No video

BJD Lashes Out At BJP Over Odia Asmita Issue, Demands Arrest Of Governor’s Son | Nandighosha TV

  Рет қаралды 15,873

Nandighosha TV

Nandighosha TV

Күн бұрын

#bjd #Bjp #odisha #politics #nandighoshatv #bhubaneswar
BJD Lashes Out At BJP Over Odia Asmita Issue, Demands Arrest Of Governor’s Son | Nandighosha TV
ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ରାଜ୍ୟ ବିଜେପି ଉପରେ ବର୍ଷିଲା ବିଜେଡ଼ି,ରାଜ୍ୟପାଳଙ୍କ ପୁଅର ଗିରଫଦାରୀ ଦାବି କଲା ବିଜେଡି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 105
@MNDIGITALSARAKANA
@MNDIGITALSARAKANA Ай бұрын
ଗରୀବ ନିସହାୟ ପାଇଁ ସ୍ଵର ଉଠାଇ ଥିବାରୁ ଲେଖାଶ୍ରୀ ମାଡାମ୍ ଙ୍କୁ ଧନ୍ୟବାଦ
@pintupati8786
@pintupati8786 Ай бұрын
ଏଇଟା ଠିକ ନୁହେଁ ଯିଏ ଦୋଷୀ ସିଏ ଦଣ୍ଡ ପାଉ
@MrSwarajdas
@MrSwarajdas Ай бұрын
ରାଜ୍ୟପାଳ ଙ୍କ ପୁଅ କୁ ତୁରନ୍ତ ଗିରଫ କରାଯାଉ ନହେଲେ ମୋହନ ବାବୁ ଙ୍କ ସରକାର ଅଡ଼ୁଆ ବଢ଼ିବ
@kailashnayak7643
@kailashnayak7643 Ай бұрын
Right
@user-hq8lc4dh8r
@user-hq8lc4dh8r Ай бұрын
Rights
@kabidibyendumallick3539
@kabidibyendumallick3539 Ай бұрын
ଏମିତି କଲେ ବିଜେପିର ପତନ ନିଶ୍ଚିତ ନୂଆ ଆଇନର ପ୍ରୟୋଗ କରନ୍ତୁ
@debendramohakud8831
@debendramohakud8831 Ай бұрын
Thanks BJD.......... BJP ଓଡ଼ିଶା ର ଅପାରଗ ପଣିଆ କୁ କେବଳ ବିଜେଡି ଓ କଂଗ୍ରେସ ନେତାମାନେ ଉଜାଗର କରିପାରିବେ.....
@ranajitjena4668
@ranajitjena4668 Ай бұрын
ମାଡାମ ଆପଣ ଆପଣଙ୍କର ସ୍ୱର ଆହୁରି ଶାଣିତ କରନ୍ତୁ ଏହି ଅପାରଗ ସରକାର ପାଇଁ. ନନ୍ଦିଘୋଷ ଗଣମାଧ୍ୟମ ସଂସ୍ଥାଙ୍କୁ ଅନୁରୋଧ ଏହି ଖବରକୁ ବାରମ୍ବାର ପ୍ରସାରଣ କରାଯାଉ ଓଡିଶା ଜନସାଧାରଣଙ୍କ ଜାଣିବା ପାଇଁ
@ମୋହନ_ମାଝୀ
@ମୋହନ_ମାଝୀ Ай бұрын
ହାଁ ୩୬୫ ଦିନ ଦେଖାଆ 😂
@amulyajena6027
@amulyajena6027 Ай бұрын
ରାଜ୍ୟପାଳ ଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରଯାଉ ନହେଲେ ମୋହନ ବାବୁ ଙ୍କ ସରକାର ଅଡୁଆ ବଡ଼ିବ ମୋହନ ବାବୁ ନ୍ୟାୟ ଦେଇପାରିବିନି କାରଣ ତାଙ୍କ ରିମଟ ମୋଦି ପାଖରେ ଆଉ ବଦଳି କଲେ ହେଲେ ନ୍ୟାୟ ଦେଇପାରିବିନି ଓଡ଼ିଆ ଅସ୍ମିତା କୁଆଡେ ଗଲା
