Exclusive:ବ୍ୟାଙ୍କ ମ୍ୟାନେଜର ପାଖରେ ଶୋଇଲିନି ବୋଲି ସାହାଯ୍ୟ କରିଥିବା ୨୦୦ ଟଙ୍କା ମୋ ହାତରୁ ସେ ଛଡାଇ ନେଇଥିଲେ

  Рет қаралды 1,219,173

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
ANDROID APP- play.google.com/store/apps/de...
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 762
@scarygameing-ov2js
@scarygameing-ov2js Жыл бұрын
ବର୍ତମାନ ର କିଛି ଝିଅ ନିଜେ ସମାଜ କୁ ବଡ଼ ପଣିଆ ଦେଖାଇ ବା ପାଇଁ ଏହା କୁ ଜିବିକା କରି ଛନ୍ତି
@Mitu-Mitali
@Mitu-Mitali Жыл бұрын
ଏ ଦୁନିଆଁ ଖାଲି ସ୍ଵାର୍ଥ ଚାହେଁ ମାଉସୀ,,,,, ତୁମ ଭଳି ଏମିତି ଅନେକ ନାରୀ ଏହି ସମସ୍ୟା ଦେଇ ଗତି କରୁଛନ୍ତି,,, କିନ୍ତୁ ମନ କଥା ମନରେ ରଖି ଭିତରେ ଭିତରେ କାନ୍ଦୁଛନ୍ତି ହେଲେ କାହାକୁ କହି ପାରୁ ନାହାଁନ୍ତି
@satyamaharana2011
@satyamaharana2011 2 ай бұрын
Salute to your motherhood. Great mother. No path is wrong to save child. Lot of sacrifice you have given.
@rajlaxmimohapatra4233
@rajlaxmimohapatra4233 2 ай бұрын
🙏🙏🙏🙏🙏🙏🙏🙏🙏🙏
@sushantasatapathy6499
@sushantasatapathy6499 Жыл бұрын
ବହୁତ ଦୁଃଖ ଲାଗିଲା
@mr.Amarjena609
@mr.Amarjena609 2 ай бұрын
Abe janucha
@Matimorasathi
@Matimorasathi Жыл бұрын
ଏଇ ଶଳେ ଗୋଟେ ରାକେଟ ଚଲେଇଛନ୍ତି ଏ ମାନଙ୍କ କଥା ଶୁଣି କେହି ପ୍ରଭାବିତ ହୁଅନ୍ତୁନ୍ତି ଭଉଣି ମାନେ ମୋର ଅନୁରୋଧ 🙏 ଯୋଉମନେ ଅସୁବିଧାରେ ସ୍ଵାମୀ ମାନକ ସହ miss understanding schhi ସେମାନେ ସୁଣିକି ଏ କଥା ସେ ଲାଇନ ରେ ଯିବାପାଇଁ expose କରୁଛନ୍ତି ।। ହାତ ଗୋଡ ଅଛି ବେଶ୍ୟା କାମ କରି ପିଲାଙ୍କୁ ମଣିଷ କରିବା ଆବଶ୍ୟକ ନାଇ ।। ମଣିଷ କରିବାକୁ ପାଠ ପଢିବା କିଛି ଆବଶ୍ୟକ ନାଇ ମୋ ଜେଜେ ଅଣ ଜେଜେ ପାଠ ପଢି ନଥିଲେ ସେମାନେ କଣ ଅମଣିଷ ।। ମଣିଷ ପଣିଆ ବୁଦ୍ଧି ବିବେକ ସଂସ୍କାର ସିଖେଇବା ଦରକାର ।। ବାସ୍ ପିଲା କୁଲ୍ଲି ମୂଲିଆ ଲାଗିବ ମଣିଷ ହେଇଯିବ
@deepakdash8861
@deepakdash8861 Жыл бұрын
Right Bro
@cmcreation4905
@cmcreation4905 Жыл бұрын
Tq....badhia kahila ✅✅✅
@pradhandharmesh9220
@pradhandharmesh9220 11 ай бұрын
Right bro
@Sonis_gudlife
@Sonis_gudlife 11 ай бұрын
Se nija life story kahuchnti .. kahaku force karunahanti a line ki asa
@bikrammishra5694
@bikrammishra5694 11 ай бұрын
Thik kahicha Bhai
@dashpravudatta999
@dashpravudatta999 Жыл бұрын
World 🌎 best love Mother love 🙏🏻❤️ Mother Sacrifice 🙏🏻🙏🏻 Maa Apana Ete Upare je Jouthi Jou Paristhiti re Thile bi Apananka bhali kehi love kari paribeni ki Sacrifice bi Kari paribeni ❤️🙏🏻 Hats off to tha news channel Bhaskar 🙏🏻👍
@rameshlenka5083
@rameshlenka5083 Жыл бұрын
ପିଲା ପାଇ ଠିକ୍ କାମ କରିଚ କିଛି ଖରାପ ନୁହ ମାଡ଼ମ।
@yashokirtipradhan999
@yashokirtipradhan999 Жыл бұрын
Duniare kn au kichhi kama nahi karibaku...... Loke basana Mazi madhya Peta posuchhanti..... Bujhila bhai....
