No video

Exclusive Interview With Jagannath Culture Expert Pandit Surya Narayan Rath Sharma | Odisha Reporter

  Рет қаралды 572,117

Odisha Reporter

Odisha Reporter

Жыл бұрын

ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ପ୍ରବଚନ ଆପଣ ଶୁଣିଥିବେ ନିଶ୍ଚୟ। ରଥଶର୍ମା କେମିତି କୁହନ୍ତି ? କିଏ ତାଙ୍କୁ ନିର୍ଦ୍ଦେଶ ଦିଏ ? କାହା ଇସାରାରେ ଏମିତି ଅନର୍ଗଳ କହି ପାରନ୍ତି ? ଜଗନ୍ନାଥଙ୍କ ସହ ତାଙ୍କର କଣ ସମ୍ପର୍କ ରହିଛି ? ସେନେଇ ଅମ ସହ ଅଧିକ ଆଲୋଚନା କରିଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #SuryanarayanRathasharma #Puri #lordjagannath #ExclusiveInterview #ORSpecial

Пікірлер: 857
@gobindamahapatra7885
@gobindamahapatra7885 Жыл бұрын
ତୋର କୃପାବଳେ ଆହେ ଜଗନ୍ନାଥ , ମୂର୍ଖ ହୋଇ ସୁଦ୍ଧା ବୋଲାଏ ପଣ୍ଡିତ........ ହେ ମହାବାହୁ ତୋର ଜୟ ହେଉ ||🙏||
@kalidas8262
@kalidas8262 Жыл бұрын
କରି କରାଉ ଥାଉ ତୁହି,, ତୋବିନୁ ଅନ୍ୟଗତି ନାହିଁ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
@ranjitbehera4815
@ranjitbehera4815 Жыл бұрын
ଜୟ ଜଗନ୍ନାଥ 🙏🏼 ମହାପ୍ରଭୁଙ୍କ କଥା ସର୍ବଦା ହୃଦୟସ୍ପର୍ଶୀ ମଧୁରମୟ ❤
@tusharkantapraharaj5161
@tusharkantapraharaj5161 Жыл бұрын
ସୂର୍ଯ୍ୟନାରାୟଣ ସାର ଆପଣଙ୍କ କଥାଶୁଣି ବହୁତ ଖୁସିଲାଗିଲା ❤🙏. ଜୟ ଜଗନ୍ନାଥ
@alokjena7246
@alokjena7246 Жыл бұрын
କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ। ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@avikathraymazhie4646
@avikathraymazhie4646 Жыл бұрын
ଆପଣଙ୍କର କହିବାର ଶୈଳୀ ଚମତ୍କାର..ଜୟ ଜଗନ୍ନାଥ... 🙏🙏
@sorotoka9717
@sorotoka9717 Жыл бұрын
ଜୟ ଜଗନ୍ନାଥ 🙏🏻ଆଉ ଗୋଟେ interview କରନ୍ତୁ ବହୁତ ସୁନ୍ଦର ଲାଗୁ ଛି ଶୁଣି ବାକୁ 🙏🏻
@SKJ-vh8kv6rp9l
@SKJ-vh8kv6rp9l Жыл бұрын
ॐ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ🙏👏🌷🌹
@alekhkumarpanda7999
@alekhkumarpanda7999 Жыл бұрын
ମତେ ବି ସବୁ ଦିଅନ୍ତି ମୈ।ପ୍ରଭୁ ସବୁବେଳେ ମୈ ସହ ଅଛନ୍ତି କିନ୍ତୁ ବହୁତ ଦୁଃଖ ଲାଗୈ ମୁ ତାଙ୍କ ସହ ରହି ପାରୁନି ବଧୁ ଦୁଆରକୁ ଖାଲି ଜିବା କଥା ନୁହେଁ ମୁ କିନ୍ତୁ ତାଙ୍କ ପାଖକୁ ସବୁବେଳେ ଖାଲି ଜାଏ ବହୁତ କିଛି ମତେ ଦେଇ ପଠାନ୍ତି
@patitakumarchoudhury9855
@patitakumarchoudhury9855 Жыл бұрын
ଶ୍ରୀଯୁକ୍ତ ରଥଶର୍ମା କାଳିଆ ଗୋସେଇଁ ର ପୋଷା ଛୁଆ, ଯାହା କହିଛନ୍ତି ସମ୍ପୂର୍ଣ ଗ୍ରହଣୀୟ, ନିରାଟ ସତ୍ୟ 🙏 କାଳିଆ ଗୋସେଇଁ କେତେବେଳେ କଣ କରିବେ ମନୁଷ୍ୟ ଗୋଚରରେ ନ ଥାଏ 🙏 ❤ଜୟ ଶ୍ରୀଜଗନ୍ନାଥ 🙏❤
@ratankumarmahapatra7086
@ratankumarmahapatra7086 Жыл бұрын
ଯୁଗେ ଯୁଗେ ମହାପ୍ରଭୁ ଜଗନ୍ନାଥ 🙏🚩
@PapaJi-wi2yu
@PapaJi-wi2yu 3 ай бұрын
