No video

Breaking News: Cuttack Medical case! / ୨ ଗୋଷ୍ଠୀଙ୍କ ମଧ୍ୟରେ ଭିଡ଼ା ଭିଡ଼ି! / ଡାକ୍ତରଙ୍କୁ ପିଟିଲେ ନର୍ସ!

  Рет қаралды 371,580

KARTAVYA NEWS

KARTAVYA NEWS

Күн бұрын

July, 17, 2024, Breaking News: Cuttack Medical case! / ୨ ଗୋଷ୍ଠୀଙ୍କ ମଧ୍ୟରେ ଭିଡ଼ା ଭିଡ଼ି! / ଡାକ୍ତରଙ୍କୁ ପିଟିଲେ ନର୍ସ! / Kartavya News/ #breakingnews #latestnews #special #odishanewstoday #exclusive #odishanews #specialnews #odia #odianews #specialstory #kartavyanewsvideos #fire #kartavyanews #cuttack #hospital #cuttacknews
Disclaimer : It's a News video and we are aware about it... If you have any problem then you can contact us through our Facebook page @KartvyaNews 👈
📌Copyright Disclaimer: Copyright Disclaimer Under Section 107 of the copyright act 1976, allowance is made for "fair use" for purposes such as criticism, comment, news, reporting, teaching, scholarship and research. Fair use is a use permitted by copyright statute that might otherwise be infringing. Nonprofit, educational or personal use tips the balance in favour of fair use.
👉If you are new here so please subscribe to the channel 🙏 and press the Bell Icon 🔔📌
👉 Keep showering your love and support ❤️🙏😊
👉 Thank you 🙏
👉 contact us - info. Kartavyanews@gmail.com

Пікірлер: 553
@SankirtankanharSankar
@SankirtankanharSankar Ай бұрын
Doctorମାନେ ପ୍ରାଇଭେଟ୍ ହସ୍ପିଟାଲ ଯାଇ ଟଙ୍କା ରୋଜଗାର କରିବାକୁ ଯାନ୍ତି
@akshayakumarrout2248
@akshayakumarrout2248 Ай бұрын
ଆଉ ନର୍ସ ମାନେ ଜାନ୍ତିନି... ଦେହ ଖରପ ହେଲେ ନର୍ସ ଫାଖକୁ ଯିବ ନ Dr ପାଖକୁ...
@sabitadansana8387
@sabitadansana8387 Ай бұрын
@@akshayakumarrout2248 nija kama neglect kariki kanpain jiba
@gautamdas6191
@gautamdas6191 Ай бұрын
Tame b jao
@sangram9994
@sangram9994 Ай бұрын
Tu baba Khali nurse pakhare treatment karaa
@srikantmallick6342
@srikantmallick6342 2 күн бұрын
@@akshayakumarrout2248 .nn7 by t be cb
@BhaktaBandhusahu-nj7ju
@BhaktaBandhusahu-nj7ju Ай бұрын
ଡାକ୍ତର କୁ ତୁରନ୍ତ suspend କରାଯାଉ ଏ ଭଳି ଡାକ୍ତର ଙ୍କୁ arrest କରାଯାଉ
@sabitadansana8387
@sabitadansana8387 Ай бұрын
@@BhaktaBandhusahu-nj7ju right
@bijayamallick6797
@bijayamallick6797 Ай бұрын
ସବୁ ସରକାରୀ ମେଡିକାଲ ନର୍ସ ମାନେ ପ୍ରକୃତରେ ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର ମାନେ private ରେ ରୋଗୀ ଦେଖି ଟଙ୍କା ରୋଜଗାର କରୁଛନ୍ତି
@gautamdas6191
@gautamdas6191 Ай бұрын
Bilkul thik….next time nurse nku ame patient dekheiba
@akshayakumarrout2248
@akshayakumarrout2248 Ай бұрын
@@gautamdas6191 😄😄😄😄
@munnabhai875
@munnabhai875 Ай бұрын
100% right
@sandhya_rani_0075
@sandhya_rani_0075 29 күн бұрын
Right
@khusirajalaxmidiptiexpress5041
@khusirajalaxmidiptiexpress5041 Ай бұрын
ସବୁ ତ Private hospital duty କରିବେ ଯାଇକି ଅଧିକ ପଇସା ଦରକାର,govt ଡ଼କ୍ଟର Private hospital dutyକାହିଁକି କରିବେ ସରକାର ଏହା ଉପରେ କାଯ୍ୟନୁଷ୍ଠାନ ନେବା ନିହାତି ଦରକାର...
@chuka8995
@chuka8995 Ай бұрын
Tama gandi kahinki jaluchi tame doctor hei paribani
@harekrushnabehera5851
@harekrushnabehera5851 Ай бұрын
ସେ ଡାକ୍ତର ନୁହଁନ୍ତି ଡକାୟତ ଶଳା ବାଳ ଡାକ୍ତର । ଛିଛି...ଏପରି ଡାକୁରଙ୍କ ପାଇଁ ସବୁ ଡାକ୍ତରବଦନାମ|
@shibanimahakuda8916
@shibanimahakuda8916 Ай бұрын
Chup
@harekrushnabehera5851
@harekrushnabehera5851 Ай бұрын
@@shibanimahakuda8916 ଭାଇ ମୋତେ ଚୁପ କହିଲାଭ କଣ ?
@samalsingh4912
@samalsingh4912 Ай бұрын
Dokayot au tautor misile doctor.Tenu doctor manonko pakhoku jiba kotha nuhe .semane lootibe hoiran koribe,Mari be debe tenu bonchibaku hele medicine dokanru ousodho dokani ku pochari medicine khaiba kotha jodi hospital re treatment hebe nurse pakhore treatment heba sobuthu bholo.
