Babu muthe bhika dia Title Castinng song - Full Title song by Budu and Minu Sahasapur Jatra Dhamaka

  Рет қаралды 13,245,908

Jatra Dhamaka

Jatra Dhamaka

2 жыл бұрын

Пікірлер: 2 700
@PaagalKhopdi
@PaagalKhopdi 2 ай бұрын
ମୁଁ ଯାତ୍ରା କେବେ ଦେଖେନି କିନ୍ତୁ ଏମିତି ଗୀତର ଗୀତିକାର,ନିର୍ଦ୍ଦେଶକ ଆଉ ଗାୟକ ,ଏମିତି କଳାକାରଙ୍କୁ ମୋର ହୃଦୟରୁ ନମସ୍କାର ଆଉ ସମ୍ମାନ 🙏
@ChitrashanGouda
@ChitrashanGouda Ай бұрын
Budu. Bhai. Nice song
@ChitrashanGouda
@ChitrashanGouda Ай бұрын
❤❤
@panumeher4184
@panumeher4184 Ай бұрын
33:5:"​@@ChitrashanGouda
@DiptimayeeNaik-dr1ii
@DiptimayeeNaik-dr1ii Ай бұрын
,
@rajadjlambarupalisohela7052
@rajadjlambarupalisohela7052 15 күн бұрын
@@ChitrashanGoudahjjhhhjhhhhhhjjhjhjhjhjhhhjjhj😅jjjjjjjjjj 2:12 jjjjjjj if hj😊 j😊jj😊jjjgjjj I jjj
@jyotiranjanbhoi2655
@jyotiranjanbhoi2655 4 ай бұрын
ବହୁତ ସୁନ୍ଦର କଣ୍ଠ❤❤ କିଏ କିଏ ୨୦୨୪ ରେ ଦେଖୁଛ ଲାଇକ କର ❤❤
@kncreation833
@kncreation833 3 ай бұрын
❤❤❤❤🎉
@HarendrakarKar
@HarendrakarKar 3 ай бұрын
@HarendrakarKar
@HarendrakarKar 3 ай бұрын
Good
@pravasinibhue8878
@pravasinibhue8878 2 ай бұрын
Jnb​
@ashiksilu8376
@ashiksilu8376 2 ай бұрын
ସତରେ ଖାଲି ଏ ଗିତ ନୁହେଁ ବରଂ ଦୁନିଆର ସତ
@user-hq4ue6du7u
@user-hq4ue6du7u Ай бұрын
ବହୁତ ସୁନ୍ଦର କଣ୍ଠଶିଳ୍ପୀ, ବହୁତ୍ ବହତ୍ ଧନ୍ୟବାଦ୍
@deepakmohapatradeepakmohap190
@deepakmohapatradeepakmohap190 10 ай бұрын
ସମସ୍ତି କ ସହଯୋଗ ଏକା ଥୀବାରୁ ଗିତ ଟି ଅତି ସୁନ୍ଦର ହେଇଚି ସତରେ ହୃଦୟକୁ ଛୁଇଁ ଯାଇଚି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସେ ଗୀତ ଗାଇଥୀବା ଭାଇ ଆଉ ଭଉଣୀ ଏବଂ ତାଙ୍କ ଟିମ୍ ସଦା ସର୍ବଦା ଏକତା ଥାଉ ଆହୁରି ଆଗକୁ ବଢନ୍ତୁ
@jpatracreation6364
@jpatracreation6364 Жыл бұрын
ଯାତ୍ରା ଗୀତଗୁଡ଼ା ଏବେ ବହୁତ ଭଲ ଲାଗୁଛି ଧନ୍ୟବାଦ ଭାଇ ଓ ଭଉଣୀ
@mitubiswal9973
@mitubiswal9973 Жыл бұрын
ଭାଇ ... ଏହି ଠାରେ ଉପସ୍ଥିତ ଥିବା ସମସ୍ତ ସଙ୍ଗୀତ ବାଦକ,ସାଧକ,ଆଉ ସ୍ୱର ସଂଯୋଜନା କରିଥିବା ଉଭୟେ ସମସ୍ତେ ଅତି ନିପୁଣ ଶିଳ୍ପୀ... ସଙ୍ଗୀତ ର ଜlଦୁଗରି ଶିଳ୍ପୀ... ସମସ୍ତଙ୍କୁ ହୃଦୟରୁ ଭୂୟସୀ ପ୍ରଶଂସା ମୋ ତରଫରୁ....🙏🌷🌺🌹🌿
@Shibamtx7js
@Shibamtx7js 3 ай бұрын
Thank bro
@sandipdassipun1441
@sandipdassipun1441 2 ай бұрын
Odia flm tho 100 Guna vala
@basudevswain6766
@basudevswain6766 2 ай бұрын
​@@sandipdassipun1441 Thik katha Agnya
@Geetanjalinaik-ct4ps
@Geetanjalinaik-ct4ps 2 ай бұрын
Super
@user-ws3un2ml6z
@user-ws3un2ml6z 2 ай бұрын