@akhayadehury6056
@akhayadehury6056 Жыл бұрын
ଠିକ୍ କଥା କହୁଛନ୍ତି ସତ କଥା କହୁଛନ୍ତି ଭଲ ଲାଗିଲା ମା
@ganeshacreated8748
@ganeshacreated8748 Жыл бұрын
satare maa tame mahan 🙏🙏🙏
@mamatakumari3338
@mamatakumari3338 Жыл бұрын
ଦି ଦି ପିଲାଙ୍କ ପାଇଁ ମା ସବୁ କିଛି କରି ପାରିବ
@pratimamahanta8114
@pratimamahanta8114 Жыл бұрын
କାହା ଘରେ କାମ କରୁଥିଲେ ଭଲ ହେଇଥାନ୍ତା
@alokmahakur9275
@alokmahakur9275 Жыл бұрын
ଏମିତି news ଦେଖନ୍ତୁ ନାହିଁ ଏହା ଦେଖିଲେ ଅନ୍ୟ ମାନେ ମଧ୍ୟ ଏପରି କରିବେ..........
@rajkishorrout2108
@rajkishorrout2108 Жыл бұрын
aayu piyu and maa ପ୍ରଥମେ ପୁରା ଘଟଣା ଶୁଣ ତା ପରେ ପ୍ରତ୍ୟୁତର କର ଶୋଭା ପାଇବ।
@debadattaroul9759
@debadattaroul9759 Жыл бұрын
Kharap kan kale..
@akshyaguru2652
@akshyaguru2652 Жыл бұрын
Bad 👎 chanel
@AllhaSuarwala
@AllhaSuarwala Жыл бұрын
ତମ ଭଳି ଯାହାର ସଠିକ୍ ବୁଦ୍ଧି ବିବେକ ର ଅଭାବ ଅଛି, ସେମାନେ ହିଁ କରିବେ।
@VillageMastiAllVideo6947
@VillageMastiAllVideo6947 Жыл бұрын
ମା ତମେ ମହାନ୍ 😭😭😭😭😭👍👍👍👍
@bhagbanbehera5601
@bhagbanbehera5601 Жыл бұрын
Nija chhua manakar bhoka dauru rakhya karibaku jai deha dana karibata ku besya kuhantini Maa. You are the great mother. God bless you
@rajlaxmimohapatra4233
@rajlaxmimohapatra4233 Жыл бұрын
Thanks
@user-qq7rx8jw8y
@user-qq7rx8jw8y 4 ай бұрын
ଶୁଣିବାକୁ କଷ୍ଟ ଲାଗୁଚି. ଆଜିର ଦୁନିଆ ର ବାସ୍ତବ ଚିତ୍ର. ଖୁବ ମର୍ମସ୍ପର୍ଶୀ. କର୍ତ୍ତବ୍ୟ ଯଥାର୍ଥ ମାତ୍ର ପଥ ଘୃଣ୍ୟ. ପେଟ ପୋଷ, ନାହିଁ ଦୋଷ. ଧନ୍ୟବାଦ.
