ସେମାନେ ବିତଣ୍ଡୀ ଯୁକ୍ତି କରୁଛନ୍ତି ।
@babulichampiababulichampia1866
@babulichampiababulichampia1866 Жыл бұрын
ତୁ ସଳା ମାଗିଆ
@mamatadilipmishra5715
@mamatadilipmishra5715 Жыл бұрын
Sarathi eya tho bada thila last re kn hela.
@pratyushkumarlenka5064
@pratyushkumarlenka5064 Жыл бұрын
ଆରେ ଭାଇ କାହାକୁ ବିଶୱାସ କର ନାହିଁ କେବଳ ଭଗବାନଙ୍କୁ ବିଶୁୂୂୂୂୂଆସ କର ,ଜୟ ଜଗନ୍ନାଥ
@dillipkumarpadhan8072
@dillipkumarpadhan8072 Жыл бұрын
How dare you compare with sarathi, sura??
@unemployee7056
@unemployee7056 Жыл бұрын
@@dillipkumarpadhan8072 give your wife to this man for 2 to 3 day she will be blessed brother
@jajatikesarisahoo7752
@jajatikesarisahoo7752 4 ай бұрын
​@@dillipkumarpadhan8072 ea kete bele compare kale
@parikhitamishra4784
@parikhitamishra4784 4 ай бұрын
The anchorers were in a mood to offend the guest. If people could get positive results will it be an offence? Wnere the qualified doctors fail and the patient comes to Baba for cure should baba refuse? ARTATRAN BABA ZINDABAD.
@maminarana936
@maminarana936 25 күн бұрын
@@dillipkumarpadhan8072 q1
@rabindrakumarsahoo1923
@rabindrakumarsahoo1923 Жыл бұрын
ଆର୍ତ୍ତତ୍ରାଣ ବାବୁ ଯେତେ ଇଂରାଜୀ ମିଡିଅମ୍ ସେମାନଙ୍କ ପାଇଁ ସାଇରାମ୍ , ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ
@biswajitjena9543
@biswajitjena9543 Жыл бұрын
ସମସ୍ତଙ୍କୁ ବୁଝେଇ ହବ, ମାଇକିନାଙ୍କୁ ନୁହେଁ 🤣🤣🤣
@biswanathpanda4214
@biswanathpanda4214 Жыл бұрын
Bhai perfect kahicha bala channel re bala program karuchanthi ai mikina
@bhaskarbehera9477
@bhaskarbehera9477 Жыл бұрын
Mcdas
@JpBiswal172
@JpBiswal172 Жыл бұрын
Right
@gajapatibandpartygroup618
@gajapatibandpartygroup618 Жыл бұрын
😁😁😂😂😂🤣🤣
@Harekrishnatv1113
@Harekrishnatv1113 Жыл бұрын
ଗୋଟିଏ କଥା ହେଲା ବିଜ୍ଞାନ ଆଉ ଆଧ୍ୟାତ୍ମିକ ଭିତରେ ଆକାଶ ପାତାଳ ଫରକ୍ ଅଛି ବିଜ୍ଞାନ ଯେତ ଆଗକୁ ଗଲେ ବି ଆଧ୍ୟାତ୍ମିକ ଶକ୍ତି ପାଖରେ ହାର୍ ମାନିବ ସତ୍ୟ ତ୍ରିବାର ସତ୍ୟ ହର ହର ମହାଦେବ 🙏
@jitendramalik1711
@jitendramalik1711 Жыл бұрын
Sir କୋଉଠି ବିଜ୍ଞାନ ହାର ମାନିଚି
@beenasursangam7383
@beenasursangam7383 Жыл бұрын
ଗଧ ମାନଙ୍କୁ ଏଇଠି ବସିବାର ଅଧିକାର ନାହିଁ
@desicomedynayak
@desicomedynayak Жыл бұрын
Gaddha kiye maam?
@skjawed7146
@skjawed7146 Ай бұрын
Madam Mantra padiya Ku ha🤝🤝🤝👍👍✌️✌️Pels❤
@chhamukhuntia1182
@chhamukhuntia1182 Жыл бұрын
ଦିନେ ବାବା ଶ୍ରୀ ମନ୍ଦିର ଆସିଥିଲେ, ମୁଁ ଦେଖା ହୋଇଥିଲି, ମତେ ଜଗନ୍ନାଥ ଙ୍କ ଗଭା ଟି ମାଗିଲେ, ମୁଁ ଗଭା ଟି ତାଙ୍କୁ ଦେଲା ବେଳେ ମୋ ଶରୀର ଏକ ସିହିରଣ ସୃଷ୍ଟି ହୋଇଥିଲା, ଆଉ ସେ ଗଲା ପରେ ମତେ ଜର ହୋଇଥିଲା,
@BabuladalaiDalai-zo1oz
@BabuladalaiDalai-zo1oz 11 ай бұрын
No
@dinabandhumajhi6531
@dinabandhumajhi6531 9 ай бұрын
Bhanda baba
@batakrishanapaleibatakrish4157
@batakrishanapaleibatakrish4157 8 ай бұрын
😂😂😂😂😂
@prabhakarofficial6678
@prabhakarofficial6678 Жыл бұрын
ପ୍ରଶ୍ନ ପଚାରିବା ମହିଳା ମାନେ ହିଁ ଆଯାଗ୍ୟ।
@srsahoo7110
@srsahoo7110 Жыл бұрын
Over confident women. Don't know anything. Shame for their type of argument
@SantaalTV
@SantaalTV 5 жыл бұрын
ଏଡ଼େ ମୂର୍ଖ ଜରନାଲିଷ୍ଟ ଓଡ଼ିଶାରେ ଅଛନ୍ତି😁😁
@pkutcepktvrv6293
@pkutcepktvrv6293 5 жыл бұрын
"🙏नमस्ते 🚩👌👌👌🤣🤣🤣
@s.rpanda5194
@s.rpanda5194 4 жыл бұрын
Odisha ra ehi ta problem...
@priyankasenapati9693
@priyankasenapati9693 4 жыл бұрын
🤣🤣🤣😂😂
@srutee2619
@srutee2619 4 жыл бұрын
Murkha nuhan paasanda..
