No video

bjd sharpens attack on bjp against governor son allegedly assaulting an employee

  Рет қаралды 91,704

Odisha Sambad

Odisha Sambad

Күн бұрын

bjd sharpens attack on bjp against governor son allegedly assaulting an employee
#bjd #bjp #lekhashree #governor #employees #odishasambad
***
This is an official KZfaq Channel of Odisha's leading 24x7 Odia news website www.odishasambad.in. Part of Bhubaneswar-based Frontier Media, which also owns
Odisha's premier English news website www.odishabytes.com and dedicated education & employment news website www.educationbytes.in
***
Disclaimer: The visuals used in this video are not intended at infringement of copyright. It is purely meant for news purpose.

Пікірлер: 237
@binodmohanty9988
@binodmohanty9988 Ай бұрын
ଓଡ଼ିଆ ଲୋକ କଣ ଢୋଲ । ଅଣ ଓଡ଼ିଆ ଆସି ଯିଏ ପାରିଲା ସିଏ ଆସି ବଜେଇ ଚାଲି ଥିବ
@debdaschoudhury732
@debdaschoudhury732 Ай бұрын
Se bhasana baji au kahaku daba odia lokan nku jete bele pandu bhalia dakayat sasana karuthila kuade jaithia tame sabu pari bebina bhalia kete khia jete bele e Biju jatra dala ra Gunda mane rafe karuthile kuade jaithila tame
@Yashasvi-Bharat
@Yashasvi-Bharat Ай бұрын
Duniya ra sabutharu murkha mane ebe odisha re rahuchanti, Madhubabu, Uttkalamani nka odisha aau nahi..
@user-jt1tk9fd1i
@user-jt1tk9fd1i Ай бұрын
ଆପଣଙ୍କ କଥା ବି ମିଛ ଆପଣଙ୍କ ଦଳର ବିଧାୟକମାନେ ମଧ୍ୟ ଏପରି ବ୍ୟବହାର କରି ପୋଲିସ ଓ ଅଫିସରଙ୍କୁ ହାତବାରିସି କରି ଅନ୍ୟାୟକୁ ନ୍ୟାୟ ଓ ନ୍ୟାୟ କୁ ଅନ୍ୟାୟ କରି ଛୋଟ ଲୋକଙ୍କୁ ହଇରାଣ ହରକତ କରୁଥିଲେ ।ଏଣୁ ଯେଉଁ ସରକାର ବି ଆସୁ ଯିଏ ଶାସକ ହୋଇଥିବ ସେ ନିଜର ପାୱାର ଦେଖାଇବ ହିଁ ଦେଖାଇବ ।ଏହା ଆପଣଙ୍କ ସରକାର 24ବରଷ ଅନ୍ୟ ଦଳକୁ ଶିଖାଇଛନ୍ତି ।ପରି ହତ୍ୟା ଠାରୁ ମମିତା ମେହେର ହତ୍ୟା ପର୍ଯ୍ୟନ୍ତ ଆପଣଙକ ଦଳ ନିଜ ନେତାଙକୁ କେତେ ସୁରକ୍ଷା ଦେଇଛନ୍ତି ।ତାହା ଓଡ଼ିଶା ଦେଖିଛି ।ଜୋର ଯାର ମୂଳକ ତା'ର ।
@rabindrakumarmohanty9415
@rabindrakumarmohanty9415 Ай бұрын
ଏମାନେ ସୁବିଧା ଵାଦୀ ନେତା ଲୋକ ଜାଣି ସାରିଲେଣି ତମର କାରନାମା।
@PurnanandaSangha
@PurnanandaSangha Ай бұрын
ଆଗ ପାଟି ଫିଟୁ ନଥିଲା ଏବେ ପାଟି ଫିଟୁଛି,ଦିବ୍ୟସଙ୍କର ଯାହା କଲା ତୁମେ ବୋଧେ ଜାଣିନ
@user-kq9du3fh9c
@user-kq9du3fh9c Ай бұрын
ତୁ ଶାଳୀ କେତେ ନବଂର ମାଗିଆ ମାହାଗଂା ବିଷୟ ରେ କିଛି କହୁ ନାହୁଁ ତୁ ତାମିଲନାଡୁ ସାଇ ମାପିକି ପସନ୍ଦ କରିଛୁ ତୁ କାଲି ନବୀନ ବିରୁଦ୍ଧ ରେ କହୁଥୂଲୁ ଆଜି ତୁ ବିଜେପି ବିରୁଦ୍ଧ କହୁଚୁ ତୋ କଥାରେ କିଛି ଦାମ ନାହିଁ 11:04 11:04
@rasmibiswal8268
@rasmibiswal8268 Ай бұрын