@NarandraGiri-or4dq
@NarandraGiri-or4dq Ай бұрын
ଏବେ ମାଗିହା ଅରଗସ୍ ମିଡିଆ ଗଲା କୁଆଡ଼େ , ଶଳା ବିଜେପି ର ଦଲାଲ ମିଡିଆ, ଏଗୁଡ଼ା ପ୍ରସାରଣ କରିବ ନାହିଁ ,ଖାଲି ବିଜେଡ଼ି ପଛରେ ଲାଗିବା ଛଡା଼ ଆଉ କିଛି ଖବର ପ୍ରସାରଣ କରେ ନାହିଁ ।
@user-vy4pl9nc9r
@user-vy4pl9nc9r Ай бұрын
BJP hatao odissa banchao Jay sambindhan
@ShibaSahoo-sq7lg
@ShibaSahoo-sq7lg Ай бұрын
Right👍
@pratyushkumarbhoipikun3527
@pratyushkumarbhoipikun3527 Ай бұрын
Thik Aa ra olta ta kahuthile loka mane election purbaru abe tara result paei gale 😂
@kalpatarurout3073
@kalpatarurout3073 Ай бұрын
Right
@JagabandhuMalik-ck5fj
@JagabandhuMalik-ck5fj Ай бұрын
ଓଡିଶା ପୋଲିସ ଗୋଟେ ଵାଳ ପୋଲିସ।ଛି ଛି ଥୁ ରେ। ସାଧାରଣ ଲୋକଟିଏ ଭୁଲ କରିଥିଲେ,ଇଏ ଡକାୟତ ଦଳ ତା'ର ଜିନା ହାରାମ କରିଦଵ।
@mahendrajayasingh6221
@mahendrajayasingh6221 Ай бұрын
BJP Hatao odisha bachao
@tapas-ht9ie
@tapas-ht9ie Ай бұрын
Bjp sarkar jauthi Gundaraj seithi
@SidharthPrasadDas
@SidharthPrasadDas Ай бұрын
ଡବଲ ଇଂଜିନ ସରକାର ଏମିତି କାର୍ଯ୍ୟାନୁଷ୍ଠାନ ନେଇଛି ବିଚରା ବୈକୁଣ୍ଠ ବାବୁ ଙ୍କୁ ଯୋଉ ନାୟ ଦେଲା ପ୍ରତେକ ଓଡିଆ ଜାଣିବା ଦରକାର, ତାକୁ ରାଜଭବନ ରୁ ବଦଳି କରିଦେଲେ, ଜଣେ ଓଡ଼ିଆ କୁ ଠିକ ନାୟ ଦେଲେ ମାର ତାଳି ଚାଲୁ ଡବଲ ଇଂଜିନ
@user-sf2rn3ts1i
@user-sf2rn3ts1i Ай бұрын
ଅନ୍ଧ ଭକ୍ତ ମାନଂକୁ ଲଜ୍ୟା ଲାଗୁନି, ବେସରମ, ସବୁ
@ମୋହନ_ମାଝୀ
@ମୋହନ_ମାଝୀ Ай бұрын
ସେ ବି ଜେ ଡ଼ି ୱର୍କୋର ଥିଲା
@debendramohakud8831
@debendramohakud8831 Ай бұрын
Thanks ଲେଖା ଦିଦି......
@user-sf2rn3ts1i
@user-sf2rn3ts1i Ай бұрын
ବିଜେପି ଵାଲେ ଅନ୍ଧା କାନୁନ
@brpalai9015
@brpalai9015 Ай бұрын
Jay naveen , jay bjd ❤
@biswajitbehera7977
@biswajitbehera7977 Ай бұрын
Madam aapan hin pani piyei paribe.
