ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana)

  Рет қаралды 2,613,729

Siba Nana Bhajans

Siba Nana Bhajans

2 жыл бұрын

Song : Dhire Ghena Kananare ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
--------------------------------
Create Your Reels Here :- bit.ly/3HdMYrb
--------------------------------
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ !
ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା
ଅନ୍ଧର ଲଉଡ଼ି ବାବୁ(ରେ) ହୃଦ ରତ୍ନ ହାରା । କଳା ମାଣିକରେ !
ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା
ତୋତେ କି ପାସୋରି ହେବ(ରେ) ମୋର ସୁଖ ସୀମା । କଳା ମାଣିକରେ !
ଡରୁଥାଉ ଅନ୍ଧାରକୁ(ରେ) ରଖିଥାଉ ଗୋରୁ
ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ !
ବୃଦ୍ଧକାଳେ ତୁ ମୋହର(ରେ) ଏକଇ ନନ୍ଦନ
ହୃଦ-ତାପ-ବିନାଶନେ(ରେ) ତୁ ହରି ଚନ୍ଦନ । କଳା ମାଣିକରେ !
--------------------------------
Sri Sri Jagannath Stuti by Soulful Heart touching singer Sibanana
Singer : Shiva Prasad Dash (Siba nana)
Lyrics : Abhimanyu Samantasinghara
Music Director : Shiba Prasad Dash
Video Artist :
Album : Madhaba Hey Kala Madhaba
Album No : SM - 4285
Music Label : Sidharth Music
------------------------------------------------------- #sibananabhaja #sibanana #sidharthbhakti #sidharthtv #sidharthmusic #sitaramagrawal #namitaagrawal #jayjagannath ଭଜନ ସମାରୋହ ରେ ଶିବ ନନାଙ୍କୁ ନେବା ପାଇଁ ଚାହୁଁ ଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ : 7008310559

Пікірлер: 838
@villagevloger242Amar
@villagevloger242Amar 11 ай бұрын
ଏଇ କବିତା ଟି ଲେଖିଛନ୍ତି ଆମରି ମାଟିରେ ଜନ୍ମ୍ ଆମରି ଗ୍ରାମ ଲୋକ ସିଏ ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାର ଯିଏ ଜାଣିଛନ୍ତି ଗୋଟେ like hou ❤️❤️❤️❤️🙏
@bhagyadharparida4446
@bhagyadharparida4446 Жыл бұрын
କିଏ କିଏ ସପ୍ତମ ଶ୍ରେଣୀ ରେ ପଢ଼ିଛ ଏହି ଭଜନ ଲାଇକ କର Old memories of 7th class 2012
@basantakumar9056
@basantakumar9056 Жыл бұрын
Mun
@manas_kumar_Bhoi
@manas_kumar_Bhoi 9 ай бұрын
Like kain hela je karmu re
@jangyapatra3809
@jangyapatra3809 6 ай бұрын
1997
@NK_V_L_O_G_S
@NK_V_L_O_G_S 4 ай бұрын
7 class 2024
@sagarsahoo4394
@sagarsahoo4394 2 ай бұрын
ମୁଁ ବି ପଡିଛି......!!
