ବଲାଙ୍ଗୀର ଗସ୍ତ ରେ ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କୋଶଲ ରାଏଜ ଉପରେ ରଖିଲେ ମତାମତ ।

  Рет қаралды 237,398

MOR SAMIYA

MOR SAMIYA

18 күн бұрын

ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
👇🏻👇🏻👇🏻
ଆମର FACEBOOK PAGE - profile.php?...
ଆମର INSTA PAGE - morsamiya?igshi...
ଆମର what'sup ନମ୍ବର
9777173935

Пікірлер: 1 100
@pramodkumarnaik2350
@pramodkumarnaik2350 17 күн бұрын
ବେଳେ, ଆଜ୍ଞା କହିବାର ହିସାବରେ. ମଦ ଓଡିଶାରେ ବନ୍ଦ ନି ହୁଏ, ସତ କଥା, ମଦ ବନ୍ଦ ହେଲେ ତାଙ୍କର ମାଇଝି ତାଙ୍କୁ ପିଟବା, କାରଣ ତାଙ୍କର ମାଇଝି କେ ପହେଲା ମଦ ଦରକାର, ଇଟା ଆପଣ ମାନେ ଜାଣିଛନ,.. ଇ ସରକାର ଆଗକେ ଗଜା ଭି ନି ହୁଏନ ❤️❤️🌹
@ashoknag3973
@ashoknag3973 16 күн бұрын
100 right
@chittaranjanbag8065
@chittaranjanbag8065 14 күн бұрын
BJP sarkar kichhi nai kare
@surajkumarsahoo6549
@surajkumarsahoo6549 12 күн бұрын
Next thra confirm harba jen katha kahichhan seta ta nai kahi baluchhan abe ka mahanmuskil sarkar a eta
@sunilchhatrapal1985
@sunilchhatrapal1985 16 күн бұрын
Congress କେ ଥରେ chance ଦିଅ ହୋ ।।।।ରାହୁଲ ଯାହା କହେଶି କର୍ସି
@manjilkumarkhamari6784
@manjilkumarkhamari6784 16 күн бұрын
Pappu khan, hindu birodhi mg, deshdrohi 😡😡😡 boli kari ni janbar ge.
@PrasantaGuruji
@PrasantaGuruji 15 күн бұрын
Next election re fixed
@amritapradhan2156
@amritapradhan2156 15 күн бұрын
Deshdrohi party k amar paschim area re kbe chance nai dau
@manjilkumarkhamari6784
@manjilkumarkhamari6784 15 күн бұрын
@@amritapradhan2156 👍👍👍
@JamesParichha.
@JamesParichha. 14 күн бұрын
​@@amritapradhan2156tu vari tautar ta Rahul.is the real political of India..
@roshannag4634
@roshannag4634 17 күн бұрын
Mor samiya bahut bahut dhyanabad sabu doubt clear krbr lagi...
@RamiorajRaj
@RamiorajRaj 17 күн бұрын
Past ତ ମୋର ସମିଆ ର ରିପୋର୍ଟର ଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ମାଟି ମାଂ କେ ବିକଳା ନେତା କେ ଧନ୍ୟବାଦ
@Tusharm-ks9dc
@Tusharm-ks9dc 16 күн бұрын
ଅଲଗା ରାଜ୍ୟ ନି ହେବାର ତକ୍ କିଛି ବିକାଶ ନି ହୁଏ ବିନାଶ ହେବା.
@swaymsubhamray7655
@swaymsubhamray7655 15 күн бұрын
କାଇଁ ଓଡ଼ିଶା କୁ ଭାଙ୍ଗିବ ବୋଲି ଲଗିଛ ଏକା ହେଇ ରହିଲେ ତୁମ ମାନ ଙ୍କ ଆବସ୍ତ୍ତା ଝାରଖଣ୍ଡ ଭଳି ହେବା 😂😂
@princesoumya2977
@princesoumya2977 14 күн бұрын
Eta .murkha mananka kama ..odisha ku devide .karibaku ..chahunchha. ..Tama vitare .aau atankawadi nka vitare . Knn ..difference rahila ..
@muktikantaswain-2102
@muktikantaswain-2102 13 күн бұрын
Tu kie re bhai dekhibu ....😡😡
@stylishking6611
@stylishking6611 13 күн бұрын
@@princesoumya2977 tme pandita Mane tk se Sadheikala au kharsia ku Odisha re misei ki dekha tapare janiba
@Your......651
@Your......651 17 күн бұрын
ମୋର ସମିୟା କେ ହୂରଦ ଭିତରୁ ବହୁତ ଧନ୍ୟବାଦ ତମେ ସବୁ ବେଳେ କୋଶଲ ର କଥା ପକାଉଛ 🙏 ଯଦି ବିଜେପି ର ଏଜେଣ୍ଡା ରେ କୋଶଲ ରାଏଜ ନାଇଁ ନ କାଇଁ ହେଲା ଯେ ସେ କାଟିବାଞ୍ଜି ବିଧାୟକ ଲକ୍ଷ୍ମନ ବାଗ ଆଜ୍ଞା କୋଶଲ ରାଏଜ କଥା କହି ଥିଲେ ଭୋଟ ବେଳେ କୋଶଲ ର ନା ରେ ଜିତିଗଲ ଜିତି ସାରଳା ପରେ ନାଇଁ କହି କହୁଛ
@debasismajhee7876
@debasismajhee7876 17 күн бұрын
Right bhai 👍🏻👍🏻👍🏻
@user-qp3oc3zn3k
@user-qp3oc3zn3k 16 күн бұрын
😂😂😂😂😂😂😂😂 କୋଶଲ ରାଜ୍ଯ କେବେ ହବ
@songbyyoutube8523
@songbyyoutube8523 16 күн бұрын
Satkatha he
@anvlog1851
@anvlog1851 16 күн бұрын
Mate koshal rajya darakar mate kantabanji jilla darakar kie kahithile kie kie janicha
@user-mq7qs1jz7r
@user-mq7qs1jz7r 15 күн бұрын
ଲକ୍ଷ୍ମଣ ବାଗ ହେଥିର ଲାଗି ଭୋଟ ନୈ ଦେଉଥିଲେ ଲୋକ ଆର୍ ସବୁବେଳେ ହାରୁଥିଲା
@keyboardboysushil
@keyboardboysushil 17 күн бұрын
ଇ ସଲେ ତ ଗୁଟେ ଗୁଟେ ବଡ଼ ମଧୁଆ ଇ ସଲେ କାଣା ମଦ ବନ୍ଦ କରବେ ।
@user-rn7dq8uc2p
@user-rn7dq8uc2p 16 күн бұрын
✋ଇ ହାତେ ଭଗବାନ ଆଶ୍ରୀବାଦ୍ କରବେ କୋଶଳ ରାଜ୍ୟ ହେବା ବୁଝିବା ଲୋକ ବୁଝୀଜି ବେ
@sambhunathrana2191
@sambhunathrana2191 17 күн бұрын
ଯଦି BJP Agenda re କୋଶଲ ରାଜ୍ୟ ନାଇଁନ, ତୋ ଫେର୍ BJP ର ଲକ୍ଷ୍ମଣ ବାଗ୍, Dr ମୁକେଶ୍ ମହାଲିଙ୍ଗ ଆଜ୍ଞା, ପ୍ରଦୀପ ପୁରୋହିତ ଆଜ୍ଞl କାହୁଛନ୍ ଯେ କୋଶଲ ରାଜ୍ୟ ହେବାର୍ କଥା ବଳି KV ଆଜ୍ଞା ଖାଲି କହୁଛନ୍ ଯେ କୋଶଲ BJP Agenda ରେ ନାଇଁ ନ😂😂😂
@basantatumunia6822
@basantatumunia6822 17 күн бұрын
Patanagarh bale pashu magihe je Raja gharke vote dauchha na meheji munus ke MLA MP kari dele
@dhirajisking4802
@dhirajisking4802 17 күн бұрын
Sabu latin dekhauchhan ho dada. Sab samna aan
@achyutbag4614
@achyutbag4614 17 күн бұрын
Hetir lagita e mg k muin kebhe vote ni dien
@manojbagarty1234
@manojbagarty1234 17 күн бұрын
Eta ta modi garantie dabal engine chore michua sarkar
@pabitrafun1344
@pabitrafun1344 17 күн бұрын
right
@edtonk6277
@edtonk6277 15 күн бұрын
ଆପଣଙ୍କ ଭୋଳିଆ ମନ୍ତ୍ରୀ ପାଇଁ ଅଜି ଓଡ଼ିଶାବାସୀ ଗର୍ବିତ ଅନୁଭବ କରୁଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏
@user-rt6mg3kc3e
@user-rt6mg3kc3e 13 күн бұрын
ଉପ ମୁଖ୍ୟମନ୍ତ୍ରୀ ବହୁତ ବଢିଆ କହିଛନ l
@souravmishra2498
@souravmishra2498 11 күн бұрын
ବହୁତ୍ ଧନ୍ୟବାଦ୍ ମୋଟ ସମିୟା ନିୟୁ କେ ସବୁ କଥା କେ କ୍ଲିୟର କରି ପଚରାଇ ଥିବାରୁ❤
@selapatharparishad7723
@selapatharparishad7723 17 күн бұрын
କୋସଲ ବିରୋଧୀ ଆମର ଇଲାକାର ସବୁ ନେତା
@jnanranjanswain6504
@jnanranjanswain6504 17 күн бұрын
Aji janila ki...