ରଥଶର୍ମା 🎉 ଧନ୍ୟବାଦ ❤ ଆପଣଙ୍କ ବାଣୀକୁ। ତୁଷାର କାନ୍ତ ରଣା ଷଢୈଇକଳା ଝାରଖଣ୍ଡ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ରୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି
@lilibagh6059
@lilibagh6059 8 күн бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻👍 ଆପଣଙ୍କୁ ପ୍ରଣାମ୍ 🌻🙏🌻👍👍👍🥰
@chakradharapati4080
@chakradharapati4080 Жыл бұрын
ରଥଶର୍ମା ବାବୁ ଆପଣଙ୍କର କଥା ଆପଣ ମୁହଁର ପଦେ ଶୁଣି ଦେଲେ ଜଗନ୍ନାଥ କଥା ପେଟ ପୁରି ଯାଏ,,, ଯେତେବେଳେ ମଣିଷ ଅସୁବିଧା ରେ ପଡ଼ିଲେ ଜଗନ୍ନାଥ ଆଖିକୁ ଥରେ ମନ ଭିତରେ ଆଣିଲେ ସବୁ କାମ ହୋଇ ଯାଏ ଏହା ସବୁ ସତ୍ୟ,,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@patitakumarchoudhury9855
@patitakumarchoudhury9855 Жыл бұрын
🙏 ❤ କରି କରାଏ ସେହି, ତାବିନୁ ଅନ୍ୟ କେହି ନାହିଁ 🙏❤ ❤❤❤❤❤ ଶ୍ରୀଚରଣେ ଶରଣ ❤❤❤❤❤
@odiamotivation617
@odiamotivation617 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏 ଶ୍ରୀ ଜଗନ୍ନାଥ ଙ୍କ ଚାରଣ ରେ କୋଟି କୋଟି ପ୍ରଣାମ ପ୍ରଭୁ କୋଟି କୋଟି ପ୍ରଣାମ 🙏
@ankit4094
@ankit4094 Жыл бұрын
Hee Mohaprabhu kn kara Bada Bhatka Shree Bhkata Raja Surya Narayana kn charana re koti koti pranam🙏❤️....Hari Ananta Harii Katha Ananata🙏❤️🙌....Jai Jagannath Swami🙏❤️🙌
@munuchinera5893
@munuchinera5893 Жыл бұрын
Entry Goosebumps 🙌🙌🙌🙌🙌
@user-oq8je3fs7k
@user-oq8je3fs7k Жыл бұрын
ଶୁଣିବାକୁ ବହୁତ ଭଲ ଲାଗୁଛି ଜଗନ୍ନାଥଙ୍କ ବିଷୟ େର 🚩🚩🚩
@himansubehera9715
@himansubehera9715 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏
@Shreyeahhhh
@Shreyeahhhh 11 ай бұрын
Literally i cried while watching this 🥺 Such a great devotee he is! All we need is to surrender unto the lotus feet of mahaprabhu 🌸❤️
@iamklm09
@iamklm09 11 ай бұрын
Hii sreeya 🎉🎉🎉
@sitaramsahoo811
@sitaramsahoo811 Ай бұрын
ଆପଣଙ୍କ ସମର୍ପଣ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ଅପାର ଆଶର୍ବାଦ ଅଛି| Jai Jagannath❤❤❤
@nirbhikranjansahoo1404
@nirbhikranjansahoo1404 Жыл бұрын
Jay Jagannath ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
@byomakeshranahati8679
@byomakeshranahati8679 Жыл бұрын
🙏🚩 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🚩🙏🙏🙏🙏🙏🙏🙏🙏🙏🙏🙏
@malayakumarbiswal5445
@malayakumarbiswal5445 Ай бұрын
ବହୁତ ସୁନ୍ଦର ଉଚ୍ଚାରଣ ଏବଂ ବାଖ୍ୟା ମଧ୍ୟ ଗୁରୂଜି
@sunilnath3572
@sunilnath3572 Жыл бұрын
💐🙏❤️🙏💐 ମହାପ୍ରଭୁ ହେଉଛନ୍ତି ଗର୍ବଗଞ୍ଜନ ଶ୍ରୀ ହରି 💐🙏❤️🙏💐
@ranjeetahota569
