BJP leader, Odisha Governor's son accused of assaulting Raj Bhavan employee.CM Majhi in the backfoot

  Рет қаралды 250,169

Satyapatha

Satyapatha

29 күн бұрын

BJP leader, Odisha Governor's son accused of assaulting Raj Bhavan employee.CM Majhi in the backfoot.
#satyapatha
#odishapolitics #satyaprakashnayak #bjpodisha #bjd #breakingnews
#rajbhavan #raghubardas #odishapolice #governorofodisha #mohanmajhi
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZfaq: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 771
@pramodkumarnayak1162
@pramodkumarnayak1162 28 күн бұрын
ଏବେ BJP ର ଓଡ଼ିଆ ଅସ୍ମିତା ଗଲା କୁଆଡେ? ମୁହଁ ରେ ତାଲା ପଡ଼ିଗଲା କି?
@premanandasuna7436
@premanandasuna7436 28 күн бұрын
ନିଜକୁ ହିନ୍ଦୁ ଧର୍ମର ପୁଜାରୀ କହି ସବୁବେଳେ ହିଂସା ଭିଆଉଛି ଏ BJP ସରକାର ।
@user-co4fl7xl4o
@user-co4fl7xl4o 27 күн бұрын
Ek dum right 👍
@balabhadratantytanty8917
@balabhadratantytanty8917 24 күн бұрын
@@premanandasuna7436 bhai sarkar kisikavi ho uska pitaji governor he o khud governer nhi he
@user-re4eq6mi1y
@user-re4eq6mi1y 21 күн бұрын
​@usek 11:58 12:00 12:02 r-co4fl7xl4o kkara fight
@sorotoka9717
@sorotoka9717 28 күн бұрын
ଲଙ୍ଗଳା କରି ପିଟି ବା ଦରକାର ପୁଅ କୁ ଏଇଟା କଣ ଓଡ଼ିଆ ଅସ୍ମିତା ଅର୍ଗସ ଆଉ ଓଟିଭି କୋଉଠି ଗଲେ ସେ ଦୁର୍ଗlଶିଷ କୋଉଠି ଗଲା ଦେଖି ବା ତୁମେ କେତେ ବଡ଼ ସାମ୍ବାଦିକ.. ଏବେ ଚୋର ମୁହାଁ କୋଉଠି ଗଲା
@healthandmotivation4279
@healthandmotivation4279 28 күн бұрын
Se sala modi Banda chata Abe chup
@kamalkumarsahoo2286
@kamalkumarsahoo2286 27 күн бұрын
A sola mane marigale
@gitanjalidas5581
@gitanjalidas5581 27 күн бұрын
Kia 🤙🙂
@mrsahuhk1972
@mrsahuhk1972 27 күн бұрын
ଠିକ୍
@bishnucharantripathy8938
@bishnucharantripathy8938 27 күн бұрын
Not only Durgasis, senior journalists like Nabin Das, Bipin Das, Rajaram Sathpathy are silent. These journalists are agents of BJP.
@umeshchandraswain8578
@umeshchandraswain8578 28 күн бұрын
ମୋହନ ସରକାର ନିଜର ଇଜ୍ଜତ ରଖ ଦୋଷୀକୁ ଦଣ୍ଡ ଦିଅନ୍ତୁ ପୋଲିସକୁ ଅଡର ଦିଅନ୍ତୁ
@SidharthMishra99
@SidharthMishra99 28 күн бұрын
Remote Control sie
@mr_india_89
@mr_india_89 28 күн бұрын
agyan gan** re sete jor nhi
@pabi94
@pabi94 28 күн бұрын
Jumla sarkar
@nuelbaa8392
@nuelbaa8392 25 күн бұрын
Dehli ru Modinka order asileto ! Kahinki na Raghubar Das Modinko HMV 😂😂😂
@SidharthMishra99
@SidharthMishra99 25 күн бұрын
@@nuelbaa8392 HMV Means ???
@prasannasahoo7573
@prasannasahoo7573 28 күн бұрын
ଓଡିଆ ଅସ୍ମିତା ରକ୍ଷାର ପ୍ରଥମ ଅବଦାନ
@JayantaBeshra-he9iv
@JayantaBeshra-he9iv 28 күн бұрын
Bjp ro pelo asmita
@narendrahembram4495
@narendrahembram4495 27 күн бұрын
Rajyapal Naitikata drusti ru Estapha deba Uchit .