@bhagabanpradhan7500
@bhagabanpradhan7500 Жыл бұрын
. ଛୁଆ ପାଇଁ ମା କଣ ନକରିପାରେ ସେଥିପାଇଁ ସେ ମହାନ ତା ସ୍ଥାନ କେହିବି ନେଇ ପାରିବେନି 🙏🙏
@sureshkumarkhara1535
@sureshkumarkhara1535 Жыл бұрын
ତାଙ୍କ ଝିଅ ବର୍ତ୍ତମାନ କଣ କରୁଛନ୍ତି ?? ଦୟାକରି କେହି କହି ପାରିବେ କି ??
@rajlaxmimohapatra4233
@rajlaxmimohapatra4233 Жыл бұрын
Marriage karissrilani. 10 year hela
@premsahu3001
@premsahu3001 Жыл бұрын
@@rajlaxmimohapatra4233 mother salut you give your conta number
@sureshkumarkhara1535
@sureshkumarkhara1535 Жыл бұрын
ସେ ଝିଅ କୁ ଯାଏଁ ପାଠ ପଡ଼ିଲେ ଓ ତାଙ୍କ ସ୍ୱାମୀ କଣ କରୁଛନ୍ତି
@rajlaxmimohapatra4233
@rajlaxmimohapatra4233 Жыл бұрын
Thanks.
@manojpradhan8068
@manojpradhan8068 Жыл бұрын
You are great 👍 ମା,,
@uttamkumarmohapatra5041
@uttamkumarmohapatra5041 Жыл бұрын
Ur tears explain how pure your heart and soul and how cruel our society.... 🙏 I experience Ur pain in ur face...jay mata di
@bansidharpatra4251
@bansidharpatra4251 11 ай бұрын
Very sad and tragic event. May God save her from such pathetic situation of this poor lady.
@rajeshkumardas5614
@rajeshkumardas5614 5 ай бұрын
ଭଗବାନ ତ ହାତ ଗୋଡ଼ ସବୁ ଦେଇଛନ୍ତି ଖାଲି ତୁମକୁ ସେଇ ଦେହ ବେପାର ଟା ଦେଖା ଗଲା ଆଉ କଣ କିଛି ଦେଖା ଗଲା ନାହିଁ।
@kalikrushnasadangi137
@kalikrushnasadangi137 7 ай бұрын
ଏଇଠୁ ନେତା,ଜନତା ଏ ପରି ସ୍ୱାମୀ ପୋରିତ୍ୟକ୍ତାଆ,ଯେ କୋଣସି ଅଭାବୀ ନାରୀ ମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବା ଉଚିତ୍
@rajlaxmimohapatra4233
@rajlaxmimohapatra4233 3 ай бұрын
Right
@jayJagannath143.
@jayJagannath143. Жыл бұрын
ହେ ମାଁ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏
@pravatiguru.nicesong4075
@pravatiguru.nicesong4075 Жыл бұрын
U are great maa
@biswambarrout6279
@biswambarrout6279 Жыл бұрын
ଧନ୍ୟ ରେ ତୁ ଭାସ୍କର 🙏🙏🙏🙏🙏
@srabindranath4943
@srabindranath4943 Жыл бұрын
ନାରୀ ନୁହେଁ ତୁ ନାରାୟଣୀ 🙏
@ManiMani-uz7eo
@ManiMani-uz7eo Жыл бұрын
bahutu dukha lagila suni 😭
@jayadevsahoo9916
@jayadevsahoo9916 Жыл бұрын
Hee maa tumaku koti 🙏🙏🙏🙏🙏
@sarojkumarpradhan6312
@sarojkumarpradhan6312 Жыл бұрын
ହେ ଭଗବାନ.......
@jharanabehera9042
@jharanabehera9042 Жыл бұрын
U are great 🙏
@rabindrapradhan7646
@rabindrapradhan7646 Жыл бұрын
ସତରେ ଏ ସରକାର ଙ୍କ କରମଚାରି ଏତେ ଖରାପ?