@ranjeetahota569 Жыл бұрын
Guruji nka ea ta mahanata pranam
@parbatisahoo6189
@parbatisahoo6189 Жыл бұрын
​@@ranjeetahota5690
@Babagorekhnath_musictech
@Babagorekhnath_musictech Жыл бұрын
ଜୟ ଜୟ ଜଗନ୍ନାଥ 🙏 ଜୟ ଜୟ ଜଗନ୍ନାଥ 🙏 ଜୟ ଜୟ ଜଗନ୍ନାଥ 🙏
@chinmayadas6630
@chinmayadas6630 Жыл бұрын
ଗର୍ବ ଆଉ ଅହଂକାର କୁ ମୋ ମହାପ୍ରଭୁ ଜମା ସହି ପାରନ୍ତି ନାହିଁ 😢😢😢
@i_m_bkp5108
@i_m_bkp5108 Жыл бұрын
ଭାଇ କିଏ ଗର୍ବ କଲା
@chinmayadas6630
@chinmayadas6630 Жыл бұрын
@@i_m_bkp5108 ଆରେ ଭାଇ କେହି ନୁହଁ କିନ୍ତୁ ଆମ ମହାପ୍ରଭୁ ଗର୍ବ ଆଉ ଅଂହକାର ସହନ୍ତି ନାହିଁ, ସେ ପା ଭାବ ର ଠାକୁର 🙏🙏🙏ଜୟ ଜଗନ୍ନାଥ
@realsatyabratapanda
@realsatyabratapanda Жыл бұрын
Right brother
@rahulbabu9015
@rahulbabu9015 Жыл бұрын
Ha bhai
@chinmayadas6630
@chinmayadas6630 Жыл бұрын
@@rahulbabu9015 🙏🙏🙏
@Debidatta_Samal
@Debidatta_Samal Ай бұрын
Thank you for this telecast
@ratnakarbadatya6870
@ratnakarbadatya6870 Жыл бұрын
🌹ଜୟ ଜଗନ୍ନାଥ 🌷🙏 ଆପଣ ଙ୍କୁ ବି କୋଟି କୋଟି ପ୍ରଣାମ 🙏🌹
@manjulapatro2183
@manjulapatro2183 4 ай бұрын
Jay shri jagannath Swami 🚩❤❤❤❤⚫‼️⚫😘🫶❤️🌍 Jay shri krishna Radhe Radhe 🍁🌷
@theuk07riderodisha07
@theuk07riderodisha07 Жыл бұрын
ଜୟ ଜଗନ୍ନାଥ ପ୍ରଭୁ ❤⭕❗⭕🙏🏻
@kamalpati5401
@kamalpati5401 10 ай бұрын
ଜୟ ଜଗନ୍ନାଥ ପରମ ପୂଣ୍ୟଆତ୍ମା ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ମହୋଦୟ । ଧନ୍ୟ ଆପଣଙ୍କ ମାତା ପିତା
@sudhansuranjanmohapatra6429
@sudhansuranjanmohapatra6429 3 ай бұрын
May Lord of the universe Shree Jagannath continue to inspire us through Shree Ratha Sharma's invocations of the divine sentiments. Jai Jagannath 🙏 🙏 🙏 🙏 🙏
@purusottamnayak2862
@purusottamnayak2862 Жыл бұрын
🕉️🙏⚫️❗️⚫️🙏🕉️ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ରଥଶର୍ମା ମୋହୋଦୟଙ୍କୁ କୋଟି କୋଟି ପ୍ରାଣମ 🙏🙏🙏🙏🙏
@badapuadhal3963
@badapuadhal3963 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@AjayKumar-qp2qy
@AjayKumar-qp2qy Жыл бұрын
Jay Jagannath 🙏🙏🙏🙏🙏
@ranendradash1258
@ranendradash1258 Жыл бұрын
🙏🏻ଓଁ ଜୟ ଜଗନ୍ନାଥ ସ୍ୱାମୀ 🙏🏻🌹🧎
@dillipswain2485
@dillipswain2485 Жыл бұрын
Jay shree jagannth 🙏
@abhaybiswal9375
@abhaybiswal9375 Жыл бұрын
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤
@santoshkumarmishra2620
@santoshkumarmishra2620 Ай бұрын
ଗଜପତି ମହାରାଜାଙ୍କ କଥା କେତେ ଧୀର . ମିଠା. ହୃଦୟସ୍ପର୍ଶୀ. ତାଙ୍କଠାରୁ ଶିଖିବାର ଅଛି .