@diptisahoo4421
@diptisahoo4421 Ай бұрын
​@@shibanimahakuda891699℅ doctor maghia
@ambarishswain3233
@ambarishswain3233 Ай бұрын
M ghian Doctor na pela, sala nku godei godei Gandi mariba katha6
@dchansdah3151
@dchansdah3151 Ай бұрын
ଏପରି ଡାକ୍ତରଙ୍କ licence ରଦ୍ଧ କରାଯିବା ଦରକାର
@madhabanandaswain4695
@madhabanandaswain4695 Ай бұрын
ଆପଣ ଠିକ୍ କହିଲେ ହାଉସ ସୂର୍ଜେନ୍ ଙ୍କ ଲାଇସେନ୍ସ ରଦ୍ଦ କରାଯାଉ
@akshayakumarrout2248
@akshayakumarrout2248 Ай бұрын
​@@madhabanandaswain4695ତା ପରେ Dr ମାନେ strike କରିବେ... Aapn କଣ କରିବେ...
@pravabiswal-hg4ri
@pravabiswal-hg4ri Ай бұрын
Eeitokijogu 5 patient ratisara chhoto poto heuthile eei door bondo koro soipode sedino patient morigole podamuhin nije thik nuh. Doctor nmre complaint koruchhi
@SeturaajaMajhi
@SeturaajaMajhi 12 күн бұрын
​@@akshayakumarrout2248 ଲାତ ମାରିବୁ ସେମାନଙ୍କୁ
@user-fq5gb9ep9e
@user-fq5gb9ep9e Ай бұрын
ସେ ସୁପାରିଟେଣ୍ଡେଣ୍ଡକୁ ଓ ସେ ଡାକ୍ତରଙ୍କୁ ବଦଳି କରା ଯିବା ପରିବର୍ତ୍ତେ ଚାକିରୀ ଋ ହଟାଯାଉ ।
@sabitadansana8387
@sabitadansana8387 Ай бұрын
Right
@badrinarayanray282
@badrinarayanray282 Ай бұрын
Kemiti right,se doctor nka duty kie kariba,new doctor posting hele ta😂😂😂😂​@@sabitadansana8387
@nirmaladandsena5494
@nirmaladandsena5494 12 күн бұрын
Thik katha
@user-fq5gb9ep9e
@user-fq5gb9ep9e Ай бұрын
ସେପରି ଡାକ୍ତର ଗୁଡେ ଅଛନ୍ତି ସେ ସଳେ ଲୋକଙ୍କୁ ପୁରା ମାରି ଦିଅନ୍ତି ଏ ଦୀଦୀ ମା ଜାହା କହୁଛନ୍ତି ତାହା ପୁରା ଠିକ୍ ।
@sabitadansana8387
@sabitadansana8387 Ай бұрын
Right
@abhijitmandal958
@abhijitmandal958 Ай бұрын
Bala thik magya
@ambarishswain3233
@ambarishswain3233 Ай бұрын
Nurse thik kahuchhanti
@sureshojha8969
@sureshojha8969 Ай бұрын
ଓଡିଶା ବାସି ଜାଗିଉଠ ଏକତା ହୁଅ ନହେଲେ ଆଗାମୀଦିନରେ ସ୍ୱଥ୍ୟ ସେବାରୁ ବଞ୍ଚିତ ହେବା ସରକାର କିଛି କରି ପାରିବେନି ସମସ୍ୟା ନେତାଙ୍କ ର ନୁହେଁ ସମସ୍ୟା ସରକାରୀ ଚାକିରିଆ ମାନଙ୍କ ର ନୁହେଁ ସମସ୍ୟା ଚାଷୀର, ଖଟିଖିଆ ମାନଙ୍କ ର ଚାଷୀ, ମୁଲିଆ, ଏକ ହେବା ଆମ ସମସ୍ୟା ସମାଧାନ କରିବା
@dipankar2478
@dipankar2478 Ай бұрын
Nurse ଦିଦି ଏକ ଦମ୍ ଠିକ୍ କହିଛନ୍ତି
@Gurubachan688
@Gurubachan688 Ай бұрын
ଯେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରୁଛି ସେ ହେଉଛି ଦୋଷୀ , ସେ ଶଳା ଡାକ୍ତର କୁ ଟର୍ମିନେଟ କରିବା ଦରକାର
@jaydhanraj8864
@jaydhanraj8864 Ай бұрын
ସବୁ ଚୋର .... ,,S E B ରେ ସବୁ ସସ୍ପେଣ୍ଡ ..... ନିଉ ଅପଣ୍ଟ ମେଣ୍ଟ .....
@chuka8995
@chuka8995 Ай бұрын
Magya eita kana tora ghara katha heichi na kana
@iknow7753
@iknow7753 Ай бұрын
Right nurse
@SudamMajhiSudamMajhi-k7b
@SudamMajhiSudamMajhi-k7b Ай бұрын
ଶଳା ଡାକ୍ତର ମାନେ ତମେ ନିଜକୁ କଣ ଭାବୁଛ କି ରେ ,, ରୋଗି ମାନେ ତମଙ୍କୁ ଭଗବାନ୍ ଭାବି ଚିକିତ୍ସା ହେବା ପାଇଁ ଭରସାରେ ଆସୁଛନ୍ତି , ତମେ ସେମାନଙ୍କୁ ଚିକିତ୍ସା ନ କରି ବୁଲୁଚ ନାଇ ,, ବାଳ ପାଇଁ ଡାକ୍ତର ପାଠ ପଡ଼ିଚ ଶଳା ,,,, ରୋଗୀ ମାନଙ୍କ ବିଶ୍ୱାସ ଭାଙ୍ଗି ବା ପାଇଁ ଚେଷ୍ଟା କରନି ଭଗବାନ୍ ଉଚିତ୍ ଦଣ୍ଡ ଦେବେ ତମକୁ 😢
@chuka8995
@chuka8995 Ай бұрын
To banda kati debe doctor mane anasthesia deiki jani b paribuni magya bujhilu. Bala loka gote
@user-mm2mr1hh4q
@user-mm2mr1hh4q Ай бұрын
ସ. ଶ୍ରୀଯୁକ୍ତ ମହନ ଚରଣ ମାଝି sir🙏🙏 😮 ଦିଦିଙ୍କର କଣ ଅସୁ ଵିଧା ହେଇଚି ଭଲଶେ ବୁଝି ଦିଅନ୍ତୁ
@manojmohanta7119
@manojmohanta7119 Ай бұрын
Superintendent upare action niajau
@rabindrakumarnayak143
@rabindrakumarnayak143 Ай бұрын
Right Supertendent ethi pain dayii
@dipankar2478
@dipankar2478 Ай бұрын
HOD ମାନେ scb କୁ ଆସୁନାହାନ୍ତି। ସବୁ private practice re ଯାଉଛନ୍ତି
@chuka8995
@chuka8995 Ай бұрын
Tame private re dekhao kahinki govt re dekhaucha . Poisa nai jadi insurance te kara😂
@dipankar2478
@dipankar2478 27 күн бұрын
@@chuka8995 Ame Tax dauchu Govt ku aau ama tax paisa re doctor salary pauchanti etiki janinu hasuchu. Aau insurance pain tanka tu dabu ?
@chuka8995
@chuka8995 27 күн бұрын
@@dipankar2478 gariba gandi dei dei mariba😂😂😂 simple
@skjena5530
@skjena5530 Ай бұрын
ଡକ୍ଟର ଙ୍କୁ ଆହୁରି ଅଧିକ ପିଟିବା ଦରକାର
@sabitanayak1264
@sabitanayak1264 Ай бұрын
Tote darkar bandhiki mada
@anojdhir2889
@anojdhir2889 Ай бұрын
Tu kie be
@sabitanayak1264
@sabitanayak1264 Ай бұрын
@@anojdhir2889 to bhali bekar nuhne
@samalsingh4912
@samalsingh4912 Ай бұрын
Aukat ochhi jodi nije doctor heija.nohele nijor pilanku doctor boneide tebe jai janibu doctor Mane kete mehenot koronti au dinorati kete khotonti nijo jibonoku baji logei.
@rajmix3740
@rajmix3740 Ай бұрын
ଠିକ୍ କହୁଛ। ଏ ଶଳଙ୍କୁ ଖାଲି ମାଡ଼ ଦରକାର। କଥା କଥା କେ ମାଡ଼।
@rameshmohanty1211
@rameshmohanty1211 Ай бұрын
ସମସ୍ତଙ୍କର 3 ମାସ ର salary ବନ୍ଦ କରିଦେଲେ ଏମାନଙ୍କର ଆନ୍ଦୋଳନ ନିଶା ଛାଡ଼ିଯିବ। ଏମାନଙ୍କ ର ଝଗଡ଼ା ପାଇଁ ରୋଗୀ କଣ ପାଇଁ ବଳି ପଡ଼ିବ
@Trd12345
@Trd12345 Ай бұрын
😂😂😂😂😂
@sohandas1401
@sohandas1401 Ай бұрын
Lokanku 3 mas jake dekhani... Sabu ape ape sabad heijibe.. Free service paijauchanti boli besi ranga
@induhembram8060
@induhembram8060 Ай бұрын
Se patient pain fight korichonti tome kn bujhiparuno tomo patient ro jodi thik time re blood no dia jai tah hehele kn heithanta
@sabitadansana8387
@sabitadansana8387 Ай бұрын
​@@sohandas1401perfect katha
@sabitadansana8387
@sabitadansana8387 Ай бұрын
Sabu patient b 3 month semiti chadajau semiti bhala heijibe
@krushnamohanprusty2728
@krushnamohanprusty2728 Ай бұрын
ସରକାରଙ୍କ ଡାକ୍ତରଖାନାରେ ସେବା ଯୋଗାଇ ଦେବାପାଇଁ ନିଯୁକ୍ତ ନୂଆ ଡାକ୍ତର ମାନଙ୍କର ନିଯୁକ୍ତ ନର୍ସିଂ ମହିଳା ମାନଙ୍କ ପ୍ରତି ‌ହୀନ ମାନସିକତା ଦର୍ଶାଉଛି ?🎉
@chuka8995
@chuka8995 Ай бұрын
Nurse mane hina doctor ra goda chatiba darkar magya nnkara aukat nai …
@kamarnalibhadra2924
@kamarnalibhadra2924 Ай бұрын
ବାସ୍ତବରେ Dr କେବେ ward ରେ ରହନ୍ତି ନାହିଁ କେବଳ ନର୍ସ ମାନେ ହିଁ ସବୁବେଳେ present ରହନ୍ତି । Dr ମାନେ ନିଜକୁ ଗୋଟେ ଗୋଟେ ବ୍ୟବସାୟୀ ଭାବନ୍ତି, କଣ କଲେ ଗୋଟେ ଦିନରେ କୋଟି ପତି ହେଇପାରିବ ଏହା ସେମାନଙ୍କ main ଲକ୍ଷ୍ୟ । ରୋଗୀ ମଲେ ମରୁ । ଅବଶ୍ୟ ସବୁ Dr ଏପରି ନୁହଁ ।
@benudhardeep7818
@benudhardeep7818 Ай бұрын
Right
@chuka8995
@chuka8995 Ай бұрын
Ta bandaku lekhuchu
@user-fq5gb9ep9e
@user-fq5gb9ep9e Ай бұрын
ଦେଶ କମ୍ୟୁନିଷ୍ଠି ମାନଙ୍କ ହାବୁଡରେ ଯଦି ପଡିଥାନ୍ତା ଏ ଅବସ୍ଥା ଆଜି ହେଉ ଥାଆନ୍ତା ।
@ppsahoo123
@ppsahoo123 Ай бұрын
ସେ ନର୍ସ କୁ ଧନ୍ୟବାଦ୍
@chuka8995
@chuka8995 Ай бұрын
Se nurse jiban sara pasteiba doctor ku gali dei g gei nurse
@sadhudas2758
@sadhudas2758 Ай бұрын
ହାଉସ ସର୍ଜନ ମାନଙ୍କୁ ତୁମେ ନ କହି କଣ୍ ମାନ୍ଯବର କହନ୍ତି
@harekrushnabehera5851
@harekrushnabehera5851 Ай бұрын
ଆଗSir ହେବାର ଯୋଗ୍ୟ ହୁଅ ତାପରେ ସମସ୍ତେ ତୁମକୁ ସାର ଡାକିବେ ଓମାନିବେ
@sabitanayak1264
@sabitanayak1264 Ай бұрын
@@harekrushnabehera5851 apananka jogyata tk kn kahile Apana decide karibe kie kn pain jogya Kuadu asi jauchanti kjani emane
