Dhire Dhire Chal Sathi Dhire Dhire Chal / Sairendri Jal / Kirtan Dhara at Surajgarh

  Рет қаралды 1,134,375

KIRTAN WORLD

KIRTAN WORLD

Жыл бұрын

Dhire Dhire Chal Sathi Dhire Dhire Chal / Sairendri Jal / Kirtan Dhara at Surajgarh

Пікірлер: 234
@Pramodchauhan-xz5qz
@Pramodchauhan-xz5qz Жыл бұрын
ସବୁ ଠିକ ଯେ ଆଜ୍ଞା ପଇସା ନାଇଁ ଝିଟି କରି ଧରେଇ ବି ହେତା।
@sanjeebpadhan6755
@sanjeebpadhan6755 Жыл бұрын
ମାନୁଛୁ ତମେ ପଇସା କମେଇଛ ,ରଖିଛ ହେଲେ ଗର୍ବ ନି କର ଧନ୍ ଅଛେ ବଳିକରି ,,,,,ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର 🙏
@bireswarbishi7980
@bireswarbishi7980 7 ай бұрын
ସବୁ ଭାଗ୍ୟର ଫଳ ଏବଂ ଆଶିର୍ବାଦ ଏଭଲି କଣ୍ଠଦାନ କରିଚାଲ ସମୟକ୍ରମେ ସଫଳତା ଓ ସମ୍ମାନ ଆଦର୍ଶ ପାଇବେ ଜୟ ଜଗନ୍ନାଥ
@tapankumarpradhan-yr8uk
@tapankumarpradhan-yr8uk Жыл бұрын
କଳିଯୁଗ ତ ଭାଇ, ମନ ଦୁଃଖ କର ନାହିଁ... ମୁଁ କଣ ଦେଖୁଛି ନିଜେ ଜାଣି ପାରୁ ନାହିଁ... ଭଉଣୀ ଭଜନ କି କଣ ? ଦୟାକରି ପ୍ରଭୁ ନାମରେ ଭଜନ କରନ୍ତୁ, ମହାମନ୍ତ୍ର କୁ ଧୀରେ ଧୀରେ ସ୍ୱର ରେ ଗାଆନ୍ତୁ l ଧନ୍ୟବାଦ ✋ରାଧେ ରାଧେ 🙏
@thabirakumarsabar
@thabirakumarsabar 8 ай бұрын
ଆରେ ମୂର୍ଖ ଲକ୍ଷ୍ମୀ ଙ୍କ ଅପମାନ କରୁଛୁ ଅପେକ୍ଷା କର ପ୍ରଭୁ ଶନିଦେବ ଙ୍କ କୋପ ଲାଗିବ 🙏🇮🇳
@RudraSingh-ow4wo
@RudraSingh-ow4wo Жыл бұрын
Bhut sundhr prshtuti very nice voice sundhr video upload radhe radhe❤❤🙏🙏🙏❤❤
@socialvideo568
@socialvideo568 Жыл бұрын
ପଇସା ର ଅପମାନ ଏମିତି କରନ୍ତୁନି ଭିକାରି ମାନଙ୍କୁ ଦିଅନ୍ତୁ ଧର୍ମ ହେବ ରାଧେଶ୍ୟାମ 🙏🙏🙏
@surendridalei6321
@surendridalei6321 Жыл бұрын
ପୈସା ରଖିଛୁ ବୋଲି ହେ ମୂର୍ଖ ଭାବୁଛି , ଲଜ୍ଜା ଲାଗୁଛି କି ନାହିଁ,, ପଶୁ ଭଲି କର୍ମ କରୁଛନ୍ତି କାହିଁକି,, ତମେ ବି ଗାୟିକା ଦିଦି ଭଗବାନଙ୍କୁ ଯଦି ପାଏବା ର ଅଛି ତ ପୈସା ଝିଟିବା କୁ ଅଧିକାର ଦିଅନ୍ତୁ ନାହିଁ ମୂର୍ଖ ମାନଙ୍କୁ,,,
@budenkirtan4277
@budenkirtan4277 Жыл бұрын
ପଇସା କେ ଲକ୍ଷ୍ମୀ ବଳି ମାନଯାଇସି ତାର ସମ୍ମାନ କରୁନ,
@ghanashyampandey9605
@ghanashyampandey9605 8 ай бұрын
NICELY SUNG......BETTER THAN THE ORIGINAL. SINGER ....... SUPERB.......
