Dharmendra Pradhan News | ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବଡ ଦାୟିତ୍ୱ

  Рет қаралды 266,095

News18 Odia

News18 Odia

Жыл бұрын

Dharmendra Pradhan News | ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବଡ ଦାୟିତ୍ୱ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ହେଉଛି ଚର୍ଚ୍ଚା . ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି
#dharmendrapradhan #bjp #modi #livenews
Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates
News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Пікірлер: 85
@sripatisandha924
@sripatisandha924 3 ай бұрын
Swargiya rastriya neta Pramod Mahajan r bhumika nebe. Odisha r garba o gourav Ama priya neta Dharmendra Pradhan. Ji. Jai sri ram
@jitendrapani4824
@jitendrapani4824 Жыл бұрын
ସାର୍ ପଦ୍ମ ପୁରୁ ବିଜେପି ସିୟର ଜିତିବ ସାର୍ ପୁରା ବିଜେଡି ବିଧାୟକ କୁ ଚିପୁଡି ଅ ଜୟ ଜଗନ୍ନାଥ 🙏🏽🙌
@pramodkumarbehera3176
@pramodkumarbehera3176 Жыл бұрын
Congratulations sir
@bikashchandrabehera4165
@bikashchandrabehera4165 Жыл бұрын
Right
@prakashharichandan4528
@prakashharichandan4528 Жыл бұрын
Jay jagannath.
@anshumanmallick6715
@anshumanmallick6715 Жыл бұрын
Good news for Odisha
@rajanikantapanda8625
@rajanikantapanda8625 Жыл бұрын
Crisis maker.
@gopigouda8887
@gopigouda8887 Жыл бұрын
Thank you Dharmendra ji
@bijayashankartripathy8748
@bijayashankartripathy8748 8 ай бұрын
ଓଡ଼ିଶାରେ ବିଜେ ପି ବୁଡ଼ିବା ଥୟ
@khageshwarrout4566
@khageshwarrout4566 Жыл бұрын
Dharmendra bhai b j p adhyakha mobaraka jai hind
@dhyanchandmarndi8356
@dhyanchandmarndi8356 Жыл бұрын
ବେଲପାଚିଲେ କୁଆର,,କିଯାଏ ।
@guducommunication2634
@guducommunication2634 Жыл бұрын
Odishare ooo
@OmPrakash-ho1uc
@OmPrakash-ho1uc Жыл бұрын
Bohut valakhata
@hatiathakura5897
@hatiathakura5897 Жыл бұрын
Your greet darmendra babu❤❤❤
@dasharathadas6169
@dasharathadas6169 Жыл бұрын
Jay jagnnath
@keshabchandramallick3828
@keshabchandramallick3828 Жыл бұрын
All the best Dharmendra,
@shankarmohanty7652
@shankarmohanty7652 6 ай бұрын
Mora Modi ji nku anurodha both capturerinng karibaku no heu
@abhikhora5254
@abhikhora5254 Жыл бұрын
Petrol disel 100 par
@Researchpintu
@Researchpintu Жыл бұрын
Jay 🇮🇳❗🇮🇳 Jagannath
@prafullachandrasethy6222
@prafullachandrasethy6222 Жыл бұрын
Odisha rajniti re kintu kahar nahi duduba. Only Nabini jee. Our priya mukhyamantri.
@dwitikrushnamishra361
@dwitikrushnamishra361 Жыл бұрын
Welcome
@beranchimunda392
@beranchimunda392 Жыл бұрын
Congratulations bjp
@jashabantbehera9217
@jashabantbehera9217 Жыл бұрын
Bhagaban karantu Apana Aahuri Uparaku Jantu
@pranaballavaprusty6696
@pranaballavaprusty6696 Жыл бұрын
Odisa b j p balanku rajaniti jannananhi b j p bala saja hai hai b j d bala bhala kama phutauchhanti
@vijaypradhan5121
@vijaypradhan5121 Жыл бұрын
Fantastic news
@subashasahoo7804
@subashasahoo7804 Жыл бұрын
Jay Jagannath 🙏🙏🙏
@akshayakumar8712
@akshayakumar8712 Жыл бұрын
JAY JAGANNATH 🙏🙏🙏
@rajanjena8958
@rajanjena8958 Жыл бұрын
ଏଠି ଓଡ଼ିଶା କଣ ତାଙ୍କ ସେଭଳି ଯୋଗ୍ୟତା କମ୍ ପଡ଼ିଯାଇଛି କି।
@pradeepbarik1108
@pradeepbarik1108 Жыл бұрын
Odisha pai zero
@abhipsaswain8355
@abhipsaswain8355 Жыл бұрын
Thanksdharmendraji.youaretherealheroforissa.Gosblessyou.
