No video

ଦ୍ରୌପଦୀ କେଉଁ କଥା ଲୁଚାଇଥିଲେ। Nilanchala Mishra। BharatLila Bhaliajhola। Odia Bhratlila Gahani Ganthi

  Рет қаралды 326,274

RK studio page

RK studio page

Күн бұрын

‪@RKstudiopage‬ #rkstudiopage #bharatlila #bharatalila #Nilanchalmishrabharatlila #BhaliajholaBharatalila #Nilanchalmishragahani

Пікірлер: 83
@user-ey7ry4hd6j
@user-ey7ry4hd6j Ай бұрын
Bahut dhanya bada dwari mahasaya nku Namaskara.Apana jashswi huantu.prabhu jagannatha krupa karantu.
@sulochanarath886
@sulochanarath886 Жыл бұрын
ଖୁବ୍ ସୁନ୍ଦର ବିଷୟବସ୍ତୁକୁ ଉପସ୍ଥାପନା କରିଥିବାରୁ ମୁଁ ଏବମ୍ ମୋ ପରିବାର ତରଫରୁ କୃତଜ୍ଞତା ଜଣାଉଛି
@biswabhusanrath2814
@biswabhusanrath2814 Жыл бұрын
Ati sundar lagila ajira video. Samasta Kalakaranku dhanyabad. Jay Jagannath. 🙏
@satyabannayak
@satyabannayak Жыл бұрын
ଜୟ ଜଗନ୍ନାଥ। ସମସ୍ତେ କୁହନ୍ତି "ଭୀମର ବଳ କୁନ୍ତୀଙ୍କୁ ଜଣା" । ମାତା କୁନ୍ତୀ କେବେ ବି ପୁତ୍ର ଭୀମର ଅତ୍ୟଧିକ ଭୋଜନକୁ ନେଇ ବିରକ୍ତ ହୋଇ ନଥିଲେ। ଏହାର କୌଣସି ଶାସ୍ତ୍ରୀୟ ପ୍ରମାଣ ନାହିଁ। ଧନ୍ୟବାଦ
@ashalatamahapatra2507
@ashalatamahapatra2507 Ай бұрын
Very nicce
@ramachandra8999
@ramachandra8999 Жыл бұрын
Thismetters of our syagat karungi very best good thanks paramaje
@user-nq8yh8rl5f
@user-nq8yh8rl5f Жыл бұрын
Bahuta valalagila nilanchala. Babu suvkamna. Janeili.
@satyabannayak
@satyabannayak Жыл бұрын
ଜୟ ଜଗନ୍ନାଥ ଗାୟକ ମହାଶୟ ଯାହା କହିଲେ ଯେ, ଯୁଧିଷ୍ଠିର କହିଲେ ଅର୍ଜୁନଙ୍କୁ ଦ୍ରୌପଦୀଙ୍କୁ ବୁଲେଇ ଆଣିବା ପାଇଁ, ବୁଲି ବୁଲି ମହର୍ଷି ଦୁର୍ବାସାଙ୍କ ଆଶ୍ରମରେ ପହଞ୍ଚିବା ସମ୍ପୂର୍ଣ୍ଣ ବିପରୀତ। ଧନ୍ୟବାଦ