@sabitadansana8387
@sabitadansana8387 Ай бұрын
Right 👍
@NrusinghaPanda-f6u
@NrusinghaPanda-f6u Ай бұрын
SCB MEDICAL RE Doctor Nka bahut abahela aau bahut abhadra byabahar... salute nurses
@sabitanayak1264
@sabitanayak1264 Ай бұрын
Nurse Tamara treatment karuchanti
@sabitadansana8387
@sabitadansana8387 Ай бұрын
Right
@chuka8995
@chuka8995 Ай бұрын
Doctor mane chanhile nurse ku chakara baneidebe nurse ra kicchi aukat nai semane only bed sheet safa kariba darkar😝😂☺️☺️☺️
@prasankumarrath9966
@prasankumarrath9966 Ай бұрын
Change medical staff
@somanathkhara8368
@somanathkhara8368 Ай бұрын
ଭଲ ହୋଇଛି ନର୍ସ ଭଉଣୀ ମାନେ, ତୁମର ଆଡେ ସେବନ୍ତି ଆକା।
@msacademy651
@msacademy651 Ай бұрын
You r wright mam
@yudhisthiramahanta-babi143
@yudhisthiramahanta-babi143 Ай бұрын
Didi u are great
@rajmix3740
@rajmix3740 Ай бұрын
ଶଳା ଙ୍କୁ ଖାଲି ମାଡ଼ ଦରକାର। ବହୁତ ବାହାନା କରୁଛନ୍ତି।
@SubhaShreePriyadarsanisa-uk5fw
@SubhaShreePriyadarsanisa-uk5fw Ай бұрын
Se doctor ku jota re pitiba katha
@user-hn3rz5fm9d
@user-hn3rz5fm9d 8 күн бұрын
ପ୍ରଥମେ ହାଇକୋଟ ଅଲ ମିଡ଼ିଆ ଚେନାଲ ଙ୍କୁ ପ୍ରମିଶନ ଦିଅନ୍ତୁ scb ରେ ନିୟୁଜ କରିବାପାଇଁ ମିଡ଼ିଆ ଭାଇ ମାନେ ଯଦି scb ରେ ଯଦି ହାଇକୋଟ ପର୍ମୀଶନ ଦେବେ ରୋଗୀ ଙ୍କ ପାଇଁ ଗୋଟେ ଭଲ ବାଟ ବାହାରିବ ଅଲ ଷ୍ଟାପ ଙ୍କ ର ବି ଡରରହିବ କିଛିବି ଭୁଲ କରିବାକୁ କିମ୍ବା ଲୋକଙ୍କୁ ବେବହାର ଖରାପ କରିବାକୁ ଷ୍ଟାପ 100 ଥର ଭାବିବେ ମିଡ଼ିଆ ହେଲେ ତୃତୀୟ ଆଖି ପରଫେକ୍ଟ କଥା କହୁଛନ୍ତି ନର୍ସ ମାଡାମ ଯାହା କହୁଛନ୍ତି ତାହାହିଁ କରୁଛନ୍ତି ଡାକ୍ତର ମାନେ ଡାକ୍ତର ମାନେ scb ମେଡିକାଲ ରେ ନିଜକୁ ଭାବୁଛନ୍ତି ଭଗବାନ ବୋଲି ଓ scb ର ଆମେ ଡାକ୍ତର ଗୁଣ୍ଡା ଯାହା କହିବୁ ଆମ କଥା ରହିବ ରୋଗୀଙ୍କୁ ଯେଉଁଭଳି ବେବହାର କରୁଛନ୍ତି ରୋଗୀ ଯେମିତି କୁକୁର ମାଙ୍କଡ଼ କି ଖାଲି ମାଡ ଦରକାର ଡାକ୍ତର ମାନଙ୍କୁ କାର୍ଜୁଆଲଟି ଙ୍କୁ ଯଉ ରୋଗୀ ଯିବେ ସିଏ ନିଶ୍ଚୟ ସିରିଏସ ପେସେଣ୍ଟ ହେଇଥିବ କିନ୍ତୁ ଡାକ୍ତର ମାନେ ସିକ୍ଯୁରୁଟି ଙ୍କୁ ଅଡର ଦେଇଛନ୍ତି ରୋଗୀ ଲାଇନରେ ଆସିବାକୁ ସିରିଏସ ପେସେଣ୍ଟ ଯଦି ଲାଇନ ରେ ଆସିବେ ମରିବେ ନା ରୋଗୀ ବଞ୍ଚିବେ ଡାକ୍ତର ମାନେ ଭାବୁଛନ୍ତି scb ମେଡିକାଲ ତାଙ୍କ ବାପା ର ବୋଲି scb ମେଡିକାଲ ହେଉଛି ତାଙ୍କର ଗୋଟେ ଖଟି ଓ ତା ଭିତରେ ଇଂରେଜ ଶାସନ ଚଳେଇ ଛନ୍ତି ଡାକ୍ତର ଯେତେ ବେଳେ ରୋଗୀଙ୍କୁ ଦେଖିବାକୁ ଆସୁଛନ୍ତି ସିକ୍ଯୁରୁଟି ଲୋକ ଙ୍କୁ ଯେଉଁ ଭଳି ବେବହାର କରୁଛନ୍ତି ଯେମିତି କି ରୋଗୀ ହେଉଛନ୍ତି କୁକୁର ମାଙ୍କଡ଼ କି ଚାଲ ଚାଲ ସାଇଟ ଦିଏ ଯେମିତି ଡାକ୍ତର ଆସୁନାହାନ୍ତି ତ ସୋର୍ଗ ରୁ ଭଗବାନ ଓଲ୍ହାଇ ଆସିଛନ୍ତି କି ସିକ୍ଯୁରୁଟି ମାନେ ବି ଲୋକଙ୍କୁ ବହୁତ ବେବହାର ଖରାପ କରୁଛନ୍ତି ଶାନ୍ତି କମିଟି ରେ ମିଟିଙ୍ଗ ହେଇ ଯଦି କଟକ ଟାଉନ ର ଅଲ ସାହି ରୁ 4 ଜନ ଲେଖା ଲୋକଙ୍କୁ ଶାନ୍ତି କମିଟି ଦାଇତ୍ୱ ଦିଅନ୍ତା ତାହେଲେ scb ମେଡିକାଲ ର ଅଲ ଷ୍ଟାପ ଙ୍କ ଉତ୍ପାତ କମିଯାଇଛି ଡର ବି ରୁହନ୍ତା ଓ ବାହାରୁ ଆସୁଥିବା ସବୁ ରୋଗୀ ଓ ଆମ କଟକ ର ଲୋକାଲ ରୋଗୀ ସମସ୍ତେ ସୁରୁଖୁରୁରେ ଭଲ ଚିକିତ୍ସା ପାଇପାରନ୍ତେ ଡାକ୍ତର ମାନେ ମେଡିକାଲ ରେ ମୁହଁ ଦେଖେଇ ଦେଇ ଫିଙ୍ଗର ଦେଇ ସାରି ନିଜେ ଖୋଲିଥିବା ନିଜର କ୍ଲିନିକ କୁ ଚାଲିଯାଉଛନ୍ତି ଯାହା ଫଳରେ ଏହି ସବୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କଷ୍ଟ ପାଉଥିବା ନିରୀହ ରୋଗୀ scb ର ଅଲଷ୍ଟାପ କାହାକୁ ଡରୁ ନାହାନ୍ତି କି ତାଙ୍କୁ କହିବାକୁ କେହିନାହାନ୍ତି ଜୟ କଟକ 🙏
