No video

ଦୁବାଇରେ କାମ କରୁଥିବା ଶ୍ରମିକଙ୍କ ବଜାର || labour community market Dubai

  Рет қаралды 797,594

ମୁଁ TRAVELLER

ମୁଁ TRAVELLER

8 ай бұрын

ଦୁବାଇରେ କାମ କରୁଥିବା ଶ୍ରମିକଙ୍କ ବଜାର || labour community market Dubai #mutraveller

Пікірлер: 1 000
@sanjaynayak1462
@sanjaynayak1462 8 ай бұрын
ଲବ ଭାଇ ସତରେ ବାହାର ଦେଶରେ ଆମ ଓଡ଼ିଆ ମାନଙ୍କ ର ଏତେ ଭଲପାଇବା ବହୁତ ଖୁସି ଲାଗିଲା love you bro god bless you 🙏🙏
@Tikilifestyle
@Tikilifestyle 8 ай бұрын
କିଏ କିଏ କେଉଁଝର ରୁ ଲବ ଭାଇ ଙ୍କ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖୁଛନ୍ତି ପ୍ଲିଜ଼ ❤️❤️ସେ ଗୋଟେ ଗୋଟେ like କରିଦିଅନ୍ତୁ ଆଉ ଏଇ ସାନ ଭଉଣୀ କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏🙏
@kodandabehera67
@kodandabehera67 8 ай бұрын
What happened
@pravakarnaik5803
@pravakarnaik5803 8 ай бұрын
Mu KEONJHAR ru labo bhai nka video dekhe ♥️🤗🥰
@Amar_nath_zx6
@Amar_nath_zx6 8 ай бұрын
Mu bi kenjhar ru dekhu chi
@manamohanbehera1746
@manamohanbehera1746 8 ай бұрын
Mun bi dekhe
@sunilpatra9379
@sunilpatra9379 8 ай бұрын
Tama Ghara Kauthi Proper
@Krishnamusic112
@Krishnamusic112 8 ай бұрын
କେଉଁ ମାନେ ଚାହୁଁଚ 2025 ପୁର୍ବରୁ ଲବ ଭାଇ ଙ୍କର 1 million Subscriber ହେଇଯାଉ ❤❤
@OPMGAMERSANU69
@OPMGAMERSANU69 8 ай бұрын
ମୁଁ 😘😘😘😋
@TeriBehenKiChut012
@TeriBehenKiChut012 8 ай бұрын
Tote kichi miliba na taro 1 million heigale
@jyotiprakash7320
@jyotiprakash7320 8 ай бұрын
Tor kahniki gandi poduchi @
@Travelers934
@Travelers934 7 ай бұрын
ମୁଁ ଚାହୁଁଛି ❤
@binodkumar8632
@binodkumar8632 8 ай бұрын
ଭାଇ ବହୁତ ଖୁସି ଲାଗିଲା ଦୁବାଇ ରେ ଆମ ଓଡିଆ ଭାଇ ମାନକୁଂ ଓ ତୁମ ସହ ଦେଖା ହେଇକି ଜୟ ଜଗନ୍ନାଥ ⭕❗⭕ 🙏🙏
@Krishnamusic112
@Krishnamusic112 8 ай бұрын
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤
@Sumankumar-kc5cm
@Sumankumar-kc5cm 8 ай бұрын
No
@dtrvlog...
