ବଲେ ବଲେ ଢାବାରେ ଖଟ ପଡ଼ିଥିଲା କ'ଣ ପାଇଁ ? | Exclusive Interview With MLA Himansu Sahoo । Odisha Reporter

  Рет қаралды 113,618

Odisha Reporter

Odisha Reporter

4 күн бұрын

ବଲେ ବଲେ ଢାବା ଓ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଗୁମର ଖୋଲିଦେଲେ ବିଧାୟକ ହିମାଂଶୁ ସାହୁ। ଢ଼ାବା ଭିତରେ ଥିଲା, ଅନ୍ଧାରୀ କୋଠରୀ ଆଉ ସେଠାରେ ପଡ଼ିଥିଲା ସୋଫା ଓ ବେଡ୍ । ବାହାରୁ ମଦ ଆସୁଥିଲା। ଜଣେ ନାରୀ ନେତ୍ରୀ ଥିଲେ, ସେ ଫିଲ୍ମରେ ଆକ୍ଟିଂ କରନ୍ତି, ତାଙ୍କ ସ୍ବାମୀ ଚଳାଇଥିଲେ ବଲେ ବଲେ ଢାବା। ଏ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #ExclusiveInterview #balleballedhaba #Dharmasala #BJD #ExMLA #HimansuSahoo #OdishaPolice #bjpsarkar

Пікірлер: 335
@swarajkumarbej3768
@swarajkumarbej3768 2 күн бұрын
ଜଣେ ଶ୍ରେଷ୍ଠ ବିଧାୟକ ଭାବେ ଓଡ଼ିଶାରେ ଆପଣ ପରିଗଣିତ ହେବେ।
@RameshMishra-gf8ze
@RameshMishra-gf8ze 2 күн бұрын
ଓଡ଼ିଶାରେ ଜଣେ ବିରଳ ବିଧାୟକ
@anantaprasad1195
@anantaprasad1195 2 күн бұрын
Kete toki pandia neuthila
@ramachandra8155
@ramachandra8155 2 күн бұрын
Se baagha 🔥
@saratmalik3592
@saratmalik3592 2 күн бұрын
ଧର୍ମ ର ହେଉଛି ଜୟ ଧନ୍ୟବାଦ ହିମାଂଶୁ ବାବୁ
@satyanarayanparida9196
@satyanarayanparida9196 Күн бұрын
ଏଇ ମାନେ ହେଲେ ଜନତା ଙ୍କ ପ୍ରକୃତ ସେବକ 🙏🙏🙏
@niharranjannayak7534
@niharranjannayak7534 2 күн бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିମାଂଶୁ ବାବୁଙ୍କୁ ନୀରାମୟ ଦିର୍ଘାୟୁ କରନ୍ତୁ
@bhubananandapradhan1713
@bhubananandapradhan1713 2 күн бұрын
ଜଣେ ପ୍ରକୃତ ବିପ୍ଳବୀ,ଲିକୁ ଭାଇ କାହାଣୀ ଶୁଣି ମନରେ ଗୋଟେ ଭୟ ର ବାତାବରଣ ସୃଷ୍ଟି ହେଉଛି।ସତରେ ତୁମେ ବହୁତ୍ ଧର୍ଯ୍ୟବାନ।
@kasinathsahoo7037
@kasinathsahoo7037 Күн бұрын
ରାଜନୀତି କରିବାକୁ ଏହି ପରି ଟୋକା ଦରକାର ଆଉ ଏମିତି ପ୍ରୟାସ ଜାରି ରହିବ ❤
@ChandraBhanunayakNayak
@ChandraBhanunayakNayak 2 күн бұрын
100%ସତ, 👍👍👍
@Mr123Parida
@Mr123Parida Күн бұрын
ଲିକୁ ଭାଇ ବହୁତ ଭଲ ପଦକ୍ଷେପ 😍😍
@srikantaharichandan1464
@srikantaharichandan1464 Күн бұрын
ହିମାଂଶୁ ବାବୁଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛୁ। ତାଙ୍କଠାରୁ ଆମେ ବହୁତ୍ କିଛି ଆଶା ରଖୁଛୁ।
@bikashmahanta7579
@bikashmahanta7579 2 күн бұрын
ଅର୍ଚ୍ଚନା ନଗ୍ ବହୁତ୍ ଥର ଆସିଛି ପଲଙ୍କ ସେବା ପାଇଁ
@maheswardas4962
@maheswardas4962 2 күн бұрын
Right Bhai
@kabulinayak7212
@kabulinayak7212 2 күн бұрын
ଆଲୋ ସେ ବେଧ ଏଲିନା ଏଇଥି ପାଇଁ କାନ୍ଦୁଥିଲା । ବେଧ, ଘୋଡା ଗେହୀ କି କାନ୍ଦ କାନ୍ଦୁଥିଲା ।
@user-oc8fz9wn1r
@user-oc8fz9wn1r 2 күн бұрын
M.L.A.Sir requeste to inquiry immediately and to appropriate action against corrupt culprit.