@jitendrabagarti9490
@jitendrabagarti9490 16 күн бұрын
Right
@gyanaranjandas6377
@gyanaranjandas6377 16 күн бұрын
Obviously...It's time to think about development of Odisha not separate state... Don't waste your valuable time Bro..
@tejishtosh1491
@tejishtosh1491 16 күн бұрын
Odisha k bhag krba k chahucha k , Bihar Jen rajya ru bhaag heithila , seta k dekha ken paristhiti re achhe
@anvlog1851
@anvlog1851 15 күн бұрын
@@tejishtosh1491 Bihar ru odisha bikash re tale,ita mui nai kahe bar bada bada neta mantri mane kahichhanti bihar ra katha kahani
@bholabag3018
@bholabag3018 17 күн бұрын
6 time MLA hela pare b no development shame on u 😂
@cr7_ab460
@cr7_ab460 17 күн бұрын
Right phir bi lag mane e ta k neta bane6n Dammmmm bro😂 Ebe kahan ar jay koshal
@SurprisedDonuts-pj4wx
@SurprisedDonuts-pj4wx 13 күн бұрын
ଜୟ ଓଡ଼ିଶା ଜୟ ଓଡ଼ିଆ ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ 🕉️🕉️🕉️🛕🚩🚩🚩 ଜୟ ମା ଦକ୍ଷିଣକାଳୀ 🛕🔱🚩🚩
@SCpicture
@SCpicture 16 күн бұрын
ମୋର୍ ହିସାବରେ କେହେନ୍ସି ରାଜନୈତିକ ଦଳ ରୁ କୋଶଲ୍ ରାଏଜ୍ ଆଶା କରବାର୍ ଟା ଭୁଲ୍ ଆଏ ଜଏ ମାଁ ସମଲେଶ୍ଵରୀ 🙏 ଜଏ କୋଶଲ୍ ✊🚩
@akshya_production
@akshya_production 16 күн бұрын
ସତ କଥା ହେ
@MotoIndia-tr6qd
@MotoIndia-tr6qd 12 күн бұрын
J agyan kahi thile kn j election aagru koshal karma boli .....6thar jitei chan patnnagarh bale bele aau kana asa karba
@akashbag8566
@akashbag8566 10 күн бұрын
Right kahila daa
@knproduction960
@knproduction960 17 күн бұрын
ଇ କଥା ସୁନଲା ପରେ ଜଣାପଡୁଚେ କି କୋଶଳ ଲାଗି ଟିକେ ବି ଦରଦ ନାଇ ନ ଆର ଦେଖୁ କଣା କଣା ବିକାଶ କର୍ବେ ଯେ
@achyutbag4614
@achyutbag4614 17 күн бұрын
Bikash aru kana heba ho sabu dara dam badhla bjp sarkar asalak dadan ahuri beshi lok jibe
@arunakumarparida6407
@arunakumarparida6407 17 күн бұрын
Kosal wala odisha chadiki palao. Odisha will be undivided
@knproduction960
@knproduction960 17 күн бұрын
Wait kar din aiba seour kosal heba au suna tame katkiaa mane kosal hele bhuke marba
@keyhook4903
@keyhook4903 14 күн бұрын
Bhai re Kain emiti hauchhu , eek re ta iee gote Chhota state aau kete Chhota Kariba​@@knproduction960
@user-po8rs8ct6t
@user-po8rs8ct6t 16 күн бұрын
କୋସଲ ଶଗ୍ରମୀକହେମାବଏଲେ ପ୍ରମୋଦ ମିଶ୍ର ଆଜ୍ଞା ଅନ ହେଆଜ୍ଞାଭିତ ବିଜେପି ପାଟିରେ ଅନ ଜୟ କୋସଲ ଜୟ ମାଁ ସମଲେଶ୍ଵରୀ 🚩🙏
@sanjayabhoi247
@sanjayabhoi247 17 күн бұрын
କାହିଁ ଗଲ BJP BJD Congress all party ଲୋକ ମାନେ ନେତା ସବୁ ବେଳେ ନେତା ନିଜର ସ୍ବାର୍ଥ ଛଡ଼ା କିଛି ନାଇ ଚାହାନ୍ ଭୋଟ ପାଇବାର ଆଶା ଲାଗି ଜୟ କୋଶଳ କହିଦେଲେ ଆମେ ଟେକି ହେଲା ଭଳ ସେ ରାଜନୀତି ଆଉ ରାଜନୀତିଆ କେ ଚିହ୍ନ ଭାଈ ମାନେ ଆଜିକାଲି ନେତା ମାନେ କୁଟ ନୀତି କରୁଛନ୍ ସେ ସବୁ ଲାଗି ଆମେ ନିଜେ ହିଁ ଦାୟୀ 🎉🎉 ଜୟ କୋଶଳ 🎉🎉
@U.B675
@U.B675 17 күн бұрын
ଇ ଲୋକ କିଛି ନାଇ କରି ପାରେ ତାର କଥା ରୁ ଜଣା ପଡ଼ୁଛି
@rohanpadhan4341
@rohanpadhan4341 17 күн бұрын
ମହା ମୁସ୍କିଲ ରେ ବୁଆ... କିଏ ବନେଇ ନେଲା DyCM...
