Рет қаралды 24,095
#ବିଧାୟକ_ଟଙ୍କଧରଙ୍କ_ବିରୋଧରେ_ମାମଲା
ନିର୍ବାଚନରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଠାରୁ ହାରିଯିବାର ଧକ୍କାକୁ ସହି ପାରୁ ନାହାନ୍ତି ପୂର୍ବତନ ବିଧାୟିକା ଦିପାଳୀ ଦାସ । ଏହା ତାଙ୍କ ରାଜନୈତିକ କ୍ୟାରିୟରକୁ ଦୋହଲାଇ ଦେଲାଣି । ଝାରସୁଗୁଡ଼ାରେ ଦୀର୍ଘବର୍ଷ ଧରି ଥିବା ତାଙ୍କ ପାରିବାରିକ ପତିଆରାକୁ ଧୂଳିସାତ କରିଦେଲା । ତେଣୁ କୌଣସି ପ୍ରକାର ସେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଲାଗିଛନ୍ତି । ପ୍ରଥମେ ଭୋଟ ପୁନଃଗଣତି ପାଇଁ ନିର୍ବାଚନ କମିସନଙ୍କ ଆଗରେ ଆବେଦନ ଦାଖଲ କରିଥିଲେ । ଏବେ ଟଙ୍କଧରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
#odisha #odisha_politics #dipali_das #tankadhara_tripathy #bjp_mla #bjd_mla #highcourt
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZfaq! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews