Babi will be removed from the team | ଦଳରୁ ହଟିବେ ବବି | The Quiver News

  Рет қаралды 262,681

THE Quiver News

THE Quiver News

Ай бұрын

ବିଜେଡିର ସଂଗଠନ ସମ୍ପାଦକ ଦରୁ ବବି ଓରଫ ପ୍ରଣବ ପ୍ରକାଶ ଦାସ ହଟିବେ । ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ପୁରୁଖା ନେତା ସଞ୍ଜୟ ଦାସବର୍ମାଙ୍କୁ ବସାଇବା ପାଇଁ ଯୋଜନା ଚାଲିଛି । ଏଥିରେ କାଳେ ଅନେକ ବିଧାୟକ ବି ହଁ ମାରିଲେଣି । ହାରିବା କାରଣ ଖୋଜା ବୈଠକ ପରେ ବବିଙ୍କୁ ତଡ଼ିବା ପାଇଁ ଯୋଜନା ହୋଇଛି । ଦଳର ମୁଖିଆ କାଳେ ଏକଥା ଚାହୁଁଛନ୍ତି । ମାତ୍ର ତାଙ୍କୁ ରୋକିଛନ୍ତି ଭିକେ ପାଣ୍ଡିଆନ । ବବି ବିଦା ହେଲେ ଅନେକ ଗୁପ୍ତ ଡିଲ ପଦାକୁ ଆସିଯିବ । ତେଣୁ ଚାଲିଛି ଗୋଳମାଳ । ସେପଟେ ଦଳର ପାୱାରଫୁଲ ଗୋଷ୍ଠୀ ବବିଙ୍କୁ ତଡ଼ିବାକୁ ଜିଦ କଲେଣି ।
#thequiver #thequivernews #odianews #odishanews #babimishra #election2024update #politicalnews #odishapolitics #cmo,#mohanmajhi #naveenpattnaik
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZfaq! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 202
@jagannathmishra5300
@jagannathmishra5300 Ай бұрын
ବବି ଦାସ ଆଉ ପାଣ୍ଡିଆନ ଦିଟା ଯାକ ଭୋଗିବେ। ଯେମିତି କରିଥିଲେ ସେମିତି ଭୋଗିବେ।
@SmashEnough
@SmashEnough Ай бұрын
Yhank you for your comments and suggestions
@bijaylaxmipanda6402
@bijaylaxmipanda6402 Ай бұрын
Thanks 👍
@BirendraNath-zf3tc
@BirendraNath-zf3tc Ай бұрын
​@@bijaylaxmipanda6402😊
@arunmohanty4703
@arunmohanty4703 Ай бұрын
ବବି ହଟା ଅ ବିଜେଡି ବଞ୍ଚାଓ
@jagannathsahoo6022
@jagannathsahoo6022 Ай бұрын
ବବି. ପାଣ୍ଡିଆନ. ସସ୍ମିତ ପାତ୍ର.ଯୋଉ ମନ୍ତ୍ରୀ ହାରିଛନ୍ତି. ସେମାନଙ୍କୁ ଦଳ ରୁ ହଟାଓ. ଏମାନେ ପରମ ଚୋର.
@SmashEnough
@SmashEnough Ай бұрын
ବବି ଦାସ କୁ ପାଣ୍ଡିଆ ନ ର କ୍ରୀତଦାସ ପଦବୀରେ ନିଯୁକ୍ତି ପାଇଁ ବିଜେଡି ଦଳ ସୁପାରିଶ ନିଷ୍ପତ୍ତି ନେଲେ ବବି ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବ
@bibekanandaparida4252
@bibekanandaparida4252 Ай бұрын
ବିଜେଡି ଲୋପ ପାଇବ ଓଡିଶାରୁ
@SmashEnough
@SmashEnough Ай бұрын
Thank you for your comments and suggestions
@bijaylaxmipanda6402
@bijaylaxmipanda6402 Ай бұрын
Thanks 👍
@SmashEnough
@SmashEnough Ай бұрын
@@bijaylaxmipanda6402 thank you for your comments and suggestions
@gajendramallick5639
@gajendramallick5639 26 күн бұрын
Paiba darkar ..