@BR-sb4ze
@BR-sb4ze Жыл бұрын
ସେ ଏମଏଲେ ରେ ଛିଡା ହେଲେ ବି ଜିତିବନି
@amagiha1046
@amagiha1046 Жыл бұрын
Alakhyana ta bjp ra bala udeidebo
@jayrampradhan7004
@jayrampradhan7004 Жыл бұрын
Vari god
@sadhudas2758
@sadhudas2758 Жыл бұрын
Dharmendra has no khata, khatiyan in odisha
@nirakarsahoo7004
@nirakarsahoo7004 Жыл бұрын
ବନ୍ଧୁ , ଓଡ଼ିଶାର ଖାତା , ଖତିୟାନ ଦିଲ୍ଲୀ ରେ ଚଳେ ନାହିଁଁ । ଆଉ ଓଡ଼ିଶାର ଖତିୟାନ ଧାରୀ ସମୟ ଓ ସୁବିଧା ଦେଖି ମଝିରେ ମଝିରେ ଦିଲ୍ଲୀ ଖତିୟାନ ଧାରୀ ଙ୍କ ପାଦ ଦର୍ଶନ କରି ଆସନ୍ତି ଓଡ଼ିଶାର ଲୋକଙ୍କୁ ବୋକା ବନେଇ । ଏହାର ଭୂରି ଭୂରି ପ୍ରମାଣ ଅଛି , ଯେପରିକି ଓଡ଼ିଶାର ଖତିୟାନ ଧାରୀ ଙ୍କ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଆସନଟି ଟେକିଦେଲେ , ବନ୍ଧୁ ଏଥିରୁ କ'ଣ ଆପଣ କିଛି ବୁଝି ପାରିଲେ ନାହିଁ ? ବନ୍ଧୁ , ଆପଣ ମାନେ ତ ଆଜିକାଲି ମାଗଣା ଯୋଜନା ରେ ସାମିଲ ହେବାକୁ ବ୍ୟସ୍ତ , ଆପଣ କାହୁଁ ବୁଝିବେ ରାଜ୍ୟର ଗତି ଆଜି କୁଆଡ଼େ । ନବୀନ ବାବୁଙ୍କ ଦୀର୍ଘ ବାଇଶି ବର୍ଷର ଶାସନ କାଳ ପରେ ମଧ୍ୟ ଓଡ଼ିଆ ପୁଅ ଆଜି ସୂଦୂର ସୁରାଟ ମୂମ୍ବାଇ ବାଙ୍ଗାଲୋର ଚେନ୍ନାଇ ହାଇଦ୍ରାବାଦ ଆଦି ସହର ମାନଙ୍କରେ ଦାଦନ ଶ୍ରମିକ, ବନ୍ଧୁ ଏ ବାଇଶି ବର୍ଷର ଶାସନ କାଳ କ'ଣ ଯଥେଷ୍ଟ ନୁହେଁ ଗୋଟିଏ ରାଜ୍ୟର ଭାଗ୍ୟ ବଦଳେଇବା ପାଇଁ !!!! ବନ୍ଧୁ, ଆପଣ ସୁସ୍ଥ ମସ୍ତିଷ୍କ ରେ ଚିନ୍ତା କରନ୍ତୁ , ଏ ଅପାରଗ ସରକାରକୁ କ'ଣ ବଦଳାଇବା ଉଚିତ୍ ନୁହେଁ କି ? ଗଣତନ୍ତ୍ର ରେ ତ ଜନସାଧାରଣଙ୍କ ର ଗୁରୁ ଦାୟିତ୍ବ ରହିଛି , ଆପଣ ମାନେ କୋୖଣସି ଭାବରେ ପ୍ରଲୋଭିତ ନହୋଇ ରାଜ୍ୟକୁ ଏ ଦୁର୍ଦ୍ଦଶା ରୁ ରକ୍ଷା କରନ୍ତୁ , ଏହା ଆପଣମାନଙ୍କ ଦାୟିତ୍ଵ । ବନ୍ଧୁ , ରାଜ୍ୟର ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଶିକ୍ଷକ ସମସ୍ୟା ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ଇତ୍ୟାଦି ବିଷୟରେ ନକହିବା ଭଲ। ଇତିଶ୍ରୀ ବେବିନା ମାଧବୀଲତା ମମିତା ମେହେର କୁନ୍ଦୁଲି ପିଡିତା ପରି ପିହୁ ସୋମ୍ୟରଞ୍ଜନ ଓ ମାହାଙ୍ଗା ର ତିନି ତିନୋଟି ହତ୍ୟାକାଣ୍ଡ ନିଖୋଜ ଇତ୍ୟାଦି ଇତ୍ୟାଦି ଗୋଟିଏ ଗୋଟିଏ ନମୂନା ମାତ୍ର । ଏସବୁ କାଳେ ଗୋଟିଏ ଗୋଟିଏ ଛୋଟିଆ ଘଟଣା , ଏହା ହେଉଛି ସରକାରୀ ଦଳର କିଛି ନେତା ମନ୍ତ୍ରୀଙ୍କ ବକ୍ତବ୍ୟ। ବନ୍ଧୁ, ବାଇଶି ବର୍ଷର ଶାସନ କାଳ ପରେ ମଧ୍ୟ ମହାନଦୀ ଉପରେ ଆଉ ଗୋଟିଏ ବନ୍ଧ ବାନ୍ଧି ପାରିଲେ ନାହିଁ , ଅଥଚ ଦୁଇ ହଜାର ଚଉଦ ମସିହା ନିର୍ବାଚନ ପୂର୍ବରୁ ମହାନଦୀ କୁ ନେଇ ଭାରି ତୁମ୍ଭିତୋଫାନ କରିଥିଲେ ବିଜେଡି ଦଳ ତଥା ସରକାରର ମୁଖିଆ , କିନ୍ତୁ ଛତିଶଗଡ଼ର ସରକାର ଏହି ସମୟ ମଧ୍ୟରେ ଛୋଟ ବଡ଼ ଅଶୀ ଟି ବନ୍ଧ ବାନ୍ଧି ସେ ରାଜ୍ୟର ପ୍ରଗତି ରେ ସହାୟକ ହୋଇଛନ୍ତି , କଳକାରଖାନା ଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ସୁବିନିଯୋଗ କରିଛନ୍ତି। ବନ୍ଧୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଆପଣଙ୍କର ଏ ଅସୂୟା ଭାବ କାହିଁକି ? ଆପଣ କ'ଣ ଏଥିପାଇଁ ଜଣେ ଓଡ଼ିଆ ହିସାବରେ ଗର୍ବ ଅନୁଭବ କରିବେ ନାହିଁ କି ? ଓଡ଼ିଶାରେ ଖାତା ଖତିୟାନ ନଥାଇ ମଧ୍ୟ କେନ୍ଦ୍ର ରେ ବିଜେପି ଦଳର ଏକ ଦୃଢ ସରକାର ରହିଛି, ନିକଟ ଭବିଷ୍ୟତରେ ମଧ୍ୟ ଏହାର କୋୖଣସି ବିକଳ୍ପ ମଧ୍ୟ ନାହିଁ । ହଁ ବନ୍ଧୁ, ଆଜି ଦେଶର ସର୍ବୋଚ୍ଚ ଆସନରେ ଜଣେ ଓଡ଼ିଆ ମହିଳା ବିଜେପି ଦଳର ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି । ଏହା କ'ଣ ଆପଣମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ନୁହେଁ ? ବନ୍ଧୁ , ବିଚାର ଆପଣଙ୍କର !!!!