@dtrvlog... 8 ай бұрын
❤️
@kapuratudu9605
@kapuratudu9605 8 ай бұрын
ପୁରୁଣା କମେନ୍ଟ😂😂😂😂
@freefireofficial3817
@freefireofficial3817 8 ай бұрын
I HATE LABA HANSDA 🖕🖕 😁😁
@Sujit_dc
@Sujit_dc 8 ай бұрын
Tu eka bhala paa 😂😂😂
@phaguhembramofficial
@phaguhembramofficial 8 ай бұрын
ଓଡ଼ିଶା ଲୋକଙ୍କ ଭଲ ପାଇବା ❤ ଅଛି 🎉🎉🎉❤❤❤
@GupteGoud
@GupteGoud 8 ай бұрын
ଗର୍ବରେ କାହୁଛୁ ଆମେ ଓଡ଼ିଆ ଭାରି ବଢ଼ିଆ ବୋଲି । ବହୁତ ସୁନ୍ଦର ଲବ ଭାଇ ଆଗକୁ ଏମିତି ନୂଆଁ ନୂଆଁ vlog ଭିଡିଓ ଭେଟି ଦେଉ ଥାଅ।❤😊
@dasarathimohapatra618
@dasarathimohapatra618 8 ай бұрын
ଅତି ସୁନ୍ଦର ଲାଗିଲା ଭିଡିଓ ଟି ଓ ମନମୁଗ୍ଧକର ହୋଇ ଅଛି, ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ପାଖରେ ଅଛି, ଆଗକୁ ଯାତ୍ରା ମଂଗଳ ମୟ ହେଉ, ଜୟ ଜଗନ୍ନାଥ,
@pradeepnayak4264
@pradeepnayak4264 8 ай бұрын
❤❤
@ganapatipradhan2404
@ganapatipradhan2404 4 ай бұрын
ଖୁବ୍ ଭଲ ଲାଗିଲା ଅଷ୍ଟ୍ରେଲିଆ ପରିବା ମାର୍କେଟ ତଥ୍ୟ । ଏହିଭଳି ଅନ୍ୟସବୁ ତଥ୍ୟ ଜଣାଇବେ ନିଶ୍ଚୟ । ଜୟ ଶ୍ରୀଜଗନ୍ନାଥ ।
@user-br9do6fz7z
@user-br9do6fz7z 8 ай бұрын
ବହୁତ୍ ସୁନ୍ଦର୍ ମାର୍କେଟ ଓ ବହୁତ୍ ସଫା ସୁତୁରା ବହୁତ୍ ଭଲ ଲାଗିଲା
@NiranjanPradhan-fp2vu
@NiranjanPradhan-fp2vu 8 ай бұрын
ଅଲ the best bro 👍, ଜୟ ଜଗନ୍ନାଥ 🙏🙏🙏
@ratanlalpurty3569
@ratanlalpurty3569 8 ай бұрын
ବହୁତ ସୁନ୍ଦର ମାର୍କେଟ, ଭଲ ଲାଗିଲା, God Blesse You Brother 🙏❤️🌹🙏❤️🌹🙏❤️🌹
@Sached299
@Sached299 8 ай бұрын
ଦୁବାଇ ରେ ଯୋଉମାନେ କାମ କରୁଛ ମୋ ତରଫରୁ 🙏
@marndi_brother
@marndi_brother 8 ай бұрын
ବହୁତ୍ ବଢିଆ ଲାଗିଲା ଭିଡିଓ ଦେଖି।
@user-rz1cd8co6q
@user-rz1cd8co6q 5 ай бұрын
ଭାଇ ଦୁବାଇର ମାର୍କେଟ ଟିକୁ, ଆମକୁ ସୁନ୍ଦର ଭାବରେ ଭିଡ଼ିଓ କରି ଦେଖାଇ ଅଛ. ବହୁତ ବହୁତ ଧନ୍ୟବାଦ. ଏତେ ରିକ୍ସ ନେଇକି ଯା ହେଉ ଲବ ଭାଈ, ଭିଡ଼ିଓ ଦେଖିକି ଖୁସି ଲାଗିଲା
@drtusharkantinayak7523
@drtusharkantinayak7523 8 ай бұрын
ବହୁତ ବଢିଆ ଲାଗିଲା । ଅନେକ ଖାଦ୍ୟ ପଦାର୍ଥର ମୂଲ୍ୟ ଭାରତ ଅପେକ୍ଷା ଶସ୍ତା ଅଛି ।
@hrudanandasankhua5824
@hrudanandasankhua5824 8 ай бұрын
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️❤❤️❤️❤️️️️️️ଜୟ ଜଗନ୍ନାଥ 🙏 Good bless you 👍
