No video

Chota Mora Gaan Ti By Sachi Routray - 1080p HD

  Рет қаралды 7,967,368

JM ODIA

JM ODIA

Күн бұрын

Tribute to Sachidananda Routray
Remake of the Song Chota Mora Gaan Ti
Song : Chota Mora Gaan Ti
Singer : Subash Das
Lyrics: Sachidananda Routray
Music: Dr. Deepak Kar
Concept, Screenplay & Direction : Satya Rath
DOP- Rashmi Ranjan
Producer- Himanshu Muduli
Like us on Facebook - / jmentertainm. . Follow us on Twitter - / jmentertain2018
Subscribe to JM Odia, / himanshumuduli
Credit: ETV, Odisha Portal, DD National

Пікірлер: 3 600
@user-ob2xw8pd3d
@user-ob2xw8pd3d 4 ай бұрын
2024 ରେ ଏ ଗୀତ କୁ କିଏ କିଏ ଶୁଣୁଛନ୍ତି
@lifecapturedhub
@lifecapturedhub 4 ай бұрын
kzfaq.infocMLn0LOcbTI?si=XZeko6CAXXkcZ9pW
@spicemoneyodisha
@spicemoneyodisha 4 ай бұрын
Mu
@r-spggaming1857
@r-spggaming1857 4 ай бұрын
Mummumumumumumumum
@sarojsamal7952
@sarojsamal7952 4 ай бұрын
Sabu odia sunuchanti.❤❤❤
@bhagyadharmoharana3218
@bhagyadharmoharana3218 4 ай бұрын
Love this❤❤❤❤❤❤
@debasishnanda9273
@debasishnanda9273 7 ай бұрын
ହେ ଭଗବାନ ଫେରେଇ ଆଣ ସେ ପୁରୁଣା ଦିନ😭ଏ ନୁଆ ଦୁନିଆରେ ବହୁତ୍ କଷ୍ଟ ହଉଛି ବଞ୍ଚିବା ପାଇଁ 😭
@subhadradash1438
@subhadradash1438 4 ай бұрын
😓😓
@goutamkumarpradhan2868
@goutamkumarpradhan2868 2 ай бұрын
Godblosu ❤
@RKgaming-ug3vu
@RKgaming-ug3vu 2 ай бұрын
Satare bhai 😢😢😢
@RoleX_00007
@RoleX_00007 2 жыл бұрын
ପୁରା ପିଲା ଦିନ ଟି ଆଖି ଆଗରେ ନାଚି ଉଠିଲା. ଧନ୍ଯ କବି ସଚିଦାନଁଦ ରାଉତରାୟ.. ଚିର ନମସ୍ୟ 🙏🏼🙏🏼
@goutamkumarpradhan2868
@goutamkumarpradhan2868 Ай бұрын
Godblosu ❤❤❤🎉🎉
@susritanayak6866
@susritanayak6866 2 жыл бұрын
ଆଜିକା ସମୟ ରେ ଯେତେ ଗୀତ ବାହାରୁଚି ସବୁ ଠୁ ଉର୍ଦ୍ଧରେ ଆମ ଓଡ଼ିଆ ଗୀତ।।।। ଆମେ ଓଡିଆ ଆମ ଓଡିଆ ଭାରି ବଢ଼ିୟା 💙
@mr.sankar9732
@mr.sankar9732 Жыл бұрын
Right bro
@ritapradhan8446
@ritapradhan8446 Жыл бұрын
Right 👍 Bhai
@gyanendramishra9440
@gyanendramishra9440 11 ай бұрын
Right friends
@srmotivation284
@srmotivation284 20 күн бұрын
❤❤❤
@pradeepsamal1369
@pradeepsamal1369 Жыл бұрын
ଆଜି ଗାଁ ଗାଁ ହୋଇ ରହିନାହିଁ ଗାଁ ରେ ଗଢିଉଠିଛି ବଡ଼ ବଡ଼ କୋଠା, ଗାଁ ରେ କ୍ରକିଟ୍ ରୋଡ଼, ଗାଁ ଗାଁ ରେ ରାଜନିତୀ ପସିଯାଇଛି,। ସତରେ ପୁରୁଣା ଦିନ ବହୁତ ଭଲ ଥିଲା,ସେ ଗାଁ ଆଜି ଖୋଜି ଲେ ମିଳୁନାହିଁ
@SRAJ2662
@SRAJ2662 2 жыл бұрын
କେତେ ଗୀତ ଯିବ.... ଆସିବ.... ହେଲେ ଏଇ ଗୀତ ସେମିତି ସମସ୍ତଙ୍କର ପ୍ରିୟ ହେଇକି ଥିବ.....🙏🙏🙏 ସଚ୍ଚିଦାନନ୍ଦ ରାଉତରାୟ
@jhuminaik8636
@jhuminaik8636 Жыл бұрын
ମୁଁ ଏଇ କବିତା କୁ ପ୍ରଥମେ 7 ଶ୍ରେଣୀ ରେ ପଢି ଥିଲି ମୋ ଗାଁ ପରି ଆଉ କିଛି ନୁହଁ ମାନୁଛି ଗାଁ ରେ ଟଙ୍କା କମ୍ କିନ୍ତୁ ଲୋକ ମାନେ ବହୁତ ଖୁସି ରେ ଶାନ୍ତ ରେ ରୁହନ୍ତି ।ଗାଁ ର ସେଇ ଶାନ୍ତ ପରିବେଶ ବହୁତ ମନେ ପଡୁଛି 😢😢😢😢😢😢
@7Xoggy63
@7Xoggy63 4 ай бұрын
Satare vhai ki khusi ga re au ki santi re vhai
@SN_1564
@SN_1564 3 ай бұрын
Me also
@naushadali12866
@naushadali12866 2 ай бұрын
Paisa kam rahta tha par khushi bohot hi jayeda rahta tha
@hemantakumarmeher1707
@hemantakumarmeher1707 21 күн бұрын
😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅
@Subhamkumar12658
@Subhamkumar12658 8 ай бұрын
ଏହି ଗୀତ ଯେବେବି ମୁଁ ଶୁଣେ ଆଖିରୁ ଲୁହ ଆପେ ଆପେ ବାହାରି ଯାଏ, ଅତୀତ ଆଖି ଆଗରେ ଝୁଲିଯାଏ ଆଉ ଜୀବନର ଖୁସୀ ଧିରେ ଧିରେ ବହୁତ ଦୁରକୁ ଚାଲିଯାଉଛି ଭଲି ଲାଗେ 😭😭😭
@sisirkumar8047
@sisirkumar8047 3 жыл бұрын
ସତରେ ଗୋଟେ ଗାଁ ରେ ହିଁ ସ୍ବର୍ଗ ର ଶାନ୍ତି ମିଳିପାରିବ ସୁନ୍ଦର ଓ ଶାନ୍ତ ପରିବେଶ ଅତ୍ୟନ୍ତ ମୋନାଲୋଭ 💖💖💖💖💖💖💖💖💖💖💖💖
@m.kexperiment4896
@m.kexperiment4896 2 жыл бұрын