@sureshoram7473
@sureshoram7473 Жыл бұрын
Kongress Aur BJD Gayo Samundar ki Pani pe
@suvendukumarsuvendukumar6445
@suvendukumarsuvendukumar6445 Жыл бұрын
Mr D.pradhan ji Mera ab ko koti koti pranam or Jay Jagannath Best of luck the good news
@rajanjena8958
@rajanjena8958 Жыл бұрын
ଓଡିଶା ରେ ଛିଡା ହେଇ ଜିତି ପାରୁନାହାନ୍ତି କି Naveenji ଙ୍କୁ ଚେକ୍ ମେଟ୍ ଦେଇପାରୁ ନାହାନ୍ତି କାହିଁକି।
@manasirout7748
@manasirout7748 Жыл бұрын
Odisa aparajita mam
@kaushalbhoi3180
@kaushalbhoi3180 Жыл бұрын
ଓଡ଼ିଶା ର ଭାବି ମୁଖ୍ୟ ମନ୍ତୀ
@anilkumarrout6849
@anilkumarrout6849 Жыл бұрын
Swapno dekhuthao bhai
@pramoddash7396
@pramoddash7396 Жыл бұрын
If ward...Then....Thank You
@pranaballavaprusty6696
@pranaballavaprusty6696 Жыл бұрын
B j p balankar godatanatani dekhiki voter mane anyadalaku aunigalani
@dambarudharbarik4096
@dambarudharbarik4096 Жыл бұрын
100 percent bjp vul kariba
@hemantmalik1941
@hemantmalik1941 5 ай бұрын
❤❤❤❤❤❤❤❤❤BJP ❤❤❤👌👌👌👌❤❤BJP
@rajkishorswain834
@rajkishorswain834 Жыл бұрын
Rabiebabu..bars...jada Chasada.
@pkpanda1371
@pkpanda1371 Жыл бұрын
କି ବଡ଼ ଦାୟିତ୍ଵ ନେବେ ଧର୍ମେନ୍ଦ୍ର ପ୍ରଧାନ?? TV channel ଗୁଡ଼ିକ ଭଲ ପ୍ରଚାର କରୁଛନ୍ି। ଧର୍ମେନ୍ଦ୍ର ଯଦି crisis manager ତା ହେଲେ ଓଡ଼ିଶା ରେ ସେ ନିର୍ବାଚନ ଜିତି କି ଆସନ୍ତୁ । ଧର୍ମେନ୍ଦ୍ର କଣ ରାଷ୍ଟ୍ର ନିତି ଜ୍ଞ ?? ନା ବିଜୁ ପଟ୍ଟନାୟକ??
@sonubiku5927
@sonubiku5927 Жыл бұрын
ଆଉ ଓଡିଶା ବିଜେପି କୁ ଯୌ ଧ୍ଵଂସ କରିଦେଲେ ତାର ପୁଣି କଣ
@jyotiranjansamal2634
@jyotiranjansamal2634 Жыл бұрын
Dharmendra ji is a capable leader
@miss__sanju__vloger
@miss__sanju__vloger 8 ай бұрын
Murkha mantri
@pradeepkumarbhuyan9681
@pradeepkumarbhuyan9681 Жыл бұрын
Bjp zindabat
@anilkumarrout6849
@anilkumarrout6849 Жыл бұрын
Odisha re word member re stand kale pakka hariba choro dharama
@banamalimallick4834
@banamalimallick4834 Жыл бұрын
BJP great los
@pradipkumarnaik2906
@pradipkumarnaik2906 Жыл бұрын
ବଡ଼ ପଦ ପାଇଲେ କ'ଣ ‌ହଜବ‌‌ଦଙ୍ଗା ହେବ
@ganeshtripathy2030
@ganeshtripathy2030 Жыл бұрын