@TGFunny-tapan
@TGFunny-tapan 8 ай бұрын
କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି 1 million subscribers ହେଇ ଯାଉ ଭଗବାନ ଙ୍କୁ ପ୍ରାର୍ଥନା
@TechnicalGSBAPULU
@TechnicalGSBAPULU 8 ай бұрын
ବାଲେଶ୍ଵର ଜିଲ୍ଲା ରୁ କେଉଁ ମାନେ ଦେଖୁଛନ୍ତି ଲାଇକ୍ କରନ୍ତୁ ଧନ୍ୟବାଦ
@Mjena2006
@Mjena2006 Ай бұрын
Balasore baliapal ❤
@baburajnahakbaburajnahak8425
@baburajnahakbaburajnahak8425 8 ай бұрын
ଅତି ସୁନ୍ଦର ଧନ୍ୟବାଦ ଜୟ ମା ତାରିଣୀ
@Roybisu
@Roybisu 8 ай бұрын
Bhai Pai Gota like Hau Jay Jagannath Jay Shree ram ❤❤
@BijayalaxmiDash-zx5hn
@BijayalaxmiDash-zx5hn 8 ай бұрын
God bless you
@sanjudalabehera8075
@sanjudalabehera8075 8 ай бұрын
ଗର୍ବ ରେ କହୁଛନ୍ତି ଆମେ ଓଡିଶା ବାରି ବଡ଼ିଆ tq bro god blessing you
@arakhitdalei2735
@arakhitdalei2735 8 ай бұрын
ଏଠାରେ ସବୁ ଦୋକାନୀକୁ ଡ୍ରେସ କୋଡ଼ ହୋଇ ଥିବାରୁ ବହୁତ ବଢିଆ ଲାଗିଲା ଏବଂ ଦୋକାନ ବହୁତ ସଫା ସୁତରା ଓଡିଶା ରେ ସବୁ ଦୋକାନୀ ଡ୍ରେସ code କଲେ ବହୁତ ଭଲ ହେବ ଲବ ଭାଇ ଜୟ ଜଗନ୍ନାଥ 🙏🙏🙏❤❤❤❤👍👍👍👏👏👏
@jchoudhury274
@jchoudhury274 8 ай бұрын
ଦୁବାଇ ମାର୍କେଟ ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
@middleclassMu
@middleclassMu 8 ай бұрын
Actually odisha ra loka mane bahara desha re dekha hele gote alaga prakara khusi mile..😘😘😘
@anupamjena8416
@anupamjena8416 8 ай бұрын
ଭିଡିଓ ଶେଷ ବେଳକୁ କଥା ଗୁଡ଼ିକ ହୃଦୟ କୁ ଛୁଇଁ ଗଲା❤❤
@babusorenofficial2974
@babusorenofficial2974 8 ай бұрын
ଲବ ଭାଇ ର କହିବା style କାହାକୁ ଭଲ ଲାଗେ ❤❤
@user-qe8pl3fz7x
@user-qe8pl3fz7x 8 ай бұрын
From mayurbhanj baripada I like ur vedeo. Dubai explanation is very clear idea about dubai for our knowledge.
@janatajagaranga5463
@janatajagaranga5463 8 ай бұрын
ବହୁତ ବଡ଼ିଆ ହୋଇଛି ବଜାର ଅନ୍ୟବାଦ ଭାଇ
@BISWAYT
@BISWAYT 8 ай бұрын
Love from Odisha KDP Toka❤❤❤
@rtnproduction
@rtnproduction 8 ай бұрын
ଲବ ଭାଇଙ୍କ ପାଇଁ ଗଟେ like କର
@dtrvlog...
