ବିରାଡ଼ି ବୈଷ୍ଟମ୍ୱ ସାଜିଛନ୍ତି ପାଣ୍ଡିଆନ, ଲୁଚିଛପି ଠିଆ କରୁଛନ୍ତି ମିଥ୍ୟାର ପାହାଡ! |ତେରଛା ବାଣ | Terachha Baana

  Рет қаралды 9,790

Terachha Baana

Terachha Baana

6 күн бұрын

Join this channel to get access to perks:
/ @terachhabaana

Пікірлер: 46
@trilochanpatnaik6321
@trilochanpatnaik6321 4 күн бұрын
VK pandian ବିରାଡ଼ି ପରି ତିରିଶ ଜିଲ୍ଲା ବୁଲି ବୁଲି ତା ଆଖି ବନ୍ଦ କରି ଓଡ଼ିଶା ରାଜ କୋଷ ଲୁଟି କରୁଥିଲା। ଏବେ ରାଜନୀତି ରୁ ସନ୍ନ୍ୟାସ ନେଇଛି ବୋଲି କହୁଛି। ସେ କି ରାଜନୈତିକ ନେତା? ତାର ରାଜନୀତି କେତେ ବର୍ଷ ର ? ଶଳା ତ tata କୁ ବିଦ୍ୟୁତ୍ ବିକି ଦେଇଛନ୍ତି ଓ ସେଥିପାଇଁ ଓଡ଼ିଶା ବାସୀ କିପରି ବିଜୁଳି ଆଲୋକ ପାଉଛନ୍ତି ତାହା ବିଜୁଳି ଉପଭୋକ୍ତା ମାନେ କହିବେ।
@sasthakumarpurohit2580
@sasthakumarpurohit2580 4 күн бұрын
ବିରାଡ଼ି ଯେଉଁଠି। ବୈ ଷ୍ଟ ମ୍ୱ ସା ଯାଇ, ବାଗ କରେ ଏକାଦଶୀ, ପଣ୍ଡିଆନ୍ ବଗ କରେ ଏକାଦଶୀ😂ପାଣ୍ଡିଆ ବଗ କରେ।ଏକାଦଶୀ,,ମନଦେଇ ଶୁଣୁ ଥା ପରଦେଶୀ, ଏ ବଡ ଗୁମର କଥା,,,,,,,
@hemantkumarsingh1387
@hemantkumarsingh1387 4 күн бұрын
Very nice episode.
@agoodcitizen-b3o
@agoodcitizen-b3o 4 күн бұрын
Ati sundar upastapan sir dhanyabaad,bjd ra andhari dibas eita
@BirendraPardia-xe5cz
@BirendraPardia-xe5cz 4 күн бұрын
ହାରିଯିବା ରୁ ଆତମାକୁ ବହୂତ ବାଧୁଛି Mr. Pandian
@swarnamohanty3121
@swarnamohanty3121 3 күн бұрын
Pandian jaha kahi chhanti thik katha kahichhanti bipin babu.
@laxmidharnayak4191
@laxmidharnayak4191 4 күн бұрын
Very nice presentation dhanyawad __ Strong action is required for all the scams. But it may be in doubt. So the culprits have no fear from the present govt.
@user-vo2fw1vp3t
@user-vo2fw1vp3t 4 күн бұрын
Thank you for your information
@user-cm7pt2vm2c
@user-cm7pt2vm2c 3 күн бұрын
Still from1990 on Mahanadi issue,must require base CBI inquires...
@hemantkumarsingh1387
@hemantkumarsingh1387 4 күн бұрын
BJD is now under control of Pandian in backdoor from Nabin Niwas.BJD is finished and no role in odisha.
@harishmallck2
@harishmallck2 4 күн бұрын
ପାଣ୍ଡିଆନ ବାବୁ କହିଲେ ସେ ରାଜନୀତି ରୁ ସନ୍ୟାସୀ ନେଇଛନ୍ତି | ସେ କଣ ବଡ଼ ରାଜନୀତିଜ୍ଞ ଥିଲେ କି? ସେ କଣ ବିଧାୟକ. ମ୍ବତ୍ରୀ ନା ସାଂସଦ ଥିଲେ କି? What was his poltical /constitutiobal position? He was as like as a BJD worker.. ଯେମିତି ରାଜନୀତିରେ ଗୋଟାଏ ଚାଣକ୍ୟ ଥିଲେ ସେହିପରି କହୁଛନ୍ତି ପାଣ୍ଡିଆନ | କଥାରେ ଅଛି ଚୋର ମୁହଁ ଟାଣ |
@successfullife6722
@successfullife6722 4 күн бұрын
ଆପଣଙ୍କ କାର୍ଯ୍ୟକ୍ରମ କୁ ଯେତେ ପ୍ରସଂଶା କଲେ କମ ପଡିବ l ଉଚିତ ଏବଂ ଯଥାର୍ଥ ଉପସ୍ଥାପନା l