@HUMANTEACHING
@HUMANTEACHING Жыл бұрын
ମୁଁ ଭାବୁଛି ତମେ ବୋଧେ ଏକା ସଛୋଟ
@rnsoren6487
@rnsoren6487 Жыл бұрын
ତୋ ମାକୁ 12ଘଇତା ଗେହୁଁ
@gitasethi7612
@gitasethi7612 5 ай бұрын
ତୁମ୍ଭର ଭଗବାନ କୋଇଠୀ ଶୋଇ ଛି।ମଣିଷ କୁ ଖରାପ କହିଲେ କଣ ହେବ✍️🤔🤔
@dipakkumar2862
@dipakkumar2862 Жыл бұрын
ତମ ପରି ମା ମାନଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏
@Bapa4207
@Bapa4207 Жыл бұрын
ନିଜ ମା କୁ ସେତିକି ପ୍ରଣାମ କରିକି ଆସ ଆଗ....
@kumarbapi6646
@kumarbapi6646 Жыл бұрын
Story ta aga akuhakatharu dekha satata Kan janiba
@yashokirtipradhan999
@yashokirtipradhan999 Жыл бұрын
Duniare kn au kichhi kama nahi karibaku...... Loke basana Mazi madhya Peta posuchhanti..... Bujhila bhai....
@geetacreation8003
@geetacreation8003 Жыл бұрын
@@yashokirtipradhan999 basan kn ghara safa kariki tanku 5rupees milithila bhai 5rupees re kn Karibe Sia.
@cmcreation4905
@cmcreation4905 Жыл бұрын
​@@Bapa4207badhia kahila
@limikapatra5344
@limikapatra5344 Жыл бұрын
Maa always a Maa
@atamramdas7736
@atamramdas7736 Жыл бұрын
ମା ତୁମେ ମହାନ 🙏
@Mkstory244
@Mkstory244 6 ай бұрын
ଗୋଟିଏ ନାରୀର ଛାତି ତଳେ ଥିବା କଷ୍ଟକୁ କେହି ବୁଝି ପାରନ୍ତିନି ଯେତେବେଳେ ସେ ବଞ୍ଚିବାକୁ ଦେହ ବିକେ ସେତେବେଳେ ସମସ୍ତଙ୍କ ଜିଭ ବହୁତ କିଛି କୁହେ
@Babysgallary
@Babysgallary Ай бұрын
ସମାଜରେ ବହୁତ ଝିଅ ମାନେ ନିଜ ପେଟ ପୋଷିବା ପାଇଁ ବାହାର ରାଜ୍ୟରେ ପୁଅ ମାନଙ୍କ ପରି ଦାଦନ ଖଟୁଛନ୍ତି 😢ସେମାନେ ତ କାଇଁ ବେଶ୍ୟା ବୃତ୍ତି କରୁନାହାନ୍ତି l ନିଜର ଚିନ୍ତାଧାରା ବଦଳେଇବାର ଅଛି l
@sunitarana2425
@sunitarana2425 Жыл бұрын
ଭଗବାନ ଅଛନ୍ତି ଭଉଣୀମାନେ ବିଶ୍ଵଶ ରଖ 🙏🙏
@mr.Amarjena609
@mr.Amarjena609 2 ай бұрын
Rakhutha aau thiba jhia mane bujhuna
@jenajena626
@jenajena626 Жыл бұрын
Jay jaganath
@jitendraswain629
@jitendraswain629 Жыл бұрын
ଆପଣ ମହାନ କିନ୍ତୁ ସବୁ ପୁରୁଷ କି ସବୁ ନାରୀ ସମାନ ନୁହଁନ୍ତି ଏମିତି ନାରୀ ଅଛନ୍ତି ଯିଏ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡି ପର ପୁରୁଷ ସାଁଥିରେ ଯାଉଛନ୍ତି, ଖାଲି ପୁରୁଷ ରୁପି ରାକ୍ଷସ ଦୁଃଖ ର ବିଷୟ, ଏବେ ତ 14,15ବରଷ ଝିଅ ମାନେ ତାଙ୍କ ଦେହ ର ଭୋକ ପାଇଁ ନୂଆ ନୂଆ ପୁଅ ସାଙ୍ଗ ସହ ଦେହ ଉପଭୋଗ କରୁଛନ୍ତି, ମାଆ ତମେ ମହାନ କିନ୍ତୁ ସମସ୍ତେ ନୁହନ୍ତି 🙏
@sanjayabhet641
@sanjayabhet641 Жыл бұрын
Maa peta pai sabu nat athire kichhi kharap nai
@same3r198
@same3r198 Жыл бұрын
Han re khrp boli..ae kama kribaku chanhiba..bhai srlsly alaga kama.b Kari pariba..way achi b..ta boli bhul re b deha ku dao re lageiba ktha nai..Han janichi situation badhya kale kn krina kahipara..but smty jama b nai..way achi parisram nije karki peta posiba jetiki Ananda au kouthi nai..