@m.rbinaya5088
@m.rbinaya5088 Жыл бұрын
Bahut badhia tamimunda KIRTAN party... I like you 👍👍👍👍
@Uctechnical123
@Uctechnical123 Жыл бұрын
ଇଟା ବାର ଡ୍ୟାନ୍ସର ଭାବୁଛ କି ହୋ ବାବୁ ଯେ ପଇସା କେ ଫିକୁଛ , କଳlସଂସ୍କୃତି କୁ କେବେ ପଇସାରେ ମାପିବାକୁ ଚେଷ୍ଟା କରନି .
@bikashnayak9488
@bikashnayak9488 11 ай бұрын
dhire dhire chall saathi dhire dhire chall..❤❤❤❤
@ll_simple___boy___kaal_ll
@ll_simple___boy___kaal_ll 8 ай бұрын
1 ନମ୍ବର ଭଜନ ମଜାଲାଗଲା ଜୁହାର ଜୟ ମା ସମଲେଶ୍ୱରୀ 🙏🙏❤️❤️❤️
@rajkumardasraj900
@rajkumardasraj900 Жыл бұрын
କୋଇଲିର ସୁ ମଧୁର କଣ୍ଠ ସ୍ୱର👍🏿👍🏿👍🏿👍🏿
@SavitaGupta-in4bv
@SavitaGupta-in4bv Жыл бұрын
Very nice super radhe radhe 🙏💐🙏
@anantapaharia546
@anantapaharia546 Жыл бұрын
କଣ୍ଠର ତରଙ୍ଗ ବହୁତ ମଧୁର ଏଇଟ। ହଁ.ଚିରନ୍ତନ ସମସ୍ତଙ୍କୁ ଖୁସି ପ୍ରଦାନକ କରୁ ଥିବା
@shukantkalet5756
@shukantkalet5756 Жыл бұрын
Sourendri Jaal K har BHAKTI SANGEET Dil...Chhu Jata hey ...
@dipfragnant
@dipfragnant 10 ай бұрын
ଇ ଗୀତ ର ଲେଖକ କିଏ ଆଏ ହୋ। ଫୁନ୍ ନମ୍ୱର୍ ଟିକେ ଦିଅ ତ, କେନ୍ କେନ୍ ଶବ୍ଦ ର ଅର୍ଥ କେନ୍ କେନ୍ ଟା ଆଏ ଜେ ଟିକେ ପଚ୍ ରାମି। ଵୁଆ ଗୋ ଗୀତ। ଇ ଗୀତର ଭାବାର୍ଥ କେନ୍ ଟା ଆଏ ଜେ କହ ତ ରେ ଲୁକେ, କିଏ କିଏ ଜାଣିଛ କେଁ ସୁନ୍ମି। ଆର୍ ଇ lokar କଥା କେନ୍ତା କରି କହେମି ବୁଝି ନାଇଁ ପାର ବାର୍। ବୁହାସେନ୍ ଟେ ଗଉଛେ ଜେ ହେତ କି ପଇସା ଦଉ ଛେ। ହଁ ଆର୍ ଇ ବୁହାସେନ୍, ଵୁଆ ଵୁଆ ନାଇଁ କହ ନ,,,,,, କେନ୍ କେନ୍ ନୁ ଗୀତ ଠୁଳ କରୁଛେ ଜେ। ମାହା ହୋ ମୁଇଁ ଟୁକେଲ ଟେ ହେଇ ଥିତି ବେଳେ କୀର୍ତ୍ତନ ଗାହା କେନ୍ ହେଇ ଥିତି ହୋ। ଦେଖ ତ ଦୁନିଆଁ, ଟୁକେଲ ମାନେ ପାଡ଼ି ନେଲେ ବି ଭଲ୍ ପାଡଲା ବଳବେ ଆର୍ ପଇସା ଦେବେ, ଆର୍ ଜ ତ ମୁନୁସ ପିଲାଟେ ଗଉ ଗୀତ, ପଇସା ଦେବେ କେଁ। ଆର୍ 10 ବରଷ କେ ଖାଲି ଟୁକେଲ ମାନେ ଆର୍ ଇ ପଇସା ମାରୁ ମାନେ ଦୁନିଆଁ ଥି ରହେବେ ବାକି ତମର ଆମର ଭଳିଆ ଲୋକ ସବୁ ସର୍ଗ ବାସି ହେମା। Sasurar ପୁହେ କୁ କେନ୍ ଭାଷା ରେ ଗାଳି ଦେତି ଜେ,,,,,
@nilimajena636
@nilimajena636 3 ай бұрын
Ita apera konarka ra jatra git ita kounsi bhajan nuhe