Very good for your achievement
@sagarsahu7849
@sagarsahu7849 Жыл бұрын
Mast laguchhi sunibaku... ❤
@ManasranjanSahoo-rg6ch
@ManasranjanSahoo-rg6ch 24 күн бұрын
ବହୁତ ସୁନ୍ଦର ଗାଉଛନ୍ତି ଭାଇ dil se salut 🥰
@gobindachhotaray2622
@gobindachhotaray2622 Жыл бұрын
ଧନ୍ୟବାଦ୍ ଦେବୀ ସଙ୍ଗୀତ କାର ମହାଶୟ ଙ୍କୁ ଅତି ସୁନ୍ଦର୍ ଭାବେ ଗିତଟିକୁ ସଜାଇ ଥିବାରୁ, ମୁଁ ଜଣେ ଛୋଟ ଭଜନ କଳାକାର ହିସାବରେ ଗୀତିକାର, ସଙ୍ଗୀତ କାର ଏଵଂ ଗାୟକ ଗାୟିକା ସମସ୍ତଙ୍କୁ ହୃଦୟରୁ ଶୁଭେଛା ଓ ଶୁଭ କାମନା , ବେଶ୍ ହୃଦୟ ସ୍ପର୍ଶି, ଜୟ ଜଗନ୍ନାଥ
@PadamanvaMalik
@PadamanvaMalik 8 ай бұрын
😊😊
@deepaknayak8368
@deepaknayak8368 8 ай бұрын
😊😊😊😊😊😊😊😊😊😊
@musicloversamir6633
@musicloversamir6633 8 ай бұрын
A
@sadashivpatra3198
@sadashivpatra3198 8 ай бұрын
Saba❤
@sandipdassipun1441
@sandipdassipun1441 2 ай бұрын
Kalakar kebe chota heina pare
@trinatharteducation881
@trinatharteducation881 Жыл бұрын
ଆଜିବି ଓଡ଼ିଶା ଏହିଭଳି ମର୍ମ ତାତ୍ୱିକ ଗୀତକୁ ଚାତକ ପରି ଚାହିଁ ରହିଛି. ଅତି ସୁନ୍ଦର ❤️
@manoranjanpradhan4008
@manoranjanpradhan4008 Жыл бұрын
Bhai thik kahicha
@alokbadatya7863
@alokbadatya7863 Жыл бұрын
I like dis
@kajalpradhan2438
@kajalpradhan2438 Жыл бұрын
Beautiful song❤️❤️
@bimalapradhan8121
@bimalapradhan8121 10 ай бұрын
​@@manoranjanpradhan40081p
@JatraDhamaka
@JatraDhamaka 8 ай бұрын
kzfaq.info/get/bejne/f7OTi8xlsMfNpn0.htmlsi=OnSyrP_HOIgcXuMM ଭୋଳାସିଙ୍ଗି , ଚିକିଟୀ Full Jatra "ଅଧା ରାତିର ସାଥି" ତୁଳସୀ ଗଣନାଟ୍ୟ ରଚନା - ୟୁନିକ୍ ପ୍ରଦୀପ ବେହେରା ନିର୍ଦ୍ଦେଶନା - ଶ୍ରୀ କୁରେଶୁ ସାହୁ (ଚାନ୍ଦପୁର)
@Pushpanjali7833
@Pushpanjali7833 Ай бұрын
Bhai no 1 song.
@TLSHORT6698
@TLSHORT6698 Жыл бұрын
ସତରେ ଭାଇ ଆଖିରୁ ଲୋହ ଆସିଗଲା ବହୁତ ସୁନ୍ଦର ଗାଇଲ Music outstanding ... ❤ both are sweet voice. .. Beautiful song ❤❤.....
@JatraDhamaka
@JatraDhamaka Жыл бұрын
Thank you brother for your valuable comment. Please share this video in what's up to your Friends circle for more views.
@Jitu22488
@Jitu22488 Жыл бұрын
ଭାଇରଲ ହେଲା ସଂଗୀତ, ଅତି ସୁନ୍ଦର ମନକୁ ଛୁଇଁଲା
@user-rq7se6he5u
@user-rq7se6he5u Жыл бұрын
Hii
@jibardhandansana409
@jibardhandansana409 2 жыл бұрын
ସତରେ ଭାଇ ବହୁତ୍ ଭଲ କଣ୍ଠ ସ୍ୱର l ସଙ୍ଗୀତର ପରିଚାଳନା ବି ବହୁତ୍ ଭଲ ହୋଇଛି ।।
@user-vz9li2sk7c
@user-vz9li2sk7c 27 күн бұрын
Very nice 🎉❤🎉
@mitanjalibehera4856
@mitanjalibehera4856 10 ай бұрын
Bhai Bhahut sundar song.
