No video

Batare Chalu Chalu | Tama Katha Mane Pade | Babul Supriyo | Srikant Gautam | Saroj Nanda | Sun Music

  Рет қаралды 2,101,123

Sun Music Odia

Sun Music Odia

Күн бұрын

Sun Music Odia ପ୍ରସ୍ତୁତ କରୁଛି "ତମ କଥା ମନେପଡେ" ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ବାଟରେ ଚାଲୁ ଚାଲୁ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମଏବଂ ସଂଗୀତରେ ସଜେଇଛନ୍ତି ସରୋଜ ନନ୍ଦ, ଗୀତଟିରେ ଅଭିନୟ କରିଛନ୍ତି ଶ୍ରୀକାନ୍ତ ଗୌତମ, ରୀତିକା, ସୁଜାତା, ଇସି, ଏବଂ ଅନାମିକା ଏହାର ନିର୍ଦ୍ଧେଶନା ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Sun Music Odia.
► To Subscribe Our Channel Click On: / sunmusicodia
► Video Credits
♫ Album Name: Tama Katha Mane Pade
♫ Song Name: Batare Chalu Chalu
♫ Singer: Babul Supriyo
♫ Lyrics: Srikant Gautam
♫ Music Director: Saroj Nanda
♫ Artists: Srikant Gautam, Sujata, Izy, Ritika & Anamika
♫ Design By: Anuprava@Pritiranjan
♫ Producer & Director: Srikant Gautam
♫ Production House: Sun Music
Listen Batare Chalu Chalu On -
► KZfaq Music - bit.ly/3U8yh0m
► Gaana - bit.ly/3QPrJkm
► Jio Saavn - bit.ly/3DrxTUD
► I Tunes - apple.co/3xrHVBD
► Amazon Music - amzn.to/3S2sozY
► Spotify - spoti.fi/3xpUdul
► Wynk Music - bit.ly/3QLtlMb
► Enjoy & stay connected with us!
♦ Facebook: / sunmusicofficial
♦ Twitter: / sunmusicodia
#SunMusicOdia #BatareChaluChalu #FullVideo #BabulSupriyo #SrikantGautam #SarojNanda #TamaKathaManePade #SrikantGautamHits #SunMusicModernHits #OdiaSong #OdiaModernSong #SunMusicHits #BabulSupriyoHits #BabulSupriyoOdiaSongs #BabulSupriyoSongs #SarojNandaSongs
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Пікірлер: 360
@JNCreation
@JNCreation 8 ай бұрын
🎉2024 ଏ ଗୀତ ଯୋଉମାନେ ଦେଖୁଛନ୍ତି Like କରନ୍ତୁ❤
@ArunNayak-ob6yw
@ArunNayak-ob6yw 2 ай бұрын
1:43
@N.M_CreAtor
@N.M_CreAtor Жыл бұрын
2024 ରେ କିଏ ଏ ଗୀତ ସୁଣୁଚି ଲାଇକ କରନ୍ତୁ ❤
@SanatanBalmuch-pi2th
@SanatanBalmuch-pi2th 5 ай бұрын