@mamatanaik6155
@mamatanaik6155 2 жыл бұрын
Apanmane Sabu mukha kahaki murkha kahuchhanti see pura right
@r.b.gopalreddy1130
@r.b.gopalreddy1130 3 жыл бұрын
ଓଁମ ନମଃ ସିବାୟା. ଧନ୍ୟବାଦ ବାବା. କୋଟି କୋଟି 3 କୋଟି ପ୍ରଣାମ ବାବା.🌹🌹🌹🌹🌹🌹🌹🌹🌹🌹🌹🌹🌹🌹
@banalatapattnaik1097
@banalatapattnaik1097 2 жыл бұрын
Thanks baba artatrana
@ashutoshsahoo9551
@ashutoshsahoo9551 Жыл бұрын
To maipa jaithilaki
@desicomedynayak
@desicomedynayak Жыл бұрын
Thanku sir
@jitendramallik7817
@jitendramallik7817 11 ай бұрын
​@@ashutoshsahoo9551mate laguchi
@SaratKumarPanda-pc3vl
@SaratKumarPanda-pc3vl 9 ай бұрын
​@@banalatapattnaik1097❤❤❤❤0😊
@Bindas100
@Bindas100 11 ай бұрын
ଦୁର୍ବଳ ସାମ୍ବାଦିକତା,ଖାଲି ରାଉ ରାଉ,
@thespidey2099
@thespidey2099 5 ай бұрын
👍
@yusmisabar3628
@yusmisabar3628 Жыл бұрын
ସବୁ question ର answer ସାର୍ nka ପାଖରେ ଅଛି 🙏 that is great.....
@samantakumarnaiksantosh7503
@samantakumarnaiksantosh7503 2 жыл бұрын
ଯେଉଁ ମାନେ ନିଜ ପାଖରେ ବିଶ୍ୱାସ ନାହିଁ,ସେମାନଙ୍କୁ ବୁଝାଇବା ଅପେକ୍ଷା ହାତୀକୁ ଚଢି ପିନ୍ଧେଇବା ସହିତ ସମାନ
@jugalabehera5240
@jugalabehera5240 Жыл бұрын
Bhagban.arjunku.1.kala.deithile.tamanekann.arjun.kann.bhagban.koi.rupare.manisaku.seibhali.deithanti
@akshayakumarroutray3183
@akshayakumarroutray3183 Жыл бұрын
.
@chikumikufamily1038
@chikumikufamily1038 Жыл бұрын
Baba Frud bhai mu jaithhili ,300 fees then Mora kn heichi roga mu kahite deleni loka adhika boli ,au sethika lokanku bi pacharili ,Sabu kahile Kichhi Minutes pain bhala hauchanti ,sie bi Sabu loka nuha Kehi beleive kariki jaaa aaaa ni re
@odisha792
@odisha792 Жыл бұрын
Right your opinion
@chitrasenpangi9295
@chitrasenpangi9295 Жыл бұрын
ସତ କଥା 👌👌👌
@sushantmajhi171
@sushantmajhi171 3 жыл бұрын
ଭଗବାନଙ୍କୁ ଚାଲେଞ୍ଜ୍ କରନୀ ଧନ୍ସ ହେଇଜୀବ ସମସ୍ତେ ଏ ବିଜ୍ଞାନ ଭଗବାନ୍ ହିଁ ଦାନଦେଇଛନ୍ତି ଆମକୁ ଏ କଳୀଯୁଗରେ ଚାଲିବା ପାଇଁ
@Dhenkanalia_Pinku
@Dhenkanalia_Pinku 2 жыл бұрын
Ryt
@jitendramalik1711
@jitendramalik1711 Жыл бұрын
କିଛି ପ୍ରମାଣ ଅଛି
@pravakarrout3044
@pravakarrout3044 Жыл бұрын
ଜଣେ ସୁପର ଠକ ।ଦିନେ ଧରାପଡିବେ ।ଦୁଇ ଶହଟଙ୍କା ଦେଲେ ସମ୍ପୂର୍ଣ୍ଣ ଆରେଗ ।ରାଉରକେଲାରେ କେମ୍ପ କରି ଚିକିତ୍ସା ଆଳରେ ଵହୁତ ଟଙ୍କା କଲେକସନ କଲେ ।ସାତଦିନପରେ ଆସ ।ଆସିଲେ ପୁଣି ଦୁଇଶହ ଟଙ୍କା ଦେବାକୁ ହେବ । ମୋର ଝଗଡା ହେଲା ।ଆଉ ଯାଉନାହିଁ ।ଗାଡ଼ି ଚଡି ବୁଲୁଛି ।ଗୋଟେ ବେପାର ଚଳେଇଛି । ନିର୍ମଳବାବା ପରି ।କେତେଟା ଚାମଚା ରଖିଛି ସେ ପ୍ରଚାର କରୁଛନ୍ତି । ଏମିତି ନୂଆ ନୂଆ ଜାଗାକୁ ଯାଇ ହଜାର ହଜାର ଟଙ୍କା ଠକି ନେଉଛି ।ସବୁ ମିଛ କହୁଛି ।ସୂପର ଚାଲୁ ।ଦିନ ଆସିବ ଧରାପଡିବ ।ସୁଦ ମିଛ କହୁଛି । ଲେମ୍ବୁ ଘସିଲେ ଯଦି ଭଲ ହୁଅନ୍ତା ତେବେ ମେଡିକାଲ ଉଠିଯାଉ ।ଆସ୍ଥା କୁ ନେଇ ବେପାର କରୁଛି ।ମୋର ପାଇଲସ,ଥାଇରଏଡ ଭଲ ହେଲା ନାହିଁ ଶଳା ମୋ ଗଣ୍ଡି ରେ ଦୁଗଥରଗୋଇଠା ମାରିଛି ।ମୋ ବେକରେ ଚାପୁଡା ମାରିଛି କାହିଁ ଭଲ ହେଲା ନାହିଁ ।ଶଳାକୁଦେଖିଲୈ ତା'ବେକରେ ଗାମୁଛା ପକାଇ ମୋର ଓ ମୋସ୍ତ୍ରୀ ଵାବଦରେ ଆଠଶହ ଟଙ୍କା ଆଦାୟ କରିବି ।ସେବା ନାମରେ ଦାମିଗାଡି ଚଡି ଚେଲା ଚାମଣ୍ଡାଧରି ଅଏସ କରୁଛି ।ଓଡ଼ିଆ ଜାତି ସରଳ ବିଶ୍ୱାସ ରେ ଠକୁଛନ୍ତି ।ଚାନ୍ଦ ମି ଆକୁ ପ୍ରଚାର କରି ସାଇବାବା କରି ଦେଲେ । ସେହିପରି ଚେଲାମାନେ ପ୍ରଚାରକରି ଆର୍ତ୍ତତ୍ରାଣ ବାବା କରିଦେଲେଣି ।କିଛି ସାଧନା ନାହିଁ ।ପରମଟାଉଟର ।
@raghunathpalaka6392
@raghunathpalaka6392 Жыл бұрын
Biswas dyara hi loko bhala huyanti
@Ganesh.s1234
@Ganesh.s1234 10 ай бұрын
Baba apananku koti 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sanjuktapanigrahi1346
@sanjuktapanigrahi1346 Жыл бұрын
Baba nka katha mote thhik laguchi..... blessings kale bi thhik hue.... biswas rahiba darakara....Jay Jagannath 🙏
@themysteriesofvedasbhagava3400
@themysteriesofvedasbhagava3400 3 жыл бұрын
ବାବାଙ୍କ ମାହାତ୍ମ୍ୟ ବିଷୟରେ ଏତେ ସବୁ ପ୍ରମାଣ ଥାଇ ସୁଦ୍ଧା ତାଙ୍କୁ ଏପରି ଅପମାନିତ କରାଯିବା ଆଦୌ ଉଚିତ ନୁହେଁ।🙏ଏହା ଆଦୌ ନୀତି ସଙ୍ଗତ ନୁହେଁ।
@bhaiteravlogbala
@bhaiteravlogbala 2 жыл бұрын
କୁଆଡୁ ଆଇଲ
@srikantkumar4130
@srikantkumar4130 2 жыл бұрын
ସତରେ ଭାଇ
@mamatadilipmishra5715
@mamatadilipmishra5715 Жыл бұрын
Sarathi bi bahut bada thila.last re kn hela
@pradeepswain5711
@pradeepswain5711 Жыл бұрын
M..m...........................................
