No video

Dhama Madhuri 5 | ଜଗନ୍ନାଥଙ୍କୁ ଭଲ ପାଇଲେ ଏତେ ଦୁଃଖ ଦିଅନ୍ତି କାହିଁକି ? Dr. Ashutosh Prasad Mishra

  Рет қаралды 183,498

ODISHA 365

ODISHA 365

2 жыл бұрын

ଆମେ ସବୁବେଳେ ଠାକୁରଙ୍କୁ ଡ଼ାକୁଛୁ ଆଉ ସେ ଆମକୁ ହିଁ ସବୁ ଦୁଃଖ ଦେଉଛନ୍ତି କାହିଁକି ?
ଜଗନ୍ନାଥଙ୍କୁ ଭଲ ପାଇଲେ ଏତେ ଦୁଃଖ ଦିଅନ୍ତି କାହିଁକି ? Dhama Madhuri 5 | Dr. Ashutosh Prasad Mishra | Odisha365
✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Odisha 365କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Icon ଟିକୁ Press କରନ୍ତୁ।
/ odisha365
Get alerts when we release any new video. PRESS THE BELL ICON on the channel🔔 & Select ALL.
Please Like, Share & Subscribe to " Odisha 365 Channel
..........................................................................................................
To watch all the video of Dr. Ashutosh Prasad Mishra Click on the below link Playlist Dr. Ashutosh Prasad Mishra || Jagannath Mahima ||
tinyurl.com/ka...
Or
• Dhama Madhuri 4 | କଣ କ...
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
* tinyurl.com/4e...
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
* ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
#JagannathMahima #AshutoshPrasadMishra #Odisha365

Пікірлер: 732
@rasmitamaharathy6734
@rasmitamaharathy6734 2 жыл бұрын
ଭଗବାନଙ୍କୁ ଅଧିକ ଭଲପାଇଲେ ଦୁଃଖ, କଷ୍ଟ ଏବଂ ୟନ୍ତ୍ରଣା ଆସୁଛି ସତ, କିନ୍ତୁ ସେଇ କଷ୍ଟରେ ପ୍ରକୃତ ସୁଖ ହିଁ ମିଳୁଛୁ ତାସହିତ ଭଗବାନଙ୍କର ଆହୁରି ନିକଟତର ହେଇପାରୁଛୁ. ମୋ ଅନୁଭୂତିରେ ମୁଁ କେବଳ ଏତିକି କହିବି, ଯେତେ ଦୁଃଖ, ରୋଗ ଆସିଲେ ମଧ୍ୟ ତାହା ଆମ ପାଇଁ କେବେ ଭାରି ହୋଇନି, ଯେତେ ଅଭାବ ଅସୁବିଧା ଆସିଲେ ମଧ୍ୟ ମହାପ୍ରଭୁ ଏବଂମା ଲକ୍ଷ୍ମୀ କେବେ ତାହା ଅନୁଭବ କରିବାକୁ ଦେଇନାହାନ୍ତି. ମହାପ୍ରଭୁ ଆମର ସବୁ କଷ୍ଟକୁ ନିଜ଼ କାନ୍ଧକୁ ନେଇଯାଇଛନ୍ତି. ମହାପ୍ରଭୁଙ୍କୁ ଆମେ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିଥାଉ, ଏବଂ ସେ ମଧ୍ୟ ସର୍ବଦା ଆମ ସାଙ୍ଗରେ ଥାନ୍ତି. କହିବାକୁ ଗଲେ ଯିଏ ତାଙ୍କୁ ଜୀବନର ପ୍ରକୃତ ବନ୍ଧୁ ବୋଲି ଭାବିନିଏ ସେ ଜୀବନରେ କେବେବି ହାରିବନି. ଏ ଜୀବନ ଥିଲା ପର୍ଯ୍ୟନ୍ତ ତାଙ୍କ ଶ୍ରୀଚରଣ ତଳେ ଏ ମନ ଲୋଟି ରହିଥାଉ ଏବଂ ତାଙ୍କର ଗୁଣକୀର୍ତ୍ତନ କରି ଏ ଜୀବନ ବିତିଯାଉ ଏତିକି ପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏🙏🙏🙏🌹🌹🌹🌹🌹🙏🙏🙏🙏🙏🙏
@satyajitpratap6535
@satyajitpratap6535 2 жыл бұрын
ଜୟ ଜଗନ୍ନାଥ 🙏ଭଗବାନ ଆଉ ଭକ୍ତ ଭିତରେ ଥିବା ତତ୍ତ୍ଵ ର ସୁନ୍ଦର ବର୍ଣ୍ଣନା ଆଉ ଯାହା ବି କରିଛନ୍ତି ଏହାହିଁ ନିରାଟ ସତ୍ୟ
@sunilsmaths
@sunilsmaths 2 жыл бұрын
Jai Mahaprabhu Shree Jagannath 🙏🙏🙏....
@subhammohanty4266
@subhammohanty4266 2 жыл бұрын
❤️
@sudarsanbehera3803
@sudarsanbehera3803 2 жыл бұрын
ଯେତେ ଦୁଃଖ କଷ୍ଟ ଆସୁ ମହାପ୍ରଭୁ ଅଛନ୍ତି ନା... ଜୟ ଜଗନ୍ନାଥ ମହାପ୍ରଭୁ
@charumaniparida5989
@charumaniparida5989 2 жыл бұрын
@@sunilsmaths maut
@bijayanayak1713
@bijayanayak1713 2 жыл бұрын
ଯାହା କହିଲେ ମୁଁ ଅଙ୍ଗେ ଅଙ୍ଗେ ଲିଭାଉଚି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ମନ ରଖନ୍ତୁ।ସବୁ ସମାଧାନ ହୋଇଯିବ। ଜୟ ଜୟ ଜଗନ୍ନାଥ।
@sudarsanbehera3803
@sudarsanbehera3803 2 жыл бұрын
ସବୁ ଦୁଃଖ କଷ୍ଟ ସମସ୍ୟାର ଗୋଟିଏ ସମାଧାନ ସେଇ ମହାପ୍ରଭୁ ଜୟ ଜଗନ୍ନାଥ
@meeraranimahana5244
@meeraranimahana5244 2 жыл бұрын
ଆମର କିଛି ଦରକାର ନାହିଁ କେବଳ ଜଗନ୍ନାଥ ମହାପ୍ରଭୁ ଆମ ପାଖରେ ମହା ଧନ ହୋଇ ରହି ଥାଆନ୍ତୁ
@ODISHA365
@ODISHA365 2 жыл бұрын
ଯଦି ଆମ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଥାଏ ଲାଇକ ଓ ସେୟାର କରିବାକୁ ଭୁଲିବେନି।
@susamabalakamila7163
@susamabalakamila7163 2 жыл бұрын
L
@susamabalakamila7163
@susamabalakamila7163 2 жыл бұрын
L
@satyajit4535
@satyajit4535 2 жыл бұрын
jay Jagannath 🙏🙏🙏
@chandananayak4429
@chandananayak4429 2 жыл бұрын
🙏 ମୋ ମହାପ୍ରଭୁ 🙏 ଜୟ ଜଗନ୍ନାଥ ସାର୍,,,, ମହାପ୍ରଭୁ ଙ୍କୁ ଭଲପାଇଲେ ବହୁତ କଷ୍ଟ ଆସୁଛି ଏହା ସତ କିନ୍ତୁ ସେ କଷ୍ଟରେ ବି ମହାପ୍ରଭୁ ଙ୍କୁ ଝୁରିବାର ମନ ଓ ଭଲପାଇବା ର ବ୍ୟାକୁଳତା ସବୁଠାରୁ ନିଆରା,,, 🙏
@manasisahu4856
@manasisahu4856 2 жыл бұрын
Really bhai eagerly waiting for you every episode...I can't stop crying listening ur words...always I m feeling blessed because I'm little devotion of lord jagannath...