atanbal muchvssremgalbeda
@mukeshpradhan59
@mukeshpradhan59 4 ай бұрын
every year ରେ ମୁ e Gita sune
@mukeshpradhan59
@mukeshpradhan59 4 ай бұрын
ଶ୍ରୀକାନ୍ତ sir is great 👍👍
@balabhadrabisoi296
@balabhadrabisoi296 Жыл бұрын
ସତରେ ଏ ଗିତ ଶୁଣିଲା ପରେ ମୋର ପିଲାଦିନ କଥା ବହୁତ ମନେ ପଡ଼ୁଚି ସେ ଦିନ ବି କି ଦିନ ଥିଲା ଆମେ କେତେ ମଜା କରୁଥିଲୁ
@pradeepvlogs9154
@pradeepvlogs9154 Жыл бұрын
Hm😢
@narendranaik9143
@narendranaik9143 9 ай бұрын
ସତ କଥା
@rickysamal943
@rickysamal943 4 ай бұрын
Bhai se dina au asibani
@user-lf3vs6uz7n
@user-lf3vs6uz7n 3 ай бұрын
ଶ୍ରୀକାନ୍ତ ଗୌତମ sir କ ଗୀତ ର ଲେଖା ଅତି ଚମତ୍କାର ❤❤❤❤❤❤❤❤❤
@soumendash3788
@soumendash3788 Жыл бұрын
କାଇଁ ସେ ଦିନ । ଏ ଗୀତ ଯେବେ ମୁଁ ଶୁଣେ ସବୁବେଳେ ଶୁଣି ବାକୁ ଇଛା ହୁଏ।
@pratapsinghbhatra1828
@pratapsinghbhatra1828 Жыл бұрын
ଆଗ ଯେମିତି ଗୀତ ହେଉଥିଲା ଶୁଣିବାକୁ ଭଲ ଲାଗୁଥିଲା ଏବେ ସେମିତି ଗୀତ ହେଉନି କାହିଁକି
@amitgochhayat3542
@amitgochhayat3542 Жыл бұрын
ସେ ସମୟର ହୃଦୟସ୍ପର୍ଶୀ ଓଡ଼ିଆ ଗୀତ ମଧ୍ୟରୁ ଗୋଟେ ❤️‍🔥 ଯେତେ ଶୁଣିଲେ ବି ମନ ବୁଝେନା ଆଉ ଥରେ ଇଚ୍ଛା ହୁଏ ଶୁଣିବାକୁ ❤️‍🔥
@jitendrasahoo3771
@jitendrasahoo3771 4 ай бұрын
Summer season re Sunie le bhala lagiba 3pm pare bhala lagiba 🎉❤
@JoshnaNayak-zh5rc
@JoshnaNayak-zh5rc 10 ай бұрын
ସତରେ ଭାଇ ଏ ଗୀତ ଶୁଣି ମୁଁ ସେ ପିଲାଦିନ କୁ ବହୁତ miss କରୁଛି Nice song♥️♥️♥️
@patrababu1232
@patrababu1232 8 ай бұрын
Mu b
@price-in4dl
@price-in4dl Жыл бұрын
ଯେଉଁମାନେ ଏଇ ଗୀତଟି ଶୁଣୁଛନ୍ତି, ଜାଣିଛନ୍ତି କି ଏଇ ଗୀତର ସଂଗୀତ ନିର୍ଦେଶକ କିଏ...? ଉତ୍ତର- ସ୍ୱର୍ଗତ ସରୋଜ ନନ୍ଦ ସାର... ଯଦି ସାର ଆଜି ଜୀବିତ ଥାନ୍ତେ ତେବେ କେତେ ସୁନ୍ଦର ସୁନ୍ଦର ଗୀତ ଆମେ ଶୁଣି ଥାନ୍ତେ 😢 ଯେଉଁଠି ବି ଅଛନ୍ତି ଭଲରେ ଥାଆନ୍ତୁ ସାର 🙏🏻
@lightingseven5492
@lightingseven5492 Жыл бұрын
ମୁଁ ଏ song relise ହେଲା ବେଳକୁ ତୃତୀୟ ଶ୍ରେଣୀ ରେ ପଢୁଥିଲି, ମୋ ବାପା ଏହି ସବୁ ଗୀତ କୁ tap recorder ରେ ପକାଉଥିଲେ |ମନ କେତେ ପବିତ୍ର ଏବଂ ଶ୍ରଦ୍ଧା ଲାଗୁଥାଏ ଏହି ଗୀତ ଶୁଣିବା ସମୟ ରେ|ଏହି ସବୁ ଜୀବନ ରେ ବଡ଼ ବଡ଼ ଅଭୁଲା ସ୍ମୃତି |ଏହିପରି ଗୀତ ଆଉ ଶୁଣିବା କୁ ମିଳୁନାହିଁ 😭😭😭😭😭🙏🏻🙏🏻🙏🏻🙏🏻🙏🏻
@devil.12k