@beautifulvideo0203
@beautifulvideo0203 Ай бұрын
I stand with nursing officer. Se jaha kahile pura thik. Doctor gudanku punishment darkar.
@mitaraniacharya9848
@mitaraniacharya9848 Ай бұрын
Duty is God🙏🌹
@PradeepBehera-up8jw
@PradeepBehera-up8jw Ай бұрын
ମାଗିହା ଡ୍ରାତର କୁ ଦ ବ ଡେ ଇ ହାନିଦିୟ
@sanjithsingh8016
@sanjithsingh8016 Ай бұрын
Superintendent upore action nia jau
@satyabratabehera3044
@satyabratabehera3044 Ай бұрын
Always nursing officer sufferer heuchi.... By public also by HS, other doctors..... A great action must be taken....
@pravatkumarpatra6619
@pravatkumarpatra6619 Ай бұрын
Khali SCB nuhan , sabu CHC, PHC re situation kemiti achhi regular review heu .
@sukadevsamantaray4914
@sukadevsamantaray4914 Ай бұрын
Thank you sister
@user-de8fy6vq3k
@user-de8fy6vq3k Ай бұрын
ସେ ଶଳା ଡାକ୍ତର କୁ କେବଳ ମାଡ ଦରକାର ହେଉଛି
@hareshchandranaik8065
@hareshchandranaik8065 Ай бұрын
Every service is big.
@bikashmallik1996
@bikashmallik1996 Ай бұрын
Ehi 10 jana H S licence cancel karajau ,and superintendent ku suspend karajau,ehi nurse sister jaha kahuchhanti 100% right, Government Doctor mane private hospital and clinic re duty karuchhanti .
@bijaypatra9105
@bijaypatra9105 Ай бұрын
ବିଜେଡି ପିରିଅଡ ରେ ତଦାରଖ ଥିଲା ବିଜେପି ପିରିଅଡ ରେ ସେଟା ହଉନି
@surendrabenia6046
@surendrabenia6046 18 күн бұрын
ଯାହାକୁ ଚାକିରୀ ମିଳିଛି ସେହି ଡକ୍ଟର ପ୍ରାଇଭେଟ୍ ହସ୍ପିଟାଲ ଖୋଲି ପାରିବେନି ଏହି ବିଷୟ ରେ କର୍ଯୁଷ୍ଟାନ ନିଆ ଯାଉ
@sadhudas2758
@sadhudas2758 Ай бұрын
ହାଉସ ସର୍ଜନ ମାନେ ହସ୍ପିଟାଲ ର ଚାକିରିଆ ନୁହଁନ୍ତି
@mpanda80
@mpanda80 Ай бұрын
HS are Doctors of medical College they are also duty bound and should be responsible for quality patient care,
@trilochanparida-l3s
@trilochanparida-l3s Ай бұрын
Se gudaka mahagia
@sachidanandasamantaray
@sachidanandasamantaray Ай бұрын
Nursse doctor nku respect Kariba uchit Doctor b nursse nku co-operate Kariba uchit Ubhaya sseba manabruti re kama Kariba uchit
@anojdhir2889
@anojdhir2889 Ай бұрын
Nurse mane doctor mananku sanman deunahanti..bhasa kohiba amanankoro bohut khorap...amananku punishment darkar..khali lady stastaff kohuchhanti...male nurse darkar
@babulsaigal7977
@babulsaigal7977 Ай бұрын
Thiki katha kahichhanti
@sukanyasevasamiti3761
@sukanyasevasamiti3761 Ай бұрын
Thank you sister.jauthi jauthi emiti anyay heucchhi,ei thoka doctor manaku emiti sidha kariba darkar
@manaranjannag5839
@manaranjannag5839 26 күн бұрын
ଯେଉଁମାନେ କର୍ତ୍ତବ୍ୟ ରେ ଅବହେଳା କରୁଛନ୍ତି ସେମାନଙ୍କ incrisemen ବନ୍ଦ କରାଯାଉ ।
@ashutoshsethi1078
@ashutoshsethi1078 Ай бұрын
Doctor mankara ego bahut badhi galani....
