No video

Exclusive 🔵 Manmath Mishra Comes Forward For Daughter Prakruti Mishra | Full Interview

  Рет қаралды 514,794

Kanak News

Kanak News

2 жыл бұрын

Full Interview Manmath Mishra
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Website :- kanaknews.com/
Instagram :- www.instagram....
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #babushaanmohanty #pra

Пікірлер: 2 200
@HR_motivation341
@HR_motivation341 2 жыл бұрын
ନିଜ ସମ୍ମାନକୁ ଖାତିର ନ କରି ଅପରାଜିତା ମାମ ଯଦି ପୁଅ ବିରୁଦ୍ଧରେ ଯାଇପାରିଲେ ,ତୁମେ ନିଜ ଝିଅକୁ ଘୋଡାଇ ତାକୁ ଆଉ ଭୁଲ କରିବାକୁ ପ୍ରଶୟ ଦିଅନି🙏
@anjalisahoo29
@anjalisahoo29 2 жыл бұрын
Right 👍🙏
@saanvikasenapati
@saanvikasenapati 2 жыл бұрын
Thik Katha
@sunitadash478
@sunitadash478 2 жыл бұрын
Right
@alokdhal2141
@alokdhal2141 2 жыл бұрын
Aparajita sasu hisabare odisha re great
@thakurprati5580
@thakurprati5580 2 жыл бұрын
Aparajita au mihir das kana karuthile
@swatinanda3043
@swatinanda3043 2 жыл бұрын
ଇଏ ଶଳା ପକା ଗାଲୁଆ ଏ ଭଳିଆ ଵଜାତ ଝିଅକୁ ଘଣ୍ଟ ଘୋଡ଼ାଉଚି ଧନ୍ୟ ତୋ ବାପା ପଣିଆ ଛି ଛି ଛି
@mognaamonaaa1491
@mognaamonaaa1491 2 жыл бұрын
ମିଶ୍ର ବାବୁଙ୍କ କହିବା କଥା ବାବୁସାନ ସହ ପ୍ରକୃତି ଫିଲିମ କରିବ କାହିଁକିନା ଝିଅକୁ କାମ ମିଳୁନି ଭଲ ପାର୍ଟି ଗୋଟେ ଧରିଛ ବାପ ଝିଅ
@pramodkumarbarik1422
@pramodkumarbarik1422 2 жыл бұрын
କଜଳପାତିଆ ଭଦ୍ର ଲୋକ ଭଳି ଦେଖାଯାଉଥିଲେ ମଧ୍ୟ ଆପଣ ଜଣେ ଭଦ୍ର ଲୋକ ନୁହଁନ୍ତି।
@pakinaswain3521
@pakinaswain3521 2 жыл бұрын
🤣🤣🤣🤣🤣
@minatisatapathy335
@minatisatapathy335 2 жыл бұрын
ଆପଣ ଝିଅ ଆପଣ ଙ୍କ ଘରେ ରହୁନି କଣ ପାଇଁ
@minatisatapathy335
@minatisatapathy335 2 жыл бұрын
ଏତେ ସୁନ୍ଦର୍ ଗାୟକ ଝିଅ କୁ କି ଶିକ୍ଷା ଦେଇଛନ୍ତି
@julierautray
@julierautray 2 жыл бұрын
🤣🤣🤣
@swaicreation
@swaicreation 2 жыл бұрын
Manmath sir ଆପଣ ଅତେ ବଡ଼ ଲୋକ ହେଲେ ଆପଣଙ୍କର ହିତାହିତ ଜ୍ଞାନ ଅଛି କି ନାହିଁ ଗୋଟ ଭୁଲ କୁ ଲୁଚାଇବାକୁ ଯାଇ କେତେ ମିଛ କହୁଛନ୍ତି
@madhusmitapattanaik6324
@madhusmitapattanaik6324 2 жыл бұрын
Thik katha
@pintubehera8626
@pintubehera8626 2 жыл бұрын
Thik katha
@dibyajibanasangha1342
@dibyajibanasangha1342 2 жыл бұрын
Uchit katha
@mamatadas3933
@mamatadas3933 2 жыл бұрын
Amane Bala loka
@reetap4008
@reetap4008 2 жыл бұрын
ଆଉ ଗର୍ବ କରନି ମିଶ୍ର ବାବୁ ପ୍ରକୃତି କୁ ନେଇ 🤮🤮ଲଜ୍ଜା ଲଜ୍ଜା କୁ ସମ୍ଭଳ, ତୁମ୍ଭର ହିଁ ସବୁ ଭୁଲ ଝିଅର ଚରିତ୍ର କୁ ଘୋଡେଇ ଲେ କଣ public ବୋକା ଭାବୁଛନ୍ତି 😠, ସାଙ୍ଗ ସାଙ୍ଗ ସେମାନେ, କହି କହି ଭୁଲାଇବା ଠିକ୍ ଭାବୁଛ ନା କଣ ତୁମ ଝିଅର ଚରିତ୍ର ଆଗରୁ social media ରେ ଘୁରୁଛି, ଲୁଚାଉଛନ୍ତି କାହାକୁ 🤮🤮🤮😠😠😠😠 Nonsense idiot father tuuuu.. 😠😠😠🤮🤮
@anubhutimohapatra2441
@anubhutimohapatra2441 2 жыл бұрын
Pura perfect
@chumkipanigrahi3877
@chumkipanigrahi3877 2 жыл бұрын
Right....👍👍👍
@deepakmanna7128
@deepakmanna7128 2 жыл бұрын
Which your favourite bollywood heroine
@manasiswain3405
@manasiswain3405 2 жыл бұрын
Lajya... 🤭
@deepakmanna7128
@deepakmanna7128 2 жыл бұрын
Answer my question
@saratdas4286
@saratdas4286 2 жыл бұрын
ମନ୍ମଥ ମିଶ୍ର ସବୁ ଜାଣିଛନ୍ତି ତା ଝିଅକୁ ସମର୍ଥନ କରୁଛନ୍ତି
@biswomohansahu668
@biswomohansahu668 2 жыл бұрын
ସଙ୍ଗୀତ ରେ ଜ୍ଞାନ ପ୍ରବଳ, କିନ୍ତୁ ବାପା ହିସାବରେ ପୁରା ଦୁର୍ବଳ।
@sushreesangitabehura7603
@sushreesangitabehura7603 2 жыл бұрын
Aare bhai aap toh bilkul shayari bol ne lage ho 😂😂😂😂😂
@biswomohansahu668
@biswomohansahu668 2 жыл бұрын
@@sushreesangitabehura7603 🙏
@manasiswain3405
@manasiswain3405 2 жыл бұрын
😁
@rakeshkumarmohapatra3789
@rakeshkumarmohapatra3789 2 жыл бұрын
ବାପା ମାଆ ଙ୍କ ହାତ ତିଆରି ଜିନିଷ ଟି ଭୁଲ ବାଟରେ ଯାଉଚି ବାପାଙ୍କ ଏତେ ସମର୍ଥନ ରହୁଚି ଏମିତି ବାପା ଆଉ ଜନ୍ମ ନହୁଅନ୍ତୁ😭
@krishnaprabhu-nd2hp
@krishnaprabhu-nd2hp 2 жыл бұрын
Thik
@krishnaprabhu-nd2hp
@krishnaprabhu-nd2hp 2 жыл бұрын
Bala na
@idontknow.....431
@idontknow.....431 2 жыл бұрын
Sata na janiki kichhi kuhani...
