ଧର୍ମ ମଣିଷ ତିଆରି କରିଛି କିନ୍ତୁ ଭଗବାନ ନୁହେଁ | Jagannath Mahima | Dr. Srikanta Parija | Odisha365

  Рет қаралды 55,198

ODISHA 365

ODISHA 365

3 жыл бұрын

ଜଣେ ହାଇଦ୍ରାବାଦ ମୁସଲମାନ ମୋଚିର ପିଲା ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ହୋଇ ପ୍ରତି ୩ମାସରେ ବ୍ଲଡ଼ ଦିଆହେଉଥିଲା ଧୀରେ ଧୀରେ ୨ମାସରେ ଦିଆଗଲା, କ୍ରମେ ତାର ସଞ୍ଚିତ ସବୁ ଟଙ୍କା ସରିଗଲା ଆଉ ତାପରେ ଯାହା ହେଲା ତାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା।
#JagannathMahima
#DrSrikantaParija
#Odisha365

Пікірлер: 434
@srikantaparija2054
@srikantaparija2054 3 жыл бұрын
ପ୍ରତ୍ୟେକ ବ୍ୟବହାରିକ ପଦାର୍ଥକୁ କିଏ ଜଣେ ଗଢିଛି । ଏତେ ବଡ ସୃଷ୍ଟିକୁ ଗଢିଛି କିଏ ??? ବହୁ ଗବେଷଣା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଲେ ଯେ, *ଏକ ମହାଶକ୍ତି ଦ୍ବାରା ଏହି ମହାବିଶ୍ଵ ତିଆରି। ଏହି ମହାଶକ୍ତିକୁ ସେମାନେ ନାମ ଦେଇଛନ୍ତି "କସ୍ମିକ ଏନର୍ଜି" ବା "ମହା- ଜାଗତିକ ଶକ୍ତି।" ଏହି "କସ୍ମିକ ଏନର୍ଜି" ହିଁ 'ସୃଷ୍ଟିକର୍ତ୍ତା' ବା 'ଗଡ୍' ବା 'ଈଶ୍ବର'।* ଏହି "କସ୍ମିକ ଏନର୍ଜି" ବା "ମହା-ଜାଗତିକ ଶକ୍ତି" ଉପରେ ଗବେଷଣା କରାଯାଇ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହି *ମହାଶକ୍ତି ଚାରି ପ୍ରକାର ଶକ୍ତିର ସମାହାର।* ଏମାନେ ହେଲେ *"Dark Energy", "White Energy", "Negative Energy" and "Consciousness". (କୃଷ୍ଣଶକ୍ତି, ଧବଳଶକ୍ତି, ନାରୀଶକ୍ତି ତଥା ଚେତନା ଶକ୍ତି।)* *ବିଶ୍ଵକର୍ମା ନିଜେ ସୃଷ୍ଟିକର୍ତ୍ତାଙ୍କ ଛଦ୍ମବେଶରେ ମହାରଣା ସାଜି ନିରାକାର ମହାପ୍ରଭୁଙ୍କର ଆକାର ଆଙ୍କିଲେ। *ନିଜର ଶେଲଫି କେବେ ଭୂଲ ଚିତ୍ରିତ ହୁଏନା।* "କସ୍ମିକ ଏନର୍ଜି" ବା "ମହାଜାଗତିକ ଶକ୍ତି" ବା *"ପରଂ-ବ୍ରହ୍ମ"ଙ୍କର ଚାରି ରୂପକୁ ନାମ ଦେଇଗଲେ ଚତୁର୍ଦ୍ଧା ମୂର୍ତ୍ତିରେ ; ଯାହା ପ୍ରାସଙ୍ଗିକ।* (କ) *"Dark Energy ; “ଜଗନ୍ନାଥ":* ଜଗତର ନାଥ ; ସୃଷ୍ଟିର ସବୁଠାରେ ଅଛନ୍ତି। (ଖ) *"White Energy ; “ବଳଭଦ୍ର"; Divine Energy ; ସ୍ବର୍ଗୀୟ ମହାଶକ୍ତି।"* (ଗ) *"Negative Energy"; 'ସୁଭଦ୍ରା' ; "ନାରୀ ଶକ୍ତି" ବା "ଦେବୀ ଶକ୍ତି"; "Divine Maa."* (ଘ) *"Consciousness" ; "ଚେତନା ଶକ୍ତି" ; 'ସୁଦର୍ଶନ' ; "ଦିବ୍ୟ ଦୃଷ୍ଟି" ; "Energy To conceive ପରମାତ୍ମା।"* ମୁଁ ପରା ତୋର ସ୍ନେହକାଂଗାଳ କାଳିଆ ସାଆନ୍ତ। ଥରେ ମୋ ଶ୍ରୀଅଂଗରେ ଭକ୍ତର ଶରୀର ମିଶି ଗଲା ପରେ ଆଉ ସେ ଶରୀର, ଶରୀର ହୋଇ ରହେନା ରେ। ପାପ ମୁଁ, ପୂଣ୍ୟ ବି ମୁଁ। | ବିଦ୍ୟା ମୋ ଠାରୁ ଆରମ୍ଭ ଆଉ ଅବିଦ୍ୟା ମୋ ଠାରେ ଶେଷ। ସବୁବେଳେ ଖୋଜି ବୁଲୁଥାଏ ମୋ ପାଇଁ ସ୍ନେହ, ଭଲ ପାଇବାର ପସରା ଧରି ବସିଥିବା ମଣିଷଟିକୁ। ”
@biswadarsi999
@biswadarsi999 3 жыл бұрын
Sir , your voice is very sweet. Kindly share more experience on this channel.