@Travelerbhairab
@Travelerbhairab 17 күн бұрын
Mad bikbe pare ....😂😂
@KOSHALTAK
@KOSHALTAK 17 күн бұрын
ପହେଲା ତ ମୋର ସମୀୟା କେ ବହୁତ ବହୁତ ଧନ୍ୟବାଦ 🙏କୋଶଲ ଲାଗି ଆବାଚ ଉଠାଉ ଥିବାର ଲାଗି ! ଆମର୍ କୋଶଲ ଏରିଆ ରେ ଦାଦନ ସମସ୍ୟା /ବେକାରୀ ସମସ୍ୟା ବଢ଼ି ଚାଲିଛେ /ସ୍ଥାନୀୟ ନିଯୁକ୍ତି ନି ମିଲବାର ସେଟା କେନ୍ତା କଲେ ହେବା କହେତା ଯାହା . ଓଡ଼ିଶାର ଦାଦନ କଥା କହୁଛେ . କୋଶଲ କଥା କହେଲେ ତତେ ଝଗଡା ଲଗାଉଛନ୍, ସମ୍ବଲପୁରୀଆ ରକତ ଯଦି ତମର ଦିହେଁ ଥିତାବେଳେ ଇକଥା ନି କହେତ ଆଜ୍ଞା ...ଯେତେବେଳେ ମଧ୍ୟ ପ୍ରଦେଶ ସାଙ୍ଗେ ଥିଲା ଛତିଶଗଡ଼ ତାର୍ ମାନଚିତ୍ର ରେ ହଜିଯାଇଥିଲା . ଆଜି ସେ ଛତିଶଗଡ଼ କେ ସାରା ଦୁନିଆ ସୋର କରୁଛେ ! ମର ଭାଇମାନେ କେତେଦିନ ତକ ଆର୍ ସୁଇବ ଉଠ କୋଶଲ ଆନ୍ଦୋଳନ କେ ଆର୍ ତୀବ୍ର କର୍ମା .🙏 #Jai-Koshal #Jai-Masamlei
@TONYSTARK69878
@TONYSTARK69878 17 күн бұрын
jay band jay bia 🤣
@KOSHALTAK
@KOSHALTAK 17 күн бұрын
କଟକିଆ ଡର ଲାଗୁଛେ
@geetanjalisethi9772
@geetanjalisethi9772 17 күн бұрын
​@@KOSHALTAK sabuta apata area re ghara Kari rahilani. Puni dara koupate😂😂😂Jadi katakia ete kharap tumemaane aee area aasi nija association tiari kariparinathanta. Tuma jhia, bohu ethi surakhita Nathante.
@Tusharm-ks9dc
@Tusharm-ks9dc 16 күн бұрын
​@@geetanjalisethi9772ତୁଇ ମାଳି ସାହି ରେ ଅଛୁ କେଁ
@bikashsandha2464
@bikashsandha2464 17 күн бұрын
ତମର ପାଞ୍ଚ ବରଷ ସାରି ଗଲେବି 300 ୟୁନିଟ୍ ବିଜିଳୀ ସମକୁ ଦେଇନିପାରନ୍
@debasismajhee7876
@debasismajhee7876 17 күн бұрын
ଇମାନେ ଖାଲି ଭାଷଣ ଦେଇ ଜାନଛନ ରେ ଭାଇ ଫେକୁ ପାର୍ଟି ପରେ 😂😂😂
@stylishking6611
@stylishking6611 16 күн бұрын
😂😂
@swaymsubhamray7655
@swaymsubhamray7655 15 күн бұрын
କାଇଁ ଓଡ଼ିଶା କୁ ଭାଙ୍ଗିବ ବୋଲି ଲଗିଛ ଏକା ହେଇ ରହିଲେ ତୁମ ମାନ ଙ୍କ ଆବସ୍ତ୍ତା ଝାରଖଣ୍ଡ ଭଳି ହେବା 😂😂
@stylishking6611
@stylishking6611 13 күн бұрын
@@swaymsubhamray7655 Chhattisgarh ra na sunicha, Uttarakhand ra na sunicha
@Smoker_341
@Smoker_341 9 күн бұрын
Sath katha ema katha kahesan khali kam kichi nai
@dillipkumarrout2936
@dillipkumarrout2936 17 күн бұрын
Really Mor Samia anta Chanel gute j mui bahut dinu dekhi aasuche Sat upre sabu bele aage achhe.Bahut bhal laguchhe news dekhbar lagi.Aau next e Chanel gute Bahut bad manyata payba boli mor aasha.
@neherusahu8042
@neherusahu8042 17 күн бұрын
BJP ର ଜେନ୍ ନେତାମାନେ ଜୟ କୋଶଳ କହି କରି Election ଜୀତିଛନ ସେମାନେ ଏବେ କୋଶଳ ଲାଗି ଲଢ଼ି ପାର୍ବେ କେଁ?? ଜୟ କୋଶଳ 🚩
@SeturaajaMajhi
@SeturaajaMajhi 17 күн бұрын
କଂଗ୍ରେସ ମାନେ ସିନା, ବିଜେପି ନେଇଁସେ ରେ।
@mks5547
@mks5547 17 күн бұрын
​@@SeturaajaMajhi କଂଗ୍ରେସ ବି ନି କରେ ଓଡିଶା ଛୋଟ ରାଜ୍ୟ ଆଏ up mh mp ରେ 15କୋଟି ଲୋକ ରହୂଚଣ୍ଟ
@sk-ek1tz
@sk-ek1tz 17 күн бұрын
Pura right kahuchha dada
@user-zx8ip4sq5n
@user-zx8ip4sq5n 17 күн бұрын
​@@SeturaajaMajhimukesh mahaling nai kahithai kaen ho
@SeturaajaMajhi
@SeturaajaMajhi 17 күн бұрын
@@user-zx8ip4sq5n ତମେ ବୋଧେ ନେଇଁ ବୁଝି ପାରି ଗୋ... , ମୁଇଁ କାଣା କହିବା କାଯେ ଚ଼ାହୁଁଛେ ଯେ?
@KunjabanMajhi-d8x
@KunjabanMajhi-d8x 17 күн бұрын
ବିଜେପି ବଦଳି ଗଲା ହୋ, ଖାଲି election ଆସଲେ ବଡ଼ ବଡ଼ ଭାଷଣ ଏ
@Hhhhhttt555
@Hhhhhttt555 16 күн бұрын
Bjp pura jumla sarkar aa tume agoru ne jani
@babulubariha2098
@babulubariha2098 13 күн бұрын
ଫୁସି ଖ...