Sahi ha🥰🥰
@swadhinsutar4108
@swadhinsutar4108 4 жыл бұрын
ଇଏ କେବଳ ଗୋଟେ ଗୀତ ନୁହେଁ, ସ୍ମୃତିରେ ଭିଜା ସେଇ ଗାଁ ର ଅପୁରନ୍ତ କିଛି ହୃଦୟସ୍ପର୍ଶୀ ଆବେଗର ଅସରନ୍ତି ମୁହୂର୍ତ, ଯାହା କେବଳ ଆମ ମାନସ ପଟରେ ଚିରନ୍ତନ ସ୍ମୃତି ହୋଇ ରହି ଯାଇଛି😢😢😢
@oasis7256
@oasis7256 4 жыл бұрын
Ati sundar katha tie khile
@basantasamal5325
@basantasamal5325 3 жыл бұрын
@@oasis7256 Good idea
@kamalcharanhans9207
@kamalcharanhans9207 3 жыл бұрын
Sat katha bad da
@anjanbehera1643
@anjanbehera1643 3 жыл бұрын
J7
@diptiojha9227
@diptiojha9227 3 жыл бұрын
Vai more sampurna gitatiku kei padare sampurn karidel.ohh Hart toch❤️❤️❤️❤️
@Discipline_Tradition_Legacy
@Discipline_Tradition_Legacy 2 ай бұрын
ଚିର ନମସ୍ୟ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ କୋଟି କୋଟି ପ୍ରଣାମ ମୋ ମାଟି ମୋ ମା ମୋ ଗାଁ ମୋ ଆଦର୍ଶ 🙏🙏🙏
@ranjitsahu3083
@ranjitsahu3083 3 ай бұрын
ଅତୀତ ମନେ ପଡି ବଡ ଦୁଖ ଲାଗେ । ସତରେ କୁଆଡେ ହଜିଗଲା ଗାଆର ଧୂଳିମାଟି
@dillipbarick5461
@dillipbarick5461 3 жыл бұрын
E ଗୀତ ଶୁଣିଲେ ଆଖିରେ ଲୁହ ଆଶି ଯାଏ, ସେଇ ବର୍ଷା ଭିଜା ମାଟି ରାସ୍ତା, ସେଇ ବର୍ଷା ଭିଜା ସବୁଜ ଧାନ କ୍ଷେତ, ବର୍ଷା ରେ ଭିଜି ଭିଜି ସ୍କୁଲ ଯିବା, ସବୁ କିଛି, ଶୀତ ଦିନର କଅଁଳ ଖରା 😭😭😭😭ମନ ହୁଏ ସେ ଦିନ ଆଉ ଥରେ ଫେରି ashanta ki, aau ନିଷ୍କପଟ ପିଲା ଦିନ, ସାଙ୍ଗସାଥି ସବୁ କିଛି, ସରିଗଲା e ଜୀବନ ପାଇଁ ସବୁକିଛି 😭😭😭😭
@bapungarnayak8638
@bapungarnayak8638 3 жыл бұрын
👌👌👌
@itishreedash4528
@itishreedash4528 3 жыл бұрын
ସତରେ ଗାଁ ସୁଖ କୋଉଠିବି ମିଳେନି l
@prasantjena2029
@prasantjena2029 3 жыл бұрын
💯 right bhai
@sureshmishra484
@sureshmishra484 3 жыл бұрын
R8 bhai
@nirupamabiswal8579
@nirupamabiswal8579 3 жыл бұрын
Right bahi
@abakashjena5392
@abakashjena5392 3 жыл бұрын
ମୋବାଇଲ ଆମଠୁ ଏଇ ସବୁ ସ୍ମୃତି ଛଡେଇ ନେଇଛି 😭😭
@kedarmallick6631
@kedarmallick6631 3 жыл бұрын
Right bhai
@rakeshsamal1164
@rakeshsamal1164 3 жыл бұрын
Bhai 👉
@lipupi4043
@lipupi4043 3 жыл бұрын
Right
@gyanaranjansahoo5643
@gyanaranjansahoo5643 3 жыл бұрын
Yes bro
@soumyabvu2377
@soumyabvu2377 3 жыл бұрын
ମୋବାଇଲ ନୁହଁଇ ତୁମ୍ଭର ଇଛାଶକ୍ତି ନାହିଁ
@Bapa4207
@Bapa4207 Жыл бұрын
ଯୁଗ ଜନ୍ମା ବ୍ୟକ୍ତି ମାନେ ହିଁ ଏମିତି ହୃଦୟ ରେ ରାଜ କରନ୍ତି ଯୁଗ ଯୁଗ ପାଇଁ..... ସଚ୍ଚି ରାଉତରାୟ ଙ୍କ ହୃଦୟସ୍ପର୍ଶୀ କବିତା ଜୀବନ୍ତ ଏବଂ ଅମର.... ❤🙏🙏🙏
@SIKHYAOKAHANI
@SIKHYAOKAHANI 7 ай бұрын
No1 song of odisha music industry, no one can beat this lyrics, ବହୁତ୍ ଭଲ ଭିଡିଓ ଟି କରିଛନ୍ତି ହୃଦୟରୁ ଧନ୍ୟବାଦ
@adarshaclasses
@adarshaclasses 3 жыл бұрын
1.6k dislikes why ଭାଇ ତମ ଗାଁ କଣ ତମକୁ ଭଲ ଲାଗୁନି କି ମୋ ପ୍ରଥମ ଭଲପାଇବା ମୋ ଗାଁ । ସଚ୍ଚିଦାନନ୍ଦ ରାଉତରାୟ ଙ୍କ ବହୁତ ସୁନ୍ଦର ଲେଖା ବହୁତ ବହୁତ ଧନ୍ୟବାଦ ସାର୍।
@creativescience1533
@creativescience1533 3 жыл бұрын
Odisa loka nuhanti jiye dislike karichi
@Proud-Odia8
@Proud-Odia8 3 жыл бұрын
Bangali, pathan ki marwadi hoithibe
@sritamtripathi8570
@sritamtripathi8570 3 жыл бұрын
Yes
@rashmiranjansahoo2748
@rashmiranjansahoo2748 3 жыл бұрын
dslike wala harami powder kjia town chhua, jeunmane gaon ra maja jani nahanti
@ajitpadhan9013
@ajitpadhan9013 3 жыл бұрын
@@sritamtripathi8570 ସ୍ତୁ ଫି
@diwaliofficialvideo2671
@diwaliofficialvideo2671 3 жыл бұрын
ପିଲା ଦିନଟା ବହୁତ ମନେ ପଡୁଛି 😭😭ସତରେ ଆଉ ଥରେ ଛୋଟ ହୋଇଯାନ୍ତି କି ବହୁତ ଭଲ ହୁଅନ୍ତା ❤️❤️ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଏହି ଭଳି ଏକ କବିତା ଲେଖିଛନ୍ତି 🙏🙏🙏
@suryakantathapa6751
@suryakantathapa6751 3 жыл бұрын
Really mam.