@meerapanda6718
@meerapanda6718 Жыл бұрын
ଠିକ୍ ଉପାଖ୍ୟାନଟି ଉପସ୍ଥାପନ କଲେ ଆମେ ଯାଣିବା
@sanghamitrapanda3809
@sanghamitrapanda3809 Жыл бұрын
ଆପଣ ଯାଣିଥିବା ବିଷୟ ଟି ଉପସ୍ଥାପନ କଲେ ବହୁତ ଭଲ ହୁଅନ୍ତୁା । ଲୋକ ମାନେ ବି ଯାଣି ପାରିବେ। ଖାଲି ମତାମତ ଦେଲେ ହେବ ନି। ମୋ ମତରେ ଉଭୟ ଠିକ୍। ମିଶ୍ର ଆଜ୍ଞା ଏବଂ ଆପଣ ।
@satyabannayak
@satyabannayak Жыл бұрын
@@meerapanda6718 ମହାଭାରତର କଥାବସ୍ତୁକୁ ମହାଭାରତରେ ପଢନ୍ତୁ। ମୋର ଉପସ୍ଥାପନା କରିବା ଆବଶ୍ୟକ ନୁହେଁ। ଧନ୍ୟବାଦ
@satyabannayak
@satyabannayak Жыл бұрын
@@sanghamitrapanda3809 ଆପଣ ମହର୍ଷି ବେଦବ୍ୟାସ ନା ଦେବଗୁରୁ ବୃହସ୍ପତି, ଆପଣଙ୍କର ମତରେ ଉଭୟ ଠିକ୍ ତାହା ପ୍ରମାଣିତ କିପରି ହେଲା? ଗାୟକ ମହାଶୟ ଦିନ କହିବେ ମୁଁ କହିବି ରାତି ଆପଣ କହିବେ ଉଭୟ ଠିକ୍, ଏହାର ଅର୍ଥ କ'ଣ? ଯଦି ଦିନ ତେବେ ରାତି କିପରି, ଯଦି ରାତି ତେବେ ଦିନ କିପରି, ବୋଧହୁଏ ଆପଣଙ୍କର ଗାଁରେ ଦିନ ଓ ରାତି ଏକା ସମୟରେ ଭୋଗ ହୁଏ।
@sanghamitrapanda3809
@sanghamitrapanda3809 Жыл бұрын
@@satyabannayak ମୁଁ ନିଜକୁ ଏତେ ବଡ ବୋଲି ଭାବିନି। ଗାୟକ ମହାଶୟ ଯାହା କହିଛନ୍ତି ତାଙ୍କ ମନରୁ କହିନାହାନ୍ତି । ବହୁ ଋଷିଙ୍କର ବହୁ ମତ। ସେ ନିଶ୍ଚିୟ କେଉଁଠୁ ପଢି କି କହିଥିବେ। ସେ କଥା ତାଙ୍କୁ ପଚରା ଯାଉ । ମୁଁ ଏତେ ବି ନିର୍ବୋଧ ନୁହେଁ ଦିନ ରାତି ଭିତ ରେ ପାର୍ଥକ୍ଯ ଯାଣି ପାରିବିନି। ହଁ ଯେତେବେଳେ ଭାରତରେ ଦିନ ଆମେରିକା ରେ ରାତି । ବିଶ୍ବ ରେ ଗୋଟିଏ ସମୟରେ ଦିନ ରାତି ସଂଭବ ସେ ଆଧାର ରେ ଉଭୟ ଠିକ୍ ।
@rankanidhipatro1477
@rankanidhipatro1477 Жыл бұрын
Very nice
@sanghamitrapanda3809
@sanghamitrapanda3809 Жыл бұрын
very nice topic. Mishra sir please give us new new topic. i know u r very intelligent and u r voice is so sweet. Thx R k studio.