@ashutoshsethi1078
@ashutoshsethi1078 Ай бұрын
Se Doctor Sir daka sunibaku bhika maguchi....
@raghunathbarik2362
@raghunathbarik2362 Ай бұрын
Absolutely right...
@futulumahanta6411
@futulumahanta6411 23 күн бұрын
ଡାକ୍ତର କୁ ଆଗ ମାଡ଼ ଦରକାର ହେଲେ ସେମାନେ ବୁଝିପାରି ବେ ସେମାନେ ରୁଗିର ବେଦନା କୋଣ
@sujatabehera1475
@sujatabehera1475 Ай бұрын
Maa tuma pakhe Sara odisha achhi, maa darani, tume vaut vala au sata kahucha
@srisaidesignvastu9209
@srisaidesignvastu9209 Ай бұрын
ନରସିଂ ଅଫିସର କ'ଣ ଡ଼ାକ୍ତର ଙ୍କ ଉପର ଅଥରିଟ୍ ? ନର୍ସ ମାନେ କେବେ ଅଫିସର ହେଈଗଲେଣି ? ସବୁ ସଂଘ କୁ ଇନଫରମ୍ କର ସଂଘ ଦରମା ଦବ !ଏ ଟୋକି ବହୁତ ଭଡ ଭଡ ହଉଛି!ଡେରି ହେଲା ବୋଲି ନର୍ସ ଡାକ୍ତର କୁ ହାକିମାତ୍ ଦେଖଉଛି ! ତାକୁ ଉପର ଅଫିସର କୁ ମାନୁନାହିଁ ବୋଲି କମ୍ପଲେନ୍ କଲେ ଚାକିରି ଯିବ !
@laxmipriyaray3175
@laxmipriyaray3175 Ай бұрын
Kauthi acha bhai/bhauni....😂 Nursing officer boli janina .... Oh MBBS para......
@kishordharua
@kishordharua Ай бұрын
Pandian samastank mana khusi kariba pai officer lagae dela... Nursing staff ru officer😂😂😂hae gale aoo
@lili2814lili
@lili2814lili Ай бұрын
​@@kishordharua First for your kind information nursing officer Central ru heichi naki odisha re pandian karichi tk ta information janiki kuhantu.
@lili2814lili
@lili2814lili Ай бұрын
First re semane Student au nursing staff employee
@lili2814lili
@lili2814lili Ай бұрын
Jadi sei jagare tama family member patient heithante au tankara blood lagibaku late heithanta au re nursing staff se patient pain chileithanta tahale apana kn emiti kahithante.
@prasannanayak6087
@prasannanayak6087 Ай бұрын
Government should take strong action against this case
@mpanda80
@mpanda80 Ай бұрын
ମେଡିକାଲ୍ ଲାଇନ ରେ ଭଲ ପଇସା ଡାକ୍ତର ବାବୁ ବଦଲୋକ ତାଙ୍କୁ କିଏ କହିବl ଜିଲ୍ଲା ମେଡ଼ିକଲ ରେ ନର୍ସ ଦିଦି ଦେଲିଭରି କରାନ୍ତି ଡାକ୍ତର ବାବୁ ଶୋଇ ପଡନ୍ତି l ନହେଲେ ନର୍ସିଗହୋମ ଯା ପାଖରେ ପଇସା ଅଛିତ ପୁଅ l ଯଦି ପଇସା ନାହିଁ ସେଠି ଅପେକ୍ଷା କର ଭଗବାନ୍ ଚାହିଁଲେ ଭଲ ହବୁ l ଘନିଆ ଟl ଡାକ୍ତର ହେଲେ ସେବା କରିବ ବୋଳି କହି ପକାଉ ଥିଲl ଏଁବେ ଗାଁ ଲୋକ ଦେଖିଲେ ଲୁଚି ଯାଉଛି l ହଉ ସେ ତ ମେଧାବୀ ଛାତ୍ର ଥିଲା ଏବେ Dr GS jee....
@bholanathkanhar4541
@bholanathkanhar4541 Ай бұрын
ଡାକ୍ତର ଙ୍କୁ ଆହୁରି ମାଡ଼ ମାରିବା ଦରକାର,ନର୍ସ ମାନେ ହିଁ କାମ କରୁଛନ୍ତି ଏହା ସତ୍ୟ
@surendrapradhan3323
@surendrapradhan3323 13 күн бұрын
Madam 100% Right
@srikant11
@srikant11 Ай бұрын
a samastankara 1 month salary cut hau au jau loka ticket kati hospital asuchanti tanka jiba asiba kharchha diaa jau sabu se doctor hau ba nurse tume goverment job kariba au sadharana loka hairan hebe aeta kn thick ...