@PuspitaNayak-rn2gk
@PuspitaNayak-rn2gk 27 күн бұрын
​@@narendrahembram4495❤qqqqqa!!5
@laxmidharabarik5248
@laxmidharabarik5248 26 күн бұрын
Governor's meaning separate. tanka pua kan au kala j ete Natak. Semane Kate ade kan 2 karanti kichhi hueni. Raja pua mantri senapati Ghara jaha b kale chaliba. hele ethi sethi tike kale b chhada paibuni. why ijjat ki sambal
@sadhudas2758
@sadhudas2758 28 күн бұрын
ବିଜେପି ସରକାର ରେ ବିରଳ ଘଟଣା ଘଟୁଛି
@dibyapattnaik6640
@dibyapattnaik6640 28 күн бұрын
ସେଇ Argus ଟା ଗଲା କୁଆଡେ
@sanjaykumarpatra465
@sanjaykumarpatra465 28 күн бұрын
ARGus chanal paka Magha
@bhagbatpradhan2365
@bhagbatpradhan2365 28 күн бұрын
Se mg kaha ପାଦ chatu thiba
@lipun1531
@lipun1531 27 күн бұрын
Se babbi na nua ghara kauthi khojibaku jaichi kusuma Katha sarila pare😂😂😂
@bankabiharijena4712
@bankabiharijena4712 28 күн бұрын
ଓଡ଼ିଶା ସଚିବାଳୟ କର୍ମଚାରୀ ସଂଘ କରୁଛି କ'ଣ ?
@MadhabBhola-oo9ud
@MadhabBhola-oo9ud 27 күн бұрын
Soichanti Paisa nai mada piechanti
@liveforever6998
@liveforever6998 25 күн бұрын
କେବେ ଉଠିବେ...
@sadanandasahoo3707
@sadanandasahoo3707 28 күн бұрын
ସତ୍ୟ ବାବୁ, ମୁଁ ବୁଝିପାରୁନି, ମହାମହିମ ରାଷ୍ଟ୍ରପତି ରହୂଥିବା ରାଜ୍ୟପାଳ ଭବନରେ , ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସାଙ୍ଗ ମାନେ ବି ରହିପାରିବେ? ରାଷ୍ଟ୍ରପତି ଙ୍କ ସୁରକ୍ଷା ଆଇନ ଭିତରେ ଏଇଟା ଆଇନ ସମ୍ମତ କି
@birupakshyapradhan9612
@birupakshyapradhan9612 28 күн бұрын
ଆଉ ଓଡ଼ିଆ ଅଫିସର ଙ୍କୁ ପିଟି ପାରିବେ
@nityanandaswain-cb4bp
@nityanandaswain-cb4bp 22 күн бұрын
Nirlajanka pari rahibe ?
@sanjayakumarjena2416
@sanjayakumarjena2416 28 күн бұрын
ଅସ୍ମିତା ଦେଖାଉଚି ବିଜେପି ଵାଲା
@JayantaBeshra-he9iv
@JayantaBeshra-he9iv 28 күн бұрын
Pelo asmita
@lilamayasahu6669
@lilamayasahu6669 28 күн бұрын
Ashmita ku ସସ୍ମିତା ସହିତ ବାହାଘର କର
@rajendrapati6655
@rajendrapati6655 26 күн бұрын
ବିଜେପି ଦଳର ଅଲଜ୍ୟ ଭାଷଣ, ଅସ୍ମିତା। ମୁଖ୍ୟମନ୍ତ୍ରୀ ଙ୍କର କୌଣସି ଓଜନ ନାହିଁ।
@prasannasahoo7573
@prasannasahoo7573 28 күн бұрын
ବବି ଦାସଙ୍କ ଘରେ ପଶି video କରିବାକୁ ଚ଼େଷ୍ଟା କରିଥିବା ସାମ୍ବାଦିକ ମାନେ ଟିକେ ରାଜଭବନ ଯାଇ ଖବର ନେଉ ନାହିଁନ୍ତି
@deepakroutray6568
@deepakroutray6568 28 күн бұрын
Correct
@user-lr4vm7xb1z
@user-lr4vm7xb1z 27 күн бұрын
ତୁମେ ଭାଇ ଭଲ କହୁଚ ମୋଟା ଅଙ୍କ​ ଟଙ୍କା ମିଳିବ ସେ ଯିବ
@user-lr4vm7xb1z
@user-lr4vm7xb1z 27 күн бұрын
କଥାଟା ଚାପିଦେବନା
@dr.akm5362
@dr.akm5362 27 күн бұрын
Wow!
@ChhabilaBehera-bd3lb
@ChhabilaBehera-bd3lb 26 күн бұрын
Sambadik Mane chora.maa gihe
@Skgbul470
@Skgbul470 28 күн бұрын
ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାର କୁହଳିଆ ପାଖରୁ ଠିକ୍ ଉତ୍ତର ପାଇବେ,
@chandansahoo2464
@chandansahoo2464 28 күн бұрын
ଶଳା ଅର୍ଗସ ନିୟୁଜ କୁଆଡେ ଗଲା ଶଳାକୁ ଦେଖନ୍ତି ଯଦି ବେକ ମୋଡ଼ି ଦିଅନ୍ତି
@jyotsnaranipanda2613
@jyotsnaranipanda2613 26 күн бұрын
ଅର୍ଗସ, ଓଟିଭି, କନକ ଓଡ଼ିଶା ରିପୋର୍ଟର, ନିୟୁଜ ଚାନେଲ, ସବୁ ମରିଗଲେଣି ନା କଣ ???