O TV kuade gala
@jatraloverramachandra4471
@jatraloverramachandra4471 Ай бұрын
ଏ ____ ଖାଲି ଗପିବା ପାଇଁ ଅଛି । BJP ରେ କିଛିଦିନ ଗପିଲା ଆଉ ଏବେ bjd କୁ ଆସିଛି ଗପିବାକୁ ।😊😊😊😊
@gyanendradas9686
@gyanendradas9686 Ай бұрын
ନିଜ ଦଳର ଲୋକ ନିଜ ଦଳକୁ ବଦନାମ କରୁଛନ୍ତି l ପ୍ରଥମେ ନିଜ ଦଳର ସମ୍ମାନ ରକ୍ଷା କରିବା ନିହାତି ଆବଶ୍ୟକ l
@tophandas587
@tophandas587 Ай бұрын
Sebhali Governornku jete sighra heba ama rajyaru bahar kari dia jau
@Educationpoint100
@Educationpoint100 Ай бұрын
ଯେଉଁ ଲୋକ ଦିନେ ମୁହଁ ଧୋଇ ନବିନ କୁ ଶୋଦୁ ଥିଲା ସେ ଆଜି ନବିନ ଚାଳିଶା ଗାଉଛି। ବା ବା ରେ ରାଜନୀତି😂😂😂😂
@samantakumbhar1909
@samantakumbhar1909 Ай бұрын
BJP ଗୋଟେ ଧୋକେବାଜ ହାରାମି ପାର୍ଟି ସେଇ ପାର୍ଟି ର କଳା କାରନାମା ଦେଖି ତାକୁ ଲାତ ମାରି ମେଡମ ଚାଲି ଆସିଛନ୍ତି।
@Educationpoint100
@Educationpoint100 Ай бұрын
​@@samantakumbhar1909କି ticket ଦେଲେନି ବୋଲି madam ଦଳ ଛାଡ଼ିଲେ। ଭାଈ ସବୁ ରାଜନୀତି
@sanjayasahoo9278
@sanjayasahoo9278 Ай бұрын
Sata kahila bjp sasanare khali michha prachara chlchi
@sharatkumar7381
@sharatkumar7381 Ай бұрын
han jaha kahuchha thik hoipare kintu bartamana issue upare tumara mantabya rakhuna , jana padiba tume kete sachot aau true man comment deba purbaru nijaku bichara kara kan kahuchha
@prakashkumar1695
@prakashkumar1695 Ай бұрын
Dala ra jaha narrative taku ta karibku padiba na se taku thik se nibhei chhanti ethire kn asubidha but ebe se knpae BJD join kale seita ta bujhibku padiba na, ta chhada present issue kn chalich taku dhyan diantu se upare mdm kn kahichhanti seita thik na vul tike bhaba tapare janiparibe thik kn vul kn
@Babaphakiryoutube
@Babaphakiryoutube Ай бұрын
ମାହାଙ୍ଗା ଡବଲ ମର୍ଡର ପରୀ ବେବିନା ଇତିଶ୍ରୀ ବେବିନା ହତ୍ୟାକାରୀ BJD ନେତା ମାଫ କଲା କିଏ ନବୀନ ପଟ୍ଟନାୟକ ଆଉ କିଏ
@user-vo5ed7ey2o
@user-vo5ed7ey2o Ай бұрын
Why BJD is not protesting on road like congress
@sudarsanmallick6250
@sudarsanmallick6250 Ай бұрын
ରାଇଟ୍👍👍👍👍☝🏻☝🏻☝🏻☝🏻☝🏻
@sr-seriesofficial1872
@sr-seriesofficial1872 Ай бұрын
ବହୁତ୍ ସୁନ୍ଦର୍ କଥା ଟି କହିଲେ ❤
@srikantpatnaik2849
@srikantpatnaik2849 Ай бұрын
ପାଟଣା ଗଡ଼ ରେ ଓଡ଼ିଆ ଅଫିସର ଙ୍କୁ ଗୁଂଜି କlଡ଼ି ଥିବା ଘଟଣା ରେ ନବୀନ ପଟନାୟକ ସେଥିପାଇଁ ଜଣେ MLA ଙ୍କୁ ଜେଲ ପଠାଇଲେ l ଏବେ ସରକାର ନିରବ କାହିଁକି ? ମୋହନ ବାବୁ ଭଲ ମୁଖ୍ୟମନ୍ତ୍ରୀ ପାଇଁ ନିର୍ଭୟ ପଦକ୍ଷେପ ନେବାକୁ ପଡିବ l
@felixnayak6317
@felixnayak6317 Ай бұрын
ପୂରୀ ଲୋକ ତ ସମ୍ବିତ ପାତ୍ର, ମିଛୁଆ କୁ MP କରିଛନ୍ତି!
