ଘରକୁ ହଠାତ ଆସିଲେ ମୁଖ୍ୟମନ୍ତ୍ରୀ, ସମସ୍ତେ କାବା | Odisha New CM Mohan Charan Manjhi | Odisha Reporter

  Рет қаралды 909,874

Odisha Reporter

Odisha Reporter

Ай бұрын

ରାଜ୍ୟର ମହିଳା ମାନଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ମୋହନ ସରକାର। ଯାହା ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଶପଥ ନେବାର 4 ଘଣ୍ଟା ପରେ ପୂରଣ କରିଦେଲେ। ରାଜ୍ୟର ବିଜେପି ସରକାର ବୁଧବାର ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #CMOfOdisha #News #MohanCharanMajhi #odisha #odishareporter

Пікірлер: 667
@ashokkumarchhotaray
@ashokkumarchhotaray Ай бұрын
ଓଡ଼ିଶାକୁ ଏଭଳି ମୁଖ୍ୟମନ୍ତ୍ରୀ ଦରକାର । ଏସି ରୁମ୍ ରେ ବସି ଖାଲି ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ । ଏମିତି ଲୋକ ଦରକାର ଯାହା ସହ ସାଧାରଣ ଲୋକ କଥା ହେଇ ପାରିବେ କିଛି ବାଧା ବନ୍ଧନ ନଥିବ ।
@Jagat_Sahoo1
@Jagat_Sahoo1 Ай бұрын
Right 🎉
@Hembramkola94
@Hembramkola94 Ай бұрын
Nice ❤❤
@Computer814
@Computer814 Ай бұрын
Hm re magia sabu ghare sr jibaki ku angle re tate e CM laguchi eta eta dekhania pai dekhina kaliku ku district re jahuchi
@hrusibhoi9700
@hrusibhoi9700 Ай бұрын
Bjd ku kumbhira kandana asuthiba
@Govindasoren
@Govindasoren Ай бұрын
Bhai CM only BBSR,PURI, Cuttack re emiti koribe aau
@RecoddiceOdia
@RecoddiceOdia Ай бұрын
ଏମିତି ମୁଖ୍ୟମନ୍ତ୍ରୀ ଟେ ଦରକାର ଥିଲା
@sitamanisoren6178
@sitamanisoren6178 Ай бұрын
Yes
@jagannathpatnaik8409
@jagannathpatnaik8409 Ай бұрын
ହଁ ହଁ ହଁ
@KhulanasundariOjha-sn5jm
@KhulanasundariOjha-sn5jm Ай бұрын
Yes ❤❤🎉😮
@kishorkumarbhitiria323
@kishorkumarbhitiria323 Ай бұрын
ଜଣେ ଗରିବ ମଣିଷ ହିଁ ଗରିବ ମଣିଷର ଦୁଃଖ ବୁଝିପାରେ। ମୋହନ ବାବୁ ଙ୍କୁ ରଜପର୍ବର ଅଭିନନ୍ଦନ🙏🙏
@sudhakarnayak5393
@sudhakarnayak5393 Ай бұрын
Right
@user-ro9rd5gy2e
@user-ro9rd5gy2e Ай бұрын
❤ new heart of odisha
@fakirmohansahoo2079
@fakirmohansahoo2079 Ай бұрын
ଓଡିଶା ଏମିତି ମୂଖ୍ୟମନ୍ତ୍ରୀ ଙ୍କୁ ପାଇ ବହୁତ ଗର୍ବିତ,❤❤❤😅🇮🇳👍🏾👍🏾👍🏾
@shukrachlani1800
@shukrachlani1800 Ай бұрын
ନବିନ ସରକାର ଟିକେଦେଖ ବିଜେପି ସରକାର କେମିତି ଘରଘର ବୁଲିଦୁଖସୁଖ ଵୁଜୁଛି ।
@hjkvvc
@hjkvvc Ай бұрын
Tama gharku gale kahiba
@Ds...12313
@Ds...12313 Ай бұрын
Sabu di diniyari....esabu nija ghara padasi thibe
@jagannathpatnaik8409
@jagannathpatnaik8409 Ай бұрын
ବୁଲିବେ ବୁଲିବେ ବହୁତ କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ,!