@asitpatra8702
@asitpatra8702 26 күн бұрын
Semane ebe ratha bhandar re ratna sabura hisab karuchanti​@@jyotsnaranipanda2613
@ChhabilaBehera-bd3lb
@ChhabilaBehera-bd3lb 26 күн бұрын
Bro Khali arjos nunhe otv kanak news sabu gote bepari
@hsdas0607
@hsdas0607 24 күн бұрын
Argus is against Odia asmita - boycott that channel. It is a branch of BJP IT cell.
@hsdas0607
@hsdas0607 24 күн бұрын
Argus channel has no option to comment. People are abusing them it seems. We all should get together to safeguard Odia pride. Thsi argus was having hours of Odia Asmita discussion. Now keeping quite.
@santilatatripathy7375
@santilatatripathy7375 28 күн бұрын
ରାଜ୍ୟପାଳଙ୍କ ପୁଅ କୁ ତୁରନ୍ତ ଗିରଫ କେଇବା ଉଚିତ.
@dr.akm5362
@dr.akm5362 27 күн бұрын
Yes,right
@nabaghanabehera7500
@nabaghanabehera7500 28 күн бұрын
ଏ ବିଷୟରେ BJD ବିପକ୍ଷରେ ବିଷୋଦ୍ଗାର ପାଈଁ ଠିକା ନେଇଥିବା argus TV ଟିକେ ମନ୍ତବ୍ୟ ଦେଉ.
@basantpegodo54
@basantpegodo54 26 күн бұрын
ଚମଚାଗିରି କରିବା କାମ 😂😂😂
@ashishashishmalik7475
@ashishashishmalik7475 28 күн бұрын
Rip argus tv, Otv, odisha repoter😢😢😢😡😡😡😡
@parameswardas6706
@parameswardas6706 28 күн бұрын
Right
@jagabandhusavara3586
@jagabandhusavara3586 28 күн бұрын
Governor ର ପୁଅ ଘୁଷୁରି ପେଟରୁ ଜନ୍ମ ହୋଇଛି
@prafullanayak9729
@prafullanayak9729 28 күн бұрын
ତାମାଆକୁ ରଘୁବରଦାସ ଗାଣ୍ଡିମାରିକି ଜନ୍ମ ହେଇନି କୁକୁରଗାଣ୍ଡିମାରିକି ଜନ୍ମକରିଛି,
@birupakshyapradhan9612
@birupakshyapradhan9612 28 күн бұрын
​@@prafullanayak9729ଓହୋ
@nityanandaswain-cb4bp
@nityanandaswain-cb4bp 22 күн бұрын
Right 👍
@sadhudas2758
@sadhudas2758 28 күн бұрын
କ୍ରିମିନାଲ କେଶ କାହିଁକି ନ ହେବ ?
@chandansahoo2464
@chandansahoo2464 28 күн бұрын
ଏ ଶଳା ବିଜେପି ସରକାର ନିଜେ ଇସ୍ତପା ଦେବା ଦରକାର ବେହିଆ ସରକାର
@sadhudas2758
@sadhudas2758 28 күн бұрын
ମାସେ ଭିତରେ ସରକାର ବଦନାମ
@jyotsnaranipanda2613
@jyotsnaranipanda2613 26 күн бұрын
ଏ ବିଜେବିର ସରକାର ଶୀଘ୍ର ଭାଙ୍ଗିବ, ପୁଣି ନବୀନ ବାବୁ ଆସନ୍ତୁ, ନହେଲେ ଓଡ଼ିଶାର ସର୍ବନାଶ ନିଶ୍ଚୟ
@kanhumurmu5702
@kanhumurmu5702 26 күн бұрын
BJP do dinki mehman
@memorybud184
@memorybud184 28 күн бұрын
ଆଉ ଓଡ଼ିଶାରେ law & Order nahi
@ranjannayak7751
@ranjannayak7751 28 күн бұрын
ତାମିଲିଆନ ମାରିଲେ,ଏବେ ଝାଡଖଣ୍ଡ ଠାରୁ ମାଡ ଖାଇଲ, ଓଡିଆ ମାନେ inefficient
@pradeep9108
@pradeep9108 28 күн бұрын
Tamilian ta ja hau educated thila ebe uneducated loka hata ru mada khaila educated loka
@priyabratasamal5796
@priyabratasamal5796 26 күн бұрын
Aire magiha, bjp ra dosha bjd mundare kanhiki chadhauchu.