@user-rabi317
@user-rabi317 Ай бұрын
ସଞ୍ଜୟ ଦାସବର୍ମା ଯୁଆଡ଼େ ଜିବ ସେ ଦଳ ହାରିବ।
@TheTraveller21144
@TheTraveller21144 Ай бұрын
😂😂😂😂😂
@bijayalaxmibehera6404
@bijayalaxmibehera6404 Ай бұрын
😊😊​@@TheTraveller21144
@azubizu2534
@azubizu2534 Ай бұрын
ଜଗନ୍ନାଥଙ୍କୁ ଭିକାରି କଲା ବିଜେଡ଼ି ଦଳ ଓଡ଼ିଆ ର ମାନ ସମ୍ମାନ ହେଲା କଲବଲ
@bibhutibhusannayak6445
@bibhutibhusannayak6445 Ай бұрын
right
@dhamirona8662
@dhamirona8662 Ай бұрын
ଅତିଶୀଘ୍ର ବିଦା ହେବା ଆବଶ୍ୟକ
@shubhramanyutarai4963
@shubhramanyutarai4963 Ай бұрын
କ୍ରୀତ ଦାସ କୁ ବିଦା କର
@keshabchandra6997
@keshabchandra6997 Ай бұрын
ବହୁତ୍ ଭଲ କଥା, ଠିକ୍ ନିଷ୍ପତ୍ତି ସେ ମଣିଷ କୁ ମଣିଷ ଭାବନ୍ତି ନାହିଁ ଖୁବ୍ ଖରାପ ବ୍ଯବହାର
@sangramnayak93
@sangramnayak93 Ай бұрын
Thik
@abhilash607
@abhilash607 Ай бұрын
ଶୀଘ୍ର ବବି କୁ ହଟା ଯାଉ.. କେନ୍ଦୁଝର ଜିଲ୍ଲା କୁ ଲୁଟ କରିଛି.. କେନ୍ଦୁଝର ବିଜେଡି କୁ ଭାଙ୍ଗି ଟଙ୍କା ଲୁଟ କରିଛି ବବି
@swastiprasaddas5508
@swastiprasaddas5508 Ай бұрын
ଭଲ କି ଚିନ୍ତା ଭାବନା କରି ବଛା ବଛା 4 ଜଣକୁ ହଟାଇଲେ ଦଳ ସୁଧୁରି ଯିବ.
@bhupendrasamal8637
@bhupendrasamal8637 Ай бұрын
Sanjya,Arun& Atanu are more dangerous than Bobby
@gajendramallick5639
@gajendramallick5639 26 күн бұрын
Savine bada bada kelenkari...hotao bjd banchao....
@jayantmaharana643
@jayantmaharana643 Ай бұрын
ଦଳ ରହୁଛି କି ନା ନାହିଁ ଦେଖ ଆଗ 😄
@99Boss328
@99Boss328 Ай бұрын
Vala decision Se manisa ku durei ଦିଅନ୍ତୁ ସେ ପୋଷ୍ଟ ରୁ Se post paen se jogya ନୁହନ୍ତି
@Manoranjansahoo34680
@Manoranjansahoo34680 Ай бұрын
କଣ ଏବେ ଅଯୋଗ୍ୟ ହୋଇଗଲେ?
@dillipnayak9305
@dillipnayak9305 Ай бұрын
Arun gote criminal
@sagarikaswain-zr8gu
@sagarikaswain-zr8gu Ай бұрын
Bobby Bhai ra parama bhakta Lenin Babu kuade gale
@neeladribhushanamishra4243
@neeladribhushanamishra4243 Ай бұрын
ସଭାପତି ପଦ ରୁ ନବୀନ ଙ୍କୁ ମଧ୍ୟ ହଟାଯାଉ
@gajendramallick5639
@gajendramallick5639 26 күн бұрын
Bilkul...hotajau...