@jagannathbaba4035
@jagannathbaba4035 2 жыл бұрын
ବାବା ପ୍ରଣାମ ,ବାବା କି ଲୀଳା ଆପଣଙ୍କର ଧନ୍ୟ ଆପଣଙ୍କର ଲୀଳା ମୁଁ ଟ୍ରାକ୍ଟର ପଛ ପଟୁ ବାଇକ୍ ରେ ପଡ଼ିଗଲି ତା ସଙ୍ଗେ ସଙ୍ଗେ ମୋ ବାଇକ୍ ମଧ୍ୟ ବହୁ ଜର ରେ ତଳେ ପଡ଼ି ଗୋଲା, ମୁଁ ପଡ଼ି ଜିବା ପୂର୍ବରୁ ଆପଣ ଙ୍କ କଥା ହିଁ ଭାବୁଥିଲି ,ମୁଁ ଏହା ଭାବୁ ଥିଲି ଯେ ଜଣେ ଯଦି ବହୁତ୍ Speed re ଗାଡ଼ି ଚାଲେଇ ବ ତେବେ କଣ ମହା ପ୍ରଭୁ ଜଗନ୍ନାଥ ରକ୍ଷା କରିବେ ,ମାତ୍ର ଦୁଇ ସେକେଣ୍ଡ ମଧ୍ୟ ରେ ମୁଁପଡ଼ି ଗଲି ଗାଡ଼ି ର speed thila 40 , କିନ୍ତୁ ବାବାଙ୍କ ଇଛା କିଛି ଅଲଗା ଥିଲା ମୋର୍ କୌଣସି ଜାଗାରେ ମଧ୍ୟ ବାଜି ନାହିଁ କି ଗାଡ଼ି ମଧ୍ୟ କିଛି ହେଇ ନାହିଁ।ବାବା ଜଣେଇ ଦେଲେ କି ମୋ ଛଡ଼ା ଆଉ କିଏ ଅଛି ରେ ତତେ ରକ୍ଷା କରିବା ପାଇଁ ,ଆଉ ମୁଁ ଯୋଉ shirt ଟି ପିନ୍ଧି ଥିଲି ସେ shirt ଟି ବହୁତ୍ ଦିନ ଆଗରୁ ପିନ୍ଧି ଥିଲି ଅଦ୍ଭୁତ କଥା ମୋ ସାର୍ଟ ପକେଟ୍ ରେ ହାତ ମାରିଲା ବେଳକୁ ଶୁଖିଲା ତୁଳସୀ ପତ୍ର ଥିଲା ,ଶୁଖିଲା ଥିଲା କିନ୍ତୁ ସୁଗନ୍ଧ ଥିଲା ମହା ପ୍ରଭୁ ଜଗନ୍ନାଥଙ୍କ ଲାଗି ହୋଇ ଥିବା ତୁଳସୀ ପରି , ବାବା ମାରିଲେ ମାରିବ , ରଖିଲେ ରଖିବ ,କିଏ ଅଛି ଆପଣଙ୍କ ଛଡ଼ା।🙏🙏🙏😭😭😭
@balarkapatra1009
@balarkapatra1009 2 жыл бұрын
Sri Jagannath lilamaya taink Lila bujhina bada kasta. Dhukha padila hi bhakta Prabhu ink Lila bujhipara.
@jagannathbaba4035
@jagannathbaba4035 2 жыл бұрын
Hmm sir ପ୍ରତ୍ୟେକ ଦୁଃଖ ଆଉ ସୁଖ ରେ ମୋ ମହା ପ୍ରଭୁ ଜଗନ୍ନାଥ।ଲୀଳାମୟ ମହାପ୍ରଭୂ ଜଗନ୍ନାଥ ଠାକୁର
@debashisguru8101
@debashisguru8101 Жыл бұрын
Dhanya tume Mahabhaga🙏🙏🙏
@nimaicharansaraf9181
@nimaicharansaraf9181 7 ай бұрын
Jay Jagannath 🙏
@nimaicharansaraf9181
@nimaicharansaraf9181 7 ай бұрын
Jay Jagannath 🙏
@dr.jyotindrakumarsahu
@dr.jyotindrakumarsahu 10 күн бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ।ହରେ ରାମ ହରେ ରାମ ରାମ ରାମ ହରେ ହରେ। ଜୟ ଜଗନ୍ନାଥ।ଅତି ସୁନ୍ଦର ପ୍ରସ୍ତୁତି। ଅଶେଷ ଧନ୍ୟବାଦ୍।।
@jaymaamangala4297
@jaymaamangala4297 Жыл бұрын
ପ୍ରଭୁ ଆପଣଙ୍କ ର କଥା ଶୁଣି ମୁଁ ଧନ୍ୟ ହେଇଗଲି,ଜୟ ଜଗନ୍ନାଥ🙏
@jharanapradhan7836
@jharanapradhan7836 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏........ ଏ କାଳିଆ ବହୁତ୍ ଛଳିଆ ଆଉ କପଟିଆ। ତା ପ୍ରେମରେ ଯିଏ ପଡ଼ିଛି ତାକୁ ନିଜର ନକଲା ପର୍ଯ୍ୟନ୍ତ ସେ ତା ପାଖ ଛାଡ଼ିବନି। କେବଳ କାଳିଆର ଭଲ ପାଇବାକୁ ଅନୁଭବ କରି ପାରିଲେ ହେଲା। ତୋର କୃପାଦୃଷ୍ଟି ସମସ୍ତଙ୍କ ଉପରେ ରହିଥାଉ ରେ ନଟବର ନାଗର।
@jayshrijagannath1627
@jayshrijagannath1627 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ❤️🌼🙏🌼❤️
@annapurnamuduly122
@annapurnamuduly122 2 жыл бұрын
Mu apananka katha suni mo akhiru ape ape luha jhari jauchi. Prathame apananka bapa maanku mora koti koti pranam .jie ki apananka pari darma parayana pila ae sanksara ku deichanti. Mo tarafaru request apana amiti nua nua episode karantu .🙏🙏🙏