@smrutiranjanbarick7586
@smrutiranjanbarick7586 Жыл бұрын
3 rd grade of journalism..
@Bhupendraspeaker
@Bhupendraspeaker 4 жыл бұрын
ବହୁତ ମୂର୍ଖ ଜର୍ଣ୍ଣାଲିଷ୍ଟ ଓଡ଼ିଶାରେ ଅଛନ୍ତି ବୋଲି ଆଜି ଓଡିଶା ଏହି ଅବସ୍ଥାରେ ଅଛି ଥୁ ଥୁ...... news କଳିଙ୍ଗ and etc
@priyacharandas7352
@priyacharandas7352 2 жыл бұрын
ଵେଧେଈ ଝିଅ
@ashwinikumarsahu1839
@ashwinikumarsahu1839 2 жыл бұрын
Right bro.
@nareshmaharanna9009
@nareshmaharanna9009 2 жыл бұрын
They don't have basic knowledge how to take interview in proper manner.It seems they neither have minimum knowledge in any sphere rather think themselves the most wise journalist by only questioning vague questions without letting him answer.No channel should expect to raise TRP by hiring beautiful girls only.
@milimeher3641
@milimeher3641 2 жыл бұрын
Right
@prafullakumarmahanta1953
@prafullakumarmahanta1953 2 жыл бұрын
Right
@JayJagannathSwami-gp5dq
@JayJagannathSwami-gp5dq Жыл бұрын
ବାବା ଆପଣ ଠିକ
@ritanjalirout331
@ritanjalirout331 Жыл бұрын
Sarathi bi thik thila but.....
@Educationalupdate1
@Educationalupdate1 Жыл бұрын
ଆମର ଦେବାଦେବୀ ହେଲେ ୩୩ କୋଟି କିନ୍ତୁ ବାବା, ମାତା ହେଲେଣି ୩୪ କୋଟି ...
@nrusinghamoharana7689
@nrusinghamoharana7689 Жыл бұрын
ଏ ଲେଡୀ ମାନେ କ'ଣ ଆଲୋଚନା କରିବାକୁ ଆସିବସିଛନ୍ତି ନା ଝଗଡ଼ା କରିବା ପାଇଁ, ଲେଡୀ ମାନେ ପଚାରିବା ଶୈଳୀ ଜଣା ନାହିଁ କଥା ଯୁକ୍ତି କରୁଛନ୍ତି
@sonaliodiablogger5264
@sonaliodiablogger5264 Жыл бұрын
Absolutely right
@panditdinabandhupadhi2675
@panditdinabandhupadhi2675 4 жыл бұрын
କେବଳ ବହି ପାଠ ପଢି ଆଜିର ସମାଜରେ କୌଣସି କାର୍ଯ୍ୟ କୁ ସଠିକ୍ ରୂପରେ ରୂପାନ୍ତରିତ ହୋଇପାରିବନି ମହାଶୟା ମାନେ🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾କେବଳ ବିଜ୍ଞାନକୁ ନେଇ ଚାଲୁଛନ୍ତି ଟିକେ ଆମର ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ର ଉପରେ ଦୃଷ୍ଟି ଦେଲେ ହୁଏତ ଦୈବୀ ଶକ୍ତି ଉପରେ ବିଶ୍ବାସ କରିପାରିବେ ।।।।👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼
@SanjaykumarBidika-e5o
@SanjaykumarBidika-e5o 26 күн бұрын
ଏ ପ୍ରଶ୍ନ ପଚାରିବାକୁ ଗଟେ ନାରୀର ଅଧିକାର କିଏଦେଲା ବାବାକୁ ଅନୁରୋଧ ଏ ମାନଙ୍କୁ ଥାନାରେ କେଶ ଦିଅ କାରଣ ଜଣେ ଧାର୍ମିକ ଲକକୁ ଡାକିକି ମାନହାନି କରୁଛନ୍ତି
@prafullapradhan3860
@prafullapradhan3860 Жыл бұрын
Jaya Jagannath Artatrana Baba moora Antarika subheschha .Pranam Grahana Karibe .Jaya Jagannath Jaya Pancha Sakha .