@santanukumarbisoi877
@santanukumarbisoi877 Ай бұрын
Pratapdev, pandian, pranabprakash, PRASANAACHARYA , PRAMILAMALLIK, prafula mallik, are working like pyaari m
@srikantaharichandan1464
@srikantaharichandan1464 Ай бұрын
Excellent presentation my dear sister
@chandankumarjena7487
@chandankumarjena7487 25 күн бұрын
ସମସ୍ତଙ୍କୁ ବିଜେଡି ଦଳରୁ ତଡ଼ି ଦିଅ, ଆଉ ସେମାନେ ଯାଇ ବିଜେପି ଦଳରେ ସାମିଲ ହେଇ ରାଜନୀତି କରନ୍ତୁ
@chittaranjanmallick5521
@chittaranjanmallick5521 Ай бұрын
Very good decision
@jatadharibehera3067
@jatadharibehera3067 Ай бұрын
ବହୁ ଆଗରୁ ଏ ଦୁହିଁଙ୍କ ପତିଆରା ସ୍ୱୀକାର କରି ଲୁଟି ଖାଉଥିଲ, ଏବେ ଦଳ ହାରିଗଲା ବୋଲି ତାଙ୍କ ପଛରେ ପଡ଼ି ମୁହଁ ଖୋଲୁଛ, ଲଜ୍ଜା ଲାଗୁନାହିଁ ଦିନ ଥିଲା ତାଙ୍କର ବଶ୍ୟତା ସ୍ୱୀକାର କରୁଥିଲ l ମନେରଖ ତୁମ ସମସ୍ତଙ୍କର ଗୁପ୍ତ ପାଞ୍ଜି ସେ ପାଣ୍ଡୁ ପାଖରେ ସାଇତା ହୋଇ ଅଛି, ସମସ୍ତେ ଜେଲ୍ ଯିବ l
@gajendramallick5639
@gajendramallick5639 26 күн бұрын
Pandu heuki goba gandu sedunhe dalara karmi thileki nahi...turanto dhrudha padakshep niajau...
@YoutubeShorts-pf1tx
@YoutubeShorts-pf1tx Ай бұрын
Pandian Tamil Chora ku Prathame hatao tapare
@samirpattanaik7789
@samirpattanaik7789 Ай бұрын
FUTURE POLITICS BETWEEN BJP & CONGRESS ONLY. BJD WILL CLOSE ONLY FOR TWO PEOPLE'S.
@suprabhatpandab7615
@suprabhatpandab7615 Ай бұрын
Sanjay das is good people please Nabi patnyak sir please i am kendrapara people we have been working sanjay das varma
@user-ce6zc7zh6n
@user-ce6zc7zh6n Ай бұрын
Very good
@pkmishra6256
@pkmishra6256 23 күн бұрын
Correct step. 👍🏾
@user-ur7ph8bu4n
@user-ur7ph8bu4n Ай бұрын
Koti koti tanka Boby Das pandian Dai.
@hulashmajhi7571
@hulashmajhi7571 Ай бұрын
ଦଳରୁ ଖୁନିଆସାମିକୁ ବବି, ଅରୁଣ ପ୍ରତାପ,ଆଳୁକୁ, ଏହିଭଳି ଅନେକ ହତ୍ୟା ଓ ଦୁନିତି ନେତାଙ୍କୁ ହଠାଓ ଓଡ଼ିଶା ବଚାଓ
@user-dp8ou6kq6g
@user-dp8ou6kq6g Ай бұрын
ଦଳର ଧ୍ବଂସ ଅନିର୍ବାର୍ଯ୍ୟ😂😂😂
@ajayasahoo2010
@ajayasahoo2010 Ай бұрын
Right decision
@user-cu7id5si3p
@user-cu7id5si3p Ай бұрын
Right
@dr.birendrabiswal2086
@dr.birendrabiswal2086 Ай бұрын
The future of BJD is uncertain. I am in favor of constituting a committee to know who can lead the party.