@sukantipatnaik4811
@sukantipatnaik4811 Жыл бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ 🙏🙏
@kananbalamishra3376
@kananbalamishra3376 Жыл бұрын
Jay jagannath 🙏🏽🙏🏽🙏🏽🙏🏽
@lopamudrasamantaray3481
@lopamudrasamantaray3481 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭଵତୁ ମେ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@krishnanaik9070
@krishnanaik9070 2 жыл бұрын
ସତକହିଲଭାଇ ପ୍ରଭୁଙ୍କୁ ଭଲପାଇଲେ ଆଖି ରୁଲୁହଧାରଶୁଖିବନାହି। ଆନନ୍ଦ ର ଅଶ୍ରୁଝରୁଥିବ
@mamatadas8767
@mamatadas8767 Жыл бұрын
Jay Jagannath 🙏🙏🙏🌷🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸
@sudarsanbehera3803
@sudarsanbehera3803 2 жыл бұрын
ଅତ୍ୟନ୍ତ ଉଚ୍ଚକୋଟୀର ଏଵଂ ହୃଦୟସ୍ପର୍ଶୀ ଉପସ୍ଥାପନା ଜୟ ଜଗନ୍ନାଥ ମହାପ୍ରଭୁ
@MithunJagadala-sr8cd
@MithunJagadala-sr8cd 15 күн бұрын
ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻
@brajakishoresingh9136
@brajakishoresingh9136 Жыл бұрын
ବହୁତ ଭଲ ଲାଗୁଚି
@rashmitasingh4886
@rashmitasingh4886 Жыл бұрын
ଶହେ କଷ୍ଟ ଆସୁଛି ହେଲେ ତା ଆଖିକୁ ଦେଖି ଲଗୁଛି ସବୁ ଠିକ୍ ହେଇଯିବ 🙏🏻 ଏ ପା ମୋ ପ୍ରଭୁ 😘🙏🏻
@ajoykumarghoshchoudhury9670
@ajoykumarghoshchoudhury9670 2 жыл бұрын
Jay Jagannath Mahaprabhu 🙏🙏🙏🙏
@smrutipriyambadapradhan5293
@smrutipriyambadapradhan5293 Жыл бұрын
Jay Jagannath 🙏🏼
@padmabatimohanta252
@padmabatimohanta252 2 жыл бұрын
Pura sata agyan 🙏🙏🙏
@user-bf9sv5nz9q
@user-bf9sv5nz9q Жыл бұрын
Jay jagannaatha🙏
@rajashreesamantaray8199
@rajashreesamantaray8199 Жыл бұрын
Jai mahaprabhu 🙏🙏🙏🙏
@rakeshchandrapradhan114
@rakeshchandrapradhan114 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏 ସୁନ୍ଦର ଭାବେ ଜଗନ୍ନାଥଙ୍କ ବିଷୟ ରେ ,, ଶୁଦ୍ଧ ଓଡ଼ିଆ ଏବଂ ସଂସ୍କୃତ ରେ କହିଛନ୍ତି ଆଶୁତୋଷ ଭାଇ 🙏🙏🙏
@simaraninayak1991
@simaraninayak1991 Жыл бұрын
🌹🌹🌹❤️❤️❤️Jay jagannatha swami nayan patha gami vaba tume 🙏🙏🙏🌹🌹🌹🌹🌹🌹🌹🌹❤️❤️❤️❤️❤️❤️ Mohapravu tuma sricharanare mora koti koti pranam 🙏🙏🙏❤️❤️❤️❤️❤️❤️❤️ Love you mo kalia dhana mo chakanayan mo jibana dhana mohapravu koti koti pranam tuma katha suni pravu mo nayan pabitra heijauchi 🤗🥰❤️🌹🌷🙏🙏🙏🙏🙏🙏🙏🙏🙏🙏
@dhaneswarsahoo5211
@dhaneswarsahoo5211 10 ай бұрын
Jay jaganatha 🙏🙏
@skamarajureddy3883
@skamarajureddy3883 Жыл бұрын
Prabhu aap Jitna Bhi Dukh Rahe vah Mujhe swikar Hai lekin aap mere sath rahe yah meri prathna hai prabhu main aapse bahut pyar karti hun 🙏🙏🙏 🌹🌹🌹💝💝💝
