No video

ବିଜେଡିର ରଚିଲା ଚକ୍ରବ୍ୟୂହ | Ex CM Naveen Patnaik VS CM Mohan Majhi | BJP VS BJD | Odia News

  Рет қаралды 93,037

News18 Odia

News18 Odia

Күн бұрын

ବିଜେଡିର ରଚିଲା ଚକ୍ରବ୍ୟୂହ | Ex CM Naveen Patnaik VS CM Mohan Majhi | BJP VS BJD | Odia News
Perhaps for the first time in the history of Odisha, Leader of Opposition and BJD Supremo Naveen Patnaik today formed a shadow cabinet for close monitoring, Assembly interventions and other issues relating to various departments of BJP Government.
#bjd #naveenpatnaik #shadowcabinet #mohanmajhi #odishapolitics
#News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 169
@manojkumarjati4425
@manojkumarjati4425 Ай бұрын
ଯେମିତି ନୂଆ ଯୋଜନା କରି ଓଡ଼ିଶା ରେ ୧ନମ୍ୱର ମୂଖ୍ୟମନ୍ତ୍ରୀ ସମ୍ମାନ ପାଇଥିଲେ ଠିକ୍ ସେଇପରି ବିରୋଧୀ ଦଳ ରେ ଏକ ନୂଆ ଷ୍ଟାଇଲ ରେ ବିରୋଧି ଦଳ ର ନେତା ଭୂମିକା ରେ ଅବତୀର୍ଣ୍ଣ ହେବେ।
@BapinaJena-y5j
@BapinaJena-y5j Ай бұрын
0:41
@Sai421
@Sai421 Ай бұрын
😅😅😅😅😅😅😅😅😅😅😅😅 4:29 4:31 4:32 😅😅​@@BapinaJena-y5j
@Sai421
@Sai421 Ай бұрын
5:05
@mamatamaharana1784
@mamatamaharana1784 Ай бұрын
Excellent 👌👌👌👍🎉 Respected Nabin Pattanaik sir 🙏💐 thank you to your historical poltics in odisha and new rule of the bharat .
@hrusikeshjalli7024
@hrusikeshjalli7024 Ай бұрын
ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଥିଲା ବୋଧେ ନବୀନ ସାର୍ ଙ୍କ ଶେଷ ଥର ପାଇଁ ରାଜ୍ୟ ଓ ଦେଶରେ କିଛି ନୂଆ ରଣନୀତି ଜନକଲ୍ୟଣ ❤ ଜୟ ଜଗନ୍ନାଥ ❤
@Deva5577-i3c
@Deva5577-i3c Ай бұрын
ନବୀନ୍ ଉଚ୍ଚଶିକ୍ଷିତ ଯୋଗ୍ୟ ଓ ଦକ୍ଷ ବୋଲି ଏଭଳି ପଦକ୍ଷେପ ନେଇଛନ୍ତି ଯାହାକି ଦେଶରେ ପ୍ରଥମ👌👌 ଯାହା କେହି କଳ୍ପନା କରି ନଥିବେ ନବୀନ୍ ତାହା ହିଁ ସବୁବେଳେ କରିଥାନ୍ତି🐚🐚👍✌️👍
@kumareshdas8222
@kumareshdas8222 Ай бұрын
Prathame hisab dio ta pore hisab rakhiba
@santoshkumarpanda9968
@santoshkumarpanda9968 Ай бұрын
​@@kumareshdas8222modi ku 10 year ra hisab maga😂😂😂
@sasikantkant4780
@sasikantkant4780 Ай бұрын
You don't know it is running in North East state in India
@AlokPattnayak-gu6ms
@AlokPattnayak-gu6ms Ай бұрын
ଆମ ଓଡିଶା ର ଦୁର୍ଭାଗ୍ୟ।
@Shorttv_YTUBE
@Shorttv_YTUBE Ай бұрын
ନବୀନ ଙ୍କ ପ୍ଲାନ୍ ବୁଝିବା ବହୁତ୍ କଷ୍ଟ ନହେଲେ ସେ ଓଡ଼ିଆ ନଜାଣି ଓଡିଶା ରେ ୨୪ ବର୍ଷ ଶାସନ କରିଥଲେ ଜୟ ଜଗନ୍ନାଥ ଜୟ ନବିନ
@manoranjanpradhan3509
@manoranjanpradhan3509 Ай бұрын
😂😂
@sudhakarrout5324
@sudhakarrout5324 Ай бұрын
​@@manoranjanpradhan3509 kaniki ete hasa 😢
@msamal9058
@msamal9058 Ай бұрын
Magana khaiba loke adhika odisha re Sethi pai jitu thile
@dukhishyampradhandukhishya3024
@dukhishyampradhandukhishya3024 Ай бұрын
Very nice action.Jay Jagannath bande utkal janani Jay Nabin sir.