@rabindranathsahoo-nn1qp
@rabindranathsahoo-nn1qp Ай бұрын
ମୋହନ ବାବୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଅନ୍ତୁ ଗଲେ ଯାଉ ଆପଣଙ୍କ ପଦବୀ ତଥାପି ଓଡ଼ିଆଙ୍କ ହିରୋ ହୋଇ ଯିବ
@Yashasvi-Bharat
@Yashasvi-Bharat Ай бұрын
Chhodi pakeiba
@PradeepNayak-zg7hi
@PradeepNayak-zg7hi 29 күн бұрын
😮H Y and then Soni in Engineering College in Bhubaneswar, Dabat Nashak original Gatha Kavita I seerd and its😮Iiomploi
@rajanikantachoudhury2343
@rajanikantachoudhury2343 Ай бұрын
ନିଜେ କ୍ଷମତା ଲୋଭରେ ଦଳ ବଦଳାଇଛ ସି କ୍ୟାପଟେନ ମିଶ୍ର ଙ୍କ କଥା କହିଲନାହିଁ
@kherwalmedia1763
@kherwalmedia1763 Ай бұрын
ଅଯୋଗ୍ୟ ସରକାର l ବଡ ବଡ କଥା କହୁଥିବା ସରକାର କାମ ଶୂନ୍ୟ l
@Anandanaik-uf9kx
@Anandanaik-uf9kx Ай бұрын
Mohan majhi katha kandhei
@DhirendranathBaskey
@DhirendranathBaskey Ай бұрын
Au nobin babu thile tamil golam, tamil ro isarare nachuthila
@basudebsenapati2181
@basudebsenapati2181 Ай бұрын
ଅଯୋଗ୍ୟ ରାଜ୍ୟ ପାଳ
@jchoudhury274
@jchoudhury274 Ай бұрын
BJD ସରକାର କୁ ଓଡ଼ିଶା ବାସୀ 24 ବର୍ଷ ଦେଖି ଛନ୍ତି ତୁମେ ଦଳ ଡିଁ ଆ ବହୁତ୍ କହୁଛ ଦିବ୍ୟ ଶଙ୍କର ପ୍ରତାପ ଜେନା ର କ ଥା ଟିକେ କୁହ
@kuanrtudu9960
@kuanrtudu9960 Ай бұрын
BJD ମାଡାମ ଙ୍କୁ ଠିକ୍ ଜାଗାରେ ଲଗାଇଛନ୍ତି । ସେଇଠି ବକ ବକ୍ ହେଉଥା ।
@asishpradhan7587
@asishpradhan7587 Ай бұрын
Great Madam ଏମିତି ସବୁବେଳେ ଆଗକୁ ବଢନ୍ତୁ, ଆମେ ଅଛୁ ଆପଣଙ୍କ ସାଥିରେ
@prahaladojha5628
@prahaladojha5628 Ай бұрын
ନବୀନ କାହାକୁ ଦଣ୍ଡ ଦେଉଥିଲେ ଟିକେ ହିସାବ ଦେବ ଲେଖାଶ୍ରୀ ମାଡାମ ପରି. ଇତିଶ୍ରୀ. ବେବିନା. ପିହୁ ରତ୍ନଭଣ୍ଡାର କାହାକୁ ନ୍ୟାୟ ଡେଇଛ ଟିକେ ସମ୍ବାଦ ମିଡ଼ିଆ ରେ କହିବ
@santanumalik1269
@santanumalik1269 Ай бұрын
ଧନ୍ୟବାଦ ଦିଦି
@gurucharanmohapatra4508
@gurucharanmohapatra4508 Ай бұрын
Very very High level presentation by Dr Lakha shree Samanta srngar in the press conference.Belajya BJP ku lajya laguni? The downfall of BJP starts with the same time . Mohan Sarkar kichhi kariparibani
@giridharisarjal4799
@giridharisarjal4799 Ай бұрын