@ajitbiswal4104
@ajitbiswal4104 Ай бұрын
ତ ଘରକୁ କେବେ ଆସିବେ
@bnmohanty2553
@bnmohanty2553 Ай бұрын
ନୂଆ ନୂଆ ଏବେ ଘର ଘର ବୁଲୁଛନ୍ତି ଏମିତି କେତେ ଦିନ ? ସମୟ କହିବ ...😮😢😅
@user-he5bb2mk4j
@user-he5bb2mk4j Ай бұрын
ଏହିପରି ମୁଖ୍ୟମନ୍ତ୍ରୀ ଦରକାର ଆମ ଓଡ଼ିଶା ପାଇଁ
@tapandash6488
@tapandash6488 Ай бұрын
ସତରେ ନବୀନ ନବୀନ ଯୋଉ ମାନେ ହଉଥିଲେ ସେମାନେ ଟିକେ ଦେଖ.
@Computer814
@Computer814 Ай бұрын
Bhai tate ku angle te lagichi je ea CM pai tik Sarpanch pari laguchi
@tapandash6488
@tapandash6488 Ай бұрын
@@Computer814 ନବୀନ ଯେତେବେଳେ ପ୍ରଥମେ ଓଡିଶା କୁ ଆସିଲା କଣ କରୁଥିଲା ରୁବେନ ବାନାର୍ଜୀ ଲେଖିଥିବା ବହି ଟିକେ ପଢିଲେ ଜାଣିପାରିବୁ. ତମେ ସବୁ ମାଗଣା ଖାଇବାରେ ଓସ୍ତାଦ ଥିଲ. ସେଥିପାଇଁ ବହୁତ ବାଧୁଛି.ପାଣ୍ଡୁ ତ ତମ ସମସ୍ତଙ୍କୁ ଡ୍ୟାସ ମାରି ଚାଲିଗଲା. ଏବେ ବାଳ କୁ ଯେତେ ଭଡ ଭଡ ହେଲେ କିଏ ଶୁଣିବ.
@nandansahu3832
@nandansahu3832 Ай бұрын
Emananku kahanti matira manisa jie chotaru bada heichi. Nabin sir chotaru bada hei nahanti. Karana tanka bapa cm thile​@@Computer814
@BadBoy-ik4od
@BadBoy-ik4od Ай бұрын
​@@Computer814 ତୋ ପରି ମା ଗିହା କୁ ଜଣା ପଡ଼ିବନି
@Computer814
@Computer814 Ай бұрын
Ere labda sabu ghare he galua jiba ki samaya ku apekya kar Adani au Ambani tar ghare tar maa ku gehiki jibe
@pintuvillagetour
@pintuvillagetour Ай бұрын
ଓଡ଼ିଶାକୁ ଏହି ଭଳି ସାଦାସିଧା ମୁଖ୍ୟମନ୍ତ୍ରୀ ଦରକାର ଥିଲା , ଯିଏ ଜନପ୍ରତିନିଧି ସିଏ ସମସ୍ତଙ୍କ ପାଇଁ ସମାନ .. ସେ ଧନୀ ହେଉ କି ଗରିବ ❤❤
@shukrachlani1800
@shukrachlani1800 Ай бұрын
ମୁଖ୍ୟମନ୍ତ୍ରୀ ଏମିତିକା ହବାଦରକାର୍
@srinibaspal6574
@srinibaspal6574 Ай бұрын
ନବୀନ ବାବୁ ଆଉ ଆଜିର ମୁଖ୍ୟ ମନ୍ତ୍ରୀ ଭିତରେ ବହୁତ୍ ଫରକ୍ l BJP ସରକାର ଯାହା କୁହେ କରିକି ଦେଖାଏ ପ୍ରମାଣିତ ହେଲା l
@jagabandhumeher7923
@jagabandhumeher7923 Ай бұрын
ମୁଖ୍ୟମନ୍ତ୍ରୀ ହେବତ ଏମିତି, ଜୟ ଶ୍ରୀ ରାମ
@sourabhabehera
@sourabhabehera Ай бұрын
25 ବର୍ଷ ପରେ ଦେଖି ଲି cm goad bele CM ମୋହନ sir