@hariharmoharana6176
@hariharmoharana6176 Ай бұрын
Right time Right Disision 👍
@pradipkumarmalik9258
@pradipkumarmalik9258 Ай бұрын
ଲଜ୍ୟା ଲାଗୁନି ବିଜେଡିକୁ ସରକାରରେ ଥିଲାବେଳେ ବିଭାଗ ଉପରେ ନଜର ରଖ ପାରିଲେନେ ବରଂ ନିଜେ ଦୁନୀତୀ କଲେ ଏବେ ବିଭାଗ ଜରିବେ
@amareshpradhan510
@amareshpradhan510 Ай бұрын
I love u Naveen Patnaik sr
@user-tl9uw9jx6x
@user-tl9uw9jx6x Ай бұрын
ଯେଉଁ ମାନେ ନବୀନସରକାର ବିରୁଦ୍ଧରେ କହୁଛନ୍ତି ସେମାନେ ବୋଧହୁଏ ୨୦୦୧ମସିହା ପରେ ଜନ୍ମ। ୨୦୦୧ପୂବॆର ଅବସ୍ଥା ବିଷୟ ରେ ଜାଣନ୍ତି ନାହିଁ।
@tmurmucreation3804
@tmurmucreation3804 Ай бұрын
ପ୍ରକୃତରେ ସତ କଥା ହେଉଛି ସେ 2001 ମସିହା ପୂର୍ବରେ ଯେଉଁ ସରକାର ଥିଲେ ବି କିଛି ନା କିଛି ତ ନିହାତି କରିଥାନ୍ତେ କାରଣ ରାଜନୀତିରେ ଏ ସବୁ ନେତାଙ୍କ କାମ ନୁହେଁ ଏହା ହେଉଛି ତାଙ୍କର କର୍ତ୍ତବ୍ୟ ଏବଂ କର୍ତବ୍ୟ ପାଳନ କରିବା ହିଁ ନେତାମାନଙ୍କର ଧର୍ମ...ସେ ସମୟରେ ଆମ ନବୀନ ସାର ଥିଲେ ସେଥି ପାଇଁ ହିଁ ଆମେ ତାଙ୍କ କର୍ତ୍ତବ୍ୟ ଦେଖି ପାରୁଛେ ଆଉ ଯଦି ଅନ୍ୟ କେହି ବି ଥାନ୍ତେ ତାଙ୍କ କର୍ତବ୍ୟକୁ ଆମେ ଦେଖି ପାରିଥାନ୍ତେ... ଅସୁବିଧା କଣ ????
@truptimishra1079
@truptimishra1079 Ай бұрын
Very mature decision.
@barunakanhar2610
@barunakanhar2610 Ай бұрын
My hero Naveen sir
@sidharthsankarpadhi8609
@sidharthsankarpadhi8609 Ай бұрын
Good leadership. Great leader nabin sir.