@SSMV22
@SSMV22 14 күн бұрын
Very good reporting...best news channel of Odisha.. specially for our western odisha...jai koshal
@murlibesanjaysrihari3503
@murlibesanjaysrihari3503 17 күн бұрын
କେନ୍ ନେତା ବି କୌଶଳ ରାଜ୍ୟ କରବାର୍ ହିମତ୍ ନାଇନ ନିଜର ସତ୍ତା ଥିଳେ ଚୁପ୍ ହେଇଜାଉଛନ୍ ଆଉ ସତ୍ତା ତି ନାଇ ଥିଲେ କୌଶଳ ରାଜ୍ୟ କୌଶଳ ରାଜ୍ୟ ହେଉଛନ୍ ବିନା ଛୁଆ କାନ୍ଦେ ମାଁ ବି ଦୁଧ୍ ନେଇ ଦିଏ କୌଶଳ ରାଜ୍ୟ ଆମ୍ କୁ ଦରକାର୍ ଆର୍ ନେତା ମାନ୍ କୁ ସତ୍ତା ଦରକାର୍ ହେତିର୍ କାଜେ ଆମର୍ ଅଧିକାର୍ କାଜେ ଆମକୁ ହିଁ ଲଢେଇ କରବାର୍ ପଡବା ଯେନ୍ ଦିନ୍ ତକ୍ ଆମକେ ଆମର୍ ଅଧିକାର୍ ନାଇ ମିଳିବା ସେ ଦିନ୍ ତକ୍ ଲଢେଇ ଚାଳୁଥିବା ଜଏ କୌଶଳ ଜଏ ମାଁ ସମଲେଶ୍ବରୀ
@manabpremeesanjeeb
@manabpremeesanjeeb 17 күн бұрын
Kenta ho bjp bjp b bali radi chhaduthila r vote dela ebe kn heuche
@gkgyan1435
@gkgyan1435 16 күн бұрын
କୋଣସି ପାର୍ଟୀ ଏଜେଣ୍ଡା ରେ ନୂଆ ରାଜ୍ୟ କର୍ ବାର୍ ରୁଲ ନାଇଁ ନ୍ ସେ ଟା ସମ୍ବିଧାନ ର୍ ଅଧିକାର ଏ ନୂଆ ରାଜ୍ୟ ଆନ୍ଦୋଳନ କଲେ ମିଲ୍ବବା ନିଜର୍ ହକ୍ ଅଧିକାର ଲାଗି ଲଢିଲେ ମିଳିବା ତେଲେଙ୍ଗାନା, 36ଗଡ ନୁ କିଛି ଶିଖ କେନ୍ତା କରି ଅଲଗା ରାଜ୍ୟ ଗଠନ କର ସନ୍ ଯେ ଖାଲି ଭୋଟ ସମିଆ ହେଲେ ଜୟ କୋଶଳ ଜୟ କୋଶଳ କଲେ କିଛି ନି ହୁଏ kb ସିଂହ ଦେଓ ହେ ହେଇଛେ ଗୁଟେ ସ୍ୱାର୍ଥ ପର ହେଥିର୍ ଲାଗି ବଲାଙ୍ଗିର ରେ କିଛି ଉନ୍ନତି କାମ ନାଇଁ କରି ଧନ୍ୟ ସେ ଭୋଟ ଦେଉ ମାଁନ୍କେ ଆଉ ଇଟା ଭି ସତ୍ କଥା ଏ ଯେତେ ଦିନ୍ ତକ୍ ଆମର୍ ଇ ଅଞ୍ଚଳ ଅଲଗା ନି ହେବା କେଭେ ଭି ଉନ୍ନତି ନି କରି ପାରେ ଲେଖି ରଖ ଆଉ ଗୁଟେ କଥା ଆମର୍ ଇ ଅଞ୍ଚଳର ଏକତା ଭି ନାଇଁ ନ୍ ସବୁ ବେଳେ ଗୋଡ ଘିଚା କାମ କର୍ଷନ ଇ ମାନେ ଖାଲି ରାଜନୀତି କର୍ ସନ୍ ନିଜର ନିଜର୍ ଭିତ୍ରେ ଝଗଡ଼ା ହେସଁନ୍ ଜଦି ଆନ୍ଦୋଳନ ଜୋର୍ ଦାର୍ ହେବା ବେଳେ ଅଲଗା ରାଜ୍ୟ ମିଳିବା ନାଇଁ ହେଲେ କିଛି ନି ମିଳେ ସେ କନକ ବର୍ଦ୍ଧନ ସିଂହଦେଓ ତାର୍ ଘର ଭୁବନେଶ୍ୱର ରେ ଅଛେ ହେ କାଇଁ ହେଲା ଯେ ଅଲଗା ରାଜ୍ଯ ହେବାର କେ ସମର୍ଥନ କର୍ବା ଯାହା ତ ବଲାଙ୍ଗିର କେ ଭକୁଆ ବନାଲା ଏବେ ପୁରା ପଶ୍ଚିମ ଓଡିଶା କେ ଭକୁଆ ବନାବା ପହେଲା ୟୁନିଟୀ ଭଲ୍ ରଖ ଅଲଗା ରାଜ୍ୟ ଜରୁର ହେବା
@Arihant269
@Arihant269 17 күн бұрын
ଭୋଟ ଆସିଲେ ଗୋଟେ ପ୍ରତିଶ୍ରୁତି ଭୋଟ ସରିଲେ ଗୋଟେ ପ୍ରତିଶ୍ରୁତି ବା ବା ରେ ବିଜେପି 😅😅😅
@mks5547
@mks5547 17 күн бұрын
ମୁଇ ଜନିଚେ ଓଡ଼ିଶା ଛୋଟ ରାଜ୍ୟ ଆଏ କେବେ ନି ହୁଏ up re 25କୋଟି ଲୋକ rahucant ଠିକ୍ କହିଲେ kb sir ପୁରା ଓଡ଼ିଶା ର ବିକାଶ haou
@skumar71823
@skumar71823 17 күн бұрын
ଜୟ କୋଶଳ ଖାଲି କହେମା ଅଲଗା କିଛି ନି ,ଆମେ ଆମେ ଖାଲି ଘିଚାଟନା ହେମା
@Subashbagh229
@Subashbagh229 17 күн бұрын
ଦିଅ ବୋ vote Bjp ପଞ୍ଚିମି ଓଡ଼ିଶା ବାଲେ ଇ ସବୁ କୋଶଳ ନା ରେ ଭୋଟ ନେଇଗଲେ ନେତା ଗୁତା 😅😅😅😅
@user-pr6ym8dl6z
@user-pr6ym8dl6z 17 күн бұрын
Koshal rajya karbar ekti aasan nai se bhai
@meherhendloom3088
@meherhendloom3088 17 күн бұрын
କାଇଁ କହିଥିଲେ ​@@user-pr6ym8dl6z
@balsinghkata9649
@balsinghkata9649 17 күн бұрын
Bhai re BJD aaele b koshal State nai hue ki congress aasle b nai he ete sahaj nai se
@Subashbagh229
@Subashbagh229 17 күн бұрын
@@user-pr6ym8dl6z hmm didi
@Subashbagh229
@Subashbagh229 17 күн бұрын
@@balsinghkata9649 hmm dada januchhe
@KOSHALKRANTIMORCHAOFFICIAL
@KOSHALKRANTIMORCHAOFFICIAL 17 күн бұрын
ସବୁ ରାଜନୈତିକ ଦଳର ଆଦର୍ଶ ରୁ ବଢ଼ି କରି ଆଏ ଅଲଗ କୋଶଲ୍ ରାଏଜ ଆନ୍ଦୋଳନ ସଂଗ୍ରାମ ଯଦି ଗୁଟେ ରାଜନୈତିକ ଦଳର ଲାଗି ନିଜର ଦେହେ ରାଷ୍ଟ୍ରପ୍ରେମ ବାହାରି ପାରୁଛେ ତ ମାଁ ମାଟି କୋଶଲ୍ ଲାଗି କାଏ ଯେ ନାଇଁ ବାହାରିବା ? ଆଗକେ ଭୟଙ୍କର ହେବା କୋଶଲ୍ ରାଜ୍ୟ ଦାବୀ ଇ କଥା କୋଶଲ୍ କ୍ରାନ୍ତି ମୋର୍ଚ୍ଚା ଆପଣ ମାନକୁ କହି ଦେଉଛେ । ଆପଣ ମାନକର କୋଶଲ୍ କ୍ରାନ୍ତି ମୋର୍ଚ୍ଚା ଯୋଗାଯୋଗ-9668829879
@anupsagar7905
@anupsagar7905 17 күн бұрын
@@KOSHALKRANTIMORCHAOFFICIAL Right pahela jen neta amar koshal ke Loksabha ne nei kahichhe seta ke birodh Kara jau
@user-xb4rr7jr9d
@user-xb4rr7jr9d 17 күн бұрын
ମଦ ବର୍ତ୍ତମାନ BJP ର ସାହାରା ମଦ ବିକ୍ରୀ କରି ଓଡିଶା ଚଲାଇ ଵେ
@debasismajhee7876
@debasismajhee7876 17 күн бұрын
Right 👍🏻👍🏻👍🏻
@majhiofficially1636
@majhiofficially1636 16 күн бұрын
Bahut badhia kahile kv sir salut sir odisha bhali rajyaku apananka pari neta darkar jay akhanda odisha jay kv singh deo bande utkal janani
@maabindhyabasiniproduction6706
@maabindhyabasiniproduction6706 17 күн бұрын
କନକ ବର୍ଦ୍ଧନ ସିଂଦେଓ ମୁରଦାବାଦ୍ ବିଜେପି ମୁରଦାବାଦ୍
@user-pr6ym8dl6z
@user-pr6ym8dl6z 17 күн бұрын
Kensi b party ra M.L.A koshal rajya gadhi nai pare bhai etki aasan nai se koshal rajya banabar
@TONYSTARK69878
@TONYSTARK69878 17 күн бұрын
kosal ta nai hue tune mane gute band bana 🤣
@Top10Ranker411
@Top10Ranker411 17 күн бұрын
​@@user-pr6ym8dl6ztelengana state lagi 100+ lok saheed heichhan.. Koshal r kete jan?