@sohandas1401
@sohandas1401 Ай бұрын
Kai asuchanti ki ticket kati...kie dakuchi
@sohandas1401
@sohandas1401 Ай бұрын
Sabu free dia hele eya asubidha...aiims bhalia kam paisa hau pache kichi kichi paisa neba katha state govt ku ei lokanka thu
@sabitadansana8387
@sabitadansana8387 Ай бұрын
Sarkar ku kuha se asiki tritment start karibe nahele time nije kara
@sunilkhosla6617
@sunilkhosla6617 27 күн бұрын
First arrest all the HS AND SUSPENDED SOON AND THIS ACTION SHOULD BE TAKEN IMMEDIATELY
@rajkumardasraj900
@rajkumardasraj900 4 күн бұрын
ଡlକ୍ଟର ଗେହୀ ହେବାକୁ ଯାଆନ୍ତି
@amulyabehera6392
@amulyabehera6392 Ай бұрын
Sister Great step
@SalmAmrit
@SalmAmrit Ай бұрын
Strong Action should be taken
@sadhudas2758
@sadhudas2758 Ай бұрын
ମୋହନ ମାଝୀ "କାହାକୁ ଛଡା ଜିନିଷ "
@prangyanayak4330
@prangyanayak4330 Ай бұрын
Right madam
@DebangineePradhan
@DebangineePradhan 25 күн бұрын
Satya ra Jay he u jai Jagannath .
@user-ii3lo3xv9v
@user-ii3lo3xv9v Ай бұрын
ନୁଆ ସରକାର ଙ୍କୁ ମର ଅନୁରୋଧ ସବୁ ମେଡିକାଲ ରେ ଏଭଳି ଆକ୍ସନ ନିଆଁ ଯାଉ ଯେମିତି ଗର୍ବି ଡାକ୍ତର ମାନଙ୍କୁ ବାହାର କରାଯାଉ ସମାନେ ନିଜର ପ୍ରାଇଭେଟ୍ ଷ୍ଠୁର ଖୁଲି ରୁଗୀ ମାନକୁ ସମୟ ଦେଉ ନାହାନ୍ତି ଭଲରେ ଟିକେ କଥା କହନ୍ତି ନାହିଁ ଜୀବନ ଚାଲିଗଲେ ବି ଫରକ ପଡେ ନାହଁ ଜଦି ଡାକ୍ତର ହେଇରୁଗୀ ସେବା କରିବାର ନାହଁ ଡାକ୍ତର ହେଉଛନ୍ତି କାହିଁକି
@PrashantDas-gs6eq
@PrashantDas-gs6eq 28 күн бұрын
Arrest karajau doctorku
@sabitarout7166
@sabitarout7166 29 күн бұрын
Right doctor medical re rahunanti 🙏🙏
@SumantaKumarBiswal-mw1fe
@SumantaKumarBiswal-mw1fe Ай бұрын
Bravo girl!
@sanjayamohapatra5878
@sanjayamohapatra5878 22 күн бұрын
ସେଡାକ୍ତରଙ୍କୁମାଡଦରକାର
@jharanamahapatra4867
@jharanamahapatra4867 Ай бұрын
Yes you are right didi . Doctors timepass karanti private hospital re. Plz justice her..
@Taaucreation
@Taaucreation Ай бұрын
ମୋହନ୍ ବାବୁ କେତେଥର visit କଲେଣି ହସ୍ପିଟାଲ ରେ , ଲୋକ ଦେଖଣିଆ ବଡ଼ ଦାଣ୍ଡରେ ଝାଡୁ ମାରୁଛ, ଅଥଚ hospital ରେ ଥରେ ମାତ୍ର ଭିସିଟ ନାହିଁ, କାହିଁକି କୁର୍ଶି ଆବୁରେଇକି ବସିଛ,
@AbhimanyuAbhi-od7fk
@AbhimanyuAbhi-od7fk Ай бұрын
Naveen kete thara kari thile
@Taaucreation
@Taaucreation Ай бұрын
@@AbhimanyuAbhi-od7fk ନବୀନ ଯାଇନଥିଲା ସେଥିପାଇଁ ଚେଞ୍ଜ ହେଲା, BJP ଜଉ ବଡ଼ ବଡ଼ କଥା କହୁଥିଲl ସବୁ ଉଲ୍ଟେଇ ଦବୁ, ଫେକୁ ଅଶ୍ମିତl ସରକାର
@AbhimanyuAbhi-od7fk
@AbhimanyuAbhi-od7fk Ай бұрын
@@Taaucreation Naveen 25 year re kichhi kari parilani mahan majhi 25 dinare kn taa kari debe time ku apekhya kara sasan karibar besi Dina heini kn eka tharake upadi pakeiba
@Taaucreation
@Taaucreation Ай бұрын
@@AbhimanyuAbhi-od7fk 25 ଦିନରେ ଓଡିଆ ମାଡ଼ ଖାଇଛନ୍ତି, କୁଆଡେ଼ ଗଲା ଅଶ୍ମିତା ଆଇନ କାନୁନ୍ ନେତା ଙ୍କ ହାତରେ ବଳି ପଡିଛି ମୋଦି, ଶାହା ଯାହା କହିବେ ସେଇଆ ହବ ଦର ଦାମ୍ ବୃଦ୍ଧି, କୁଆଡେ ଗଲା ଗ୍ୟାରେଣ୍ଟି BJP ତାର ଫାଇଦା ପାଇଁ କିଛି ବି କରିପାରେ ,
@alertforfalsecase2299
@alertforfalsecase2299 Ай бұрын
Cancel the license of doctor
@balajipanigrahi906
@balajipanigrahi906 Ай бұрын
Joo doctor duty karte nahi unko suspend and doctor licence cansel hoo
@chuka8995
@chuka8995 Ай бұрын
Pehle cancel ki spelling kar lo uske baad cansel kroge😂😂
@JyotsnaBehera-v3f
@JyotsnaBehera-v3f Ай бұрын
Right didi
@PrashantDas-gs6eq
@PrashantDas-gs6eq 28 күн бұрын
Right lady
@adityachoudhury8280
@adityachoudhury8280 Ай бұрын
This type of incidents are happening in medical Colleges. All doctors like senior and junior are doing like this. Why Govt is not taking action to Doctors. What ever the salary they are getting is not enough for their living.