@alokswain7693
@alokswain7693 Ай бұрын
ଏମିତି ମୁଖ୍ୟମନ୍ତ୍ରୀ ଆମର ଦରକାର ଥିଲା
@mamuni-je2pt
@mamuni-je2pt Ай бұрын
ଆମ ଘର କୁ ବି ଆସନୁ ସାର୍❤❤
@anandaelectrical973
@anandaelectrical973 Ай бұрын
ଜିବା ଜିବା
@mamuni-je2pt
@mamuni-je2pt Ай бұрын
Ok
@jeetendapanda2591
@jeetendapanda2591 Ай бұрын
Nischaya jiba
@prasantamohapatra7767
@prasantamohapatra7767 Ай бұрын
ନବୀନ ବାବୁ ଟିକେ ଦେଖ, ମୁଖ୍ୟମନ୍ତ୍ରୀ କେମିତି ହୁଅନ୍ତି, ନିଜକୁ ଟିକେ ସମୀକ୍ଷା କର l
@hjkvvc
@hjkvvc Ай бұрын
Janka gharku jaichanti kie tanka bandhu bandhaba adibasi gharku kou general gharku gale kahiba gale li
@speed7721
@speed7721 Ай бұрын
​@@hjkvvc haire maghia tate sabu jinisa re ST SC general dise ki
@pradhansrimanee7588
@pradhansrimanee7588 Ай бұрын
Kichhi dina wait kara
@sourabhasahoo40
@sourabhasahoo40 Ай бұрын
Right
@jayjagannath9165
@jayjagannath9165 Ай бұрын
Wsit and see
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc Ай бұрын
Bjd ସମୟରେ ଯେଉଁ ଦୁର୍ନୀତି ହୋଇଛି ତାର ପର୍ଦ୍ଦା ଦାସ। ନା କଲେ ପୁର୍ନବାର ଜିତିବା ସମ୍ବନ୍ ନୁହଁ ।
@tapancharanswain-sg8et
@tapancharanswain-sg8et Ай бұрын
ଏମିତିକା ମନ୍ତ୍ରୀ ଦରକାର❤ ଜୟ ଶ୍ରୀ ରାମ୍
@er.5165
@er.5165 Ай бұрын
U R great Sir 💯❤❤❤
@amitaacharya9342
@amitaacharya9342 Ай бұрын
ମୋହନ ମାଝି ଙ୍କ ପାଇଁ ଆମ ଓଡ଼ିଆ ଗର୍ବିତ। ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ମୋର ବିନମ୍ର ପ୍ରଣାମ।
@bajuramsamad9009
@bajuramsamad9009 Ай бұрын
New CM jindabad....
@LipuBhoi-jg8vw
@LipuBhoi-jg8vw Ай бұрын
ସବୁ ବେଳେ ଏମିତି ଜିଲ୍ଲା ଜିଲ୍ଲା ବୁଲି ସମସ୍ତଙ୍କ ଦୁଃଖ ବୁଝିଲେ ଭଗବାନ୍ ଖୁସି ହେବେ
@srksunil9516
@srksunil9516 Ай бұрын
C m is. Great b j p leder
@user-gv5xh8rm2f
@user-gv5xh8rm2f Ай бұрын
ଧନ୍ଯବାଦ ଏମିତି ହେବା କଥା। ଜୟ ବୀର ହନୁମାନ କଂ ଆଶ୍ର୍ରିବାଦ ରହୁ।
@DhirenNanda