@subhasishbastia21
@subhasishbastia21 3 жыл бұрын
Fool e gita sei lekhi nahanti ete murkha
@suryakantathapa6751
@suryakantathapa6751 3 жыл бұрын
@@subhasishbastia21 Sala tu murkh .mu janichhi se geet kia lekhi6nti
@pintuyadaw5827
@pintuyadaw5827 3 жыл бұрын
Q
@jyatibehera7034
@jyatibehera7034 3 жыл бұрын
👍👍👎🏻👎🏻👎🏻
@prasantparida8453
@prasantparida8453 Жыл бұрын
ଅତୁଳନୀୟ ସଂଗୀତ ଯାହା ଯୁଗେ ଯୁଗେ ଵଞ୍ଜି ରହିଛି ସମସ୍ତ ଓଡ଼ିଆ ମାନଙ୍କ ମନରେ ଧନ୍ୟ ତୁମେ କବି ସଚ୍ଚି ରାଉତରାୟ କୋଟି କୋଟି ପ୍ରଣାମ ❤❤
@RysaM-ir6tk
@RysaM-ir6tk 9 ай бұрын
This song brings we all ଓଡ଼ିଆ together ..we are the last generation who has experienced village life ସତରେ ଓଡ଼ିଶା ର ଲୋକ ଆଉ ତା ଗାଁ ମାଟି ବହୁତ ନିଆରା ।। ❤❤
@chamarpanigrahi3186
@chamarpanigrahi3186 4 жыл бұрын
ଏହି ଗୀତ ଶୁଣି ଆମ ଛୁଆ ସମୟ ମନେ ପଡେ କବି ଏଥିରେ ସାଠିଏ ସତୁରି ବର୍ଷ ପୁର୍ବର ଗାଁର ଜୀବନ୍ତ ରୂପ ଦେଇ ଛନ୍ତି କବି ସଚ୍ଚିଦାନନ୍ଦ ଙ୍କୁ ମୋର ନମସ୍କାର
@sibashankarjena8426
@sibashankarjena8426 4 жыл бұрын
ଧନ୍ୟବାଦ ବନ୍ଧୁ
@RajeshKumar-hg2sh
@RajeshKumar-hg2sh 2 жыл бұрын
🙏🙏🙏🙏
@a.k.pradhanmr.pradhan2448
@a.k.pradhanmr.pradhan2448 4 жыл бұрын
ରାଉତରାୟ ବାବୁ😢😢👍👍👍 ଗାଁର ପରିଭାଷା କୁ ଅତି ସୁନ୍ଦର ଭାବ ରେ ପରିପ୍ରକାସ କରିଛନ୍ତି ଏହିପରି ଯେ ମନ ହଜି ଯାଏ ଗାଁ ର ସୁନ୍ଦର ତା ଆଡ଼କୁ👌👌👌
@educationpathabc
@educationpathabc 13 күн бұрын
ଆମ ଭଦ୍ରକ ର ଚାନ୍ଦବାଲି ଅଞ୍ଚଳ ର ସୁପୁତ୍ର ସୁବାସ ଦାସ ଏଇ ଗୀତ ଟିକୁ ତାଙ୍କ ହୃଦୟସ୍ପର୍ଶୀ ସ୍ୱର ରେ ଜୀବନ୍ତ କରିଛନ୍ତି।
@damayantidas5308
@damayantidas5308 14 күн бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା ବହୁତ ସୁନ୍ଦର ଗୀତଟିଏ ବହୁତ ଭଲ ଲାଗିଲା ଧନ୍ୟବାଦ୍ ନମସ୍ୟ ପିଲା ଦିନର କଥା ମନେପଡିଲା ଜୟ ଜଗନ୍ନାଥ ଜୟ ପଞ୍ଚସଖା
@prasantnayak4250
@prasantnayak4250 4 жыл бұрын
ସତରେ ଏହାକୁ କୁହାଯାଏ ଗୀତ,ବହୁତ ଵହୁତ ସାଧୁଵାଦ ଆପଣଙ୍କୁ ମହାଶୟ,,
@questioning1122
@questioning1122 2 жыл бұрын
ମୁଁ ଓଡିଶାରେ ଜନ୍ମ ହେଇଥିବାରୁ ମୁଁ ଗର୍ବିତ. କବି ସଚ୍ଚିତାନନ୍ଦ ରାଉତରାୟ ଙ୍କ ଏହି କବିତା ଯେତେବେଳେ ଶୁଣିବେ ସେତେବେଳେ ଭଲ ଲାଗିବ old is gold
@vishalbehera2835
@vishalbehera2835 11 күн бұрын
ଏହିଗୀତ ଶୁଣି ସ୍କୁଲକଥାର ମନେ ପକେଇଦେଲ 2005 ରେ ପଞ୍ଚମ କ୍ଲାସରେ ପଢ଼ୁଥିଲି.. ଆପଣଙ୍କୁ ବୋହୁତ ବହୁତ ଧନ୍ୟବାଦ 🙏🙏❤
@Jagannathsai
@Jagannathsai 4 күн бұрын
Mu bi padhuthili puni return karanta ni a jibana bahut kasta laguchi ❤❤❤
@subratjena9884
@subratjena9884 7 ай бұрын
ଏ ଗୀତ ଶୁଣିଲା ପରେ ଆଖିରେ ଲୁହ ଆସିଯାଇଛି ବହୁତ୍ ସୁନ୍ଦର ଆମ ଗାଁ ର ପରିବେଶ ସେଇ ପିଲା ଦିନ ର ସବୁ ସ୍ମୃତି ଯେପରି ଆଉ ଥରେ ଫେରି ଆସନ୍ତା କି 😢ଯେତେ ତୁମେ ସହର ରେ ରୁହ ନ କାହିଁକି କିନ୍ତୁ ସେ ଗାଁ ର କୌଣସି ବି ମଜା ସେ ସହର ରେ ମିଳିବ ନାଇ 😊love you village lifestyle ❤
@sanjeeboram6975
@sanjeeboram6975 4 жыл бұрын
ଅତି ସୁନ୍ଦର ଗୀତ । ଯେତେ ଶୁଣିଲେ ମନ ଭରେ ନାହିଁ । 🙏🙏🙏
@srinibashchayani8970
@srinibashchayani8970 4 жыл бұрын
ଏହି ଗୀତ ଟି ଦେଖିଲେ ଛୋଟ ବେଳର ସବୁ ସ୍ମୃତି ଆଖି ଆଗଗୁ ଚାଲି ଆସେ 😣। ମୋ ଗାଁ ମୋ ପାଇଁ ଦ୍ୱିତୀୟ ମାଆ । ❤️
@sasmitaacharya621
@sasmitaacharya621 10 ай бұрын
Ei Gita pori au kou bi Gita habani jete puruna hele bi sete vala galuchi . Au puruna dino ra sabu katha manepokai dauchi ei Gita . always evergreen ❤
@pradeepnayak5387
@pradeepnayak5387 8 ай бұрын
୨୦୨୪ ର ପ୍ରଥମ ସଙ୍ଗୀତ ରୁ ବର୍ଷ ଆରମ୍ଭ ମୋର 😊❤
@ghanashyamgoud1290
@ghanashyamgoud1290 3 жыл бұрын
Love u sachi sir ଆପଣଙ୍କ ଏହି ଗିତ ଟି ଆପଣଙ୍କୁ ଚିର ଦିନ ପାଇଁ ଅମର କରି ଦେଇଛି.. ଧନ୍ୟବାଦ ସାର....