@lokanathdas5246
@lokanathdas5246 Жыл бұрын
ବହୁତ ଭଲ ଲାଗୁଛି ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଏବଂ କଣ୍ଠ ଅତୀବ ପ୍ରିୟ ଓଡ଼ିଆ ଭାଷା ଅଟେ।
@ChaitanyacharanPanda
@ChaitanyacharanPanda 11 ай бұрын
ବହୁତ ବହୁତ ଧନ୍ୟବାଦ ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।
@bholanathnaik2684
@bholanathnaik2684 Жыл бұрын
ବହୁତ ଭଲ ଲାଗୁଛି, "ଅl ହା "ମନ ପୁରା ମୁଗ୍ଧ ହେଉଛି l
@chinmayrout7255
@chinmayrout7255 Жыл бұрын
ଆପଣକଂ କଣ୍ଠସ୍ବର ରେ ସରସ୍ୱତୀ ବିଦ୍ୟମାନ। ପ୍ରଣାମ ଆପଣଙ୍କ ସ୍ରଷ୍ଟାଙ୍କୁ।
@kumarjeet1251
@kumarjeet1251 Жыл бұрын
ଅତି ସୁନ୍ଦର ଗୀତ ଆଜ୍ଞା, ମନ ମୁଗ୍ଧ ହେଇଗଲା ଆପଣଙ୍କ କଣ୍ଠରେ ଗୀତଟି ସୁଣିଲା ପରେ🙏🙏🙏ବହୁତ ବହୁତ ଧନ୍ଯବାଦ ଆଜ୍ଞା
@BishnukumarBaral-es6gx
@BishnukumarBaral-es6gx 10 ай бұрын
ଗାଇବାର ଭାବଧାରା ବହୁତ ସୁନ୍ଦର
@sanjuktabhuyan6507
@sanjuktabhuyan6507 2 жыл бұрын
ଶିବ ନନାଙ୍କ ହରିବଂଶ ପ୍ରୋଗ୍ରାମ ଅତି ଉଚ୍ଚ କୋଟିର ହେଇଛି । କୃଷ୍ଣ ଓ ଯଶୋଦା ଙ୍କୁ ନେଇ ଭଜନଟି ଅତି ସୁନ୍ଦର । ଶିବନନାଙ୍କୁ ନମସ୍କାର ଓ ଅନେକ ଅନେକ ଧନ୍ୟବାଦ ।🙏🙏🙏🙏👌👌👌👌👌
@kalicharandakua494
@kalicharandakua494 Жыл бұрын
P0
@sasmitatarasia6841
@sasmitatarasia6841 Ай бұрын
Hare krushna hare Krushna krushna krushna hare hare hare rama hare rama rama rama hare hare
@sobhasundarpatra4824
@sobhasundarpatra4824 2 жыл бұрын
ପୂଜ୍ୟସ୍ପଦ ଆପଣ ସରସ୍ୱତୀ ଙ୍କ ବରପୁତ୍ର ଆପଣ ଆପଣଙ୍କୁ ବହୁତ ଧନ୍ୟବାଦ ନମସ୍କାର
@sobhasundarpatra4824
@sobhasundarpatra4824 2 жыл бұрын
ସପ୍ତମ ଶ୍ରେଣୀ ପ୍ରଥମ ଚାପ୍ଟର
@MANASPARIDA-vo1gh
@MANASPARIDA-vo1gh Ай бұрын
ରାଧେ ରାଧେ 🦚🦚🙏🙏
@user-jz4nd6cz9z
@user-jz4nd6cz9z 5 ай бұрын
ବହୁତ ଭଲ ଶିବ ନନା
@Vlogwithkhusi324
@Vlogwithkhusi324 2 ай бұрын
Very nice song
@user-us4mk3jq9f
@user-us4mk3jq9f Жыл бұрын
କାହିଁକି କେଜାଣି ଏ ଭାଜନ ଟି ନ ଶୁଣିଲେ ଲେ ଦିନ ଟି ଭଲରେ ଯାଉନାହିଁ ଧନ୍ୟବାଦ ଶିବ ସାର୍ 🙏