ସାରା ଓଡ଼ିଶାରେ ଆନ୍ଦୋଳନ କରାଯାଉ, ଝାଡ଼ଖଣ୍ଡ ର ଗୁଣ୍ଡା କୁ କୁ ର କୁ ଗିରଫ କରାଯାଉ, ରାଜ୍ୟ ପାଳ କୁ ଓଡିଶାରୁ ତଡା ଯାଉ । ଓଡ଼ିଆ ଅଶମିତା କହି ଭଣ୍ଡାଇଥିବା ନେତାଙ୍କ ମୁଁ ହଁ ବନ୍ଦ କାହିଁକି, କୁ ଆଡେ ଗଲା ଭୁବନେଶ୍ୱରର ବିହାରି ଏମ୍ ପି , ତା'କୁ ବି ବିଦା କରାଯାଉ ।
@DhirendranathBaskey
@DhirendranathBaskey Ай бұрын
Balo kichi hoboni, jete vukile bi kukuro vuku thibo hati chali thibo😅
@srisai2566
@srisai2566 Ай бұрын
BJP GOVT DOWN DOWN. Uncapable to serve the people of odisha.Selfish govt,just for power
@tophandas587
@tophandas587 Ай бұрын
Bahoot jaldi Odisha bahar rajya hatare bilri heijiba Jharkhand/Gujrat
@niranjanpradhan8299
@niranjanpradhan8299 Ай бұрын
ଜୟ ନବିନୀ ଜୟ ବିଜେଡି
@sureshbudek6358
@sureshbudek6358 Ай бұрын
ଯଉ କଥା ତୁ କହୁଛୁ ।ନିଜ ଦଲର କଥା ଟିକେ କହିଯା।ଆମେ ସମସ୍ତେ ତତେ ଜାଣିଚୁ।ତୁ ପାଟି ଚୁପ କର ।
@badalcreation204
@badalcreation204 Ай бұрын
Thanks you verry much
@PrasanRautray
@PrasanRautray Ай бұрын
Mohan majhi anda sakar.janipela sarakar
@manoranjanpanda5536
@manoranjanpanda5536 Ай бұрын
ନବୀନ ପଟ୍ଟନାୟକ ଓଡିଶାବାସୀ ଙ୍କ ପାଇଁ ଯାହା କରିଛି ତା ନାଆଁ ଧରିଵାକୁ ଓଡିଶାବାସୀ ଚାହାନ୍ତି ନାହିଁ, ପରମ ନିମକହାରାମ, ଓଡିଶାକୁ ଦୁର୍ନୀତି ଓ କୁଶାସନରେ ଓଡିଶାକୁ ଵୁଡାଇ ଦେଇଛି, ଛି ଛି ଲଜ୍ଜା, ଜୟ ଜଗନ୍ନାଥ
@rockstardkproduction3051
@rockstardkproduction3051 Ай бұрын
Right medam ❤❤❤
@chittaranjanmohanta111
@chittaranjanmohanta111 Ай бұрын
This is our Govt. Of Odisha.
@chhuturammurmu8245
@chhuturammurmu8245 Ай бұрын
Guli maridiya.
@rakeshkumarmohapatra4501
@rakeshkumarmohapatra4501 Ай бұрын
Block grant highschool ଶିକ୍ଷକ ମାନଙ୍କ ଦୂରାବସ୍ଥା ଦୂର୍ କରନ୍ତୁ। ସେମାନେ ୨୦ ବର୍ଷ ଧରି ବିନା ଦରମାରେ ଓ ଶେଷ ୧୦ ବର୍ଷ ଚାକିରି ଜୀବନ ରେ ଅଳ୍ପକିଛି ଦରମା ପାଇ ଅବସର ନେଉଛନ୍ତି। GPF ନାହିଁ କି pension ନାହିଁ। ଦୟାକରି ସେମାନଙ୍କୁ ନ୍ୟାୟ ଦିଅନ୍ତୁ। ଏଇମାନଙ୍କ ଅବଦାନ ରେ ଓଡ଼ିଶା ର ଅନୁନ୍ନତ ଓ ଅପହଞ୍ଚ ଇଲାକାରେ ପାଠ ପଢ଼ି ବହୁତ୍ ଛାତ୍ରଛାତ୍ରୀ ଜୀବନ ରେ ସଫଳତା ପାଇଛନ୍ତି । ସରକାରୀ କଳର ଅପାରଗତା ଯୋଗୁଁ ଏଇ ଶିକ୍ଷକ ମାନଙ୍କ ଅବସ୍ଥା ଆଜି ଶୋଚନୀୟ। ଔଷଧ କିଣିବା ପାଇଁବି ପଇସା ନାହିଁ ଏମାନଙ୍କ ପାଖରେ।
@kishorchandra2531
@kishorchandra2531 Ай бұрын
ମମିତା,ପରୀ ଇତ୍ୟାଦିଙ୍କ ର ହତ୍ୟାକାରୀ କି ଦଣ୍ଡ ପାଇଥିଲେ?