@nakulacharansethi7988
@nakulacharansethi7988 Жыл бұрын
ବହୁତ ସୁନ୍ଦର୍ ଗାଇ ଥିବାରୁ ଧନ୍ୟବାଦ । ହୃଦୟକୁ ଛୁଇଁ ଗଲା ।
@iswarrana4105
@iswarrana4105 Жыл бұрын
ବହୁତ ସୁନ୍ଦର ଗିତ ଗାଇ ଥିବାରୁ ଧନ୍ୟବାଦ ଭାଇ ତମକୁ ଧନ୍ୟବାଦ ଭଲ ଲାଗୁଛି ତେବେ ମୁଁ ଏ ଗିତକୁ ସୁଣିଛି
@kishoredamu
@kishoredamu Жыл бұрын
WWE SW was d
@anantadas7344
@anantadas7344 Жыл бұрын
Khub sundar dhanyabad❤
@Sikhyabharati
@Sikhyabharati Жыл бұрын
ଆକ୍ଷିରେ ଲୁହ ଆସିଗଲା, ବହୁତ ଧନ୍ୟବାଦ ଏମିତି ଗୀତଟିଏ ପାଇଁ 🙏
@duryodhanmudali2007
@duryodhanmudali2007 10 ай бұрын
Good❤❤❤❤❤ nice
@duryodhanmudali2007
@duryodhanmudali2007 10 ай бұрын
❤❤❤❤😮😮😮😅😂Beautifull😢🎉🎉🎉
@user-id9ms2eg8t
@user-id9ms2eg8t 2 ай бұрын
😮djmg♥️🕴️
@nirmalperai5118
@nirmalperai5118 2 ай бұрын
😀😀😀
@user-tm1kk4sd3q
@user-tm1kk4sd3q Ай бұрын
ଭାଇ କି ସୁନ୍ଦର ତୁମ କଣ୍ଠ । ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ। ଆମକୁ ଏହିଭଳି ଗୀତ ଶୁଣାନ୍ତୁ ।
@chinusingh5369
@chinusingh5369 Жыл бұрын
❤🎉🎉 ଗୀତ ରଚନା ଏବଂ ଲେଖକ ବହୁତ ଭଲ🎉🎉🎉🎉 ହୋଇଛି ଓ ଗାୟକ ଗାୟିକା ଭଲ ଭାବରେ ଗାଇ ଛନ୍ତି❤❤❤❤
@SobhakarRout
@SobhakarRout 9 ай бұрын
Thanku 6:39
@PrasantKumarSahoo100
@PrasantKumarSahoo100 Жыл бұрын
ବହୁତ୍ ସୁନ୍ଦର୍ ପରିବେଷଣ 👌👌
@prajendrareddy8836
@prajendrareddy8836 Жыл бұрын
ହୃଦୟକୁ ଛୁଇଁ ଗଲା ❤❤❤ପରି ଗୀତଟିଏ ❤❤❤❤❤❤❤❤❤❤❤❤❤❤
@mahantacreation1039
@mahantacreation1039 Ай бұрын
ବହୁତ ସୁନ୍ଦର ହୃୟସ୍ପର୍ଶୀ ଗୀତ ଟିଏ ଏକୁଟିଆ ଏବଂ ନିରଳା ରେ ଶୁଣିବା ପାଇଁ ବହୁତ ଭଲ ଲାଗୁଛି ❤❤
@thegaganbihari1265
@thegaganbihari1265 Жыл бұрын
ବହୁତ ସୁନ୍ଦର ଗୀତ ହୃଦୟକୁ ଛୁଇଁ ଗଲା ଭାଇ ଭଉଣୀ ବହୁତ ସୁନ୍ଦର ଗୀତ ଗାଉଛି thanks Bhai bhauni ❤❤❤,😀😀😀
@nitishpradhan2550
@nitishpradhan2550 10 ай бұрын
Q
@JatraDhamaka
@JatraDhamaka 8 ай бұрын
ଆପଣଙ୍କୁ ଯାତ୍ରା ଧମାକା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ମତାମତ ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ । ଆମର ଯାତ୍ରା ଧମାକା Channel ରେ Upload ହେଉଥିବା ପ୍ରତ୍ୟେକ ଭିଡ଼ିଓ ଦେଖନ୍ତୁ ଏବଂ ଆମକୁ ଉତ୍ସାହିତ କଲାଭଳି ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ । ଧନ୍ୟବାଦ । ଜୟ ଜଗନ୍ନାଥ
@SanjeetRajput-ms5hd
@SanjeetRajput-ms5hd 8 ай бұрын
Vari nice song ❤❤❤
@user-qj5lq2xs1k
@user-qj5lq2xs1k 3 ай бұрын
A
@nadekhlardukanbarpadar4588
@nadekhlardukanbarpadar4588 2 жыл бұрын
ବହୁତ ସୁନ୍ଦର ଗାଉଛ ଭାଇ 🎉 ଫୁନ୍ ନମ୍ବର ଟିକେ ମିଲନ୍ତା କି🙏
@SagarBehera-wr3vl
@SagarBehera-wr3vl 3 ай бұрын
Zfixkctjsa❤❤😂🎉😢
@SWAYAM_BRO
@SWAYAM_BRO 3 ай бұрын
Very nice , Heart touching song