@sonu-un7ud
@sonu-un7ud 2 жыл бұрын
@@idontknow.....431 thik kahila aji ku amo odia industry aethi pai devloped nh acting ku seriuos nauchnti dress ku naeki judge karuchnti
@rakeshkumarmohapatra3789
@rakeshkumarmohapatra3789 2 жыл бұрын
ବାପା ହିସାବରେ ଝିଅକୁ ଦରକାର ଠାରୁ ଅଧିକ ଫ୍ରିଡମ୍ମ ରେ ଛାଡୁଛନ୍ତି ଯୋଉଟାକି ଠିକ୍ ନୁହେଁ ଭିଡିଓ ଟି ଭଲସେ ଦେଖନ୍ତୁ
@Status_KING501
@Status_KING501 2 жыл бұрын
ମନ୍ମଥ ମିଶ୍ର ନିଜର ପରିବାର ଇଜତ ବଞ୍ଚେଇବା ପାଁଇ ଏମିତି କହୁଛନ୍ତି ତୃପ୍ତି ଶତପଥୀ ସତ କଥା କହୁଛନ୍ତି
@kumkummishra8554
@kumkummishra8554 2 жыл бұрын
U r absolutely right
@jaymohanty9361
@jaymohanty9361 2 жыл бұрын
R8
@_s_w_a_t_i._188
@_s_w_a_t_i._188 2 жыл бұрын
Right
@Jp-hn4hh
@Jp-hn4hh 2 жыл бұрын
Kana kare
@niranjansubudhi3991
@niranjansubudhi3991 2 жыл бұрын
Apana sir ONE SIDE kathabarta karuchhanti jadi Babusan mahanty o pakurti misra bhitare HARD LOVE sursti heisarithiba tebe apana kn karibe
@kalia4402
@kalia4402 2 жыл бұрын
ମନ୍ମଥ ବାବୁ ଙ୍କ ମାଇନସ ପଏଣ୍ଟ ଲାଗି ସାରିଲାଣି. ହେଲେ ପାତାଳି ଯିବାକୁ ନାରାଜ.. 😄😄😄😄😄.ସାରା ଓଡିଶା ଜାଣିଲାଣି ଯେ ମହାନ୍ତି ପରିବାର.ସଦସ୍ୟ କେତେ ଭଦ୍ର. ଶିକ୍ଷିତ ଓ ମିଶ୍ର ପରିବାର କେତେ ମିଛୁଆ ଓ କେତେ ଭଡୁଆ.. 😆😆😆😆😆😆😆
@pradyumnanayak3709
@pradyumnanayak3709 2 жыл бұрын
ଏ ସବୁ କଥା ବିଲକୁଲ ଗାଲୁଆ କଥା, ନିଜ ଝିଅ କୁ ସୁଧାରନ୍ତୁ, ଅନ୍ୟ ର ପରିବାର କୁ ବଞ୍ଚାନ୍ତୁ ମନ୍ମଥ ବାବୁ..
@ODIAPILACHANDANVLOG
@ODIAPILACHANDANVLOG 2 жыл бұрын
ଜେତେ ମିଛ କହିଲେ କଣ ସତ କ'ଣ ଲୁଚି ରହିବ ନୀଜ ଇଜ୍ଜତ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି ଲାଜ ଲାଜ ....
@sonu-un7ud
@sonu-un7ud 2 жыл бұрын
Bhai sata na janiki amiti kahiba thik nuhe hero heroine jae paranti sethire kn achi bhai
@ODIAPILACHANDANVLOG
@ODIAPILACHANDANVLOG 2 жыл бұрын
@@sonu-un7udBhai sata jouta sobu bale Sato Sara Odisha bashi janichanti
@jyoticreation7281
@jyoticreation7281 2 жыл бұрын
Chee.... Chee...
@bhagyashreesamantaray2379
@bhagyashreesamantaray2379 2 жыл бұрын
କେତେଦିନ ଲୁଚେଇବ ପ୍ରକୃତି ର ପ୍ରକୃତି କୁ
@b...9398
@b...9398 2 жыл бұрын
Medam dekha nijar jhia ra izzat b tankr bapa dekbe hi ....au rasta re hi Babu ra wife enti Sabu krbata wrong ye
@deepakagrawal2817
@deepakagrawal2817 2 жыл бұрын
Sata katha
@puspanjalinayak8900
@puspanjalinayak8900 2 жыл бұрын
Really babusan bahut bhala na kn Khali jhia dosa
@b...9398
@b...9398 2 жыл бұрын
@@puspanjalinayak8900 seta hi mue b kahuche mate prakruti ra kichhi bhul pari nae lgbr road re tr izzat gala ..Balu au tr wife side hoe gale ..babu prakruti pae tike stand b nae kari ...babu ra wife ra bhul
@sruti3057
@sruti3057 2 жыл бұрын
Babusan nka wife jaha karichanti sabu thik karichanti👏👏
@bharatkumarswain5766
@bharatkumarswain5766 2 жыл бұрын
ମୁଁ ଭାବୁଥିଲି ମନ୍ମଥ ମିଶ୍ର ଏକ ଭଲ ଲୋକ ଏବଂ ସତ୍ୟ ବାଦି ବ୍ୟକ୍ତିବୋଲି କିନ୍ତୁ ଆଜି ମୁଁ ଜାଣି ପାରିଲି ମନ୍ମଥ ମିଶ୍ର କିପରି ଲୋକ।
@dillipkumarsahoo5030
@dillipkumarsahoo5030 2 жыл бұрын
Tauter ta
@debasmitasenapati6904
@debasmitasenapati6904 2 жыл бұрын
Definitely...shame on manmatha mishra ....Khali bhajana gaidele...kia bhadra loka hoi jaantani...jhiaku freedom deba ta thik bt ete b nuhe j se jhia pura talaku khasijiba....
@tariniprasadpanigrahi5137
@tariniprasadpanigrahi5137 2 жыл бұрын
Se talu ek no ksndua nahele ts jhia dpri heba
@occ981
@occ981 2 жыл бұрын
ଏତେ ଘଟଣା ପରେ ବି ଝିଅକୁ ଏତେ ପ୍ରଶଂସା କରୁଛି ବାପା.... ଗୋଟେ ବାପା କଣ ଏତେ ଅଲଜ୍ୟା ହୋଇପାରେ... ଛିଃ
@sarita78283
@sarita78283 2 жыл бұрын
the diffrrence between Aparajita Madam and this person... proves who is a good human.... Aparajita mam is supporting opposing his son's wrong deed...