@shortsvideomaker4588
@shortsvideomaker4588 Ай бұрын
ସେ Film hero ସିଦ୍ଧାନ୍ତ, ଅରିନ୍ଦମ, ଅନୁଭବ ଏଗୁଡା କୁଆଡେ ଗଲେ. ଖାଲି double engine, double ବିକାଶ ହଉଥିଲେ. ସବୁଜିନିଷ ଦରଦାମ ବଢି ଚାଲିଛି, ଲୋକ ସେଇ ଦାଦନ ଯାଉଛନ୍ତି. ଏ Odia hero ଙ୍କୁ ଡାକିକି ପଚାର ଏଇଟା କଣ ତାଙ୍କ ବିକାଶର ପ୍ରଚାର ଥିଲା.
@AshokkumarNaik-hh5tm
@AshokkumarNaik-hh5tm Ай бұрын
I❤ Nabin sir,BJD rajrasta ku asu nahale BJP,ki6i karebane
@bhizenkumard44
@bhizenkumard44 Ай бұрын
ରାଜ ରାସ୍ତାକୁ ଆସନ୍ତୁ ..ବିଜେପି କୁ ଉଚିତ୍ ଜାବାବ ଦିଅନ୍ତୁ
@ShibaSahoo-sq7lg
@ShibaSahoo-sq7lg Ай бұрын
@@bhizenkumard44 right👍 bhai
@sauvagyamohanseula3764
@sauvagyamohanseula3764 Ай бұрын
lekhasree madam ଆପଙ୍କୁ ଅସସେ ଧନ୍ଯବାଦ ଜେ ଗରିବ ମାନଙ୍କ କଥା ସ୍ବରୋ ଉଠିେଲେ।
@bbsenapati2245
@bbsenapati2245 Ай бұрын
Mohan Majhi remote control re chaluchi mam. Odisha loka janichanti
@user-sj6vw5kw7h
@user-sj6vw5kw7h Ай бұрын
ମୋହନ ବାବୁ ତୁରନ୍ତ ତଦନ୍ତ କରନ୍ତୁ ଜୟ ଜଗନ୍ନାଥ ଓଡ଼ିଶା
@upendrakumarmohanty6320
@upendrakumarmohanty6320 Ай бұрын
ବିଜେଡି ଆନ୍ଦୋଳନ ଆସୁ.
@debendramohakud8831
@debendramohakud8831 Ай бұрын
BJP ଓଡ଼ିଶା ର ଅପାରଗ ପଣିଆ କୁ କେବଳ ବିଜେଡି ଓ କଂଗ୍ରେସ ନେତାମାନେ ଉଜାଗର କରିପାରିବେ......... Election ପୂର୍ବରୁ ଏପରି ଘଟଣା ଘଟି ଥିଲେ......BJP..... ଓଡ଼ିଶାରେ ଗୋଟିଏ ବି seat ପାଇ ନଥାନ୍ତା............ ପୀଡିତ, ଲାଞ୍ଚିତ, ଦୁଃଖୀ, ଗରିବ ଓଡ଼ଶା ବାସୀଙ୍କ କୁ ତ୍ୟାଗ କରି....... ନ୍ୟାୟ ନ ଦେଇ........ ଝlଡକ୍ଷଣ୍ଡି..... ବିହାରୀ..... ଗୁଣ୍ଡା ର ସମର୍ଥନ କରୁଛି ଓଡ଼ିଶା BJP.......... ଝାଡଖଣ୍ଡି..... ବିହାରୀ..... ଗୁଣ୍ଡା..... କଣ.... ଭୋଟ ଦେଇ ବିଜେପି ଓଡ଼ିଶା କୁ ଜିତାଇ ଥିଲେ.....? ବିଜେପି ଓଡ଼ିଶାରେ ଅପାରଗ ନେତା ଅଛନ୍ତି.....