@srikantaparija2054
@srikantaparija2054 3 жыл бұрын
@@biswadarsi999 If Mapravu blessed...Thanks .Stay blessed with the holy blessings of Mahapravu Shree Jagannath...
@manaspradhan4168
@manaspradhan4168 3 жыл бұрын
Greatest discovery. Thanks a lot🌹 sir👏
@DB-gj1ig
@DB-gj1ig 3 жыл бұрын
Ae Mahaprabhu 🌷😔
@srikantaparija2054
@srikantaparija2054 3 жыл бұрын
​@@manaspradhan4168 Stay Blessed with the holy blessings of Mahapravu....
@thirdeye9492
@thirdeye9492 3 жыл бұрын
ଆଖିରେ ଲୁହ ଆସିଗଲା, କେତେ ସୁନ୍ଦର କଥା, ଏଣିକି ଧର୍ମ ଧ୍ବଜା ଧାରୀ ମାନେ ଚେତନ୍ତୁ, ଆମର ଧର୍ମ ମାନବ ଧର୍ମ, ମଣିଷ ହୋଇ ବଞ୍ଚନ୍ତୁ, ଜୟ ଜଗନ୍ନାଥ l
@srikantaparija2054
@srikantaparija2054 3 жыл бұрын
Stay blessed with the holy blessings of Mahapravu
@shreejagannathpuriodisha4694
@shreejagannathpuriodisha4694 3 жыл бұрын
ଓଡିଶା 365 channel ର ସମସ୍ତ କର୍ମଚାରୀ ମାନଙ୍କ ଏହି ଚେଷ୍ଟା ଅବର୍ଣ୍ଣନୀୟ, ଅତୁଳନୀୟ... ଆପଣମାନଙ୍କୁ ବିନମ୍ର ନିବେଦନ ଯେ ଏହି ପ୍ରକ୍ରିୟା କୁ ବନ୍ଦ କରିବେ ନାହିଁ,,, ଜୟ ଦୀନବନ୍ଧୁ, କୃପାସିନ୍ଧୁ, ଜଗବନ୍ଧୁ ପତିତ ଉଦ୍ଧାରକାରୀ ତୁମ ନାମ ଗାଇ ଗାଇ ପିଣ୍ଡରୁ ମୋ ପ୍ରାଣ ଯାଉ ବାହାରି,,,🙏🙏🙏🙏🙏🙏
@srikantaparija2054
@srikantaparija2054 3 жыл бұрын
Mahapravu Hey....
@jagannathmahima2023
@jagannathmahima2023 3 жыл бұрын
ମହାପ୍ରଭୁ ଜଗନ୍ନାଥ ଙ୍କ ଏହି ପବିତ୍ର କଥା ଶୁଣି କର୍ଣ୍ଣ ପବିତ୍ର ହୋଇ ଯାଉଛି। ଧନ୍ୟବାଦ ଆଜ୍ଞା 🙏 ଜୟ ଜଗନ୍ନାଥ 🙏
@jayjagannath2456
@jayjagannath2456 3 жыл бұрын
ଡ଼ା ପରିଜା ଯେଉଁ ଅନୁଭୁତି କହିଲେ ସେଥିରୁ ଯାହା ଜଣାପଡୁଛି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା। ସେ ମୁସଲିମ ଲୋକ କେମିତି ନା କେମିତି ମହାପ୍ରଭୁଙ୍କ ସହ ଜଡ଼ିତ। ନହେଲେ ମହାପ୍ରଭୁ ତାଙ୍କୁ ପୁରୀକୁ ଆଣି ନଥାନ୍ତେ ସେପୁଣି ରଥଯାତ୍ରା ସମୟରେ। ସେ ଲୀଳାମୟ ତାଙ୍କ ଲୀଳା ଦେବତାମାନେ ଜାଣିପାରି ନାହାନ୍ତି ଆଉ ଅମେତ ତାଙ୍କ ଦ୍ୱାରା ଗଢା ମଣିଷ। ହେ ଜଗନ୍ନାଥ ଭାବ ଦିଅ ଭକ୍ତି ଦିଅ, ସବୁ ଦୋଷ ପାପକୁ କ୍ଷମା ଦେଇ କୋଳେଇ ନିଅ ,ଏତିକି କାମନା। ଜୟ ଜୟ ଜଗନ୍ନାଥ।
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu...