@upendrasahu6296
@upendrasahu6296 Жыл бұрын
ଭକ୍ତି ଠାରୁ ପୁରସ୍କାର ନିସା ଵେଶୀ
@shesadevjoshi
@shesadevjoshi Жыл бұрын
Realy zabardast ❤️
@jayadharsandh8146
@jayadharsandh8146 6 ай бұрын
ନାଁ ଅଛେ୍🙋👌💪 କୀର୍ତ୍ତନ କରୁଛନ୍ ଏନ୍ତା ବଢିଆ କୀର୍ତ୍ତନ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ କଣ୍ଠଦାନ କରୁଥାନ୍ତୁ❤🙏 ରାଧେ ରାଧେ ରାଧେ ରାଧେ ରାଧେ ରାଧେ
@ghanashyamkarna8611
@ghanashyamkarna8611 Жыл бұрын
ଟୁକେଲ୍ ଦେଖି କରି ଭାଇ ମାନେ ପଇସା ଦେଉ ଛନ। ପୁରୁଷ ଗାୟକ ମାନଙ୍କ କୁ ତ ଏତକି ପଇସା ନାଇ ଦେବାର ।
@ghanashyamkarna8611
@ghanashyamkarna8611 Жыл бұрын
ଟୁକେଲ କୀର୍ତ୍ତନ କରି ଜାଂସନ୍ କାଈ, ପୁରୁଷ ଗାୟକ ମାନଙ୍କ ସାଙ୍ଗେ ଇ ମାନେ ପାସକେ ବି ନାଇ ଯାନନ୍।
@khetrasahu5344
@khetrasahu5344 Жыл бұрын
ବୋଲ ବୋଲ ରାଧେ ରାଧେ
@SivaKumar-vu2df
@SivaKumar-vu2df 7 ай бұрын
bhal laguchhe didi real gita gauchha thank
@skbyadav546
@skbyadav546 Жыл бұрын
Sri radhe
@sanandasahu
@sanandasahu Жыл бұрын
Bahut bhal
@ANJALIBAGH-et3zq
@ANJALIBAGH-et3zq Жыл бұрын
Really top song love you sister
@shukantkalet5756
@shukantkalet5756 Жыл бұрын
Mind .... Blowing..... Amazing Voice....
@banamalisa8267
@banamalisa8267 Жыл бұрын
Very nice❤❤❤
@jadumanikarjee8826
@jadumanikarjee8826 Жыл бұрын
Highest super song👍👍
@rajurautiya196
@rajurautiya196 Жыл бұрын
Very nice 🎉🎉🎉🎉 video
@saurav...sachin...5706
@saurav...sachin...5706 10 ай бұрын
Nice video 😢😢😢😢😢😢😢😢
@mrgkff7676
@mrgkff7676 Жыл бұрын
Sat katha te kahila bhai
@jitendramajhi3598
@jitendramajhi3598 Жыл бұрын
Super didi👏👏👏
@oiioneimportantinteresting5943
@oiioneimportantinteresting5943 2 ай бұрын
କାଏ ଗୀତର ଗୀତ ଗାଉଛେ ଯେ ଏତକି ପଇସା ଦଉଛ ହୋ ଇତାକେ । ଗୀତ ର ସ୍କେଲ କଣ ନୁହେଁ ଯାନେ
@SukadevNanda-tp8ho
@SukadevNanda-tp8ho Жыл бұрын
U r super sis.....