@user-oc8fz9wn1r
@user-oc8fz9wn1r Күн бұрын
Action deemed fit for law full action immediately for clean images for Mohan Sarkar to faithfull .
@user-wn8lw6jw8b
@user-wn8lw6jw8b 2 күн бұрын
Bhai you are great Jay B J P❤
@tapaskumarbal70
@tapaskumarbal70 2 күн бұрын
Great MLA
@monalisapalei70
@monalisapalei70 Күн бұрын
Finally The Grt leader's Heroism gonna Expanded 🙏💯✌️ ହୃଦୟ ରୁ କୃତଜ୍ଞତା ଜଣାଉଛି ଆପଣଙ୍କ ପ୍ରୟାସ ପ୍ରଥମ ସୋପାନରୁ🙏 ଆପଣଙ୍କର ଯୋଉ ନାରା ମୁଁ ଆପଣଙ୍କ election ପ୍ରଚାର poster bannner ରୁ ପଢ଼ିଥିଲି ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଧର୍ମଶାଳା ନିର୍ମାଣ କରିବା ପାଇଁ ଆପଣଙ୍କର ପଦକ୍ଷେପ ସତ ପ୍ରସଂଶିତ। ଆପଣ ପ୍ରମାଣ କରି ଦେଖେଇ ସାରିଲେଣି ଜଣେ ସୁଯୋଗ୍ୟ ଜନ ନେତା ବୋଲି। ଆଉ ଜଣେ ଜନତା ମାନଙ୍କ ର ନେତା ସବୁ ବେଳେ ପୁଜ୍ୟସ୍ପଦ ର ଅଧିକାରୀ।। ଧର୍ମଶାଳା ର ଗୌରବ ହୋଇ ସବୁଦିନ ପାଇଁ ଆପଣଙ୍କର ଏ ସେବା ସବୁଦିନ ପାଇଁ ଆମ ମାନଙ୍କ ପାଖରେ ଏକ ଉଚ୍ଚ ପଦସ୍ଥ ଜଗା ବନେଇ ରଖିବ।।।The Grt Leader...Keep Growing nd Stay Blessed vai🙏
@chiranjibijena8216
@chiranjibijena8216 2 күн бұрын
ଟାଲେଣ୍ଟଡ ବିଧାୟକ
@ramachandra8155
@ramachandra8155 2 күн бұрын
Se doctor pua.