@debasismajhee7876
@debasismajhee7876 17 күн бұрын
ବିଜେପି ମୁରଦା ବାଦ
@manabpremeesanjeeb
@manabpremeesanjeeb 17 күн бұрын
Baa____da kha bjp k vote dela ebe kn helaa
@drpriyeshmaharana
@drpriyeshmaharana 16 күн бұрын
Sat katha kahele agyan🙏🏻 Kosalbadi lok sabhe akhi re dhuli marikari achan.. Kensi party b chahile kosal nai Kari parun... eta kensi jaanbar loka bujhiparbe...Ni hue bhai kosal fosal.. Paschim Odisha lok chahile b nai hue kosal... Ete sahaj Naina kosal heba... Development kara yaar, pura Odisha ke development kara.. Khali bbsr ke development nai Kari South West area jenki amar Sonepur, boudh, nua pada, Navrangpur ke development karun... Kosal faltu propaganda aae henta sabhe janichan...
@user-bz4zd5pv6g
@user-bz4zd5pv6g 12 күн бұрын
ଧନ୍ୟବାଦ କନକବର୍ଦ୍ଧନ ସିଂହଦେଓ ମହାଶୟ ଓଡ଼ିଶା କୁ ଖଣ୍ଡ ବିଖଣ୍ଡିତ କରାନଯାଉ 🙏🙏🙏
@Bargarh11
@Bargarh11 17 күн бұрын
ବିଜେପି ଏଜେଣ୍ଡା ରେ କୋଶଲ ରାଜ୍ୟ ନାଇଁ କଥା ଟା ଶୁନଲେ କଲଜା ଖଣ୍ଡ ଖଣ୍ଡ ହେଇଯାଉଛେ ? ପାଞ୍ଚ ବର୍ଷ ହିଁ ତମର୍ ରାଜ ବିଜେପି ବାଲେ ମନେରଖ ।
@Mr-ishan123
@Mr-ishan123 17 күн бұрын
Agaru bjd 25 barsa thila karidela ki kosol rajya
@kingrocky576
@kingrocky576 17 күн бұрын
Devlopement ni hele e jinis bichar karba Bhai .... Kam hau chhe ki kana j tk wait karu
@KOSHALTAK
@KOSHALTAK 17 күн бұрын
Right bhai
@IshahakHanuman
@IshahakHanuman 17 күн бұрын
Jay kosal 🔥🔥
@sgmusic123
@sgmusic123 17 күн бұрын
Thik kahucha vhai
@Rajubabarachala
@Rajubabarachala 17 күн бұрын
ମୋର ସମିଆ 🙏🙏🙏🙏
@jambeswarnag
@jambeswarnag 17 күн бұрын
ମଦ ନ ପିଇଲେ ଚଲିପା ରିବେନି ନେତାମାନେ
@abinashpanda4931
@abinashpanda4931 13 күн бұрын
Bahut badhia sir....ame bhabuthilu apana chief minister hebe boli....wish u all d best sir
@powerofaibharat
@powerofaibharat 14 күн бұрын
Jay koshal Jay ma Samalei Jay mor samiya
@bkstar2191
@bkstar2191 17 күн бұрын
ପଚିମ୍ ଓଡିଶା କେ ଠକ୍କିନେଲେ ନେତା ମାନେ
@Sushanshukarna
@Sushanshukarna 17 күн бұрын
କେହିବି ଭଲ ନୁହେଁ ରେ ବାବୁ ନିଜର ସ୍ୱାର୍ଥର ଲାଗି ନେତା ମନ୍ତ୍ରୀ
@PurandharSagria-wy1dt
@PurandharSagria-wy1dt 17 күн бұрын
ଠିକ୍ କଥା କହୁଛ
@jitendeep6939
@jitendeep6939 15 күн бұрын
Hm
@swaymsubhamray7655
@swaymsubhamray7655 15 күн бұрын
କାଇଁ ଓଡ଼ିଶା କୁ ଭାଙ୍ଗିବ ବୋଲି ଲଗିଛ ଏକା ହେଇ ରହିଲେ ତୁମ ମାନ ଙ୍କ ଆବସ୍ତ୍ତା ଝାରଖଣ୍ଡ ଭଳି ହେବା 😂😂
@raghunathchandan5840
@raghunathchandan5840 16 күн бұрын
ଆପଣଙ୍କୁ ମୋର ଅନୁରୋଧ ବଲାଙ୍ଗିର ବାସିଙ୍କ ଆସିବାଦ ଅଛେ ଆପଣ ଛାତିରେ ହାତ ରଖି କହୁନ କୋଶଳ ରାଜ୍ୟ କରୁନ ପଶ୍ଚିମ ଓଡ଼ିଶା ର ବିକାଶ ସବୁ ଆପଣଙ୍କର ହାତେ ବାପା ଅଜା ଅମଲରୁ ଅଛେ ଆପଣ ରାଜା ପରିବାର
@user-usepunyarajrana
@user-usepunyarajrana 13 күн бұрын
ଭାରତୀୟ ଜନତା ପାର୍ଟି ର ଏଜେଣ୍ଡା ରେ ଯଦି କୋଶଲ ରାଜ୍ୟ ନାଇନ ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆଜ୍ଞା ଇଲେକ୍ସନ ଆଗରୁ ନାଇଁ ଯାନୀ ଥାଇ କାଏଁ ଯେ କହୁଥିଲେ ମୋତେ କୋଶଲ ରାଜ୍ୟ ଦରକାର ମତେ କୋଶଲ ରାଜ୍ୟ ଦରକାର ବୋଲିକରି ଏବାବଦେ କିଛି କହୁନ ଆଜ୍ଞା 🙏🙏🙏
@KunalBarik-uv7jh
@KunalBarik-uv7jh 17 күн бұрын
ବିଜେପି ବାଗିର ମାଗିହା କିହେ ନା ଥିବେ ହୋ, ଭୋଟ ଦେଇକରି ଇ ମଗିହା ମାନଙ୍କୁ ଭୁଲ କରି ଦେଲ କୋଶଲବାସୀ ଆଜ୍ଞାମାନେ l ଜୟ କୋଶଲ, ଜୟ ମାଁ ସମଲେଇ 🙏🏻🙏🏻🙏🏻
@debasismajhee7876
@debasismajhee7876 17 күн бұрын
ଠିକ କହିଲେ ଭାଇ ଇ ଶଲେ ଯାନିଛନ ଭୋଟ କେନ୍ତା ଜିତିହେବା ଯେ ଇ ସବୁ ଆମର ଭୋଟର ମାନଙ୍କର ଭୁଲ. ଫେକୁ ପାର୍ଟି ବୋଲି ଫେକୁ ମୋଦି କୁହାଗଲା. ଆଜିତକ କାଣା ପୁରା କରଲା ନ ଯେ କରବା
@swaymsubhamray7655
@swaymsubhamray7655 15 күн бұрын
କାଇଁ ଓଡ଼ିଶା କୁ ଭାଙ୍ଗିବ ବୋଲି ଲଗିଛ ଏକା ହେଇ ରହିଲେ ତୁମ ମାନ ଙ୍କ ଆବସ୍ତ୍ତା ଝାରଖଣ୍ଡ ଭଳି ହେବା 😂😂
@Dr.Shashikanta_Mohanta
@Dr.Shashikanta_Mohanta 15 күн бұрын
ପଶ୍ଚିମ ଓଡ଼ିଶାର ବିକାଶ ହେଇନି ବୋଲି କହୁଥିବା ଲୋକେ ଟିକେ ମୟୂରଭଞ୍ଜ, କେଉଁଝର ଆଡେ ବୁଲିଆସ । ତାପରେ କହିବ ତମେ ଓଡିଶାର ବାକି ଜିଲ୍ଲାଠୁ ପଛରେ ଅଛ । ଖାଲି କଟକ କଟକ ହେଇ ତମ ମୁଣ୍ଡ ଖରାପ ହେଇଗଲାଣି। ଏ ବିଭାଜନ କାରୀ ମାନସିକତା ପ୍ରଚାର କରିବା ବନ୍ଦ୍ କର ।
@sushilkumar-es2lb