@gkmedia8024
@gkmedia8024 4 жыл бұрын
କଳିଙ୍ଗ ଟିଭି ତମେ ସବୁ ଵେକାର୍ କଥା ପଚାରୁଚ ତମର ଚେନାଲ୍ ଅପ୍ କରିଦେବା କଥା🗣️🗣️
@tapansahu8506
@tapansahu8506 4 жыл бұрын
ଏଇ 3 ଜଣ ମୂର୍ଖ କୁ ପାରିବ ହାଟ ପଠେଇ ଦବା ଭଲ bargening କରିକି ପରିବା ଆଣିବେ ମୂର୍ଖ ମନେ
@rasmiranjan6819
@rasmiranjan6819 4 жыл бұрын
Tu ta bada murkha
@babuludas7341
@babuludas7341 4 жыл бұрын
Good
@sunitasundaray5493
@sunitasundaray5493 4 жыл бұрын
Tu bada murkha gadha
@Vocalforlocal2
@Vocalforlocal2 3 жыл бұрын
murkhankara murkha
@Ajaykumarpradhan827
@Ajaykumarpradhan827 Жыл бұрын
ଯେଉଁ ମାନେ ଦିନ ଦିନ ଧରି ଚାଲିପାରୁ ନାହାଁନ୍ତି ସେମାନେ ଚାଲିଛନ୍ତି,🙌
@babulichampiababulichampia1866
@babulichampiababulichampia1866 9 ай бұрын
No
@TURAMHO-wb8vo
@TURAMHO-wb8vo Ай бұрын
Luke"18: 40 Then Jesus stood still and commanbed him to be brought to him Then when 🙏 he had come nrar he asked 👍 him _ 41: what do you wish l should🙏 do for you" so he said "Lord ❤️that l might see again, "42 And Jesus said to him " see again your faith has saved you " 43 And immediately he saw again , and he followed him, glorifying God , And all the people , seeing this, gave praise to God,
@visitnilakantha
@visitnilakantha 4 жыл бұрын
ମୂଲ୍ୟହୀନ ଯୁକ୍ତି କରୁଛନ୍ତି ତିନିଜଣ ବନ୍ଦ କରନ୍ତୁ
@justtry8764
@justtry8764 2 жыл бұрын
Right bhai jukti mane kn janinahnti amane,
@nalupanda135
@nalupanda135 2 жыл бұрын
ତିନିଜଣ ଅଜଥା କଥା ୟୁକ୍ତି କରୁଛନ୍ତି ବାବା ତ କହୁଛନ୍ତି ଯେ ମୋତେ ପରିକ୍ଷା କରାଜାଉ ରୋଗ ଭଲ ହଉଚ୍ଚିକି ନାହି ଦେଖ 👍👍👍👍
@birupakshyakishan6640
@birupakshyakishan6640 2 жыл бұрын
sata kahuchanti apana
@susantakumarmaharana5825
@susantakumarmaharana5825 Күн бұрын
ବାବାଙ୍କ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସରିବା ତମେ ତିନି ଜଣ ଯାକ କମେଣ୍ଟ ବକ୍ସ ଫିଟେଇ ଦେଖିବ ତୁମ ପାଇଁ ପୁରସ୍କାର ଦେଇଥିବେ ଲୋକ ମାନେ
@mamatasethi1017
@mamatasethi1017 4 күн бұрын
More Baba nka upare bahut biswas but jai paruni tanka pakhaku but sure jibi ❤❤❤❤you 🙏🙏🙏🙏🙏
@pabitrapanda2136
@pabitrapanda2136 4 жыл бұрын
Se baba hau ki jaha hau.. Bt etiki tanku thnx kahibi je se sura sarathi bhalia nijaku bhagaban boli kahunahanti ....... Mu ta tanku janini bt jetiki janichi se bahut bhala.. JAY BABA ARTATRANA🙏🙏🙏🙏
@desicomedynayak
@desicomedynayak Жыл бұрын
Eta biveki lokara katha vai
@desicomedynayak
@desicomedynayak Жыл бұрын
Mote tike vai suscribe karibe plze
@shekharvlogs3516
@shekharvlogs3516 5 жыл бұрын
ବାବା କଥାରେ ପାଣି ପିଆଇ ଦେଲେ 😂😂😂😂nice video
@budrambhatra5334
@budrambhatra5334 4 жыл бұрын
B
@adas8127
@adas8127 4 жыл бұрын
Baba jhuta. Don't believe baba
@ashokkumardas7574
@ashokkumardas7574 2 жыл бұрын
@@adas8127 to aap
@barsharaniparida143
@barsharaniparida143 2 жыл бұрын
@@adas8127 ok p
@ajayakumarpradhan2298
@ajayakumarpradhan2298 2 жыл бұрын
😍 😍
@rahulbag2795
@rahulbag2795 Жыл бұрын
ବାବା ରାଗିଲେ ଏହି ତିନି ଜଣ କୁ ବନ୍ଧ୍ୟା ବନେଇ ଦେବେ.
@madansahu-eu8cx
@madansahu-eu8cx 23 күн бұрын
All the universe conneted with divine powr
@sivaprasaddas361
@sivaprasaddas361 4 жыл бұрын
ତୁମେ 3 ଜଣ ଥରେ ଥରେ ଯାଅ ଚିକିତ୍ସା କରି ଆସ, କିଛି ଉପାୟ କରି ସତରେ ହଉ କି ମିଛରେ 😀😀
@somanath2986
@somanath2986 4 жыл бұрын
Right
@priyankanaikpriyankanaik6895
@priyankanaikpriyankanaik6895 4 жыл бұрын
Right emane jiba katha,
@sulochanadikhit1145
@sulochanadikhit1145 4 жыл бұрын
@@priyankanaikpriyankanaik6895 pp ll
@GaganGagan-if3kr
@GaganGagan-if3kr 3 жыл бұрын
Bhuki chhia 3 jana
@prashantanayak560
@prashantanayak560 5 жыл бұрын
ବିଶ୍ବାସେ ମିଳନ୍ତି ହରି ତର୍କେ ବହୂ ଦୂରେ........👍👍👍
@subashjena420
@subashjena420 5 жыл бұрын
*Bloody Nonsense* *mu kete asaa nei Mo Bapanku nei jai thili kintu ye chutiya Mo* *Bapanka tharu 1000/- nei , lata Mari chadi dela*
@kumarsuryasnat3775
@kumarsuryasnat3775 5 жыл бұрын
@@subashjena420u are a doctor..still u went 🤣🤣🤣people like u let these babas to grow...by the way u are Ayurvedic/Allopathic
@namratatuni9582
@namratatuni9582 4 жыл бұрын
@@subashjena420 chhi,so,sad
@krupasindhumahakurcreation8416
@krupasindhumahakurcreation8416 Жыл бұрын
କଲିଙ୍ଗ ଚେନାଲ ର ଇ ଏନକର ମାନକର ପ୍ରଶ୍ନ ପଚାରିବା ଶୈଲି ଠିକ ନାଇଁ। ଧିକ kalinga ମିଡିଆ
@user-qu5pm4zy6c
@user-qu5pm4zy6c 6 ай бұрын
ଏମାନଙ୍କ ପାଖରେ ଭଗବାନ ବୋଲି କିଛି ନାଇଁ ଏମାନଙ୍କୁ ବୁଝେଇ କିଛି ଲାଭ ନାଇଁ
@susantabehera1414
@susantabehera1414 4 жыл бұрын
ସେ ତ କହୁଛନ୍ତି ସବୁ ଭଲ କରିଦେଉଛନ୍ତି ତମର ଯଦି କଣ ହଉଚି ଜାଉନ ତାଙ୍କ ପାଖକୁ
@manojkumarnaik6329
@manojkumarnaik6329 3 жыл бұрын
6
@abhinandansabat8889
@abhinandansabat8889 3 жыл бұрын
Sir apana k number diantu
@kanhubesra6758
@kanhubesra6758 3 жыл бұрын
Bhai bohut bodhia kotha
@Samayaranjki1oe
@Samayaranjki1oe 3 жыл бұрын
Jai ho baba.....god bless you Apana Kai sunuchanti aguda
@cultureandtraditionsofodis3365
@cultureandtraditionsofodis3365 Жыл бұрын
ଏ ମିଡ଼ିଆ ବାଲାଙ୍କୁ ଯେତେ ବୁଝାଇଲେ କଣ୍ ହେବ ଏମାନଙ୍କୁ ରାଣୀ ପଣ୍ଡା , ନିଶା ମହାରଣା, ପ୍ରକୁତି ମିଶ୍ର ଙ୍କ News ଦରକାର୍ ସେମିତି ଆଉ news ଆଶୁନି ନା ତେଣୁ ଗୋଟେ ପ୍ରହସନ ଚଲାଇଚନ୍ତି।
@royalentertainment6232
@royalentertainment6232 Ай бұрын
ଏମାନେ ହେଲେ ଅର୍ଧ ଶିକ୍ଷିତ ନାରୀ ଏ ଗଧ ମାନଙ୍କୁ ଏଇଠି ବସିବାର ଅଧିକାର ନାହିଁ
@basantasethy7816
@basantasethy7816 4 жыл бұрын
ମାଡାମ ଗଣ କାହିଁକି ଗପରେ ମାତିଛନ୍ତି ? ଜଦି ଜଣେ କିଛି କରିପାରୁଛନ୍ତି ତାଙ୍କ ପଛରେ କାହିଁକି ପଡିଛନ୍ତି .....ଜେତେ ବାବା ଓଡ଼ିଶାରେ ଥିଲେ କାଇଁ ତାଙ୍କୁ ଏପରି ଟିଉସନ କରୁନଥିଲେ ....