@DhirenNanda Ай бұрын
ଜୟ ଜଗନ୍ନାଥ ପ୍ରଭୁ ଏସବୁ ଗର୍ବିତ ଅହଂକାର ନେତା ଓ କୁଜି ନେତା ଜାଣି ରଖନ୍ତୁ ଓଶିଖନ୍ତୁ
@gangadharsatapathy316
@gangadharsatapathy316 Ай бұрын
ଏହି ଭଳି ମୁଖ୍ୟମନ୍ତ୍ରୀଙ୍କୁ ଭାଷାରେ ତ କହି ହେବନି ତଥାପି ଭଗବାନ୍ ଆଶୀର୍ବାଦ ଦିଅନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ।❤❤
@paintingwithbishnuart7387
@paintingwithbishnuart7387 Ай бұрын
ଏ ହେଉଛନ୍ତି ଦୀନବନ୍ଧୁ ଦରଦୀବନ୍ଧୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି 🙏🙏🙏🙏🙏🙏💐💐💐🚩⚘🌷🌷🚩🚩🚩🚩🚩ଆମେ ଓଡିଆ ଗର୍ବିତ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ ରାଧେ ରାଧେ
@sunaramhembram1603
@sunaramhembram1603 Ай бұрын
ଏମିତି ମୁଖ୍ୟମନ୍ତ୍ରୀଙ୍କୁ ମୁ 100 ଜୁହାର, ମୋତେ ଏ ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା , ମୁ ମୟୁରଭଞ୍ଜ ରୁ ଦେଖୁଚି ଜୟ ବିଜେପି ❤️♥️♥️♥️👌👌👌👌😄😄😄😄
@rkpspecial1770
@rkpspecial1770 Ай бұрын
ମୁଖ୍ୟ ମନ୍ତ୍ରୀ ସାର ଙ୍କୁ ମୋର ଏବଂ ଓଡିଶା ବାସି ଙ୍କ ତରଫରୁ ବିନମ୍ର ଆବେଦନ କି ଓଡିଶା ରେ ମଦ ବନ୍ଦ ହେଉ 🙏🙏🙏
@auroasishmitu5798
@auroasishmitu5798 Ай бұрын
ବହୁତ୍ ସୁନ୍ଦର ଭାବରେ କାର୍ଯ୍ୟ ସମ୍ପାଦନ କରି ଚାଲିବାକୁ ଯେଉଁ ପଦକ୍ଷେପ, ତାହା ଅତ୍ୟନ୍ତ ଆଦୃତ ll ମା ଦିବ୍ୟ ଜନନୀ ପରମା ଭଗବତୀ ପରମ ପ୍ରଭୁ ଙ୍କ ଅଶେଷ କୃପା କରୁଣା ସଦା ସର୍ବଦା ତୁମ ଉପରେ ଥାଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ ll💜💜😊😊🌹🌹🙏🏻🙏🏻
@bipinbiharpalai53
@bipinbiharpalai53 Ай бұрын
ଆଜି ବହୁତ ଭଲ ଲାଗୁଚି ନୂଆ ମୁଖ୍ୟ ମନ୍ତ୍ରୀ କୁ ଦେଖିକି..
@BhagabanDigal-xc8cm
@BhagabanDigal-xc8cm Ай бұрын
ଓଡ଼ିଶା ରେ ଏଭଳି ମୁଖ୍ୟମନ୍ତ୍ରୀ ହିଁ ଦରକାର ଥିଲା 🙏🙏🙏🙏❤❤❤❤
@rajanisahu1586
@rajanisahu1586 Ай бұрын
ଆଦିବାସୀ ଭାଷା ରେ କଥା ହୋଇ ସେମାନଙ୍କ ଦୁଃଖ ବୁଝିବା ଖୁବ୍ ଗର୍ବ ଓ ଗୌରବର କଥା । ଲୋକଙ୍କ ଦୁଃଖ ଏଭଳି ବୁଝିବା ଦରକାର ।
@hjkvvc
@hjkvvc Ай бұрын
Adibasi Katha ka bujha general loka kuade jibe
@edutainment2513
@edutainment2513 Ай бұрын
​@@hjkvvc garibanku aga dyana diajau ta pare samastanka katha bujha heba.