@spiritualbharata
@spiritualbharata Жыл бұрын
Jay Jagannath
@tanayapurohit5833
@tanayapurohit5833 11 ай бұрын
Jay jagannath❤
@Saroj_ku
@Saroj_ku 11 ай бұрын
Jay Jagannath 🙏🙏🙏
@samarendrarout4341
@samarendrarout4341 Жыл бұрын
Jay Jagannath 🙏❤
@sibasambhu9804
@sibasambhu9804 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹
@sanjuktabhuyan6507
@sanjuktabhuyan6507 4 ай бұрын
ଜୟ ଜଗନ୍ନାଥ ତୁମ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏💐❤️💐❤️💐❤️💐❤️💐🚩🚩ସର୍ମା ମହୋଦୟଙ୍କୁ ମୋର ଭୂମିଷ୍ଠ ପ୍ରଣାମ । ବହୁତ ସୁନ୍ଦର ଏପିସୋଡ ।
@rajenbiswal1405
@rajenbiswal1405 Жыл бұрын
କରି କରାଉ ଥାଏ ସେହି, ତାବିନୁ ଅନ୍ୟ ଗତି ନାହି । ଜୟ ଜଗନ୍ନାଥ ମହାପ୍ରଭୁ
@sanjaymahakul2359
@sanjaymahakul2359 Жыл бұрын
🙏🙏🙏ଜୟ ଜୟ... ଜଗନ୍ନାଥ... 🙏🙏🙏
@akashnath3688
@akashnath3688 9 ай бұрын
Jay sri jagannath 🙏🏻🌺🌹🌹🌹
@Papunpooja876
@Papunpooja876 7 ай бұрын
🌼Jai Jagannath Mahaprabhu🌼❤️🙏🙏🙏🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
@pratimamama3386
@pratimamama3386 9 ай бұрын
ସତରେ ମହାପ୍ରଭୁ ଧନ୍ୟ ତୁମର ମହିମା 🙏🏻🙏🏻
@user-fn8cu4md4f
@user-fn8cu4md4f 7 ай бұрын
Ttttttk
@rameshsing2451
@rameshsing2451 Жыл бұрын
Jay jagannath mahaprabhu 🙏🙏🙏
@RatnakarPatra-qd7np
@RatnakarPatra-qd7np Жыл бұрын
Jay Jagannath swami maa laxmi ❤❤❤❤❤❤❤❤❤
@chinmayadas6630
@chinmayadas6630 Жыл бұрын
ଜୟ ଜଗନ୍ନାଥ 🙏🙏🙏
@sagardoraraghav9065
@sagardoraraghav9065 Жыл бұрын
ଜୟ ଜଗନ୍ନାଥ
@taptimayeepandamishra222
@taptimayeepandamishra222 Жыл бұрын
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ।ମଣିମା ମୋର, ମୋ ଧନଟା ।ତୁ ମୋର ଆଉ ମୁଁ ତୋର ଧନ।🙏🙏🥰🥰🌹🌹💞
@gitanjalisahoo6623
@gitanjalisahoo6623 Жыл бұрын
Jayjagannath
@ganeshbhai912
@ganeshbhai912 Жыл бұрын
Video dekhila majhire akhiru luha jhari jauchi prabhu jaganath nka katha >>>>everything 🥺🥺🥺🥺🥺
@bimbadharmishra5912
@bimbadharmishra5912 7 ай бұрын
ଜୟ ଜଗନ୍ନାଥ। ସମସ୍ତଙ୍କୁ ଶକ୍ତି ଓ ସାହସ ଦିଅନ୍ତୁ ପ୍ରଭୁ । ରକ୍ଷା କର ପ୍ରଭୁ।