ଜଉମାନଙ୍କୁ...... ରାଜନୀତି କରିବା ଜଣା ନାହଁ....... ଏଇଥି ପାଇଁ ଏତଦୀନ ହେଲା ବିଜେପି ଓଡ଼ିଶା ରେ ଜିତି ପାରୁନଥିଲା....... ମୋହନ ମାଝି ଯଦି କାହାକୁ ନ ପଚାରି ସିଧା ରାଜ୍ୟ ପାଳ ପୁଅକୁ arrest କରିଥାନ୍ତେ.....Iron CM..... ବୋଲି ଗଣା ଯାଇଥାନ୍ତେ....... ଓ next....25 years ପର୍ଯ୍ୟନ୍ତ କେହୀ ହଲେଇ ପାରି ନଥାନ୍ତେ...... ଲୋକ..... ମଧ୍ୟ କେତେ ଭଲ ପାଇଥାଆନ୍ତେ........ ନିଜର leadership କ୍ଷମତା ଯଦି ନାହଁ........ ସବୁ କଥାରେ........doubt...... ରେ ରହିଲେ....... ଜଣେ ଦେଶ, ରାଜ୍ୟ ଚଳାଇ ପାରିବ ନାହିଁ....... ପରିସ୍ରା କରିବା ପୂର୍ବରୁ ଯଦି......doubt ରେ ରହିବେ......... ପରିସ୍ରା କରିବି କି ନାହିଁ........ ଯଦି କାହାର ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୀକି ରହିତେ ପଡ଼େ....... ତେବେ ଷ୍ଟ୍ରଙ୍ଗ leadership କୁହାଯିବ ନାହଁ....... ଦୋଷୀ ଦଣ୍ଡ ପାଇବା ର ଯୋଗ୍ୟ....... ଏହା ଏକ ଗାଇଆଳ ପିଲା ମଧ୍ଯ..... ବିଚାର କରି ପାରିବ......... ଯଦି ରାଜ୍ୟ ଚଲେଇବା ର କ୍ଷମତା ନାହିଁ........ ଅନ୍ୟ ଯୋଗ୍ୟ ବ୍ୟକ୍ତି କୁ ଆଗକୁ ଅଣାଯାଉ....... ମୋଦୀ ଆସିକି ଓଡ଼ିଶାରେ decission ନେବେ...... ପ୍ରତି ଛୋଟ ଛୋଟ କଥାରେ...... ଏହା ସମ୍ଭବ ନୁହେଁ...... ମୋଦି, ଦ୍ରୌପଦୀ ମୁର୍ମୁ ଙ୍କୁ ସାମ୍ନାରେ ରଖି...... ଓଡ଼ିଶା BJP vote ପାଇଛି..... ଓଡ଼ିଶା BJP ରେ ଶେରା....... ଦିଲ..... ସିଂହ ହ୍ରୁଦୟ ବାଲା...... କେହି ନାହାନ୍ତି........... ତେଣୁ ଏପରି ପରିସ୍ଥିତି ହୋଇଛି...... BJP ରେ ଯଦି ଯୋଗ୍ୟ ଲୋକ ନାହାନ୍ତି..... ରାଜ୍ୟ ଚଳାଇବା ପାଈଁ...... ତେବେ congrss.....BJD..... ସାମ୍ନାରେ BJP କୁ...... surrender କରିଦେବା ଦରକାର...... ଓଡ଼ିଶାରେ ଯୋଗ୍ୟ ଲୋକ ର ଅଭାବ ନାହିଁ.... ଯାହାର quality ନାହିଁ..... ତାକୁ କୁର୍ସୀ ଦେଲେ...... କୁର୍ସୀ ର ଅପମାନ ହୁଏ...... ରାଜ୍ୟ ର ପରିସ୍ଥିତି ମଧ୍ଯ ଦୟନୀୟ ହୋଇ ଥାଏ.... ବେଶି ଲେଖୁ ନାହଁ...... ଯିଏ ସମଝ୍ ଦାର...... ଏତିକିରୁ..... ଆକଳନ କରିପାରିବେ....... ଦରିଦ୍ର, ପୀଡିତ, ଲlଞ୍ଚିତ.....ର ସେବା ହିଁ ଭଗବାନ ଙ୍କ ସେବା........ ଦେଶ ବସୀଙ୍କ ସେବା କରି ପାରିଲେ..... ଆଉ ମନ୍ଦିର କୁ ଯିବା କୁ ପଡ଼ିବ ନାହିଁ। ଭଗବାନ ଯାଚି କରି କୃପା କରିବେ.....🙏
@debendramohakud8831