@gitapradhan2346
@gitapradhan2346 3 жыл бұрын
ଯାହାଙ୍କ ଇଛାରେ ସଚରାଚର ଜଗତ ପରିଚାଳିତ, ଯେଉଁଠି ଭକ୍ତ ଆକୁଳ ଭାବରେ ତାଙ୍କ ନାମ ଗାନ ରେ ପ୍ରବୃତ , ସେହି ସ୍ଥାନ ହିଁ ତାଙ୍କ ବାସସ୍ଥାନ।ଭକ୍ତ ହିଁ ତାଙ୍କ ପ୍ରାଣ ,ଭକ୍ତ ଆଖିର ନୀରବ ଅଶ୍ରୁ ଟୋପା ପାଇଁ ଭଗବାନଙ୍କ କେତେ ଯେ ପ୍ରତୀକ୍ଷା ,ଭକ୍ତ ଆଖିର ଲୁହ ରେ ରତ୍ନ ସିଂହାସନ ତାଙ୍କର ଅସ୍ଥିର , ଧାଇଁ ଆସନ୍ତି ସେ କୋଳେଇ ନେବା ପାଇଁ। ମହାପ୍ରଭୁ ହେ ମହାବାହୁ 🙏 🙏🙏🙏🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu Shree Jagannath...
@teaching_exam_preparation
@teaching_exam_preparation 3 жыл бұрын
ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଶରଣରେ ଏହି ପବିତ୍ର କାହାଣୀର ସତ୍ ଭାବନା ସମର୍ପିତ 🙏🙏🙏🙏🙏🙏🙏🙏🙏🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu..
@keshabnayak9038
@keshabnayak9038 3 жыл бұрын
ମହାପ୍ରଭୁ ଙ୍କ ମହିମା କୁ ପ୍ରକାଶ କରିଥିବାରୁ ଆପଣ ଙ୍କୁ ଧନ୍ଯବାଦ ସାର। ମନରେ କୋହ ଆଖରେ ଲୁହ ଆସିଗଲା। ଆପଣ ବି ଧନ୍ଯ ସାର। ସେହି ଲୋକଟିର ଦର୍ଶନ କିରିକି। ଧନ୍ଯ ଧନ୍ଯ ମହାପ୍ରଭୁ ଧନ୍ଯ ତୁମ ମହିମା। ତୁମ ଭକତ ଚରଣେ ମୋର କୋଟି ଶରଣ🙏🙏🙏
@rabindranathpradhan4378
@rabindranathpradhan4378 3 жыл бұрын
Jay jagganatha swami nayana patha gami bhaba tume prabhu 🙏🙏🙏🙏🙏🙏
@srikantaparija5482
@srikantaparija5482 3 жыл бұрын
Jay Jaganath.. May Mahaprabhu bless all
@jayjagannathbhajan5819
@jayjagannathbhajan5819 3 жыл бұрын
Jay jagannath swami nayan patha gami bhaba tume mahaprabhu nka bina gachha ru patra bi halena sabu tankari ichha jay prabhu kalia saanta🌺🌺🌷🌷🌷🙏🏼🙏🏼🙏🏼hari bola
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu..
@balabantaparidabalabantapa3046
@balabantaparidabalabantapa3046 3 жыл бұрын
ଓ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭଵ ଧନ୍ୟବାଦ୍
@gayatrijena2150
@gayatrijena2150 3 жыл бұрын
Hee mahaprabhu, samastankra upare tumara krupa thau,sarbe bhavantu sukhi nama, sarbe santu niramaya sarbe bhadrani pashyantu ,maa kaschit dukha bhag bhaved, Jay Jagannath 🙏🙏🙏
@umaagrawal6155
@umaagrawal6155 3 жыл бұрын
Baikunth me bhi na mile sukh Prabhu tere dham me hai . Har mushkil ka samadhan tere naam me hai . Jai jagganath Mahaprabhu 🙏🙏🙏🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu..
@sabitaswain5513
@sabitaswain5513 3 жыл бұрын
Dunia ra sabuthu bada daktar🙏 Mohaprabhu koti koti pranam🙏🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu....