@prabasinipanda6182
@prabasinipanda6182 3 ай бұрын
Jai Jagannatha Swami 🙏🏻🌺🌼🌺🙏🏻
@bhabanir9835
@bhabanir9835 11 ай бұрын
Jay Jagannath Swami
@TikiMaharna-rk1kk
@TikiMaharna-rk1kk Жыл бұрын
Jay Jagannath 🙏
@drpintumohanty3213
@drpintumohanty3213 Жыл бұрын
Jay jagannath moha prabhu
@rasmitamaharathy6734
@rasmitamaharathy6734 Жыл бұрын
ଜୟ ଜୟ ହୋ ମୋ ମହାପ୍ରଭୁ 🙏❤️🙏
@ajitdash7699
@ajitdash7699 Жыл бұрын
ଜୟ ଜୟ ଜଗନ୍ନାଥ 🙏🙏🙏
@sabitaranijena8057
@sabitaranijena8057 3 ай бұрын
ଜୟ ଜଗନ୍ନାଥ ।🙏🙏🙏🌹🌹🌹
@djfamilyevent9436
@djfamilyevent9436 Жыл бұрын
🙏🙏🙏🙏🙏 ଜୟ ଜଗନ୍ନାଥ
@bishnupriyasahu7785
@bishnupriyasahu7785 Жыл бұрын
Jay Jagannath swami🙏🙏
@kamallochansahoo756
@kamallochansahoo756 Жыл бұрын
🙏❤❤ଜୟ ଜଗନ୍ନାଥ ❤❤🙏
@bharatidashbharadwaj6827
@bharatidashbharadwaj6827 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🙏🌷🌿
@santoshkumarmishra2620
@santoshkumarmishra2620 Ай бұрын
ଗର୍ବ ଓ ଅହଙ୍କାର ର ଗୋଟେ ସୀମା ଥାଏ. କିନ୍ତୁ ଏ ବ୍ଯକ୍ତି ସୀମାପାର କରିଯାଇଛନ୍ତି. ଏ ବ୍ଯକ୍ତି ପଞ୍ଚସଖାଙ୍କ ଠାରୁ ୧୦ ଫୁଟ୍ ଆଗରେ.
@PapaJi-wi2yu
@PapaJi-wi2yu 3 ай бұрын
ରଣା ମୋବାଇଲ୍ ଷଢୈଇକଳା ଝାରଖଣ୍ଡ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି
@madhufashion97
@madhufashion97 11 ай бұрын
ହେ ମହାପ୍ରଭୁ ଜୟ ଜୟ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଜୟ ମହାପ୍ରଭୁ
@brundabanmandika5298
@brundabanmandika5298 6 ай бұрын
ସତରେ ଜଗନ୍ନାଥଙ୍କ ଉପରେ ଭରସା ରଖନ୍ତୁ ନିଶ୍ଚୟ ସହାୟତା କରନ୍ତି।
@kausalya4515
@kausalya4515 Жыл бұрын
Mor piladinaru rathasharma babunkar swar suni asuchi , Mahatman nkar kahiba saili niara pravu jagannath tanku amiti jagannath nkar gatha garima vishwa darabarare kahichaluthantu Jai jagannath 🙏🌹
@alokchakra5984
@alokchakra5984 Ай бұрын
ମୁଁ ଆପଣଙ୍କୁ କେବେ ଦେଖିନି.ଆପଣଙ୍କୁ ମୋର ପ୍ରଣାମ 🙏ରଥ ଶର୍ମା ମହୋଦୟ.... ଆପଣ ଜଗନ୍ନାଥ ଙ୍କୁ ଭଲ ପାଆନ୍ତି କୀ ନାହିଁ ମୁଁ ଜାଣିନି. ଦେଖାଇ ହେବା ଆପଣ ବହୁତ ଭଲସେ ଜାଣିଛନ୍ତି. କିନ୍ତୁ ଆପଣଙ୍କ ମନରେ ବହୁତ ଗର୍ବ ଆଉ ଅହଂ ଭାବ ଭରି ଅଛି. ଆପଣ ଆପଣଙ୍କ ଗର୍ବ କୁ ନିୟନ୍ତ୍ରଣ ରେ ରଖନ୍ତୁ. ଅତି ହେଲେ ଇତି ହୁଏ 🙏🙏🙏🙏ଜୟ ଜଗନ୍ନାଥ