@dtrvlog... 8 ай бұрын
@chandrasabar8206
@chandrasabar8206 8 ай бұрын
Bhai Kushi laguchi tamo video dekhi ❤❤❤
@surendrabarik6221
@surendrabarik6221 8 ай бұрын
ବହୁତ ଭଲ ଅଛି ଲୋବ ଭାଇ।
@pratapkumardehuridehurivlo6430
@pratapkumardehuridehurivlo6430 8 ай бұрын
ଜୟ ଜଗନ୍ନାଥ ଲବ ଭାଇ 🙏🙏🙏
@chandramanimahanta8332
@chandramanimahanta8332 8 ай бұрын
ବହୁତ ବଢିଆ ହୋଇଛି
@debabrataverma8822
@debabrataverma8822 8 ай бұрын
LABAJI:GOOD MORNING.CONGRATULATION FOR LABOUR COMMUNITY MARKET DUBAI VEDIO.VERY VERY INFORMATIVE.GOD LESS YOU.
@dineshbhoi6480
@dineshbhoi6480 8 ай бұрын
Nice market.. very interesting & informative.. jai hind jai bharat 🇮🇳🇮🇳🙏
@smvlogsotp8106
@smvlogsotp8106 8 ай бұрын
ଲବ ଭାଇ ଆଗକୁ ଯାଆନ୍ତୁ ବଲି ଯିଏ ଚାହୁଛ like କର ,
@TeriBehenKiChut012
@TeriBehenKiChut012 8 ай бұрын
Hmm sia agaku jau tome ame semiti gariba heiki thiba au
@mr._kanha
@mr._kanha 8 ай бұрын
ଭାଇ ଏବେବି ଆନ୍ଧ୍ର ପ୍ରଦେଶ ଆଉ ତାମିଲ୍ ନାଡୁ ରେ ହିନ୍ଦୀ କେହି କହୁ ନାହାନ୍ତି କି ବୁଝୁ ନାହାନ୍ତି 😡
@BadboyYouTube952
@BadboyYouTube952 8 ай бұрын
See our village market
@bibhutimuduli2318
@bibhutimuduli2318 8 ай бұрын
Thik katha
@rajmotionpictures5496
@rajmotionpictures5496 4 ай бұрын
Kanhikina tame jemity tama munda bikideicha Hindinka agare Semit semane seya nuhe Tama bhalia
@pratimadhal4839
@pratimadhal4839 8 ай бұрын
Jai jagannath laba da bahut Badia Vdo...🙏👍👍
@babudhanmarandiofficial4383
@babudhanmarandiofficial4383 8 ай бұрын
Aadi napay labour community market.
@ktccreation9722
@ktccreation9722 8 ай бұрын
Awesome ❤
@Sk___Boos___777
@Sk___Boos___777 8 ай бұрын
Tirupur 😢😢😢🚊🚊🚊🧳🧳
@BILIBILATIOFFICIAL
@BILIBILATIOFFICIAL 8 ай бұрын
Super video laba Bhai Laba Bhai pai like hou👍👍👍👍👍
@MuVloggerk
@MuVloggerk 8 ай бұрын
ବହୁତ୍ ସୁନ୍ଦର୍ ହୋଇଛି ଭିଡ଼ିଓ, ଭାଇ ମୁ ବି ଯିବି ଦୁବାଇ, କାମ ପାଇଁ , ...