@dilipbehera342
@dilipbehera342 28 күн бұрын
ଏଇଟା ଆମର ଓଡ଼ିଆ ଅସ୍ମିତା ର langla ଦୃଶ୍ୟ, ଅତ୍ୟନ୍ତ ଲାଜ୍ଜା ଜନ କ ଘଟଣା
@DillipKumar-zv5mw
@DillipKumar-zv5mw 28 күн бұрын
ଯାହା ଜଣା ପଡ଼ୁଛି,BJP ଏକ ବର୍ଷ ବି ଶାସନ ଚଳାଇ ପାରିବ ନାହିଁ, ଏମାନେ ତ BJD ଠାରୁ ବଳିଗଲେ ଏକ ମାସ ଭିତରେ
@bimalagrawal9314
@bimalagrawal9314 28 күн бұрын
ସତ୍ୟବାବୁ ! ସତ୍ୟକୁ ସାମନାକୁ ଆଣିବାରେ ଆପଣନ୍କ ଉଦ୍ୟମ ପ୍ରସଂଶନୀୟ । କିନ୍ତୁ ବିଜୁ ଜନତାଦଳ ସରକାରନ୍କୁ ସମାଲୋଚନା ଭଳି ଏଥିରେ ଆପଣନ୍କ ଶବ୍ଦ ସେତେ ଶାଣିତ ନୁହେଁ। ରାଜ୍ୟପାଳନ୍କର କିଛି ଭୁମିକା ନାହିଁ ବୋଲି କହି ଆପଣ ଘଟଣାର ଗୁରୁତ୍ୱ ଲାଘବ କରିଛନ୍ତି। ଘଟଣା ପଦାକୁ ଆସିବା ସହିତ ସରକାରନ୍କର ନ୍ୟାୟପରାୟଣତାର ମଧ୍ୟ ପର୍ଦ୍ଦାଫାଶ ହୋଇଛି।
@PratapRout-d8w
@PratapRout-d8w 28 күн бұрын
ଆରେ ଭାଇ ଯେଉଁ ସରକାରଙ୍କ ଅମଳରେ କୃଷି ମନ୍ତ୍ରୀଙ୍କ ପୁଅ କୃଷକଙ୍କ ଉପରେ ଗାଡି ଚଳାଇବାର ନଜିର ଅଛି ତାଙ୍କ ଠାରୁ କଣ ଅଧିକ ଆଶା କରିବା।
@pk5993
@pk5993 28 күн бұрын
ଉଚିତ୍ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଆବଶ୍ୟକ .
@santoshsethi8627
@santoshsethi8627 28 күн бұрын
ଏଥିରୁ ଜଣା ପଡୁଚି ଗଣତନ୍ତ୍ର ରେ ବଡ଼ଲୋକଙ୍କୁ ଉତ୍ତର ନାହଁ ସ୍ୱର୍ଗ କୁ ନିଶୁଣି ନାହିଁ
@k4238n
@k4238n 27 күн бұрын
କଥାରେ ଅଛି ବଡ଼ଲୋକ ପାଦେ କଣ୍ଟା ଫୁଟିଗଲେ, ସଭିଏଁ ପୁଛନ୍ତି ବ୍ୟଥା ଗରିବ ପାହାଡ଼ୁ ଗଡ଼ିପଡି ଲେ ବି କେହି ନକହନ୍ତି କଥା..
@mrsahuhk1972
@mrsahuhk1972 27 күн бұрын
ଅଣ ଓଡ଼ିଆଙ୍କଠୁ ମାଡ଼ ଖାଇବା ଏକ ସୁନ୍ଦର ଓଡିଆ ଅଶ୍ମିତାର ଉଦାହରଣ । ଲଜ୍ଜ୍ୟା ଲଜ୍ଜ୍ୟା । ଛି ଛି । ଧନ୍ୟରେ ଓଡ଼ିଆ ଅସ୍ମିତା ।
@am9519
@am9519 28 күн бұрын
ସେଇଟା ତ criminal ଭଳିଆ ଦେଖାଯାଉଛି.. ରଘୁବର ତ ଭାରି କାମିକା ଦେଖାଉଥିଲା... 🙄🤔
@dkm4321
@dkm4321 27 күн бұрын
Param mag...a sabu tara family 😊
@jyotirmayamohanty5723
@jyotirmayamohanty5723 26 күн бұрын
Jharkhandia Bihari mane baharuku bhala boli dekhei huanti.
@traveltolive4483
@traveltolive4483 28 күн бұрын
#ଓଡ଼ିଆ ଅସ୍ମିତା ଆଜି କାନ୍ଦୁଚି...
@sanjaykumarmallik4905
@sanjaykumarmallik4905 28 күн бұрын
ଯଦି ଏ କଥା ସତ..... ତେବେ ତା ପୁଅକୁ ସମ୍ଭିଧାନ ଅନୁସାରେ ଦଣ୍ଡ ଦିଆ ଯାଉ
@amulyakumarsahoo3896
@amulyakumarsahoo3896 28 күн бұрын
ଓଡ଼ିଆ ଅସ୍ମିତା ର ଏକ ଅଂଶ
@sukrutapradhan6893
@sukrutapradhan6893 28 күн бұрын
ଅପାରଗତା ଲୋକେ ସିଟ୍ ଛାଡିଲା ପରେ ପାରଙ୍ଗମ ଲୋକେ କ୍ଷମତାର ଉପଭୋଗ କରୁଛନ୍ତି। ଏଇଟା ହିଁ ପରିବର୍ତ୍ତନ।
@bhaktimarga853
@bhaktimarga853 28 күн бұрын
ଓଡିଆ ର ସମ୍ମାନ ରକ୍ଷା କରିବା ବର୍ତମାନ ସରକାର ଙ୍କ ଦାୟିତ୍ୱ.