@priyankapuri3736
@priyankapuri3736 Жыл бұрын
Jay jagannth swami ❤❤🙏🙏🙏
@siboprasadpatnaik6289
@siboprasadpatnaik6289 Жыл бұрын
ଜୟ ଜଗନ୍ନାଥ 🙏🙏
@user-xw6en4ot2g
@user-xw6en4ot2g Жыл бұрын
Jay Jaganatha
@sujatahota3169
@sujatahota3169 Жыл бұрын
JAYA JAYA SHREE JAGANNATH SWAMI 🙏🌹
@Pratimasahoodurugudakoraput
@Pratimasahoodurugudakoraput 6 ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୂ All sir ମାଡାମ୍ ଙ୍କୁ Nana ଙ୍କୁ ମୋର ପ୍ରଣାମ ପ୍ରଭୂ 🌸🙏🙏🙏🌸🕉️🕉️🕉️🕉️🕉️🕉️🕉️💐💐💐💐💐❤️🙏🙏🙏🙌
@bapinamaharathi7894
@bapinamaharathi7894 Ай бұрын
ପ୍ରଭୁଙ୍କୁ ପାଇବା ପାଇଁ ହେଲେ ଏକ ମାଧ୍ୟମ ର ଆବଶ୍ୟକ ହୁଏ ଆଉ ସେ ମାଧ୍ୟମ ହେଇଛନ୍ତି ଆପଣ 🙏🙏🙏
@kavitatarang-7948
@kavitatarang-7948 Ай бұрын
ଶ୍ରୀମାନ ସୂର୍ଯୟନାରାୟଣ ରଥଶର୍ମା ଙ୍କ ଯୋଗାଯୋଗ ନମ୍ବର ଦେଇ ପାରିବେକି 🙏
@manorama3684
@manorama3684 Жыл бұрын
ମୋ ଯଗନ୍ନାଥ ଙ୍କ କଥା ଯିଏ ଯେମିତି ଆଲୋଚନା କରନ୍ତି ମୋ ଆଖିରୁ ଧାର ଧାର ଲୁହ ଝରିପଡେ କାହିଁକି ତା ଉତର ଦେଇ ପାରିବାନି ତାଙ୍କୁ ନେଇ ଗର୍ବିତ ସେ ମୋ ଜୀବନ ଆଉ କିଛି କହିବିନି।ଜୟ ଯଗନ୍ନାଥ।
@sanjeevnamaskar
@sanjeevnamaskar Жыл бұрын
ମହାପ୍ରଭୁ ଙ୍କ ମୁଖପାତ୍ର ହେବା ଆପଣ ଙ୍କୁ ତାଙ୍କର ଆଶୀର୍ବାଦ. ସବୁ ଜାଣି ଆପଣ କିଛି ଜାଣି ନାହାଁନ୍ତି କହି ନିଜ ର ମହାନତା ର ପରିଚୟ ଦେଉଚନ୍ତି. ଖାଲି ପାଠ ପଢି କେହି ଜ୍ଞାନୀ ହେଇ ଯାନ୍ତି ନାହିଁ.. ଆପଣ ଙ୍କ ଜ୍ଞାନ ବହୁତ୍ ଉଚ୍ଚ କୋଟି ର.. ଧନ୍ଯ ଆପଣ 🙏🏻
@papunadethi9371
@papunadethi9371 Ай бұрын
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ
@kavitatarang-7948
@kavitatarang-7948 Ай бұрын
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ 🙏
@ssdhananjay_official
@ssdhananjay_official Жыл бұрын
ଆପଣଙ୍କ ମୁଖ ରୁ କାଳିଆ କଥା ଶୁଣିଲେ ଆହୁରି ଶୁଣିବାକୁ ଇଚ୍ଛା ହୁଏ..... ଲାଗେ ମୋ ପ୍ରଭୁ ଯେମିତି କହୁଛନ୍ତି..... ଭାବର ଠାକୁର.... ସେ ଭାବରେ ବନ୍ଧା.... ଶୁଣିକି ଆଖିରୁ ଲୁହ ଆସିଗଲା... ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ସମସ୍ତଙ୍କ ର ମଙ୍ଗଳ ବିଧାନ କରନ୍ତୁ..... 💐💐💐💐🙏🙏🙏🥰🙏🙏ଜୟ ଜଗନ୍ନାଥ
@Bapina.sahoo.