@ranjanbehera9162
@ranjanbehera9162 4 жыл бұрын
Right
@scarylol3234
@scarylol3234 4 жыл бұрын
Kain tamaku baba kan dei chi ki
@The_Real_OnlineEarning
@The_Real_OnlineEarning 4 жыл бұрын
Right
@somanath2986
@somanath2986 4 жыл бұрын
@@scarylol3234 to bapara kn gala
@niranjanrout7717
@niranjanrout7717 4 жыл бұрын
ସତରେ ଏ ଏଙ୍କର ମାନେ ବେକାର ଟାଇମ ପାସ କରୁଛନ୍ତି, ଚାଇନା ଜିନିଷ ଭାରତରେ, କି ଓଡ଼ିଶାରେ, କେମିତି ବନ୍ଦ ହେବ ସେ ବିଷୟରେ, ଆଲୋଚନା କରନ୍ତୁ ଲୋକ ମାନେ କେମିତି ସଚେତନ ହେବେ ସେ ବିଷୟରେ ଆଲୋଚନା କରନ୍ତୁ,
@crishevens6864
@crishevens6864 2 жыл бұрын
Bhai apono thik kohinchhonti kintu midia balanku kuhontu eporisibu no kuhontu,
@omchandpradhan5167
@omchandpradhan5167 5 ай бұрын
ସାମ୍ବାଦିକତା ନାଁ ରେ ଚାଟୁକାରିତା ପରି ଲାଗୁଛି...3G ଏନକାଉଣ୍ଟର
@sarbeswarbehera9649
@sarbeswarbehera9649 Жыл бұрын
ହଁ ମୁଁ ମାନୁଛି ବାବାଙ୍କର ଇଶ୍ୱର ଶକ୍ତି ଅଛି କିନ୍ତୁ କରୋନା ମହାମାରୀ ସମୟରେ କୁଆଡେ ଯାଇଥିଲେ..ହଜାର ହଜାର ନିରୀହ ଜୀବନ ଚାଲିଗଲା ?🙏
@kumarjena1367
@kumarjena1367 4 жыл бұрын
ଜର୍ଣ୍ଣାଲିଷ୍ଟ ମାନେ ଭାଷା ତ କହୁଛନ୍ତି, କିନ୍ତୁ ମଧୁରତା ନାହିଁ, ଆଉ........
@smrutiranjansahoo6398
@smrutiranjansahoo6398 4 жыл бұрын
Right
@smrutisethi1406
@smrutisethi1406 4 жыл бұрын
Third-Class media
@mpcriation7671
@mpcriation7671 2 жыл бұрын
Baba apana ଏମିତି କରନ୍ତୁ 3ଜଣ ଯାକ ଝିଅ ଜେମେତି ଆଉ କାହାରି ଆଗରେ ଯୁକ୍ତି ତର୍କ କରିପାରିବେ ନାହିଁ କି Life ଟାଇମ ପାଇଁ ପାଟି ବନ୍ଦ୍ କରିଦିଅ.... 🙏🙏
@buludhal4438
@buludhal4438 Жыл бұрын
😆😆😆
@user-sq7ej4wx9z
@user-sq7ej4wx9z Ай бұрын
ଏଡସ୍ ତମମାନଙ୍କ ହେଇଛି ବାବାକୁ ଭଲ ଭାବରେ କୁହ ଭଲ ହେଇଯିବା
@subhenupalai7296
@subhenupalai7296 6 ай бұрын
ଜଣେ ସମାଜ ର ଭଲ କରୁଛନ୍ତି ସେହିମାନେ ବାବା ର ଆଖ୍ୟା ଦିଅନ୍ତି।ସେ କୁହନ୍ତି ନି ଯେ ମୋତେ ବାବା ଡାକନ୍ତୁ।ବାବା ଆର୍ତତ୍ରାଣ ଠକୁଛନ୍ତି ବୋଲି ଆପଣଙ୍କ ପାଖରେ କ'ଣ ପ୍ରମାଣ ଅଛି ଦେଖନ୍ତୁ।
@bhagirathidasodisha.6934
@bhagirathidasodisha.6934 4 жыл бұрын
ଏ ଝିଅ ପିଲା ମନକୁ କଳିଙ୍ଗ ଟିଭି ରେ ନିଯୁକ୍ତି ଦେଇ ସାଧାରଣ ରେ ଆପଣଙ୍କ ଚାନେଲ ର ବଦନାମ କରୁଛନ୍ତି ତେଣୁ ଏପରି କାର୍ଯ୍ୟକ୍ରମ କରନ୍ତୁ ନାହିଁ ଲଜ୍ୟା କର ପିଲା ମାନେ ଏମାନଙ୍କର ନୀତି ନୈତିକ ଥିଲା ଭଳି କିଛି ସାଣ୍ଠନା ନାହିଁ
@biswakanhar9579
@biswakanhar9579 4 жыл бұрын
ଯେତେବେଳେ ମେଡିକାଲ କାମ ହାରିଯାଏ ସେହି ଠାରୁ ଏହି ଅନ୍ଧ ବିଶ୍ଵାସ ର କାମ ଆରମ୍ଭ ହୋଇଥାଏ ।
@sanjayakumarbehera3491
@sanjayakumarbehera3491 4 жыл бұрын
ଠିକ କହିଲେ ଆଜ୍ଞା
@ugresansagria9993
@ugresansagria9993 3 жыл бұрын
Yes sir
@bichitrabaral3016
@bichitrabaral3016 2 жыл бұрын
Ha bhai a pura sata mu bi athiki jaichi
@satyabrataroul6588
@satyabrataroul6588 2 жыл бұрын
ବାବୁ, ଏଇଟା ଅନ୍ଧ ବିଶ୍ବାସ ବୋଲି ତୁମେ ଜାଣିଲ କେମିତି? ତମେ ଯାହାକୁ ବାପା ବୋଲି ଡାକୁଛି, ତାହା ବିଶ୍ବାସ ରେ ଡାକୁଛ ନା ଅନ୍ଧ ବିଶ୍ବାସ ରେ ଡାକୁଛ।
@pitambersahoo2554
@pitambersahoo2554 2 жыл бұрын
ତମ ଛୋଟେ ମାରିଲେ ଜାଣିବୁ
@subhenupalai7296
@subhenupalai7296 6 ай бұрын
ଭଉଣୀମାନଙ୍କୁ ଅନୁରୋଧ ଆପଣଙ୍କୁ ଯେଉଁ ମାନେ ଆର୍ତତ୍ରାଣ ବାବା କଂ ବିରୁଦ୍ଧରେ କହୁଛନ୍ତି ସଳାକୁଂ ଲାଜ ନାହିଁ।ଭଉଣୀ ମାନେ ଯେଉଁ ପ୍ରଶ୍ନ କଲେ,ସେଥିରେ ସହମତି ନାହିଁ।ଡ଼ାକ୍ତର ଅର୍ଥ ତ ଗୋଟାଏ ବିଭିନ୍ନ ରୋଗୀ କୁ ଅଲଗା ଅଲଗା ଡ଼ାକ୍ତର ଦେଖନ୍ତି କାହିଁକି?କ'ଣ ଏତିକି ବି ଆପଣଙ୍କ ପାଖରେ ଗ୍ୟାନ ନାହିଁ।କେଉଁ ମାନେ ଆପଣଙ୍କୁ କେତେ ଟଙ୍କାରେ କିଣିଛନ୍ତି?ଏହାର ଉତ୍ତର ଦେବେ।