@bijaykumarprusty2597
@bijaykumarprusty2597 Жыл бұрын
ସୁନ୍ଦର ପରିବେଶଣ
@Pratapkumarmaharana2518
@Pratapkumarmaharana2518 Жыл бұрын
ଅତି ଉଚ୍ଚ କୋଟିର 🌹ପ୍ରଭୁ ଶ୍ରୀକୃଷ୍ଣ ଭଗବାନ ମାତା ଯଶୋଦା ଙ୍କ ବାତ୍ସଲ୍ୟ ଭାବ ❤️ହୃଦୟସ୍ପର୍ଶି ଓଁ ନମୋ ଭଗବତେ ବାସୁଦେବାୟ 🙏
@pmohanty9622
@pmohanty9622 2 жыл бұрын
ଶିବନନା ଆପଣଙ୍କୁ ପ୍ରଣାମ...ପିଲାଦିନେ ଷଷ୍ଠ କି ସପ୍ତମ ଶ୍ରେଣୀରେ ଏଇ ଗୀତଟି ଆମ ସାହିତ୍ୟ ବହିରେ ଥିଲା... ମନେ ପକେଇଦେଲେ... ଜୟ ଶ୍ରୀକୃଷ୍ଣ,🙏
@user-fh9tw7mi2c
@user-fh9tw7mi2c 2 жыл бұрын
ସପ୍ତମ ଶ୍ରେଣୀ , ସାହିତ୍ୟ ବହିରେ ଥିଲା
@bhimagouri7190
@bhimagouri7190 2 жыл бұрын
ଗିତ ଶୁଣିବାରୁ ବହୁତ୍ ଖୁସି ଲାଗିଲା.🙏
@jadunathdas9706
@jadunathdas9706 2 жыл бұрын
Jai srikrishna
@rishikesh4340
@rishikesh4340 Жыл бұрын
ସପ୍ତମ ରେ ଥିଲା
@narendraparida5708
@narendraparida5708 Жыл бұрын
Jay shree krusnn
@RR-wp8jt
@RR-wp8jt Жыл бұрын
ଅତି ସୁନ୍ଦର 👌ସ୍କୁଲ୍ ବେଳ ମନେ ପଡ଼ିଗଲା ଏଭଳି ଶୃତିମଧୁର ସର୍ଜନା ପାଇଁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କୁ ଜୁହାର 🙏🙏
@soudaminisahu6461
@soudaminisahu6461 Жыл бұрын
Ati sunder gita suni kari mana khus hei jaai
@bapunkumarswain1967
@bapunkumarswain1967 Жыл бұрын
Mu padhila bele ehi gita ti thila
@sasmita4171
@sasmita4171 Жыл бұрын
ମନରେ ଯେତେ କ୍ରୋଧ ଥିଲେ ସବୁ କିଛି ଦୂରେଇଯିବ.. ଏ ଭଳି ସଂଗୀତ ଶୁଣିଲେ... ସତରେ ଆମ ଓଡିଶା ଭୂମି ମହାନ, ଏମିତି ମହାତ୍ମା ସଙ୍ଗୀତଜ୍ଞ ମାନଙ୍କ ଆଗମନରେ... 🙏💐💐💐💐🙏
@loknathgoud9476
@loknathgoud9476 Жыл бұрын
Odisha bhumi satya ra
@mrpatita1747
@mrpatita1747 Жыл бұрын
0 wa
@bishnuprasadsahoo823
@bishnuprasadsahoo823 Жыл бұрын
@@loknathgoud9476 so ⁰o99
@manojkumarojha3848
@manojkumarojha3848 Жыл бұрын
Hi👋🤳🙏🙏
@manojkumarojha3848
@manojkumarojha3848 Жыл бұрын
🌹🌹🌷🌷💐💐
@kshiroddas8440
@kshiroddas8440 2 жыл бұрын
ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡ଼ିଲା ଭଳି ଭଜନ,ଭଜନ ନୁହେଁ ତ ମହାପ୍ରସାଦ ଯିଏ ଶୁଣିବ ସିଏ ପ୍ରେମ ରେ ପଡ଼ିବ ,ନିସ୍ତବ୍ଧ ,ଅବିଶ୍ଵସନୀୟ ।
@sidhantabehera6875
@sidhantabehera6875 9 ай бұрын
ହଁ ରୀତି ଯୁଗ ର କବି ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ କବି ଙ୍କ ର ଲେଖା ଅତ୍ୟନ୍ତ ସରସ ସୁନ୍ଦର ଏବଂ ଆକର୍ଷଣୀୟ। ଶିବ ନନା ଙ୍କ ସ୍ଵର ରେ ସ୍ଵତନ୍ତ୍ରତା ପରିଲକ୍ଷିତ ହୁଏ। ମୁଁ ମଧ୍ୟ ଯେତେବେଳେ ଟ୍ୟୁସନ ରେ ସପ୍ତମ ଶ୍ରେଣୀ ପିଲା ଙ୍କୁ ସାହିତ୍ୟ ପଢାଉଥିଲି ଏହିପରି ଆବୃତ୍ତି କରି ଗାଇଥିଲି ଏବଂ ଶିଖେଇ ଥିଲି। ଧନ୍ୟବାଦ ଶିବ ନନା ଏବଂ ସିଦ୍ଧାର୍ଥ ଟିଭି। ବହୁତ କିଛି ଶିଖିଛି ଶିବ ନନା ଙ୍କ ଭଜନ ରୁ। 🙏
@chinmayrout7255
@chinmayrout7255 Жыл бұрын
ଇଶ୍ଵର ତୃପ୍ତ ଆତ୍ମା ରୁ ବିଦଗ୍ଧ କଣ୍ଠ ସ୍ୱର । ଭଗବାନ ଙ୍କ ଆତ୍ମାରେ ବି ଛାପ ଛାଡି ଦେଈ ପାରେ।
@royaldhaba4784
@royaldhaba4784 5 ай бұрын
ଜୟ ଜୟ ଶ୍ରୀ ରାଧେଶ୍ୟାମ ଅତ୍ୟନ୍ତ ମନୋରମ ସୁ ମଧୁର ଶିବନନାଙ୍କ କଣ୍ଠସ୍ୱର
@voiceofbhajarams7429
@voiceofbhajarams7429 2 ай бұрын
Adbhut awaj ❤ Hare Krishna
@padmajasankhua6455
@padmajasankhua6455 2 жыл бұрын
ବାଃ ବଢିଆ ହୋଇଛି।
@viewsgodlevel5557
@viewsgodlevel5557 2 жыл бұрын
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କର କାଳଜୟୀ ରଚନା ର କଳା ମାଣିକରେ ଗୀତ ଟି ଶୁଣି ମନ ଶାନ୍ତ ହୋଇଗଲା। ମଦନମୋହନ ସାମଲ ଉପସହ କାରାପାଳ ମାଳିକା ବିଶାରଦ ରାଜନୀତି ବିଶାରଦ ସମାଜ ସେବୀ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତି।
@indranidash6216
@indranidash6216 2 жыл бұрын
ମୋ କଳାମାଣିକରେ 😘
@anildasyadab8411
@anildasyadab8411 Жыл бұрын
ଜୟ ଶ୍ରୀକୃଷ୍ଣ 🙏ଅତି ସୁନ୍ଦର
@sandhyaranidehury9460
@sandhyaranidehury9460 6 ай бұрын
My childhood memories ❤❤ ମୋ ପିଲା ଦିନ ବହିରେ ଥିଲା ମୁଁ କେତେ ଗାଇ ନାଚେ 🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏
@niranjanbadatya4466
@niranjanbadatya4466 9 ай бұрын
Jaya Srikrishna.