@radhakantapanigrahi188
@radhakantapanigrahi188 Жыл бұрын
ହେ ଭଗବାନ 🙏🏼🙏🏼🙏🏼😭😭
@manjitsarangi2603
@manjitsarangi2603 Жыл бұрын
Great mother 👩 👩 All are salute to u 🙏🙏🙏 😭😭😭😭
@rnsoren6487
@rnsoren6487 Жыл бұрын
ତୋ ମାର ବିଆ
@neelaranjanabisoyi8412
@neelaranjanabisoyi8412 Ай бұрын
Media bala ajaka dekhantu nahin,pl stop this video
@krishnagoldmasti1124
@krishnagoldmasti1124 Жыл бұрын
Reporter mm... ଆପଣଙ୍କ ପୂର୍ବ ର report sabu dekhi ki bahut ଭଳ ଲାଗୁଥିଲା ... ଆପଣଙ୍କ ପ୍ରତି ମୋ ମନରେ respect ଥିଲା.… କିନ୍ତୁ ଭଳିଆ reporting ଯଦି କରିବେ ... ଆଉ ସେ ସମ୍ମାନ ରହିବନାହି... ଖାଲି ସୋଧା ଖାଇବେ ଆଉ ଛେଚା ଖାଇବେ 🙏🏻🙏🏻🙏🏻🙏🏻
@rajlaxmimohapatra4233
@rajlaxmimohapatra4233 Жыл бұрын
Thanks
@shivanshyashVlog
@shivanshyashVlog 3 күн бұрын
You are great....God bless you with your family
@gyanaranjanroutaray5012
@gyanaranjanroutaray5012 Жыл бұрын
Hearts of you mother.
@bhagirathinayak1393
@bhagirathinayak1393 Жыл бұрын
This is the real picture of the society.I respect to the lady.She has tolerated such a situation in her life for her existence.
@bhagirathinayak1393
@bhagirathinayak1393 Жыл бұрын
I really grateful to Bhaskar news channel for highlight.
@mamunijena2533
@mamunijena2533 Жыл бұрын
Mo jete bela dakhuche mo khanduche
@mamunijena2533
@mamunijena2533 Жыл бұрын
Aje kale amete hauche maa porusa ropa be naryan bole aje ae sama jare valare help karatene kn lage
@BijayKumar-se1ce
@BijayKumar-se1ce Жыл бұрын
ଦୁନିଆକୁ ଭଲ ଶିକ୍ଷା ଦେଉଛ ଭାସ୍କର ଟିଭି ସବୁ ସାରିଦେଲ
@ratnakarrout5572
@ratnakarrout5572 4 ай бұрын
Jaya Shree jagarnnth swami narayan Pathagami Bhabatume OM shanti OM shanti OM shanti🙏🙏🙏
@hemantasethi9543
@hemantasethi9543 Жыл бұрын
God bless you maa
@prakashnayak9291
@prakashnayak9291 11 ай бұрын
ଶରୀର ଖାଉଥିବା ଲୋକ ରାକ୍ଷାଷ ମନ ଠୁ ପବିତ୍ର କିଛି ନାହିଁ ଯିଏ ଯାହା କରେ ଏଇଠି ଭୋଗେ ଭଗବାନ ସବୁ ଦେଖେ
@s.sgamer1361
@s.sgamer1361 Жыл бұрын
Salute mam really
@jayantijati235
@jayantijati235 Жыл бұрын
U r great mother. Salute madam
@bichitrasundaray8375
@bichitrasundaray8375 Жыл бұрын
You are Great........