@PrasanRautray
@PrasanRautray Ай бұрын
Pari hatyakari ku jele
@sudarshanchand3858
@sudarshanchand3858 Ай бұрын
ଲେଖାଶ୍ରୀ ମାଡାମ, ଆପଣଙ୍କୁ ଟିଟିଏ ଲଜ୍ୟା ନାହିଁ l ଯେଉଁ ମାନଙ୍କୁ ତୀବ୍ରଭାବରେ ନିନ୍ଦା କରୁଥିଲେ, ଆଜି ସେଇମାନଙ୍କର ମୁଖପାତ୍ର ହୋଇ ବିଜେପି ବିରୁଦ୍ଧରେ ଗାଉଛନ୍ତି l ଛି ଛି ଲଜ୍ୟା ଜଣକ କଥା l ରାଜନୀତି କଲାବୋଲି ଇଜ୍ଜତକୁ ବଳି ଦେଇଦେଲ?
@suryanayak366
@suryanayak366 Ай бұрын
ଆପଣଙ୍କୁ କୋଉ ସମ୍ମାନରେ ସମ୍ମାନିତ କରିବାପାଇଁ ଉପାଧି ଆମ ଓଡ଼ିଶାବାସୀଙ୍କ ପାଖରେ ନାହିଁ ଅଛି କେବଳ ଜଗତର ନାଥ ଜଗନ୍ନାଥଙ୍କ ପାଖରେ
@katiasenapati2607
@katiasenapati2607 Ай бұрын
Jay jaganatha.
@diptisatpathy2799
@diptisatpathy2799 Ай бұрын
Loka manankara sasu bohu kali samadhana kariba pain basichanti a sabu pain time nahi CM nkara
@laxmidharchanda4775
@laxmidharchanda4775 Ай бұрын
ଆପଣ ମୋହନ ସାର୍ ଙ୍କୁ କହିଲେ କଣ ହେବ ଆମ ମୁଖ୍ୟ ମନ୍ତ୍ରୀ ଠିକ୍ ଅଛନ୍ତି କିନ୍ତୁ ରିମୋଟ ତାଙ୍କ ହାତରେ ନାହିଁ ଏସବୁ ଦିଲ୍ଲୀ ରେ ଅଛି ସରକାର କଣ କରିପାରିବେ
@user-cc4dn4rd1b
@user-cc4dn4rd1b Ай бұрын
ମାଡାମ! ଆଇନ ତା ବାଟରେ ଯିବ ବୋଲି ସବୁବେଳେନବୀନସାର 24ବରଷରେ 2400ଥର କହିଥିବେ।।ମାଡ ଖାଇବା ଲୋକ ଆସୁନି।ତମେ ଟାଉଟର ଦଳ ବଦନ ଦେଖାନି।ତମ ମାନଙ୍କ ଦଳବଦଳ ଯୋଗୁ ରାଜନୀତି ଏବେ ନିନ୍ଦିତ ହେଉଛି।ମାଡ ଖାଇବା ଲୋକକୁ ମିଡିଆକୁ ଆଣନ୍ତୁ ।
@lalpatimohanta571
@lalpatimohanta571 Ай бұрын
ନବୀନ ପଟ୍ଟନାୟକ ଙ୍କ ଅମଳରେ ହତ୍ୟା, ଧର୍ଷଣ, ଲୁଣ୍ଠନ, କୋଟି କୋଟି ଟଙ୍କାର ହଡ଼ପ, ମଦ, ଗଞ୍ଜେଇ କାରବାର,pandian ର ମନମୁଖୀ ଶାସନ କଣ ଭଲ ଥିଲା ?bakbak ବନ୍ଦ କର ।
@gourishankar9732
@gourishankar9732 Ай бұрын
100 percent RIGHT
@volger_jatindra
@volger_jatindra 26 күн бұрын
Apana pura thik bichar karuchanti ,Amaku bahut dukha laguchi J kana mohan sarkar vulkaruchanti Amti re se next election re pura harigibe apanku bahut dhanyabad my bahan thank U
@samantakumbhar1909
@samantakumbhar1909 Ай бұрын
BJP Gunda Raj party
@Bhagi-s7s
@Bhagi-s7s Ай бұрын
ଲେଖାଶ୍ରୀ ଆଉ ଶ୍ରୀମୟ 1ନମ୍ବରେ ଅଛନ୍ତି ବିଜେଡିରେ ଆଗାମୀ ନିର୍ବାଚନରେ mp ସିଟ ପାଇବ
@user-mq5wl6zj9r
@user-mq5wl6zj9r Ай бұрын