@hjkvvc
@hjkvvc Ай бұрын
@@edutainment2513 ST loka gariba boli kie kahuchi
@oceancurrents00
@oceancurrents00 Ай бұрын
Arey cm odia v bhala se janichi, se first gote teacher hin thile. ​@@hjkvvc
@hjkvvc
@hjkvvc Ай бұрын
@@oceancurrents00 odia re Kan sabu official kama hauchi top level kamaku English re hue jemiti civil kama
@user-zm1xt1ke6x
@user-zm1xt1ke6x Ай бұрын
ହେ ମହାନାୟକ, ଆପଣଙ୍କୁ ମୁଁ ଏଇଠୁ ପ୍ରଣାମ କରୁଚି
@satrughnanaik4393
@satrughnanaik4393 Ай бұрын
ଖୁବ ଖୁସି ଲାଗିଲା 🙏🙏👌👌
@tapanmahakul4552
@tapanmahakul4552 Ай бұрын
Modi ji u great
@rknanda7733
@rknanda7733 Ай бұрын
Best of lock sir
@gananathsahu1580
@gananathsahu1580 Ай бұрын
Aji Nayak movie dekhala bagir laguchhe salute cm sir
@Megha-ij8eo
@Megha-ij8eo Ай бұрын
Sathe ta
@user-hw9cw6lo6u
@user-hw9cw6lo6u Ай бұрын
ଦୁଃଖ ସୁଖରେ ସାଥୀ ହେଉଥିବା ମୁଖ୍ୟ ମନ୍ତ୍ରୀ ଦରକାର ❤❤
@kalandimurmu3303
@kalandimurmu3303 Ай бұрын
Mohan ji is great hearted man
@ganeswarbehera-fj6yu
@ganeswarbehera-fj6yu Ай бұрын
ଧନ୍ୟବାଦ ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଭାଇ ଙ୍କୁ । ଧନ୍ୟବାଦ ଓଡ଼ିଶା ରିପୋର୍ଟଟରକୁ । ଜୟ ଶ୍ରୀରାମ, ଜୟ ଜଗନ୍ନାଥ
@ganeswarbehera-fj6yu
@ganeswarbehera-fj6yu Ай бұрын
@SagarMalik-or7iy
@SagarMalik-or7iy Ай бұрын
ନବିନ କେବେ କରିବ ଘରକୁ ଯାଇଛନ୍ତି ନବିନ କେବେ କରିବ ପିଲାଙ୍କୁ କୋଳରେ ବସେଈ ଛନ୍ତି ଦେଖରେ ଓଡିଶା
@iswarmuduli8271
@iswarmuduli8271 Ай бұрын
Our state needs such type of CM who will directly interact with the people and make out their sufferings and govern our state in a right direction.
@pramodjhankar9720
@pramodjhankar9720 Ай бұрын
ବହୁତ ସୁନ୍ଦର ସରକାର
@DiluBehera-pw9jp
@DiluBehera-pw9jp Ай бұрын
ବିଜେପି ସରକାରଙ୍କୁ ମୋର ଗୋଟିଏ ଅନୁରୋଧ ଆମ ଓଡ଼ିଶାରେ ଯେତେ ଶ୍ରମିକ ମାନେ କାମ କରୁଛନ୍ତି ତାଙ୍କର ଦୈନିକ ମଜୁରୀ ୫୦୦ ଟଙ୍କାରୁ ୬୦୦ କରିଦିଅନ୍ତୁ ତା ହେଲେ ଆମ୍ବେ ବହୁତ୍ ଖୁସି ହୋବୁ
@WahidAli-cj8jb
@WahidAli-cj8jb Ай бұрын
Good man
@bijaykhuntia
@bijaykhuntia Ай бұрын
ପ୍ରତ୍ୟେକ ଜିଲାରେ ଜଦି ପ୍ରଶାସନ ମାନେ ଠିକ୍ ଭାବରେ ରେ କାମ କାର୍ଯ୍ୟ କରିବେ ତାହାଲେ ରାଜ୍ୟକୁ ନଂ1 ହେବାକୁ କେହି ଅଟକାଇ ପାରିବେନି😢🌷🙏ପ୍ରଭୁ ଜଗନ୍ନାଥ ସବୁ ଭଲ କରନ୍ତୁ ଆମ ଓଡିଶା ବାସୀଙ୍କର❤
@LokanathBehera-ip3ll
@LokanathBehera-ip3ll Ай бұрын
ମାନ୍ୟବର। ମୁଖ୍ୟମନ୍ତ୍ରୀଙ୍କୁ। ମୋର। ନିବେଦନ ଏଇଭଳି। ପ୍ରୟାସ ଜାରି। ରଖିଲେ। ଆପଣ। ସମସ୍ତଙ୍କ। ହୃଦୟରେ।ନମସ୍ୟ। ହୋଇ। ଯିବେ। ଆପଣଙ୍କ। ଚଲାପଥ। କୁସୁମିତ ହେଉ
@loveyouodisha6354
@loveyouodisha6354 Ай бұрын
ଦେଖି ଲାଗୁଛି ମୁଖ୍ୟମନ୍ତ୍ରୀ କେବଳ ଏକ ପଦ ନୁହେଁ, ଏହା ମୁଖ୍ୟ ସେବାର ମାଧ୍ୟମ
@adumallick2027
@adumallick2027 Ай бұрын
ରାସ୍ତା କଡ଼ରେ ଜୀବନ ବିତାଉ ଥିବା ଯା ଯା ବର ମାନକଂ ପାଇଁ ବିଚାର କରାଯାଉ
@sonakhadancreative5828
@sonakhadancreative5828 Ай бұрын
ଅଲଚିକି ଭାଷା ନୁହେଁ ଆଜ୍ଞା । ଅଲ ଚିକି ହେଉଛି ସାନ୍ତାଳି ଭାଷା ର script
@pankajinimishra1139
@pankajinimishra1139 Ай бұрын
Khali alachiki kahile hebani samastanka katha bujhiba darkar Apana odisha basinkara c.m.