@1984sib
@1984sib Күн бұрын
ସଚିବାଳୟ ର ନାମ ପରିବର୍ତ୍ତନ କରି ମନ୍ତ୍ରାଳୟ କରାଯାଉ ।
@soubhagyaranjanparida2089
@soubhagyaranjanparida2089 2 күн бұрын
Superb liku Bhai 👌👍🚩🙏
@prasantasamal4606
@prasantasamal4606 2 күн бұрын
Great mla
@manoranjansahoo2722
@manoranjansahoo2722 2 күн бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସତକୁ ସାମ୍ନା କୁ ଆଣିଲେ ଆପଣଙ୍କ ପରି ବିଧାୟକ ସାରା ଓଡିଶା କୁ ଦରକାର
@Keonjhar-MOTO-VLOG
@Keonjhar-MOTO-VLOG 2 күн бұрын
ଆଗକୁ ମାଡିଚାଲ
@lipsa5949
@lipsa5949 Күн бұрын
ଧର୍ମ ର ହୋଇଛି ଜୟ 🙏🏻 ଧନ୍ୟବାଦ ହିମାଂଶୁ ବାବୁ 🙏🏻
@dibya63
@dibya63 Күн бұрын
ହିମାଂଶୁ ଭାଇ ଓଡିଶା ର ଗର୍ବ ଆଉ ଗୌରବ
@kalandimurmu3303
@kalandimurmu3303 2 күн бұрын
ଭଲ ଏମ୍ ଏଲ ।good man
@pettpuja3736
@pettpuja3736 2 күн бұрын
Ama bidhayaka our Pride ❤
@RajsantoshMohapatra
@RajsantoshMohapatra Күн бұрын
Bhai tame pura action mood re ... ready 🙏🙏
@sureshchandradash6900
@sureshchandradash6900 Күн бұрын
ହିମାଂଶୁ ବାବୁ ବହୁତ ଧନ୍ୟବାଦ, କୌଣସି ମତେ compromise କରନ୍ତୁ ନାହିଁ, ଜନସାଧାରଣ ବହୁତ ଖୁସି ଓ ଆପଣଙ୍କ ପଛରେ ଅଛନ୍ତି.
@DeepakKumar-fc5xk
@DeepakKumar-fc5xk Күн бұрын
ଘଟଣାର ପର୍ଦ୍ଦାଫାଶ ହେବା ଦରକାର ଏବଂ ସଂପୃକ୍ତ ଅଧିକାରୀ ଓ ନେତା ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
@user-vp2tk7vw7k
@user-vp2tk7vw7k 2 күн бұрын
Vai nice welcome
@dibya63
@dibya63 Күн бұрын
ହିମାଂଶୁ ଭାଇ is a best person
@drumeshchandrakar9466
@drumeshchandrakar9466 Күн бұрын
Salute to Himanshu Babu, We need such type politicians
@Reverbmusic2686
@Reverbmusic2686 Күн бұрын
ଏ video ରେ ଗୋଟେ ବି ଖରାପ comment ନାହିଁ ଜୟ ଲିକୁ ଭାଇ❤❤❤
@santoshbarik1143
@santoshbarik1143 2 күн бұрын
U r the best MLA in odisha, we salute u Bro
@littlequeenrakhi
@littlequeenrakhi Күн бұрын
ଆଗକୁ ଏପରି ପଦକ୍ଷେପ ନେଲେ ଓଡ଼ିଶା ବାସୀ ଆଗକୁ ଗୋଟେ ସୁରକ୍ଷିତ ଓ ସୁନ୍ଦର ଓଡ଼ିଶା ଦେଖିବାକୁ ମିଳିବ ଆମ ପିଲା ଆଗାମୀ ଭୋଟର୍
@Reverbmusic2686
@Reverbmusic2686 Күн бұрын
Liku bhai ଜିନ୍ଦାବାଦ ❤❤❤❤
@AmilyaPradhan
@AmilyaPradhan 2 күн бұрын
ମୋତେ ଆ ପାଖରେ ତାକତ ଆଉ ଅନାୟାକୁ ପ୍ରତିବାଦ କରିବାର ସାହସ ଦେଖିପାରୁଛି.. ଜଣାଯାଉଛି ଏ ଜଣେ cabinet minister ହେଇପାରିବ.... ଚୋରମାନଙ୍କୁ ଧର ଲିକୁ ଭାଇ
@sijannayak4407
@sijannayak4407 2 күн бұрын
Best MLA of DHARMASALA dil se love you Himanshu sir dil se welcome ❤❤❤❤❤❤❤❤
@Harekrishnatv1113
@Harekrishnatv1113 2 күн бұрын
ଯୁଗେ ଯୁଗେ ଅଧର୍ମ ଉପରେ ଧର୍ମ ର ଜୟ
@biramhembram2124
@biramhembram2124 2 күн бұрын
ବିଜେଡିର ଏପରି ଦୁରନୀତୀ ଯୋଗୁ ମମିତା ପରି ଅନେକଙ୍କ କେସକୁଛାପିଦିଆ ଜାଇଛି
@biswajitmahakud3870
@biswajitmahakud3870 Күн бұрын
💯%ସତ
@chittaranjanmallick5011
@chittaranjanmallick5011 Күн бұрын
You are congratulated again and again for this brave and daring open talk,keep it up👍.we hope a signing DHARMASALA with you.