@devil.12k Жыл бұрын
Mu 4th re padhuthili..sete odiya album ra standard hi alga thila...❤❤❤
@MahadevDad-lf7mj
@MahadevDad-lf7mj Жыл бұрын
ମୁଁ ବି ଷଷ୍ଠ ଶ୍ରେଣୀ ରେ ପଢୁଥିବା ସମୟରେ ଏଇ ଗୀତ ଆସିଥିଲା ଭଲ ଥିଲା ସେ ଦିନ ସବୁ
@MahadevDad-lf7mj
@MahadevDad-lf7mj Жыл бұрын
ଏବେ ବି ସେ ଡେକ୍ box ଅଛି ଘରେ
@user-bd9df8zj3f
@user-bd9df8zj3f 11 ай бұрын
​@@BKstardjremixक्यूक्कक
@user-dr8uv9nq2s
@user-dr8uv9nq2s 11 ай бұрын
Ta hele Tama year of birth 1992
@chanakyamohanta2234
@chanakyamohanta2234 2 жыл бұрын
ଆଉ ସେ ସୁନେଲୀ ଦିନ ନାହିଁ,ସେ ଅତୀତ ର ଅଭୁଲା ସ୍ମୃତି ମନେ ପଡିଲେ ଭାରି ଦୁଃଖ ଲାଗେ,Love u Shrikant Sir💓💓💓
@ranjitrout4077
@ranjitrout4077 Жыл бұрын
Hm vai ଠିକ୍ କଥା କହିଲ
@lingeswarunnayanacommite7994
@lingeswarunnayanacommite7994 Жыл бұрын
yes
@pratapsahoo4353
@pratapsahoo4353 Жыл бұрын
ବହୁତ ଭଲ ଲାଗେ ଆଉ ବେଳେ ବେଳେ ମୁଁ ଏ ଗୀତ ଶୁଣି କାନ୍ଦି ପକାଏ
@sanjaydad6881
@sanjaydad6881 Жыл бұрын
Righi bhai
@ruturajodiavdo4786
@ruturajodiavdo4786 Жыл бұрын
Right now sebekar gita au loka alaga prakar au ebe mu bada mo thu kehi bada nahi
@snehajitpalai8370
@snehajitpalai8370 11 ай бұрын
ଏବେ ଓଡ଼ିଆ ଆଲବମ ଗୀତ ମରିଗଲା ଭଳି ଲାଗୁଛି
@snehajitpalai8370
@snehajitpalai8370 11 ай бұрын
ଏଭଳି ଗୀତ ଆଉ ସୁଣିବାଖୁ ମିଳୁନାହିଁ
@deepakgochhi75
@deepakgochhi75 Жыл бұрын
ହାଏ ହାଏ ଶେ ଅଭୁଲା ଦିନ,🤦❤️
@akgyan6518
@akgyan6518 Жыл бұрын
ଇଏ ମୋ ପିଲା ଦିନ ଅଭୁଲା ସଙ୍ଗୀତ
@Bisworanjan88
@Bisworanjan88 Жыл бұрын
ଆଜି ବି ମନେ ପଡୁଚି ସେଇ ପିଲା ଦିନ କଥା ଏ ଗୀତ ଶୁଣିଲା ପରେ
@TapastapaTapastapa-pr1nf
@TapastapaTapastapa-pr1nf Жыл бұрын
ସବୁ କିଛି କଥା ଏଵେ ମନେ ଖାଲୀ ପଡୁଛି କିନ୍ତୁ ଦେଖୀଵାକୁ ମୀଳୁନୀ ସେଈ ପୁରୁଣା ସୂତୀ miss u
@rajeshkumarmahali9184
@rajeshkumarmahali9184 Жыл бұрын
ଅତି ସୁନ୍ଦର ଗୀତ ମୋ କଲେଜ ବେଳର ଗୀତ ❤❤❤❤😊
@bibhuprasadmohapatra8002
@bibhuprasadmohapatra8002 Жыл бұрын