@jagabandhu686
@jagabandhu686 2 жыл бұрын
ଗୀତ ସାଙ୍ଗ କୁ ଦୁଇଜଣ ଙ୍କର କଣ୍ଠସ୍ବର ବହୁତ ବଢିଆ ଲାଗିଲା👌👌
@sibamohapatra3150
@sibamohapatra3150 Жыл бұрын
A
@shivarampradhan6880
@shivarampradhan6880 Жыл бұрын
foums singer for jatra.. 🙏
@pradeepkumarsing56840
@pradeepkumarsing56840 Жыл бұрын
Thanks u bro
@manojsahu6893
@manojsahu6893 Жыл бұрын
@user-wr3nx3hg2w
@user-wr3nx3hg2w 29 күн бұрын
ବହୁତ ସୁନ୍ଦର ଲାଗୁଛି ଗୀତ minde blowing beautiful ❤️❤️❤️❤️❤️❤️
@bijipurbndclub8926
@bijipurbndclub8926 Ай бұрын
ମୁଁ ଯାତ୍ର ଟିମ୍ ସମସ୍ତଙ୍କୁ ହୃଦୟରୁ🙏🙏ଗୀତ ଗାଉଥିବା ଭାଇ ଓ ଭଉଣୀ ଙ୍କୁ ବହୁତ ଧନ୍ୟବାଦ୍ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସବୁବେଳେ ଭଲରେ ରଖନ୍ତୁ ଖାସ୍ କରି ଗୀତ ଲେଖିଥିବା ଗୀତିକାରଙ୍କୁ 🙏🙏🙏❤️ ଜୟ ଜଗନ୍ନାଥ 🙏
@GautamKumar-iz8ej
@GautamKumar-iz8ej 26 күн бұрын
Thank you bro❤️
@balarampradhan8777
@balarampradhan8777 Жыл бұрын
ବହୁତ ସୁନ୍ଦର ଗୀତ ମନ କୁ ଛୁଇଁ ଗଲା ପରି song 🎶🎶 bro and didi super 👌👌👌🥰🥰🥰
@itsforu6077
@itsforu6077 2 жыл бұрын
ଗୀତଟି ପୁରା ହୃଦୟକୁ ❤ଛୁଇଁଗଲା 🙏ହୃଦୟରୁ ଅଶେଷ ଧନ୍ୟବାଦ🙏🙏
@susantar2584
@susantar2584 2 жыл бұрын
P
@niranjanmishra9253
@niranjanmishra9253 Жыл бұрын
Apanank. Kalakar jebansamaya valare bitijau dhanyabad
@prakashkumarsahoo7492
@prakashkumarsahoo7492 Жыл бұрын
@@niranjanmishra9253 k
@prakashkumarsahoo7492
@prakashkumarsahoo7492 Жыл бұрын
@@susantar2584 kkkcrxe
@anscreation6842
@anscreation6842 Жыл бұрын
I love this Song So Much 'love From Nabarangpur ❤🎉😊😊❤❤❤❤
@sksahoo10
@sksahoo10 Жыл бұрын
ଯାତ୍ରା ଦେଖିଲେ ମୋତେ ଆମ କଳା ଓ ସଂସ୍କୃତି ବଞ୍ଚିଥିଲା ପରି ଲାଗେ ।
@raghunathmallick6354
@raghunathmallick6354 Жыл бұрын
ବହୁତ ସୁନ୍ଦର ଗୀତ ଗାୟକ ଓ ଗାୟିକା ଏବଂ ସମସ୍ତ ସଂଗୀତ ପରିଚାଳନାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ
@lopalipsanpr9261
@lopalipsanpr9261 Жыл бұрын
ଅତି ସୁନ୍ଦର ଗୀତ ମନକୁ ଛୁଇଁଲି ଭଳି ଗୀତ ଓ ଲେଖା super song mind-blowing
@GobindHarpal12
@GobindHarpal12 2 ай бұрын
ଅତି ସୁନ୍ଦର ଦୁଇଟି କଣ୍ଟ ସୁଳ୍ପୁ ଜୀବନ ଶାନ୍ତି ମିଳିଗଲା 😂😂😂
@user-nm8pb6hc7l
@user-nm8pb6hc7l Ай бұрын
Beautiful song👌🙏🙏🙏🙏🙏🙏💯🇮🇳
@akashayajena2692
@akashayajena2692 2 жыл бұрын
ଦୁଇ ଜଣଙ୍କୁ ହୃଦୟରୁ ଧନ୍ୟବାଦ 🌹🌹
@tapasbarik121
@tapasbarik121 2 жыл бұрын
ବହୁତ ସୁନ୍ଦର ଗୀତ !! ଗାୟକ, ଗାୟିକା ଏବଂ ସମସ୍ତ ସଂଗୀତ ପରିଚାଳନା ର କର୍ମକର୍ତା ଙ୍କୁ ଧନ୍ୟବାଦ
@RajendraPatra-lw8dk
@RajendraPatra-lw8dk Ай бұрын
ବହୁତ ଭଲ କଣ୍ଠ ରେ ଭଲ ଗୀତ ଗାଉ ଥିବା ରୁ ଧନ୍ୟବାଦ!