@bkarbiswo
@bkarbiswo 2 жыл бұрын
ପ୍ରକୃତି କୋଉ ____ ହିରୋଇନ ସମସ୍ତେ ଜାଣିଛନ୍ତି. ଏବେ ସନି ଲିଓନି ରିଟାୟାର୍ଡ଼ ହେଇଯିବ ତେଣୁ ପ୍ରକୃତି ସେଇ ଜାଗା ରେ ପୁରା ଅଲଗା ପ୍ରକାର ସିନେମା କରିବ
@traveldaywithsuman7555
@traveldaywithsuman7555 2 жыл бұрын
😂😂😂😂
@pratapchandramallick7897
@pratapchandramallick7897 2 жыл бұрын
Bhai Tum comment uchkotir
@ASW_008
@ASW_008 2 жыл бұрын
ଘଣ୍ଟ ଘୋଡାଇଲେ ଲୁଚିବନି ସତ୍ୟ, ପ୍ରକାଶିବ କାଳ ବଳେ,, ପ୍ରକୃତି ନୁହଁଇ ବିକୃତି ର ନିନ୍ଦା, ଟାଣି ନେବ ରସାତଳେ ।😀😀😀
@AkashDas_ME_
@AkashDas_ME_ 2 жыл бұрын
ଆଇନ ବାଟରେ ଗଲେ କିଛି ହବନାହିଁ, ଖାଲି ଏମିତି ମାଡ଼ ଦରକାର
@prayaskumarraj394
@prayaskumarraj394 2 жыл бұрын
କଥା ରୁ ଜଣା ପଡ଼ୁଛି ବହୁତ୍ ମିଛ କହୁଛନ୍ତି.......ପିଲା ସିନା ଭଲ ହେଇଥିଲେ କେହି ବିଶ୍ୱାସ କରିବେ ।।।
@ymobtube962
@ymobtube962 2 жыл бұрын
ମନ୍ମଥ ମିଶ୍ର ଭାବୁଛି ବହୁତ ଚାଲାକ।।ଯାହା କହିବ ଲୋକ ମାନି ନେବେ। ବୋପ। କୁ ଆଗ ମାଡ଼ ଦରକାର
@traveldaywithsuman7555
@traveldaywithsuman7555 2 жыл бұрын
Thik
@IronMan-sc3xb
@IronMan-sc3xb 2 жыл бұрын
Tela mara baadi Dara kara 😂😂😂😂
@sushreesangitabehura7603
@sushreesangitabehura7603 2 жыл бұрын
@@IronMan-sc3xb 😂😂😂😂😂😂😂
@SSLEARNER
@SSLEARNER 2 жыл бұрын
Bedha bopa ra bedhei jhia
@asanatan1329
@asanatan1329 2 жыл бұрын
Mishra Brahmins se... Misha misi DNA.. Au jhio ku se kan kahiba
@durgaprasadbehera1473
@durgaprasadbehera1473 2 жыл бұрын
ଏଡିକି ଅଲାଯୁକ ବାପା ତୁହି ବାଳୁଙ୍ଗୀ ଝିଅକୁ ବିଷ ଦେଇ ନ ମାରି ଆହୁରି ସଫେଇ ଦେବାକୁ ଆସିଛି
@priyankasharingideas5776
@priyankasharingideas5776 2 жыл бұрын
Best of your knowledge please don't ignore your daughter's fault. This is why your daughter is harassed in different times in different ways.
@AsishKumar-qw2xu
@AsishKumar-qw2xu 2 жыл бұрын
ଥାଉ ଆଉ ସେ କଜଳପାତିଆ ଭଦ୍ରଲୋକ ଦେଖାନି ତମର ଭଜନ କୁ ତମ ଝିଅର ଫୁଲ୍ ଆଧୁନିକ ସବୁ ଲୋକ ଦେଖିସାରିଲେଣି ଏବେବି ସମୟ ଅଛି ନିଜ ଝିଅ କୁ ସମ୍ଭାଳ ନହଲେ ଆଜି ତ ଖାଲି ବାହାର ଭିଡିଓ ଭାଇରାଲ୍ ହେଲା ଯୋଉଦିନ ହୋଟେଲ ଭିତର ଭିଡିଓ ଭାଇରାଲ୍ ହବ ସେଦିନ ଆଉ ମୁହଁ ନଥିବ ଏ ମିଡ଼ିଆ ଆଗରେ କିଛି କହିବାକୁ
@prabhatibindhani6751
@prabhatibindhani6751 2 жыл бұрын
you r right.
@user-he1mm6sj7o
@user-he1mm6sj7o 2 жыл бұрын
U r right
@swayanjitpattanaik9347
@swayanjitpattanaik9347 2 жыл бұрын
ବାପା ଭଜନ କରୁଛି ଚିକ୍କଣ କଥା କହୁଛି ଝିଅ ଇଆଡ଼େ ଖେଳ କରୁଛି ତୁମେ ଲୁଚେଇକି ଲାଭ କଣ ?
@bijaysatapathy7787
@bijaysatapathy7787 2 жыл бұрын
ମନ୍ମଥ ବାବୁ ହାରିଗଲେ home management ରେ.
@mimansakumarsethi2242
@mimansakumarsethi2242 2 жыл бұрын
ଝିଅ ଠାରୁ ବାପ ବଡ଼ ଇଡିଅଟ୍... ..ଧୃତରାଷ୍ଟ୍ର ପୂତ୍ର ମୋହରେ ଅନ୍ଧ ଥିଲେ.. ଏ ମହାଶୟ ସବୁ ଦେଖି ଜାଣି ବି ଅନ୍ଧ ଭାବରେ ଅଭିନୟ କରୁଛନ୍ତି....ସାରା ଓଡ଼ିଶା କୁ ଜଣା ତୁମ ଝିଅ ଚରିତ୍ର... ବାବୁସାନ୍ ବୋହୁତ୍ ହିରୋଇନ ସହ କାମ କରିଛି, ତା ସ୍ତ୍ରୀ କାହିଁ ଆଉ କାହା ନାମ କହୁନି
@ramakanthdash8496
@ramakanthdash8496 2 жыл бұрын
ଏମିତି ଘଟଣା ରେ ଅନ୍ୟାୟ କୁ ସପୋର୍ଟ କଲେ. ବାପା ଶବ୍ଦ ବଦନାମ ହେବ.. ଏମିତି ବାପା କୁ ଦଲାଲ କୁହାଯାଏ..
@maheshjena7586
@maheshjena7586 2 жыл бұрын
Comment ଦେଖି ବହୁତ୍ ମଜା ଆସିଯାଇଛି🤣🤣
@smitaswain2369
@smitaswain2369 2 жыл бұрын
Hn thik katha 🤣🤣
@madanmohanparida2064
@madanmohanparida2064 2 жыл бұрын
Redhandre dharila parei michha besharam To jhiku baha karidie
@sandhyaranidas5667
@sandhyaranidas5667 2 жыл бұрын
Mote b 😂😂
@urssonali6146
@urssonali6146 2 жыл бұрын
ତମ ଘରର ସଂସ୍କୃତି ପ୍ରକୃତି ଦେଖେଇଦେଲା। ତେଣୁ ଆପଣ ଭାଷଣ ଆଉ ଦିଆନ୍ତୁନି।।।
@sandyysandyy9314
@sandyysandyy9314 2 жыл бұрын
Trupti କିଛି ଭୁଲ୍ କରି ନାହାଁନ୍ତି । ଗୋଟେ ସ୍ତ୍ରୀ କେବେ ବି ଚାହିଁବନି ଯେ ତା ସ୍ବାମୀ ଆଉ କାହା ସହ ସମ୍ପର୍କ ରଖୁ।।
@shilparanimohanta5789
@shilparanimohanta5789 2 жыл бұрын
ପୃଥିବୀ ପୃଷ୍ଠରୁ ବର୍ଷା ର ପ୍ରଭାବ ନ ସରୁଣୁ ପ୍ରକୃତି ର ପ୍ରକୋପ ଶୁଭାରମ୍ଭ... Salute Trupti Madam 🙏🙏🙏
@satyanarayansethi3601
@satyanarayansethi3601 2 жыл бұрын
,,🤣🤣🤣,😜👌🏻👌🏻👌🏻
@papdinanda6882
@papdinanda6882 2 жыл бұрын
😄😄
@rajkishoremohanta6820
@rajkishoremohanta6820 2 жыл бұрын
Nice one👌
@pravakarmahanta7637
@pravakarmahanta7637 2 жыл бұрын
😇😇😇😇😇😇
@sunitaswain5116
@sunitaswain5116 2 жыл бұрын
😂😂😂😂
@henaranibehera3304
@henaranibehera3304 2 жыл бұрын
ତମେ କିଛି ଜାଣିବାକୁ ଚାହୁଁନ ଝିଅକୁ ଲଗାମ ଛଡ଼ା କରି ଦେଇଛ
@chandrakantasahoo2759
@chandrakantasahoo2759 2 жыл бұрын
ମିଶ୍ର ବାବୁ,ନିଜ ଝିଅର ଭୁଲ କୁ କାହିଁକି ଲୁଚାଉଛ,,ଝିଅକୁ ସଂସ୍କାର ଶିଖାନ୍ତୁ ଝିଅର ଚରିତ୍ର ଖରାପ ,,ତାକୁ ବିବାହ କରେଇ ଦିଅନ୍ତୁ
@channelofkoteswarsai5145
@channelofkoteswarsai5145 2 жыл бұрын
ତୋ ଝିଅ ଶଳା ଯେତେବେଳେ ନଙ୍ଗଳା ହେଇକି ଜଜ ହେଉଥିଲା ତୁ ପା ଶଳା ସେତେବେଳେ ସାହସ ଦେଇଥିଲୁ। ଏ କଣ ତୋର ସଂସ୍କାର।
@Sanjaysir55
@Sanjaysir55 2 жыл бұрын
ଆଜି ଜାଣିଲି ପ୍ରକୃତି ଦୋଷୀ ନୁହେଁ ଏହି ପରମ..... ଜଣକ ଅସଲି ନାଟର ଗବର୍ଦ୍ଧନ...