Au se dina kai ..Gita sunibaku cassette ani phx tape re lagei sunila bele reel head roller re lagi ja a. Safa kala pare puni suna ..dokanare line kari cassette recording kari ki ani bi suni baku pade..bas bhuli huana ...kahi huana ..wakman re sunibara maza tike alaga. battary sari asila bele jaha lage😄😁 I miss my Childhood school time really🤔❤️❤️❤️ that Time was very wonderful with meaningful 💚❤️💚but Now can't control emotions 💜love U srikanta sir always evergreen 🌲
@AbhinabThanapati
@AbhinabThanapati 4 ай бұрын
ପିଲାଦିନ ଶୁଣି ଫଲ ଲାଗୁଥିଲା ୨୦୨୪ ରେ ବି ଭଲ ଲାଗୁଛି
@nayaksarbeswar4247
@nayaksarbeswar4247 Жыл бұрын
ସତରେ କେବେ ବି ଏ ଗୀତକୁ କେହି ବି ଭୁଲି ପାରିବେ ନାହିଁ
@rajatdhal5492
@rajatdhal5492 Жыл бұрын
Sata re bhatu song taa odia is best song
@bapudigal5535
@bapudigal5535 Жыл бұрын
​@@rajatdhal5492😢👍🤝😊p😮lop
@sbijubabu
@sbijubabu 2 жыл бұрын
🙏🎉🙏🏵️ ଆଉ ସେ ଦିନ ନାହିଁ। 🎉🙏🎉🎉 ସ୍ମୃତି ଏକ ଅଭୁଲା ଅତୀତର କିଛି ଅଭୁଲା ସମୟ
@sanuhimirika1052
@sanuhimirika1052 Жыл бұрын
ସତରେ ଗୀତ ଶୁଣିଲେ ଆଉ ଥରେ ଆସିଯାଅ ନ୍ତା କି ସେ ଅତୀତ ସେମିତି ମନେ ହେଉଛି
@user-zl9xm6qs1k
@user-zl9xm6qs1k Жыл бұрын
2023 ରେ କେତେ ଜଣ ଏହି ଗୀତ ଶୁଣିଛ?
@kabitasahoo2043
@kabitasahoo2043 Жыл бұрын
😂
@sibanimahapatra4117
@sibanimahapatra4117 2 жыл бұрын
ସେକାଳର ଏହି ଭଳି ଗୀତ ଆଉ କଣ ମିଳିବ ଏବେ
@akashkumardash6918
@akashkumardash6918 Жыл бұрын
Jama milibani Aau
@manaspatra279
@manaspatra279 Жыл бұрын
ସତରେ ଭାଇ
@Ajaykumar-yv2px
@Ajaykumar-yv2px Жыл бұрын
ମୋ teen age ଆଜି ମନେ ପଡି ଯାଉଛି ଭାରି କଷ୍ଟ ଲାଗୁଚି great srikant sir your expression 👍
@santoshpradhan4520
@santoshpradhan4520 7 ай бұрын
ଗୀତ ତ ବହୁତ୍ ଭଲ କିନ୍ତୁ ଯେଉଁ ମାନେ ଏଥିରେ ଅଭିନୟ କରିଛନ୍ତି ତାଙ୍କ ଅଭିନୟ ଟି ଯେମିତି ଜୀବନ୍ତ ହୋଇଛି ସେତେବେଳେ ପ୍ରାୟତଃ ଯୁବପିଢି ଶ୍ରୀକାନ୍ତ ଗୌତମ ଙ୍କ ସ୍ଥାନରେ ନିଜକୁ ରଖୁଥିଲେ😃😃😃😃
@mjlifestyle2301
@mjlifestyle2301 8 ай бұрын
2023 ରେ ଯୋଉ ମାନେ ଦେଖୁଛ like gute heijau
@bkmanik731
@bkmanik731 6 ай бұрын
ପିଲା ଦିନର ସ୍ମୃତି ମନେ ପଡି ଯାଏ ଯେବେ ଏ ଗିତ ଶୁଣେ
@Crazy-rw6mq
@Crazy-rw6mq 7 ай бұрын
ee sabu gita sunile Odia aau Odisha Bhaut proud feel hue....