@BibunaBibhuti
@BibunaBibhuti Ай бұрын
Nabeen cm thanks to your historical politics in odisha for future very strongly bjd
@sarojpanigrahi3574
@sarojpanigrahi3574 Ай бұрын
Navin is legend of odisha politics he is very smart
@Priya14319
@Priya14319 Ай бұрын
God will support you nabin sir 🎉🎉
@santoshjena5811
@santoshjena5811 Ай бұрын
Good decision naveen sir❤
@user-mr2hn2uv3y
@user-mr2hn2uv3y Ай бұрын
Jay Naveen jay jagannath 🙏
@user-kz4mc3sk7n
@user-kz4mc3sk7n Ай бұрын
Great politics
@priyankabehera5604
@priyankabehera5604 Ай бұрын
Failure is the pillar of success.emt jadi action mode re kame.kichi kari thanto na 25 yr kn 50 yr kehi seat nei pari na thante.keep it up.all d best
@sitanshusekhar160
@sitanshusekhar160 Ай бұрын
Good step sir
@rishabbal6509
@rishabbal6509 Ай бұрын
Jabardast
@pitambardhalns3503
@pitambardhalns3503 Ай бұрын
Satya meva jayate 🙏
@DharmendraSahoo-mz6xn
@DharmendraSahoo-mz6xn Ай бұрын
Good decision 👍🙏
@PradeepKumarBehera-or9ee
@PradeepKumarBehera-or9ee Ай бұрын
Jay Naveen pattnayak babu Jay Bjd ❤❤❤❤❤
@bhaktaharipuhan909
@bhaktaharipuhan909 Ай бұрын
Jay Naveen sir
@user-ct3fh2bp3y
@user-ct3fh2bp3y Ай бұрын
Jay Naveen Jay b j d 💕💕💕💕💕🙏
@tmurmucreation3804
@tmurmucreation3804 Ай бұрын
ଏ ସବୁ କିଛି ନୁହଁ ଶାସନରେ ଯେଉଁ ସରକାର ରହିବେ ଆମେ ତାଙ୍କ କର୍ତବ୍ୟକୁ ଦେଖି ପାରିବା, ସେ ଯିଏ ବି ହେଉ ନା କାହିଁକି...... 25 ବର୍ଷ ନବୀନ ସାର ସରକାର ଥିଲେ ତାଙ୍କ କର୍ତବ୍ୟ ଆମେ ଦେଖିଲେ, ତାଙ୍କ ପୂର୍ବରୁ ଯିଏ ସରକାର ଥିଲେ ସେ ବି ତାଙ୍କ କର୍ତବ୍ୟ କରିଛନ୍ତି ବାସ ସେତେବେଳେ ମହାବାତ୍ୟା ହେଇ ନ ଥିଲା...ବର୍ତମାନ ଯିଏ ସରକାର ଅଛନ୍ତି ତାଙ୍କ କର୍ତବ୍ୟକୁ ବି ଦେଖିବାକୁ ପଡିବ ନ ଦେଖି ଯିବା କୁଆଡେ...😅😅....ଆଗକୁ ପୁଣି ଯିଏ ସେ ସରକାର ହେବେ ତାଙ୍କ କର୍ତବ୍ୟ ବି ଦେଖିବା....ଅସୁବିଧା କଣ ଚାଲିଛି ତମ ମାନଙ୍କର 😂😂? ମୁଖ୍ୟମନ୍ତ୍ରୀ ପଦବୀ କଉ ବାପ ସମ୍ପତି ନୁହେଁ ଯେ ପିଢ଼ି ପିଢ଼ିକୁ ରହିଯିବ.... ଜଣେ ପରେ ଜଣେ ପରିବର୍ତନ ହେବେ ଏବଂ ରାଜ୍ୟ ସମ୍ଭାଳିବେ... ଯେଉଁ ଲୋକମାନେ 25 ବର୍ଷ ହେଲା bjd ସରକାରକୁ ଭଲପାଉଥିଲେ ଆଜି କାହିଁକି ପରିବର୍ତନ ହେଲେ କିଛି ସତ୍ୟ ରହସ୍ୟ ଥିବ ନା ଖାଲିଟାରେ ଲୋକେ ସରକାର ପରିବର୍ତନ କରିବେ କି???? ରାଜନୀତିରେ କିଛି ଭୁଲ ଥାଇ ବି ବଦଳୁ ନଥିବା ଜନତାଙ୍କୁ ହିଁ ପାଦଚଟା ଚାମଚା କୁହାଯାଏ... ଆମେ ହେଲୁ ଜନତା ଆମେ କେଉଁ ଦଳର ଲୋକ ନୁହେଁ ପରିବର୍ତନ ହେଉଛି ଆମ ଶକ୍ତି... ଆମେ କଣ କୁକୁର କି ଗୋଟେ ଦଳରେ ପୋଷା ହୋଇ ରହିଯିବା???
