Deputy Chief Minister's Comments are Shameful: Congress || ONA KHABAR ||

  Рет қаралды 4,806

ONA Khabar

ONA Khabar

19 күн бұрын

#BJP #CONGRESS #bjpodisha #bjd4odisha #ODISHA #CM #CMO #ODISHA #onakhabar
Deputy Chief Minister's Comments are Shameful: Congress
About Channel:
Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
ଚ୍ୟାନେଲ୍ ବିଷୟରେ....
ଓଏନ୍‌ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍‌ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍‌, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
Odisha News Agency is a digital media house, streaming and broadcasting from Bhubaneswar, Odisha.
For the latest Odisha News:
Visit our Website: onakhabar.com
Twitter: / onakhabar
Facebook: / onakhabara

Пікірлер: 12
@fatefaith5147
@fatefaith5147 17 күн бұрын
ଅଯୋଗ୍ୟ ବ୍ୟକ୍ତି ଅଯୋଗ୍ୟ ଉକ୍ତି କରନ୍ତି। ଯେମିତି ଠାକୁର ଗଲିଗଲେ ସେମିତି BJP ଗଳି ପଡ଼ିବ
@user-fb8fb5qc2n
@user-fb8fb5qc2n 17 күн бұрын
ଯଦି ଏହା ବିଜେଡ଼ି ସରକାରରେ ଘଟି ଥାଆନ୍ତା ଏହିମାନେ ଓଡ଼ିଶାରେ ହାହୋଲା କରନ୍ତେ ନି। ଯେଁଉ ମାନେ ଦାୟିତ୍ଵ ହିନ ମନ୍ତବ୍ୟ ଦେଇଛନ୍ତି ସେମାନେ ମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି।ପ୍ରକୃତ ଦାୟୀ ଙ୍କୁ ଦଣ୍ଡ ଦିଆଯାଉ । ଯେଁଉ ମାନେ ଆନ୍ଦୋଳନକାରୀ ୭୦୦ଚାଷୀଙ୍କୁ ମାରିଦେଲେ ସେମାନଙ୍କ ପାଇଁ ଜଣେ ଲୋକର ମୃତ୍ୟୁ ସାମାନ୍ୟ କଥା ନୁହଁ ଆଉ କଣ?।ଧାର୍ମିକ ଅନୁଷ୍ଠାନ ମାନକରରେ ଦଳା ଚକଟା ହେବା ସାଧାରଣରେ ପରିଣତ ହେଲାଣି। ଏ ବିଷୟରେ ସରକାର ଚିନ୍ତା କରିବା କଥା।ରଥ ଯାତ୍ରାରେ ଦଳା ଚକଟା ରେ ଦର୍ଶକ ମଲେ,ଆହତ ହୋଇ ଚିକିତ୍ସିତ ହେଉଛନ୍ତି ଅଥଚ ଏହା ସାମାନ୍ୟ କଥା।ଏହାର ଉତ୍ତର ଦାୟିତ୍ଵ କେହି ନେବେ ନାହି?।ଏହା ଠାକୁରଙ୍କ ଇଚ୍ଛା କହି ସମସ୍ତେ ଖାଇଯିବେ?।ଠାକୁରଙ୍କୁ ଆୟୁଦ୍ଧ କରି କ୍ଷମତା ଦଖଲ କରିଓହୁଏ।ଲୋକଂକ ଭିତରେ ଭ୍ରମ ସୃଷ୍ଟି କରାଯାଇପାରେ।ପରଷ୍ପର ଭିତରେ ଘୃଣା ତିଆରି କରାଯାଇ ପାରେ।ହେଲେ ଠାକୁରଙ୍କ ନାମ ନେଇ ଦୋଷ ଲୁଚାଯାଇ ପାରିବ ନାହିଁ?। ପହଣ୍ଡି ବେଳେ ବଡ଼ଠାକୁର ତଳେ ପଡ଼ିଯିବା ଯଦି ତାଙ୍କର ଇଛା ତେବେ ଏହି ଯାତ୍ରା ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି?।ଏଭଳି ଶସ୍ତା ବିବୁର୍ତି ଦେବା ଉଚିତ୍ ନୁହ।ଆଜି ଯେଁଉ ମନେ ନ୍ୟାୟିକ ଯାଞ୍ଚ କଥା ଦାବି କରୁଛନ୍ତି ତାହା ସମଗ୍ର ଓଡ଼ିଶାର ସ୍ୱର ଭଳି ଲାଗୁଛି।ପଣ୍ଡିତ ପୁଅ ଦୋଷ କଲେ ଛାଡ। ଏ କଥା ଠିକ୍ ନୁହ।
@byomakeshmishra4287
@byomakeshmishra4287 17 күн бұрын
Ministers of this Govt r behaving like wordmember.
@SIBARANJANIJENA1234HHGGHHJGYO
@SIBARANJANIJENA1234HHGGHHJGYO 17 күн бұрын
Right
@santoshkumarsatapathy3528
@santoshkumarsatapathy3528 17 күн бұрын
Excellent narration.
@tripatidas9613
@tripatidas9613 17 күн бұрын
ଜାହା କରିବା ହାତ ବାଲା BjD ବାଲାତହାରିବାପରେହତାସରେ
@pramodbehera607
@pramodbehera607 17 күн бұрын
ଯିଏ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କୁ, ମୁଖ୍ୟମନ୍ତ୍ରୀ ସହିତ ତୁଳନା କରିପରୁଛନ୍ତି!ସେମାନେ ସାମାନ୍ୟ କହିବେନି, ଆଉ କଣ କହିବେ?
@SabitaBarik-wg2hk
@SabitaBarik-wg2hk 17 күн бұрын
Lazzya
@arunmishra5730
@arunmishra5730 17 күн бұрын
ପାଗଳ ପରି କଥା କୁହ ନାହି
@user-dz8mv8vs1x
@user-dz8mv8vs1x 17 күн бұрын
He Con And BJD party ra leader Abhali karjiyaku NIDA karantu Adivasi Ku gadiru hatantu
Sigma girl and soap bubbles by Secret Vlog
00:37
Secret Vlog
Рет қаралды 12 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 9 МЛН
TMC MP Abhishek Banerjee Lashes Out At Centre On Union Budget 2024-25
11:55:01
The Indian Express
Рет қаралды 139 М.
August 9-14 Nationwide Movement: AITUC  || ONA KHABAR ||
2:55
Who is Madhav Singh: Suresh Kumar Routray || ONA KHABAR ||
8:51
ONA Khabar
Рет қаралды 3,2 М.
Sigma girl and soap bubbles by Secret Vlog
00:37
Secret Vlog
Рет қаралды 12 МЛН