@mdjikria9657
@mdjikria9657 28 күн бұрын
ଏହା ଗଣତନ୍ତ୍ର ସକାଶେ ବିପଦ
@tukunbiswal6690
@tukunbiswal6690 28 күн бұрын
ଆମ ଅସ୍ମିତା ହେଲା ଝାଡଖଣ୍ଡି ଠାରୁ ମାଡ଼ ଖାଇବା
@alokaranjandash9853
@alokaranjandash9853 27 күн бұрын
ଆଇନ୍ ସମସ୍ତଙ୍କ ପାଇଁ କେବେ ବି ସମସ୍ତଙ୍କ ପାଇଁ ସମାନ ନ ଥିଲା କି ଆଜି ବି ନାହିଁ । ଏହା କେବଳ କଥାରେ କୁହାଯାଏ ଓ ଲେଖାଯାଏ ।
@sushantkumarsahoo4014
@sushantkumarsahoo4014 28 күн бұрын
ଶଳାକୁ ନିର୍ଘାତ ମାଡ଼ ସହିତ ଗିରଫ କାରା ଯାଉ , ହଇରେ ରଘୁବର ପୁଅ ଏତେ ବିଶୃଖଳ
@bijayakumarsahu4945
@bijayakumarsahu4945 28 күн бұрын
ଶୀଘ୍ର ତାକୁ ଗିରଫ କର ନ ହେଲେ ମରିବ
@kalia6974
@kalia6974 28 күн бұрын
ପୁତ୍ର ମୋହ ଛାଡ଼ ଆଇନ ଆଗରେ ଆମେ ସମସ୍ତେ ସମାନ । ଦୋଷୀକୁ କ୍ଷମା କଲେ ବହୁତ ମୂଲ୍ୟ ଦେବାକୁ ପଡ଼ିବା । ତୁରନ୍ତ ଗିରଫ ପାଇଁ ଆଦେଶ, ଇଜ୍ଜତ ବଞ୍ଚିଯିବ |
@Bhavana983
@Bhavana983 26 күн бұрын
ମୋର ନ୍ୟାୟ ବ୍ୟବସ୍ଥା ଉପରେ ପୁରା ବିଶ୍ଵାସ ଅଛି କିଛି କରିବେନି ରାଜ୍ୟପାଳଙ୍କ ପୁଅକୁ।ଆଇନ କେବଳ ଗରିବ,ମଧ୍ୟବିତ୍ତ, ଖଟିଖିଆଙ୍କ ପାଇଁ ।
@homundaaarsi9489
@homundaaarsi9489 28 күн бұрын
ସବୁ ଓଡ଼ିଆ ଏମିତି ମାଡ ଖାଇବେ ,,
@papinamallik1935
@papinamallik1935 28 күн бұрын
Argus kuade gala
@manaspradhan7126
@manaspradhan7126 28 күн бұрын
Mgh argus
@pramodchoudharypramodchoud7769
@pramodchoudharypramodchoud7769 27 күн бұрын
ମରିଗଲେ ପରା ହଗୁରି ନିଉସ
@santoshkumardash3543
@santoshkumardash3543 28 күн бұрын
ନବୀନ ବାବୁ କୁଆଡେ ଗଲେ ? ସତ୍ୟ ବାବୁ ଦୟାକରି ଏହି ପୀଡ଼ିତ ଦମ୍ପତି କୁ ଆମେ ସବୁ ଓଡିଆ ଭାଇ ଭଉଣୀ ଠିଆ ହେବା ଦରକାର। ଆପଣ ଦୟ କରି ତାଙ୍କ ଘର କୁ ଯାଆନ୍ତୁ। ଆମକୁ ସଠିକ୍ ଖବର ପହନଚନ୍ତୁ
@PreviewEdu
@PreviewEdu 28 күн бұрын
ଓଡ଼ିଆ ଅସ୍ମିତା ହେଲା ଏଠି ଝାଡ଼ଖଣ୍ଡ ଲୋକ ଆଉ ବିହାରୀ ଲୋକ ଓଡ଼ିଆ ଲୋକଙ୍କୁ ପିଟିବେ ଧନ୍ୟ ଅନ୍ଧଭକ୍ତ କୁଆଡେ ଗଲରେ comments କର ରେ ତମ ଚଡି ଖୋଲିବୁ ଆମେ।
@sandhyaranimahanta8018
@sandhyaranimahanta8018 27 күн бұрын
Right
@aspirant_007_
@aspirant_007_ 28 күн бұрын
ଆରେ ଇଏ କଣ ଆମ ଓଡ଼ିଆ ଅସ୍ମିତା😢
@aspirant_007_
@aspirant_007_ 28 күн бұрын
ସରକାର ଙ୍କ ଆଭିମୁଖ୍ୟ କଣ ରହୁଛି ସେଇଟା ଦେଖିବା ବାକି ରହିଲା
@qxztr
@qxztr 28 күн бұрын
Argus TV , BJP ଚୋର, କୁକୁର ସଲେ ଇଟା କାହିଁ ସୁନବେ, ଗୁହ ଖାଉଛନ୍ ଇସଲେ।
@pradeep9108
@pradeep9108 28 күн бұрын
OTV ku bhuligala
@ranjanjena2669
@ranjanjena2669 28 күн бұрын
It is shame to Government.