@user-tk9np7ux9e
@user-tk9np7ux9e Күн бұрын
ଜଣେ ବିପ୍ଲବୀ ନେତା 👌👌🌹🌹👍👍
@rbcreator6358
@rbcreator6358 Күн бұрын
Great MLA of Odisha, Go ahead👍
@user-gb9fb7mp1q
@user-gb9fb7mp1q Күн бұрын
One of the best mla of odisha now , presenting his views at focused way
@ManoranjanAdha
@ManoranjanAdha 2 күн бұрын
100% right sir 👍👍🙏
@capiyushnayak2963
@capiyushnayak2963 2 күн бұрын
Really a chief minister candidate for next time...
@DebiprasadBarik-he6ig
@DebiprasadBarik-he6ig Күн бұрын
ବାଘ ଭାରିଲା.. ଏବେ ସମାଳ।।।❤
@prasantakumarswain3419
@prasantakumarswain3419 Күн бұрын
ସାମ୍ବାଦିକ ମହାଶୟ ୟାଙ୍କୁ ଡାକିକି କଣ ପଚାରୁଛ ? ଯଦି ପଚାରିବା କଥା ବଳବନ୍ତ ରାୟଙ୍କ interview ଶୁଣାଉନ ?
@raghunayak1198
@raghunayak1198 Күн бұрын
Himanshu sahoo sir thank you for good work
@pabitrabehera7607
@pabitrabehera7607 7 сағат бұрын
ଆପଣ ଙ୍କ ପରି ବିଧାୟକ ଓଡ଼ିଶା ରେ ମିଳିବା ବିରଳ ଧନ୍ୟବାଦ ଲିକୁ ବାବୁ ❤❤
@ashokkumarnaik5185
@ashokkumarnaik5185 2 күн бұрын
Really jay shree ram good share right sir
@niharpalai3774
@niharpalai3774 2 күн бұрын
ସେ ଆଦର୍ଶ ବିଦ୍ୟାଳୟ କୁ ବନ୍ଦ କରାଯାଉ, ବହୁତ୍ ଟଙ୍କା ଦେଇ ଆଦର୍ଶ ବିଦ୍ୟାଳୟ ରେ posting ହୋଇଛନ୍ତି।
@melisha4236
@melisha4236 Күн бұрын
Right
@asitkumarpandav2790
@asitkumarpandav2790 2 күн бұрын
Great Himanshu
@shibakumarsahu2400
@shibakumarsahu2400 2 күн бұрын
Aapananka pari breve M L A odisha bidhan sabha re nihati darkar very good sir🎉🎉🎉
@chandrasekharsahoo8814
@chandrasekharsahoo8814 Күн бұрын
Perfect leader liku bhai
@user-ub7ef4sp4b
@user-ub7ef4sp4b Күн бұрын
100%Right
@deepakrashmi9128
@deepakrashmi9128 Күн бұрын
ଜୟ ଲିକୁ ଭାଇ 💐💐
@Onlyvibrationdj
@Onlyvibrationdj 2 күн бұрын
ଲିକୁ ଭାଇ ସବୁ ଅଫିସ ରେ ସବୁ ଦିନ ଚଢ଼ାଉ କରାଯାଉ
@anjan5390
@anjan5390 18 сағат бұрын
ବାଳ ରିପୋର୍ଟର ଏଇଟା ଭାବୁଛି ସବୁ ଜାଣିଦେଇଛି କହୁଛି କହିବାଟା ତ ସହଜ ସବୁକଥାରେ..mla ହିମାଂଶୁ ବାବୁ ଠିକ କଥା କହୁଛନ୍ତି.