@chittaranjansahoo7835
@chittaranjansahoo7835 3 жыл бұрын
Jay Jagannath Mo maha pravhu
@rupendrakanhar8536
@rupendrakanhar8536 3 жыл бұрын
ଭାବରେ ବନ୍ଧା ଜଗନ୍ନାଥ ହେ ବିଭୁ ଅନାଥର ନାଥ । 🙏ଜୟ ଜଗନ୍ନାଥ🙏
@srikantaparija2054
@srikantaparija2054 3 жыл бұрын
Pranam
@sanjibkumarrout8591
@sanjibkumarrout8591 3 жыл бұрын
Wow... Jai Jagannath
@gitapradhan2346
@gitapradhan2346 3 жыл бұрын
ଆଉ ତୋ ଭଲପାଇବା ର ଲୁହ ରେ ତାଙ୍କୁ ବାନ୍ଧି ଦେଉଛୁ ଧନ୍ୟ ତୁ ଧନ୍ୟ ଆମେ 🙏ଜୟ ଜଗନ୍ନାଥ 🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu..
@biswadarsi999
@biswadarsi999 3 жыл бұрын
Jaya Mahaprabhu ShreeJagannatha Swami.
@ranjeeta2583
@ranjeeta2583 3 жыл бұрын
Mahaprabhu jagannatha nka mahima sunile luha asi jauchi , Jay jagannath
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu
@dipakkumarbal8318
@dipakkumarbal8318 3 жыл бұрын
ସବୁ ସେହି ଲୀଳାମୟ ଙ୍କ ଲୀଳା। ଆଖି ଲୁହରେ ଭିଜିଗଲା ସାର୍। ସାରସ୍ବତ ପ୍ରଣାମ ଆପଣଙ୍କୁ। ସୁନ୍ଦର ଉପସ୍ଥାପନା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@srikantaparija2054
@srikantaparija2054 3 жыл бұрын
Stay blessed with the holy Blessings of Mahapravu Shree Jagannath..Sey hin semiti tanka katha kahiley luha asie jaye au tanka katha sunie ley antara luha rey bhari jaye
@balabantaparidabalabantapa3046
@balabantaparidabalabantapa3046 3 жыл бұрын
ଜୟ ଜଗନ୍ନାଥ ଭରସାରେ ଓ ଶାନ୍ତି ଓ ଶାନ୍ତି ଓ ଶାନ୍ତି
@kadambinitripathy3240
@kadambinitripathy3240 3 жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@narayandasnarayandas8036
@narayandasnarayandas8036 3 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,,,,,
@diptiranjansahoo9580
@diptiranjansahoo9580 3 жыл бұрын
Jai Jagannath
@susantajena9518
@susantajena9518 3 жыл бұрын
Jay jagannath prabhu
@purusottamreddy2992
@purusottamreddy2992 3 жыл бұрын
ହୃୟସ୍ପର୍ଶୀ
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu..
@bkbarik2322
@bkbarik2322 3 жыл бұрын
ଜୟ ଜଗନ୍ନାଥ👏👏
@rameshkar7638
@rameshkar7638 3 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏
@adhikariakshayakumardash421
@adhikariakshayakumardash421 3 жыл бұрын
🌷🌹🙏omshanti JayOdisa Jayjagannath JayOdisa🙏🌹🌷
@jayashreesatpathy4732
@jayashreesatpathy4732 3 жыл бұрын
,Jay, jayjaganatha
@radharani1952
@radharani1952 3 жыл бұрын
Jay kripa Sagar Sri Jagannath
@kanaklatapatra3935
@kanaklatapatra3935 3 жыл бұрын
Jai Jagannath 🙏 Prabhu samastankara mangala karantu 🙏
@ratikantalenka4573
@ratikantalenka4573 3 жыл бұрын
ଜୟ ଜଗନ୍ନାଥ ସ୍ୱାମୀ
@sunilnath3572
@sunilnath3572 3 жыл бұрын
Jay jagannath maha prabhu nkara jay heu
@nitaidey3104
@nitaidey3104 3 жыл бұрын
😭😭😭 🙏🙏🙏 jai jagannath 🙏🙏🙏
@satyaprangya5095
@satyaprangya5095 3 жыл бұрын
Mo Prabhu Srijagnnath 🙏🙏❤️
@SM-pm3fp
@SM-pm3fp 3 жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏
@manashpalai5238
@manashpalai5238 3 жыл бұрын
He anath ra nath maha pranhu jagannath 🙏
@butudandapat9890
@butudandapat9890 3 жыл бұрын
jai jagrnnath
@gopabandhubariha9783
@gopabandhubariha9783 3 жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@shivarampatnaik4138
@shivarampatnaik4138 3 жыл бұрын
Jai Jai jaganath mahaprabhu
@akshay1agrivlogs
@akshay1agrivlogs 3 жыл бұрын
Jay jaganath
@laxmikantakar1685
@laxmikantakar1685 3 жыл бұрын
🙏🙏🙏ଜୟ ଜଗନ୍ନାଥ
@odishathespark4492
@odishathespark4492 2 жыл бұрын
Bahut Bahut sundar! Jai jagannath Swami 🙏🏽🪔
@manaspradhan4168
@manaspradhan4168 3 жыл бұрын
Beautiful sir. You are great Sir👏
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu....