@subrataran
@subrataran 4 күн бұрын
NAb ii na. B ep a r i pa ndu chora
@sanjibpanda5009
@sanjibpanda5009 4 күн бұрын
Power hang over not yet gone
@gangadhardash3430
@gangadhardash3430 4 күн бұрын
🎉🎉🎉🎉🎉
@gobindajena6521
@gobindajena6521 3 күн бұрын
ନମସ୍କାର ରବି ବାବୁ, ନବୀନ ବାବୁ କଦାପି ପାଣ୍ଡିୟ। ନ୍ ଙ୍କୁ ଛାଡି ପାରିବେ ନାହିଁ। କାରଣ ପାଣ୍ଡିୟନ୍ ନବୀନଙ୍କର ସବୁ କଳା କାରନାମା ଜଣା। କେବଳ ଛଳନାରେ ଚବିଶ ବର୍ଷ କଟିଗଲା। ପ୍ରକୃତ ଦୋଷୀ ନବୀନ ଅଟନ୍ତି। ଆପଣଙ୍କୁ ଧନ୍ୟବାଦ।
@user-qq2xg3yh4b
@user-qq2xg3yh4b 4 күн бұрын
B।j।d। Pandian habitual politics with ten years above so habitual pandian working with bjd।
@snigdhasamantaray5389
@snigdhasamantaray5389 2 күн бұрын
Pandian tamilnadu na jai ethi odisha rajaniti re kana pain munda purauchanti?Ethi rajaniti na kale chati phati jiba.
@sanjibpanda5009
@sanjibpanda5009 4 күн бұрын
Two elements virus any covi shield take care of odisa bipin babu regards
@PkrathRath-lz4mp
@PkrathRath-lz4mp 4 күн бұрын
ବୈ ଷ୍ଣ ବ ଲେଖା ଯାଉ
@laxminarayanpanda1427
@laxminarayanpanda1427 4 күн бұрын
ଆପଣ BJD ର ନାଡ଼ି ଚିପି ଠିକ୍ ଚିହ୍ନି ପାରିଛନ୍ତି। ଚୋର ଡକାୟତ ମାନଙ୍କୁ ଆପଣ ଠିକ୍ ଚିହ୍ନି ପାରିଛନ୍ତି। ସବୁ ଆଞ୍ଚଳିକ ଦଳ ପ୍ରାୟତଃ ଏପରି ଛଳନା ରେ ଆରମ୍ଭ ହୁଅନ୍ତି ଏବଂ ଚାଲିଛନ୍ତି ଓ ନିଶ୍ଚିତ ଭାବେ ଭାଙ୍ଗି ଯିବେ।
@janakiballavdash806
@janakiballavdash806 4 күн бұрын
₹398 crores recvd from " Unknown sources' prty funds immediately needs to be taken by govt. Mhndi trbnl re 8 koti expenses kahinki o kaha swartha re🏑yaar hisab deu prty😄
@user-qq2xg3yh4b
@user-qq2xg3yh4b 4 күн бұрын
मोछाय कहोलय मरीना
@hemantkumarsingh1387
@hemantkumarsingh1387 4 күн бұрын
When Pandian is making twit on odisha politics,is it not directly involved in odisha politics.He is a lier and it is known to people of odisha.
@SeetakantaSwain
@SeetakantaSwain 2 күн бұрын
Sir, Se Pandian alia kan kala kan kahila aau discussion kari apanka time barbad karantuni. Se tamila sabu semiti. Pandian kemiti jail jiba se sabu kuhantu
@minervakhuntia5632
@minervakhuntia5632 3 күн бұрын
Behia pandian
@Gudu-vp4pb
@Gudu-vp4pb 4 күн бұрын
Tell about new chief secretary vs Pandian & odia Asmita in Next video .
@nareshdash3796
@nareshdash3796 4 күн бұрын
ପାଣ୍ଡୁ ଆହୁରି ଲେଖୁଚି ।
@sanjibpanda5009
@sanjibpanda5009 4 күн бұрын