@prafullakumarsahoo2639
@prafullakumarsahoo2639 Ай бұрын
ବିଜେଡି ଦୁଇଭାଗ ନିଶ୍ଚିତ
@tapankumardehury7852
@tapankumardehury7852 24 күн бұрын
Vala heba
@yudhisthir123
@yudhisthir123 Ай бұрын
Rigit katha👍👍👍👍👍👍👍
@basantkumarpradhan1709
@basantkumarpradhan1709 29 күн бұрын
ଯଦି ରାଜ୍ୟ ଭାଜପା ସଠିକ ପରିଚାଳନା କରେ ତାହେଲେ ବିଜେଡି ଇତିହାସ ପାଲଟିଯିବ କିନ୍ତୁ କଥାହେଲା ଭାଜପା ରେ ଯେଉଁ ଗୋଷ୍ଠୀ ନୀତି ରହିଚି ସେ ଭିତରୁ ଦଳ ବାହାରି ଭାଜପା ର ପ୍ରକୃତ ନୀତି ଆଦର୍ଶ ରେ ଯଦି ପରିଚାଳିତ ହୁଏ ତେବେ ବିଜେଡି ନିଶ୍ଚିହ୍ନ ହେଇଯିବ। କିନ୍ତୁ ଆଜିତାରିଖରେ ଯେତିକି ଭାଜପା ନେତା ଅଛନ୍ତି ଅଧିକାଂଶ ଆମେ ଦିନରେ ବସନ୍ତ ରାତିରେ ମାଳତୀ...ବାକି ରାଜନୀତିରେ ରୁଚି ରଖୁଥିବା ବନ୍ଧୁମାନେ ସମସ୍ତେ ଅଳ୍ପେ ବହୁତେ ଅବଗତ ନିଶ୍ଚିତ। ଜୟ ଜଗନ୍ନାଥ 🙏
@shrutik3473
@shrutik3473 Ай бұрын
Ranendra Swain ji or Sanjay Das ji look like they have strong voices and are experienced. Keep both of them if required even more numbers if organization has to be rebuilt.If one party can keep two deputy C. M other party can also think about it posts. Remove present Organization secretary. He likes BJP leaders cum business men more like Dilip Babu. He wanted Dilip Babu to make C. M and wanted to secure his Deputy C. M post and is heard still supporting him internally.High time to take high step against such infilterations whoever is damaging any party.
@beinghuman.143
@beinghuman.143 29 күн бұрын
Good decision
@bhagabanrana4898
@bhagabanrana4898 Ай бұрын
ଏ ହାରାମୀକୁ ଦଳରୁ ତୁରନ୍ତ ତଡ଼ିଦେବା ଉଚିତ, ଦଳ ପାଇଁ ଭଲହେବ 🙏🏻🙏🏻🙏🏻
@subhransuroutray6291
@subhransuroutray6291 Ай бұрын
Jaldi sanghathan sampadaka pada ku raja swain ku karajau karana se sabuthu senior and lagataar 8 thara jitileni
@jhunumandal6864
@jhunumandal6864 Ай бұрын
jay Nabin babu miss u my Best cm🎉🎉🎉
@bipinbiharinayak5973
@bipinbiharinayak5973 Ай бұрын
Jete sighra seitaku biday kar Aruna raja nku biday kar turanta
@niranjanpradhan8299
@niranjanpradhan8299 Ай бұрын
ଜୟ ବିଜେଡି ପୁଣି ଉଠିବ
@brahmaachary3955
@brahmaachary3955 Ай бұрын
ବବି ଏବଂ ପଣ୍ଡିଅନ କୁ ବିଜେଡି ଦଳରୁ ନିଲମ୍ବିତ କରାଯିବା ଦରକାର,
@nilokantha7343
@nilokantha7343 Ай бұрын
Sobu pandu pai amiti hela
@devaprasadudayasingh9943
@devaprasadudayasingh9943 Ай бұрын
❤❤
@nareshpattnaik2454
@nareshpattnaik2454 Ай бұрын
ଏଦୁଇ ଆରକ୍ ଚୋର ନବୀନ ବର୍ତ୍ତମାନ ବିଜୟ ମହାପାତ୍ର ଙ୍କୁ ଡାକି ଦଳର ପୁରା ଦାଇତ୍ୱ ଦିଅନ୍ତୁ ଯଦି ସେ ରାଜି ହୁଅନ୍ତି ସବୁ ଚୋର ଧରା ହେବେ ଓ ସ୍ଥିତି ବଦଳି ପାରେ ନବିନ ବାବୁ ଦଳରୁ ମଡ଼ର୍ର କରି ଝିଅ କେଶେରେ ଜଡ଼ିତ ଚୋର ଙ୍କୁ ହଟନ୍ତୁ
@keshabchandra6997
@keshabchandra6997 Ай бұрын
ପ୍ରତାପ ଦେବ ବି ଭଲ ବ୍ୟବହାର କର ନ୍ତି ନାହିଁ
@saradaprasadmallick6751
@saradaprasadmallick6751 Ай бұрын
800 କୋଟି ରୁ ଅଧିକା ତଥା ବେହିସାବ ପାଣ୍ଠି। ଏତେ ଟଙ୍କା 😮😮😮
@kalyanpanda5885
@kalyanpanda5885 Ай бұрын
ଅରୁଣ... ଣ୍ଡି ରେ ଜବର କିଳା
@pranatisamantaray144
@pranatisamantaray144 Ай бұрын
A ta thik nuhna Bobby Paine BJD harini Pandian ku Biswas Kari Nabin Babu nku pakhare rakhibaru BJD harila
@user-gv3pl6bm9t
@user-gv3pl6bm9t Ай бұрын
Jaldi hatao
@user-tp2uh8rr2q
@user-tp2uh8rr2q Ай бұрын
Bhai deha rey hatha deley kounishi kermi kebey heley dala ku biswasa karibey nahi.