@debendramohakud8831 Ай бұрын
Thanks
@rajud3603
@rajud3603 Ай бұрын
ସେ ଶଳା ଅନ୍ଧ ଭକ୍ତ ସବୁ ଗଲେ କୁଆଡେ ଓଡ଼ିଆ ଅସ୍ମିତା ଅସ୍ମିତା କହି ବୋହୁତ ଚିଲାଉଥିଲ ଏବେ କଣ ପାଟି ରେ ବା@ ମଡା ହେଇଛି
@Bobi_Godsdaughter
@Bobi_Godsdaughter Ай бұрын
Jai sambidhaan 🎉
@tusardas3006
@tusardas3006 Ай бұрын
Very very bad and sad news for Odisha. We demand justice. BJP government should take action.
@deepess_deepu83
@deepess_deepu83 Ай бұрын
Narendra khan hatao hindu bachao, BJP hatao Odia asmita bachao
@Bobi_Godsdaughter
@Bobi_Godsdaughter Ай бұрын
Jai Sambidhaan ❤
@Userrr390
@Userrr390 Ай бұрын
Public place re emiti kale public sastideidebe
@homundaaarsi9489
@homundaaarsi9489 Ай бұрын
BJD rally koru...
@NisaSahu-xs3rg
@NisaSahu-xs3rg Ай бұрын
ଠିକ କଥା
@Ashoka_the_great
@Ashoka_the_great Ай бұрын
ଆମର ୱାର୍ଡmember ଠୁ ନେଇକି ଆମର ରାଷ୍ଟ୍ରପତି ଯାଏ ସବୁ BJP ଆମ ଗଡ଼ BJP ଆମର କିଏ କଣ କରିବ ବେ .... Power ଏବେ ଆମର... ଏବେ ବେହିଆ Bjp ଛୁଆ ଏମିତି କହୁଛନ୍ତି...😂😂
@sauvagyamohanseula3764
@sauvagyamohanseula3764 Ай бұрын
ଦୋଷୀ କୁ ଦଣ୍ତିତ କରିବା ଦରକାର ହେନଲେ ବିଜେପି ର ପତନ୍ ହବ। ଶେଷ chatbani ଦଉଛୁ ।
@RitaraniJena-hx1lx
@RitaraniJena-hx1lx Ай бұрын
Bjd kebe strick kariba
@deepakacharya3892
@deepakacharya3892 Ай бұрын
ରଘୁ ପୁଅ ହାବୁଡ଼ରେ ପଡ଼ିଲେ ନିସ୍ତୁକ ମାଡ଼ ଖାଇବ।
@anusayamohanty1775
@anusayamohanty1775 Ай бұрын
Bjp hota
@tapudas2316
@tapudas2316 Ай бұрын
ଭାଇ ଜଣେ ASO ର ଅବସ୍ଥା ଏମିତି ତାହାଲେ ଆମ ଭଳିଆ ସାଧାରଣ ଲୋକ ର କଣ ହବ ଭାଇ
@sweethomecreations.7546
@sweethomecreations.7546 Ай бұрын
Perfect
@debendramohakud8831
@debendramohakud8831 Ай бұрын
ବିଜେଡି ଜିନ୍ଦାବାଦ
@Debasis28
@Debasis28 Ай бұрын
ଏବେ ପୋଲିସ କଣ ସ୍ୱାଧୀନ ଭାବରେ ଅଛି କି ?