@ketanmohanty1297
@ketanmohanty1297 Жыл бұрын
Jay Jagannath 🙏🙏
@barsha8778
@barsha8778 10 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ🙏🙏
@user-gh8si7jk2p
@user-gh8si7jk2p Күн бұрын
Jay jagannath 🙏🙏🙏🙏🙏
@sabitapanigrahi4406
@sabitapanigrahi4406 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏କାଳିଆ କୁ ଭଲପାଇବା ପରେ ମନ, ମସ୍ତିଷ୍କ, ହୃଦୟ, ଆତ୍ମା ସବୁଠି ସେ ତ ଥାଏ, ତା ଛଡା କେଉଁଠି କିଛି ଦେଖାଯାଏନି ନl ଦୁଃଖ ନା ସୁଖ, କେବଳ ସେ ହିଁ ସବୁଠି ଅଛି ସେ ଅନୁଭବ କରାଏ l ସେ ଅନୁଭବ ଆମେ କରିପାରିଲେ ହେଲା l
@namitasonampunam6551
@namitasonampunam6551 Жыл бұрын
Guruji pranam sarana 🙏🙏🙏🙏apana bhagabata Katha amruta Maya laguchi 🙏🙏bhagabana apanank r mangala karantu 🙏🙏
@pramodbhoi6210
@pramodbhoi6210 2 жыл бұрын
Jay jagannath swami
@rameshmunenkal8997
@rameshmunenkal8997 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@satyanayak4271
@satyanayak4271 2 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 😭😭😭😭🙏🙏🙏🙏🙏
@manjulatamohapatra583
@manjulatamohapatra583 2 жыл бұрын
Thanks sir Naice video.
@sashmitarout630
@sashmitarout630 3 ай бұрын
ଜୟ ଜଗନ୍ନାଥ 🙏🙏🙏🙏 ଚରଣରେ ସରଣ ଦିଅ ମହାପ୍ରଭୁ।
@nareshdash3796
@nareshdash3796 4 ай бұрын
ଶ୍ରୀ କ୍ଷେତ୍ର ର ଅଦଭୁତ ଲୀଳା । ଜୟ ଜୟ ଜଗନ୍ନାଥ ।
@geetanjaliacharya6079
@geetanjaliacharya6079 Жыл бұрын
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@naturejourneywithdeepti9428
@naturejourneywithdeepti9428 Жыл бұрын
Jay Jagannath 🙏
@smitaray1567
@smitaray1567 2 жыл бұрын
ଜୟ ଜଗନ୍ନାଥ
@mamatasahoo3486
@mamatasahoo3486 2 ай бұрын
Jay Jagannath Prabhu koti koti pranam ❤❤❤❤❤❤❤❤❤
@paras1prihan
@paras1prihan 2 жыл бұрын
ମାତା କୁନ୍ତୀ କହିଥିଲେ ହେ ବାସୁଦେବ ଆମକୁ କେବଳ ଦୁଃଖ ଦିଅ କାରଣ କେବଳ ଦୁଃଖ ସମୟରେ ଆପଣଙ୍କୁ ଚିନ୍ତାକରୁ,ଆଉ ଶ୍ରୀକାନ୍ତ ସାର୍ ମଧ୍ୟ କହନ୍ତି,ଜଗନ୍ନାଥଙ୍କୁ ଅନୁଭବ କରିବା ପାଇଁ ଡାକ ,ବ୍ୟବହାର କରିବା ପାଇଁ ନୁହେଁ, ଜୟ ଜଗନ୍ନାଥ
@binodinimishra4976
@binodinimishra4976 2 жыл бұрын
Shrikanta parija always repeats again and again to a sentence
@user-qe2cd7vn1m
@user-qe2cd7vn1m 24 күн бұрын
❤❤❤❤❤❤❤
@meghnatgarnayak7039
@meghnatgarnayak7039 2 жыл бұрын
ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ତୁମ ପାଦ ତଳେ ମୋ କୋଟି ପ୍ରଣାମ
@sabitapanigrahi6035
@sabitapanigrahi6035 2 жыл бұрын
Jai Shree Jagannath 🙏🙏
@SwadhinBehers
@SwadhinBehers 6 күн бұрын
Jay shree jagannath
@brundabanpattnaik1313
@brundabanpattnaik1313 Жыл бұрын