@Upcomingvideoworld
@Upcomingvideoworld Ай бұрын
Nabin odisha, joy jagannath 🙏
@situsir3655
@situsir3655 Ай бұрын
This is why Mr Nabin Pattanaik is the SUPREMO
@user-bo4ct9yx8h
@user-bo4ct9yx8h Ай бұрын
Nice
@tatahunngama7828
@tatahunngama7828 Ай бұрын
Jai Naveen Patnaik sir 🙏
@snehalataparida5659
@snehalataparida5659 Ай бұрын
Naveen pattanayak ସବୁବେଳେ no 1
@riteshgamer65
@riteshgamer65 Ай бұрын
ଛାୟା କ୍ୟାବିନେଟ ତ ନୁହ , ଏଇଟା ବାୟା କ୍ୟାବିନେଟ ! ଏମାନେ ବିଜେପି କ୍ୟାବିନେଟକୁ ଜଗିବେ ତ ନାହି , ଆଗରୁ କରିଥିବା ଦୁର୍ନୀତିରୁ କେମିତି ଖସିବେ ତାର ଯୋଜନା ପ୍ରସ୍ତୁତ କରିବେ ।
@subashsamal3730
@subashsamal3730 Ай бұрын
Mohan Majhi ajogya cm Navin is great BJP ra micha pratisruti ku odissa Janata bujhileni BJP hatao odissa
@sibachhualsingh7256
@sibachhualsingh7256 Ай бұрын
No1 ମୁଖ୍ୟମନ୍ତ୍ରୀଙ୍କର ଚିନ୍ତାଧାରା ବି ସେହି ଭଳି।ସଦାବେଳେ ବିରୋଧୀ ତାଙ୍କଠାରୁ ଶିକ୍ଷା କରିଥାନ୍ତି
@BeheraFakircharan
@BeheraFakircharan Ай бұрын
ଏକଥା ସମିର ଦାସ କୁ ବୁଝାଇ ସେ ବୁଝି ପାରୁନି ଏଟା ଗୋଟେ ନୁଆ କଥା
@gagansethi5758
@gagansethi5758 Ай бұрын
Good sazeson B J D Jay B J D
@SabanaAjmi-wg5mt
@SabanaAjmi-wg5mt Ай бұрын
Naveen BJD miss sir 💯 CM.
@pratapbeuria6203
@pratapbeuria6203 Ай бұрын
Nice bata 👍
@soubhagyachandrasahu214
@soubhagyachandrasahu214 Ай бұрын
Bahut badhia, Naveen patnaik sir great
@swadhikarbetaj3768
@swadhikarbetaj3768 Ай бұрын
ଏଇଟା ଗୋଟେ ପ୍ରହସନ
@rakeshpradhan6972
@rakeshpradhan6972 Ай бұрын
Nice Idea to Stop Corruption ❤
@samraytudu
@samraytudu Ай бұрын
ଇୟେ ଚକ୍ରବ୍ୟୁହ ନୁହେଁ, ବକ୍ରବ୍ୟୁହ,, ଜଣେ ଚୋର ଅନ୍ୟ ଜଣେ ଚୋର କୁ ଚୋରି ନ କରିବା ପାଇଁ କେମିତି ରୋକିବ
@user-fb8fb5qc2n
@user-fb8fb5qc2n Ай бұрын
ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଦଳରେ ଏହିପରି ବ୍ୟବସ୍ଥା ଥିଲା।ଇତିହାସ ବିଷୟରେ ତୁମର ଧାରଣା କମ।
@user-nb8qe6ds3l
@user-nb8qe6ds3l Ай бұрын
Jay naveeni sir
@SHYAMGAGARAI-il1gi
@SHYAMGAGARAI-il1gi Ай бұрын
24 years ଶାସନ କଲ ଗୋଟେ ବର୍ଷ ବି ନଜର ରଖିପାରିଲେନି ଏବେ କଣ ବାଳ ଉପଡ଼ି ପକାଉଛ
@Upcomingvideoworld
@Upcomingvideoworld Ай бұрын
V.k pandian odisha rajya pain Bhala Kama karichhi, nabin odisha, joy jagannath 🙏
@sanjayabadatya-ru1mr
@sanjayabadatya-ru1mr Ай бұрын
ଯାହା ହଉଚି ଭଲ ହଉଚି ଏମିତି ହେଲେ ଚୋରି କିଏ କରିପାରିବେ ନାହିଁ
@BeheraFakircharan
@BeheraFakircharan Ай бұрын
ବିଜେଡିରେ ଜେଉଁ ଅଳିଆ ବିଜେପି କୁ ଜାଇଚନ୍ତି ତାକୁ ଜେଲ ମିଳିବତ
@bidyadharbiswal3321
@bidyadharbiswal3321 Ай бұрын
ଜୟ ନବୀନ ପଟ୍ଟନାୟକ
@srikantsahoo6563
@srikantsahoo6563 Ай бұрын
ଚୋରି କରିବାର ନୂଆ ଷ୍ଟାଇଲ।
@sanjayasahoo9278
@sanjayasahoo9278 Ай бұрын
This is the true and mirror govt of democracy. If u chooby the people u have to work whether u r in ruling or in opposite party.