@homundaaarsi9489
@homundaaarsi9489 Ай бұрын
Governor pua ta Criminal...
@karunakarmohanty89
@karunakarmohanty89 Ай бұрын
ରାଜ୍ୟ ପାଳ ପୁଅକୁ ଏରେଷ୍ଟ କରାଯାଉ ନହେଲେ କଲିକତା ପଠେଇ ଦିଅ ଜୟ ଜଗନ୍ନାଥ
@nilantibidrika6917
@nilantibidrika6917 Ай бұрын
Accully BJP ku odisha ru hataiba darkar
@BibhutiSahoo-p9o
@BibhutiSahoo-p9o Ай бұрын
Bjp ra Gunda gire 😂😂😊
@guptakuldipia8546
@guptakuldipia8546 Ай бұрын
👍👍
@KailashChPanda-bd4jk
@KailashChPanda-bd4jk Ай бұрын
Madam pranam and also God bless you Jay Jagannath
@baraladurgaprasadrao2871
@baraladurgaprasadrao2871 Ай бұрын
Ama odia gole kuade.
@RadhuSahoo-hl2js
@RadhuSahoo-hl2js Ай бұрын
Aama cm jadi pati phiteibe Tanka C M Pada kaliki nathiba Siekana aksana Nebe
@NarendraJena-xk6lb
@NarendraJena-xk6lb Ай бұрын
Ok ok ok
@gurumohanty8208
@gurumohanty8208 Ай бұрын
ଲେଖା ଦିଦି, କଥା ରେ ନାହିଁ ଗଭର୍ଣ୍ଣାର ପୁଅ ଟା ଆଉ!!!😂 ତେଣେ କହିଲା ଲେଖା ଛିଣ୍ଡେଇ ଦେଲା ମାଣ୍ଡିଆ ଯାଉ😅😊😢
@anilkumarbiswal2682
@anilkumarbiswal2682 Ай бұрын
Bjp only for 5 years
@ratikantasahoo4729
@ratikantasahoo4729 Ай бұрын
Right Katha Kahichanti madam
@Lalatkeshari12
@Lalatkeshari12 Ай бұрын
ଓଡ଼ିଆ ଙ୍କୁ g ମାରିଦେଲା jhadakhandi😮
@anilkumarbiswal2682
@anilkumarbiswal2682 Ай бұрын
Bjp going 2029
@tapudas2316
@tapudas2316 Ай бұрын
ଭାଇ ଏଇ news କୁ ଆଉ କୌଣସି ବଡ଼ channel ଦେଖାଇବେନି ଯେଭଳି ଓଟିଭି ଆଉ ବଡ଼ ବଡ଼ news ତେଣୁ ଭାଇମାନେ ଏହାକୁ shear kara ଭାଇ ନିହାତି ଜରୁରୀ
@mamataparida2685
@mamataparida2685 Ай бұрын
When you were shouting against BJD govt everyday but now with them why only for grredyness to get MP ticket that's beyond odia ashmita
@ashreebadmoharana45
@ashreebadmoharana45 Ай бұрын
Rgt madam
@ratikantasahoo4729
@ratikantasahoo4729 Ай бұрын
Odisha Police Sabu Rasta Band Kara aniya Miliba
@SujnanThatoi
@SujnanThatoi Ай бұрын
Aetaa bjp parebratan
@birbalbagh7624
@birbalbagh7624 Ай бұрын
Suñsine କଥା ଲେଖା ଭୁଲିଗଲ
@Soumya_Ranjan_Me
@Soumya_Ranjan_Me Ай бұрын
Thanks god eita otv au Argus dekhauni
@tapasentertainment9135
@tapasentertainment9135 Ай бұрын
It's No Doubt OTV and Argus News Channel support Honorable Governer Son. Because BJP supporter Channel.