@satyadurga1267
@satyadurga1267 Жыл бұрын
O.my.good
@niranjannayak5751
@niranjannayak5751 4 ай бұрын
🙏🙏🙏🙏 ହେ ନାରୀ ତୁମେ ବଡ଼ ମହାନ
@Sports-c1i
@Sports-c1i Жыл бұрын
Fact of the society...plz god don't give anyone this type of destiny 🙏🙏
@rameshdongri2968
@rameshdongri2968 Жыл бұрын
Mam ତୁମେ ପ୍ରଭୁ ଙ୍କ ଠାରେ ବିଶ୍ୱାସ କର ସେ ତୁମର ସବୁ ପାପ କ୍ଷମା କରିବେ
@DreamGirlSima
@DreamGirlSima Жыл бұрын
Jay Jagannath swami
@SaiRam-ve8vz
@SaiRam-ve8vz Жыл бұрын
You are great mom 🙏🙏🙏🙏
@jayutkal6493
@jayutkal6493 Жыл бұрын
ସତରେ ଭାସ୍କର ତୁ ଗୋଟିଏ ମହାନ।
@sujit_sahoo
@sujit_sahoo Жыл бұрын
Award miliba katha
@chandannayak2222
@chandannayak2222 Жыл бұрын
Ha yr
@gugusvlogging8079
@gugusvlogging8079 Жыл бұрын
🤣🤣🤣🤣🤣🤣🤣🤣
@manasipanda5748
@manasipanda5748 Жыл бұрын
Haha 😂 kouthu pauchhi a news 📰 bhaskar channel. A news ru kn sikhya miluchhi.chhi RIP bhaskar channel.chhi
@rajatsahoo3866
@rajatsahoo3866 Жыл бұрын
🤣🤣
@SantoshKumar-vi7xv
@SantoshKumar-vi7xv Жыл бұрын
Respect 🙏
@ashokpanda7473
@ashokpanda7473 Жыл бұрын
Great Lady 🙏
@rabincreation6407
@rabincreation6407 Жыл бұрын
ଏଭଳି ବାଇଟ ଦେଇ ସମାଜକୁ ନଷ୍ଟ କରନାହିଁ।
@gitasethi7612
@gitasethi7612 5 ай бұрын
ସମାଜ କୁ ଭଲକରିବାଚାହୁଛନତି ଏହିପ୍ରକାର ମଣିଷ ମାନଙ୍କୁ।ସାହାଯ୍ଯ କର
@rajlaxmimohapatra4233
@rajlaxmimohapatra4233 3 ай бұрын
Right
@babyvlogs8385
@babyvlogs8385 Жыл бұрын
U r great mam
@RAHULSINGING-kr6dp
@RAHULSINGING-kr6dp 11 ай бұрын
Salute ❤
@rabipradhan2117
@rabipradhan2117 Жыл бұрын
Jay Jagannath
@rudrafitness9705
@rudrafitness9705 Жыл бұрын
Gote maa ra katha sunike bahut dukha laguchi 🥺
@sagardoraraghav9065
@sagardoraraghav9065 Жыл бұрын
ବହୁତ୍ ବହୁତ୍ ବହୁତ୍ ଖରାପ ଚେନେଲ ଟା ଏଟା କାମ କିଛି ନାହିଁ ଆଊ ୟାର ଘରେ ଘରେ ପଶି କିଏ ଶୋଇଲା କିଏ ପାଇଲା ହିସାବ କରୁଛି
@niharranjandas3814
@niharranjandas3814 Жыл бұрын
Jay jagannath
@pitambarbehera6758
@pitambarbehera6758 Жыл бұрын
Thank, you.