Jay Jagannath Dr Mishra. Your presentation cleared my doubt Many many thanks
@sarmistharaniroy3903
@sarmistharaniroy3903 2 жыл бұрын
ଆପଣଙ୍କ ବର୍ଣ୍ଣନା ଅତି ହୃଦୟସ୍ପର୍ଶୀ, ସୁନ୍ଦର, ଭକ୍ତିଭାବପୂର୍ଣ୍ଣ ଆପଣ ଙ୍କୁ 🙏 ଜୟ ଜଗନ୍ନାଥ ଇଚ୍ଛାମୟ ଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।
@nandinimishra8578
@nandinimishra8578 7 ай бұрын
Dhanya Manima Dhanya Tuma Dasa prema.Mr Ashutosh really you are a blessed piece of our country.Jai Jagannath
@saraswatidhal7880
@saraswatidhal7880 Жыл бұрын
ପ୍ରଣାମ ଜଗନ୍ନାଥଃ ସେବକ ଭାଷୟକାର ଆଶୁତୋଷ ମିଶ୍ର ମହୋଦୟ ନିଚ୍ଛକ ସତ୍ୟ କହିଲେ ମୋତେ ଯେ କରେ ଆସ ମୁଁ ତାର କରେ ସର୍ଵ ନାଶ ଜୟ ଜଗନ୍ନାଥ ଧୈର୍ଯ୍ୟ ଓ ମନୋବଳ ରହିବା ଆବଶ୍ୟକ ସ୍ଥିତ ପ୍ରଜ୍ଞ ହେବା ଆବଶ୍ୟକ
@reetadash5216
@reetadash5216 2 жыл бұрын
JAY Jagannath 🙏🙏🙏 Abe mu bujhili apananka ki Leela.........he mahaprabhu🙏🙏🙏🙏
@tanusardar3219
@tanusardar3219 Жыл бұрын
🙏🙏🙏Jai Jagannath swami nayan potho gami bhobo tume 🙏🙏🙏
@manoranjansahoo6759
@manoranjansahoo6759 5 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥଙ୍କ ଜୟ ହଉ
@sanjayineepadhy4661
@sanjayineepadhy4661 7 күн бұрын
Jai Jagannaatha swami nayana patha gami bhaba tume
@sephaliacharya9319
@sephaliacharya9319 Жыл бұрын
JAI HO🙏EHA TA KEWALA ANUBHAVRA BISHAYA.JAI JAGANNATH 🙏
@nishikantapal6481
@nishikantapal6481 2 жыл бұрын
ପ୍ରଭୁ କୃପା ମୟ 🙏🙏🙏⚫‼️⚫🙏🙏🙏🙏
@manashdas6292
@manashdas6292 Жыл бұрын
Jai jagannath Swami Nayan Patha gami baba tume 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@puspalatadash5512
@puspalatadash5512 11 ай бұрын
🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏 ତୁମ ଛଡ଼ା କିଏ ଅଛି ଆମକୁ ରକ୍ଷା କରିବ ତୁମେ ହିଁ ଆମର ସାହା ଭରଷା ମହାପ୍ରଭୁ ତୁମ ଚକାନୟନ ରେ ସମସ୍ତଙ୍କୁ ଅନେଇଥାଅ
@sujitkumarsahoo7379
@sujitkumarsahoo7379 Жыл бұрын
ଯେତେ ଦୁଃଖ କଷ୍ଟ ଆସୁଛି, ଆସୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଥାଉ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏
@alliswell-iw1np
@alliswell-iw1np 2 жыл бұрын
Jay Jagannath udhar kar mahaprabhu ghor Maya sansar Ru jay Jagannath jay Jagannath mora brain tremor bhala heijau prabhu krupa kar Bhagavad-Gita bhagaban
@ajayanaik2207
@ajayanaik2207 2 жыл бұрын
Jay jagannath
@parthasarathi4428
@parthasarathi4428 2 жыл бұрын
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ🌹🌹🌹🪔🪔🪔🥥🥥🥥🙏
@cookingvsgamingchannel7099
@cookingvsgamingchannel7099 Жыл бұрын