ban.bihetare.lok.hogea.dn.asrm.chakirehale
@nabinmajhi2455
@nabinmajhi2455 Жыл бұрын
Jay Jagannath
@subhransusekhar840
@subhransusekhar840 Жыл бұрын
Bjp is doing mistake...by making dharmendra as minister
@ashokkumardash1524
@ashokkumardash1524 Жыл бұрын
ଓଡିଶା ରେ ଧର୍ମେନ୍ଦ୍ର ଗୋଟିଏ ଚୁର ନେତା
@somnathkar6029
@somnathkar6029 Жыл бұрын
Ihhhiuíhi888
@sushantpatra7405
@sushantpatra7405 Жыл бұрын
Odisare matikamuduchhi dhrmendra
@sujitkumarpanda7843
@sujitkumarpanda7843 Жыл бұрын
BJP budilaa taahele
@sarojrout9173
@sarojrout9173 Жыл бұрын
BJP down ho jaega
@VISIONOFARVINDKEJRIWAL
@VISIONOFARVINDKEJRIWAL Жыл бұрын
लुटेरे को फिर कोई लूटने की एक बहुत बड़ा मौका दिया जायेगा और क्या
@satyabratatripathy3682
@satyabratatripathy3682 Жыл бұрын
Bjp ra munda kaama karuni,
@abinashnayak365
@abinashnayak365 Жыл бұрын
Sea gote time odisha ru ticket neaiki jitila pore deio odisha ru jitila pori laghuni
@gobindasahu825
@gobindasahu825 Жыл бұрын
Aap
@deepakranjan8443
@deepakranjan8443 Жыл бұрын
Bala na
@Akpanda618
@Akpanda618 Жыл бұрын
Odisha ra bhabisyat CM
@sanjayahcu20
@sanjayahcu20 Жыл бұрын
ଓଃ ସବୁ ତ ଉପାଡି ହେଇ ଯିବ... ଏବେ ଏତେ ବର୍ଷ ପରେ ବି ଓଡ଼ିଶାରେ କେମିତି ପଛୁଆ ପଡ଼ିଛ... ଖାଲି ଟାରେ...
@nirakarsahoo7004
@nirakarsahoo7004 Жыл бұрын
ବନ୍ଧୁ , ସମୟ କୁ ଅପେକ୍ଷା କରନ୍ତୁ, ନଇ ନଦେଖି ଲଙ୍ଗଳା କାହିଁକି ହେଉଛନ୍ତି ? ବନ୍ଧୁ , ଯଦି ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳର ସର୍ବଭାରତୀୟ ସଭାପତି ହୁଅନ୍ତି , ତେବେ ଆପଣ ମାନେ କ'ଣ ଜଣେ ଓଡ଼ିଆ ହିସାବରେ ଗର୍ବ କରିବେ ନାହିଁ ? ( ଅବଶ୍ୟ ମୁଁ ଜାଣିନି ଆପଣ ଓଡ଼ିଆ କି ନୁହେଁ ) , ଧର୍ମେନ୍ଦ୍ର ପ୍ରଧାନ ଙ୍କର କ'ଣ ଯୋଗ୍ୟତା ରେ କିଛି ଅଭାବ ଅଛି ? କେନ୍ଦ୍ର ସରକାର ଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦୀର୍ଘ ବର୍ଷ ଧରି ନିଜର ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି,‌ ଏହାକୁ କ'ଣ ଆପଣ ଅସ୍ୱୀକାର କରିପାରିବେ ? ବନ୍ଧୁ , ଆଉ ଦିନଥିଲା ଓଡ଼ିଶାରେ ଏହି ଦଳକୁ ଏକ ସାଇନବୋର୍ଡ ପାର୍ଟି ବୋଲି କେତେକ ପରିହାସ କରୁଥିଲେ , କିନ୍ତୁ ଆଜି ବିଜେପି ଦଳ ରାଜ୍ୟର ମୁଖ୍ୟ ବିରୋଧି ଦଳ । ଆଉ ଦିନ ଥିଲା ଆଜିର କେନ୍ଦ୍ର