@prafullamohanty5557
@prafullamohanty5557 Күн бұрын
BJD ର କଳା କାରନାମା ର ପର୍ଦ୍ଦାଫାଶ କରାଯାଉ। ଏବଂ ଦୁର୍ନୀତି ଅଭିଯୋଗ ଥିବା ସମସ୍ତ ଙ୍କୁ ଜେଲ୍ ପଠାଯାଊ।
@bharatchandrabarik5921
@bharatchandrabarik5921 2 күн бұрын
ଓଡ଼ିଶାରେ ଜଣେ ଆଦର୍ଶ ବିଧାୟକ
@MANGULIMISHRA-uy2en
@MANGULIMISHRA-uy2en Күн бұрын
Himansu very good answer byJitu andEllina Das BJD Odissa Poltices .
@Sahoo983
@Sahoo983 Күн бұрын
ବିଧାୟକ ହେବତ ଏମିତି ❤❤
@tapanabaladairyfarmnerasri5503
@tapanabaladairyfarmnerasri5503 2 күн бұрын
I am proud of too much for my student who is a worthy leader for Dharmshala common people
@bikashkhuntia8570
@bikashkhuntia8570 7 сағат бұрын
ଲିକୁ ଭାଇ ଧନ୍ୟବାଦ ଭାଇ ଭାରି ସ୍ବାଭିମାନ ହୁଦୟରୁ ଧନ୍ୟବାଦ
@Onlyvibrationdj
@Onlyvibrationdj 2 күн бұрын
ଲିକୁ ଭାଇ Action ନିଅ ଅଫିସର ସବୁ ସେଇ ତାଙ୍କ ଇଙ୍ଗିତରେ
@priyabratmohanty4969
@priyabratmohanty4969 Күн бұрын
ଏମିତି ହବ ବୋଲି BJD ଵାଲା ଙ୍କୁ ମାଲୂମ ନଥିଲା ଭାବିଥିଲେ ପ୍ରତି ଥର ଭଳି ଏଥର BJD ସରକାର କରିବ ପୁଣି ଅୟସ ଚାଲିବ, କିନ୍ତୁ ଚକ୍ର ଓଲଟି ଗଲା
@user-gv5xh8rm2f
@user-gv5xh8rm2f 2 күн бұрын
ସମସ୍ତ ସ୍କୁଲ ଏପରି ନିମ୍ନମାନର କାର୍ଯ୍ୟ ହୋହିଛି.