@sonakhadancreative5828
@sonakhadancreative5828 Ай бұрын
@@pankajinimishra1139 angya see ebe heuchanti odishara cm gotie jati ki dharma madhya re simita nahanti. samastanku neiki kama kiribe chinta karantu nahi. Eha purbaru jaumane cm thile semane kon gotiya jati o dhorma ku pradhanya deuthile ki ? Au bhasa kotha. Se nija matru bhasa re baktbya kimba lokanko sahita bartalap koriparibe. Cm nija jati bhai sahita nija matru bhasa re kotha hele boli apon dorijauchanti kahinki?
@Smi-le290
@Smi-le290 Ай бұрын
2029 re puni thare ନବୀନ ସର୍ ଆସିବେ❤❤❤🎉🎉
@sagarikaswain4248
@sagarikaswain4248 Ай бұрын
ଭାଷା ଅଲଚିକ୍ ନୁହେଁ।ଅଲଚିକ୍ ହେଉଛି ବର୍ଣ୍ଣମାଳା। ଭାଷା ହେଉଛି ସାନ୍ତାଳୀ।
@samirtung2622
@samirtung2622 Ай бұрын
Best service
@chandramajhi8049
@chandramajhi8049 Ай бұрын
JAI shree Ram Satya meba jaite 🙏🙏🙏
@pinakikandi9274
@pinakikandi9274 Ай бұрын
ଜୟ ଜଗନ୍ନାଥ ଆମକୁ କାମ ଦରକାର୍। କେବଳ ପରିବର୍ତ୍ତନ। ଜୟ ଜଗନ୍ନାଥ ⭕‼️⭕🙏🙏🙏🙏
@banamalibehera8781
@banamalibehera8781 Ай бұрын
THIK PAANDU O SURA JEMITI KARUTHILE.
@saradaswain7600
@saradaswain7600 Ай бұрын
Proud to be see a CM with 100% Odia.
@saratmohanty4255
@saratmohanty4255 Ай бұрын
କିଛି କାମ ନ କଲେ ମଧ୍ଯ ଏହି ଭଳି ଗରିବ ଲୋକଙ୍କ ସହିତ ମିଶିଲେ ସେଇଟା ଆମର ଗର୍ବ......
@santoshjena805
@santoshjena805 Ай бұрын
Congrats to the Hon'ble C.M.Odisha .You are great and ventilated the grievances of the public being present in their house Lokanka sarkar .Well done..Jay Jagannath.
@pkmd3944
@pkmd3944 Ай бұрын
କଣ କେବଳ ଆଦିବାସୀ ମାନଙ୍କର ଅସୁବିଧା ଅଛି ଓଡିଶା ରେ ଆଉ କାହାରି ନାହିଁ.....