ସରକାରରେ ଥିବା ବିଜେପି ଦଳର ସଂସଦ ରେ ଆସନ ସଂଖ୍ୟା ଥିଲା ଦୁଇ, କିନ୍ତୁ ଆଜି ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଗଢି ପାରିଛି ଏବଂ ମଜଭୁତ ସ୍ଥିତିରେ ମଧ୍ୟ , ଏହାର ବିକଳ୍ପ ମଧ୍ୟ ନାହିଁ ଅନ୍ତତଃ ନିକଟ ଭବିଷ୍ୟତରେ। ବନ୍ଧୁ, ରାଜ୍ୟରେ ବିଜେଡି ମଜଭୁତ ସ୍ଥିତିରେ ଥିବାବେଳେ ବିଜେପି ର ରାଜ୍ୟସଭା ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ଙ୍କୁ କାହିଁକି ଛାଡ଼ିଦେଲେ ତାର ଉତ୍ତର ଯଦି ଆପଣଙ୍କ ପାଖରେ ଥିବ , ତେବେ ଆପଣ ଜାଣିପାରିବେ " ସବୁ ତ ଉପାଡ଼ି ହେଇଯିବ " କି ନାହିଁ !!! ବନ୍ଧୁ, ଜନସାଧାରଣ ସଚେତନ ହେଲେ ହିଁ ଏ ରାଜ୍ୟରୁ ଅରାଜକତା ହଟିବ, ରାଜ୍ୟରେ ଯେତେଦିନ ପର୍ଯ୍ୟନ୍ତ ଏ ମାଗଣା ଖିଆ ବ୍ୟବସ୍ଥା ବନ୍ଦ ନ ହୋଇଛି , ଅବଶ୍ୟ ବନ୍ଧୁ , ଅନ୍ୟ କୌଣସି ଦଳର ଚେର ଲାଗିବା କଷ୍ଟ ହୋଇପାରେ , କିନ୍ତୁ ଅସମ୍ଭବ ନୁହେଁ, ସେ ଦିନ ଆଉ ବେଶୀ ଡେରି ନାହିଁ । ବନ୍ଧୁ, ଆମେ ଗର୍ବ କରିବା କଥା ଆଜି ମୋଦି ସରକାର ଙ୍କ ଅମଳ ରେ କେନ୍ଦ୍ର ରେ ଓଡ଼ିଆ ମାନେ ବହୁ ଉଚ୍ଚ ସ୍ଥାନରେ ଅବସ୍ଥିତ , କିନ୍ତୁ ନବୀନ ବାବୁଙ୍କ ଏ ଦୀର୍ଘ ବାଇଶି ବର୍ଷର ଶାସନ କାଳ ପରେ ମଧ୍ୟ ଓଡ଼ିଆ ପୁଅ ଆଜି ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ । ଏହା କ'ଣ ଓଡ଼ିଆ ଙ୍କ ପରିଚୟ ? ବନ୍ଧୁ, ଆପନ୍ ମାନେ ଖୁସି ତ ?
@sushantpatra7405
@sushantpatra7405 Жыл бұрын
Jaha lekhile sabu bujha paduchhi birodhi dalra karamati kahni eate rajyku dhrmendra ayatku aniparile odisare kahink sabubele pachhua rahuchhi odisa re tanka plan kichhi kamkarunahi janapaduchhi navena o modi salise odisare BjP gdavhanga abstre rahuchhi
@sanjayahcu20
@sanjayahcu20 Жыл бұрын
@@nirakarsahoo7004ଭାଇ ମୁଁ ତୁମ ସହ ସମ୍ପୂର୍ଣ ରାଜି. ମୋର ବି ଇଚ୍ଛା ଆମ ଓଡିଶା ରେ ପରିବର୍ତନ ହୋଉ... କିନ୍ତୁ ବିଜେପି କ୍ରମାଗତ ପରିବର୍ତନ କରିବାକୁ ଚେଷ୍ଟା କରୁନି.... ଅର୍ଗାନାଇଜାସନ ମ୍ୟାନେଜେମେଣ୍ଟ ଠିକ ରେ ହୋଉନି... ଖାଲି ଭୋଟ ସମୟରେ ମୋଦିଜୀ ନାଁ ନେଇ ଜିତିବା ଉଚିତ ନୁହଁ... ଆଉ ଗୋଟେ କଥା ତୃଣମୂଳ ସ୍ତରରେ ବିଜେପି କାର୍ଯ୍ୟକର୍ତା କୋଉ ଭଳି ସମସ୍ୟା ରେ ସମ୍ମୁଖୀନ ହୋଉଛନ୍ତି ମୁଁ ଭଲ ଭାବରେ ଜାଣିଛି.. ସାମ୍ପ୍ରତିକ ରାଜ୍ୟ ସରକାର ପଂଚାୟତ ଲେବେଲ ରୁ ତାର ଅତ୍ୟାଚାର କରୁଛି କେହି ଯଦି ବିଜେଡି ବିରୁଦ୍ଧରେ କୁହେ... ପୋଲିସ ପ୍ରଶାସନ କୁ ପଛରେ ପକେଇଦିଅନ୍ତି ହଇରାଣ କରିବାପାଇଁ.. ମିଥ୍ୟା କେସ ରେ ଫସାନ୍ତି.. ସେଥିପାଇଁ ଲୋକ ଆଗକୁ ଆସୁ ନାହାନ୍ତି... ଆଉ ରହିଲା ପ୍ରାଥୀ କଥା ପଇସା ଵାଲା କୁ ଟିକେଟ ଦଉଛନ୍ତି....