@ajaykumarmangaraj6338
@ajaykumarmangaraj6338 Ай бұрын
Harele ta bahare jiba bhala
@subhransuroutray6291
@subhransuroutray6291 Ай бұрын
Emiti bada badi huani nahele 2029 purabaru bjd history heijiba karana tamara regional party
@bubusuppliers8770
@bubusuppliers8770 Ай бұрын
ବିଜେଡି ସରିଗଲା.... 1/2 ବର୍ଷ ରେ, ନେତା କଂଗ୍ରେସ, bjp ରେ ମିଶିଯିବେ . so no discussion on BJD
@PradeepKumar_yt
@PradeepKumar_yt Ай бұрын
ବାହାର କରିବା ଦରକାର
@tusarpanda5148
@tusarpanda5148 Ай бұрын
ବିନାଶ କାଳେ ବିପରୀତ ବୁଦ୍ଧି😮 ବବି କୁ ତଡିଲେ ବିଜେଡି ଲୋପ ପାଇଯିବ
@sangramkar1198
@sangramkar1198 Ай бұрын
BJD has always been synonymous to NAVIN but the party has been managed by three musketeers since many years. This tradition should be changed to save BJD from sabotage. BJD is still popular at the grass root level. All the leaders at the helm of affairs of BJD should have an introspection at this juncture.
@sampadakumar8342
@sampadakumar8342 28 күн бұрын
Now naveen pattnaik is a Dhritarashtr
@lalpatimohanta571
@lalpatimohanta571 Ай бұрын
ନନ୍ଦ ବଂଶ ଧ୍ୟଂଶ ହେବ ଏଥିରେ ସନ୍ଦେହ ନାହିଁ ।
@sadanandaparamguru6466
@sadanandaparamguru6466 Ай бұрын
Kahaku kadib kain milib samasthe jaganatha guharikar se rakhakaribe nabinjindabad
@sankarnaik2915
@sankarnaik2915 Ай бұрын
ସମୀକ୍ଷା କରାଯିବା ଦରକାର..
@pandaabinash
@pandaabinash Ай бұрын
Eta param maghia aripain Bhadrak seat re asit ku nadei Paisa nei prafull ku ticket dela jaha falare Bhadrak seat harile au gote bhala neta dalaru gala
@swaincreationentertainment
@swaincreationentertainment Ай бұрын
I think the 400cr deal is going to work.....
@MunaPanda-vn6xf
@MunaPanda-vn6xf Ай бұрын
💯💯💯yes
@s.sgamer1361
@s.sgamer1361 Ай бұрын
35 year khatila pare pension nahin block grand teacher nkar teacher nk abhisap padichi Babi upare
@bimaldash2987
@bimaldash2987 Ай бұрын
sethiru Seashore Group ra amnt kete, se amnt keunthi achhi
@user-es3fn9dc5u
@user-es3fn9dc5u Ай бұрын
ଭଲ ହେବ, କିନ୍ତୁ ଗୁମାସ୍ତା କ୍ରୀତଦାସ କୁ ଛାଡିବ ତ?