@Bapina.sahoo. Жыл бұрын
Aou sarathi ra Guna gana kala bele kemiti lage 😂😂
@aninditamohanty7126
@aninditamohanty7126 11 ай бұрын
ଜୟ ଜଗନ୍ନାଥ ସ୍ୱାମୀ🌷🙏🏼🙏🏼
@leenaranisahoo1513
@leenaranisahoo1513 4 ай бұрын
Jai jagannath Swami 🙏🙏🙏
@deepakSahu-bo9oo
@deepakSahu-bo9oo Жыл бұрын
Pranam sir jayajaganatha🙏🙏🙏🙏
@funnycomedy_3792
@funnycomedy_3792 4 ай бұрын
Jai jagannath ❤❤❤
@pratimaratha279
@pratimaratha279 11 ай бұрын
🙏❤ମୋ ମନ,🌹ମୋ ଧନ 🌹ମୋ ହୃଦୟ 🌹ମୋ ପ୍ରାଣ 🌹ମୋ ପ୍ରଭୁ🌹 ଜଗନ୍ନାଥ❤🙏💮🏵️💮🙏❤
@prasantabehura9071
@prasantabehura9071 4 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
@sujatamohanty1249
@sujatamohanty1249 Ай бұрын
Jay Jaganath
@ajayrout5865
@ajayrout5865 Жыл бұрын
ଯାହାକୁ କହୁଚ ଜଗତର ନାଥ ଯିଏ ସୃଷ୍ଟିର ସ୍ରଷ୍ଟା ସମଗ୍ର ବିଶ୍ୱୋ ବ୍ୟାପି ସର୍ବ ଶକ୍ତିମାନ ସର୍ବାନ୍ତର୍ଯ୍ୟମିନଥ ତାକୁ ତୁମେ ଖେଳନା ଭଳି କରୁଚ। ଯିଏ ଆମକୁ ବା ଏତେ ବଡ ଶରୀର ତିଆରି କରିଚି ଆମେ ମୂର୍ଖ ମଣିଷ ମୂଢ ପାପୀ ଯିବ ତାକୁ ଆମେ ତିଆରି କରିଦେଉଛୁ।। ଏମିତି କଲେ ମହାପ୍ରଭୁ କ୍ଷମା ଦେବେନାହିଁ 🙏🙏🙏🙏🙏🙏
@diptisahoo9827
@diptisahoo9827 Жыл бұрын
God bless u Guruji
@kunimohapatra2519
@kunimohapatra2519 Жыл бұрын
Bahut bhala nirat Satya kahile Jaya jaganath
@jagannath9009
@jagannath9009 4 ай бұрын
Jai jagannath 🙏
ОБЯЗАТЕЛЬНО СОВЕРШАЙТЕ ДОБРО!❤❤❤
00:45
Pool Bed Prank By My Grandpa 😂 #funny
00:47
SKITS
Рет қаралды 18 МЛН
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 62 МЛН
Harley Quinn lost the Joker forever!!!#Harley Quinn #joker
00:19
Harley Quinn with the Joker
Рет қаралды 25 МЛН
DARDHYATA BHAKTI EP39
24:00
Prarthana TV
Рет қаралды 37 М.
ОБЯЗАТЕЛЬНО СОВЕРШАЙТЕ ДОБРО!❤❤❤
00:45