@gouttamnayak4396
@gouttamnayak4396 2 жыл бұрын
Thik thik...
@devika1580
@devika1580 2 жыл бұрын
100000000% true
@deepakbej7915
@deepakbej7915 2 жыл бұрын
Uttam sir and tiki apa ware great!!!
@mamatasahu3392
@mamatasahu3392 2 жыл бұрын
Yaku khali paeisa, darkar. Ghara bhangi paeisa rojgaar kariba. Tu romantic gita gaeibu manmath
@padminipadhi9915
@padminipadhi9915 2 жыл бұрын
E Magya ta porom harami
@Behuraharish58
@Behuraharish58 2 жыл бұрын
As a father you should not support the wrong deeds of your dauhter.
@haramahapatra4048
@haramahapatra4048 2 жыл бұрын
Rati rati gote married pua ghare rahiba in absent of wife is good ... Support your daughter
@rakeshkumarpradhan2845
@rakeshkumarpradhan2845 2 жыл бұрын
Mg ku odia re soda, na mu proof debi 30k ra
@litunsoumya
@litunsoumya 2 жыл бұрын
having affair is not wrong deed as per law.
@sambhabitsahoo6474
@sambhabitsahoo6474 2 жыл бұрын
@@litunsoumya but it should be.
@litunsoumya
@litunsoumya 2 жыл бұрын
@@sambhabitsahoo6474 if law says its wrong then its wong if law says its right then its right. so saying it should be or it shouldn't be is just a waste of time.
@paramfect6776
@paramfect6776 2 жыл бұрын
As a behavior analyst, I can say that when a person talks with hand crossed, it means it doesn't want to open up completely that is why he/she is suppressing some behavior. This means that this person is HIDING some true facts and only saying very limited true stuffs
@livelifewithsimplicity1549
@livelifewithsimplicity1549 2 жыл бұрын
Very true sir
@surekhadas3121
@surekhadas3121 2 жыл бұрын
Nija jhiaku sudhara,ate bhasana diani
@sasmitamanasingh8528
@sasmitamanasingh8528 2 жыл бұрын
ତୃପ୍ତି ବାବୁର wife, ସେ ଆପଣଙ୍କୁ ଅଭିଯୋଗ କରିଥିଲେ । ତା ପରେ ବି ଆପଣ ଏମିତି କହୁଛନ୍ତି
@kalpananayak3063
@kalpananayak3063 2 жыл бұрын
When parents hide mistakes of their children then this type of things happen and his daughter is a home breaker 💔
@roshankumarparida8391
@roshankumarparida8391 2 жыл бұрын
To English wahhh re home breaker 😂😂😂
@ManoRanjanChords
@ManoRanjanChords 2 жыл бұрын
And Babushaan is home maker 😅
@prithvirajanand6125
@prithvirajanand6125 2 жыл бұрын
And by doing this,he pacifies the matter. ......
@asitvlog3992
@asitvlog3992 2 жыл бұрын
Fully agree with you !!
@spartan907
@spartan907 2 жыл бұрын
Nija jhia gote bedhei te
@bishnuprasadmaharana3617
@bishnuprasadmaharana3617 2 жыл бұрын
ଇଏ ଯେମିତି କହୁଛି ଝିଅ ତାର ସତେକେ ଗୋଟେ national celibrity ଶଳା ବୁଢ଼ା ଗଲୁଆ
@odiatokagirija7076
@odiatokagirija7076 2 жыл бұрын
😀😀😀😀
@sumitrasahoo467
@sumitrasahoo467 2 жыл бұрын
Galua ta nuhein... Param param Galua..
@odiatokagirija7076
@odiatokagirija7076 2 жыл бұрын
Right
@odiatokagirija7076
@odiatokagirija7076 2 жыл бұрын
Odisha re janinahanti thik se
@Apnatubes
@Apnatubes 2 жыл бұрын
ତୁ ତ prime minister ଟା
@kedarbehera3367
@kedarbehera3367 2 жыл бұрын
I support Trupti Madam,she is right.
@RaiderRajesh
@RaiderRajesh 2 жыл бұрын
Friendship କାହାକୁ କୁହା ଯାଏ। ଅନ୍ୟ ଦୁଇ ଜଣଙ୍କ ଭିତରେ ଫାଟକ ହେବାକୁ friendship କୁହା ଯାଏ କି ପ୍ରକୃତି ମିଶ୍ର ତୋ ଝିଅ ଜାଣିନାହିଁ କି ବାବୁଶାନ୍ ବହାହେଇଯାଇଛି ବୋଲି ଜଣିକି ବି ସେମାନଙ୍କ ମଝିରେ କାହିଁକି ପସୁଛି ଆଉ ବୁଲାବୁଲି କରୁଛି ଏହିଭଳି କାମ କୁ ବନ୍ଧୁ କୁହାଯାଏ ଏହିଭଳି ଝିଅ କୁ ପୋଲିସ ରେ ଦେବା ଦରକାର ଆଉ ବାବୁଶାନ୍ କୁ ବି ପୋଲିସ ରେ ଦେବା ଦରକାର ଶଳା କିଛି ନ ଜାଣିଲା ପରିକା ରହିଛି ଘୁଷୁରୀ ମୁହା 😠😠😠😠
@ad549
@ad549 2 жыл бұрын
ପ୍ରଫେସନାଲ୍ ନା ବାଳ ସଳା ମୁର୍ଖ ଟା କିରେ କେଡେ ତୁ ତୋ ପ୍ରକୃତି ପ୍ରକୃତି କୁ ଲୁଚେଇ ପାରିବୁନୁ ସାରା ଭାରତ ଜାଣିସାରିଲାଣି।ଆଉ ଜୋଉ ଷ୍ଟ୍ରଗଲ କଥା କହୁଚୁ ସଳା ଜାଣିନୁ ସିଏ କି ଭଳି ଷ୍ଟ୍ରଗଲ କରୁଚି 🤣🤣🤣🤣👎👎👎ତମେ ସଳା ଗୁଡାକ ସଂସାରରେ କାହିଁକି ଅଛ କେଜାଣି ପିଲା ଗୁଡାକୁ ତମେ ସଳେ ଖରାପ କରିଚ।ଛାଡ ରେ ମିଡିଆ ଭାଇ ଭଉଣୀ କାଇଁ ଏଗୁଡାକ ପଛରେ ସମୟ କଣ ପାଇଁ ବରବାଦ କରୁଚ ଛିଛିଛି ଆ ଥୁ ଲଜ୍ଜା ଲଜ୍ଜା ଘୋର ଲଜ୍ଜା ଲଜ୍ଜା
@debarajpradhan3450
@debarajpradhan3450 2 жыл бұрын
Buda mgya murkh vrhamun bia biki bki bada loka echi
@siridadasahubhai2474
@siridadasahubhai2474 2 жыл бұрын
Sahi pakkde 😇
@Apnatubes
@Apnatubes 2 жыл бұрын
ତୁ ତ prime minister ଟା
@akashmohanty7527
@akashmohanty7527 2 жыл бұрын
@@Apnatubes e katkia mind your language
@Parthasutar
@Parthasutar 2 жыл бұрын
ସୁନାମ ହାହାହା ଝିଅ ନଙ୍ଗାଳା ହୋଇକି ଟଙ୍କା ରୋଜଗାର କରିକୀ ବାପା କୁ ଅନ୍ତକ୍ଷରି ରେ ଗାଇବାକୁ ଦେଉ ଥିଲା ଦେହ ବେବସାୟ କରିକି ସିନେମା ପାଏ। ଶଳା ଏ ବାପ ଟା ପରମ ମାଗୀୟା
@biswajit7022
@biswajit7022 2 жыл бұрын
ପ୍ରକୃତି ମିଶ୍ର କୁ ଚାଲ ଆଜି ପ୍ରବଳ gehiba
@touchthesky5375
@touchthesky5375 2 жыл бұрын
Are bhai jadi ate problems heuchi lagala heiki se film karuchi boli tame sabu cinema hall ku bann karidia jebe amitika dress pindhi film karile semanaku paisa miluchi so sia semitika dress pindhila katha taku bhala bhabare tike bujha
@minanag4628
@minanag4628 2 жыл бұрын
ମାଗୀୟା ତୁବେସି ଯାଣୀଛୁ ମୁଡ଼ି ବାଳ ମାତଚୁଦୁ
@touchthesky5375
@touchthesky5375 2 жыл бұрын
@@minanag4628 hn bhai janithiba jongi hin gali na deiki reply karichi
@jieun3038
@jieun3038 2 жыл бұрын
Bhai tara jaha pindhibara achhi pindhu.tame tanka re sia dress kinuthila na chaluthila.