@sumatirath8559
@sumatirath8559 4 ай бұрын
ଦୌପଦୀଙ୍କ ଗୁପ୍ତ କଥା ଅତି ସୁନ୍ଦର ମହାଭାରତର କଥାକହିଥିବା ରୁ ଦ୍ୱାରୀ ମହାଶୟଙ୍କୁ ଧନ୍ୟବାଦ।
@satyabannayak
@satyabannayak Жыл бұрын
ଜୟ ଜଗନ୍ନାଥ। ପ୍ରକୃତରେ ଏହାର ନାମ "ଭାରତ ଲୀଳା" ନ ହୋଇ "ଦ୍ବାରୀ ଲୀଳା" ହେବା କଥା। ଧନ୍ୟବାଦ
@meerapanda6718
@meerapanda6718 Жыл бұрын
ଏହାକୁ ଦୁଆରୀ ନାଟ କୁହାଯାଏ ମହାଶୟ
@satyabannayak
@satyabannayak Жыл бұрын
@@meerapanda6718 ଏହି ଲୋକନୃତ୍ୟର ମୁଖ୍ୟ ସୂତ୍ରଧାର ଦ୍ବାରୀ ସେଥିପାଇଁ ଦ୍ବାରୀ ନାଟ କହନ୍ତି, ଏହାର ପ୍ରକୃତ ନାମ ଭାରତ ଲୀଳା ବା ସୁଭଦ୍ରା ପରିଣୟ ବୋଲି ଆରମ୍ଭରୁ ବିଦିତ। ଧନ୍ୟବାଦ
@jurianaik1599
@jurianaik1599 4 ай бұрын
Nai sir duari lila nuh gahani lila kahile thhik heb
@sankarpadhan7832
@sankarpadhan7832 Жыл бұрын
Bahut sundar bisaya bastu
@satyabannayak
@satyabannayak Жыл бұрын
ଜୟ ଜଗନ୍ନାଥ। ଯୁଧିଷ୍ଠିରଙ୍କୁ ଧର୍ମରାଜ ବୋଲି କୁହାଯାଏ ଏବଂ ପଶାଖେଳ ଅଧର୍ମର ପରିଚାୟକ, ପଶାଖେଳ ଯଦି ତାଙ୍କର ଦୁର୍ବଳତା ରହିଥିଲା ତେବେ ସେ ଧର୍ମରାଜ କିପରି ହେଲେ? ଗାୟକ ମହାଶୟ ଉତ୍ତର ଦେଲେ ଭଲ ହୁଅନ୍ତା। ଧନ୍ୟବାଦ
@meerapanda6718
@meerapanda6718 Жыл бұрын
ସମସ୍ତ ଙ୍କ ର କିଛି ନା କିଛି ଦୁର୍ବଳତା ଅଛି ନା ଆଜ୍ଞା ।
@satyabannayak
@satyabannayak Жыл бұрын
@@meerapanda6718 ଦୁର୍ବଳତାର ପ୍ରକୃତ ଅର୍ଥ କ'ଣ ନ ଜାଣି କହିବା ନିଜର ଦୁର୍ବଳତା ଅଟେ।
@sachidanandapatra8304
@sachidanandapatra8304 2 ай бұрын
ବହୁତ ଭଲ
@srikantapanda1969
@srikantapanda1969 Жыл бұрын
ଆଜ୍ଞା ଏ ବିଷୟବସ୍ତୁ ଟି ମୁଁ ଆଗରୁ ଜାଣିଥିଲି । କିନ୍ତୁ କୈଣସି ଦ୍ବାରୀ ଙ୍କ ମୁଖରୁ ଶୁଣିନଥିଲି ଅତ୍ୟନ୍ତ ସୁନ୍ଦର ବିଷୟ ବସ୍ତୁ ପରିବେଷଣ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
@mangulgouda1692
@mangulgouda1692 3 ай бұрын
@GaganbihariPanda-pm3pu
@GaganbihariPanda-pm3pu Жыл бұрын
Very nice.