@tlgaming2380
@tlgaming2380 2 жыл бұрын
ଅତି ସୁନ୍ଦର ଶିବ ନନା ଆପଣଙ୍କୁ କୋଟି କୋଟି ପ୍ରଣାମ।
@dreamboyManas
@dreamboyManas 2 ай бұрын
Dhanya Baad ❤
@binobapradhan3848
@binobapradhan3848 2 жыл бұрын
ବହୁତ ସୁନ୍ଦର ଗୀତ ପୁରୁଣା
@sasmitapadhy.9213
@sasmitapadhy.9213 2 жыл бұрын
Dhanyabad sir
@karunakaratuku8304
@karunakaratuku8304 2 жыл бұрын
ନନା ବହୁତ ସୁନ୍ଦର । ଶବ୍ଦ ଟିକେ ନୁଆ ମିଶିଯାଇଛି ଗୋଟିଏ ଗୋଟିଏ ଯାଗାରେ ସେମିତି ଲାଗୁଛି ।
@nabakishorekhuntia507
@nabakishorekhuntia507 Жыл бұрын
ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଶଙ୍ଖେ ପୂରାଇ ଘଣ୍ଟ ଘୋଡ଼ାଇ ଚକ୍ରେ ଆଢ଼ୁଆଳେ ରଖିଥାନ୍ତୁ ହେ ମହାପ୍ରଭୁ ଶ୍ରୀଜଗନ୍ନାଥ
@jayashreesahoo1764
@jayashreesahoo1764 2 жыл бұрын
Jay jagannath
@banashreemuduli5020
@banashreemuduli5020 2 жыл бұрын
ବହୁତ୍ ସୁନ୍ଦର।ଜୟ ପରମ ପିତା।
@aryasethi308
@aryasethi308 2 жыл бұрын
Radhe krishna 🙏
@jchoudhury274
@jchoudhury274 2 жыл бұрын
Bahut sundar bhajan haichi sir thank you
@dharmendradalei9497
@dharmendradalei9497 2 жыл бұрын
ସିବନ ନାଙ୍କୁ ଅନ୍ୟବାଦ
@debamadkami9232
@debamadkami9232 2 жыл бұрын
Radhe Radhe
@benudharsathua3017
@benudharsathua3017 21 күн бұрын
ନନା, ରାଧେ ରାଧେ🙏🙏 ବହୁତ ସୁନ୍ଦର
@shasimeher7559
@shasimeher7559 2 жыл бұрын
Jay shri krishana
@madanmohansethy5289
@madanmohansethy5289 Жыл бұрын
ଅତି ସୁନ୍ଦର ଆଜ୍ଞା
@mrutyunjay.311
@mrutyunjay.311 Жыл бұрын
Waaa....❤❤❤❤
@subashbehera7466
@subashbehera7466 6 ай бұрын
ଜୟ ଜଗନ୍ନାଥ ପ୍ରଭୁ ❤❤❤ ଜୟ ଶ୍ରୀ କୃଷ୍ଣ ❤
@chintamaninaik3538
@chintamaninaik3538 Жыл бұрын
ନନା ବହୁତ ସୁନ୍ଦର ହୋଇଛି,ହୃଦୟ କୁ ଛୁଇଲା।
@ashokkumarmohanty43
@ashokkumarmohanty43 3 ай бұрын
Jay jagannath. Jay radhe Krishna.
@tulasimanjaribahidar7676
@tulasimanjaribahidar7676 10 ай бұрын
Bahut sundar upasthhapana sweet voice
@jayjagannath8022
@jayjagannath8022 2 жыл бұрын
God bless you sir. Mu kebala apananka vajan sunuchhi.
@iswarsahu9519
@iswarsahu9519 15 күн бұрын
Jay shree Krishna radhe radhe 🙏🙏
@ashokpatra3654
@ashokpatra3654 2 жыл бұрын
ଆହାକି ସୁମଧୁର
@tapeswarsahoo3468
@tapeswarsahoo3468 2 ай бұрын
Jay Sri Radhe Krishna🙏❤
@KuniBarik-sp5bt
@KuniBarik-sp5bt 10 ай бұрын
Bahut Sundar 🙏🙏
@nilamanimeher3420
@nilamanimeher3420 2 жыл бұрын
Wah beautiful fealing
@prasantakumarsahu4518
@prasantakumarsahu4518 2 жыл бұрын
ଵହୁତ ସୁନ୍ଦର ଉପସ୍ଥାପନା ।
@rabindrakumarswain2487
@rabindrakumarswain2487 2 жыл бұрын
Dharma ra heu Jaya sri ram gomata ra raksha heu sundara gita bhajana 🌻🙏👍banchi rahu a bhakti bhaba bhajana🙏
@utkalkesaripanigrahi3007
@utkalkesaripanigrahi3007 Жыл бұрын
Harekrishna 🙏
@chintamaniparida7956