@sammankumarsahu835
@sammankumarsahu835 3 жыл бұрын
I am a soldier and i listen this song after every hard workout.Through this song I memorise my childhood. I love this song very much.💞
@amiyadas7906
@amiyadas7906 3 жыл бұрын
We are proud of you see soldier
@debasmitapanda1590
@debasmitapanda1590 3 жыл бұрын
A hearty admiration to you sir 🙏🙏♥️❤️
@debasmitapanda1590
@debasmitapanda1590 3 жыл бұрын
A billion of smiles, respect,love salutes and admiration for every Indian shoulders from Bharat 🙏🙏❤️❤️👍👍👍
@BibeksVoice
@BibeksVoice 3 жыл бұрын
JaI Hind
@pradeepjena1414
@pradeepjena1414 3 жыл бұрын
Jay hind sir
@sahityasrujanika
@sahityasrujanika Жыл бұрын
2023 ରେ ବି ଏ ଗୀତ ଶୁଣିକିି ଆଖିରେ ଲୁହ ଆସିଯାଉଛି ❤
@lalatenduparida7289
@lalatenduparida7289 2 жыл бұрын
Guys cheers 👍 Goan Masani , gaon Pokhari, gaon Khela padia, gaon Bhagwat tungi, gaon Amba totta, gaon Raja festival, etc.... Goosebumps
@chittaranjanmohapatra2
@chittaranjanmohapatra2 4 жыл бұрын
ଗାଁ ସହ ସହର କେବେ ବି ସମାନ ହୋଇ ପାରିବନି, ମୁଁ ମୋ ଗାଁ କୁ ବହୁତ୍ ଭଲ ପାଏ ,ମୋ ଗାଁ ଛଣଗିରୀ
@sanjaypatra9633
@sanjaypatra9633 3 жыл бұрын
Heart touching.
@templeseries3203
@templeseries3203 2 жыл бұрын
Thanks bro
@manojmanoj9952
@manojmanoj9952 2 жыл бұрын
ମୁଁ ବି
@rajkishordas9704
@rajkishordas9704 5 жыл бұрын
😭😭😭😭😭ମତେ ଗାଁ ଗହଳିରେ ରହିବା ପାଇଁ ଭଲ ଲାଗେ,, ମୁଁ ଗାଁ କୁ ବହୁତ ଭଲ ପାଏ ଏବଂ ମୁଁ ଏବେ ସହର ରେ ରହିଲେ ମଧ୍ୟ ଥରେ ଥରେ ନିଜ ଘର ଗାଁ କୁ ବୁଲିବା ପାଇଁ ଯାଏ 😭😭😭😭
@pikubehera2717
@pikubehera2717 4 жыл бұрын
Bangla comedy bhai
@bichitrapalai9814
@bichitrapalai9814 4 жыл бұрын
Thanks
@sairajtudu2100
@sairajtudu2100 4 жыл бұрын
@@pikubehera2717 puja
@sairajtudu2100
@sairajtudu2100 4 жыл бұрын
Puja
@aniljena4479
@aniljena4479 4 жыл бұрын
😭😭😭😭
@kishorebehera5495
@kishorebehera5495 6 ай бұрын
ମନକୁ ଛୁଇଁଲା ଭଳି ଗୀତ ଓ ପିଲା ଦିନର ବହୁତ ସ୍ମୃତି ଲୁଚି ରହିଥିବା ଅତି ସୁନ୍ଦର ଗୀତଟିଏ 🎉😢
@biwanathamhapatrae6425
@biwanathamhapatrae6425 Жыл бұрын
ସତରେ ଭାଇ ପୁରପଲ୍ଲୀରେ ଅତି ନିଖୁଣଭାବରେ ପ୍ରତି ସଂଳାପ ଗୁଡ଼ିକ ଅଭିନୟ ମାଧ୍ୟମରେ ପ୍ରତୀ ଫଳିତ କରି ଏହି ଗୀତ ମାଧ୍ୟମରେ ମୁଁ ମୋର ପିଲାଦିନ ସାଙ୍ଗ ମେଳରେ ବିତିଯାଇଥିବା ମୃହୃତ ଗୁଡ଼ିକ ମନେ ପକାଇ ଆଖିର ଲୁହ ଆସିଗଲା
@priyabratdebasis2093
@priyabratdebasis2093 3 жыл бұрын
This is not just a song. It's raw emotion. I hope the younger generation do realise what the lyrics actually mean
@sunilkumarrout1788
@sunilkumarrout1788 Жыл бұрын
Bro todays generations will never understand... Only 90 kids can feel the emotion
@priyabratdebasis2093
@priyabratdebasis2093 Жыл бұрын
@@sunilkumarrout1788 maybe if we promote the old classics and let them know about the artistic values of entertainment, maybe some younger generation will appreciate the old
@beautyofnature8512
@beautyofnature8512 11 ай бұрын
Absolutely right ❤❤❤
@beautyofnature8512
@beautyofnature8512 11 ай бұрын
​@@sunilkumarrout1788I'm 90s kid ❤
@beautyofnature8512
@beautyofnature8512 11 ай бұрын
​@@priyabratdebasis2093no one can understand. Have you seen now a days people feel shame to speak in odia. I really feel very pain when I see two girls or two odia friends when conversation in hindi with each other in Odisha only. Some people can't even speak hindi properly still they are eager to speak in hindi. Really shame on us. 😢
@byasadevofficial3724
@byasadevofficial3724 4 жыл бұрын
E geet sunle dihin sitei jauchhe 😍😍😭😭😭🙏🙏
@kaibalyabehuria3115
@kaibalyabehuria3115 3 жыл бұрын
🎉🎉
@manasranjanrout8634
@manasranjanrout8634 3 жыл бұрын
Sata katha bhaee. Bahut miss karuchi. Mo gaon ku
@chandrakantamalik6055
@chandrakantamalik6055 3 жыл бұрын
@chandansekhardeo6142
@chandansekhardeo6142 3 жыл бұрын
Kichi murkha Lok......Paisa auu sukh lagi e mati MAA ke chhadikari Sahar ke jauchan auu nihela rog bemar anuchan...