@jadhaptandi6645
@jadhaptandi6645 9 ай бұрын
ଧନ ଜୀବନ ଯଉବନ ମନ ଇନୁହେ ଚିରଦୀନ
@khageswarsahu1181
@khageswarsahu1181 Жыл бұрын
Mind blowing voice mam
@chandrabatipujarichandraba6965
@chandrabatipujarichandraba6965 Жыл бұрын
Very nice didi
@Dilkumarcreator
@Dilkumarcreator 11 ай бұрын
Radhe radhe 🙏
@amarpremjogi7422
@amarpremjogi7422 Жыл бұрын
Mind blowing voice
@ashokseth7246
@ashokseth7246 9 ай бұрын
Kirtan aau besidin nai chale e mane kirtan aau naikarbar danda karuchan
@khusikhusi5581
@khusikhusi5581 Жыл бұрын
ଭାଇ ଗରିବ କୁ ଦିଅ ଭାଇ ଏମିତି ପଇସା ର ଆପମାନ କରନ୍ତୁ ନି 😢
@sanjaydas1836
@sanjaydas1836 7 ай бұрын
Very nice xoive
@gopabhoi3005
@gopabhoi3005 Жыл бұрын
Super best voice
@koshlimoujchannel5975
@koshlimoujchannel5975 Жыл бұрын
ଆଏଜ୍ ପଏଷା କେ ଝିଟୁଛ ଏନ୍ତା ଦିନ ଆଏବା ଜେ ତମର୍ ଭତା ପଏଷା କେ ପନ୍ଦର ଦିନ ଆଗୋରୁ ବାଟ୍ ଦେଖୁ ଥୁବ ହୋ ଇଟା ଗୁଟେ ଘମନ୍ ଏ ହୋ ଭାଇ ପଏଷା ଧରେଇ ନିପର୍ ଲ ହେଲେ ମାଲ ଟେ ବନେଇ କରି ପିନ୍ଧାଇ ଦିଅ
@khetrabagarty
@khetrabagarty Жыл бұрын
Sat Katha bhai
@dharanirinayoutubechannal1989
@dharanirinayoutubechannal1989 Жыл бұрын
Okat dekhauchhan heta
@subirpadhan6608
@subirpadhan6608 Жыл бұрын
He is big business man in our locality......(area)One day income 5000+..😏
@sanjeebpadhan6755
@sanjeebpadhan6755 Жыл бұрын
@@subirpadhan6608 ଗର୍ବୀ ମଣିଷଟିଏ ,ଦେଶରେ ମୁକେଶ ଅମ୍ବାନୀ ,ରତନ ଟାଟା ପରି ଧନୀ ବ୍ୟକ୍ତି ଅଛନ୍ତି ,ସେମାନଙ୍କର ମୁହଁରେ ତ କେବେ ବଡ଼ କଥା କି ଗର୍ବ କରିବାର ଦେଖିବାକୁ ମିଳୁନି ,ଗର୍ବ କରିବାଦ୍ୱାରା ଅନେକ ବ୍ୟକ୍ତି ନିମ୍ନ ରୁ ନିମ୍ନତର ସୋପାନରେ ପହଞ୍ଚି ସାରିଛନ୍ତି 🙏
@ratidevnayak7260
@ratidevnayak7260 Жыл бұрын
ନିଶ୍ଚିତ ସତ କଥା
@kadambag7155
@kadambag7155 Жыл бұрын
Very nice
@user-sg8cj7wy1o
@user-sg8cj7wy1o 2 ай бұрын
କେନ୍ ଗରିବ୍ କେ ଦେଇଥିତେ
@anweshofficial6812
@anweshofficial6812 Жыл бұрын
Ho baba tumar bayas k dekha laj lagbar katha paesa k jhitucha kn geet ta gauche dhanda chalei chhan ete paesa Bala dekhei nai hua anta time asba j gute tanka lagi tarsi jiba tumar mankar lagi aaji amar sanskrutire dag laguche
@subirpadhan6608
@subirpadhan6608 Жыл бұрын
He dada kar n paisa abhab nena ho... Se jane business man....one day income 5000+ so....... money no problem 😐
@anweshofficial6812
@anweshofficial6812 Жыл бұрын