@yudhisthir123
@yudhisthir123 Ай бұрын
Jay nabin🥦🥦🥦🥦🥦
@manojray4364
@manojray4364 Ай бұрын
Murkha sabu rajaniti karuchanti block and Panchayat level re
@Satrughan479
@Satrughan479 Ай бұрын
IF SUSANTA SING BJD PRESIDENT AND BABI DASH HELPER MAY BE ALL IS WELL 😅
@somanathamanta705
@somanathamanta705 Ай бұрын
SABAS MOHAN SIR CM
@subhransuroutray6291
@subhransuroutray6291 Ай бұрын
Jadi bobby bhai ku hateiba aau kahaku bi kala nabeena babu tahele dala ra 90 percent sanghaathak chadibe bjd tapare dala aau rahibani becareful bjp bi chuncgu emiti hele se jitichaliba bjd bhaliaa
@niranjanbiswal4414
@niranjanbiswal4414 Ай бұрын
BINASHA NISCHINTA BJD PARTY LEADERS SHOULD BE CONFIRMED THAT THERE IS NO LEADER LIKE BOBY DAS in BJD😂😂😂😂😂
@Manoranjansahoo34680
@Manoranjansahoo34680 Ай бұрын
ଯାହାବି କରନ୍ତୁ ଦଳକୁ ବଞ୍ଚାଇବା ଅସମ୍ଭବ, ବିଜେଡି 33 ଖଣ୍ଡ ହେବା ଥୟ, ଅଯୋଗ୍ୟ ନବୀନବାବୁ ରାଜ୍ୟ ସହିତ ଦଳକୁ ସମ୍ପୂର୍ଣ୍ଣ ଅସଜଡ଼ା କରିଦେଇଛନ୍ତି, ନା ଦଳପାଇଁ ନେତା ସୃଷ୍ଟି କଲେ ନା ରାଜ୍ୟର ବିକାଶ, କେବଳ ଲକ୍ଷ ଲକ୍ଷ କୋଟି ଟଙ୍କାର ଭ୍ରଷ୍ଟାଚାର ଦୁର୍ନୀତି କରି ବାପକୁ ମାରି ଦାଦି ପୋଷିବା ନ୍ୟାୟରେ କେବଳ ଅଣଓଡ଼ିଆଙ୍କୁ ପୋଷିଲେ, ରାଜ୍ୟର ଅସ୍ମିତା ସହିତ ଖେଳିବା ପରେ ମହାପ୍ରଭୁଙ୍କୁ ବି ଅପମାନିତ କରିବାକୁ ପଛାଇଲେ ନାହିଁ, ତାର ଫଳତ ଭୋଗିବାକୁ ହେବ, ଆଉ ଦଳର ଚାଟୁକାର ନେତାମାନେ ଏତେ ଅହଙ୍କାରୀ ହୋଇଯାଇଥିଲେ ଯେ ଧରାକୁ ସରା ମନେକରୁଥିଲେ, କେବଳ ଗୋଟିଏ ଝଟକାରେ ପାଗଳ ପରାଏ ହୋଇଗଲେଣି
@nareshpatro7986
@nareshpatro7986 Ай бұрын
Se bada leader nathile eithi Kichi nahi power nahi ta BJD nahi Pandian kuade gala ki taku khoja Navin is responsible se nije harile aau Navin naa re vote nahi bhala parthi hele jitibe
@sagarikaswain-zr8gu
@sagarikaswain-zr8gu Ай бұрын
Abe Kain sasmit patra.lenin mohanty kichhi kahunahanti
@nilu-vi3zb
@nilu-vi3zb Ай бұрын
Naveen pare bjd delete heijiba
@WolfRaider999
@WolfRaider999 Ай бұрын
ସବୁ ମିସିଲେ ବି ବବି ର ବାଳ କିଛି ଉପାଡି ପାରିବେନି। ନିଜ ଜାଗାରୁ ଜିତିପରୁନ ଦଳ ନା ବାଳ ଚଲେଇବ।
@sangramnayak93
@sangramnayak93 Ай бұрын
Sun bahu rathi maharathi galeni babi ta chhua ta mg Power nahi ebe kemiti gandi mareiba dekh Babi aau ta family ra Aukat achhi na jitibara ete chhodi kan pai
@Onlyvibrationdj
@Onlyvibrationdj Ай бұрын
ହଟାଓ ବବି କୁ ଯଦି ନ ହଟିବେ ବଜେପି ରେ ମିଶିଯାଅ
@harekrishnatripathy7344
@harekrishnatripathy7344 Ай бұрын
Biparjaya paain pandu and baby daai. Mla hoi c.m. tu bi aau aayas life chaluthile. Dekha panthi 800cr hele Adekha panthi hisab nahi. Seita pandu o baby pakhare rahijiba
@buddhadevbarik2570
@buddhadevbarik2570 Ай бұрын
Baby dash B j D ra great purusha
@rasikpattnayak140
@rasikpattnayak140 Ай бұрын
Sanjay is not fit
@gopalkrishnapattnaik5313
@gopalkrishnapattnaik5313 Ай бұрын
Pranab prakash Das should remain in BJD , SHOULD NOT BE SECRETARY. VK PANDIAN SHOULD NOT FACE PUBLIC. X,Y, Z , OR PANDIAN MAY MANAGE OFFICE.. NAVEEN BABOO MUST MIX WITH PUBLIC & PARTY WORKERS & GUIDE BJD. .. HE IS REQUESTED TO KEEP CLOSE CONTACT WITH 30 DISTRICT LEADERS . BJD IS ONLY REGIONAL PARTY OF ODISHA . IT SHOULD IMPROVE.