@niharranjanapatrapapi2172
@niharranjanapatrapapi2172 3 жыл бұрын
@@manasranjanrout8634 🙏 love
@mkjitendra4784
@mkjitendra4784 2 жыл бұрын
ଆରମ୍ଭର music tone ଟି, ବହୁତ ବଢିଆ ଲାଗେ ଶୁଣିବାକୁ କେତେ ସୁନ୍ଦର୍ ବଂଶୀ ସ୍ୱର h
@manojpatra1888
@manojpatra1888 Жыл бұрын
ଅମର ସୃଷ୍ଟି,କବିବର ଙ୍କ ଏହି ଗୀତ ଯେବେ ବି ଶୁଣେ ସେ ପିଲା ଦିନକୁ ଆପେ ଆପେ ଚାଲିଯାଏ, କେତେ ସୁନ୍ଦର ଥିଲା ସତରେ ସେ ପିଲା ଦିନ,ନା ଦାୟିତ୍ଵ ଥିଲା ନା ଟେନସନ କେବଳ ଥିଲା ମଜା ମଜଲିସ, ଓଃ କି ମସ୍ତି, ଶତକୋଟି ପ୍ରଣାମ ହେ କବିବର
@papu230
@papu230 5 жыл бұрын
ସତରେ ଗୀତ ଟି ବହୁତ ସୁନ୍ଦର ଲାଗୁଛି👌 ମୋ ଗାଁ ମୋ ପାଇଁ ସୂର୍ଗ❤️ ଏଇଠି ମୋ ପିଲା ଦିନ🤾 କଟିଛି ଛୋଟ ବେଳେ ସାଙ୍ଗ ମାନଙ୍କ👫 ସହ ଖେଳ, ଦୁଷ୍ଟାମି, କରିଛି ମୋ ଗାଁ ରେ ମହାନଦୀ ରେ ଛୋଟ ବେଳେ କଟି ଥିବା ଏବେ ବି ମନ ଅଛି ଜାଣେନା ସେ ଦିନ ଆଉ ଫେରିବ ନାହିଁ😢
@premalasahu4101
@premalasahu4101 4 жыл бұрын
Good writer
@maheswarjena7177
@maheswarjena7177 4 жыл бұрын
Right
@Siddhantavlogsodia
@Siddhantavlogsodia 4 жыл бұрын
Very good
@sunilnath3572
@sunilnath3572 4 жыл бұрын
Kau gaon tumara Bhai, kau district re reply diantu
@prabhatmuna5010
@prabhatmuna5010 4 жыл бұрын
Netaji Group Omnatha Rout
@balimandal4434
@balimandal4434 5 жыл бұрын
ଯେଉ ଭାଈ ଭିଡିଓଟି କରିଛନ୍ଦି ଭଗବାନଙ୍କ ଆଶିବାଦ୍ କରନ୍ତୁ ସତରେ ଭାଇ ବହୁତ ବହୁତ ଧନ୍ୟବାଦ ମୋ ହୃଦୟ ସହିତଆପଣକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଏହି ,ଭିଡିଓଟି ମୋ ହୃଦୟରେ ଛୁଇଁ ଗଲା ଏମିତି ନୂଆ ନୂଆ ଭିଡିଓ କରି ଚାଲନ୍ତୁ ଆଉ ଏମିତି ଖୁସି ଆଣି ସମସ୍ତ ମନରେ ଖୁସି ଭରି ଦିଅ......
@himanshumuduli
@himanshumuduli 3 жыл бұрын
Thank you
@jitendraparida3114
@jitendraparida3114 4 ай бұрын
ହୃୟସ୍ପର୍ଶୀ ଗୀତ ଟି କହୁଛି ମୋ ଗାଁ କେତେ ସୁନ୍ଦର୍ ହୃଦୟ ରେ ଛବି ହୋଇ ରହିଥିବା ସେହି ଦିନ ର ସ୍ମୃତି ଆଜି ମନେ ପଡ଼ିଲେ ଆଖିରୁ ଲୁହ ଝରି ପଡ଼ୁଚି ଓହୋ
@pintuvillagetour
@pintuvillagetour Жыл бұрын
କାଳଜୟୀ ଗୀତ ❤❤❤❤❤ ଏ ଗୀତ ଶୁଣିଲେ ହୃଦୟ ଅପୂର୍ବ ଆନନ୍ଦରେ ଭରିଯିବା ସହିତ ଆଖି ଆଗରେ ଗାଁ ର ଛବି ନାଚି ଯାଏ 😢😢 ଲେଖକଙ୍କୁ ମୋର ଶତ ଶତ ପ୍ରଣାମ 🙏🙏🙏🙏🙏
@user-lc3te3mo1p
@user-lc3te3mo1p 5 жыл бұрын
Staying in USA but still always missing my Odisha... missing my childhood....
@surendrapadhi4870
@surendrapadhi4870 4 жыл бұрын
Kemiti achhanti ebe
@sushantchhatar9598
@sushantchhatar9598 4 жыл бұрын
Thanks
@sushantchhatar9598
@sushantchhatar9598 4 жыл бұрын
Miss my childhood
@odiakatha3681
@odiakatha3681 4 жыл бұрын
Then why u not left US.
@prakruti7561
@prakruti7561 4 жыл бұрын
Sweeper in usa.
@anilrana-ce6vl
@anilrana-ce6vl 4 жыл бұрын
ଏ ଗୀତ ଶୁଣି ଗାଁ କଥା ବହୁତ ମନେ ପଡୁଛି l ଭାବି କି କାନ୍ଦ ଲାଗୁଛି l 😭😭😭
@sanjaychandan1325
@sanjaychandan1325 4 жыл бұрын
Sata katha
@SantoshKumar-hl4ce
@SantoshKumar-hl4ce 4 жыл бұрын
So nice
@dipakdasdas7603
@dipakdasdas7603 4 жыл бұрын
Sata Katha bhai
@munimunirom886
@munimunirom886 4 жыл бұрын
Writers ku manibaku padiba
@Siddhantavlogsodia
@Siddhantavlogsodia 4 жыл бұрын
Thanks
@crazyboy-k1234
@crazyboy-k1234 5 ай бұрын
ଏ ଗୀତ ଶୁଣିକି ଆଖିରୁ ଲୁହ ବାହାରି ଆସିଲା କେତେ ମଜା ଥିଲା ପିଲାଭବେଳ
@lipupradhan4314
@lipupradhan4314 Ай бұрын
ଏ ଗୀତ ଶୁଣିଲେ, ପିଲା ଦିନର ସେ ପ୍ରତ୍ୟେକ ମୁହୂର୍ତ୍ତ ଆଖି ଆଗେ ଯେମିତି ନାଚି ଉଠେ
@pitambersethi8012
@pitambersethi8012 5 жыл бұрын
1997,1998 mashire DD-6 ODIYA re pratidina sandhya 6.00 re prasarita hauthila,aaji dekhi aakhiru luha bahuchi.
@samikshyapanda2879
@samikshyapanda2879 3 жыл бұрын
Never been to my village... but this poem has such powerful words that waves of emotions n belongingmess arose from my heart and flow out through my eyes... My son has this poem in his syllabus...I made him listen to this video Hey Jagannath bless my son with love for his motherland Odisha....May he be proud of the rich cultural heritage n make Odisha proud of him... Jay Jagannath 🙏🙏🙏
@Senapati_Ankit
@Senapati_Ankit 2 жыл бұрын
Didi appna ebe kouthi?