@Funnyvideosbyindia
@Funnyvideosbyindia Жыл бұрын
ବେ ରୋଗୀ ମାନଙ୍କୁ ଯାଇକି ପଚାର ସେମାନେ କଣ ପାଇଁ ଯାଉଛନ୍ତି
@tapurinkucreation8438
@tapurinkucreation8438 Жыл бұрын
ଏଇଟା 3G Encounter show ନୁହଁ, ଏହା Expose କରିବା ପାଇଁ ଗୋଟେ preplaning show
@prashantdalua8542
@prashantdalua8542 Жыл бұрын
Right
@anilkumarsahoo3210
@anilkumarsahoo3210 4 жыл бұрын
ପଚାରୁଛନ୍ତି ନା କଳି କରୁଛନ୍ତି ବେକାର ଝିଅଗୁଡାକ ଛି ଛି କନକ tv logic otv news ଠୁ ଶିଖ
@warldofficialgamer4306
@warldofficialgamer4306 2 жыл бұрын
Bekar jhia rak
@desicomedynayak
@desicomedynayak Жыл бұрын
Thanku sir
@mr.creativerobo4041
@mr.creativerobo4041 Жыл бұрын
Right
@dharanidharaparida6159
@dharanidharaparida6159 Жыл бұрын
@@desicomedynayak 0⁰
@jugalabehera5240
@jugalabehera5240 Жыл бұрын
Room.hari.oom.biswashi.bhagban.
@srikantprabhakarpatra6779
@srikantprabhakarpatra6779 Жыл бұрын
ଅନ୍ଧବିଶ୍ୱାସ କଥା ଭଗବାନଙ୍କୁ ତ କେହି ଦେଖିନାହାନ୍ତି , ତଥାପି ଲୋକ ମନ୍ଦିର ଯାଉଛନ୍ତି ପୂଜା କରୁଛନ୍ତି, ଯଜ୍ଞ କରୁଛନ୍ତି. ଏହାକୁ ମଧ୍ୟ ଆମେ ଲୋକଙ୍କୁ ଅନ୍ଧବିଶ୍ୱାସ କହିବା ?
@somanathdalei537
@somanathdalei537 29 күн бұрын
Very good baba artatrana
@Jyotiranjan1010Liton
@Jyotiranjan1010Liton 4 жыл бұрын
ବାବା ଠିକି କୋଉଛନ୍ତି ସତରେ ରୋଗ ଭଲ ହୋଉଛି ଆଉ ଝିଅ ମାନେ ବେକାରୀୟ ଯୁକ୍ତି କରୁଛନ୍ତି
@scarylol3234
@scarylol3234 4 жыл бұрын
Tamara kan bhala heichi
@risingabeast6745
@risingabeast6745 4 жыл бұрын
Jyotiranjan what a reply 😅😅😂😂😂😂😂😂😂
@alokbehera598
@alokbehera598 3 жыл бұрын
@@scarylol3234tankara bodhe Aids bhala heicchi🤣🤣
@RanjanKumar-fo3vg
@RanjanKumar-fo3vg 2 жыл бұрын
Tankar muda kharap heichi
@Jyotiranjan1010Liton
@Jyotiranjan1010Liton 2 жыл бұрын
@@alokbehera598 ଘୋଡା ଗେଇ
@madandehuri3440
@madandehuri3440 3 жыл бұрын
କିଲ ଭଉଣୀ ମାନେ ଆଗ ଜ୍ଞାନ ନା ଆଗ ବିଜ୍ଞାନ
@Madarshachap_maa_chudai_center
@Madarshachap_maa_chudai_center 2 жыл бұрын
😂😂😂
@desicomedynayak
@desicomedynayak Жыл бұрын
Amananku patha padhao vai
@desicomedynayak
@desicomedynayak Жыл бұрын
Tike suscribe karibe mote
@user-hv7yw7zx1d
@user-hv7yw7zx1d 7 ай бұрын
Baba apananku koti koti namaska
@alokdas7240
@alokdas7240 Жыл бұрын
ଆରେ ଶଳା ନିଜୁ ବାଲା ଙ୍କ କାମ କିଛି ନଥିବାରୁ ଏହି ଭଳି ବିମ୍ କରନ୍ତି ଏ ଶଳା ଭିକ ଦେବେନି ଥାଳ ଭାଙ୍ଗ ନ୍ତି
@somnathganguly6192
@somnathganguly6192 2 жыл бұрын
Baba is great.. Pranam baba
@janmejayasahani5608
@janmejayasahani5608 3 жыл бұрын
ଏ ୩ ଜଣ ଝିଅଙ୍କୁ ଟ୍ରିଟମେଣ୍ଟ ଦରକାର ଟଙ୍କା ‌ଦେଇ ପାଠ ପଢି ନାହାନ୍ତି
@arjunnaik4155
@arjunnaik4155 3 жыл бұрын
Arta trana baba many people have been recovering by your good Devine power you are really like a great person don't criticize on him let him Chace to service to the people
@abinashdas9906
@abinashdas9906 3 жыл бұрын
ଆଉ ଟଙ୍କା ଦେଇ ପାଠ ପଢ଼ିବେନି ଆଉ କଣ କୁଣ୍ଡା ଦେଇ ପଢ଼ିଥାନ୍ତେ କି ଏ ନମ୍ୱର୍ one ଚୋର ବାବା କଣ କହୁଛ ରେ
@brundabanlenka7315
@brundabanlenka7315 9 ай бұрын
ମାଡାମ ବାବା ଆର୍ତତ୍ରାଣକୁ ଏପରି କିଛିବି ଶବ୍ଦ କୁହନ୍ତୁନି. ଯଦି ଆପଣଙ୍କ ଜୀବନରେ କିଛି ବି ଅଘଟଣ ଘଟେ ସେ ସମୟରେ ବାବାଙ୍କୁ ଯୋଗାଯୋଗ କଲେ ଆପଣ ନିଜେ ଅନୁଭବ କରିପାରିବେ. ଜୟ ବାବା ଆର୍ତତ୍ରାଣ. 🙏🙏.