@user-qp6xe9uf6x
@user-qp6xe9uf6x 11 ай бұрын
You are great mother jai jagarnath
@puspalataraul4687
@puspalataraul4687 Жыл бұрын
Heart touching
@satyabratsenapati1821
@satyabratsenapati1821 Жыл бұрын
God bless you.
@biswajitpatra6699
@biswajitpatra6699 Жыл бұрын
Madam, you are really great. I salute you.
@rajlaxmimohapatra4233
@rajlaxmimohapatra4233 3 ай бұрын
Thanks 🙏🙏🙏🙏🙏
@CheerfulJackrabbit-sc1iw
@CheerfulJackrabbit-sc1iw Ай бұрын
Right katha kahilo mam
@srikantadeepak9698
@srikantadeepak9698 Жыл бұрын
ପଇସା income ପାଇଁ ଏହା ଛଡା ଆଉ କିଛି ଉପାୟ ନଥିଲା
@rajlaxmimohapatra4233
@rajlaxmimohapatra4233 Жыл бұрын
Right khile thanks
@BabuBabu-bh8pc
@BabuBabu-bh8pc Жыл бұрын
U r great maa🙏🙏🙏🙏
@ranjitnath6720
@ranjitnath6720 Жыл бұрын
ଧନ୍ୟବାଦ
@bankmitrabharati12
@bankmitrabharati12 Жыл бұрын
Right point
@ranibisoyee1028
@ranibisoyee1028 Жыл бұрын
Bahuta dukhalagila maa 😭😭😭😭😭😭😭😭😭😭🙏🏻🙏🏻🙏🏻😭😭😭😭😭😭
@rnsoren6487
@rnsoren6487 Жыл бұрын
ତୋ ବିଆ କୁ 100ଟୋକା ଗେହୁଁ କାମ କାମ କରିବାକୁ ବଳ ନ ଥିଲା କି 30ବର୍ଷ ରେ yy🖕
@Chhandanaaaa
@Chhandanaaaa Жыл бұрын
Vaskar channel ku dhanyavaad,
@pramoddash1194
@pramoddash1194 Жыл бұрын
Mother is great 😭
@sarojdas3756
@sarojdas3756 Жыл бұрын
Good
@chandradhwajguru7617
@chandradhwajguru7617 Жыл бұрын
You are very great 🙏
@sureshkumarkhara1535
@sureshkumarkhara1535 Жыл бұрын
ହୋଇ ମାଁ,, ଯେଉଁ ସମୟରେ ଆପଣଙ୍କ ଦେହ ବିକ୍ରି କରୁଥିଲେ ସେତେବେଳେ ଆପଣଙ୍କ ଦେହରେ ବଳ ଥିଲା ନା, ହାତ ଓ ଗୋଡ଼ ଥିଲା ନାଁ ନାହିଁ ????.??
@offshoremumbai2289
@offshoremumbai2289 Жыл бұрын
SAMASTANKAR HATH GODA THAE ....TATHAPI AJI BEROJAGARA KAHIKI...SABU SITUATION /AU PRACTICAL HUA...
@sureshkumarkhara1535
@sureshkumarkhara1535 Жыл бұрын
@kharalonda5222 ଚୋରି କରିବା ମଧ୍ୟ ଏକ ବୃତ୍ତି ଭାବେ ନେଇଁ ପାରିବା କି ?? ବହୁତ ଲୋକ ନିଜର ଆଳସ୍ୟ ଯୋଗୁଁ ପରିଶ୍ରମ ନ କରି ଚୋରି କରୁଛନ୍ତି.. ସେମିତି ଭାରତୀୟ ସଂସ୍କୃତିରେ ଶରୀରର ପବିତ୍ରତା ବା ସତୀତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ
@santoshmohanty9366
@santoshmohanty9366 Жыл бұрын
@@offshoremumbai2289 kouthi berojgari achi bhai kahila.khali kodhia au kichi nae.bahana khali.samanya graduate ku kana 50000darama kie daba ki .Kam salary milipare hele chakiri avaba nae
@naik6839
@naik6839 Жыл бұрын
situation bahut kharap thile budhi dise niii 😭😭😭😭
@calvesofsteel984
@calvesofsteel984 Жыл бұрын
aaaa maghia bedhei... tah pura ma paisa lobhi tah taku easy money kameibara thila sethipaine
@nabinpramanik3377
@nabinpramanik3377 5 ай бұрын
Really you are great
@mamunimamuni5806
@mamunimamuni5806 Жыл бұрын
O my God
@rabindrapalai9328
@rabindrapalai9328 Жыл бұрын
Ea maati hauchi pakrutare sata manisha..mahan tume maha..nijar chua ku manisha karibaku aetekichi tyaga kaicha..🙏👏👏
@srabani.123
@srabani.123 Жыл бұрын
Ur . great.