@surendrasahu1989
@surendrasahu1989 Ай бұрын
Bahut badhiya
@babulidas121
@babulidas121 Ай бұрын
ମୁଖ୍ୟ ମନ୍ତ୍ରୀ ହେବ ତ ଏମିତି ❤ ଲଭ ୟୁ ସାର
@ajanajani6109
@ajanajani6109 Ай бұрын
All the best sir
@user-oe4zp3xs1c
@user-oe4zp3xs1c Ай бұрын
❤❤❤great cmsir❤❤❤modijiwel🙏🙏🙏
@pilukumarrout9539
@pilukumarrout9539 Ай бұрын
ଏମିତିକା ମୁଖ୍ୟ ମନ୍ତ୍ରୀ ହିଁ ଦରକାର
@LipuBhoi-jg8vw
@LipuBhoi-jg8vw Ай бұрын
ଜୟ ବିଜେପି ଦିଲ୍ ସେ ସଲାମ୍ ମୋହନ୍ sir ଥ
@SujitSahu-vi3nb
@SujitSahu-vi3nb Ай бұрын
You are right sir i salute
@hjkvvc
@hjkvvc Ай бұрын
First manji potile sina chera katibe
@ashwinikalta7587
@ashwinikalta7587 Ай бұрын
ମୁଖ୍ୟ ମନ୍ତ୍ରୀ ହେବ ତ ଏମିତି ❤🙏
@srimangalkalo2964
@srimangalkalo2964 Ай бұрын
ଆଦିବାସୀ ର ଜଙ୍ଗଲ ଜମି ପଟ୍ଟା ଦିଆଯାଉ
@BadBoy-ik4od
@BadBoy-ik4od Ай бұрын
ଦେଖ ବେ ଗେଣ୍ଡା ଦଳିଆ ୟାକୁ ହିଁ କୁହାଯାଏ ମୁଖ୍ୟମନ୍ତ୍ରୀ ତୁମ ବାପ କେବେ ବି ଏମିତି ଲୋକ ଙ୍କ ପାଖକୁ ଯାଇଥିଲା କି ବେ??
@deepti0143
@deepti0143 Ай бұрын
Our new cm m .Charan majhi congratulations sir please you support your own religion but please don't ignore others religion because everyone believe you so don't forget ❤
@SASH27O
@SASH27O Ай бұрын
Primarily relegion divides allllll of us
@somanathdash3718
@somanathdash3718 Ай бұрын
Great to see this From Our New CM sir
@user-nt5qc1wh5j
@user-nt5qc1wh5j Ай бұрын
ଏମିତି ମୁଖ୍ୟମନ୍ତ୍ରୀ ଆମର୍ ଦରକାର ଥିଲା
@debabrata98
@debabrata98 Ай бұрын
Jay Jagannath 🙏🏽🙏🏽 ରାଧେ ରାଧେ 🙏🏽🙏🏽
@PrasannaKumarpanigrahi
@PrasannaKumarpanigrahi Ай бұрын
ମୋର, ଘର, ଟିଏ, ମିଳୁ, ମୋହନ, ମାଝୀ, ଚିଫି, ମିନିଷ୍ଟର, କାଦୁଅପଡା, ପାଟଣା, ମୋତେ, କିଛି, ମିଳିନାହିଁ, 🌹❤️👍
@trilochanpradhan7940
@trilochanpradhan7940 Ай бұрын
Jay jaganatha agya amebhabithilu nuya mukhya matri kichi karibeni aha, ki sundara bebahara dhanya bada sar apanaku bhetibaku manaheuchi tameta kalikatare pila padu chanti jaganathanka barada thile nishaya dekhibaku jibu❤❤❤❤❤❤❤❤❤❤❤❤❤❤❤❤❤
@miragouda-ke3xx
@miragouda-ke3xx Ай бұрын
ଧନ୍ୟବାଦ ନୁଆ ମୁଖ୍ୟମନ୍ତ୍ରୀ
@anandaelectrical973
@anandaelectrical973 Ай бұрын
ବିକାଶ ହେବାରେ ଭାଇ ବିକାଶ ହେବା
@susilkumarmuna3411
@susilkumarmuna3411 Ай бұрын
ମହା ପ୍ରଭୁ ଶ୍ରୀ ଜଗ୍ନାଥଙ୍କର ଆଶ୍ରିବଦ ରେ ଆସିଛନ୍ତି odisha new cm Mohan sir
@crickethungama313
@crickethungama313 Ай бұрын
ମତେ ଗ୍ରବ ଲାଗୁଛି ଧିର୍ଗ 24 ବର୍ଷ ପରେ ଏମିତି କା ମୁଖ୍ୟମନ୍ତ୍ରୀ
@gopinathsoren9216
@gopinathsoren9216 Ай бұрын
ଜଉ ସାନ୍ତାଳୀ ଲୋକ ମାନେ ମୁଖ୍ୟ ମନ୍ତ୍ରୀ ସହ କଥା ହେଉଥିଲେ ସେମାନେ ସବୁଠୁ ବଡ଼ ବଡ଼ ଚୁର