@user-ld3tv2ly3d
@user-ld3tv2ly3d 9 ай бұрын
Bohut bhalo gai chanti bhai 👌👌👌👌👌👌👌👌👌👌👌❤️❤️❤️👌👌❤️❤️❤️
@m.padmanav3914
@m.padmanav3914 Жыл бұрын
ଏଇଟା ହେଲା ପ୍ରକୃତ କଳା।ପ୍ରକୃତ ସଂଗୀତ।🥰🥰🥰♥️♥️♥️
@rajeshsahoo731
@rajeshsahoo731 Жыл бұрын
Mu apananka saha aka mata
@sibarambakilikanapolai5773
@sibarambakilikanapolai5773 Жыл бұрын
Uwm388
@dipakgouda6852
@dipakgouda6852 Жыл бұрын
❤❤❤❤😊😮
@bisalyaparida8669
@bisalyaparida8669 Жыл бұрын
Very very nice 👍👍👍👍👍
@TaralktMahananda
@TaralktMahananda Жыл бұрын
Mate dill udhla sambalpuri bhala Lage
@pritikar5409
@pritikar5409 2 жыл бұрын
ମନଛୁଆଁ ଗୀତ କୁ ମନଛୁଆଁ ସଂଗୀତ, ମନଛୁଆଁ କଣ୍ଠସ୍ୱର । Super sound & recording awsm
@saratrout9618
@saratrout9618 Жыл бұрын
beautiful
@prashanthprashi4299
@prashanthprashi4299 Жыл бұрын
Super bhai
@gorekhgoud5055
@gorekhgoud5055 Жыл бұрын
Super
@SANTOSHNAIK-ts3hr
@SANTOSHNAIK-ts3hr 7 ай бұрын
ବହୁତ ସୁନ୍ଦର ଗୀତ ଟା ହେଇଚି
@rashmiranjanamat9405
@rashmiranjanamat9405 4 ай бұрын
ମନକୁ ଛୁଇଁ ଗଲା ଭାଇ ❤😊😊
@dosomegoodwork5286
@dosomegoodwork5286 2 жыл бұрын
ମା ଶାରଳା ଙ୍କ ବରଦାନ ।🙏
@sambit5772
@sambit5772 Жыл бұрын
ଭାଇ ଅତି ସୁନ୍ଦର ଗୀତ❤
@kaliajena8157
@kaliajena8157 Жыл бұрын
Nice voice 😍😍👍👌👌👌
@tarinikantabehera5601
@tarinikantabehera5601 10 ай бұрын
Nice ❤❤❤❤❤❤❤
@OMMMusicTV
@OMMMusicTV 2 жыл бұрын
I watched it for 1k time....realy good..... It's better than the original...
@pravatmallick2129
@pravatmallick2129 Жыл бұрын
Vcwu
@himanshusasmal7166
@himanshusasmal7166 Жыл бұрын
@@pravatmallick2129 q1q
@mrutunjayagamango7387
@mrutunjayagamango7387 Жыл бұрын
This song touched my heart... How old is this but new for me for every moment... Really you defined all about what is life.