@chintamaniparida7956 3 ай бұрын
Jay shree Krishan
@gopabandhunayak82
@gopabandhunayak82 Жыл бұрын
ମହାନ୍ ଅଭିମନ୍ୟୁ ସାମନ୍ତ ସିଂହାର ଧନ୍ୟ ଗାୟକ ସିବନାନ ଆଜି ମା ପୁଅ ର ବସଲ୍ୟ ସେଂହ କହି।
@lokanathdas5246
@lokanathdas5246 Жыл бұрын
ଆମ ପାଇଁ ଏକ ପାରମ୍ପରିକ ପୁରାତନ ଗୀତ ହୃଦୟ ଜିଣିବାକୁ ସମର୍ଥ ଅଟେ ଏବଂ କଣ୍ଠ ଅତୀବ ରହସ୍ୟମୟ ଅଟେ ଏହା ଈଶ୍ବରଙ୍କ ଦାନ। ସହ ତାଙ୍କ ପିତାଙ୍କ ଠାରୁ ଆସି ଅଛି।
@ranjandehuri1769
@ranjandehuri1769 2 жыл бұрын
Jay sri krushana thanks
@narendradas6539
@narendradas6539 2 жыл бұрын
Jay sri krishna
@santoshkumarpatra9859
@santoshkumarpatra9859 2 жыл бұрын
ଆଖିରୁ ଲୁହ ଆସିଯାଉଛି ନନା 🙏 ବହୁତ ସୁନ୍ଦର 🙏
@AnilSahoo-lv4vy
@AnilSahoo-lv4vy 11 ай бұрын
Best bhajan
@lgmcreation143
@lgmcreation143 Жыл бұрын
🙏🙏 he krishana
@radhekrishna2858
@radhekrishna2858 16 күн бұрын
Best singar❤
@prashantpalei361
@prashantpalei361 2 жыл бұрын
ଭଲ ଲାଗୁଚି ଭାବଭରା କନ୍ଠ
@ramachandrachoudhury2586
@ramachandrachoudhury2586 4 ай бұрын
Vari naci good singare
@janmejaysahoo9222
@janmejaysahoo9222 2 жыл бұрын
Ati sundar , jay Jagannath
@All-rounder3j
@All-rounder3j Жыл бұрын
proud to be bidagdha kabi abhimanyu samanta singar ... & siba nana icon of jajpur..
@sarojkumarpadhi7905
@sarojkumarpadhi7905 Жыл бұрын
ଅତି ମଧୁର
@saumendradalai624
@saumendradalai624 2 жыл бұрын
Jai Shri ram 🙏🙏🙏🙏
@sunilmahapatra3096
@sunilmahapatra3096 Жыл бұрын
Jai Jagannath...
@kalkiavatar940
@kalkiavatar940 Жыл бұрын
ରାଧେ ରାଧେ
@manoramamohanty5962
@manoramamohanty5962 Жыл бұрын
bahutavala nana jayradhakrusna🙏🙏💜👍👍💜👍👍✌👌💜tiji
@sumantakumardash7928
@sumantakumardash7928 Жыл бұрын
ସୁନ୍ଦର ଗୀତ, ପିଲାଦିନ କଥାମନେ ପକାଇଲେ ଆପଣ,,,
@chinmayasahoo4805
@chinmayasahoo4805 2 жыл бұрын
ଅତିସୁନ୍ଦର ଭଜନ , କିନ୍ତୁ ଭଜନର ବାକ୍ୟ ଗୁଡିକ ଆହୁରି ସ୍ପଷ୍ଟ ହବା ଆବଶ୍ୟକ ଥିଲା , ମୋ ମତରେ ।
@gopabandhumaharana6237
@gopabandhumaharana6237 2 жыл бұрын
Tame aau mata dioni
@manoranjanbeheraomshantyom1990
@manoranjanbeheraomshantyom1990 2 жыл бұрын
Jay Jagannath
@benudharpuhan232
@benudharpuhan232 2 жыл бұрын
Jaya Jaya radhe krishna
@santoshkumarsahoo6655
@santoshkumarsahoo6655 5 күн бұрын
❤Jay Sri krishna❤❤❤❤
@user-hp1yg7ez4x
@user-hp1yg7ez4x 6 ай бұрын
Jay radhe krishna
@sarojkumarnayak9266
@sarojkumarnayak9266 Жыл бұрын
ଆହାଃ ହୃଦୟସ୍ପର୍ଶୀ
@Prabhaspradhan93
@Prabhaspradhan93 Жыл бұрын
ଖୁବ୍ ସୁନ୍ଦର୍ ସ୍ୱର ସଂଯୋଜନା 🙏🙏🙏
@user-zv8ik9uk9l
@user-zv8ik9uk9l 3 ай бұрын
Ehi vajanti kanthara madhurjya pain ete madhura lagila ,Satare AME ehaku class re padhithilu. Ta aji sunilabele ati sundar lagila.❤❤❤❤❤❤❤❤❤❤❤❤❤.