@jagabandhu3066
@jagabandhu3066 3 жыл бұрын
ଜଗବନ୍ଧୁ
@trinathsahoo7404
@trinathsahoo7404 6 ай бұрын
ମୋ ମହାପ୍ରଭୁଙ୍କ ଜୟ ହେଉ
@gopalagrawal8200
@gopalagrawal8200 3 жыл бұрын
Hey Mahaprabhu 🙏
@atulyadas
@atulyadas 3 жыл бұрын
Very heart Touching. Jai Jagannath
@srikantaparija2054
@srikantaparija2054 3 жыл бұрын
Stay blessed with the holy Blessings of Mahapravu Shree Jagannath
@baijayantimishra3693
@baijayantimishra3693 3 жыл бұрын
Jayjagannath krupa kara
@drchittaranjansahani8324
@drchittaranjansahani8324 3 жыл бұрын
Very thoughtful msg to our society....... Jay Jagannath
@gitapradhan2346
@gitapradhan2346 3 жыл бұрын
ଆଉ ତୋ ଭଲପାଇବା ର ଲୁହ ରେ ତାଙ୍କୁ ବାନ୍ଧି ଦେଉଛୁ ଧନ୍ୟ ତୁ ଧନ୍ୟ ଆମେ 🙏ଜୟ ଜଗନ୍ନାଥ 🙏
@sudarsansamal4673
@sudarsansamal4673 2 жыл бұрын
Sir ଆପଣଙ୍କ ଉପସ୍ଥାପନା ଶୈଳୀ ଏତେ ହୃଦୟ ସ୍ପର୍ଶୀ ଶୁଣିଲା ବେଳେ ଆଖିରୁ ଲୁହ ଝରି ଆସୁଛି...... ଆପଣ ଏହି ପରି ମୋ ମହାପ୍ରଭୁଙ୍କର ମହିମା ଲୋକଲଚନା କୁ ଆଣୁଥାନ୍ତୁ jai ଜଗନ୍ନାଥ 🙏🙏🙏🙏🙏🙏
@kalashreea6031
@kalashreea6031 3 жыл бұрын
ଓଃ କି ଚମତ୍କାର ସ୍ମୁତି ! ସତରେ‐‐ "ମୋ ପୁଅ କ'ଣ ତୋ ପୁଅ ନୁହେଁ" ? ଏତିକିରେ ମହାପ୍ରଭୂ ଜଗନ୍ନାଥ ଭକ୍ତର ଭାବ ପ୍ରକଟକୁ ବୁଝିବା ଏବଂ ସେଇ ଜବନ ପୁଅକୁ କୋଳେଇ ନେବା ହିଁ ଜଗନ୍ନାଥଙ୍କ "ମହିମା" ଆଜି ବାଲେଶ୍ବର (ଭଦ୍ରକ) ର ମୋର ଜଣେ ବଂଧୁଙ୍କ ଠାରୁ ଶୁଣିଲି ପଞ୍ଚାଅଶି ବର୍ଷର ଜଣେ ମୁସଲମାନ ବ୍ଯକ୍ତି ଯିଏକି ପାରଂପାରିକ ସତ୍ଯପୀର ପାଲା ମାଧ୍ଯମରେ ସାରା ଓଡିଶାରେ ହିନ୍ଦୁ ମୁସଲିମ୍ ସମନ୍ବୟ ଓ ସଂହତି ର ବାର୍ତ୍ତା ପ୍ରଚାର କରି ଆସୁଛନ୍ତି l ବାସ୍ତବରେ ଆମେ ସିନା ନିଜକୁ ହିନ୍ଦୁ ହିନ୍ଦୁ ବୋଲି କହି ବୁଲୁଛୁଁ , କିନ୍ତୁ ଅଣହିନ୍ଦୁ ହୋଇ ମଧ୍ଯ ବହୁ ମୁସଲମାନ୍ ସାଧକ ପ୍ରଭୂ ଜଗନ୍ନାଥଙ୍କୁ ନିଜର ଆରାଧ୍ଯ ଭାବେ ହୃଦୟ ମଧ୍ଯରୁ ଭକ୍ତି କରି ଆସୁଛନ୍ତି l ଯାହାକି ଅନେକ ସମୟରେ ଆମ ନିକଟରେ ଦୃଷ୍ଟାନ୍ତ ଭାବେ ରହି ଆସିଛି l ଏହି କଥାର ସତ୍ଯତା ପ୍ରଭୂ ଜଗନ୍ନାଥଙ୍କ ପରମ ଭକ୍ତ ଖଣ୍ତପଡାର ସଂଗୀତଜ୍ଞ ସ୍ବର୍ଗତ ଭିକାରୀ ମହମ୍ମଦଙ୍କ ଠାରୁ ପ୍ରତୀୟମାନ ହୋଇଥାଏ l ପ୍ରଭୂ ଜଗନ୍ନାଥ ହେଉଛନ୍ତି ଜଗତର ନାଥ "ଜଗନ୍ନାଥ" l ସେ ନିଶ୍ଚୟ ସର୍ବବ୍ଯାପୀ ଓ ସର୍ବ ଶକ୍ତିମାନ ! ମନେପଡେ ଜଣେ ବିଦଗ୍ଧ କବିଙ୍କ ଭାଷାରେ‐‐ "ସେହି କାଳିଆ ଠାକୁର ଜଣେ ମୋର ମନକୁ ମଉନେ ଟାଣେ" ବାସ୍ତବରେ ଜଗନ୍ନାଥ ଦର୍ଶନର ଗବେଷକ ଡଃ. ଶ୍ରୀକାନ୍ତ ପରିଜା ମହାଶୟଙ୍କ ଉପସ୍ଥାପନା ଅତି ଚମତ୍କାର l କାରଣ‐ ଏହା ଅନୁଭବ ର କଥା ‐ ‐ ‐ ଯେହେତୁ ଜଗନ୍ନାଥ ଖଣ୍ତିଆ ହାତ ଏବଂ ଯାହାର ପାଦ ମଧ୍ଯ ନଥିବାର କୁହାଯାଉଛି, ତଥାପି ସିଏ ସର୍ବ ବ୍ଯାପକ ଓ ସର୍ବମୟ ଶ୍ରୀଜଗନ୍ନାଥ l ତେଣୁ ଭକ୍ତ ଯେତେବେଳେ ତାଙ୍କୁ କୁଣ୍ଢାଇ ଥିବ ସେତେବେଳେ ଶ୍ରୀକ୍ଷେତ୍ର କାଳିଆ (ଜଗତର ନାଥ ଶ୍ରୀଜଗନ୍ନାଥ) ମଧ୍ଯ ତାହାକୁ କୃପା ନେତ୍ରରେ ଟିକିଏ ଆଡ ନେତ୍ରରେ ନିଶ୍ଚୟ ଦେଖି ଦେଇଥିବେ l ଯାହା ଦ୍ବାରା ଜଗତ ଜଗନ୍ନାଥମୟ ହୋଇ ଉଠିବ ଓ ସମସ୍ତ ଭକ୍ତମାନେ ପ୍ରଭୂଙ୍କ ଅଭୟ ପ୍ରାପ୍ତ ହେବା ସହିତ ସୁଖ ଶାନ୍ତି ଓ ପରମ ଆନନ୍ଦ ଲାଭ କରିବେ l ଏତେ ସୁନ୍ଦର ତଥ୍ଯ ସହିତ "ଜଗନ୍ନାଥ ମହମା" କୁ ଜାଣିବାର ସୁଯୋଗ ଦେଲେ , ତେଣୁ ଡଃ. ଶ୍ରୀକାନ୍ତ ପରିଜା ମହୋଦୟଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ! ପ୍ରଣାମ ! ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ! ‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐ ଗୁରୁ ଆଲୋକ ଦାସ --ବଲାଙ୍ଗୀର ‐‐ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ‐ ସଂଗୀତ ସଂଯୋଜକ‐‐ତବଲା ଓ ପଖାଉଜ ଶିଳ୍ପୀ ‐ ଆକାଶବାଣୀ ଏବଂ ଦୂରଦର୍ଶନ ‐ ପ୍ରତିଷ୍ଠାତା‐‐ସଂପାଦକ‐‐ ସର୍ବଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍ " ମୋ‐‐9438028857--8018910901-- 9337576742
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessing of Mahapravu...Pranam
@shakuntalanayak896
@shakuntalanayak896 3 жыл бұрын
Jai Jagannath prabhu.
@priyacharandas7352
@priyacharandas7352 3 жыл бұрын
ଜୟଶ୍ରୀ ଜଗନ୍ନାଥ ଜୟ ଗୋମାତା ଜୟ ସନାତନ ଧର୍ମ ।ଆମ ଓଡ଼ିଆ ସଂସ୍କୃତି କୁ ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ କିନ୍ତୁ ଦୁଃଖର କଥା ଆମେ ବିଦେଶୀ ଖ୍ରୀଷ୍ଟିୟାନ ସଭ୍ୟତା କୁ ଅନୁକରଣ କରୁଛୁ ଧିକ୍କାର ଆମକୁ
@srikantaparija2054
@srikantaparija2054 3 жыл бұрын
Hey Mahapravu --Bhaba dianthu,Bhakti diantu,Bhala paieba dianthu....