@NisaSahu-xs3rg
@NisaSahu-xs3rg Ай бұрын
Good
@AkashAkash-ng5ge
@AkashAkash-ng5ge Ай бұрын
Biju babu jindabad
@sarmhhjistalali4350
@sarmhhjistalali4350 Ай бұрын
Thanks
@user-ls2qi1jt4n
@user-ls2qi1jt4n Ай бұрын
Watch present Government to see 50 years of Development in 5 years with ban on liquor issue 😂
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ଲୋକ ହସୁଛନ୍ତି । ଷ୍ଟାଇଲି ରେ ଓଡିଶା କୁ ଲୁଟି ଖୋଳ କରିଦେଲେ। ୨୪ବର୍ଷ କାଳ ହିଟିଲର ଶାସନ ଚାଲିଲା । ସେତେବେଳେ ମନ୍ତ୍ରୀ ମାନଙ୍କୁ ଜଗିଥିଲେ ଓଡ଼ିଶାରେ ଏତେ ଲୁଟ ହୋଇନଥାନ୍ତା।
@swadhikarbetaj3768
@swadhikarbetaj3768 Ай бұрын
ଫାଇବ୍ ଟି ଏକ ନୂଆ ପରିକଳ୍ପନା ଥିଲା। ମାତ୍ର କ'ଣ ହେଲା। ଫସର ଫାଟିଲା କି ନାହିଁ।ତେଣୁ ଗାଁ ଗହଳିର ଲୋକେ କୁହନ୍ତି ମନ ଗଲୁ ମନରେ ମାରିବା କଥା।
@gopalpalata6366
@gopalpalata6366 Ай бұрын
@@swadhikarbetaj3768 right
@AmulyaDakua-d5s
@AmulyaDakua-d5s Ай бұрын
Odisha re kia sasana karucha kara kintu Odisha re industrial kara
@chhabindramansingh73
@chhabindramansingh73 Ай бұрын
ଏଗୁଡା ପାଗଳର ପ୍ରଳାପ ନବୀନ ଆଉ ପାଣ୍ଡୁଆ କରିଚି, ନିଜେତ ଚୋର କେମିତି ସବୁ ବିଭାଗର ଦୁର୍ନୀତି ରୁ ରକ୍ଷାପାଇବେ, ତେଣୁ ସେଇ ବିଭାଗର (bjp )ର ମନ୍ତ୍ରୀଙ୍କୁ ତେଲ ମାରିବା ପାଇଁ ଏ ନିଯୁକ୍ତି bjd ଦେଇଚି, ଗୋଟେ ମନ ବୁଝାଉଛି ନିର୍ଲଜ ଝାବଡ଼ ଦଳ
@subashsamal3730
@subashsamal3730 Ай бұрын
Nabin Babu is great mohan Majhi ajogya cm BJP ra micha pratisruti ku odissa Janata bujhileni BJP hatao
@ommprakashpanda8973
@ommprakashpanda8973 Ай бұрын
Very nice disistion. Jay.... Nabeen.
@user-ud1lp4oh5t
@user-ud1lp4oh5t Ай бұрын
କିଛି ହବନି ନିଜେ ଚୋର ସେ କଣ କରିବେ
@padmalochansamal1560
@padmalochansamal1560 Ай бұрын
Great political now in odisha👍
@smrutirekhasahoo6952
@smrutirekhasahoo6952 Ай бұрын
ସବୁ pandian ର plan.