🙏🌸 Jayguru 🌸🙏🌸 Jay Jagannath swami Nayana patha gami bhava tume bhava tume bhava tume 🏵️🌺🪔🙏🙏🙏
@alokbehera183
@alokbehera183 2 жыл бұрын
Mahaprabhu Mo maa nku brain stroke heichi Pls taku bhala kari dia Tama upare mora bahut biswas Mahaprabhu... Jai jai jagannath🙏🙏🙏 🙏🙏🙏🙏
@yogaranjanbehera654
@yogaranjanbehera654 2 жыл бұрын
Sia Sabu janati Vaktire buda Sabu thik hoejiba
@purevegcooking1993
@purevegcooking1993 Жыл бұрын
Jai Jagannath 🙏🙏🙏
@rinkudash9478
@rinkudash9478 Жыл бұрын
ଜୟ ଜଗନ୍ନାଥ। ଅତି ସୁନ୍ଦର ବର୍ଣ୍ଣନା।
@manoramamohanty340
@manoramamohanty340 2 жыл бұрын
JOY JAGANNATH SWAMI SHARAN PRABHU
@rahulkumarsingh2272
@rahulkumarsingh2272 10 ай бұрын
Anananta koti brahmand ra Malik sri sachidananda sri sri Jagannath mahaprabhu nka ra jay
@sanghamitratigga6934
@sanghamitratigga6934 Жыл бұрын
Aji prabhu nka katha suni man santi lagila apana nku bahut dhayabaad
@sradhanjalipakal3423
@sradhanjalipakal3423 Жыл бұрын
Jay shree jagannath ❤❤❤❤❤❤🙏🙏🙏🙏🙏🙏🙏
@sibashankarnayak9689
@sibashankarnayak9689 11 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤❤❤❤❤❤🙏🏻🌹🙏🏻🌹🙏🏻🌹🙏🏻🌹🙏🏻🙏🏻🌹🙏🏻🌹🙏🏻🌹🙏🏻🌹
@muktapanigrahi5054
@muktapanigrahi5054 2 жыл бұрын
Thank you 365 chenel thank's ashutosh Mishra
@sukanti3074
@sukanti3074 2 жыл бұрын
Jai jagannath prabhu
@debalaxmimohanty8825
@debalaxmimohanty8825 11 ай бұрын
ଜୟ ଜଗନ୍ନାଥ 🙏🙏🙏🙏 ଗୁରୁଜୀ ପ୍ରଣାମ 🙏🙏🙏🙏
@gaganbiharipanda4544
@gaganbiharipanda4544 Ай бұрын
Jai jagannath swami
@saiSai-fd7xk
@saiSai-fd7xk 2 жыл бұрын
Jay jagannath swami nayan path gami vabatu me 🙏🌹🙏🌹🙏🌹🙏🌹🙏🌹🙏🙏🙏
@user-pu9oo1rp9w
@user-pu9oo1rp9w Жыл бұрын
ଜୟ ଜଗନ୍ନାଥ 🙏
@JAMUNANAYAK-hf9im
@JAMUNANAYAK-hf9im 5 ай бұрын
Jay shree jagannath mahaprabhu somastankra mangala kor prabhu 🙏🙏🙏🙏🙏
@dipteemishra490
@dipteemishra490 Жыл бұрын
Jai ShreeJagannath 🙏🙏🙏🙏🙏
@pradeepkumarsengupta2829
@pradeepkumarsengupta2829 3 ай бұрын
ଜୟ ଅଚ୍ୟୁତ ଜୟ ଜଗନ୍ନାଥ
@rashmipradhan2508
@rashmipradhan2508 Жыл бұрын
Radhe Radhe 🙏 Jay Jagannath 🙏 Jay Gopal 🙏🏼 jay RadhaRani 🙏 Jay Rama 🙏 Jay
@kunakumaridas7613
@kunakumaridas7613 Жыл бұрын
Jay Jagannath 🙏🙏🙏🙏🙏🙏🙏
@drtusharkantinayak7523
@drtusharkantinayak7523 Жыл бұрын
ମହାପ୍ରଭୁଙ୍କର ଅପାର ମହିମାକୁ ଶ୍ରଵଣ କରିବା ସମୟରେ ଶରୀରରେ ଯେଉଁ ଶୀହରଣ ଉତ୍ପନ୍ନ ହୋଇଥାଏ ତାହା ଚକ୍ଷୁରେ ଶ୍ରାଵଣୀ ସୃଷ୍ଟି କରି ନିର୍ଝରଣୀ ଭାଵରେ ଵହିଯାଉଥାଏ । ଜୟ ଜଗନ୍ନାଥ ମହାପ୍ରଭୁ । 🙏
@soudaminipattnaik710
@soudaminipattnaik710 6 ай бұрын