@KanhaGouda-qu4yz
@KanhaGouda-qu4yz Жыл бұрын
Very nice❤❤❤❤😂😂😂😂
@suchentakri9223
@suchentakri9223 11 ай бұрын
ବହୁତ ମନଛୁଆଁ ଅତି ସୁନ୍ଦର ଗୀତ 🌹🌹🌹🌹🙏🙏🙏🙏
@krushnakrushnadas1693
@krushnakrushnadas1693 4 ай бұрын
ବହୁତ ସୁନ୍ଦର ଗୀତ ମନକୁ ଛୁଇଁଲା
@mrraja7889
@mrraja7889 Жыл бұрын
ଭାଈ ଅତି ସୁନ୍ଦର୍ କଣ୍ଠଦାନ କରି ଛନ୍ତି ମନ କୁ ପୁରା ଝୁମେଇ ଦେଲା ଭାଇ ❤❤❤❤
@tikeswardeep7368
@tikeswardeep7368 10 ай бұрын
@Locky.creations-
@Locky.creations- 6 ай бұрын
ନାଇଁ ମୋ❤❤❤
@pagalsibasis1605
@pagalsibasis1605 5 ай бұрын
​@@Locky.creations-🎉🎉😮🎉😊
@dipakdalai4678
@dipakdalai4678 4 ай бұрын
😊😊
@user-fd8ef5eq7h
@user-fd8ef5eq7h 3 ай бұрын
@jayanttechhelp
@jayanttechhelp Жыл бұрын
mAi ab tak 67 bar suna hu yeh song ...mind blyng.i like this song
@JatraDhamaka
@JatraDhamaka Жыл бұрын
Thank you
@prakashchampia330
@prakashchampia330 Ай бұрын
Very nice songs ❤❤❤❤
@jagannathakumar7400
@jagannathakumar7400 Жыл бұрын
Bhai apko dilse salam..... 🙌🙌🙌🙌🙏🙏🙏
@JatraDhamaka
@JatraDhamaka Жыл бұрын
Thank you brother for your valuable comment. Please share this video in what's up to your Friends circle for more views.
@ghanashyampandey9605
@ghanashyampandey9605 Жыл бұрын
EXCELLENT MUSIC COMPOSITION & HEART TOUCHING VOICES.........
@bikashkumarsethi4685
@bikashkumarsethi4685 Жыл бұрын
kzfaq.info/get/bejne/m9WGnq1ortyqnaM.html
@debendrakathar625
@debendrakathar625 2 жыл бұрын
Beautiful voice ...and heart touching song👍👍👍
@pmonti4909
@pmonti4909 6 ай бұрын
Jatra duniyaa re mo favorite song. .
@JatraDhamaka
@JatraDhamaka 6 ай бұрын
Thank you
@narayanbaskey8262
@narayanbaskey8262 11 ай бұрын
Bhai i am a tribel boy but i listening this song every day.....i love it❤❤❤bhainka voice 😊god gifted....
@mkmmallick1355
@mkmmallick1355 Жыл бұрын
ଏଇ ଗୀତକୁ ଥରେ ଶୁଣିଲା ପରେ ସବୁ ଦିନ ସଂଧିଆ ରେ ସୁଣୁଚି ଭାଇ ଭଉଣୀଙ୍କୁ ଧନ୍ୟବାଦ୍
@JatraDhamaka
@JatraDhamaka Жыл бұрын
ବହୁତ ବହୁତ ଧନ୍ୟବାଦ ଶୁଣନ୍ତୁ ଏବଂ share କରି ଅନ୍ୟକୁ ଶୁଣାନ୍ତୁ
@nareshsamal6674
@nareshsamal6674 7 ай бұрын
​@@JatraDhamakaa
@rdxranjan3066
@rdxranjan3066 7 ай бұрын
​@JatraDhamaka
@asishdash12345
@asishdash12345 7 ай бұрын
​@@nareshsamal6674aazz3esdssss
@budhiramsethy1997
@budhiramsethy1997 6 ай бұрын
Hii To ​@@JatraDhamaka
@odiainstantlearning2242
@odiainstantlearning2242 2 жыл бұрын
ହୃଦୟ ଟା ଥରେ ,ଜଳିଗଲା ପରେ...Oops what a patch👌👌
@CharimaBiruli
@CharimaBiruli Ай бұрын
Very nice 👍👍 👍👍👍👍👍👍
@srustidharbehera2889
@srustidharbehera2889 21 күн бұрын
Hii
@harikrushnasahu5340
@harikrushnasahu5340 11 ай бұрын
Beautiful voice mind-blowing ❤❤
@bishalofficialchannel309
@bishalofficialchannel309 2 жыл бұрын
Really Heart touching Song 💓💓💓 👌👌
@dukhishyampanigrahi6396
@dukhishyampanigrahi6396 2 жыл бұрын
Ko
@hemantbhanja2217
@hemantbhanja2217 2 жыл бұрын
@@dukhishyampanigrahi6396 🆆🆆🆆🆆🆆🆆🆆🆆🆆🆆🆆9🆆🆆🆆🆆🆆🆆🆆
@pramodpradhan6352
@pramodpradhan6352 Жыл бұрын
Kbbbb
@bishwaranjanmoharana2086
@bishwaranjanmoharana2086 Жыл бұрын
ସବୁଠୁ ଭଲ ଯାତ୍ରା ଗୀତ
@JatraDhamaka
@JatraDhamaka Жыл бұрын