@sushilkumar-es2lb 14 күн бұрын
କୋଶଲ ବିରୋଧୀ ଆନ୍ ଉପ ମୁଖ୍ୟମନ୍ତ୍ରୀ ଆଜ୍ଞା
@SiddharthaSanjibPhotography
@SiddharthaSanjibPhotography 14 күн бұрын
Apan b west bengal ru bibhajita heiki asile. Bhuli gale ki itihash​@@Dr.Shashikanta_Mohanta
@surajtapan7940
@surajtapan7940 17 күн бұрын
Good job❤❤❤
@kartiknag9448
@kartiknag9448 17 күн бұрын
Thanks you Mor samia
@mr_sdev_123
@mr_sdev_123 17 күн бұрын
Next time 5 ta b M.L.A nai jita dekhba
@user-pr6ym8dl6z
@user-pr6ym8dl6z 17 күн бұрын
Kensi PARTY ra b M. L. A koshal rajya kari nai paran bhai etki aasan nai se koshal rajya banabar
@duryodhansahu976
@duryodhansahu976 17 күн бұрын
Paschim odisha ra lok samaste chahile heba
@drpriyeshmaharana
@drpriyeshmaharana 16 күн бұрын
Ni hue bhai kosal... Paschim Odisha lok chahile b nai hue kosal... Ete sahaj Naina kosal heba... Development kara yaar... Kosal faltu propaganda aae
@user-mv9rd6gq5i
@user-mv9rd6gq5i 17 күн бұрын
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା
@ARYASAMAJ111
@ARYASAMAJ111 13 күн бұрын
tu kiye be mg...to iccha re haba kibe
@Papunthevlogs
@Papunthevlogs 12 күн бұрын
Right 👍 ​@@ARYASAMAJ111
@Papunthevlogs
@Papunthevlogs 12 күн бұрын
Ahuri gali kara bhai😅
@user-po8rs8ct6t
@user-po8rs8ct6t 16 күн бұрын
ପ୍ରମୋଦ ମିଶ୍ର ଆଜ୍ଞା ବହୁତ ବହୁତ ଧନ୍ୟବାଦ 🙏
@Dr.Shashikanta_Mohanta
@Dr.Shashikanta_Mohanta 15 күн бұрын
ପଶ୍ଚିମ ଓଡ଼ିଶାର କିଛି ଲୋକମାନଙ୍କର ଏ ବିଭାଜନକାରୀ ମାନସିକତା ଅତି ଦୁଃଖଦାୟକ ଏବଂ ନିନ୍ଦନୀୟ। ଓଡ଼ିଶା ଏକ ଅଛି ଆଉ ରହିବ।
@user-rn7dq8uc2p
@user-rn7dq8uc2p 17 күн бұрын
ଆମ୍ କେ କୋଶଳ ରାଜ୍ୟ ଦରକାର୍ ଜ‌ଏ କୋଶଳ 🚩🚩
@SeturaajaMajhi
@SeturaajaMajhi 17 күн бұрын
କାନ୍ଦଅ 😂
@kumarsp8109
@kumarsp8109 17 күн бұрын
😂
@SaileshDehuri
@SaileshDehuri 17 күн бұрын
Kosal Rajya miliba nai Maha nadi pani dubi ki Mari ja😂😂😂😂
@SaileshDehuri
@SaileshDehuri 17 күн бұрын
Kosal Rajya miliba nai Maha nadi pani dubi ki Mari ja😂😂😂😂
@SaileshDehuri
@SaileshDehuri 17 күн бұрын
Kosal Rajya miliba nai Maha nadi pani dubi ki Mari ja😂😂😂😂
@shaktiranjanofficial8454
@shaktiranjanofficial8454 17 күн бұрын
Next election asuchee...? Dekhi demu Koshal state lagi public ready huaaaa
@drpriyeshmaharana
@drpriyeshmaharana 16 күн бұрын
No one is interested in kosal fosal propaganda
@PramodBhai-hf4ke
@PramodBhai-hf4ke 13 күн бұрын
Thank you k,v singdeo, akhand odisa thila rahiba, ,,,
@Sudhansu2863
@Sudhansu2863 16 күн бұрын
ଯେନ କୋଶଲ ରାଜ୍ୟ ଲାଗି ଆମର ବଲାଙ୍ଗିର ବାଶି ବରଷ ବରଷ ଧରି ଆନ୍ଦୋଳନ କରି ଆସୁଛନ୍ ସେଟା ଆରୁ ହେବାର ବାଟ ନେଇଁ ଡିସବାର ଆମେ ସବୁବେଳେ ଏନ୍ତା ଅବହେଳିତ ହେଇ ରହେମା ସବୁବେଳେ ଆମକୁ ଅନ୍ୟ ଉପରେ ନିର୍ଭର କରବାକେ ପଡ଼ବା ସବୁବେଳେ ଆମର ହକ ଆରୁ ଅଧିକାର ଲାଗି ଲଡବା କେ ପଡ଼ବା ସବୁବେଳେ ଆମେ ପଛୁଆ ରାଜ୍ୟ ହିସାବେ ରାହେମ ଯେହେତୁ ଇନର ନେତା ମନ୍ତ୍ରୀ ମାନେ ଆମର ସପେକ୍ଷ ରେ ନେଇନ ଆମର ବିରୋଧ ରେ ଅଛନ l
@manamb9222
@manamb9222 17 күн бұрын
Waaa ho mor samiya news channel salute you. Jay koshal 🚩
@TONYSTARK69878
@TONYSTARK69878 17 күн бұрын
band koshal
@manamb9222
@manamb9222 16 күн бұрын
@@TONYSTARK69878 band au rum utkal
@TONYSTARK69878
@TONYSTARK69878 16 күн бұрын
@@manamb9222 kosal mor band ne achhe
@sgmusic123
@sgmusic123 17 күн бұрын
Pashchim odisha ra sabu village ra vikas jadi ni hela 5 year vitire..... BJP next election 🍌🍌 sor rakitha
@akhilaranjannaik3488
@akhilaranjannaik3488 16 күн бұрын
କୋଶଲ ରାଜ୍ୟ ନାଇଁ ହୁଏ ମଦ ବନ୍ଦ ନାଇଁ ହୁଏ ମଦ ମିଳିବା
@silpagouda1787
@silpagouda1787 12 күн бұрын
ଓଡ଼ିଶା କୁ ଅଖଣ୍ଡ ରଖିବାର ଏକ ପ୍ରଚଣ୍ଡ ବକ୍ତବ୍ୟ, ଧନ୍ୟବାଦ୍ kV ସିଂଦେଓ
@scintillatingstar5479
@scintillatingstar5479 15 күн бұрын
Western Odishara bahut devlopment heu. Koshal Rajya katha loka mane bhuli jaantu. Odisha is always one state. Mr.K.V.Singh Deo is 100% right .