Nabin + panda much ado about nothing
@prakashchandrapattnaik9214
@prakashchandrapattnaik9214 4 күн бұрын
A. Pandu. Jadi. BJD. Dalare. Rahi. Nataka. Kare. Taha hele. A. BJD. Ra. Pata. Rahi ba nahi. Ahi. Odisha. Basi. Hi. Tara. Utara. Debe. Pandu. ku. BJD. Ru. Bahiskar. Kale. Jai. BJD. Ra. Sata. Rahi ba
@bijaypanda1843
@bijaypanda1843 3 күн бұрын
ମାହାଲ ମାଣ୍ଡା ସିଏ 😄
@anilsen2703
@anilsen2703 4 күн бұрын
Chora Congress bisaya re kichi video anantu
@alokaranjandash9853
@alokaranjandash9853 4 күн бұрын
ଅବଶ୍ୟ ମୁଁ ଜାଣେ ନାହିଁ ଯେ ଏ ଆକାଉଣ୍ଟ୍ କାହାର । ତଥାପି ଆପଣମାନେ ତାଙ୍କ ବିଷୟରେ ଆଲୋଚନା ବନ୍ଦ କରି ଦିଅନ୍ତୁ, ସେ ପୋଷ୍ଟ୍ କରିବା ବନ୍ଦ୍ କରିଦେବେ ।
@rameshmallick2780
@rameshmallick2780 3 күн бұрын
ରେ mg ତର ଗାଣ୍ଡି ଫାଟୁଛି କାହିଁକି....
@alokaranjandash9853
@alokaranjandash9853 3 күн бұрын
@@rameshmallick2780 ମୁଁ ଓଡ଼ିଶାର ଲୋକ ଓ ମୋ'ର ଓଡ଼ିଆତ୍ଵ ଭୁଲି ନାହିଁ । ସେଥିପାଇଁ । ଅବଶ୍ୟ ତୁମେ ଏପରି ଅପଭାଷା ପ୍ରୟୋଗ କରିବାଟା ଠିକ୍ ନୁହେଁ ।
@omprakashnayak270
@omprakashnayak270 4 күн бұрын
Vk pandian is real hero. Bipin Das is big zero
@chhabindramansingh73
@chhabindramansingh73 4 күн бұрын
Bjd 36ଗଡ଼କୁ ଟଙ୍କା ଖାଇ ଟେକି ଦେଇଚି, ତମେ ସଳେ(bjd)କିଶାସନ କରୁଥିଲ 36ଗଡ଼ ଏତେ ବନ୍ଧ କଲା ଜାଣିଲନି, ଚୁତିଆ ଗୁଡା ଲୁଟିବାରେ ବ୍ୟସ୍ତ ଥିଲ ଓଡ଼ିଆଙ୍କୁ, କୋଟଆ କୁ ଆନ୍ଧ୍ରକୁ ଦେଲ, ମହାନଦୀକୁ 36ଗଡ଼କୁ ଦେଇ ପଇସା ଖାଇ, ତ୍ରିବୁନାଲ କୋର୍ଟ ଉପରେ ଛାଡି ଓକିଲ ପୋଷିଲା bjd, ନିର୍ଲଜ ସଳେ ଓଡ଼ିଆ ଙ୍କୁ ବର୍ବାଦ କରିଚ
@manoranjan34680
@manoranjan34680 4 күн бұрын
U r 100% ✅👌👌👌👍👍👍
@piyushrajkumar15
@piyushrajkumar15 4 күн бұрын
ଏମାନଂକୁ ଜନତା ମାନେ ଓଡିଶା ବାସୀ ଏକଜୁଟ ହେଇ ଗୋଡେଇ ଗୋଡେଇ ବାଡ଼େଇକି ସମ୍ପୂର୍ଣ ରୂପେ ଓଡିଶା ରୁ ସବୁଦିନ ପାଇଁ ତଡିପାର କରିବାକୁ. 1.ନବୀନ ପଟ୍ଟନାୟକ ଓ ନବୀନ ନିବାସ 2.ପାଣ୍ଡିଆନ 3.ବିଜେଡି ର ଯେତେ କ୍ରୀତଦାସ ଏମାନେ ଓଡିଶା ଛାଡିଲେ ଏମାନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଓଡିଶା ରାଜକୋଷ ରେ ଡିପୋଜିଟ ହେବ. ୟା ଛଡା ଦ୍ୱିତୀୟ ଉପାୟ କିଛି ନାହିଁ କାରଣ ଏ ବିଜେପି ସରକାର କିଛି କରିପାରିବେ ନାହିଁ କେବଳ ଭୋଟ ପାଇଁ ମିଛ କଥା କହି ଭୋଟ ହାସଲ କରିଛି ନହେଲେ ବବି କ୍ରୀତଦାସର ଏତେ ସାହାସ ସରକାରୀ ଘରକୁ ନିଜ ବୋପା ସମ୍ପତି ପରି ମନଇଛା ଭଙ୍ଗା ରୁଜା କରିଥାନ୍ତା
ROCK PAPER SCISSOR! (55 MLN SUBS!) feat @PANDAGIRLOFFICIAL #shorts
00:31
Khó thế mà cũng làm được || How did the police do that? #shorts
01:00
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 15 МЛН
ROCK PAPER SCISSOR! (55 MLN SUBS!) feat @PANDAGIRLOFFICIAL #shorts
00:31