@alokrout7968
@alokrout7968 Ай бұрын
ଆଗରୁ kn ନବୀନ ବାବୁ ମଦ ପିଇକି ସୋଇଥିଲେ ।pandian ku ସବୁ ଛାଡ଼ିଦେଇଥିଲେ ।ଏବେ ଜ୍ଞାନ ଉଦୟ ହେଉଛି ।ସବୁଥିରେ ଘୋଟଲ କରି ଏବେ ପଷ୍ଟାଉଚି BJD । କିନ୍ତୁ ନବୀନ ବାବୁଙ୍କ ଭଲ ପଦକ୍ଷେପ ବିରୋଧୀ ଭାବେ ।ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ
@riteshgamer65
@riteshgamer65 Ай бұрын
ନିଜେ ଶାସନରେ ଥାଇ ବିଜେଡି କିଛି କରିପାରିଲାନି । ଦୁର୍ନୀତିରେ ଭରି ଗଲା ରାଜ୍ୟ । ଏବେ ମୁଣ୍ଡରେ ପଶିଚି ଗାଲୁଆ ବୁଦ୍ଧି । ଶୁଣିବାକୁ ମିଳୁଛି କଣ ନା ନବୀନ ବାବୁ ଏବେ ଭାରି ଆକ୍ଟିଭ୍ !! ଆରେ ଭାଇ , ଯାହା ନ ହୋଇଛି ଵାଳ କାଳେ , ତାହା କି ହେବ ପାଚିଲା ବାଳେ ?
@santoshkumarpanda9968
@santoshkumarpanda9968 Ай бұрын
25 years rahila au kahucha kichhi karini😂😂😂modi ku tike dekha kete year kou jaga re rahuchi😂😂😂nije boka boli samastanku janauchanti 😂😂😂
@dilliptripathy9759
@dilliptripathy9759 Ай бұрын
ୟା ର ବି ଗୋଟି ଚାଳନା ପାଣ୍ଡୁ ଦ୍ଵାରା ହେଉଥିବ ।।।😂😂
@JasminiKalsai
@JasminiKalsai Ай бұрын
ପଦ ପଦବୀ ର ନିଶା ଯାଇନି ବି ଜେ ଡି ପାଟି ର
@madhabkata
@madhabkata Ай бұрын
,କ୍ଷମତା ଚାଲିଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ଭୂଳିପରୁ ନାହାଁନ୍ତି ପାଣ୍ଡିଆ ଖାଇଲା BJD କୁ
@SanjayDas-kp2uj
@SanjayDas-kp2uj Ай бұрын
Congratulations nabin babu
@sukantkumarsahu3901
@sukantkumarsahu3901 Ай бұрын
Good decisions
@AjitkumarSamantaray-yj3br
@AjitkumarSamantaray-yj3br Ай бұрын
Na jitiki bi mantri padapi pauchanti loka maniba ku padiba
@msamal9058
@msamal9058 Ай бұрын
Ebe chhaya team na kariki rulling re thila bele jadi blouse team Kari thile aji ye dina asi na thanta
@ChudamaniNaik-q3f
@ChudamaniNaik-q3f Ай бұрын
Thanks very good bjd❤❤❤❤❤❤❤
@rupakkumartripathy2534
@rupakkumartripathy2534 Ай бұрын
Bjd mla apathua.kichi Bala banka bujhiparibeni .kama semane tahale ebe sikhibe 25yr pare.
@SkHakim-uo4oi
@SkHakim-uo4oi Ай бұрын
I love nabin babu ❤
@manisamanisa7391
@manisamanisa7391 Ай бұрын
Jay BJD 💚💚
@umakantapriyadarshi1372
@umakantapriyadarshi1372 Ай бұрын
Bjd nijadalaku bancheiba pain chesta karuchi, karana kichhi mla BJD chadiba nischita....