@ayushkumarroutray3199
@ayushkumarroutray3199 2 күн бұрын
Great job
@rajatji9212
@rajatji9212 Күн бұрын
We want a politician just like you
@bijayanandasatpathy9488
@bijayanandasatpathy9488 Күн бұрын
ଏପରି ଜଣେ ନିର୍ଭୀକ ବ୍ୟକ୍ତିଙ୍କୁ ଦଳୀୟ ଟିକେଟ ରୁ ବଞ୍ଚିତ କରାଯାଇଥିଲା ତାହା ବଡ଼ ଦୁଃଖର ବିଷୟ । ତା ଛଡା ଏମିତି ବ୍ୟକ୍ତିଙ୍କୁ ଯଦି ନିର୍ବାଚିତ କରି ବିଧାନସଭାକୁ ପଠା ଗଲେ ରାଜ୍ୟର ମଙ୍ଗଳ ହିଁ ହେବ। ଲୀକୁ ବାବୁ ଜଣେ ଶିକ୍ଷିତ ବ୍ୟକ୍ତି ଆଉ ମଧ୍ୟ ପ୍ରକୃତ ସମାଜସେବୀ । ମୁଁ ତାଙ୍କ ନିର୍ବାଚନ ମଣ୍ଡଳୀ ର ବ୍ୟକ୍ତି ବି ନୁହଁ । ପ୍ରାରମ୍ଭିକ କାର୍ଯ୍ୟକ୍ରମରୁ ଜଣାପଡ଼ୁଛି ସେ ଅନେକ କିଛି କରିବେ । ଧନ୍ୟବାଦ୍ ଲିକୁ ବାବୁ ।
@manoramanayak3786
@manoramanayak3786 Күн бұрын
ଓଡ଼ିଶାର ସମସ୍ତ ବିଧାୟକ liku ଭାଇଙ୍କୁ ଅନୁକରଣ କରନ୍ତୁ ।ବିଧାୟକ ହେବାପରେ ନିଜ କର୍ମକ୍ଷେତ୍ର କୁ ଟିକେ ଦେଖନ୍ତୁ ।
@ranjankumarpanda2316
@ranjankumarpanda2316 Күн бұрын
100 % right Himanshu Bhai
@dipaksuna8942
@dipaksuna8942 2 күн бұрын
🙏🙏🙏🙏
@SrikantNayak-kk6ew
@SrikantNayak-kk6ew 11 сағат бұрын
Sir namaskar, apanank jojana bahut bhal. Apanamka shoftwer Sara odissare karyakarita hebadarkar.
@rabindrakumarpuhan7688
@rabindrakumarpuhan7688 Күн бұрын
Importance should be given not only to develop infrastructure but also to teacher posting
@santoshpatra8231
@santoshpatra8231 2 күн бұрын
Good job sir 👍
@user-qz7pe8yk4v
@user-qz7pe8yk4v Күн бұрын
Proud of you 👏👏👏👏👏👏 sir I am 💯💪💪 support you 🙏🙏🙏🙏🙏🙏🙏🙏
@ajitrout1146
@ajitrout1146 2 күн бұрын
Bhai habataa Amiti Pura bjd sasana Au razz chalibaa nahi.pura dile khuse Amaa himanshu bhai pura khanti odiea toka,👋👋👋👋👋👋
@bapujimaharana8964
@bapujimaharana8964 2 күн бұрын
Power full MLA 👍👍👍👍👍 sir
@ajitkumarmarthapintu2247
@ajitkumarmarthapintu2247 Күн бұрын
ସୁଯୋଗ ମିଳିଲେ ନିଶ୍ଚୟ ଦେଖା ହେବି ଭାଇ 👍
@damodarsatapathy6418
@damodarsatapathy6418 2 күн бұрын
Great jobsir
@dibyaswaruppanda6980
@dibyaswaruppanda6980 Күн бұрын
The Dynamic leader.... All MLA should be like this
@subasjena1252
@subasjena1252 2 күн бұрын
Talent mla himansu bhai ❤❤❤❤❤❤❤❤❤❤❤❤❤❤Jay bjp ❤❤❤❤❤Jay bjp ❤❤❤❤Jay bjp ❤❤❤❤Jay bjp ❤❤❤❤❤Jay bjp ❤❤❤❤❤❤❤
@liveforPeople
@liveforPeople 14 сағат бұрын
Future of New Odisha.