@sunilcreation02
@sunilcreation02 8 ай бұрын
ବହୁତ ଭଲ ଲାଗିଲା
@SparkleBablu
@SparkleBablu 8 ай бұрын
❤ଆମେ ଓଡ଼ିଆ ଭାରି ବଢ଼ିଆ ❤ LOVE U BROTHER | ଭଲ ଲାଗୁଛି ଶବୁ VLOG | ବାସ ଭଗ ବାନ ଙ୍କ ଆସିର୍ ବାଦ୍ ତୁମ ଉପରେ ସବୁ ଦିନ ଥାଉ ଆମେ ନୂଆ ନୂଆ VEDIO EMITI 😂ଦେଖଉ ଥାଓ❤❤❤
@surajkuskureelsii8csa
@surajkuskureelsii8csa 8 ай бұрын
Adi moj da super 👌
@Nelmedularoffical
@Nelmedularoffical 8 ай бұрын
Super bro 👍
@Jiten332
@Jiten332 8 ай бұрын
Thank you bro information of Dubai market
@lilikisku300
@lilikisku300 8 ай бұрын
Bohut bholo lagila video I mpres
@UPENDRA4346
@UPENDRA4346 8 ай бұрын
ଠିକ୍ କହିଛ ଲବ ଭାଇ ଦିନ ସମାନ ଆସେନି ବେଳେ ବେଳେ ଦୁଃଖ ବି ଆସେ❤❤❤❤❤❤❤❤❤❤❤❤❤❤❤❤😢😢😢😢😢😢😢
@jayalaxmi5517
@jayalaxmi5517 8 ай бұрын
Truely I love your vlogs, you are such a genuine person, keep it up 👍
@user-us2ju3km5d
@user-us2ju3km5d 8 ай бұрын
Khaila bele bi laba vi vdo ❤🎉
@user-db3fn4yu3d
@user-db3fn4yu3d 8 ай бұрын
Right katha Bhai nice video ❤
@subratmantry8149
@subratmantry8149 8 ай бұрын
Such a good vedio ❤. And your Mom now so proud for you in heaven❤
@dasarathisatapathy2231
@dasarathisatapathy2231 8 ай бұрын
😮
@sunilkumarswain1476
@sunilkumarswain1476 8 ай бұрын
ଭାଇ ମୁଁ ଦୁବାଇ ରେ ଅଛି ଆପଣ ଙ୍କ ସବୁ ଭିଡ଼ିଓ ଦେଖେ, ମୁଁ dip ରେ ରୁହେ ଯଦି ଟିକେ ମିଶନ୍ତେ ତାହାଲେ ଭାରି ଖୁସି ଲାଗନ୍ତା
@BalaramaswainBalia
@BalaramaswainBalia 11 күн бұрын
Bhai mota Dubai jibaku Sahu ji bhai
@BalaramaswainBalia
@BalaramaswainBalia 11 күн бұрын
Contact number send karo please bhai
@akshayadas1193
@akshayadas1193 8 ай бұрын
ଭାଇ video ଭଲ ଲାଗୁଛି। Dubai ବିଷୟରେ ବହୁତ ଜାଣି ହେଲା। କିନ୍ତୁ Dubai ra Redlight area କିପରି rate କ'ଣ ଟିକେ ଜଣେ ଇବେ।
@user-be2wr3ho3y
@user-be2wr3ho3y 8 ай бұрын
Super video Labha .Nona
@lkkrishna6749
@lkkrishna6749 8 ай бұрын
Vote for laba bhai
@prasantadas7051
@prasantadas7051 8 ай бұрын
Last line heart touching 💖 love you bro
@bulletraja7168
@bulletraja7168 8 ай бұрын
Nice brother and video
@sunitadas1973
@sunitadas1973 8 ай бұрын
Bhala market heichi
@Alex_Muna_18
@Alex_Muna_18 8 ай бұрын
Jay jagannath ❤
@dusmantarohidas1349
@dusmantarohidas1349 8 ай бұрын
ଭାଇ ଗୁପଚୁପ ଖାଇଲ ତୁମେ ଲାଲ ବହିଲା ମୋର 🤤
@user-lf3px9wk1p
@user-lf3px9wk1p 8 ай бұрын
Very interesting video
@bidyutlatabastia2227
@bidyutlatabastia2227 8 ай бұрын
Jai Jagannath Jai Odisha Jai India Good wishes to Laba beta
@prasantbisoi1781
@prasantbisoi1781 8 ай бұрын
Nice video. Thanks for sharing your self pride.