@Skstarvlog3735
@Skstarvlog3735 Ай бұрын
Arun Pratap divyasankera ku jadi heiparila rajya pala pua ku bi heba maf se kichi karinanhti.hele Arun Pratap divya ta murder asami thile
@jitossa9987
@jitossa9987 Ай бұрын
Bjp odisha ro netruta neiparibani
@niranjanparida4770
@niranjanparida4770 Ай бұрын
Lekha sradha kie kahibaki
@Mr_goodguy7
@Mr_goodguy7 Ай бұрын
Bahut kahuchhu
@kamalinimohanty5466
@kamalinimohanty5466 Ай бұрын
Ukta bisaya m m rastrapati nku janaiba abasyaka.
@sinal1142
@sinal1142 Ай бұрын
Kichi heiparibani😂 BJP je sabu ପରିବର୍ତ୍ତନ karipare au emiti re loka nku ପରିବର୍ତ୍ତନ darkara thila trailor dekhuchanty film agaku dekhibe thakura padigale kichi b step neleni au ebe 😂 Aso 🤣🤣🤣
@ratikantasahoo4729
@ratikantasahoo4729 Ай бұрын
Ana Odia Jilapala Ko Hatajao
@PremchandNayak-um8ek
@PremchandNayak-um8ek Ай бұрын
KUSUMA KELENKARI MANOBORO BOBI SAROTHI DAS N KO SWIMING POOL RE BIKNI SOOTING WOODEN COTTAGE RE BODY MASSAGE CHALITHILA JODI TA BISÒYO RE KICHHI KOHIBE KI.MERABHARAT MAHAN JAY ODISHA
@surendrabehera8792
@surendrabehera8792 Ай бұрын
Ebe aso ku jadi nyaya na mile next election re bjd ku vote dabu
@rathbaisalini8872
@rathbaisalini8872 Ай бұрын
Chaluni kahuchi chhunchi ku😅😅😅
@ratikantasahoo4729
@ratikantasahoo4729 Ай бұрын
Bala Police Sabu Pada Chata Kokora
@KunuBishi-vu4bl
@KunuBishi-vu4bl Ай бұрын
Tume bjd asi bhul kala medam
@hemantKumar-se9eg
@hemantKumar-se9eg Ай бұрын
Tum he con
@hemantKumar-se9eg
@hemantKumar-se9eg Ай бұрын
Tu keabe
@mr.superfast2052
@mr.superfast2052 Ай бұрын
Bedhei galani bidhan sava
@nabaghananaik7953
@nabaghananaik7953 Ай бұрын
Tame BJP BJP modi modi heutilo abe kana sankha sankha heucha semiti kaaa aita biiiii
@user-sv8me6nb8t
@user-sv8me6nb8t Ай бұрын
NABA DAS PUA KU SATAKHUN MAPH
@uttamkumarmunda8702
@uttamkumarmunda8702 Ай бұрын
Lekha shree banchichhi😂
BJD holds press meet at Sankha Bhawan today || Kalinga TV
6:12
Kalinga TV
Рет қаралды 38 М.
Joker can't swim!#joker #shorts
00:46
Untitled Joker
Рет қаралды 39 МЛН
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН
Kind Waiter's Gesture to Homeless Boy #shorts
00:32
I migliori trucchetti di Fabiosa
Рет қаралды 12 МЛН
ASO Assault Case: BJD Holds Protest For Justice | Nandighosha TV
9:50
Headlines@2PM | 16th July 2024 | Nandighosha TV
3:15
Nandighosha TV
Рет қаралды 3,3 М.
Reality of Narendra Modi | How Indians were Fooled! | Dhruv Rathee
27:51
Joker can't swim!#joker #shorts
00:46
Untitled Joker
Рет қаралды 39 МЛН