@satyajitparida9195
@satyajitparida9195 3 жыл бұрын
Bahut hrudaya sparsi , akhi luhare bhari gala . Satare mo bhagaban Kan aemity krupa barasanti .Jay Jagannath Swami 🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu...
@ratemundaratemunda111
@ratemundaratemunda111 2 жыл бұрын
ଜୟ ଜଗନ୍ନାଥ 🙏🙏🙏 bahut emotional kahani 😭😭😭
@tukumama4813
@tukumama4813 2 жыл бұрын
Jay Jagannath Prabhu 🌼🌾🌿🌼🌾🌿🌼🌾🌿🌼🌾🌿🙏🏻🙏🏻🙏🏻🙏🏻
@devidattasahoo325
@devidattasahoo325 3 жыл бұрын
Maha prabhu. 🙏🙏🙏🙏🙏
@heygovinda4787
@heygovinda4787 3 жыл бұрын
Mo Jagannatha ......Mo prabhu.......
@jparija8544
@jparija8544 3 жыл бұрын
Jagannath nkara apurba lila Jaya Jagannath,koti pranam
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu....
@GitanjaliSahu-us5le
@GitanjaliSahu-us5le 2 ай бұрын
Mo saante nku koti pranaam.....
@minakshimohanty1801
@minakshimohanty1801 3 жыл бұрын
Very nice story sir, heart touching,
@ashutoshnayak9323
@ashutoshnayak9323 3 жыл бұрын
ଜୟ ଜଗନ୍ନାଥ
@sangramkesharisahoo1180
@sangramkesharisahoo1180 3 жыл бұрын
Jai Jagannath Swami
@linakhiswain9875
@linakhiswain9875 3 жыл бұрын
Jay jagannath...really se sabu dekhe au sabu sune
@srikantaparija2054
@srikantaparija2054 3 жыл бұрын
Stay Blessed with the Holy Blessings of Mahapravu Shree Jagannath...
@gayatrijena2150
@gayatrijena2150 3 жыл бұрын
Jay Jagannath 🙏🙏🙏 pranam sir,apana bahut mahan,mahaprabhu nkara krupa apananka upare achi,
@DB-gj1ig
@DB-gj1ig 3 жыл бұрын
🌷🌷Ae Mahaprabhu🌷🌷 🙏🙏🙏🙏🙏🙏🙏🙏🙏🙏🙏
@pranobondhusabar8645
@pranobondhusabar8645 3 жыл бұрын
Jai Jagarnnath Swamy nayana pathgamy bhabatume....
@swatisucharita3755
@swatisucharita3755 3 жыл бұрын
Jay jagannath swami
@pramilanayak7325
@pramilanayak7325 3 жыл бұрын
🙏🙏🙏🙏🙏🙏🪔🪔🪔🪔🤝🤝🤝🤝🤝Koti koti thankfully to u sir 🙏🙏🙏🙏🙏🙏🙏🙏🙏🙏
@ssamal2000
@ssamal2000 3 жыл бұрын
ମହାପ୍ରଭୁ ଆପଣଂକ ପାଦ ପଦ୍ମରେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@hemalinbiswal472
@hemalinbiswal472 3 жыл бұрын
🙏🕉🌷⛳●🔺️●⛳🕉JAI JAGGANATH SWAMI NAYANA PATHA GAMI VABA TUME 🕉⛳🙏🌷
@bikashbarik9809
@bikashbarik9809 3 жыл бұрын
Jay jagannath 🙏🙏
@azimazim9370
@azimazim9370 2 жыл бұрын
ଧର୍ମ ହିଁ ଈଶ୍ୱର ଆଲ୍ଲାହ ଙ୍କ ଅବଦାନ , ଧର୍ମ ଯୁଗେ ଯୁଗେ , ମଣିଷ ଯୁଗ ଧର୍ମ ଅନୁସାରେ ଈଶ୍ଵରଙ୍କ ଶରଣାଗତ ହେବାର ପ୍ରେରଣା ଯୁଗ ଅବତାର ଓ ଯୁଗ ଧର୍ମ ଶାସ୍ତ୍ର ଅନୁସାରେ ପାଇଥାଏ , ଈଶ୍ଵର ଅଜନ୍ମା ଓ ଅନାଦି , କରି କରାଇ ଥାଏ ମୁଁହି (ଈଶ୍ଵର ଆଲ୍ଲାହ) ମୋ ବିନୁ ଅନ୍ୟ ଗତି ନାହିଁ ଧନ୍ୟବାଦ
@pramilanayak7325
@pramilanayak7325 3 жыл бұрын
Mo pravu Jagannath Se je Kamala kanta.Srikhetra Purusottam Biswabasi Sarbgnya, Sarbadarshi, SarbaSaktiman .Sarbahruday sware.🙏🙏🙏🙏🙏🙏🙏🌾🌾Jay Jagannath. Arogya pradata kalki paramjyoti ammabhagavan ki jay ho jay ho jay ho 🙏🙏🤲🤲🙌🙌🙌🙌🙌🙌🙌
@srikantaparija2054
@srikantaparija2054 3 жыл бұрын
Stay blessed with the holy Blessings of Mahapravu Shree Jagannath
@srikantadeepak9698
@srikantadeepak9698 3 жыл бұрын
Jay jagannath mahaprabhu