@alivadas2690
@alivadas2690 2 жыл бұрын
Ki am mo oooop lol Ken mo on up look like l lol on y hi Jon
@lipsamohapatra9716
@lipsamohapatra9716 Жыл бұрын
Such beautiful thoughts.... I wish the same for my son too 🙏🏼 Jai Jagannath
@vikramkumar...2265
@vikramkumar...2265 Жыл бұрын
Odiya re lekhi thile ati sundar lagi pari thanta....aame odiya amaa basha bahoot mithaaaa
@aswinikumardash2237
@aswinikumardash2237 7 ай бұрын
ପ୍ରଣାମ ସଚି ରାଉତ ରାୟ ଙ୍କୁ ଗ୍ରାମ୍ୟଲୋକଙ୍କ ଜୀବନର ଏକ ନିଛକ ଦୃଶ୍ୟ
@jashminjhunu9344
@jashminjhunu9344 Жыл бұрын
When I hear this song automatically I crying..I can't control my tears.. actually childhood Life is our actual life.. No angry,no tention only true love.. Really I Miss my childhood
@johnmilton7732
@johnmilton7732 4 жыл бұрын
Staying in dubai still I miss my village. I was not good in study only playing with friends. Later on I studied well and did job and well settled in out of country. Still I feel m nothing without my own place my own village. But I go to village every year. And that's my golden time. Miss you all my village friends classmates mousa mausi everybody. Love you all my odia friends
@selfstudy4154
@selfstudy4154 3 жыл бұрын
I am now Dubai..from balesore and u?
@satyanayak8818
@satyanayak8818 3 жыл бұрын
Same like me also brother
@KOSHLI_RAJA
@KOSHLI_RAJA 3 жыл бұрын
I'm also now at dubai realy it's a very hert touching song love you too all odias friend
@jayasengouda1463
@jayasengouda1463 5 жыл бұрын
Akhire luha asigala Gita ta Suniki Satare full heart touching song
@soumyapradhan9374
@soumyapradhan9374 5 жыл бұрын
Kichi kahiba pain sabda nahi aaji mu mo gaaon ku bahut mane pakouchi sehi chota bela lucha kali kua badi natu aau dhana kata chuti... bele nadi patha... bahut mane paduchi.. aaji mu desa bahare rahuchi kintu mo alhiru luha jharijauchi jetebele eehi gita ti sunuchi... jay maa charchika Vande utkala janani
@ckpatt9886
@ckpatt9886 4 жыл бұрын
@@soumyapradhan9374 😭😭😭
@sairajtudu2100
@sairajtudu2100 4 жыл бұрын
@@soumyapradhan9374 zz
@debasishpatra2993
@debasishpatra2993 4 жыл бұрын
Exactly😌😌😭
@kailashnayak6332
@kailashnayak6332 4 жыл бұрын
@@ckpatt9886 ଓଡ଼ିଆ ଭଜନ
@Ajaykumarpradhan827
@Ajaykumarpradhan827 10 ай бұрын
ମଣିଷ ସହର ରେ ଜେତେ ଧନଦଉଲତ କମଉନା କାହିଁକି ହେଲେ ଅସଲି ସୁଖ ତ ଗାଁ ମାଟିରେ ଥାଏ ❤❤❤🥰🥰/ଛୋଟ ମୋର ଗାଁଟି❤
@BiswajitPradhan55
@BiswajitPradhan55 Жыл бұрын
ବହୁତ୍ ଦିନ ପରେ ଏ ଗୀତ ଶୁଣି ଆଖିରେ ଲୁହ ଆସିଗଲା। ହୃଦୟ କୁ ଛୁଇଁବା ଭଳି ଗୀତ। ❤️❤️❤️❤️❤️
@devdas6696
@devdas6696 5 жыл бұрын
ପିଲା ଦିନ ବହୁତ୍ ମୋନେ ପଡୁଚୀ😭😭😭
@odiaadhyatmikall7280
@odiaadhyatmikall7280 3 жыл бұрын
Hn bhai
@sumtipatra4505
@sumtipatra4505 2 жыл бұрын
You are right 👍
@priteeranjanpadhihari1764
@priteeranjanpadhihari1764 4 жыл бұрын
This is not just a song for me...this is an emotion, having memories of my childhood and the time when I have everything...I used to listen the song with my grandfather...and now I misses him...he passed away in February 10 this year😢... missing him badly😣😣😣
@foodtuber1191
@foodtuber1191 4 жыл бұрын
Bhai sabu kichi thik achi hele comment odia re karithile heinathanta hele nai ame ta educated ame English re comment dabu naa hele tama mananka tharu bada murkha aau kehi nahi
@siddharthanayak3460
@siddharthanayak3460 4 жыл бұрын
ଇଂଲିଶ କହିଲେ କେହି ଇଂରେଜ ଯେଇଯାନ୍ତିନି, ଓଡ଼ିଆ ସବୁବେଳେ odia, ଇଂଲିଶ କହିବାରେ କିଛି ପ୍ରୋବ୍ଲେମ nanhi
@satyabhamadeep2575
@satyabhamadeep2575 3 жыл бұрын
Really mo pain b
@suryakantathapa6751
@suryakantathapa6751 3 жыл бұрын
More than a song
@dibyalochanbagh9531
@dibyalochanbagh9531 3 жыл бұрын
We also rember our schhl time
@papunchakrabarty9087
@papunchakrabarty9087 Жыл бұрын
ଗାଁ ର ପାଣି ପବନ, ସେଇ ନଇ ନାଳ, ଗଛଲତା, ସବୁ କୁ ଆଉ ପାଇବା ନାହିଁ, କାରଣ ଆମେ ସହର ର ପାଶ୍ଚାତ୍ୟ ସଭ୍ୟତା ରେ ପଶି ଗଲୁଣି. ଏବେ ବି କାନ୍ଦ ଲାଗେ ଗାଁ କୁ ଗଲେ.. ଫେରି ଆସନ୍ତା କି ସେଇ ପିଲା ଦିନ,ଆଉ ମୋ ବାପା ଆଉ ମୋ ମା ବି... ଜୀବନଟା e ସବୁ ବିନା ଅନ୍ଧାରି ଘର.... ପ୍ରଭୁ ଜଗନ୍ନାଥ ସାହା 🙏
@satyachandanbiswal1984
@satyachandanbiswal1984 2 жыл бұрын
ଏ ଗୀତ ଯେତେବେଳେ ଶୁଣେ ନକାନ୍ଦି ରହି ପାରେନି। ଏଗୀତ ସିଦ୍ଧା ଆତ୍ମାକୁ ଛୁଇଁଯାଏ। ଅବର୍ଣ୍ଣନୀୟ ,ଅତୁଳନୀୟ ବହୁତ ସୁନ୍ଦର
@Bandeutkaljanani
@Bandeutkaljanani 2 жыл бұрын
kzfaq.infofauhHN_5zkU?feature=share🙏💐♥️
@subratgaria1295
@subratgaria1295 3 жыл бұрын
I'm Always Missing My Child 🚸 Life & Old Culture Village 😭😭😭 My Comments 3rd Again 🙏🙏🙏 Love From Odisha Sonepur Govindapur ❤️❤️🌹
@diptipradhan2758
@diptipradhan2758 3 жыл бұрын
Akhire luha aasigala. Mana ta dukhi heigala. Bhagwan samasta nku bhalare rakhantu😭❤️❤️
@bibhuprasadsahu5205
@bibhuprasadsahu5205 11 ай бұрын
ଗାଁ ରେ ଯେଉଁ ସ୍ନେହ, ପ୍ରେମ, ଭଲପାଇବା ଏବଂ ଭାଇଚାରା ମିଳୁଛି ତାହା ସହର ରେ ବିରଳ........