@happypani-bapi
@happypani-bapi Жыл бұрын
ଜୟବାବାଆତ୍ରତ୍ରାଣଙ୍କ ଜୟହଉ
@lalitadasee4441
@lalitadasee4441 4 жыл бұрын
କଳିଙ୍ଗ tv କର୍ମକର୍ତ୍ତାଙ୍କୁ ଅନୁରୋଧ ବାବା ଶବ୍ଦର ଅର୍ଥ ଓ English ଶବ୍ଦ କ'ଣ ଦୟାକରି କହିବେକି?
@Bkentertenment
@Bkentertenment 2 жыл бұрын
kzfaq.info/love/HVeqqsXV00T3b9OjWG7MDg
@kccradio2928
@kccradio2928 5 жыл бұрын
Non sense anchoring. Low grade of journalism.
@amlannayak1975
@amlannayak1975 4 жыл бұрын
Seriously horrible journalists!
@alokdas7240
@alokdas7240 Жыл бұрын
ଦବ୍ୟ ଶକ୍ତି ବେଧ୍ୟେଇ ମାନଙ୍କ ପାଇଁ ବାବା କର ଦରକାର
@meena........k5245
@meena........k5245 Жыл бұрын
😂😂😂
@jyotiranjanbhuyan4120
@jyotiranjanbhuyan4120 Жыл бұрын
Perfect/excellent answer given by Baba of all questions. Good Job...
@rasmitaparida8993
@rasmitaparida8993 Жыл бұрын
mo। 0,😊q see Z
@mohantymuraree2690
@mohantymuraree2690 5 жыл бұрын
Baba u r extremely supreme...
@debendrasoren1176
@debendrasoren1176 4 жыл бұрын
ମାଡାମ୍ ମାନଙ୍କର କଥା ବାର୍ତ୍ତା ଠିକ୍ ନାହିଁ ଆଉ.....
@surengraphics2084
@surengraphics2084 4 жыл бұрын
Yes ✅✅✅✅✅👍
@tapuswain5522
@tapuswain5522 4 жыл бұрын
@@surengraphics2084 kou Katha thik laguni baba nka micha karnama Dhara padi jauchi boli
@odiajhiasangita
@odiajhiasangita Жыл бұрын
ଦୁନିଆରେ ଏମିତି କିଛି ରୋଗ ନାହିଁ,ଯାହାକି ଭଲ ହେଇପାରିବନି।କିନ୍ତୁ ଆଜି କାଲିକା ଖାଦ୍ୟପେୟ,ଆଉ କର୍ମ ପାଇଁ ଲୋକ ଭୋଗୁଛନ୍ତି,କିନ୍ତୁ ଜାଣିପାରୁନାହାନ୍ତି।ଯଦି ଜାଣିପାରୁନାହାନ୍ତି ଏହି ରୋଗୀ ମାନେ ଶିକାର ହେଇଛନ୍ତି ଡାକ୍ତରମାନଙ୍କର ।ଏମାନେ ଲୋକମାନଙ୍କୁ ଲୁଟି ଚାଲିଛନ୍ତି କିନ୍ତୁ ଲୋକ ଏତେ ନିରୀହ ଲକ୍ଷ ଲକ୍ଷ ଖର୍ଚ୍ଚ କରି ମଧ୍ୟ ନିଜ ଲୋକଙ୍କୁ ବଞ୍ଚେଇ ପାରୁନାହାନ୍ତି।ଶାସ୍ତ୍ର,ଜ୍ଞାନ,ବିଦ୍ୟା,ପୋଥି,ଯୁଗ ଯୁଗରୁ ଅଛି,ଲୋକମାନେ ଆଗରୁ ଆୟୁର୍ବେଦିକ ଚିକିତ୍ସା ଆଉ ଝଡ଼ା ଫୁଙ୍କ ଦ୍ୱାରା ଭଲ ହଉଥିଲେ।କିନ୍ତୁ ମେଡିଆ ନିଜକୁ ବହୁତ ଜ୍ଞାନୀ ବୋଲି ଭାବି ନିଜର news ଚଂନେଲ ର ଉନ୍ନତି ପାଇଁ ସବୁ ଜିନସକୁ ଅନ୍ଧ ବିଶ୍ୱାସ କହି ଈଶ୍ୱରୀୟ ଶକ୍ତିର ମଜାକ ବନାଉଛନ୍ତି।
@rajumadhi1578
@rajumadhi1578 Жыл бұрын
ବାବା ମର୍କ ପାଖରେ ଞାନ ଚର୍ଚ୍ଚା କିଛି ମୂଲ୍ୟ ନାହିଁ ସେହି ପରି ଠିକେ ପାଠ ପଢ଼ି ଭଗବାନ ବିଶ୍ଵସ୍ତ ନାହିଁ
@sidheswarsahoo2790
@sidheswarsahoo2790 5 жыл бұрын
😂😂😂😂 What a comedy interview.. Hasi hasi peta darja heigalani.. 🤣🤣🤣🤣🔥🔥🔥
@abhilipsanayak9693
@abhilipsanayak9693 3 жыл бұрын
Baba nku covid hospital nia
@prakashswain6561
@prakashswain6561 Жыл бұрын
Tamaku geha darakara
@gandharbanayak2764
@gandharbanayak2764 5 жыл бұрын
ସତ୍ୟର ହେବ ଜୟ
@hemantakumarsahoo3204
@hemantakumarsahoo3204 Жыл бұрын
Start with that you a
@munaaman2309
@munaaman2309 Жыл бұрын
ଏ ସବୁ ବୁଢୀ ଟୋକି ମାନଙ୍କର ପଚାରିବା ଶୃଙ୍ଖଳା ଜଣା ନାହିଁ ଏମାନେ ନିଜକୁ ବଡ ରିପୋର୍ଟର ଭାବୁଛନ୍ତି
@prasantkumardas1265
@prasantkumardas1265 21 күн бұрын
Artatrana baba really gotie super tautar
@sumitrabalabantaray0977
@sumitrabalabantaray0977 2 жыл бұрын
ଓଁ ନମଃ ଶିବାୟ ,ଧନ୍ୟବାଦ ବାବା
@desicomedynayak
@desicomedynayak Жыл бұрын
Sibaya sibaya ji
@desicomedynayak
@desicomedynayak Жыл бұрын
Didi tike suscribe karibe mote plze
@dinabandhu9772
@dinabandhu9772 4 жыл бұрын
ଶାଳୀ ଭୁଶୁଣ୍ଡି ମାନେ ତୁମକୁ କିଏ ଗିହାଇଲା ଜେ ଏତେ ଚେଲାଉଚ ଦାରି ମାନେ
@The_Real_OnlineEarning
@The_Real_OnlineEarning 4 жыл бұрын
😀😀😀
@stakmenmeswa4406
@stakmenmeswa4406 4 жыл бұрын
Jia pacharuchhi Tara aja ra aja ku dekhichhi ki,
@balaramupadhyay
@balaramupadhyay 3 жыл бұрын
😁😁😁😁😀
@madhusudannayak9242
@madhusudannayak9242 2 күн бұрын
ଏ ତିନି ଜଣ ମହିଳା ସାମ୍ବାଦିକା ହିନ୍ଦୁ ନୁହନ୍ତି ହେତୁବାଦୀ ଯାହାଙ୍କର ବାପା ନିଶ୍ଚିତ ଜଣେ ମୁସଲମାନ ବା ଖ୍ରୀଷ୍ଟିଆନ ହୋଇଥିବେ, ଆମ ଆର୍ଯ୍ୟ ସମାଜରେ ବାବାଙ୍କ ସ୍ଥାନ ବହୁ ଉପରେ ଥିଲା ଆଉ ଏବେ ମଧ୍ୟ ଅଛି, ଜୟ ଜଗନ୍ନାଥ 🙏🙏🙏