@premanandasahu6361
@premanandasahu6361 Жыл бұрын
ଭାସ୍କର news କୁ ଧନ୍ୟବାଦ
@manojdasfooding9992
@manojdasfooding9992 Жыл бұрын
Salut madam thank you
@rameshmunenkal8997
@rameshmunenkal8997 11 ай бұрын
You are right mam
@khirabdhimeher8189
@khirabdhimeher8189 Жыл бұрын
You are very great mom
@rajlaxmimohapatra4233
@rajlaxmimohapatra4233 Жыл бұрын
Thanks
@sashibhusanmohanty8547
@sashibhusanmohanty8547 Жыл бұрын
Very painful
@bijaykumarsahoo5626
@bijaykumarsahoo5626 Жыл бұрын
I salute the lady.
@jitendraswain629
@jitendraswain629 Жыл бұрын
ଆଜିର ଅଶ୍ଳୀଳ ଦୁନିଆରେ ପେଟ ପୋଷିବା ପାଇଁ ବେଶ୍ୟା ବୃତ୍ତି ପାପ ନୁହେଁ 🙏
@rajlaxmimohapatra4233
@rajlaxmimohapatra4233 Жыл бұрын
Thanks
@yashokirtipradhan999
@yashokirtipradhan999 Жыл бұрын
Duniare kn au kichhi kama nahi karibaku...... Loke basana Mazi madhya Peta posuchhanti..... Bujhila bhai....
@rajlaxmimohapatra4233
@rajlaxmimohapatra4233 Жыл бұрын
Thanks
@AllhaSuarwala
@AllhaSuarwala Жыл бұрын
@@yashokirtipradhan999 ଲୋକେ ବାସନ ମାଜିବା ପାଇଁ ବି ଆଜି କେହିଁ ଦଉ ନାହାଁନ୍ତି। କାହିଁକି ନା ଲୋକେ ଚ଼ାହାଁନ୍ତିନି କାହାକୁ ବାସନ ମଜେଇବା ପାଇଁ। ତମ ଭଳି ଲୋକେ ବୋଧେ ବାସନ ମଜେଇଥାଆନ୍ତ,
@yashokirtipradhan999
@yashokirtipradhan999 Жыл бұрын
@@AllhaSuarwala au Tama bhali loka emitika aslila kama ku prasaya dauchhi.... Tama bhali lokaku emiti ka kama bhala laguchhi
@subasisgodblessyoubhaisaho7480
@subasisgodblessyoubhaisaho7480 Жыл бұрын
Great
@binodkumarnayak6453
@binodkumarnayak6453 Жыл бұрын
Thank madam
@odfighter1375
@odfighter1375 Жыл бұрын
Apana kintu bahut educated. Ate dukh kan pain?
@sanjaybadatya8407
@sanjaybadatya8407 Жыл бұрын
Great mother
@bishwajitbhola3008
@bishwajitbhola3008 6 ай бұрын
Maa apanku Salam apan nk dukha jadi sata hoi tha a jagarnath mahaprabhu apank dukha bujhibe
@sailanag1297
@sailanag1297 Жыл бұрын
Ur great
Как бесплатно замутить iphone 15 pro max
00:59
ЖЕЛЕЗНЫЙ КОРОЛЬ
Рет қаралды 8 МЛН
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 10 МЛН
Man Marries 5 Women, Traps 49 Women, Arrested | Know Details
16:44
Jibana Do Chhakire Ashara Alok Ep 419   29 JUNE 2024
43:29