No video

ଭୋଟ ହାଟ❓ଜନଜାତି ନ କହିବା କଥା କହିଦେଲେ❗

  Рет қаралды 14,189

Charigarh Vlogs

Charigarh Vlogs

Күн бұрын

Пікірлер: 31
@prasantapattanaik862
@prasantapattanaik862 3 ай бұрын
ବିଳମ୍ବରେ ଆସିଲେ ବି ଭିଡିଓଟି ଭଲ ଲାଗିଲା।ହାଟ ଭିତରେ ବାଟ ମିଳେ।ହାତ ଚଳିଲେ ଭାତ ମିଳେ। ଶଂଖ ସବୁଠାରେ ଶୁଭ। ସେମାନେ ସମ୍ପୁର୍ଣ୍ଣ ଖୋଲା ମଣିଷ। କଳୁଷିତ ରାଜନୀତି କଣ ସେମାନେ ଜାଣନ୍ତି ନାହିଁ। ସେଥିପାଇଁ ତ ସବୁ ଖୋଲା ଖୋଲି ସତ କହିଲେ।ହାଟରେ ସବୁ ଜିନିଷ ଓ ପସରା ଭଲ ଲାଗିଲା।ଏ ହାଟଟି ଟିକିଏ ଉନ୍ନତ ଧରଣର।ପେଟ ପାଟଣା ପାଇଁ ଜୀବନରେ ସଂଘର୍ଷ କରିବାକୁହେବ।ଯିଏ ଯେତେ ସୁବିଧା କରି ଦେବି କହିଲେ ବି ବିଶ୍ବାସ କରିହୁଏନି।କାରଣ ସ୍ବାଧୀନତାର କେତେ ବର୍ଷ ହେଲା ଆଉ ଲୋକେ ମନେ ରଖୁ ନାହାଁନ୍ତି କି ରଖିବା ଜରୁରୀ ମନେ କରୁ ନାହାନ୍ତି।କାରଣ ସମସ୍ତେ ମିଛ କହି ଏତେ ବର୍ଷ ଚାଲିଗଲା। ଧୀରେ ଧୀରେ ଲୋକେ ଭାବିବା ପୁରା ଆରମ୍ଭ କଲେଣି -"ଆପେ ବଞ୍ଚିଲେ ବାପର ନାଁ। ଯିଏ ଯେତେ ମାରି ପାରିଲା ସେତେ ଭଲ।"
@kidparent8425
@kidparent8425 3 ай бұрын
Sir pura thik kahile
@pinkipravadehury7068
@pinkipravadehury7068 3 ай бұрын
Sir absolutely right ❤❤❤❤❤❤❤
@vhenketeswarpatra1622
@vhenketeswarpatra1622 2 ай бұрын
Awesome vlog
@sukantirout6827
@sukantirout6827 3 ай бұрын
Nice ❤❤❤
@SurendhraBhatra
@SurendhraBhatra 2 ай бұрын
Nabarangapur Jilla ra sabu hatara video banao bai
@bishnupatra5332
@bishnupatra5332 2 ай бұрын
Bhai good episode
@tunaswain5525
@tunaswain5525 3 ай бұрын
video ta banaucha mate bohut bhala lage. Hele tike sabu dinisa ra dam aau tike close ru recoding kale bhala huanta.
@BabuliKumar-on4xu
@BabuliKumar-on4xu 3 ай бұрын
Aminti vlog karithibaru bahut bahut dhanyabad sir namaskar mu angul ru dekhuchi 🎉
@brahmanandabehera5652
@brahmanandabehera5652 3 ай бұрын
Jay jaganath Bhai bahut sunder vlog
@sarojiniparida777
@sarojiniparida777 3 ай бұрын
Bhai late hele bi bhari mazadar Volga ta thanks
@village623
@village623 2 ай бұрын
Hato kebe kebe huye...
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 ଆଜ୍ଞା ପ୍ରତ୍ୟେକ ଶନିବାରହାଟ ହୁଏ and share this video and subscribe this channel
@user-bz2yl7wl2s
@user-bz2yl7wl2s 3 ай бұрын
ଜୟ କଂଗ୍ରେସ ହାତଚିହ୍ନ ଜିନ୍ଦାବାଦ
@MR_K_T_BOY
@MR_K_T_BOY 2 ай бұрын
Bapre ate sasta 2 jamana achi abebi jaha Hou Telkoi kete jinisa lucheiki rakhiji ❤
@sadasibabiswal3023
@sadasibabiswal3023 3 ай бұрын
Thau buleni jadi tried laguchhi
@BenudharMajhi-oj2dd
@BenudharMajhi-oj2dd 3 ай бұрын
ପରିବର୍ତ୍ତନ ନିହାତି ଦରକାର
@Ganesh-tt6pc
@Ganesh-tt6pc 3 ай бұрын
❤❤❤❤❤
@prashantswainodiyavloger2394
@prashantswainodiyavloger2394 3 ай бұрын
Rajanete karanahin
@gobindasahoo3222
@gobindasahoo3222 3 ай бұрын
ଭାଇ ରାଜନୀତି ରେ ଜମା ମୁଣ୍ଡ ପୁରାଅ ନାହିଁ ସେମିତି ଭଲ ଲାଗୁଚି ତୁମ ବ୍ଲଗ୍
@prashantswainodiyavloger2394
@prashantswainodiyavloger2394 3 ай бұрын
Bhai tume kouthi vote deba kahebake?
@J.M.Production-xi3pw
@J.M.Production-xi3pw 3 ай бұрын
ଭାଇ ମୁଁ ଘରେ ନାହିଁ ମୁଁ ବାହାରେ ଅଛି। ତା--21/5/2024 ପୁଅ ବାହାଘର। ଆପଣ ଯେମିତି ହେଲେବି ପହଁଚିବେ ଭାଇ। Address---ଗ୍ରାମ--ତଳଇରିଡା, ପଞ୍ଚାୟତ--ଟଣ, ବ୍ଲକ୍--ବାଂଶପାଳ, ଜିଲ୍ଲା--କେନ୍ଦୁଝର,। ବାରାହା ଛକ ରୁ ଭିତରକୁ ଯାଇଛି ରାସ୍ତା ଟା।❤❤
@MrManoranjansethy
@MrManoranjansethy 3 ай бұрын
Bada Bhai, Tike entermnent Paine apanku blog dekhuchu ..Please ...politics chada ntuu ......Be professional
@hrushikeshbehera7653
@hrushikeshbehera7653 2 ай бұрын
Kai Bala ku video banauchu ma
@reganransingh6954
@reganransingh6954 3 ай бұрын
Kana kala se😂😂
@user-vb1to4ki5h
@user-vb1to4ki5h 2 ай бұрын
ଭାଈ ଆପଣଙ୍କ ନମ୍ବର ପାଇହବ କି
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 7735665773 share this video and subscribe this
@sadanandabarik5722
@sadanandabarik5722 3 ай бұрын
Vlog with political survey. Jai Hindu Rashtra.
@ChemaMunda-pu3ov
@ChemaMunda-pu3ov 3 ай бұрын
Bautbhala
@BenudharMajhi-oj2dd
@BenudharMajhi-oj2dd 3 ай бұрын
BJP jindabad
@MohapatraKuku-ks3nw
@MohapatraKuku-ks3nw 2 ай бұрын
BJP kn odisha re aschi
OMG what happened??😳 filaretiki family✨ #social
01:00
Filaretiki
Рет қаралды 9 МЛН