@KhiramatiMD
@KhiramatiMD 17 күн бұрын
କନକବର୍ଦ୍ଧନ ଡାଉନ୍ ଡାଉନ୍
@satya2456
@satya2456 13 күн бұрын
ଏମାନଙ୍କର ରାଜ୍ୟ ଅଲଗ ଦରକାର...ଜିଲ୍ଲା କୁ ଭାଗ କରିକି ଆଉ ଦୁଇ ତିନୋଟି ଜିଲ୍ଲା ଦରକାର (ଟିଟିଲାଗଡ଼, ପଦ୍ମପୁର) ..ଖାଲି ଅଲଗ ହେଇଗଲେ ବିକାଶ ହେଇଯିବା ଭାବୁଛନ୍...ଖାଲି ଗୋଟେ ହାୱା ଆଉ ପ୍ରହସନ ଚଳାଇଛନ୍...
@engrajeenag
@engrajeenag 15 күн бұрын
News reporter bhai very e thank you
@kumarsp8109
@kumarsp8109 17 күн бұрын
ଓଡ଼ିଶା କେବଳ ଓଡ଼ିଆଙ୍କର ଗୋଟିଏ ରାଜ୍ୟ ଥିଲା ଆଉ ଆଗକୁ ରହିବ ଦୟାକରି ଅଲଗା ରାଜ୍ୟ କଥା ଚିନ୍ତାଧାରା ମନରୁ କାଢି ଦିଅନ୍ତୁ ,ଜୟ ଜଗନ୍ନାଥ ଜୟ ଓଡ଼ିଶା
@Hemrajsahu
@Hemrajsahu 17 күн бұрын
We demand only kaushal state
@drpriyeshmaharana
@drpriyeshmaharana 16 күн бұрын
Kaushal state demand karuchaan jadi, CG pala.. Aar sethare jaikari banamu kosal 😂
@rashmiranjan7660
@rashmiranjan7660 16 күн бұрын
We demand, JAY HIRAKHAND
@Tusharm-ks9dc
@Tusharm-ks9dc 16 күн бұрын
​@@rashmiranjan7660ତୁଇ କଟକିଆ ବୋ ମୁଇ ଜନିଛେନ
@sanabag4355
@sanabag4355 16 күн бұрын
ତୋର ମା ର ପେଟରୁ ଜନ୍ମ ନାହିଁହେଇଥିଲୁ ମାଗିହା,ସେ ଦିନ ଠାରୁ କୋଶଳକେ ମିଶାଇଲେ ଆର୍ ଉଡିଶା ବନାଲେ ରେ ବାଣ୍ଡ୍,,,ଜୟକୋଶଳ ଜୟ ମା ସମଲେଇ
@Papu_32_bhoi
@Papu_32_bhoi 17 күн бұрын
L.bag kahuthiile Koshal Darkar M.Mahaling kahuthhile Koshal Darkar Au tame kahu6a Ajenda re nai na
@deepakbhoi4303
@deepakbhoi4303 17 күн бұрын
All BJP Neta chor mane 😡
@drpriyeshmaharana
@drpriyeshmaharana 16 күн бұрын
Semane mantri heigalena tm thenga paila 😂
@MBhoi-nf4zw
@MBhoi-nf4zw 16 күн бұрын
Thanks you mor samiya youtub chennal ❤❤
@bhagyamahakur4524
@bhagyamahakur4524 11 күн бұрын
ବନ୍ଦକରି ବା ଦରକାର୍ ସାର୍🎉🎉🎉
@ayus702
@ayus702 17 күн бұрын
ପାଣ୍ଡୁ ଲାଗି ଜେନ୍ତା BJD ହାରଲା ଏବୁଢ଼ା ଲାଗି BJP ଚୁହିବା ୫ ବରସ ଅଟକ ଆମୋର୍ କଶଳ ର ଅଜେଣ୍ଡ ରେ BJP ନାଇନ ଜୟ କସଲ
@kumardeepakofficial1418
@kumardeepakofficial1418 16 күн бұрын
Right
@sbsushantbagha-xm6go
@sbsushantbagha-xm6go 16 күн бұрын
Thik kahichha ​@@kumardeepakofficial1418
@dilipsahu6050
@dilipsahu6050 16 күн бұрын
Right
@GoutamRana-hz5ec
@GoutamRana-hz5ec 17 күн бұрын
Jay kosal jay maa samlei
@rashmiranjan7660
@rashmiranjan7660 16 күн бұрын
JAY HIRAKHAND
@amareshmohanty2536
@amareshmohanty2536 13 күн бұрын
Good reply by Singhdeo sir.....
@ghanashyambharasagar4870
@ghanashyambharasagar4870 17 күн бұрын
ପ୍ରଧାନମନ୍ତ୍ରୀ ଖ ବଏଲେଁ ଜାକିର ତମେ ଖାଏସ କେ ତମର ନିଜର ହିସାବେ କିଛି ଗୁଟେ ନାଇଁ କରି ପାର Unemployment ର କଥା ପଡ଼ଲେ ପ୍ରଧାନମନ୍ତ୍ରୀ କେ ଅରଉଛ ନାଇଁ,ହେ କାଣା କରବା ପ୍ରତିବର୍ଷ ୨ କୋଟି ଚାକିରୀ ଦେମି କହିଥିଲା ୨୦୧୪ ରେ କାହିଁ ଗଲା, local employment କିଏ ଦେବା ତମର ପ୍ରଧାନମନ୍ତ୍ରୀ ଆସବା କେଁ ଏନକେ କି ତମେ ମାନେ create କରବ
@rashmiranjan7660
@rashmiranjan7660 16 күн бұрын
ନେତା ହେବତ ଏମିତିକା, ଓଡ଼ିଶା କୁ କେବେବି ଭାଗ କରୀବାକୁ ଭାବନୀ , ଆମେ ଓଢୀଆ ଭାରୀ ବଢିଆ
@classicviral2474
@classicviral2474 16 күн бұрын
Just waiting badhiya heba
@kishormeher3310
@kishormeher3310 16 күн бұрын
A କୁକୁର
@kishormeher3310
@kishormeher3310 16 күн бұрын
ସଲା କଟକିଆ କୁକୁର
@user-dj5lz2dj2j
@user-dj5lz2dj2j 17 күн бұрын
I like kv singh deo ❤❤❤
@user-mm6vh5yq1n
@user-mm6vh5yq1n 14 күн бұрын
ମୋର ସମିଆ କେ ବହୁତ୍ ବହୁତ୍ ଧନ୍ୟବାଦ୍
@ashiskumar4464
@ashiskumar4464 17 күн бұрын
Sir 🙏🙏bahut vala katha kahechan
@trstatus0077
@trstatus0077 17 күн бұрын
ଆମକୁ କୋଶଳ ରାଜ୍ଯ ଦରକାର ଜୟ କୋଶଳ ଜୟ ସମଲେଇ
@drpriyeshmaharana
@drpriyeshmaharana 16 күн бұрын
Han Odisha chadi Kari pala 😂 Ni hue kosal fosal...