@satrughnachhatar4575
@satrughnachhatar4575 2 ай бұрын
Ati chamatkar
@abhi-ik5kz
@abhi-ik5kz 11 ай бұрын
Bahut bhala lagila dhanyawad sir
@soudaminisahu6461
@soudaminisahu6461 4 ай бұрын
Jaya jagannath 🙏 Ati sundar gita
@baulpurradhakrushnasankirt5133
@baulpurradhakrushnasankirt5133 Жыл бұрын
Bahut sundara voice
@user-fh9tw7mi2c
@user-fh9tw7mi2c 2 жыл бұрын
ହରି ହରି ବୋଲ 🙏🙏🌹🙏🙏🙏🙏🌹🌹🌹🌹
@bhumisutasahu6612
@bhumisutasahu6612 6 ай бұрын
Jay jagannath 🙏
@baisnabatv9338
@baisnabatv9338 Жыл бұрын
Jay jaganatha siba nana
@thedevinegodes965
@thedevinegodes965 2 жыл бұрын
Jay jagannath 🙏🙏
@alokdalabehera5084
@alokdalabehera5084 Жыл бұрын
ବାସ୍ତବରେ ହୃଦୟସ୍ପର୍ଶୀ
@jaminisamal202
@jaminisamal202 Жыл бұрын
Ati sundara bhajana
@ratnapravasahoo7536
@ratnapravasahoo7536 Жыл бұрын
ବହୁତ ଧନ୍ଯବାଦ।
@surendranathmohanty6728
@surendranathmohanty6728 3 ай бұрын
ଧନ୍ୟବାଦ ମହାଶୟ.
@dwitikrushnapradhan5002
@dwitikrushnapradhan5002 2 жыл бұрын
ଵହୁତ ସୁନ୍ଦର 👌👌👌
@bhagirathisahoo1313
@bhagirathisahoo1313 2 жыл бұрын
Waoo mind blowing
@sangramkrsarijena7508
@sangramkrsarijena7508 2 күн бұрын
Bahuta sundara gita
@user-cy6rw9jy4q
@user-cy6rw9jy4q 3 ай бұрын
Bahut Bhala laguchhi 😮❤
@nahakkrushna1422
@nahakkrushna1422 Жыл бұрын
ଜୟ ଜଗନ୍ନାଥ ସାର ଆପଣଙ୍କୁ ଆପଣ ଙ୍କ ପ୍ରୋଗ୍ରାମ ଙ୍କୁ ଦେଖି ଅତି ସୁନ୍ଦର ବହୁତ ଖୁସି ଲାଗିଲା ସାର ଭଜନ ସୁଣି ବହୁତ ନମସ୍କାର
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 13 МЛН
ROCK PAPER SCISSOR! (55 MLN SUBS!) feat @PANDAGIRLOFFICIAL #shorts
00:31
June 3, 2024
49:58
Sai Krishna Das
Рет қаралды 195 М.
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 13 МЛН