ତମେ b j d ବା ଲେ କେତେ ନ୍ୟାୟ କରୁଥିଲ ଯେମିତିକି ନୟାଗଡ଼ ରେ ଅରୁଣ ସାହୁ ପ୍ରଦୀପ ମହାରଥୀ ଦିଭ୍ୟସଙ୍କର୍ ମିଶ୍ର କେତେ ଦଣ୍ଡ ଦେଲେ ନବୀନ ପଟ୍ଟନାୟକ ଆଉ ୨। ମାସ ହେଇନି ମୋହନ ମାଝିଙ୍କୁ ତାଙ୍କୁ ଏତେକଥ କହୁଛ ଆରେ ପ୍ରଥମେ ନିଜେ ନିଯାକୁଥରେ ଦେଖ ତମେ କାହିଁକି ଅନ୍ୟକୁ ଆକ୍ଷେପ କରୁଛ ତମର୍ତ ଖାଲି ଫଳକରେ କାମ ଶେଷ କାମନାହି ଫଳକହେଲେ ବିଲାରେଡି ତମେକାହି କାଦୁଆ ଫିଙ୍ଗୁଛ ଲୋକେ ତମକଦୁଆ। ତମାଉପରକୁ ପକେଇବେ ଆଉ ତମେକାନ ବଦଭାସନ ମାରୁଚ
@govtnfeteacherodisha3584
@govtnfeteacherodisha3584 Ай бұрын
BJD ବେଶ୍ୟା ଜନତା ଦଳ ବୋପାର ଆଚରଣ ନାହିଁ କି ମାତୃଭୁମିର ଉଚ୍ଚାରଣ ଯାହା ପାଖରେ ନାହିଁ l ସେହିପରି ଗଣ୍ଡମରେଈ ଯଦି ଓଡିଆ ଅସ୍ମିତା କଥା ବୁଝି ପାରିନି l ଯେପରି କକା ବୋପା କହି 25 ବର୍ଷ ଶାସନ କରିଥିଲେ ଜଣେ ବେଶ୍ୟା ପିଲା
@charuchandrajena196
@charuchandrajena196 Ай бұрын
Where were otv and orgus? They will notspread intheir channel.They are getting huje......
@santanumalik1269
@santanumalik1269 Ай бұрын
ନ୍ୟାୟ ଦେବାରେ ସରକାର ବିଫଳ, ଅପାରଗତା ସରକାର।। ଓଡ଼ିଆ ଅସ୍ମିତା କୁ ଶକ୍ତ ଚାପୁଡ଼ା।
@susantaacharya1143
@susantaacharya1143 Ай бұрын
କଥା କୁହା ସରକାର ।bjd ପୁଣି ଫେରିବ
@user-me8vi1gi2c
@user-me8vi1gi2c Ай бұрын
ଆବେଶାଳି ତର କଣ ଗଲ ଉଛି ଶାସନ ମାସେ ହେଇଛି ହେଇଟାକରୁନି ସେଇଟାକରୁନି ତୁ ଯା 3 ନିମାସରେ ଛୁଆକର ଆମେ ଯାଣିବୁ ତ ପାଉଆରକେତେ
@dpicon4070
@dpicon4070 Ай бұрын
Namit to bia re maruthila au mohanbabu 200 janaku khali tare suspend kale ki
@dpicon4070
@dpicon4070 Ай бұрын
Ete dhara sadhu tame Mane, tahele sarkar kahiki change kale. Loke sabu janichanti, tu bhasan mariba darkar nahi
@lokanathjena1868
@lokanathjena1868 Ай бұрын
ଆପଣ ଶିଖାଇଛନ୍ତି ପରା ଆଇନ୍ ତା ବାଟରେ ଯିବ ।ଆଇନ୍ ତା ବାଟରେ ଯାଉଛି ।
@rabikhila6926
@rabikhila6926 Ай бұрын
Mahan sir ସମ୍ବିଧାନ ରକ୍ଷା କରନ୍ତୁ, ଦସି,କୁ କୁଦଣ୍ଡ ଦିହନ୍ତୁ
@narendrapurty9630
@narendrapurty9630 Ай бұрын
Madam ହେଉଛନ୍ତି ସବୁ ଦଳର ବକ ବକ ମାଡାମ
@akshayakumarbarik7310
@akshayakumarbarik7310 Ай бұрын
Hon"ble President of India take quick action for the benifit public On her own state Odisha
@gobindachandramohanty8439
@gobindachandramohanty8439 Ай бұрын
ଦିଦି ତୁମର ଦୋମୁହାଁ କଥା ଶୁଣି ବାକୁ ଭଲ ଲାଗେନା ଆଇନର ଆଶ୍ରୟ ନିଅ
@zebron4364