@prakashchandrarout589
@prakashchandrarout589 3 жыл бұрын
Jai Jagannath 🙏🌹
@bijaydas5009
@bijaydas5009 3 жыл бұрын
Jay Jagannath
@akashbarik8387
@akashbarik8387 Ай бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@ruchikapriyadarshini2502
@ruchikapriyadarshini2502 3 жыл бұрын
Jay jagganath
@susantadalei5858
@susantadalei5858 3 жыл бұрын
Jay Jagannath swami
@kishorepatnaik9532
@kishorepatnaik9532 3 жыл бұрын
JAI JAGANATH 🙏🙏🙏
@jyotirmayeemohapatra8001
@jyotirmayeemohapatra8001 3 жыл бұрын
Mo prabhu ta bhaktara bhagaban. And I am lucky to be associated with Srkant Bhai. Always eagerly wait to hear more and more from him.
@srikantaparija2054
@srikantaparija2054 3 жыл бұрын
Stay blessed with the holy Blessings of Mahapravu Shree Jagannath
@shantilatadas4419
@shantilatadas4419 3 жыл бұрын
Mahabahu kari pranam emiti sundar karani chadantu plz sir thanks a lot
@srikantaparija2054
@srikantaparija2054 3 жыл бұрын
Stay blessed with the holy blessing of Mahapravu...
@hemalinbiswal472
@hemalinbiswal472 3 жыл бұрын
JAI JAGANNATH SWAMI NAYANA PATHA GAMI VABA TUME ⛳🙏
@sandeepajeet2489
@sandeepajeet2489 3 жыл бұрын
Jai Jagannath 🙏
@kanhapattnaik495
@kanhapattnaik495 3 жыл бұрын
ମହାପ୍ରଭୁ ଙ୍କ ର ଲୀଳା ଯେତେ ଶୁଣିଲେ ଦେହ ଶିହରୀ ଉଠୁଛି 😭😭😭🙏
@anjalimohapatra9679
@anjalimohapatra9679 3 жыл бұрын
ଆପଣଙ୍କ ର ପ୍ରତିଟି କଥା ହୃଦୟ ସ୍ପଶୀ
@prpradhan9068
@prpradhan9068 3 жыл бұрын
ଜୟ ଜଗନ୍ନାଥ, 🙏🏽
@nkdaskalika2357
@nkdaskalika2357 3 жыл бұрын
Jagannath mahaprabhu knu koti koti pranam thank you sir
@srikantaparija2054
@srikantaparija2054 3 жыл бұрын
Stay blessed with the holy Blessings of Mahapravu Shree Jagannath
@chittaranjanpattnaik4602
@chittaranjanpattnaik4602 3 жыл бұрын
Jay Jagannath. Kana au kahibi, Mahaprabhu nka mahima suniki akhiru luha asigala.
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu....
@Devudala
@Devudala 3 жыл бұрын
Bastabik bohut hrudaya sparshi Mahaprabhu Jay Jagannath 🙏🙏🙏
@srikantaparija2054
@srikantaparija2054 3 жыл бұрын
Stay Blessed with the holy grace of Mahapravu..
@saiSai-fd7xk
@saiSai-fd7xk 2 жыл бұрын
Jay jagannath swami nayan path gami vabatu me 🌹🙏🌹🙏🌹🙏🌹🙏🌹🙏🌹
@sumitamahapatra9251
@sumitamahapatra9251 3 жыл бұрын
Jay Jagannatha 🙏🙏🙏 suniki karna pabitra heigola dhanyawad sir
@srikantaparija2054
@srikantaparija2054 3 жыл бұрын
Stay Blessed with the holy blessings of Mahapravu...
@pramilanayak7325
@pramilanayak7325 3 жыл бұрын
Serve bhabantu Sukhinah.🙏🙏🌾🌾🤲🤲🤲🤲🤲🤲🤲🤲🤲
@rashmijena1176
@rashmijena1176 3 жыл бұрын
JayJagannath
@sanketmohanty5651
@sanketmohanty5651 3 жыл бұрын
Jay Jagannath 👏
@krishnapadhi851
@krishnapadhi851 3 жыл бұрын
Jai Jagannath
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 7 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 81 МЛН
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 7 МЛН