@meerapanda6718
@meerapanda6718 Жыл бұрын
ଶୁଣନ୍ତୁ ହେ ଗୁରୁବର ସରସ୍ୱତୀ ଙ୍କ ର ଦୟା ତୁମ ଉପର ହେ ବିଷୟ କହୁଛ ଅତି ସୁନ୍ଦର ଗରୁବର ହେ ସମସ୍ତ କଳାକାର ଏଠି ଚମତ୍କାର ଅଭିନୟ କରନ୍ତି ହେ ଅନ୍ୟ ମାନେ ବି କମ୍ ନୁହଁନ୍ତି ଗୁରୁବର ହେ ।।
@satyabannayak
@satyabannayak Жыл бұрын
ଜୟ ଜଗନ୍ନାଥ ଏହିପରି ଯେତେ ସବୁ ଆଖ୍ୟାନ ଉପାଖ୍ୟାନ ରହିଛି ସେସବୁ ପରିବେଷଣ କରିବା ଉଚିତ ନୁହେଁ, ଏହାଦ୍ବାରା ସନାତନ ଧର୍ମର ପତନ ହେବ। ଧନ୍ୟବାଦ
@meerapanda6718
@meerapanda6718 Жыл бұрын
ଅସୁବିଧା କଣ ହେଲା ମହାଶୟ କହିବେକି?
@satyabannayak
@satyabannayak Жыл бұрын
@@meerapanda6718 ଆପଣ ଗାୟକ ନୀଳାଚଳ ମିଶ୍ରଙ୍କ ସମ୍ପର୍କରେ କ'ଣ ହେବେ, ଦୟାକରି ଜଣାଇବେ କି?
@sanghamitrapanda3809
@sanghamitrapanda3809 Жыл бұрын
@@satyabannayak ଆପଣ ଙ୍କ ସହିତ ସଂପର୍କ ଯାହା । ସେହି ସଂପର୍କ ।ମୋର ଉଦ୍ଦେଶ୍ଯ ସନାତନ ଧର୍ମ କିପରି ପତନ ହେବ ତାର ଉତ୍ତର ଯାଣିବା। ସଂପର୍କ ରୁ ଆପଣ କଣ ପାଇବେ।
@satyabannayak
@satyabannayak Жыл бұрын
@@sanghamitrapanda3809 ସାରା ସଂସାର କେବଳ ସମ୍ପର୍କର ସୂତ୍ରରେ ହିଁ ବୁଣି ହୋଇଛି, ବିନା ସମ୍ପର୍କରେ ତ ଗୁଣ, ଧର୍ମ, କର୍ମ, କ୍ରିୟା ଓ ପ୍ରତିକ୍ରିୟା କିଛି ବି ନାହିଁ, ସମ୍ପର୍କ ଅଛି ତ ସବୁ ଅଛି, ସମ୍ପର୍କ ନାହିଁ ତ କିଛି ବି ନାହିଁ।ସମ୍ପର୍କରୁ ହିଁ କଥା ହେବାର ଶୈଳୀ ଜଣାପଡ଼ିଥାଏ, ସମ୍ପର୍କ ହିଁ ଆମକୁ କଥା ହେବାର ଶୈଳୀ ଶିଖାଏ ତାହେଲେ ସମ୍ପର୍କରୁ କ'ଣ ନ ପାଇବା, ସମ୍ପର୍କ ଜାଣିଲେ ହିଁ କଥା ଆଗକୁ ବଢ଼େ ସମ୍ପର୍କ ନ ଥିଲେ କିଏ କାହା ସହିତ ବ୍ୟବହାର କରେ କି?
@sanghamitrapanda3809
@sanghamitrapanda3809 Жыл бұрын
@@satyabannayak ମୋର ଆପଣ ଙ୍କ ମତାମତ ର ଉତ୍ତର ଦରକାର । ସନାତନ ଧର୍ମ କିପରି ପତନ ହେବ । ଏଥି ରେ ଗାୟକ ଙ୍କ ର ଭୁଲ କଣ? ସେ ପଢ଼ିଲେ ପରିବେଷଣ କଲେ । ସଂପର୍କ ର ସଂଜ୍ଞା ମୋତେ ଲୋ଼ଡା ନାହିଁ ।
@pandabapadhi1158
@pandabapadhi1158 Жыл бұрын
sar ku amara namaskar plese sar kahantu drapudi unkar 5pati kankan ama janiparunahi
@RKstudiopage
@RKstudiopage Жыл бұрын
ଯୁଧିଷ୍ଟିର, ଭୀମ, ଅର୍ଜୁନ, ନକୁଳ, ସହଦେବ
@bharamarnayak7534
@bharamarnayak7534 Жыл бұрын
ବହୁତ ସୁନ୍ଦର ଗାଆଣୀ
@bulupradhanbulu3660
@bulupradhanbulu3660 Жыл бұрын
ଜୟ ଶ୍ରୀକୃଷ୍ଣ
@priyankasahoosahoo9995
@priyankasahoosahoo9995 Жыл бұрын
Sir bhala. Bisaya
@iitphd
@iitphd Жыл бұрын
eha kan satya pauranika kathabastu, eha keun puranaru udhruta.