@AkashDas_ME_
@AkashDas_ME_ 2 жыл бұрын
ବାପ ଯେମିତି ଝିଅ ସେମିତି ଗୋଟାଏ ଦଣ୍ଡିରେ ଓଜନ କଲେ ଦୁହେଁ ସମାନ ହେବ।
@dillipmandal143
@dillipmandal143 2 жыл бұрын
ପ୍ରକୃତି ଆଉ ବାବୁଶାନ ବୟସରେ କେତେ ବଡ ଆଉ ସାନ ହେବେ l ସେମାନେ childhood friend ହେଲେ କେମିତି? ଏ ମାନେ ବାଲ୍ୟର ବନ୍ଧୁ ନୁହନ୍ତି l ଯଉବନର ସଖା ଆଉ ସଖି l
@arifanoor5144
@arifanoor5144 2 жыл бұрын
Age is 35 may be
@himanshusahoo9443
@himanshusahoo9443 2 жыл бұрын
ଅପରାଜିତା ମହାନ୍ତି ଆଗେ ଏ ମନ୍ମଥ ମିଶ୍ର କୁ ବାଡେଇ ବାର ଥିଲା, ପକା ଗଲୁଆ
@malayakumarojha7837
@malayakumarojha7837 2 жыл бұрын
ତମ ଝିଅ ଭଲ ଖେଳାଳି ...😛😛😛
@reetap4008
@reetap4008 2 жыл бұрын
Right
@sangitmukhi8755
@sangitmukhi8755 2 жыл бұрын
Sala gote drama karuchi
@prabhatibindhani6751
@prabhatibindhani6751 2 жыл бұрын
u,r, right 😝
@biswabhusanswain2598
@biswabhusanswain2598 2 жыл бұрын
ଖାଲି ବମ୍ୱେ ବମ୍ୱେ କଣ ହଉଚୁ.ତୋ ଝିଅ କଣ ପାଇଁ ଆସୁଛି ଓଡ଼ିଶା.ମନା କରିଦେବ ଆଉ ଅସିବ ନାହିଁ . ଓଡ଼ିଶାରେ ତା ପାଇଁ ଜାଗା ନାହିଁ.ତୁ ଯଦି ପାରୁଛୁ ତୁ ବି ବମ୍ୱେ ପଳା.ବାପା ଝିଅ ମିଶିକି ମଦ alchol 🥃 ପିବ.
@kumarakulakul2509
@kumarakulakul2509 2 жыл бұрын
Right right
@jayantacutm
@jayantacutm 2 жыл бұрын
Tama jia ku tame tikh bhabhare sasana karina sethi pai kali kali Bombay Bombay haucha tama jhia Bombay jaiki kn te thadipakeichi.
@bapunibarik2590
@bapunibarik2590 2 жыл бұрын
One advice to manmatha mishra- please watch sincerely the conversation between aparajita maa and the kanak news reporter about this matter.
@mrsrinu509
@mrsrinu509 2 жыл бұрын
ତୁମ ଝିଅ ଭଳି ଝିଅ ସମାଜ ପାଇଁ କ୍ଷତି କାରକ। ଏମିତି ଝିଅ ମରିଯିବା ଭଲ ।ଯିଏ ନିଜ ଦେହ ର ଭୋକ ଆଉ ପେଟ ର ଭୋକ ପାଇଁ କାହା ଘର ଭାଙ୍ଗିବାକୁ ପଛାଉନି। ନିଶ୍ଚୟ ପ୍ରକୃତି ବାବୁଶାନ୍ ସହ physical ରିଲେସନ ରଖି ସେହି ଭିଡିଓ କୁ ଦେଖେଇ ବ୍ଲାକ ମେଲ୍ କରୁଛି।
@amritasingha5055
@amritasingha5055 2 жыл бұрын
ଧନ୍ୟ ତୁମ ବାପ ପଣିଆ 🙏🙏🙏🙏
@b...9398
@b...9398 2 жыл бұрын
Medam dekha nijr jhia ra b kichhi izzat thisi obeslye nijr jhia ra support nebe tankr father..
@angurbalamalla8849
@angurbalamalla8849 2 жыл бұрын
I had good ipmression about Manmath Mishra, today it spoiled totally, it is very unfortunate he is supporting his daughter blindly, what type of gentlemen you are i surprise
@Apnatubes
@Apnatubes 2 жыл бұрын
ତୁ ତ ଜଜ୍ ଟା
@occ981
@occ981 2 жыл бұрын
@@Apnatubes tu bala okila ta sala
@sasmitabehera5478
@sasmitabehera5478 2 жыл бұрын
ଶଳା law ଏଠି କିଛି ନାହି ଖାଲି ମାଡ ଦରକାର। ମାଡ କୁ ବ୍ରହ୍ମା ବି ଡରନ୍ତି
@mronline9587
@mronline9587 2 жыл бұрын
ବେଲଜ୍ୟା ହୁଏ ଯେଉଁ ଜନ, ତାଙ୍କୁ ଡରନ୍ତି ଭଗବାନ 😁😁😁
@malikpradip6014
@malikpradip6014 2 жыл бұрын
ଝିଅ କୁ ଟିକେ ଭକ୍ତି ଶିଖାଓ
@chittaranjna7645
@chittaranjna7645 2 жыл бұрын
Tu kana banda alua tu tanku bhujuibu
@malikpradip6014
@malikpradip6014 2 жыл бұрын
@@chittaranjna7645 ତୋ ବାଣ୍ଡ କାଟିକି କୁକୁର କୁ ଦେଈ ଦେବି ଶଳା ଜାଣିଛୁ
@brainlicker5647
@brainlicker5647 2 жыл бұрын
ମା ତୃପ୍ତୀ କୁଆଡେ ଗଲୁ । ଶୁଣିଲୁଣି ତୋ ସଉତୁଣୀ ପ୍ରକୃତିର ବାପା କଣ କହୁଚନ୍ତି ।ସେ କହୁଛନ୍ତି, ସେ ଦି ଜଣ ଖାଲି ସାଙ୍ଗହୋଇ ବସାଉଠା କରୁଥିଲେ । ଆଉ କିଛି କରୁ ନ ଥିଲେ ।ହଁ ତାହା ବି ସତ, ବାବା ଟା ଝିଅ ର ଭିତିରି କଥାଟା କେମିତି କହିବଯେ !
@reetap4008
@reetap4008 2 жыл бұрын
🤣🤣
@kalandicharan873
@kalandicharan873 2 жыл бұрын
ଏମିତି ଝିଅ ର ବାପା ଠାରୁ ଆଉ କ'ଣ କରାଯାଇପାରେ ଝିଅ କୁ ସେହି ଶିକ୍ଷା ‌ଦେଇଛ ସପୋଟ କରିବନି ଆଉ କ'ଣ କରିବ ଏମାନେ କି ।
@niranjansamal8819
@niranjansamal8819 2 жыл бұрын
ନିଆଁ ନ ଥିଲେ ଧୁଆଁ କୋଉଠୁ ଆସିବ, ସାର ଆପଣଙ୍କ ପରିବାର ରୁ ଏଭଳି ଆସା ନ ଥିଲା??
@reetap4008
@reetap4008 2 жыл бұрын
ତୋ ଝିଅ ଗୋଟେ virus 🤮🤮 କରୋନା ଠୁ ବି ବହୁତ୍ khatarnak ତୋ ଝିଅ।..ଏହା ମନେ ତୁ 😠
@kumar90804
@kumar90804 2 жыл бұрын
ଆରେ ଶଳା ବୁଢା ତୁ ଯାହା କହିଲେ କିଛି ଫରକ ପଡ଼ିବନି, ତୋ ଝିଅ କୁ ଆଜି ରାସ୍ତା ମଝିରେ ଗୋଡେଇ ଗୋଡେଇ ପିଟିଲେ, ତୋ ଝିଅ ଯୋଉ ସତୀ ଗେହିଁ ଲୋକ ଆଜି ବୁଝି ଯାଇଛନ୍ତି, ସଫେଇ ଦେଖନି ଆଉ
@padminipadhi9915
@padminipadhi9915 2 жыл бұрын
Yes 20 15 ru buluchi
@prasantdas4166
@prasantdas4166 2 жыл бұрын
She is not playing in national field, she is playing in trupti madam's family life
@mamatabeura5153
@mamatabeura5153 2 жыл бұрын
Idiot aau kahar family destroy karuchha sala Shame on you
@subhashreebarik8319
@subhashreebarik8319 2 жыл бұрын
This man is so diplomatic!!!!
@prasantamallik4138
@prasantamallik4138 2 жыл бұрын
Perfect..... you have perfectly assessed
@rosyranipatel
@rosyranipatel 2 жыл бұрын
School friends?? Babushan’s date of birth is 1989 and prakruti’s 1995. Then how come school friends…
@subhashreebarik8319
@subhashreebarik8319 2 жыл бұрын
@@rosyranipatel I follow both of them on social media, Prakruti is very extrovert she posts everything she does with her frnds which she selects so to show, but she never ever posted with BABUSHAAN she is very particular about her frnds but never revealed her frndship with BABUSHAAN but during the promotions of PREMAM, i saw their every interview they wer le like we are Childhood frndss....that came a shocking to me!!!! Prakruti is very junior to Babushaan!!! Trupti is a strong lady!!! Her interview was so authentic and full of truth!!!
@sararara5054
@sararara5054 2 жыл бұрын
Hyprocrite to be precise
@alishasahu5208
@alishasahu5208 2 жыл бұрын
@@rosyranipatel only imagination ..haa haaa
@balarammalik256
@balarammalik256 2 жыл бұрын
ତୁଶଳା କେଡେ ଗାଲୁଆ ଟାରେ ଶଳା ଲାଜ ଲାଗି ବା କଥା ପ୍ରକୁତି ତାର ପ୍ରକୁତି ଦେଖେଇ ଦେଲା ତୁର୍ପତି ମାଡାମ ଆପଣ ଭୁଲ କରିଛନ୍ତି ପ୍ରକୁତି କୁ ଗୁଡେଇ ଗୁଡେଇ ବାଡେୟୀ କି ଲଙ୍ଗଳା କରି ଗୁଡେଇ ଗୁଡେଇ ବାଡେଇ ବା କଥା ଥିଲା ଆଉ ଏ ଶଳା ତାର ନନା ପାଟିରେ କିଳା ମାରି ଦବା କଥା ଗାଲରେ ଜୁଟା ରେ ପିଟିବା କଥା
@biprapriya
@biprapriya 2 жыл бұрын
ଗୋଟିଏ ଛୋଟିଆ ଘା' ଟିକୁ ଯଦି ଅଣଦେଖା କରାଯାଏ ତାହା ଗୋଟେ କ୍ଯାନ୍ସର ର ରୂପ ନିଏ ।ଏ କଥାଟିକୁ ଏ ମହାଶୟ ବୁଝିବା ଦରକାର।
@r.screationsodisha9256
@r.screationsodisha9256 2 жыл бұрын
ମନ୍ମଥ ବାବୁ ନିଆଁ କୁ ପକେଟ୍ ରେ purayele ପକେଟ୍ ଜଳି ଯିବ ସମସ୍ତେ ଜାଣିଛନ୍ତି ଆପଣ ଆପଣଙ୍କ ଝିଅର ଭୁଲ କୁ ଲୁଚୟେବାକୁ ଏମିତି କଥା କହୁଛନ୍ତି ଆପଣ ଆପଣଙ୍କ ଝିଅକୁ ସଂସ୍କାର ଦେବାରେ ଭୁଲ୍ କରିଛନ୍ତି ଏ କଥା ସ୍ୱୀକାର କରନ୍ତୁ
@Sanjaysir55
@Sanjaysir55 2 жыл бұрын
ତମ ଝିଅ ରହେନି କି ଭୁବନେଶ୍ୱରରେ ମଦ ପିଇକି ଏଠି ସେଠି ରହୁଛି... KZfaq ରେ vdo ଅଛି.. ଆଗ ବାପକୁ ଦେଖାଓ... ଏହି ଭଳି ବାପ ମା ମାନଙ୍କ ପାଇଁ ପୁଅ ଝିଅ ମାନେ ବିଗିଡି ଛନ୍ତି
@Pratyush12342
@Pratyush12342 2 жыл бұрын
Right 100%
@pgp4368
@pgp4368 2 жыл бұрын
ପ୍ରକୃତି କେମିତି ଝିଅ ସବୁ ଜାନିଲେନି ।। ବାବୁଶାନ୍ କେମିତି ସେଇଟା ବି ସବୁ ଜାଣିଛନ୍ତି।।।
@jayantakumarnaik1145
@jayantakumarnaik1145 2 жыл бұрын
ପ୍ରକୃତି ମିଶ୍ର ର ଓଡ଼ିଶାରେ ନା ନାହିଁ ତା ଅପେକ୍ଷା ଶିବାନୀ, ଭୂମିକା, ତମନା ଭଲ ନାମ କରିଛନ୍ତି ବାବୁସାନ କୁ ହାତ କରି ପ୍ରକୃତି ଫିଲ୍ମ ପାଇବା ପାଇଁ ବାପ ଝିଅ ଚାହୁଁଚ .. ପ୍ରକୃତି ମିଶ୍ର କୁ କେହି ବି ଭଲ ପାଆନ୍ତି ନାହିଁ.. ଘୃଣା କରନ୍ତି
@gkwithfacts3759
@gkwithfacts3759 2 жыл бұрын
ଏମିତି ବାପା ମା ଙ୍କ ର ଏମିତି ଝିଅ ହିଁ ହେବ ଛି ଛି
@DeepakKumar-sl5ml
@DeepakKumar-sl5ml 2 жыл бұрын
Best director of the family drama 😁👍👍
@SuperHitsOdia
@SuperHitsOdia 2 жыл бұрын
*Best father award goes to Manmath Mishra . 😆😆😆*
@BABIBHAIVlogs
@BABIBHAIVlogs 2 жыл бұрын
😂😂😂
@jaymohanty9361
@jaymohanty9361 2 жыл бұрын
😄😄😄😄
@rasmimisra4838
@rasmimisra4838 2 жыл бұрын
Buddha tu bisa khai marunu rascal
@Mahtodadaproduction
@Mahtodadaproduction 2 жыл бұрын
😁😁😁
@sanjaymishra6146
@sanjaymishra6146 2 жыл бұрын
Jhia ku Bhada lagauchu paisa rojgar kariba..