@SabitaBarik-wg2hk
@SabitaBarik-wg2hk 28 күн бұрын
Satya babu emiti sabu bele satya ra muha khulantu bhagan apana nka sahita aau ama Samasta nka pain achhanti thank s to you
@santoshjena5811
@santoshjena5811 28 күн бұрын
ବଡ ଲୋକ ବଡ ଗୁମର କଥା,
@birupakshyapradhan9612
@birupakshyapradhan9612 28 күн бұрын
କଣ ଗୁମର?
@ganeswarpanda2367
@ganeswarpanda2367 28 күн бұрын
Law is only for poors not for rich and politicians
@rajkishordas1396
@rajkishordas1396 28 күн бұрын
For free and fair justice,let ASO association should go to supreme court for exemplary action against the accused.
@alokaranjandash9853
@alokaranjandash9853 27 күн бұрын
ଦୋଷୀ ଦଣ୍ଡ ପାଇବା ଉଚିତ୍ । ଏବଂ ଏହା ଶୀଘ୍ର ହେବା ଉଚିତ୍। ।
@msamalsirsphysics2608
@msamalsirsphysics2608 28 күн бұрын
ସତ୍ୟ ଭାଈ,ସୁନ୍ଦର ଭାବରେ ଓଡ଼ିଶାର ଅସ୍ମିତା ର ଦ୍ୱାହିଦେଇ ଆସିଥିବା ସରକାର ଝାଡ଼ଖଣ୍ଡ ଙ୍କ ଗୁଣ୍ଡାଙ୍କର ଶିକାର ହେଲା ପରେ ମଧ୍ୟ ଦଳପ୍ରେମରେ ଗୋଲାମୀ ନ ଛାଡିପାର ଉପସ୍ଥାପନ ସୁନ୍ଦର ହେଇଛି।
@PKJENA1210
@PKJENA1210 28 күн бұрын
BJP paying for GOV help before /during election
@ManaskuArukh
@ManaskuArukh 28 күн бұрын
Bjp ବହୁତ ଶୀଘ୍ର କିଛି କର ଉଚ୍ଚିତ ଜବାବ ଦିଅ.. ନହେଲ.... 😴😴😴😴.....
@SidharthMishra99
@SidharthMishra99 28 күн бұрын
Nirbhaya Argus OTv gala kuade ????
@pravasranjanchakra-il7qr
@pravasranjanchakra-il7qr 27 күн бұрын
ବହୁତ ସୁନ୍ଦର ଉପସ୍ଥାପନା
@Rishiodia
@Rishiodia 28 күн бұрын
Majhi sir kn karibe Delhi ru kichi message asu padhiki kahibe
@krushnaprasadmohanty3831
@krushnaprasadmohanty3831 28 күн бұрын
ଘୋର ଲଜ୍ଜାଜନକ ଘଟଣା...
@smrutisethi1406
@smrutisethi1406 27 күн бұрын
ପୋଲିସ୍ କୁ ଆକ୍ଷେପ କରିବା ପୂର୍ବ ରୁ ପୋଲିସ ର ସ୍ଵତନ୍ତ୍ର ପାଇହା ଗଠନ କର। ତାପରେ ପୋଲିସ୍ ଠିକ୍ କଲା ନା ଭୁଲ୍ କଲା କହିବେ!!!କ'ଣ ସାହାସ ଅଛି ସ୍ଵତନ୍ତ୍ର ପୋଲିସ୍ କରିବା ପାଇଁ????
@ssahu6657
@ssahu6657 28 күн бұрын
Can the ASO sustain his stand ?
@rnayak4u
@rnayak4u 28 күн бұрын
It is just an example of misuse of power by kids and relatives of high dignitaries and officials
@birupakshyapradhan9612
@birupakshyapradhan9612 28 күн бұрын
By BJP
@rnayak4u
@rnayak4u 27 күн бұрын
Not only bjp, but by most of the political leadres and Officers
@roshnimohapatra2797
@roshnimohapatra2797 28 күн бұрын
ଏ ଘଟଣା ବି.ଜେ.ଡି ଦଳର ସମସ୍ତ ପ୍ରକାର କୁକର୍ମ କୁ ବଳି ଗଲା ଏ ପ୍ରକାର ଅକ୍ଷମଣୀୟ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ.......
@dhusasanmallick3162
@dhusasanmallick3162 28 күн бұрын
Bjp Bala ku keta Bharasha Kari mu gota pila 170 khanda vote deichi bjp ku auu second pain Nota vote debi pacha auu chora dala bjp ku keba vote debini,bahara loka Ashi ama Odia loka ku Mari ki jiba bjp cm chupu rahiba dhiki ama voter ku
@manoranjan4175
@manoranjan4175 28 күн бұрын
Change the governor
@arunjena9669
@arunjena9669 28 күн бұрын
ସବୁ ଚୁଲି ମୁହଁ ପଶ୍ଚିମ ରେ
@girishchandramajhi
@girishchandramajhi 28 күн бұрын
Odishare remote sarkar
@alekhakumarsahu7529
@alekhakumarsahu7529 28 күн бұрын
May be by 2124AD, India may accept Police reformation given in an important decision of honourable Supreme Court of India.
@dibyapattnaik6640
@dibyapattnaik6640 28 күн бұрын
Criminal ଟା କି ରଘୁ ପୁଅ ଟା ।
@user-hm3wg9gv8h
@user-hm3wg9gv8h 26 күн бұрын
Bulu Bhai very nice and excellent argument for impartial justice you are real son of Bhagirathi sir,my teacher near North hostel you are my classmate at BDK College.
@manoranjanpradhan3509
@manoranjanpradhan3509 28 күн бұрын
Defence person mane pratibaad kariba katha....😢😢
@FAKIRBAG
@FAKIRBAG 27 күн бұрын
This is very ashamed.
@manoranjan4175
@manoranjan4175 28 күн бұрын
Good analysis
@sushantamishra2224
@sushantamishra2224 28 күн бұрын
Good content
@mangalaprasad2193
@mangalaprasad2193 27 күн бұрын
Amazing analysis 🎉🎉🎉
@sarojallinone9634
@sarojallinone9634 27 күн бұрын
Satya sir ,great analysis 👍👍
@anusuyadas897_43
@anusuyadas897_43 27 күн бұрын
Governor should be resign.....
@RabindraKumarbiswal-ds3mk
@RabindraKumarbiswal-ds3mk 26 күн бұрын
Thanks for making this video Mainstream media is sleeping in this issue
@razzkara7608
@razzkara7608 28 күн бұрын
U r right
@debashishkhuntia4958
@debashishkhuntia4958 27 күн бұрын
State Secretariate Association should react. ଆରେ ଭାଇ ପେନ ଏବେ ଛାଡ ନା ଖାଲି ଚୁପ ହେଇକି ରହିବା ତମ କାମ ସାଧାରଣ ଲୋକ ଙ୍କ ଉପରେ ତମ ଜୋର
@romanchaldharua1778
@romanchaldharua1778 28 күн бұрын
Right katha sir
@umakantaparida8086
@umakantaparida8086 27 күн бұрын
ଧନ୍ୟବାଦ ସତ୍ଯ ବାବୁ ସମାଜରେ ଆପଣଙ୍କ ଭଳିଆ ସାମୂଦିକ ଦରକାର।
@pravatdas7456
@pravatdas7456 28 күн бұрын
ଉଚିତ ନ ଥିଲା 😡
@user-ku5on9pv6m
@user-ku5on9pv6m 28 күн бұрын
Good sir 🎉🎉🎉❤
@vickyauromira
@vickyauromira 26 күн бұрын
ମୋର କେତେ ଟା ପ୍ରଶ୍ନ ର ଉତ୍ତର ଦେବେ କି? ୧. ପୁରୀ ରାଜଭବନ ଭିତରକୁ ରାଜ୍ୟପାଳ ଙ୍କ ଅନୁପସ୍ଥିତି ରେ ତାଙ୍କ ପୁଅ ଏବଂ ପୁଅ ର ସାଙ୍ଗ ମାନଙ୍କୁ କାହିଁକି ଏବଂ କୋଉ ନିୟମ ଅନୁସାରେ ଭିତରକୁ ଅନୁମତି ଦିଆଗଲା? ୨. ସିଏ ପିଲା ଆଉ ତା ସାଙ୍ଗ ମାନେ ସେଠି ମଦ ପିଉଥିଲେ, ସେ କଥା ତା ବାପା ଜାଣିଥିଲେ କି? ଯଦି ଜାଣିଥିଲେ ତାହେଲେ ପୁରୀ ରଥ ଯାତ୍ରାର ସମୟ କଣ ମଦ ପିଇ କି ଆରାମ କରିବାର ସମୟ? ୩. ସେ ଟୋକା ସାଙ୍ଗରେ ଯୋଉ ସାଙ୍ଗ ମାନେ ଥିଲେ ଆଉ ତାର ବାପା ର ଯୋଉ body guard ଦୁଇଟା ଥିଲେ, ତାଙ୍କ ନାଁ ଗୁଡା କାହିଁକି ଏପର୍ଯ୍ୟନ୍ତ ଗଣ ମାଧ୍ୟମ କୁ ଆସୁନି? ଗଣମାଧ୍ୟମ ସେ ବାବଦରେ ଚୁପ୍ କାହିଁକି? ୪. ଅପଯ୍ୟନ୍ତ ପୋଲିସ FIR ଯଦି ଗ୍ରହଣ କରିଛି, ତା ହେଲେ କିଛି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି ହେଇନି? କଣ ବାପା ରାଜ୍ୟପାଳ ବୋଲି, ତାଙ୍କ ପୁଅ ବି legal immunity ପାଇବ? ୫. ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ର ସାହସ ନାହିଁ, ନିଜ ଇଚ୍ଛା ରେ କିଛି କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ? ନା, ସିଏ ଖାଲି ହାତବାରିଶି ହେଇକି ବସିଛନ୍ତି? ୬. ଅଭିଯୁକ୍ତ ଗୁଡ଼ାଙ୍କୁ ଦେଶ ଛାଡିକି ଚାଲି ଯିବା ପାଇଁ ସମୟ ଏବଂ ସୁଯୋଗ ଦେବା ପାଇଁ ଏତେ ଡେରି କରାଯାଉଛି କି? ୭. ଓଡ଼ିଶା ର ସବୁ ମୁଖ୍ୟ ଗଣମାଧ୍ୟମ ଏବେ ସବୁ ସ୍ଥାଣୁ ଆଉ ମୁକ କାହିଁକି ପାଲଟି ଯାଇଛନ୍ତି? କଣ ସରକାର ଠାରୁ ଦରମା ମିଳୁଛି, ନା ବିଜ୍ଞାପନ ଆଉ ମିଳିବନି ବୋଲି ଡର?
@dillipkumarbiswal1977
@dillipkumarbiswal1977 28 күн бұрын
Sir we like you because you speak the truth,
@chittaranjanmahanta7196
@chittaranjanmahanta7196 28 күн бұрын
Quick Action Darkar
@pratiksahoo267
@pratiksahoo267 26 күн бұрын
Absolutely riight
@amitabsamal4118
@amitabsamal4118 28 күн бұрын
Uniform scam bala nku ani Odisha ra bashaichanti. BJP ra Ashmita kuada gala Governor ra pua Governor ki?? Jharkhandi Odia nku mariba BJP ra Odia Ashmita. Modi Guarantee bala Ashmita.
@rajkumardeep9871
@rajkumardeep9871 24 күн бұрын
Once again it is proved that LAW IS NOT SAME FOR ALL.
@Dhakadrwa9345
@Dhakadrwa9345 28 күн бұрын
MOHONA Kono koruchhi ...
@jitendrasahu9073
@jitendrasahu9073 27 күн бұрын
ହାଣ୍ଡିଆ ପିଇ ସୋଇଛନ୍ତି
@arunkumarpradhan6553
@arunkumarpradhan6553 28 күн бұрын
A khabar upare magia Subasis kan kahuchhi, ta patire kan Banda pasichhi
@gurucharanmohapatra4508
@gurucharanmohapatra4508 28 күн бұрын
Thank you Sir for your continued news in such truthful manner.I support your valued important news
@sbkumar15
@sbkumar15 25 күн бұрын
ଆଇନ ଆଗରେ ସମସ୍ତେ ସମାନ, ସେଇଟା ମନ୍ତ୍ରୀ ଥିଲେ ବି ଆଇନ ସମସ୍ତଙ୍କ ପାଇଁ ଲାଗୁ ହେବ ଏଇ କଥା କେବେ ବୁଝିବେ ଓଡ଼ିଶାର ମନ୍ତ୍ରୀ....
@SunandaDevi-hz8ki
@SunandaDevi-hz8ki 26 күн бұрын
Third grade rajyapal😢😢😢
@bbsenapati2245
@bbsenapati2245 27 күн бұрын
BJD will strongly oppose against this cases
@NarendraJena-xr4so
@NarendraJena-xr4so 20 күн бұрын
Thank you news satyapatha
@tusardas3006
@tusardas3006 28 күн бұрын
Very Very Shame full incident. It should not be. Government should be take action against culprits.
7PM Bulletin || 10th August 2024 || Kanak News
22:45
Kanak News
Рет қаралды 54 М.
Pool Bed Prank By My Grandpa 😂 #funny
00:47
SKITS
Рет қаралды 14 МЛН
لااا! هذه البرتقالة مزعجة جدًا #قصير
00:15
One More Arabic
Рет қаралды 46 МЛН
Comfortable 🤣 #comedy #funny
00:34
Micky Makeover
Рет қаралды 15 МЛН
Kids' Guide to Fire Safety: Essential Lessons #shorts
00:34
Fabiosa Animated
Рет қаралды 7 МЛН
Raghubar Das Appointed As New Governor Of Odisha | Nandighosha TV
2:13
ODISHA PUBLIC SAID ABOUT THE OPPOSITION LEADER NAVEEN PATNAIK
10:32
Rajdhani Reporter
Рет қаралды 110 М.
Pool Bed Prank By My Grandpa 😂 #funny
00:47
SKITS
Рет қаралды 14 МЛН