@chuka8995
@chuka8995 Ай бұрын
Govt should increase the salary of doctors
@Radhageetanjali143
@Radhageetanjali143 Ай бұрын
ଆଉ staff nurse mane manju service ପିଲାକୁ ଖଟଉ ଛନ୍ତି
@kartikachandrasahoo6510
@kartikachandrasahoo6510 27 күн бұрын
Doctor not working Perparly. Personal work out side .
@tankadharsabar1656
@tankadharsabar1656 Ай бұрын
Doctor ମାନଙ୍କୁ ମାଡ଼ ମାର ତେବେ ସମୟରେ ହିଁ ଅସିବେ କାହିଁକି ସମୟରେ ନ ଆସିଲେ ମାଡ଼ ଦେବେ ଜାଣିବେ
@bikashbikash9715
@bikashbikash9715 Ай бұрын
Odisha re doctor abhaba, Doctor Mane kaam salary re over duty karuchhanti..... Doctor mane 8 hr duty Kariba katha , hele over duty karuchhanti ..... Kichhi na jani , na suni bhukile hebani
@induhembram8060
@induhembram8060 Ай бұрын
​@@bikashbikash9715hospital re toh rohuno kouthi 8hrs duty korucho
@PravatBarik-rw4ou
@PravatBarik-rw4ou Ай бұрын
Right mdam
@narayannayak2869
@narayannayak2869 Ай бұрын
ତଦନ୍ତ ଆବଶ୍ୟକ ତଦନ୍ତ ପରେ ଦୋଷୀ Dr ଙ୍କୁ ଲାଇସେନ୍ସ ବ୍ଲକ କରି ଜରିମାନା ସହିତ ବହିଷ୍କାର କରାଯାଉ
@niharpalai3774
@niharpalai3774 Ай бұрын
ଆମ ନୂଆ ସରକାର ଡକ୍ଟର ମାନଙ୍କ ଏକ chhatrabad ଦବଙ୍ଗଗିରି କୁ ତାଗିଦ୍ କରିବାକୁ କିଛି ନିୟମ ପବ୍ଲିକ ରେ ପୋଷ୍ଟ କରିବା ଉଚିତ୍ ଏବଂ ଏହା କରିବାକୁ ଅନୁରୋଧ
@KunaBhuyan-ju9hf
@KunaBhuyan-ju9hf Ай бұрын
ଏପରି doctor କୁ ଆଉରି ମାରିବା କଥା
@spdpranktv1662
@spdpranktv1662 Ай бұрын
Next Time direct Nurse ra appointment neiki Hoapital jao. No need to consult a Doctor 😂
@mangulunahak6204
@mangulunahak6204 Ай бұрын
ତୁରନ୍ତ ସେ କୁକୁର ମାନଙ୍କୁ ଆରେଷ୍ଟ କରାଯାଉ......
@sumantakumalik4887
@sumantakumalik4887 Ай бұрын
Doctor are responsible for this
@Medicodeebya
@Medicodeebya Ай бұрын
thik katha scb re doctor manak behavior bahut rough . Tu ta re katha barta karanti
@rabindrasingh2385
@rabindrasingh2385 Ай бұрын
Generally, doctors remain absent during the duty period. In contrast nurses remain always present in their duty.
@ashokkumarbehera9043
@ashokkumarbehera9043 12 күн бұрын
10jananku arreste karajau
@brajeswarisingh909
@brajeswarisingh909 Ай бұрын
ଦରମା ବନ୍ଦ କରନ୍ତୁ, ଶୀଘ୍ର ସରକାର ପଦକ୍ଷେପ ହେବ l ନର୍ସ ମାନେ ଡାକ୍ତର ପାଠ ପଢିଲେଣି,, ସେମାନେ ନିଜକୁ କଣ ଭାବୁ ନାହାନ୍ତି, ତମେ ତମ କାମ କରୁନ, ଅଧିକା କାହିଁକି କରୁଛ, ଯିଏ ଯାହା କରୁଛି ସବୁ ଈଶ୍ୱର ଦେଖୁଛନ୍ତି, ବ୍ୟସ୍ତ ହୁଅନା, ସେ ମରିବେ 🙏
@sabitadansana8387
@sabitadansana8387 Ай бұрын
Tame ta au maribani samastanku dekhiba
@user-qs5oj7im3x
@user-qs5oj7im3x Ай бұрын
Doctor is God so please do not quarrel
@trilochanparida-l3s
@trilochanparida-l3s Ай бұрын
A gote banda doctor
@dillipchhati8841
@dillipchhati8841 Ай бұрын
Ladies right men
@user-dh3ln4qx2e
@user-dh3ln4qx2e Ай бұрын
Jau b doctor gvt re job kariki pvt ku jauchanti semanaku gvt ru bahar karideba darkar amane lobha re tanka pai roginku thik re tritment daunahanti
@mahavir453
@mahavir453 Ай бұрын
JAI HO🙏🚩 MOHAN SIR YE KYA CHAL RAAHAA HEI KYA SARKAAR NIRBAL HONE LAGI HAI
@maheshdash9176
@maheshdash9176 21 күн бұрын
Hn tiki didi
@gobindachandranayak9576
@gobindachandranayak9576 Ай бұрын
ଏଇଟା ବାଳ ଡ଼ାକ୍ତର ବଟ୍ ବଟ୍ କ'ଣ
@satyabratabehera3044
@satyabratabehera3044 Ай бұрын
Not in SCB but also in every medical
Мы сделали гигантские сухарики!  #большаяеда
00:44
Unveiling my winning secret to defeating Maxim!😎| Free Fire Official
00:14
Garena Free Fire Global
Рет қаралды 11 МЛН
ISSEI & yellow girl 💛
00:33
ISSEI / いっせい
Рет қаралды 25 МЛН
Мы сделали гигантские сухарики!  #большаяеда
00:44