@tuneshnisika8902
@tuneshnisika8902 2 жыл бұрын
ନିଜ ଝିଅ କୁ ସପୋର୍ଟ କରିବନି ତ ଆଉ କଣ କରିବ ବାପା ହେଇ ଯଦି ନିଜ ଝିଅ ବିଷୟ ରେ ଖରାପ୍ କଥା କହିବେ ଏଇଟା କଣ ହବ କି
@jayantakumarnaik1145
@jayantakumarnaik1145 2 жыл бұрын
ଆଗକୁ ଦେଖ ଝିଅ ନିଜ ଜୀବନ ରେ କେତେ ଆଦୁଵିଧା ସମ୍ମୁଖୀନ ହେବ... ସେତେବେଳେ ବୁଝିବ ତମେ ବାପା ହୋଇ ଝିଅ କୁ ଆକଟ ନ କରି ମନ ବଢେଇବା ର ଫଳ.... ନିଶ୍ଚୟ ପସ୍ତେଇବ
@kanhunahak6671
@kanhunahak6671 2 жыл бұрын
Completely i support Trupti Madam
@biranchinarayanmohapatra4491
@biranchinarayanmohapatra4491 2 жыл бұрын
Manmath sir don't spoil your music carrier and reputation, leave this matter 🙏
@RUTURAJPARIJA
@RUTURAJPARIJA 2 жыл бұрын
He is her father...why didn't he interrupt?
@santoshmohapatra4357
@santoshmohapatra4357 2 жыл бұрын
Agree
@idontknow.....431
@idontknow.....431 2 жыл бұрын
@@Swayamprakash95 watch your words..
@RUTURAJPARIJA
@RUTURAJPARIJA 2 жыл бұрын
@@Swayamprakash95 kn bhqi..kuchh bhi..
@RUTURAJPARIJA
@RUTURAJPARIJA 2 жыл бұрын
@@Swayamprakash95 😂😂😂 kou jhia ku atte kharap kahiba b bhala nuha bhai
@srimantabehera8120
@srimantabehera8120 2 жыл бұрын
ମନ୍ନଥ ମିଶ୍ର ତୋ ଝିଅ ତ କଥାରେ ନାହିଁ ତୋ ଝିଅ କୁ ଛାଡ଼େ ସେ ଯାହା ପାଖରେ ରହିବା କଥା ରହୁ ଏତେ ଗାଲୁ ମାରୁଛୁ କାହିଁକି
@manasidalai9799
@manasidalai9799 2 жыл бұрын
ଧୃତରାଷ୍ଟ୍ର ତ ଅନ୍ଧ ଥିଲା। ତୋ ଆଖି ସହ ଦିମାଗ ବି ଭ୍ରଷ୍ଟ ହେଇଗଲା, ନିଆଁ 🔥 କୁ ଅଣ୍ଟିରେ ରଖିଲେ ଜାହା ହୁଏ ସେଇ ଅବସ୍ଥା ତୋର ହେଇଚି , ଆହୁରି ହବ,wait। ଆଜି ପରଠୁ ଆଉ ଓଡ଼ିଶା ବାସି ତୋତେ କି ପ୍ରକାର respect ଦେବେ wait କର,
@pratyushchhatoi3979
@pratyushchhatoi3979 2 жыл бұрын
This is the moral when children do mistakes then no one come forward and only parents come forward as a shield 🛡️ for their children
@bakwaswala1011
@bakwaswala1011 2 жыл бұрын
Right bro sala babusan ta chutiya ta mu janithili sethipain mu ta film dekheni
@266Pradeep
@266Pradeep 2 жыл бұрын
Mu ta janichi jetebele ame gaon re khelu khelu kichi bhul heijaye mo bou aage asi mate badae sethi na hele ghare. And mu eei bhali bahut dekhichi tankari pila ku asiki maranti aage. Incident Moral - e jibarana ra karma ra phala apanaku eei jibanare miliba. Ama ade loka kahanti gote word ghara bhanga.
@Goslow3037
@Goslow3037 2 жыл бұрын
Supreme court verdict: Law can't punish anyone in extra marital affair, except the victim (husband/wife) can ask for divorce in the ground.
@ipsitamishra2119
@ipsitamishra2119 2 жыл бұрын
This is very true.
@sampadbeherapintu9228
@sampadbeherapintu9228 2 жыл бұрын
Right
@naazsinghla8614
@naazsinghla8614 2 жыл бұрын
True
@puspanjalinayak8900
@puspanjalinayak8900 2 жыл бұрын
Right but tripti Amity hby ku chadibani karana bahut money achi na so kemity chadiba mu ta kebe b rahibini Amity pila saha jia ki aji nuha aji 2yr helani trupti kahiba anusare
@ronaldpotter5878
@ronaldpotter5878 2 жыл бұрын
@@puspanjalinayak8900 u think Babushan has more money?? U clearly has no idea about Ollywood actors. They hardly earn big money. Infact His Wife is from more affluent family . & Trupti is the mother of Babushan's Son. U think she will leave him that easily??
@sirishnaik2462
@sirishnaik2462 2 жыл бұрын
ମିଶ୍ର ବାବୁ କେବଳ ଖାଲି ଗୁଣ୍ଡା କଥା କହୁଛନ୍ତି, ବାରମ୍ବାର କିନ୍ତୁ ମୁଣ୍ଡା କଥା କହୁ ନାହାନ୍ତି, ସତ କଥା ପଚାରିଲେ ସେ ରାସ୍ତା ଆଡେଇ ଯାଇ ଅନ୍ୟ କଥା ଗୋପୀ ଯାଉଛନ୍ତି ହସ ଲାଗୁଛି ବୁଝିଲେ ମିଶ୍ର ବାବୁ 😀😀😀😀😀
@suniladas955
@suniladas955 6 ай бұрын
ପ୍ରକୃତି ଏବଂ ବାବୁଶାନ୍ ମାସ ମାସ ହୋଟଲ ରେ ରହୁଥିଲେ ଯେ pacharucchonti ସେ ଜଣିଲାନି କିପରି.