Ethir lagi Laxmi maa k ete apaman karuchan
@subirpadhan6608
@subirpadhan6608 Жыл бұрын
@@anweshofficial6812 hn... Bahutt paisa a6e ho takar nu ...but paisa k tk respect dei ki karbar ae
@JayantaBanchhor-bb1ob
@JayantaBanchhor-bb1ob Жыл бұрын
Mind blowing didi
@debendrasahu925
@debendrasahu925 2 ай бұрын
Ita ken adu bhajan a agnya
@makardhwajnayak8259
@makardhwajnayak8259 Жыл бұрын
Very.. Nice😊😊😃😃
@mgvlogslachhipurguru1540
@mgvlogslachhipurguru1540 Жыл бұрын
Bhagawan bhale rakhi thhaun samastanku....
@chandrakantabachha7016
@chandrakantabachha7016 Жыл бұрын
opera song best a6e
@gopinathbag2152
@gopinathbag2152 Жыл бұрын
ବାର ମାଙ୍କେ ହେନ୍ତା ପଇସା ଝିଟା ଯେଶି ଭାଇ କୀର୍ତ୍ତନ ରେ ଏନ୍ତା କରା ନେ ଯେ କମ୍ ସେ କମ୍ ଯାହାକେ ଝିଟୁ ଛେ ବହୁତ୍ ଭଲ ଲାଗୁ ଥିବା ଛି ଲାଜ ଲାଗବାର କଥା କୀର୍ତ୍ତନ କେ କୀର୍ତ୍ତନ ହିସାବେ କର ବୋ
@damodarstudypoint6226
@damodarstudypoint6226 Жыл бұрын
She has beautiful voice 😍 ❤️ 💜 💕 ♥️
@suniltanty2811
@suniltanty2811 Жыл бұрын
Yes kirtan ka queen he
@narayanhans8538
@narayanhans8538 7 ай бұрын
Jal didi bahut sundar...
@saneswargupta401
@saneswargupta401 Жыл бұрын
Achha paesa dele privet party thi bhi aaysan kayn 😁😁😁
@gulsonbhoifunnyvideos6903
@gulsonbhoifunnyvideos6903 2 ай бұрын
Sath khata
@user-wc6cm6fe2g
@user-wc6cm6fe2g 6 ай бұрын
Good voice
@sunilnandaofficial231
@sunilnandaofficial231 7 ай бұрын
Nice voice
@ashwinidash3875
@ashwinidash3875 Жыл бұрын
କାଣା ଟା ଲାଭ ମିଳିଲା ଫାଲତୁ
@PRANSHIEXPRESS-fv1us
@PRANSHIEXPRESS-fv1us Жыл бұрын
Gala bele number dei Kari Gala j ho Bhai Au kana darkar j heta K
@kshirasindhubariha3101
@kshirasindhubariha3101 6 ай бұрын
Dine entadin te aaebaje tanka te bi milba k muskil heijiba
@deveshkumar1324
@deveshkumar1324 11 ай бұрын
So nice 🎉
@chudamaninayak4186
@chudamaninayak4186 2 ай бұрын
Laxmi ra samman kara
@gurudevcreation2156
@gurudevcreation2156 Жыл бұрын
Nice voice so beautiful ❤❤❤❤❤
@gandhipradhan5801
@gandhipradhan5801 Жыл бұрын
Thanks. Baldev
@trbtechnical436
@trbtechnical436 Жыл бұрын
ଅପେରା ପାର୍ଟିଟେ ଗଢ କୀର୍ତ୍ତନ କରି କେତେକ ପଏସା ପାଏବ
@baikunthmajhi5696
@baikunthmajhi5696 Жыл бұрын
ଇଟା କୀର୍ତ୍ତନ କରୁଛ କି ରେକର୍ଡ ଡାନ୍ସ କରୁଛ କିଛି ଜାଣି ହେଉନହିଁ ?