@devilskk1955
@devilskk1955 8 ай бұрын
Plz ଲବ ଭାଇ ଆସ ଆମେ ଦୁବାଇ ରେ ରହୁଚୁ ଆସ ଆମ ପାଖକୁ ଆମେ ରହୁଚୁ 145 ଜଣ ଓଡ଼ିଆ ପିଲା plz ଆସ
@MuTraveller
@MuTraveller 8 ай бұрын
Ok
@MuTraveller
@MuTraveller 8 ай бұрын
Integrando re msg karo
@harisisirvlog6522
@harisisirvlog6522 8 ай бұрын
Instagram re msge karibaku kahile bele bele bhule type heijaye.
@sanjeebbhol5668
@sanjeebbhol5668 8 ай бұрын
Kan job karuchanti
@skdchannel9721
@skdchannel9721 8 ай бұрын
Tuma kamiti golo mu jibi
@jdsoren9299
@jdsoren9299 8 ай бұрын
Very good information regarding labour of Dubai
@tikimapradhan4449
@tikimapradhan4449 8 ай бұрын
Very very thank you so much brother. Showing us for labour market in Dubai.
@jyotirabi6222
@jyotirabi6222 8 ай бұрын
Bahut bhala laba bhai ❤❤
@sasmitapadhisasmita3208
@sasmitapadhisasmita3208 8 ай бұрын
ଭାଇ ତମ ଵିଡିଓ ସଵୁ ଭଲ ଲାଗୁଛି ଭାଇ
@DILIPSABAR-qg1oe
@DILIPSABAR-qg1oe 8 ай бұрын
@Very_nice❤❤❤
@user-vy5ho6ov4j
@user-vy5ho6ov4j 8 ай бұрын
Nice video
@RangalataDehury-ei9ru
@RangalataDehury-ei9ru 8 ай бұрын
Jay jagannath🙏🙏
@sambit_samal_123
@sambit_samal_123 8 ай бұрын
କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤❤
@niranjanjena9342
@niranjanjena9342 8 ай бұрын
ବହୁତ ଭଲ ଲାଗେ ଆପଣଙ୍କର ପ୍ରତ୍ୟେକ ଭିଡିଓ,, ଏବଂ ବହୁତ ଖୁସି ମଧ୍ୟ ଲାଗେ,,ଭାଇ ମୋର ବହୁତ ଇଛା ଦୁବାଇ ଗୋଟିଏ ଥର ଯିବା ପାଈଁ,, କେତେ ଟଙ୍କା ଖର୍ଚ୍ଚ ହେବ ଯିବା ପାଈଁ,,ଭାଇ ତୁମ ସହିତ କଥାବାର୍ତ୍ତା କିପରି ହୋଇ ପାରିବି,, ବହୁତ ବହୁତ ଧନ୍ୟବାଦ,,,ଜୟ ଜଗନ୍ନାଥ,, ମୋ ଘର ପୁରୀ ଜିଲ୍ଲାରେ,,
@janakipatra4787
@janakipatra4787 8 ай бұрын
କେଉଁ ମାନଙ୍କୁ ସାନ ଭାଇ (ଲବଙ୍କ) video ଭଲଲାଗେ
@shortstraveler
@shortstraveler 8 ай бұрын
This is a better than others ❤
@papunsahoo1759
@papunsahoo1759 8 ай бұрын
ଭାଇ କୁ support କର 🥰
@sksidharthofficial3263
@sksidharthofficial3263 8 ай бұрын
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@radhe_radhe812
@radhe_radhe812 8 ай бұрын
😂😂you au.