Jagannath shami nayan path gami nayan path gami vab tume 🌷🌷🌷🙏🙏🙏
@user-qj8fo5ov4d
@user-qj8fo5ov4d 4 ай бұрын
Jay Shree Jagannath Swami Nayana patha gami bhaba tume ❤❤❤
@sanghamitramishra6788
@sanghamitramishra6788 Жыл бұрын
Jai Jagganath 🙏🙏
@jayantiranidas6161
@jayantiranidas6161 Жыл бұрын
Jaya jagannath 🙏🙏🙏
@chandrasekharsingh9424
@chandrasekharsingh9424 2 жыл бұрын
Dhanya Odisha 365 channel ame kritathra ki ama mananku ye aloukika lila mahabahu nkara sunibara bhagya pradana karichanti ❤🙏🏻danya tume Dr asutosh prasad mishra ..au dhanya tuma sabda bali dahnya tuma vakata pania dhanya tuma jagannath ❤🙏🏻
@NabinPratihari-rt6my
@NabinPratihari-rt6my 11 ай бұрын
Jay shree Jagannath Swami Nayana Patha gami vatuma 🙏🌸🙏🙏🙏🌸🙏🌸
@umacharanpanigrahi6404
@umacharanpanigrahi6404 Жыл бұрын
Aponanku koti koti pronam. Jagannath aponanku dirghau karantu..🙏🙏🙏🙏Jay Jagannath.🙏🙏🙏🙏
@tapasakumrguru7110
@tapasakumrguru7110 8 ай бұрын
Jay Jagannath Swami 🙏💕🙏💕🙏💕🙏💕🙏💕🙏💕💕❣️
@ashokkandi4646
@ashokkandi4646 10 ай бұрын
ଦୁଃଖ ତ ଦେଉଛି ସୁଖ ଭି ସେ ହିଁ ଦେଉଛି କଷ୍ଟ ଦେଉଛି ନିବାରଣ ସେହି ହିଁ କରୁଛି, ଏତିକି ମାଗୁଣି ଛାମୁ ଦୁଃଖ କଷ୍ଟ ଯାହା ଦେଉଥାରେ kalia ମୋ ପାଖେ ପାଖେ ଥା ଜୟ ଜଗନ୍ନାଥ
@ashagouda4441
@ashagouda4441 2 жыл бұрын
Ki sundar Katha kahile jay jagannath mahaprabhu apanknu koti koti pramam mo prabhu 🙏🙏🙏🙏🙏🙏🙏🙏🙏🙏🙏🙏
@dasharathadandapat7239
@dasharathadandapat7239 Жыл бұрын
Ay jambeswar baba ki jay🙏🏻🙏🏻🙏🏻
@bandanaseth5985
@bandanaseth5985 2 жыл бұрын
Jay jagannath...love you too 💛💛💛💛💛💛💛💛💛🙏🙏🙏🙏🙏
@kuntalabaidya3054
@kuntalabaidya3054 Жыл бұрын
Jay Jagannath sir verygood advice with mind-blowing message God bless you sir
@archanamohapatra2705
@archanamohapatra2705 5 ай бұрын
How blessed are you Jai jagannath
@pramilakisan7027
@pramilakisan7027 2 жыл бұрын
Jay jagannath swami nayana pathagami bhabatume 🙏🏻🙏🏻🙏🏻🙏🏻🙏🏻
@sipramishra4703
@sipramishra4703 2 ай бұрын
Jay Jagannath 🙏🏻🙏🏻🙏🏻🙏🏻🙏🏻
@ashokbehera1514
@ashokbehera1514 2 жыл бұрын
Jagannathnka charanre mora koti koti pranam
Советы на всё лето 4 @postworkllc
00:23
История одного вокалиста
Рет қаралды 5 МЛН
Pool Bed Prank By My Grandpa 😂 #funny
00:47
SKITS
Рет қаралды 18 МЛН
Smart Sigma Kid #funny #sigma #comedy
00:40
CRAZY GREAPA
Рет қаралды 37 МЛН
Советы на всё лето 4 @postworkllc
00:23
История одного вокалиста
Рет қаралды 5 МЛН