@pradeepbhakta81
@pradeepbhakta81 4 ай бұрын
ଏହି ଗୀତ ଶୁଣିଲେ ଅତୀତ କଥା ମନେ ପଡେ
@aliyambhuyan8142
@aliyambhuyan8142 5 ай бұрын
୨୦୨୪ ରେ କିଏ କିଏ ଶୁଣୁଛନ୍ତି ଗୋଟେ ମିଠା ମିଠା କମେଣ୍ଟ୍ ହେଉ 😊😊😎
@susama..naik9864
@susama..naik9864 2 ай бұрын
Children memories ❤😢
@TapanDas-ip4gz
@TapanDas-ip4gz Ай бұрын
ୟେ ଗୀତ ଯେତେ ବେଳେ ଶୁଣିଲେ ନୂଆ ଲାଗୁଚି ସୁପର song super babul supriyo
@silunayakodia1539
@silunayakodia1539 Жыл бұрын
Jetedin Jaae Aame Banchithibu Setedin Jaae E Song Always Akalpaniya Sir I Salut uh E song Ra Bahut Mings achi Baas Bujhibar Achhi Au ebe Aame Bada helapare Thik Bujhiparuchu
@alokbehera8834
@alokbehera8834 11 ай бұрын
ଭାଇ ମାନେ କଣ ଆମେ ଆଉ ପୁରୁଣା ଗୀତ ଶୁଣିବାକୁ ପାଇବାନି ଯେତେେଳେ ଏହି ଗୀତ ଶୁଣେ ବହୁତ୍ ଖୁସି ହୋଇ ଯାଏ
@bibhuharpal2778
@bibhuharpal2778 Жыл бұрын
ସତରେ ମୋ ପିଲା ଦିନ ବହୁତ ଭଲ ଥିଲା
@aliyambhuyan8142
@aliyambhuyan8142 5 ай бұрын
ସତରେ ବାବୁଲ ସାର୍ ଜଣେ legend 😊😊😊🎤
@prabinsamal9761
@prabinsamal9761 Жыл бұрын
2023 re jaumane ahi gita ku abe bi sunuchhanti plz like karantu❤
@satyasutarranjan2342
@satyasutarranjan2342 8 ай бұрын
Nyc song🎵🎵 bhute puruna ❤❤❤
@jayachandrabadamundi6545
@jayachandrabadamundi6545 9 ай бұрын
Babul supriyo nka kanthare ati hrudayasparsi hoichi... Apasora❤ atita❤
@sprituallearner7430
@sprituallearner7430 Жыл бұрын
Mane paduchi se childhood time jouthi kichi nathila tension k achi..abe time only job,job,kara nd struggle..kete bhal thila se dina 😭😭no tens
@sameerpatra345
@sameerpatra345 2 жыл бұрын
saroj nanda the great music director. . evergreen odia album
@ranjanmg3370
@ranjanmg3370 9 ай бұрын
A song sunile manaku feeling asuchi 😢😢😢
@hemantasahu3121
@hemantasahu3121 11 ай бұрын
ଯେଉଁ ମାନେ ୨୦୨୩ ରେ ଏ ଗୀତ ଶୁଣିଲ ଲାଇଟ୍ କର
@recreation2028
@recreation2028 Жыл бұрын
Don't know what is happening with me, when I listen this song.. Lots of childhood memories make me realise that my childhood is over..😢
@user-on2lm6rf4q
@user-on2lm6rf4q 11 ай бұрын
ete sundar gitati keun keun mane dekhuchha 2023 re coment re lekha
@dukabanara8292
@dukabanara8292 Жыл бұрын
ବହୁତ ସୁନ୍ଦର ଗୀତ
@premraj6553
@premraj6553 Жыл бұрын
Tuma katha aji bhari mane padhuchhi I miss you so much
@JayantaPramanik-nn2mc
@JayantaPramanik-nn2mc Ай бұрын