@zebron4364 Ай бұрын
BJD is becoming weak not protesting this issue aggressively. Should also protest tarif hike in mobile tarif
@user-ij9jp6ex8s
@user-ij9jp6ex8s Ай бұрын
ତୁଇ ଚୁପ୍ ଥା ବେ। ସିଂହର ତୋର ବୁଦ୍ଧି ବିବେକ କିଛି ନାହିଁ।ତୋର ପାଟି ବନ୍ଦ କର ଆଲକ୍ଷାନି ଟା
@manasranjanbaisakha6455
@manasranjanbaisakha6455 Ай бұрын
Right
@manojdikshit1308
@manojdikshit1308 Ай бұрын
Lekhashree was saying Nabin Patnaik Dritarastra
@bijayparida8085
@bijayparida8085 Ай бұрын
ବିଜେଡି ବିରୋଧୀ କରିବ
@gopalkrishnapattnaik5313
@gopalkrishnapattnaik5313 Ай бұрын
Power will push . How can one prevent power .
@user-no2bd6xp9n
@user-no2bd6xp9n Ай бұрын
ୟା ମୁହଁରେ କୁକୁର ମୁତିଲେ ବି ୟାକୁ ଲଜ୍ୟା ନାହିଁ
@asutoshpanda7187
@asutoshpanda7187 Ай бұрын
Abe aka matra bikalpa baikuntha nija hatare gopal bhali ପଦକ୍ଷେପ ନିଅନ୍ତୁ ସମୟ ହାତରେ ବହୁତ୍ କମ୍ ଏନିଟ ବହୁତ୍ ରାଜ୍ୟପାଳ ଆମେ ଦେଖୁଛୁ
@s....p7120
@s....p7120 Ай бұрын
ଜୟ ନବୀନ ଜୟ BJD
@kshitikrishnamajhi8384
@kshitikrishnamajhi8384 Ай бұрын
Lekhashree madam nabin sasan re sabu durniti hoichhi
@badalcreation204
@badalcreation204 Ай бұрын
Law is god jay jagannath jay subhadra
@monojkumarbehera8654
@monojkumarbehera8654 Ай бұрын
ଲେଖା ଶ୍ରୀ ମେଡମ ରାଇଟ
@sunilrauto5923
@sunilrauto5923 Ай бұрын
ପାଣ୍ଡୁ ଦେଇ ଥିବା ଟିପ୍ପଣୀ ଗାନ କରୁଛନ୍ତି ଲେଖା ଶ୍ରୀ
@bijayakumarrout11
@bijayakumarrout11 Ай бұрын
Lekha madam apana ta ebe dibya sankar katha kahile nahin.
@badaljena7749
@badaljena7749 Ай бұрын
ରାଜ୍ୟ ପଲ୍ ଙ୍କ ଠାରୁ v k pandiyan sir val thile
@BibunaBibhuti
@BibunaBibhuti Ай бұрын
Lekhashree thanks to your speakers.you are a great oposition leader bjd.
@kulamanijena-zd1cr
@kulamanijena-zd1cr Ай бұрын
Lekha you have no right to any comment about BJP
@bhramarbarsahoo5956
@bhramarbarsahoo5956 Ай бұрын
BJD ra karmi sanjat hoi sabubele katha barta Kariba darkar. Sarkar ebe nua semane Nabin babu nku resect deuthibaru. Tanka katha kalia bujhiba.