@vivekmohapatra143official9
@vivekmohapatra143official9 Жыл бұрын
ଶଳା ଅଭଦ୍ର ଛୁଆ ଗୁଡ଼
@situbehera5717
@situbehera5717 Ай бұрын
Jay baba artatran🙏🙏🙏🚩🚩🚩jay jagannath 🙏🙏🙏🚩🚩🚩⭕‼️⭕
@satyabrataroul6588
@satyabrataroul6588 2 жыл бұрын
Baba has rightly answered all questions of witty girls. Thanks to Baba.
@gyanasahoo4
@gyanasahoo4 Жыл бұрын
Ata fake baba Khali paisa nauchi ...janaka 300 tanka nauchi kichi Kam karuni Khali mo pakha ku asa au thra ku 300 diya ..
@swostipragyanmohapatra272
@swostipragyanmohapatra272 Жыл бұрын
@@gyanasahoo4 oh tume jaeicha ki seithi ki
@rupalicreation629
@rupalicreation629 Жыл бұрын
@@gyanasahoo4 right ama ku bi seiya kahile but sethi thik hauchi ghar ku asile jou katha ku seiya 😭😭
@jitendramallik7817
@jitendramallik7817 11 ай бұрын
​@@gyanasahoo4right bro
@pkr6372
@pkr6372 4 жыл бұрын
Very very very poor interview... Try to improve
@user-qu5pm4zy6c
@user-qu5pm4zy6c 6 ай бұрын
ଭହୁତ ସୁନ୍ଦର ବାବା ଆର୍ତ୍ତତ୍ରାଣ
@user-ne2kd4tf1m
@user-ne2kd4tf1m 25 күн бұрын
i am Koraput distik mu kahuchi tu bhanda baba bhari sotiya baba
@santoshdash9323
@santoshdash9323 2 жыл бұрын
Best line by Baba-"Apanamananku miyamar Kain dakibe, Sethi jae kan karibe" 😂
@sekhsirajul7157
@sekhsirajul7157 Жыл бұрын
Tate kehi dakichanti miyamar...
@chikumikufamily1038
@chikumikufamily1038 Жыл бұрын
Baba Frud bhai mu jaithhili ,300 fees then Mora kn heichi roga mu kahite deleni loka adhika boli ,au sethika lokanku bi pacharili ,Sabu kahile Kichhi Minutes pain bhala hauchanti ,sie bi Sabu loka nuha Kehi beleive kariki jaaa aaaa ni re
@jyotiranjanbehera5157
@jyotiranjanbehera5157 5 жыл бұрын
Baba gote mantra upload karidia jaha deha kharap haba se download kari suniba. Au medical jibaku padibani.
@thesuccesspointcoachingcen233
@thesuccesspointcoachingcen233 5 жыл бұрын
Superb
@punamdalai8171
@punamdalai8171 5 жыл бұрын
✔ right
@pamiliku6785
@pamiliku6785 Жыл бұрын
Baba apana bhala kama kebala karantu... bhagwan mangala karantu
@toofankumar1834
@toofankumar1834 5 ай бұрын
କେବଳ ଏହି 3 ଜଣଙ୍କର ପାଇଁ ମୁଁ କଳିଙ୍ଗ news ଆଜିଠୁ ଦେଖିବା ଛାଡ଼ିଲି,ଆଗେ ଜଣେ ଜଣେ ସାମ୍ବାଦିକ ହୁଅ, କଥା କହିବା ଶିଖ, preparetion ହୁଅ ତା ପରେ tv ରେ ବାହାରିବ
@pratapsinghbhatra1828
@pratapsinghbhatra1828 Жыл бұрын
ବାବା ଆର୍ତ୍ତତ୍ରାଣ କହିବାଟା ଠିକ୍,🙏🙏🙏
@jagannathcreationbyprakash8892
@jagannathcreationbyprakash8892 3 жыл бұрын
ବାବା ଠିକ୍ ଅଛି।।🙏🏻🙏🏻🙏🏻
@desicomedynayak
@desicomedynayak Жыл бұрын
Currect vai
@SUBHRANSU99
@SUBHRANSU99 Жыл бұрын
ଲୋକଙ୍କ ଭୁଲ୍ , ଲୋକମାନେ ବାବା banauchhanti
@pitamberboitai5638
@pitamberboitai5638 6 ай бұрын
ଏ ନାରୀ ମାନେ ଦୈଵ୍ୟ ଶକ୍ତି କଣ ଜାଣି ନାହାନ୍ତି... କଥା ବାର୍ତା ନା ଝଗଡା କରୁଛନ୍ତି... ଯେପରି ଗୋଟିଏ ଚୋର କୁ ପଚାରୁ ଛନ୍ତି
Rani Panda || 3G ENCOUNTER || Kalinga TV
25:37
Kalinga TV
Рет қаралды 2,4 МЛН
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН
Fortunately, Ultraman protects me  #shorts #ultraman #ultramantiga #liveaction
00:10
Bony Just Wants To Take A Shower #animation
00:10
GREEN MAX
Рет қаралды 7 МЛН
PEDRO PEDRO INSIDEOUT
00:10
MOOMOO STUDIO [무무 스튜디오]
Рет қаралды 11 МЛН
Kuna Tripathy, Actor || 3G ENCOUNTER || Kalinga TV
26:22
Kalinga TV
Рет қаралды 617 М.
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН