No video

BJP Question Former BJD Govt | Whereabouts Of Original Keys Of Ratna Bhandar?

  Рет қаралды 6,624

Kanak News

Kanak News

Ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews

Пікірлер: 11
@adhikaribehera4320
@adhikaribehera4320 Ай бұрын
Jadi questions arise hau6i tahele BJD ku dhariki jaithante jana padithanta kholi6i na nai......
@pradeepnayak3392
@pradeepnayak3392 Ай бұрын
Jaha pakhare origiu chabi rakha jaethila taku pachara. Chadi original chabi missing karichhi taku sidha aajibana jaile danda daba darkaar.
@lachhamansahoo9572
@lachhamansahoo9572 Ай бұрын
ଜୟ ଜଗନ୍ନାଥ 🙏 ଆଜ୍ଞା ରତ୍ନ ଭଣ୍ଡାର ୪୬ ବର୍ଷ ପରେ ଖୋଲିବା ପକ୍ରିୟା କରାଗଲା,ସେ ଚାବି କାହା ପାଖରେ ଥିଲା, ମାନେ ୩ ଜଣଙ୍କ ପାଖରେ ଥିଲା , ପୂର୍ବର ସରକାର ଚାବି ହଜିଛି , ଯାହା ଅଛି ଡୁପୁଲକେଟ ଇତ୍ୟାଦି କଥା କହି ଥିଲେ, ସେଥିପାଇଁ ପୂର୍ବ ସରକାର ଙ୍କୁ ନାନାଦି କଥା ଶୁଣିବାକୁ ପଡୁଛି, ଠିକ୍ ,ଏଠି ପ୍ରଶ୍ନ ଉଠୁଛି,ସେ ଚାଲାରେ ଚାବି ପଶିଲା ନା ନାହିଁ, ଦ୍ବିତୀୟ କଥା ଯଦି ପଶିଲା ଏବଂ ନଖୋଲିଲା , ତେବେ ଗୋଟେ ଦିନ ନଡ଼ିଆ ତେଲ, କିରୋସିନ ତାଲାରେ ପକାଇ ତାପରଦିନ ଚେଷ୍ଟା କରିବାର ଥିଲା ,କାରଣ ,୪୬ ବର୍ଷ ପରେ ତାଲା ଚାବି ଦ୍ବାରା ଖୋଲିବା ଅସମ୍ଭବ କଥା ,କାରଣ ଚାବି ଜଙ୍କ ଧରିବା ଆଉ ଜାମ ଧରିବା ଆମ ଘର ମାନଙ୍କ ରେ ତାଲା କିଛି ଦିନ ବ୍ୟବହାର ନହେଲେ କ'ଣ ତାଲାର ଆଉ ଖୋଲୁଥିବା ଲୋକର ଅବସ୍ଥା ହୁଏ , ଆପଣ ମାନେ ଆଜ୍ଞା ପ୍ରାୟ ଅଙ୍ଗେ ଲିଭାଇ ଥିବେ , ଶେଷ ରାଗି ଯାଇ ହାତୁଡି ଆଣି ଭଦ୍ର ଭାଷା ତୋ ମା,,,,କହି ଦୁଲ ଦୁଲ ତାଲା ଉପରେ ରାଗ ସାରିଥିଵେ , ଠିକ୍ ନା , ତୃତୀୟ କଥା ଯେଉଁ ୩ ଜଣ ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମାତା ସୁଭଦ୍ରା ଙ୍କ ରତ୍ନ ଭଣ୍ଡାର ର ରଖିବା ଭଳି ଏତେ ବଡ଼ ଦାୟିତ୍ଵ ରେ ଥିଲେ , ସେମାନେ ପୃଥିବୀ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହିତ ପୂର୍ବରୁ ଥିବା ସରକାର ଙ୍କ ସହିତ ମିଶି ଵେୟିମାନ କାମ କରିଥିଵେ ,ଏକଥା ଯେ ପ୍ରଭୁ ସହିଵେ ଏକଥା ବ୍ରହ୍ମ ପରିବର୍ତ୍ତନ ସମୟରୁ କେତେକ ଅଘଟଣ ଘଟିଛି, ତାହା ସମସ୍ତେ ଅଙ୍ଗେ ଲିଭେଇଛନ୍ତି , ଚତୁର୍ଥ କଥା ସେହି ଶ୍ରୀ କ୍ଷେତ୍ରଧାମ ରେ ରଥଯାତ୍ରା ସମୟରେ ପୂର୍ବରୁ ଥିବା , ମୂଖ୍ୟ ମନ୍ତ୍ରୀ ଙ୍କୁ ପ୍ରଧାନ ସାର୍ ମଞ୍ଚ ତଳକୁ ଆସି ପୂର୍ବତନ ମନ୍ତ୍ରୀ ଙ୍କୁ ମଞ୍ଚକୁ ଡାକି ନେଉଛନ୍ତି, ଯାହା ଓଡ଼ିଆ ଅସ୍ମିତା କୁ ପ୍ରଶଂସା କରୁଛି , ସେହି ପୂର୍ବ ସରକାର ଙ୍କୁ ସେଠି ଉପସ୍ଥିତ ରଖିବାରଥିଲା , ଏବଂ ଯେଉଁ ମାନେ ଚାଵି ରଖି ଏତେ ବଡ଼ ଦାୟିତ୍ଵ ତୁଲାଇଥିଲେ, ତାଙ୍କୁ ମଧ୍ୟ ଉପସ୍ଥିତ ରଖିବାରଥିଲା, ଚତୁର୍ଥ କଥା ଯଦି ପ୍ରଭୁ ଙ୍କ ରତ୍ନ ଭଣ୍ଡାର ର ରତ୍ନ ୭୮ ମସିହାରେ ଆକଳନ ଅନୁଯାୟୀ,ଏବେ ବାହାର ହେବାର ଥିବା ରତ୍ନ ର ଆକଳନ ଯଦି ଠିକ୍ ନହୁଏ ,ତେଵେ ଆଇନ୍ ଅନୁଯାୟୀ ଦଣ୍ଡ ପାଇବେ , ଚତୁର୍ଥ କଥା ଏତେ ସବୁ କଥା ଆଉ ସେମାନଙ୍କର ଅନୁପସ୍ଥିତିରେ ଚାବି ଭାଙ୍ଗିଵା ପରେ ଏବଂ ଜନସାଧାରଣଙ୍କ ଅଜାଣତରେ ଏସବୁ କଥା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଏକ ଧତବ୍ୟ ଅପରାଧ ଭଳି ମନେ ହୁଏ,ତେଣୁ ଠିକ୍ ଆଉ ଭୁଲ୍ ରେ ବିଚାର ,,,ହିସାବ କରିବ କାଳିଆ,ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏❤️🚩🚩🚩🚩🚩🚩🚩
@sanatanbankira9754
@sanatanbankira9754 Ай бұрын
ମିଛୁଆ ବି ଜେ ପି ସରକାର
@Samrat_CAK
@Samrat_CAK Ай бұрын
ଚୋର BJD ସରକାର ।
@kailashswain4735
@kailashswain4735 Ай бұрын
Michha govt .. chabi vangidele ... kya SOP
@pankajshree134
@pankajshree134 Ай бұрын
କନକ ମାଲିକ କୁ ଚପଲ ରେ ସେକିବି
Harley Quinn's plan for revenge!!!#Harley Quinn #joker
00:49
Harley Quinn with the Joker
Рет қаралды 28 МЛН
Fortunately, Ultraman protects me  #shorts #ultraman #ultramantiga #liveaction
00:10
The Joker saves Harley Quinn from drowning!#joker  #shorts
00:34
Untitled Joker
Рет қаралды 54 МЛН
Sunglasses Didn't Cover For Me! 🫢
00:12
Polar Reacts
Рет қаралды 5 МЛН
Why UK 🇬🇧 is going Bankrupt? : Detailed Economic Case Study
20:37
Think School
Рет қаралды 1,3 МЛН
Harley Quinn's plan for revenge!!!#Harley Quinn #joker
00:49
Harley Quinn with the Joker
Рет қаралды 28 МЛН