@manojkumarekrambhakt7086
@manojkumarekrambhakt7086 16 күн бұрын
ଭାଇ କଣ ପାଇଁ ଆଉ ଗୋଟେ ରାଜ୍ୟ ଦରକାର। ଯାହା ଦରକାର ତାହା କର ହେଲେ ଓଡ଼ିଶା କୁ ଭାଗ କରନି। ମୁଁ ଯାଜପୁର ରୁ କହୁଛି
@Tkharsel222
@Tkharsel222 17 күн бұрын
Next election Congress ke jitamana
@RabindraKumarbiswal-ds3mk
@RabindraKumarbiswal-ds3mk 17 күн бұрын
Bilkul bhai heta jaroori a
@BasantiBhanda
@BasantiBhanda 17 күн бұрын
Yes jitama
@RabindraKumarbiswal-ds3mk
@RabindraKumarbiswal-ds3mk 16 күн бұрын
@@BasantiBhanda ethara jitabar thila madam
@biplab_bhusan_swain10
@biplab_bhusan_swain10 15 күн бұрын
ଅତି ସୁନ୍ଦର KV Sir 🙏
@ManojPraska-rt8th
@ManojPraska-rt8th 14 күн бұрын
ସାମ୍ବା ଦିକ ଭାଇ କୃ ଧନ୍ୟ ବାଦ ସବୁ ପ୍ରଶ୍ନ ପଚାରି ଥିବାରୁ
@krushnachandranayak8081
@krushnachandranayak8081 17 күн бұрын
I support BJD and Congress but the Deputy CM sir told very nice thing. I appreciate sir. Thank you for not separation of western Odisha from our Odisha state. You are a nice person and nice leader.
@dronevlogsodisha
@dronevlogsodisha 17 күн бұрын
Koshal State hele Katkia mane Bhuke Marba hetir lagi Ni heu kahucha kie ni janbar bo
@krushnachandranayak8081
@krushnachandranayak8081 17 күн бұрын
@@dronevlogsodisha tamar soch hin bekaar. Lok maanuku olga karba ke ochon Tame maane.
@dronevlogsodisha
@dronevlogsodisha 17 күн бұрын
@@krushnachandranayak8081 amar Soch kharap ki kana j Bhal se bujhi parucha
@geetanjalisethi9772
@geetanjalisethi9772 16 күн бұрын
@@dronevlogsodisha hmm jemiti tame dele aame khauthibu. Tama chintadhara hin matire misichhi.. Aau tamathu kana asa karibu. Tame mane hin cuttack, bbsr asuchha peta posiba pai besi katha aau kuhani. Daily kete loka tama area ru asuchha tk railway station aau bus stand aade buli aasa janipariba. Jemiti akhanda Bharat semiti Akhanda odisha. Aee Odisha tiari pai tuma pata loka nkara abadaan bi thila. Jadi tankara tuma pari chintadhara thanta tebe se se time ru hin Kosala ki khada saaga tiaari karithante. Odisha gote Pradesh. Tame chahinle bi bhangiparibani. Bhangile amara asubidha khali nuhen tama manankara bi bahut asubidha heba.. Mane rakha.
@rohanpadhan4341
@rohanpadhan4341 17 күн бұрын
PJB ଏଜେଣ୍ଡା ରେ କୋଶଲ ରାଜ୍ୟ ନାହିଁ... ହଉ ହେଲେ ଗୁଟେ କଥା ମନେ ରଖ ବହୁତ ଜଲଦି ଆମେ କୋଶଲ ରାଜ୍ୟ କରମୁ ଅଉ କୋଶଲ ରାଜ୍ୟ ହେଇ ଗଲେ... ପଟ ପଟ କରି ଖେଦମୁ ରହ..
@Ndu-ik1cu
@Ndu-ik1cu 17 күн бұрын
Khali bhot magi asle bjp bale Jay Koshal kahesan
@mks5547
@mks5547 17 күн бұрын
50ବର୍ଷ ହେଲା ନା 10ରୁ 12ରାଜ୍ଯ ଡିମାଣ୍ଡ କରୁଚଣ୍ଟ 500ଲୋକ ମରିଗଲେ ନା thbvi ବି ନି ହେବାର ଓଡିଶା ଛୋଟ ରାଜ୍ୟ ଆଏ ନି ହୁଏ
@nasannsrstudio4985
@nasannsrstudio4985 16 күн бұрын
🙏morsamiaake bahut bahut dhanyabad
@RKPNEWMEDIA
@RKPNEWMEDIA 14 күн бұрын
Super mor samiya❤❤❤
@susantakumarnanda4875
@susantakumarnanda4875 17 күн бұрын
କୋଶଳ ରାଜ୍ୟ ହେଉ କି ନେଇ ହେଉ ବାକି ମୋର ସମୀୟ ଅବାଜ୍ ଉଠେଇ ଥିବାରୁ ଧନ୍ୟବାଦ୍ ସେ ଯାହାବି ହେଉ kv ଗୁଟେ ବନେ ଲୋକ୍ ଟେ
@atpmedia9138
@atpmedia9138 16 күн бұрын
ସୁନ୍ଦର ଉପସ୍ଥାପନା 🎉
@user-rn7dq8uc2p
@user-rn7dq8uc2p 16 күн бұрын
ପଶ୍ଚିମ ଓଡ଼ିଶା ର ଲୋକ୍ ହେଇ କରି ଏନ୍ତା କଥା କହୁଛ 5 ବର୍ଷ ପରେ କାଏ ବଲି ଭୋଟ ମାଗବ ଦେଖା ଜିବା
@satyabratamunda4713
@satyabratamunda4713 15 күн бұрын
ପାଞ୍ଚ ବର୍ଷ ପରେ ଜଣାପଡ଼ିବ ତୁମମାନଙ୍କୁ ଭରଷା କରି ବହୁତ୍ ଭୁଲ ହେଲା
@Puran143
@Puran143 16 күн бұрын
You are great sir ❤️❤️❤️👌❤️😘🙏🙏🙏🙏 Your talking power heartless ❤❤
@rajatkumaragasti9186
@rajatkumaragasti9186 17 күн бұрын
Good ripoting ✌️✌️
@ghasinayak4616
@ghasinayak4616 16 күн бұрын
Kosal rajya Kichhi abasakya nahi, Jai Utkal,,, Jai Bharat 🎉🎉🎉❤❤❤
@surendrabiswal1703
@surendrabiswal1703 16 күн бұрын
ପାଟଣାଗଡ ସମସ୍ୟା ଭୋସାଗର ଆରୁ ହୀରା ସାଗର ପାଣି କେବେ ସଫା କରାଯିବା କି ଆଉ 25ବର୍ଷ ଲାଗିବା
@manjilkumarkhamari6784
@manjilkumarkhamari6784 16 күн бұрын
🚩🚩🚩 Jay Shree Ram 🚩🚩🚩
@swapnapadhan9072
@swapnapadhan9072 16 күн бұрын
ମୋର୍ ସମୀୟା ଭାଇକେ ହୁରୁଦ୍ ଭିତରୁ ଧନୟବାଦ୍ right କଥା ପଦ୍ଦୁ କହେଲ ଭାଇ ଜୟ କୋଶଲ୍ 🙏🏻
@silpagouda1787
@silpagouda1787 12 күн бұрын
ପଶ୍ଚିମ ଓଡିଶା ର ବିକାଶ ହେଉ
@BasuDevDas-cj6fs
@BasuDevDas-cj6fs 13 күн бұрын
Odisha ❤ Jai maa samalei 🙏
@pbhoi5343
@pbhoi5343 17 күн бұрын
Salute to this channel
Inside Out 2: Who is the strongest? Joy vs Envy vs Anger #shorts #animation
00:22
Пранк пошел не по плану…🥲
00:59
Саша Квашеная
Рет қаралды 6 МЛН
Sigma girl and soap bubbles by Secret Vlog
00:37
Secret Vlog
Рет қаралды 12 МЛН
The Voice Kids - Episode 14  | Season 3 - 2024
The Voice of Nepal
Рет қаралды 42 М.
2PM Bulletin ||| 27th July 2024 ||| Kanak News Live |||
24:01
Kanak News Live
Рет қаралды 8 М.