@satyabratsamal7977
@satyabratsamal7977 Ай бұрын
Hope karuchi this behaviour of our cm will continue till the next election 😊😊
@rjf.ftiktok5597
@rjf.ftiktok5597 Ай бұрын
You are great heartest CM all over world sir
@kuntalamahanandkuntala
@kuntalamahanandkuntala Ай бұрын
great job cm sir bahut khus laglla
@LipuBhoi-jg8vw
@LipuBhoi-jg8vw Ай бұрын
ଆଉ 25 ବର୍ଷ bjd ଆସି କଣ କରିଛି ମୁଖ୍ୟ ମନ୍ତ୍ରୀ ଙ୍କୁ ଦେଖିବାକୁ ବି ମିଲୁ ନଥିଲା ହେଲେ ଆଜି ସମୟ ବଦଳି ଯାଇଛି ଯାହା ଖୋଜୁଥିଲେ ଲୋକ ଯେମିତି ଖୋଜୁଥିଲେ ସେମିତି ମୁଖ୍ୟମନ୍ତ୍ରୀ ଆଜି ସମସ୍ତେ ପାଇ ଯାଇଛନ୍ତି
@tumbheswardharua1946
@tumbheswardharua1946 Ай бұрын
Well cm good work jay adibasi heart is great
@padmalnaik8017
@padmalnaik8017 Ай бұрын
Tq sir
@sahadevparida6055
@sahadevparida6055 Ай бұрын
ମନ୍ତ୍ରୀ ହେବ ତ ଏମିତି 🙏🙏🙏🙏
@dulamajhi1383
@dulamajhi1383 Ай бұрын
ସାନ୍ତାଳମାନଙ୍କର ଭାଷାକୁ ସାନ୍ତାଳୀ ଏବଂ ଲିପିକୁ ଅଲଚିକି କୁହାଯାଏ |
@MrGGMG99
@MrGGMG99 Ай бұрын
100% Better than Naveen
@sailendramuduli3014
@sailendramuduli3014 Ай бұрын
Wait and watch
@bipinkumarpani726
@bipinkumarpani726 Ай бұрын
Very nice sir Apanaku pranama 🙏
@DiluBehera-pw9jp
@DiluBehera-pw9jp Ай бұрын
ଆମ ଓଡ଼ିଶାରେ ଯେତେ ଶ୍ରମିକ ମାନେ କାମ କରୁଛନ୍ତି ତାଙ୍କର ଦୈନିକ ମଜୁରୀ ୫୦୦ ରୁ ୬୦୦ ଟଙ୍କା କରା ଯାଉ ତାହେଲେ ଆମେ ଖୁସି ହେବୁ
@ajitkumarpattanaik9804
@ajitkumarpattanaik9804 Ай бұрын
ଲୋକଙ୍କୁ ଦେଖାଇବା ପାଇଁ ପ୍ରହସନ।
@user-gv5xh8rm2f
@user-gv5xh8rm2f Ай бұрын
ଧନ୍ଯବାଦ
@deepakkumarghoshd2574
@deepakkumarghoshd2574 Ай бұрын
Great sir 🙏🙏🙏
@Kalinga_3
@Kalinga_3 Ай бұрын
Very good
@mukul2451
@mukul2451 Ай бұрын
Yeh hota hai CM ...... aise hi cm hone chahiye . Jaii ho BJP MODI SARKAAR 💪🇮🇳🦁🚩🚩🚩🚩
@sagarsahu7849
@sagarsahu7849 Ай бұрын
Good minister
@user-tx8dg1oi8c
@user-tx8dg1oi8c Ай бұрын
He is a great leader
@h.k.rana...edit143
@h.k.rana...edit143 Ай бұрын
Jay koshal ❤ jay maa samalei ❤
@ghanashyamsethi5537
@ghanashyamsethi5537 Ай бұрын
Very good man CM majhi
Inside Out 2: Who is the strongest? Joy vs Envy vs Anger #shorts #animation
00:22
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН
Alex hid in the closet #shorts
00:14
Mihdens
Рет қаралды 13 МЛН
Ahe nila saila || Barnali Hota || bhakta salabega || jagannath Bhajan ||
8:04
Bibhuti Swain Galatainment
Рет қаралды 241 М.
President Droupadi Murmu arrives in Baripada || KalingaTV
8:44
Kalinga TV
Рет қаралды 1,9 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22