ଏହି ଗୀତ ଟି ରିଲିଜ୍ ସମୟରେ ମୁଁ +2 ପାସ୍ କରିଥିଲି ଏବଂ ନୁଆ ନୁଆ ପ୍ରେମ କରୁଥିଲି 😂😂😂 ବହୁତ ସୁନ୍ଦର ଲାଗୁଥିଲା 😂
@puspajalirana9812
@puspajalirana9812 11 ай бұрын
Bahut bhala song🎵🎵🎵
@user-on5oh9uw1v
@user-on5oh9uw1v 4 ай бұрын
Bahut badhia Gita ❤❤❤❤
@RankaBehera-v6i
@RankaBehera-v6i Ай бұрын
ଏ ଗୀତ ଯେତେ ପୁରୁଣା ହେଲେ ବି ନୂଆ ନୂଆ ଲାଗୁଛି
@user-on6ed1gd5j
@user-on6ed1gd5j 8 ай бұрын
So soothing songs really no more comment from me for these old songs. Thanks🙏 you s. K Goutam & Babul suprrio
@sushantmaharana339
@sushantmaharana339 Жыл бұрын
Only 90s kid s enjoy this beautiful day
@kumardhanu8704
@kumardhanu8704 Жыл бұрын
Satre buhute sundar
@prabhatnayakvlogs6436
@prabhatnayakvlogs6436 Жыл бұрын
Evergreen heart touching Odia song , remembering that childhood days, can't control my emotions
@devilsiku7376
@devilsiku7376 Жыл бұрын
Satare ei gita pila dina katha sabu mane pakei die😢
@narendrahasda4407
@narendrahasda4407 Жыл бұрын
ଯେତେ ଶୁଣିଲେ ବି ମନ ଭରୁନି
@prasanamoharana5669
@prasanamoharana5669 Жыл бұрын
A gitare mora bahut Smruti achi mu chota belu a gitati pachare pagala janini kebe s Shrikant sir nka saha dekha haba tanku dekha kariba mora gote bada echa mu apanaku bahut vala pae🙂
@subashdalai8893
@subashdalai8893 Жыл бұрын
Same
@Dilsegodlikegxdl
@Dilsegodlikegxdl Жыл бұрын
E Gita saha mor abhula smurti jodi rahichi
@trilochansahoo1601
@trilochansahoo1601 2 жыл бұрын
One of my favorite...... Old is gold...
@sarbeswarbehera5989
@sarbeswarbehera5989 2 жыл бұрын
Old is gold
@aloknayak7512
@aloknayak7512 Жыл бұрын
So sweet❤ sad song 🙏tq sir your lirycs and song singing all time favorite I like your lirycs song my love life story to sem to sem😭💔💯 tq💕
@priyaranjanpattanaik9079
@priyaranjanpattanaik9079 7 ай бұрын
Literally listening this Masterpiece 💖 in 2024.
@santoshpradhan4520
@santoshpradhan4520 7 ай бұрын
ଏହି ଗୀତ ଶୁଣିଲେ ଅତୀତ ରେ ନିଜ ରୋମାଣ୍ଟିକ କଥା ମନେ ପଡେ ,ସେଦିନ ଫେରି ଆସନ୍ତା କି !!
@rajeshkumarpanda1930
@rajeshkumarpanda1930 Жыл бұрын
I love this song. ❤️❤️❤️🙏 It's a heart touching song.
@jayantabehera3899
@jayantabehera3899 Жыл бұрын
In 2002 I haven't started my school. everything I remembered from childhood time 😢😢😢😢 .with this song I recalling everything from that time unfortunately we can't go back.