@mihirkumarbarik6867
@mihirkumarbarik6867 Ай бұрын
Joy nabin pattnaik joy bjd
@asutoshmishra599
@asutoshmishra599 Ай бұрын
Nua strategy
@AmulyaDakua-d5s
@AmulyaDakua-d5s Ай бұрын
Odisha ra kia jemiti baha ra ku kama karibaku na jaantu
@user-ud1lp4oh5t
@user-ud1lp4oh5t Ай бұрын
6ମାସ ଅପେକ୍ଷା କର BJD ର ସବୁ mla ଜେଲ ଯିବେ ଲୁଟିଥିବା ଅର୍ଥ ଆଦାୟ କରିବା ସହିତ ଜେଲ ରେ ପୁରେଇବେ ସବୁ BJD MLA ଲୁଚିବେ
@chikusahoo7365
@chikusahoo7365 Ай бұрын
6 ମାସ ବେଳକୁ ଆଉ BJP ସରକାର ନ ଥିବ
@sukantapal6711
@sukantapal6711 Ай бұрын
BJP NETA/MLA sabu sadhu auu suna mudata
@bapisardar328
@bapisardar328 Ай бұрын
Tu pua sabu janichu mla candidate Pila ta😅
@Samarjit-k8o
@Samarjit-k8o Ай бұрын
Jay bjd
@AnnoyedBloomingFlower-kp5je
@AnnoyedBloomingFlower-kp5je Ай бұрын
Navin sir good job
@arunparida4590
@arunparida4590 Ай бұрын
Jay nabin
@usharanisahoo8972
@usharanisahoo8972 Ай бұрын
Rt decision 👍👍👍
@manjitmohanty8111
@manjitmohanty8111 Ай бұрын
Bjd jha bhabiba bjp ta number plet paibeni jahabi Kariba bjd pratham
@SkHakim-uo4oi
@SkHakim-uo4oi Ай бұрын
Nabin babu jinda baad
@PuneshSenapati
@PuneshSenapati Ай бұрын
ଅମିତ୍ ଶାହା ଓ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ରାଜନୀତି କ୍ଷେତ୍ରରେ ଦୋହରା ମାନଦଣ୍ଡ ଭିତ୍ତିରେ ନିଜର ଦଳକୁ ଦୂର୍ବଳ ସ୍ଥିତି ରେ ରଖିଥିବା ଏବଂ ଦୀର୍ଘବର୍ଷ ଧରି ଓଡ଼ିଶା ଖଣି ମାଫିଆଙ୍କ ସହିତ ଗୁପ୍ତ ଗଠବନ୍ଧନ ଜୟନାରାୟଣ ମିଶ୍ର,ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀ ଙ୍କ ପରି କଠୋର ଆଭିମୁଖ୍ୟ ରଖୁଥିବା ନେତାମାନଙ୍କୁ ଅଳିଆଗଦାରେ ପକାଇ ଭୈରଭ୍ ଙ୍କୁ ଖୁସି କରିବାର ଫଳ ଭୋଗିବେ।
@tapanmahapatra1568
@tapanmahapatra1568 Ай бұрын
Nabin Pandu ku anila sethi pai harila
@himadrikumarbhanja421
@himadrikumarbhanja421 Ай бұрын
Good idea of Nabinpattnaik to counter attack
@diptinanda4858
@diptinanda4858 Ай бұрын
Leader of Oppostion has shut his mouth when governer"s staff is humiliated.
@binodbiharisahoo612
@binodbiharisahoo612 Ай бұрын
Go on Nabin Sir, we need u. BJD ZINDA HAI.
@Narmada-s3y
@Narmada-s3y Ай бұрын
ସବୁ ଏମେଲେ ବିଜେପି କୁ ପଳେଇବ🎉🎉🎉
@bhagyaranjantripathy377
@bhagyaranjantripathy377 Ай бұрын
Jay Naveen
@SuvankarGeming
@SuvankarGeming Ай бұрын
Jete jaha kalebi au acibani bjd
@rupalibehera3377
@rupalibehera3377 Ай бұрын
Public attention draw kariba kasta
@bichitrakumarjena8141
@bichitrakumarjena8141 Ай бұрын
Mala bele biparit budhi A sabu kebal pandian chall............
@tarunsahoo2363
@tarunsahoo2363 Ай бұрын
କିଛି ହେଇନି ଦେଖ ଆଗକୁ କଣ ହେଉଛି
@gopalpalata6366
@gopalpalata6366 Ай бұрын
ପାଣ୍ଡୁ କୁ କି ବିଭାଗ ଦିଆ ଗଲା
@ayush1725
@ayush1725 Ай бұрын
Andhabhakta nku patha padheiba dawitya😂
@sanjayasahoo9278
@sanjayasahoo9278 Ай бұрын
​@@ayush1725 👍👍👍👍👍👍
@Upcomingvideoworld
@Upcomingvideoworld Ай бұрын
V.k pandian BJP sarkar Ku Ghantiba,Apekhya Kara
@bibhutiapata3785
@bibhutiapata3785 Ай бұрын
Jaya nabin sir
나랑 아빠가 아이스크림 먹을 때
00:15
진영민yeongmin
Рет қаралды 5 МЛН
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 662 М.
When you discover a family secret
00:59
im_siowei
Рет қаралды 24 МЛН
나랑 아빠가 아이스크림 먹을 때
00:15
진영민yeongmin
Рет қаралды 5 МЛН