@meerapanda6718
@meerapanda6718 Жыл бұрын
କଲ କରି ଆଜ୍ଞା ଙ୍କୁ ପଚାର ।
@rakeshchandrarout2320
@rakeshchandrarout2320 Жыл бұрын
ମୋ ପ୍ରଶ୍ନ ର ଉତ୍ତର ଦେବେ? କର୍ଣ୍ଣ ଭଲ ଯୋଦ୍ଧା ନା ଅର୍ଜୁନ?
@simanchalplumber.1662
@simanchalplumber.1662 Жыл бұрын
ସାର୍ 🙏.।ଯୁବତୀ ଝିଅଙ୍କୁ ଶିବ ମନ୍ଦିର ମନା କାହିଁକି ମନା?ଏ ଡାହାଣୀ ଟିକୁ ଲୋକ ଲୋଚନକୁ ଆସିଲେ ଭଲ ହେବ ।
@RKstudiopage
@RKstudiopage Жыл бұрын
ଆପଣଙ୍କର ଏହି ଉତ୍ତର ଟି ମୁଁ ଦେଇପାରିବି କି
@RKstudiopage
@RKstudiopage Жыл бұрын
ଆପଣ ହିଁ କହିଲେ ମୁ ପ୍ରଶ୍ନ ର ଉତ୍ତର ଦେଇଦେବି
@jitendranayak-jr5fh
@jitendranayak-jr5fh 11 ай бұрын
Aeta ko purana
@prasantakumarrath3458
@prasantakumarrath3458 Жыл бұрын
Pp
@a.sankulipatra4860
@a.sankulipatra4860 Жыл бұрын
See where re kaeki sanka bajeni
@OmmSai-qp1lu
@OmmSai-qp1lu Жыл бұрын
I by b f no
@sumanpradhan4457
@sumanpradhan4457 Жыл бұрын
ଦୋର୍ପଦି.ସଦଜଉବନା.କଣକହୁଛ.ଭାବିକି.କୁହ
@sanghamitrapanda3809
@sanghamitrapanda3809 Жыл бұрын
ଗାୟକ ମହାଶୟ ଭବିଚିନ୍ତି କହିଛନ୍ତି । ଯଦି ଆପଣ ଙ୍କୁ ଠିକ୍ ଲାଗୁନି ଉପଯୁକ୍ତ ତଥ୍ଯ ପ୍ରଦାନ କରନ୍ତୁ ।ଓଡ଼ିଆ ଭାଷାରେ ପୂର୍ଣ୍ଣଛେଦ ବ୍ଯବହାର କରାଯାଏ ବିନ୍ଦୁ କି ଫୁଲଷ୍ଟପ ନୁହଁ।
@sumatirath8559
@sumatirath8559 Жыл бұрын
Very nice
@sahebupatorrusahebupatora8860
@sahebupatorrusahebupatora8860 Жыл бұрын
U
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 28 МЛН
Nurse's Mission: Bringing Joy to Young Lives #shorts
00:17
Fabiosa Stories
Рет қаралды 4,1 МЛН
₹12500 Aid for Landless // New Ration Cards After e-KYC
20:39
OdiaTechBulletin
Рет қаралды 51 М.