@chesrajsitaram2226
@chesrajsitaram2226 2 жыл бұрын
ଏଇ ଗୀତ ଶୁଣିବା ମାତ୍ରେ ମୋର ସବୁ ଛୋଟ ଦିନ ର ସବୁ ସ୍ମୃତି ମନେ ପଡି ଯାଏ. ମୋର ଯେତେବେଳେ ବି ଯେତେ ଟେନସନ ଥିଲେ ଏଇ ଗୀତ ଶୁଣିବା ମାତ୍ରେ ସବୁ ଟେନସନ ଉଭୟେ ଯାଏ.
@Inventor-ty5wz
@Inventor-ty5wz 5 жыл бұрын
my heart is my odisha,i salute to sachidanand routray,and singer subhash das,
@satyabhamadeep2575
@satyabhamadeep2575 3 жыл бұрын
Mor bht pasand song ta
@afshin12355
@afshin12355 3 жыл бұрын
Mor bhi bahut pasand song
@Cse099
@Cse099 Жыл бұрын
Sir Ashrumochana is the representative
@user-wk4zz6oc1z
@user-wk4zz6oc1z 4 жыл бұрын
Sachidanand Rautray,sir ko mera naman. Unki aatma hamesa amar rahega humlogon ki dilon main.
@Mitalijena8328
@Mitalijena8328 Жыл бұрын
Ae byasta bahula jibana re tike samaya paile. Ae song suniba pare mu puni pheri jae mo pila dina ku😢 au mo gaon re bitae thiba prati muhurta ku😊satare se samaya bahut mulyaban ama pain au ama gaon b😢satare sachi sir apana nka ae gita ra pratyak line hrudya sparsi❤❤❤❤❤❤❤❤❤❤❤❤
@royalRoyalKing
@royalRoyalKing Жыл бұрын
E Gita suniki mote mora old memories....sabu Mane paduchi.... school time re ame Mane sabu e Gita re...patha padhu thilu hele aine sabu smruti heiki Rahi jaichi....😭😭😔🥺😔 ..I love my old memories. 😫😖😔🥺🥺😔😊😭😭
@shrutishreedas9700
@shrutishreedas9700 3 жыл бұрын
Remembering the time when I used to listen it,broadcasted on doordarshan. This song is more lively and a thousand times worth listening than current day nonsense bully*wood and ollywood songs. Such beautifully sung ❤️
@Sjuarmy1990officials
@Sjuarmy1990officials 2 жыл бұрын
As a soldier,, far from my village always, when ever I missed my village, I listen this song,, thanks for the song...
@TapanDas-ip4gz
@TapanDas-ip4gz Ай бұрын
Satare bahut niaara thila se pila Dina . Mu janichi au se pila Dina kebe feribani Haji jaithiba Dina biti jai thiba kichi muhurt kebe feribani. Super video super sachitananda
@brajamohansha3641
@brajamohansha3641 10 ай бұрын
ଅଭୁଲା ସ୍ମୃତି । ଅତୁଳନୀୟ ସେଇ ପିଲା ବେଳ ର ଭାବ 👌👌👌
@lbsnaa2533
@lbsnaa2533 5 жыл бұрын
I love my odisha.... proud of their culture, traditions.. Nd proud to be odia..💖🌟❤️❤️💞😊😊
@sarbeswarmalla469
@sarbeswarmalla469 2 жыл бұрын
I am a sales person . After every hard work , I listen this song & feel the sanctity of my village . This is not a song only , rather it is a spontaneous over flow of powerful feelings .
@sibanandasahoo2638
@sibanandasahoo2638 Жыл бұрын
A great clear voice of subas dad,great music,great liric, I love to
@mr.a9116
@mr.a9116 Жыл бұрын
Bhai I was also a sales person bhai the hard work a sales person do as mentally and physically noone will understand that pain
@jhansimallick1435
@jhansimallick1435 7 ай бұрын
ଚିର ସବୁଜ ଏ ଗୀତ, ଯେତେ ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଛା ହୁଏ, ଚିର ନମସ୍ୟ ସଚି ରାଉତରାୟ ଓ ସୁବାଷ ଦାସ
@puspanjalimajhi568
@puspanjalimajhi568 2 жыл бұрын
ମନେ ପଡେ ସେହି ପିଲା ଦିନର ସମୟ ଗାଆଁ ପରିବେଶ ଏବଂ ଗାଆଁ ସାଙ୍ଗ ସାଥି । ଜୀବନ ର ସବୁଠୁ ଭଲ ସମୟ ମଧ୍ୟରେ ଏହି ପିଲା ଦିନର ସମୟ ସବୁଠାରୁ ଭଲ ସମୟ । ଇଛା ହୁଏ କି ପୁଣି ଥରେ ସେହି ଅତୀତ କୁ ଫେରି ଯିବା ପାଇଁ । ବହୁତ ମନେ ପଡେ ସେହି ପିଲା ଦିନର କଥା 🥰
@kanhaapugroups7091
@kanhaapugroups7091 4 жыл бұрын
Mu odia..... Mo vasa odia.... MO gaon odia... MO rajya Odisha.... 💖💖💖💖Odisha 💕💕💕💕
@tusharpradhan204
@tusharpradhan204 3 жыл бұрын
I hear it again and again..I Miss my Village very much...