@sunilkumardas1662
@sunilkumardas1662 Жыл бұрын
Old emotions....evergreen Song😍
@narayanpatra156
@narayanpatra156 8 ай бұрын
ଆଦ୍ୟ କୌଶରରେ ଏ ଗୀତ ଅନେକ ଆନମନା କରିଛି ❤
@manaskumarmantu5396
@manaskumarmantu5396 7 ай бұрын
Children memories ❤️👍🏻❤❤
@ssbrogang111
@ssbrogang111 Жыл бұрын
Reel casket re a gita kia kia sunichha present here 😊😊
@rameshharipal2462
@rameshharipal2462 11 ай бұрын
Yes
@sambalpurichahani9861
@sambalpurichahani9861 Жыл бұрын
No one can do music.... like.. SAROJ NANDA........🙏🙏🙏🙏
@saritabhoi6839
@saritabhoi6839 Жыл бұрын
Great music directed by the legend late Saroj Nanda sir from Balangir
@anantakumarmalla7000
@anantakumarmalla7000 Жыл бұрын
Atitara smruti kete bhala thila puruna dina😢😢
@Krushnaandsarojini
@Krushnaandsarojini Жыл бұрын
Mu 4th class re padhuthili ei song jetebele release heithila
@prasad071000
@prasad071000 2 жыл бұрын
This gold will never get old 👌
@rabindranaik5441
@rabindranaik5441 Жыл бұрын
କୁଆଡେ ଗଲା ସେ ଦିନ😢😢
@kartickpramanik164
@kartickpramanik164 Жыл бұрын
My favourite song anytime
@bubunnayak4849
@bubunnayak4849 2 жыл бұрын
OLD IS GOLD VERY NICE ❤️
@sureshbehera7959
@sureshbehera7959 Жыл бұрын
Mo pila bela surti mane paduchi a geeta suni❤😮
@swapneswarananda6187
@swapneswarananda6187 Жыл бұрын
Mo pila bela song mora vari fvrt
@prakashchandrapanda3463
@prakashchandrapanda3463 Жыл бұрын
Nice song,always old is gold
@bikashofficial...4906
@bikashofficial...4906 2 жыл бұрын
Evergreen ❤️❤️
@rabishankarmishra7531
@rabishankarmishra7531 Жыл бұрын
Old is gold very nice beautiful song
@biswajyotisahu3050
@biswajyotisahu3050 Жыл бұрын
Am I the only one who feel this masterpiece in 2023??🙌
@mrutyunjayabiswal527
@mrutyunjayabiswal527 Жыл бұрын
Love you srikant sir mo pila belu u r my favorite 😍
@subhashreebehera5386
@subhashreebehera5386 4 ай бұрын
Old songs are super mind-blowing sir
@BimalKumar-sy1hq
@BimalKumar-sy1hq Жыл бұрын
Amazing song playing with the kids to the love
@biswajitdehury942
@biswajitdehury942 11 ай бұрын
Setebele bahut Sundar Odia song asuthila
@user-bk7yz7jo4t
@user-bk7yz7jo4t 5 ай бұрын
Mu 2024 re sunuchi auu agakub suniba
@aashismalaki6209
@aashismalaki6209 9 ай бұрын
Beautiful Songs
@jhumurimallick2573
@jhumurimallick2573 Жыл бұрын
❤️ lovely song
@soumyaranjannaik2967
@soumyaranjannaik2967 9 ай бұрын
All time hitz...all age....
@narottamdeep9202
@narottamdeep9202 Жыл бұрын
Not only heart touching but also brain touching
@ramahariparida9963
@ramahariparida9963 Жыл бұрын
Old is always gold 😍
@sarbeswarbehera5989
@sarbeswarbehera5989 2 жыл бұрын
My favourite song 💕💕💕💕
@sujitsahu7527
@sujitsahu7527 Жыл бұрын
old is always gold 💗💗
@mahendrajena3399
@mahendrajena3399 5 ай бұрын
Mu a gita chota bele sunuthili ❤️❤️
@publicsopurt3354
@publicsopurt3354 Жыл бұрын
I Miss u children time
@trilochonobehera5080
@trilochonobehera5080 10 ай бұрын
You realise this song when your life cheats uou
@abiritavlogs2206
@abiritavlogs2206 10 ай бұрын
Best of srikant goutam
Чёрная ДЫРА 🕳️ | WICSUR #shorts
00:49
Бискас
Рет қаралды 6 МЛН
Пройди игру и получи 5 чупа-чупсов (2024)
00:49
Екатерина Ковалева
Рет қаралды 4,3 МЛН
Gaon Majhire Chandini - Romantic Odia Song | Sidharth Music
6:15
World Music Odia
Рет қаралды 17 МЛН