@MrKumar-fh9hc
@MrKumar-fh9hc 2 жыл бұрын
କି ମେଣ୍ଢା ଟେ କିରେ ଝିଅ ଉଲଗ୍ନ ହେଉଛି ବୋଲି ଲାଇନ ଲାଗୁଛି l କିଛି ଦିନ ଅପେକ୍ଷା କର ସେ ଝିଅ ତୋ ମୁହଁରେ କଳା ଯଦି ନବୋଳିଛି କହିବୁ l ଏବେ ବି ସମୟ ଅଛି ଝିଅ କୁ ଭଲ ବାଟ କୁ ନେଇଆସ l ନହେଲେ ଜଉ ଉତୁପତିଆ ଝିଅ ଜନ୍ମ ଦେଇଛୁ ଦିନେ l ରାଜ ରାସ୍ତା ରେ ତତେ ମୁଣ୍ଡ ନୁଆଇବାକୁ ପଡ଼ିବ l
@siridadasahubhai2474
@siridadasahubhai2474 2 жыл бұрын
Ye alajukia TA....... Parkuti chhada jhia 😇
@sudhirkumar-zr8cl
@sudhirkumar-zr8cl 2 жыл бұрын
ଝିଅ ଇଯତ୍ ବିକି ଏ ହାରାମି ବାପା ମଜା କରୁ ଥିଲା ,ଆଉ ଏବେ ବସି ରାଜନୀତି କରୁଚି ।
@patitakumarchoudhury9855
@patitakumarchoudhury9855 2 жыл бұрын
ମନ୍ମଥ ସାର ଆପଣ ଝିଅର କ୍ୟାରିଅର ପଛରେ ଗୋଡେଇଲେ ,, ସଂସ୍କାର ଶିକ୍ଷା ଦେଇନ, ସତ୍ୟ କୁ ସ୍ୱୀକାର କର , ଲୋକ ଜାଣନ୍ତି ଆପଣଙ୍କ ଝିଅ ର ଚରିତ୍ର. 🙏 ଆପଣଙ୍କ ଝିଅ ସେମିତି କିଛି ବଡ଼ ଅଭିନେତ୍ରୀ ନୁହଁ ,
@mamatamahapatro8168
@mamatamahapatro8168 2 жыл бұрын
ଏତେ ମିଛ କାହିଁକି କହୁଛନ୍ତି , ଆପଣଙ୍କ ଝିଅ ର ର ସବୁ ଭୁଲ,
@debasissahoo7403
@debasissahoo7403 2 жыл бұрын
Bapa Gauchi Vajana...Jhia karuchi Guest house re kirtana😀😀😆😆Best Bapa Jhia award ta tamara😆😆
@sandeepsahu.
@sandeepsahu. 2 жыл бұрын
😂😂😂😂
@promadamishra1397
@promadamishra1397 2 жыл бұрын
ଆଜ୍ଞା ଝିଅକୁ ଲଙ୍ଗୁଳୀ ସଜେଇ ପରଘର ଭାଙ୍ଗି ବାକୁ ପଠେଇ ଏବେ friendship ର ଦ୍ୱାହି ଦେଉଛ।ଲୁଚିଛି ନା ଗୋଡ ଦିଇ ଟା ଦିଶୁଛି।ଲୋକ ସବୁ ଜଣିଲେନି। Bollywood ର ବଡ ବଡ superstar ଙ୍କ ଅବସ୍ଥା ଯାହା ତାହା ସମସ୍ତେ ଜାଣିଛନ୍ତି ଆଉ ତମ ଝିଅ କଣ ଓଲଟେଇ ପକାଇବ ।
@bibhu4125
@bibhu4125 2 жыл бұрын
ଆପଣ ନିଜ ଝିଅ ର ଭୁଲ କୁ ଲୁଚାଇବାକୁ ଯାଇ ଲୋକଙ୍କ ନଜରରେ ଛୋଟ ହେଇଗଲେ। ଝିଅ ର ଇଜ୍ଜତ ତ ଯାହା ଥିଲା , ତା ସହିତ ଆପଣଙ୍କ ପାଇଁ ଲୋକଙ୍କ ମନରେ ଯେତେ ସମ୍ମାନ ଥିଲା ତାହା ମଧ୍ୟ ଆପଣ ହରାଇଦେଲେ। ନିଜ ଗୋଡ଼ରେ ନିଜେ କୁରାଢି ମରୁଛନ୍ତି।
@manoranjanaich8399
@manoranjanaich8399 2 жыл бұрын
ଲୋକଟା ପ୍ରୋଗ୍ରାମ କଲାବେଳେ ଯାହାଦିଶେ ଏ ଲୋକଟା ସେଭଳି ନୁହେଁ
@AR.Strings
@AR.Strings 2 жыл бұрын
ଆଜି ଜାଣିଲି କେହି ଦୋଷୀ ନୁହଁନ୍ତି. A ପ୍ରକାରର parents ଯାହା ପାଖରେ ଥିବ ସେ ଖରାପ ବାଟରେ ଯିବ ସତ୍ୟ..କାହିଁକି ନା jane bhala loka ହେବ ପାଇଁ ବାପା ମାଆ ଙ୍କର ସବୁଠୁ ବଡ଼ ହାତ ଥାଇ..
@susantibehera2909
@susantibehera2909 2 жыл бұрын
Right
@kumkumdas9619
@kumkumdas9619 2 жыл бұрын
ଇଏ ନିଜେ ବିବାହିତ ହେଇ ଛାତ୍ରୀ ଉଡାଇଥିଲେ, ତାଙ୍କ ଝିଅ କୁ support କରିବେ ହିଁ
@AR.Strings
@AR.Strings 2 жыл бұрын
@@kumkumdas9619 Han ki maam..apana ta pool kholi ଦେଲେ..
@shaktiprasadmahalik1177
@shaktiprasadmahalik1177 2 жыл бұрын
ଏଇ ବୋପା କୁ ମାଡ଼ ଦରକାର। ଡହରା ଭଳି କଥା ହଉଛି।
@pyarimohan3816
@pyarimohan3816 2 жыл бұрын
ଭଲ ହେଇଚି କିନ୍ତୁ ଆଉ ଟିକେ ଭଲ ହେଇଥାନ୍ତା ଧନ୍ୟରେ ତମ ଭଳି ଲୋକ ମାନଙ୍କୁ କିଏ ଜଜ କରି ସେଭଳି ଚେୟାର ରେ ବସାଉଛି ଯିଏ ନିଜର ଝିଅ କୁ ଏଭଳି ସପର୍ଟ କରି ଏଭଳି ମନ୍ତବ୍ୟ ଦେଉଛି ସେ ପୁଣି ଗୋଟେ ଜଜ
@abhaspadhan7335
@abhaspadhan7335 2 жыл бұрын
ଖାଲି କଣ ପଇସା ପାଇଁ blackmail ହୁଏ 🤔🤔
@bhagyashreesamantaray2379
@bhagyashreesamantaray2379 2 жыл бұрын
ଛିଃ ତୁ ବାପା ପୁଣି ! ଆଇନ ଦେଖାଉଛୁ
@manasranjan7213
@manasranjan7213 2 жыл бұрын
Over confidence believe to his daughter. He is trying to avoid many Questions
@balramkumbhar4524
@balramkumbhar4524 2 жыл бұрын
ଏ ମାନେ ଦର୍ଶକ୍ ଙ୍କୁ ମୁର୍ଖ ବନାଉ ଛନ୍ତୀ ବାପ prathana ଚେନାଲ୍ ରେ ଭକ୍ତି ସଂସ୍କୃତି ର କଥା କହୁଛି ଝିଅ ନଗ୍ନ ହୋଇ ସେଇ ଭାଷା ସଂସ୍କୃତି ବରବଦ୍ କରୁଛି
@prakashpinku2812
@prakashpinku2812 2 жыл бұрын
Law should be followed. Whatever the matter. In this regard I will support you but in emotional angle trupti is right but babushan is main culprit.
女孩妒忌小丑女? #小丑#shorts
00:34
好人小丑
Рет қаралды 10 МЛН
Они так быстро убрались!
01:00
Аришнев
Рет қаралды 2,9 МЛН
Pool Bed Prank By My Grandpa 😂 #funny
00:47
SKITS
Рет қаралды 18 МЛН
路飞太过分了,自己游泳。#海贼王#路飞
00:28
路飞与唐舞桐
Рет қаралды 43 МЛН
女孩妒忌小丑女? #小丑#shorts
00:34
好人小丑
Рет қаралды 10 МЛН