ବହୁତ ବହୁତ ଧନ୍ୟବାଦ ନିଜେ ଶୁଣନ୍ତୁ ଏବଂ Whatsup , Facebook, Instagram ରେ share କରି ଅନ୍ୟକୁ ଶୁଣାନ୍ତୁ ।
@nilanchalanag9152
@nilanchalanag9152 Ай бұрын
Music composer, singer and music team all are awesome 👍👍👍👍
@mohanbehera9028
@mohanbehera9028 Ай бұрын
Mu jatra dekheni kintu Gita re anubhav karuchi bouth bala hoi thiba ❤❤❤❤❤❤❤❤
@manojkumarnaik1316
@manojkumarnaik1316 Жыл бұрын
ଅତ୍ୟନ୍ତ ହୃୟସ୍ପର୍ଶୀ ❤❤❤
@jagannathsahoo7533
@jagannathsahoo7533 Жыл бұрын
ଏହି ଗୀତର ପ୍ରତେକ ଶବ୍ଦ ମୋ ସହ ଜଡିତ 🥺🥺🥺
@JatraDhamaka
@JatraDhamaka Жыл бұрын
ବହୁତ ବହୁତ ଧନ୍ୟବାଦ ନିଜେ ଶୁଣନ୍ତୁ ଏବଂ Whatsup , Facebook, Instagram ରେ share କରି ଅନ୍ୟକୁ ଶୁଣାନ୍ତୁ ।
@jnanendrapanda994
@jnanendrapanda994 Жыл бұрын
Kya gaana hey bhaiya pura dil jeet liya aur ap dono ka voice ❤
@user-ld3tv2ly3d
@user-ld3tv2ly3d 10 ай бұрын
BOHUT BHOLO GAICHA BHAI👌👌👌👌👌👌👌👌👌
@narayanbehera.1999
@narayanbehera.1999 Жыл бұрын
ଅତି ସୁନ୍ଦର voice 👍👍👍
@bipinbehera2665
@bipinbehera2665 Жыл бұрын
the music is awesome!! and singer too.. I never heard such a nice voice and music..In last two weeks, I have heard this song almost 200 times
@SahebBadatya-rc7ux
@SahebBadatya-rc7ux Жыл бұрын
🙏🏾🙏🏾
@JatraJhankar
@JatraJhankar Жыл бұрын
Thank you please share this video
@rohitdas5008
@rohitdas5008 Жыл бұрын
What abt the lyric of this song........so meaningful......i hv too listened this song multiple times
@duryodhanmudali2007
@duryodhanmudali2007 10 ай бұрын
Rukunigam
@ranjankumarpatra1873
@ranjankumarpatra1873 6 ай бұрын
​@@rohitdas5008aAAaAaaaaQ😊😊
@maheswarnaik771
@maheswarnaik771 4 сағат бұрын
Very very nice song and voice many many thanks all team❤❤
@user-pi3to6tt8y
@user-pi3to6tt8y 3 ай бұрын
ଧନ୍ୟବାଦ. 🙏 ଲେଖକ, ଗୀତିକାର, ଆଉ ସମସ୍ତ ବାଦ୍ୟକାର. ଏ ଗୀତ ଯଦି ବଡ଼ ଯାତ୍ରା ଜଗତ ରେ ପରିବେଷଣ ଚାହୁଁଚି. 🌹
@PrahalladBhoi
@PrahalladBhoi Жыл бұрын
Love from Padampur, Bargarh. ❤️❤️❤️ . Both are heart'❤️ touching ❤️❤️
@manjudaruwan7654
@manjudaruwan7654 7 ай бұрын
Love from padampur, budhapali
@tapasbehera5186
@tapasbehera5186 Жыл бұрын
ବୁଡୁ ଭାଇଙ୍କର ସବୁ ଗୀତ ମସ୍ତ 🥺🥺ଅଖିରୁ ଲୁହ ଖସେଇ ଦେଲେ
@MonumanojmonumanojManoj
@MonumanojmonumanojManoj 2 ай бұрын
Right👍 bhai😢
@user-dn7wi8cm1x
@user-dn7wi8cm1x 10 ай бұрын
Bohuta bhalo Bhai and opa Ra song❤❤❤
@bapu3052
@bapu3052 Жыл бұрын
ବହୁତୁ ସୁନ୍ଦର Lyrics and very nice voice
@jagannathamazingworldodia
@jagannathamazingworldodia Жыл бұрын
Super voice God bless you bhai 🙏🙏🙏🙏
@imalone2029
@imalone2029 Жыл бұрын
646
@sanobabu3948
@sanobabu3948 Жыл бұрын
🤙✋✋🖖✋🏾🖐️🖐️🖐️🖐️🖐️✋🏾🖐️🤘🤟🤟
@sabyasachi6123
@sabyasachi6123 8 ай бұрын
ଅତିସୁନ୍ଦର ଭାଇ 👌👍
@jashobantasahoo5495
@jashobantasahoo5495 5 ай бұрын
ମୋର ବହୁତ ପ୍ରୀୟ ଗୀତ ବହୁତ ସୁନ୍ଦର ହେଇଛି ଗୀତ ଟିଏ 👌👌👌🙏🙏🙏😭😭😭
@prashantadas6669
@prashantadas6669 Жыл бұрын
Nice singer God's gift Keep it up
@harekrushnapal5460
@harekrushnapal5460 Жыл бұрын
What a sweet voice. Excellent singar bhai & musician also. Song heb taa emiti. Jete thara sunile mana bujhuni. Bhai love you.