@tusarmarei2334
@tusarmarei2334 11 ай бұрын
Prabhu Ka Charanon song upload please video ling
@satyabankheti234
@satyabankheti234 9 ай бұрын
Right 👍
@tikurout6179
@tikurout6179 Жыл бұрын
ଭୁଲ କଥା ସାର୍ ସୀକ୍ଷୀତ ର ପରିଚୟ ନାଇଁ ସେଏ
@karnamajhi5860
@karnamajhi5860 Жыл бұрын
କଳାକାର ଙ୍କର ଉଚିତ ସଂମାନ ଦିୟନ୍ତୁ.
@CHHABILAJAYPURIA-ed4bh
@CHHABILAJAYPURIA-ed4bh Жыл бұрын
God gift voice... excellent 👌
@jahanbabu6094
@jahanbabu6094 7 ай бұрын
🤐👌
@jhunujhunu6996
@jhunujhunu6996 Жыл бұрын
🙏🙏🙏🙏
@rajendrabanka6623
@rajendrabanka6623 Жыл бұрын
ଏଥିରୁ ଏପରି କଳାକାର ମାନେ କୀର୍ତ୍ତନ କରି କେତେ ଶିକ୍ଷା, ସଂସ୍କାର ଲାଭ କରିଛନ୍ତି ବିଲକୁଲ ଜଣାପଡୁଛି ! ଯଦି ଅଧ୍ୟାମିତ୍କ ଚିନ୍ତା ଧାରା ରଖି କରୁଥିଲେ, ଏପରି ଗର୍ବି, ଲକ୍ଷ୍ମୀଛଡ଼ା ଦର୍ଶକ ବାରାଣ କରନ୍ତେ! ଯଦି ଜଣେ ଗାୟକ ଙ୍କ ଗୀତ ତଥା ତାଙ୍କୁ ପ୍ରଶଂସା ଉଦ୍ଦେଶ୍ୟ ରେ କିଛି ଅର୍ଥ ରାଶି ହାତ ରେ ସମର୍ପିତ କରି କଳାକାର ଙ୍କୁ ଉତ୍ସାହିତ କରିବା ଜଣେ ଦର୍ଶକ ର ଧର୍ମ କିନ୍ତୁ ଏଠି ଦର୍ଶକଙ୍କ ଆଚରଣ ଆଉ ଉଦେଶ୍ୟ ନିମ୍ନ ମାନର ମାନବିକତା କୁ ବୁଝାଉଛି ! ମୋ ମତରେ ଦର୍ଶକ ଏପରି ବ୍ୟବହାର କରିବା କୀର୍ତ୍ତନ, ପରମ୍ପରା,କଳା ଆଉ କଳାକାର କୁ ସମ୍ମାନ ନୁହେଁ ବରଂ ଲଜ୍ଜିତ ଅସମ୍ମାନ କରିବା ସଦୃଶ୍ୟ ! ଏବେ ମୋର ଆପଣ ଦୁହେଁ ପ୍ରଶଂସିତ କରୁଥିବା ଦର୍ଶକ ଆଉ ପ୍ରଶଂସା ପାଉଥିବା କଳାକାର ଙ୍କୁ ପ୍ରଶ୍ନ ଏହିପରି କଲେ ଯେ ଆମର ନୂଆଁ ପୀଢ଼ି ଆପଣଙ୍କଠାରୁ କଣ ଭଳ ନା ମନ୍ଦ ଶିକ୍ଷା ଲାଭ କରିବେ ?