@GyanaranjanDas-cn3cg
@GyanaranjanDas-cn3cg 8 ай бұрын
Hau bhai bhala katha
@chuleswarrout1155
@chuleswarrout1155 8 ай бұрын
ଭାଇ ତୁମର ବହୁତ୍ ସାହସ ଭାଇ ଧନ୍ୟ ବାତ ତୁମର ଭିଡିଓ bhutbhalage
@GotiMuktiAndolan_Odisha
@GotiMuktiAndolan_Odisha Ай бұрын
ଲବଙ୍କ ପ୍ରତ୍ଯେକ ଭିଡିଓ ଆନନ୍ଦଦାୟକ ଓ ଶିକ୍ଷଣୀୟ
@ankitaexpress9155
@ankitaexpress9155 8 ай бұрын
ଲବ ଭାଇଙ୍କ ପାଇଁ ଗୋଟେ like ହୋଇଯାଉ।।
@dancerkanhu8921
@dancerkanhu8921 8 ай бұрын
Bhai odisha ku jabe asiba Jagatsinghpur Paradip asiba Bhai Big fan 🎉❤❤❤❤❤ Jagannath Tuma moment ku Happy rakhantu Jay jagannath ❤❤❤ love you bhai
@PMHansdah-sm2vs
@PMHansdah-sm2vs 8 ай бұрын
Nyce
@rajeshpradhan6477
@rajeshpradhan6477 8 ай бұрын
Video 📷 ଦେଖି ବହୁତ୍ ଭଲ ଲାଗିଲା ଭାଇ
@GaanHandisala
@GaanHandisala 8 ай бұрын
Awesome ❤❤❤
@montybhaivlogs
@montybhaivlogs 8 ай бұрын
Laba da juhar❤❤❤❤❤
@saathvik1342
@saathvik1342 8 ай бұрын
Labo BH Dubai to labour market bohut bhalo Lagila.... Tame bohut kosto korucho aamo pain boli kii bohut bohut Dhanyawad Tamku.. Sabu bele khusi re Ruho etiki Guahri bhagwan nko Pakhe... ❤❤❤❤❤
@snggobindadns63
@snggobindadns63 8 ай бұрын
Very nice ❤
@itguruzee-edux
@itguruzee-edux 8 ай бұрын
What a great informative video. I appreciate your hardworking to provide us daily life real time informations. I watch all your videos daily to gain my knowledge about foreign countries. I don't have much words to appreciate you..... Luv u brother 🙏👏👍👍👍👍
@asisvlogs63
@asisvlogs63 8 ай бұрын
Wosome❤❤
@BadboyYouTube952
@BadboyYouTube952 8 ай бұрын
See our village market
@anilbehera2858
@anilbehera2858 8 ай бұрын
super 👍 video 📸📸📸📸📸
@judhisthiranaik2503
@judhisthiranaik2503 8 ай бұрын
Very nice video, thank you so much.
@rasmitakahali1376
@rasmitakahali1376 8 ай бұрын
Enjoy your day Bhai
@OD_SAM_GAMER
@OD_SAM_GAMER 8 ай бұрын
Mo comment aji viral haba ti 😊😊
@rabijani7390
@rabijani7390 8 ай бұрын
Thank you laba bhai ❤❤❤❤
@amarpatra5940
@amarpatra5940 7 ай бұрын
Very good. ଗୋଟେ ଓଡ଼ିଆ ପିଲା you tuber ମୁଁ ପ୍ରଥମେ ଦେଖୁଚି. ପୁଣି ନିଜ ଭାଷା ରେ. ପରେ ଅନ୍ୟ ଭାଷା ରେ ଏଡିଟ କରି ହେବ.
@ramachandrabarik1803
@ramachandrabarik1803 8 ай бұрын
Congratulations bro 🎉
@mrbibek6249
@mrbibek6249 8 ай бұрын
Hii ଭାଇ କେମିତି ଅଛନ୍ତି ❤❤❤
@viswanathraita7620
@viswanathraita7620 8 ай бұрын
Very nice ❤️👍
Survive 100 Days In Nuclear Bunker, Win $500,000
32:21
MrBeast
Рет қаралды 156 МЛН
If Barbie came to life! 💝
00:37
Meow-some! Reacts
Рет қаралды 59 МЛН
BAKI NAHNI PART-5// MR GULUA COMEDY// ODIA COMEDY
1:16:53
Mr. GULUA Comedy
Рет қаралды 1,6 МЛН
Unlimited Nonveg Meal Only ₹50 in Bhubaneswar @KatakiBhaina
20:57
Kataki Bhaina
Рет қаралды 625 М.