@alokaranjandash9853
@alokaranjandash9853 Ай бұрын
ଅଛି
@srisai2566
@srisai2566 Ай бұрын
Madam apana question uthantu BJP CM nkara abhijoga prakostha ra drama kana pain.ete bada case re justice zero aau abhijog paper re lokankathu neba ra mane kana.😅😅😅😅😅
@dandumarandi1771
@dandumarandi1771 Ай бұрын
Bisal Das ro katha mone ପକାନ୍ତୁ ago.
@duleswarsahu7267
@duleswarsahu7267 Ай бұрын
ତୁ ଗୋଟିଏ ବହୁରୁପି ଏଣ୍ଡୁଅ ତୁ କଣ ବଡ ବଡ ଭାଷଣ ମାରୁଛୁ ତତେ ଓଡ଼ିଶା ବାସି ଜାଣି ସାରିଲେଣି ତୁ ଆଉ ପାଗଳ କୁକୁର ଭଳି ପାଟି କର୍ ନା
@niranjanrout5720
@niranjanrout5720 Ай бұрын
Aparajeta madam kuade gale .Kichhi kahantu ?
@kishorelohar3120
@kishorelohar3120 Ай бұрын
Pandu's....
@dpicon4070
@dpicon4070 Ай бұрын
@@kishorelohar3120 right
@ourlearning6425
@ourlearning6425 Ай бұрын
Epari lokanka katha kahilki ame sunibu ? Selfish lady.
@subasLenka
@subasLenka Ай бұрын
Ea gote swarthapar loka
@narasinghpattjoshi1802
@narasinghpattjoshi1802 Ай бұрын
ତୁ ବିଜେପିରେ ଦିଲେ ଭଲ ହୋଇଥାନ୍ତା
@santoshkumarkanhar
@santoshkumarkanhar Ай бұрын
ACF SOUMYA RANJAN RA GHATANA KN HEITHILA. TANKA BABA KU NYAYA MILLITHILA KI. JANGAL MANTRI BIKRAM FASIBA
@kabisuryabehera8572
@kabisuryabehera8572 Ай бұрын
ଇଏ ମାଇକିନା କିଭଳିଆ ଓଡିଶା ବାସି ଦେଖ, ଇଆ ମୁହଁ ରେ ଲାଜ ନାହିଁ
@AkshaySahoo-kt2kd
@AkshaySahoo-kt2kd Ай бұрын
Tu kan b j p
@Kstyyrtg
@Kstyyrtg Ай бұрын
ତୋର କେତେ ଟା ମୁହଁ କିଲୋ ବେଲଯା ରାଜନିତି ଆଉ କର୍ ନା
@ParabirPanda-to3rh
@ParabirPanda-to3rh Ай бұрын
NP also did cooperate in doing many a corruption.
@sasmitamohanty7916
@sasmitamohanty7916 Ай бұрын
Uparu order asile Karjyanustan Karebe.
@narendrapurty9630
@narendrapurty9630 Ай бұрын
ସବୁ party ର କୁହା ମୁଣ୍ଡା କପିଳା
@niranjanrout5720
@niranjanrout5720 Ай бұрын
CM resign karanti .
@parsuramjena7119
@parsuramjena7119 Ай бұрын
Maunam samati lakshynam. they r not man of society .And paishachika prabrotira sesha asraya sthali RAJNITI its proved that cm of odisha and governor of Odisha. Very good safai wonderful mamita Mehar and naba das its very good rajniti ok thanks
@SujnanThatoi
@SujnanThatoi Ай бұрын
🙏
@Tukunu7248
@Tukunu7248 Ай бұрын
Lekha madam , tike nija ku pachara, pari, pihu, mamina, bebina, mahanga double moder, Naba das hatya, 4500 crore parikrama pralpa durniti, kamia jani, bhanjangarh ACP podi , ahuri anek. Sabu criminal aram re achhanti. Sabu Chaka Akhi Dekhuchi.
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 1,6 МЛН
Dad Makes Daughter Clean Up Spilled Chips #shorts
00:16
Fabiosa Stories
Рет қаралды 2,4 МЛН
World cup Cricket  1992#Imran khan#pakistan #nice #cricket#final#play
9:50
Collector, Don't Scare a HC Judge, IAS Suspended #lawchakra #law
12:48