@nbagameryt1635
@nbagameryt1635 3 жыл бұрын
Hy bro can I give you a lier report
@ommrout924
@ommrout924 3 жыл бұрын
@@nbagameryt1635 1qqqqqqqqqqqqqqqqqqqqqqqqqqqq
@trendingodisha6361
@trendingodisha6361 2 жыл бұрын
@@nbagameryt1635 bi up CTC ffttggyyuooool
@trendingodisha6361
@trendingodisha6361 2 жыл бұрын
@@nbagameryt1635 jjio
@manojsethy4151
@manojsethy4151 Жыл бұрын
Mati re sei saraga mora seithi achi mo sathi ghara.. jaliba puni seithi sese mohari chita niana tii.. ea Gita sunila bele kichi samaya lagi Dunia ra sabu dukhi bhuli jae❤❤😊😊😊
@rajputvloggingworld9634
@rajputvloggingworld9634 11 ай бұрын
ଏହା ଏକ ସଙ୍ଗୀତ ନୁହେଁ ଏହା ସତରେ ହୃୟସ୍ପର୍ଶୀ ସତରେ ଏ ଗୀତ ଟିକୁ ଶୁଣିଲା ମାତ୍ରେ ଦେହ ରୁମ ଟାଙ୍କୁରି ଯାଉଛି ସତରେ ଚିର ନମସ୍ୟ
@sritamdharua7923
@sritamdharua7923 5 жыл бұрын
After watching this video I can't hold to my tears of the eyes
@missontoride3152
@missontoride3152 4 жыл бұрын
Yes Bro this songs heart touching
@sarojkumarsahu5378
@sarojkumarsahu5378 4 жыл бұрын
Really very heart touching song
@pritiswain3718
@pritiswain3718 5 жыл бұрын
Esabu khali gote Gita nuha jibanara gote gote anga. Esabu Gita bina piladinara memory sabu adha hei rahiba
@daminimahanand9872
@daminimahanand9872 5 жыл бұрын
Ur right yar
@jagabandhusahoo1250
@jagabandhusahoo1250 5 жыл бұрын
Hmmmm satare life re kebe bhulihabani jete bhabile milibani
@ranipradhan7234
@ranipradhan7234 5 жыл бұрын
right kahicha
@jagabandhusahoo1250
@jagabandhusahoo1250 5 жыл бұрын
@@ranipradhan7234 it's my pleasure
@mahaveercreation8587
@mahaveercreation8587 5 жыл бұрын
Right yaar
@s.rmusic8709
@s.rmusic8709 Жыл бұрын
ସତରେ ଗାଁ ର ବାସ୍ନା କିଛି ଅଲଗା. ଏ ଗୀତ ଶୁଣିଲା ପରେ ବହୁତ ଇଛା ହଉଛି. ଆଉ ଥରେ ଛୋଟ ପିଲାଟେ ହେଇଯିବା ପାଇଁ
@FNMMusic
@FNMMusic Жыл бұрын
ଏ ଗୀତ ଶୁଣିଲେ ମୁଁ ଭାବ ବିହ୍ୟୁଳ ହେଇଯାଏ । ନିଜ ମାତୃଭୂମି ଠାରୁ ଅନ୍ୟ କୌଣସି ସ୍ଥାନ କେବେହେଲେ ବଡ଼ ହେଇପାରିବ ନାହିଁ ।🙏
@dakshasahu8630
@dakshasahu8630 5 жыл бұрын
ସତରେ ଗୀତ ଟି କେବଳ ଗାଁ କୁ ମନେ ପକାଇ ଦେଉନି ମୋର ପିଲାଦିନ ଯେଉଁଦିନ ମୁଁ ଗାଁରେ ବିତାଇ ଥିଲି ତାହା ମନେ ପକାଇ ଦେଉଛି l
@kumarbasantadas2196
@kumarbasantadas2196 5 жыл бұрын
Satare sar
@nilunilu2481
@nilunilu2481 5 жыл бұрын
Satare eita gitanuhe haji jaithiba smruti .aku suniba pare mane heuchhi sei piladina pheri asanta ki.
@SaralaMusicOdia
@SaralaMusicOdia 5 жыл бұрын
Very nice song
@tapankumarparida1502
@tapankumarparida1502 5 жыл бұрын
kzfaq.info/get/bejne/ab5ins52ttPNoIU.html
@mitunpatra5340
@mitunpatra5340 5 жыл бұрын
Very beautiful songs
@subratgaria1295
@subratgaria1295 4 жыл бұрын
Always Super Song❤️❤️🌹 Ebe gaan aau gaan bhali nahin 😭😭 Miss You Child🚸 Life & Old Culture Village Love 💕 From Odisha Sonepur Govindapur ❤️❤️🌹
@ashokpanda2527
@ashokpanda2527 18 күн бұрын
Ati sunder. Very nice recitation. Remembering school days. Studied in school long long back. Beautifully nature , picturisation .Very nice. Thanks for its you tube sharing.
@pradipkumarswain6590
@pradipkumarswain6590 4 ай бұрын
ସେ ପିଲାଦିନ ଆଉ ସେ ସମୟ ସେ ସାଙ୍ଗସାଥୀ ଏବଂ ମୋର ସେଇ ପ୍ରିୟ ଗାଆଁ, ❤
@awesome5634
@awesome5634 5 жыл бұрын
Jou mane like karuna aei song ku.... Tame kana janiba gaon ra maja kana...... Love this song😍😍😍😍😍
@ckpatt9886
@ckpatt9886 4 жыл бұрын
Bhai dukha ra katha au se maja nai gan tara saundarya au mahatwa hareibasichi😭😭
@Positive_Videos_calm
@Positive_Videos_calm 3 жыл бұрын
All time famous song. A song that always reminds me my childhood 😭😭😭😭😭😭😭😭😭😭😭😭😭😭lots of thanks to great writer Sachidanand Rautraya🙏🙏🙏🙏
@bijaykumar3140
@bijaykumar3140 4 ай бұрын
ଆଜିକାଲି ଗାଁ ରେ ସେ ବାସ୍ନା ନାହିଁ, ଏ ଗୀତ ଶୁଣିଲେ ମୋ ପିଲାଦିନ କଥା ମନେପଡେ, ସତରେ ସେଦିନର ସେ ପିଲାଦିନ ଫେରିଆସନ୍ତା କି .......😢😢😢😢❤
@rajatakumardashbrekingnews9311
@rajatakumardashbrekingnews9311 Жыл бұрын
ସତରେ ଇଏ କଣ ଜୀବନର ଏକ ବିତିଜାଇଥିବା ସୃତି ଜାହାକୁ କେବଳ ଭାବିଲେ ଦୁଃଖ ଲାଗେ
@sanjibkumarpanda9990
@sanjibkumarpanda9990 4 жыл бұрын
Really after watching this video my tears is no more control, I m belongs fm a tribal area the dist of mayurbhanj. My village is a super top village fm others.anyway thanks to all the crew members for making this novel work, my best wishes to all. Stay safe Jay jagannath
@odgemingyt8654
@odgemingyt8654 3 жыл бұрын
? mallee
@sarojkumarsahu5378
@sarojkumarsahu5378 3 жыл бұрын
Right sir
@bharatroul3282
@bharatroul3282 3 жыл бұрын
For all their village a precious place... anyway missing my village so muchhhhh
@ansumanbadajena3471
@ansumanbadajena3471 3 жыл бұрын
How someone dislike the video!!such a beautiful and ❤️ touching song
@afshin12355
@afshin12355 3 жыл бұрын
Right
@samirpradhan5698
@samirpradhan5698 3 жыл бұрын
Actually those who were dislike this video, they are not real odiya and they were unknown to beauty of village life
@sunilkumarnayak3314
@sunilkumarnayak3314 Жыл бұрын
ସଚ୍ଚିଦାନନ୍ଦ ରଚନା ଆଉ ସୁଭାଷ ଙ୍କ କଣ୍ଠ ସତରେ ଭଗବାନ ଙ୍କ ଆଖିରେ ବି ଲୁହ ଆଣିଦେବ ଏ ଗୀତ
@biswajitswain6354
@biswajitswain6354 Жыл бұрын
ଏ ଗୀତ ଶୁଣୀ ଲେ ମୋର ପିଲା ଦୀନ ର କଥା ମନେ ପଡେ ସତରେ ପିଲା ଦିନ ଫୁଣୀ ଥରେ ଫେରୀ ଆସତନୀ ବହୁତ୍ ସୁନ୍ଦର ପିଲା ଦୀନ ର ସମୟ 😭😭😭😭😭😭😭🙏🙏🙏🙏🙏
what will you choose? #tiktok
00:14
Анастасия Тарасова
Рет қаралды 7 МЛН
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 9 МЛН
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 11 МЛН