@dillipkumarsahoo1133
@dillipkumarsahoo1133 2 күн бұрын
ଖଟ ପଡ଼ିବା ର କାରଣ ହେଲା ଛିଡା ଛିଡି ହେଉ ଥିଲେ 💃🏿🖕👎😭🤪😂🤣
@AshokPanda-qt4qn
@AshokPanda-qt4qn Күн бұрын
Bidhayaka Mane Abhali Nirbhika o Satya Badi Hebakatha Dhnyabad Himanshu Babu👍🤝✌️🙏
@AshokPanda-qt4qn
@AshokPanda-qt4qn Күн бұрын
Himansu Babu Prakruta re Apan Jaha kahuchhanti 100% Sata Apannku Anurodha Bigata 50 barsa ru adhika helani keteka gharoi School College chalichhi Tar Sudhar Pain Apana Sudhansu Babu Sara orissa re Sahara manankare chalichhi .Apan thik byakti Je Ahi Bisayare CM O Sikhaya Mantri nku Gochara kari Sudhar karantu Jai MAA Bharati🙏
@AshokPanda-qt4qn
@AshokPanda-qt4qn Күн бұрын
Apana Jitile Amara Bhagya Ama sata Anubhuti Sunichhu Dekhuchhu Jai Jagannath Jai MAA Samleswari 🙏
@AshokPanda-qt4qn
@AshokPanda-qt4qn Күн бұрын
Apana jane Swadhinata Sangrami re Gaanti heba katha Bandey Mataram Om Namo Bhagabate Sriaurobindaya Namo 🙏🙏
@AshokPanda-qt4qn
@AshokPanda-qt4qn Күн бұрын
Apana 100% Honest
@AshokPanda-qt4qn
@AshokPanda-qt4qn Күн бұрын
Mu Apannku September masare Bhetibi Nichhaya Himansu Babu Apanakar contact no Daya kari mate Share karantu🙏
@KrantisankarDas
@KrantisankarDas 2 күн бұрын
Always with you bro
@user-bu9bu4op7m
@user-bu9bu4op7m Күн бұрын
I am very proud of you liku vai you have Great hero of Dharmasala Block
@gn4716
@gn4716 Күн бұрын
Great He should be Minister highly talented ji
@yess96ssubhu
@yess96ssubhu Күн бұрын
ଭାଇ ଲିକୁ ଭାଇ ଆମ ଭାଇ ବାଘ You are real hero ଜଣେ real Hero ama ପାଇଁ ଯିଏ କି ପୁରା perfect କଥା କହନ୍ତି ଯୋଉ ଲୋକ ସେ ଜିତୁ chanda କୁ sabat କରିଲେ ସେ ଜିତୁ ପୁରା ଆମ ଧର୍ମଶାଳା କୁ ଖାଇ ଦେଇଛି ତାକୁ sabat କରିଲେ You are great ଭାଇ 😊😊
@priyaranjanbehera5713
@priyaranjanbehera5713 Күн бұрын
Great
@user-zd1wy8et8p
@user-zd1wy8et8p Күн бұрын
Jay jagannath
@manojkumarbarik3284
@manojkumarbarik3284 2 күн бұрын
Good argument
@lipsa5949
@lipsa5949 Күн бұрын
Great MLA of odisha 🙏🏻🙏🏻❤️❤️
@user-hd9vb2xo6n
@user-hd9vb2xo6n 22 сағат бұрын
Brave leader of odisha politics.
@amiyakumarbehera5701
@amiyakumarbehera5701 Күн бұрын
I salute bhai
@NSERIES36
@NSERIES36 Күн бұрын
The voice of freedom fighter
@lovevenue
@lovevenue Күн бұрын
You are right 👍 100 per sent
@prasantadas87
@prasantadas87 2 күн бұрын
Great job bhai
ROCK PAPER SCISSOR! (55 MLN SUBS!) feat @PANDAGIRLOFFICIAL #shorts
00:31
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 19 МЛН
🔵Exclusive Interview With Odisha Deputy CM Pravati Parida
34:21
ROCK PAPER SCISSOR! (55 MLN SUBS!) feat @PANDAGIRLOFFICIAL #shorts
00:31