@mdjikria9657
@mdjikria9657 Ай бұрын
Black roze gharichhi. Naba das mordarcase gharichhi
@khitishkumaracharya322
@khitishkumaracharya322 Ай бұрын
Jadi epari hue se bjp ku jibe bjp tanku kolei naba.
@smitaranibehera1303
@smitaranibehera1303 Ай бұрын
Arun das kana vala pari maa ku nya dainathila
@subhransumaharana3691
@subhransumaharana3691 Ай бұрын
ସର୍ବମୋଟ 30 ହଜାର କୋଟି ଶୁଣିବାକୁ ମିଳୁଛି । କିନ୍ତୁ 800 କୋଟି ବାହାରେ ରହିଛି । ବାକି 29200 କୋଟି କୋଉଠି ରହିଛି ??
@amagiha1046
@amagiha1046 Ай бұрын
To maa biare achhi
@GirijaPattnaik-bt5sf
@GirijaPattnaik-bt5sf Ай бұрын
2nd Pandu ebe b achhi dalare...janata jananty se kiye...
@user-tk9cw3ws3p
@user-tk9cw3ws3p Ай бұрын
ଜେବେ ବିଜେଡି ଜିତିଵ ପୁଣି ପାଣ୍ଡିଆନ ବିଜେଡି ରେ ପ୍ରବେଶ କରିବ
@subashpatra6884
@subashpatra6884 Ай бұрын
Nabina.ku.dalaru.bahar.kariba.darkar.nabina.nata.sabu.
@prafullakumarsahoo2639
@prafullakumarsahoo2639 Ай бұрын
ଆରେ ଟୋକାଳିଆ ବିଜେଡି ନେତାଗଣ!ତୁମ ଭବିଷ୍ୟତ କଥା ଭାବ।ନବିନ ଆଉ କେତେଦିନ?ତାଙ୍କ ଅନ୍ତେ ବିଜେଡି ଓଡିଶାରେ ରହିବନି।ଏବେଠୁ ଅନ୍ୟ କେଉଁ ଏକ ଦଳ ଗଠନ କର କିମ୍ବା ଅନ୍ୟ କେଉଁ ଦଳକୁ ଡେଇଁପଡ। ଭବିଷ୍ୟତରେ ଭଲ ନେତୃତ୍ଵର ଅଧିକରୀ ହୋଇପାରିବ।ଦଳର ବୁଢାମାନେ ନିଜେ ବଞ୍ଚିଥିଲାଯାଏ ଦଳଟାକୁ ବଞ୍ଚେଇକି ରଖିଥାନ୍ତୁ।
@suprabhatpandab7615
@suprabhatpandab7615 Ай бұрын
ସ ମାଘିଆ ଯୌଭଳି ଲୋକ କୁ ପଳିଦାଉଥିଲ ତାକୁ ସମତୀ ତାଧୀଆ
@pradeepbarikpradeepbarik9712
@pradeepbarikpradeepbarik9712 Ай бұрын
Jaha karecha taha paeba besta huani
@kailashbarik8132
@kailashbarik8132 28 күн бұрын
ଓଡ଼ିଶାର ବଡ଼ ଚୋର ଦଳ ବୀଜେଡି ଦଳ ନବୀନ ତାର ସର୍ବଦା।
@parsuramjena7119
@parsuramjena7119 29 күн бұрын
Apne ap light no ten's
@biplabbhoi8527
@biplabbhoi8527 Ай бұрын
Next election re total bjp
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 10 МЛН
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 9 МЛН
Looks realistic #tiktok
00:22
Анастасия Тарасова
Рет қаралды 105 МЛН
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН
CM-KISAN replaces KALIA Yojana // Odisha's ₹2.65 Lakh Cr Budget
21:47
OdiaTechBulletin
Рет қаралды 40 М.
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 10 МЛН