@bhaskarisidar8309
@bhaskarisidar8309 Жыл бұрын
Very nice ❤❤❤❤
@pitambartudu5913
@pitambartudu5913 Жыл бұрын
What a voice amazing 🥰🥰🥰🥰🥰🥰🥰🥰
@amarpremjogi7422
@amarpremjogi7422 Жыл бұрын
Kirtandhara re enta Gita gaebar katha
@anweshofficial6812
@anweshofficial6812 Жыл бұрын
Kirtan janichu jadi kar eta kirtan aye gute b geet re tor gaurangar Naa nai na
@user-gj7sd1hs6z
@user-gj7sd1hs6z Жыл бұрын
🎉
@user-yw2je8hb9d
@user-yw2je8hb9d 9 ай бұрын
Ken Puran thinra gita ay
@BiswamitraRay-cd7yg
@BiswamitraRay-cd7yg Жыл бұрын
Kirtan ki aalabom
@anjulatagadtya7949
@anjulatagadtya7949 Жыл бұрын
ପଇସା ହେତେ ଅଛେ ବେଳେ ଗରିବ ଲୋକକେ ସାହାଯ୍ୟ କର
@binayakbhoi4617
@binayakbhoi4617 9 ай бұрын
Comety. Halka ta j anta kam mane hau che
@classygaming770
@classygaming770 Жыл бұрын
😊😊😊😊
@KarunaPradhan-vr4xj
@KarunaPradhan-vr4xj Жыл бұрын
Kaliyug re emaane kirtan k mujraa banei dele na ..
@gulsonbhoifunnyvideos6903
@gulsonbhoifunnyvideos6903 2 ай бұрын
Khali myjhi mnku paisa deuchn
@sahuchikuchiku1701
@sahuchikuchiku1701 Жыл бұрын
Good
@NilamberPunji-pb3zw
@NilamberPunji-pb3zw Жыл бұрын
Real
@Suren3288
@Suren3288 Жыл бұрын
Eta k beer bar e k bo
@bhagabandharua6615
@bhagabandharua6615 8 ай бұрын
Paisara sad upajog Kara bhai
@PanchananPancha
@PanchananPancha 2 ай бұрын
Opera kar bhal heba
@gandhipradhan5801
@gandhipradhan5801 Жыл бұрын
Sing. Bhajan
@gadadharnaik9431
@gadadharnaik9431 Жыл бұрын
Melody party bagir paisa chhituchan j kihe kichhi ne kahebar
@rajesguruu9686
@rajesguruu9686 2 ай бұрын
ଏମାନେ ଇ ପ୍ରକାର ଗ୍ରହଣ କରିବା ମଧ୍ୟ୍ୟ ଭୁଲ ପ୍ରୋଗ୍ରାମ ଆରମ୍ଭରୁ ଦର୍ଶକକୁ ଜଣେଇ ଦବା ଉଚିତ କାହିଁକୀନା ଗାୟିକା ଏକ ଓ ଦର୍ଶକ ଅନେକ ସମସ୍ତେ ସମାନ ନୁହନ୍ତି ok 🙏
@chakrasahu4904
@chakrasahu4904 8 ай бұрын
Kirttan party ra mob number tk Ripley karaun ta angya
@achytanandabaral6513
@achytanandabaral6513 7 ай бұрын
Gita bhala lagila hatare puraskaradiantu
Children deceived dad #comedy
00:19
yuzvikii_family
Рет қаралды 8 МЛН
Sigma Girl Past #funny #sigma #viral
00:20
CRAZY GREAPA
Рет қаралды 33 МЛН
NERF WAR HEAVY: Drone Battle!
00:30
MacDannyGun
Рет қаралды 50 МЛН
Survival skills: A great idea with duct tape #survival #lifehacks #camping
00:27
sourendri jal kirtan || Tambimundakirtan sourendri jal || sourendri jal kirtan
1:08:05
Non-stop Gita gaile Sunita Sahu, Natanagar gita
7:02
MM Kirtan Bhakti
Рет қаралды 353
RUPALI PANDY BISHIPALI!!!BAHAK BISWAMIRTA PANDY !!!!AT PASADSRIGIDA GADTIATIJRA!!!!
13:02
Children deceived dad #comedy
00:19
yuzvikii_family
Рет қаралды 8 МЛН