@nirakarsahoo7004
@nirakarsahoo7004 Жыл бұрын
@@sanjayahcu20 ବନ୍ଧୁ, ଆପଣଙ୍କର ଉଦବେଗ କୁ ମୁଁ ଠିକ୍ ବୁଝିପାରୁଛି , ଶ୍ରୀରାମ ଙ୍କ ସେତୁ ବନ୍ଧରେ ସାମାନ୍ୟ ଗୁଣ୍ଡୁଚି ମୂଷା ଟିଏ ର ଯୋଗଦାନ ମଧ୍ୟ ଆଜି ଆମପାଇଁ ପ୍ରେରଣା ଦାୟକ। ବନ୍ଧୁ, ଆମେ ଜନସାଧାରଣ ଯଦି ସଚେତନ ହେବା ତେବେ ଏ ରାଜ୍ୟରୁ ଏ ଅପାରଗ ସରକାର କୁ ହଟାଇ ପାରିବା , ଅବଶ୍ୟ ପରିବାର ର ଯେଉଁ ପୁଅ ପାଖରୁ ଆମେ ଅଧିକ ଆଶା ରଖିଥାନ୍ତି ଯଦି ଆଶାନୁରୂପ ଫଳ ନ ପାଆନ୍ତି, ତେବେ ମନକୁ ଖଟକା ଲାଗିବା ସ୍ୱାଭାବିକ , କିନ୍ତୁ ଆମେ ନିଜକୁ ପଚାରିବା ଉଚିତ୍ , ଆମେ କ'ଣ ସେ ପୁଅକୁ ଉଚିତ୍ ମାର୍ଗଦର୍ଶନ ଦେଇଛନ୍ତି ? ବନ୍ଧୁ , ଆମେ ଆମର କର୍ତ୍ତବ୍ୟ କରିବା ଓ ସମୟ କୁ ଅପେକ୍ଷା କରିବା , ନିଶ୍ଚୟ ଏ ଅମାଅନ୍ଧକାର ରାଜ୍ୟରୁ ହଟିବ , ସେ ଦିନ ଆଉ ବେଶୀ ଡେରି ନାହିଁ । ବନ୍ଧୁ , ଆପଣଙ୍କୁ ଅନେକ ଧନ୍ୟବାଦ୍ ଆପଣଙ୍କର ଉଦବିଘ୍ନ ପାଇଁ। ଜୟ ଜଗନ୍ନାଥ।
@TrinathdasTND
@TrinathdasTND Жыл бұрын
India re bakari dur kar vote pahi poltics kruchanthi 🙏🙏
@subhransusekhar840
@subhransusekhar840 Жыл бұрын
Michua dharmendra
@bikashchandrabehera4165
@bikashchandrabehera4165 Жыл бұрын
Right
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 52 МЛН
Spot The Fake Animal For $10,000
00:40
MrBeast
Рет қаралды 187 МЛН