@Vlage785
@Vlage785 7 ай бұрын
Bhai dilse like
@user-pw7dn8dd6w
@user-pw7dn8dd6w 2 ай бұрын
Very nice ❤❤❤
@shibamshorts2024
@shibamshorts2024 2 жыл бұрын
ମନ କୁ ଛୁଇଁଗଲା very nice👍
@muireganja
@muireganja Жыл бұрын
ବହୁତ ସୁନ୍ଦର voice
@suchitraTarasia144
@suchitraTarasia144 6 ай бұрын
Suparb And music mind blowing
@vediosguru
@vediosguru 9 ай бұрын
ଏହା ହେଉଛି ପ୍ରକୃତ ଗୀତ ହୃଦୟ କୁ ଛୁଇଁ ଗଲା,ଏହି ଗୀତ ଭିତରେ ପ୍ରକୃତରେ ଗୀତାର ମାନେ ଅଛି,Thank you brother & sister.
@mahantakumar7306
@mahantakumar7306 Жыл бұрын
ଭାଇ ବହୁତ ସୁନ୍ଦର ଗୀତ 🙏🙏🙏
@angelmita8625
@angelmita8625 Жыл бұрын
so sweet voice dear ♥️♥️♥️♥️ congratulations 🥰 god gift your voice 🙏always god bless you 👍
@digambardhal9216
@digambardhal9216 2 ай бұрын
Nice song with beautiful tone of Budu. Already heard many times.
@sailendranathkar3515
@sailendranathkar3515 4 ай бұрын
ଗୀତ ସାଙ୍ଗରେ ମ୍ୟୁଜିକ ଟା ମଧ୍ୟ ଖୁବ୍ ସୁନ୍ଦର ହେଇଛି । କଳାକାର ଙ୍କୁ ଅଶେଷ ଧନ୍ୟବାଦ୍
@_milu_creation
@_milu_creation Жыл бұрын
ମତେ କନ୍ଦେଇ ଦେଲ ଭାଇ ଗୀତଟା ବୋଲିକି 😭
@klcreation3420
@klcreation3420 Жыл бұрын
ଅତି ସୁନ୍ଦର ଗୀତ ଏବଂ ଗୀତିକାରଙ୍କ ସ୍ୱର , ମନ ମୁଗ୍ଧ କର .... 👍👌🙏💕💕💕💕
@kalingabehera6638
@kalingabehera6638 Жыл бұрын
Ati sudnra😢💯
@JatraDhamaka
@JatraDhamaka Жыл бұрын
Thank you brother for your valuable comment. Please share this video in what's up to your Friends circle for more views.
@SRB-4.7.93
@SRB-4.7.93 3 ай бұрын
What a feeling bro.. Dil ko chuv liya ...
@birajaprasadnayak1498
@birajaprasadnayak1498 2 ай бұрын
Pure authentic jatra song.❤❤❤
@prustybabu6908
@prustybabu6908 Жыл бұрын
Beautiful song
🤔Какой Орган самый длинный ? #shorts
00:42
DO YOU HAVE FRIENDS LIKE THIS?
00:17
dednahype
Рет қаралды 104 МЛН
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 50 МЛН
Tulasi gananatya love song//saruni gapa ki saruni papa
4:20
dayanidhi nahak
Рет қаралды 11 МЛН
Dukha deigala daradi bandhu
10:04
Shubham bhajan mancha.
Рет қаралды 3,7 МЛН
القطة الشجاعة 😭😭🐱 #shorts
0:30
7amoda Gaming
Рет қаралды 55 МЛН
BABY Comedy : Birthday Baby and Kind Man ❤️
0:36
BABY Comedy
Рет қаралды 14 МЛН