Govt Quarter Of Ex-MLA Pranab Prakash Das Demolished, Discussion With Former Administrative Official

  Рет қаралды 82,940

Kanak News

Kanak News

8 күн бұрын

discussion on the demolition of the government quarter belonging to former MLA Pranab Prakash Das. Hear insights from a former administrative official on the reasons and implications of this development
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews #GovtQuarter #PranabPrakashDas #BJD

Пікірлер: 159
@RanjanKumar-mx1ki
@RanjanKumar-mx1ki 6 күн бұрын
ବବି ଦାସ ନାଁ ରେ ତୁରନ୍ତ କେସ କରାଯାଉ ଓ GA Dept ର କିଛି ଯନ୍ତ୍ରୀ ଙ୍କୁ ବନ୍ଧା ଯାଉ
@factsunloaded4808
@factsunloaded4808 6 күн бұрын
Yeh parjanta sabu paisa Tamil nadu shift hei saribani 🎉
@user-yr1hq5ei7d
@user-yr1hq5ei7d 6 күн бұрын
Pandia. Ku. Arrest. Kara. Jau. Plis. Sabse. Satya. Dhara. Padiba.
@user-or9zg7kb7m
@user-or9zg7kb7m 6 күн бұрын
ମୋର ଆଜିବି ଶାସନ ବ୍ୟବସ୍ତା ଉପରେ ସନ୍ଦେହ ହେଉଛି ଜଣେ ସାଧାରଣ ଲୋକ ଯିଏ ସରକାର ଙ୍କ ସମ୍ପତି କୁ ନଷ୍ଟ କରିଚାଲିଛି ତା ବିରୁଦ୍ଧରେ ଆଲୋଚନା ଚାଲୁଛି ପଦକ୍ଷେପ କେବେ ନବ କଣ ସେ ସବୁ ଭାଙ୍ଗି ପ୍ରମାଣ ନଷ୍ଟ କରିସାରିବା ପରେ ଧନ୍ୟରେ ସରକାର ଧନ୍ୟ ତୁମ ପାଦକୁ ଜୁହାର 🙏🙏🙏🙏🙏
@JogeswarMajhi-lt7hj
@JogeswarMajhi-lt7hj 6 күн бұрын
Right
@user-re3xt2fp6z
@user-re3xt2fp6z 6 күн бұрын
Absolutely correct
@prakashmahapatra2182
@prakashmahapatra2182 6 күн бұрын
ସରକାର କଣପାଇଁ ନିରବ ରହୁଛନ୍ତି. ଅନୁରୋଧ ଶୀଘ୍ର ଉଚିତ ପଦକ୍ଷେପ ନିଅନ୍ତୁ. ଏତିକି ଆଶା.
@laxmidharapanda6086
@laxmidharapanda6086 6 күн бұрын
ଅତି ସିଆଣିଆ ବବି କହୁଛି କ୍ଵାଟର ପାଇଥିବା ବେଳେ ଯେମିତି ଥିଲା ସେମିତି ଅବସ୍ଥାରେ ସରକାରଙ୍କୁ ଫେରାଇବ ! ଠିକ କଥା ! ତୁ ଯେତେବେଳେ ପ୍ରଥମେ ବିଧାୟକ ହୋଇ ଆସିଥିଲୁ ତୋ ଅବସ୍ଥା ଯେମିତି ଥିଲା ଓ ତୋର ସମ୍ପତ୍ତି ଯେତିକି ଥିଲା ହାରିଗଲା ପରେ ଏବେ ଠିକ ସେହି ଅବସ୍ଥା ଓ ସେତିକି ସମ୍ପତ୍ତିଧରି ଘରକୁ ଫେରିଯା ! ଯଦି ଅଶୋକଦାସଙ୍କ ଅସଲି ପୁଅ ହୋଇଥିବୁ ଅଧିକ ସମ୍ପତ୍ତିକୁ ନଷ୍ଟକରି ଘରକୁ ଫେରିବୁ !
@pranaya3971
@pranaya3971 6 күн бұрын
PWD ଏବଂ civil engineering କୁ ଆଗ ଧରିକି ଜେଲ ପୁରାଣ।
@factsunloaded4808
@factsunloaded4808 6 күн бұрын
Private contractor banei thibe...e bhaliya ama tax payer paisa hariloot kari nije luxury life lead karuthile yeh bjd waala🎉
@DurgaRout-j1s
@DurgaRout-j1s 6 күн бұрын
Absolute true😅😅😅
@abanipradhan
@abanipradhan 6 күн бұрын
ନୂଆ ସରକାର କରୀ ଆମେ ଭୁଲ୍ କରିଦେଇଚେ କି,,,, ତୁମେ ଖାଇଲ ଆମେ ଖାଇବୁ କେହି କିଛି କହିବା ନାହିଁ,, ସେମିତି ଲାଗୁଛି ଏମିତି ଦେଖି,,,,,, ଏଇ ଗୋଟିଏ news ନୂଆ ସରକାର କୁ ତଳେ ପକେଇ ଦେବ 😂😂😂😂ଜୟ ଜଗନ୍ନାଥ🙏🙏🙏🙏🙏🙏
@benudharpradhan4323
@benudharpradhan4323 6 күн бұрын
Bobby ଦାସ, ଭାବୁଛି ସେ ଘର. ତାଙ୍କ ପୈତୃକ ସମ୍ପତି ଭାବୁଛି. ତା ଉପରେ ଶୀଘ୍ର action ନିଆ ଜାଉ. Bobby ଦାସ ର ସବୁ ସମ୍ପତି ବ୍ୟଜପ୍ତି କରାଯାଉ. ନୂଆ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କୁ ଅନୁରୋଧ କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ.
@bapujibandhupattnaik3119
@bapujibandhupattnaik3119 6 күн бұрын
ଚୋର ସରକାର ଥିଲା.
@JogeswarMajhi-lt7hj
@JogeswarMajhi-lt7hj 6 күн бұрын
ଏପରି ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା କୁ ସରକାର ହାଲକା ଭାବେ ନିଅନ୍ତୁ ନାହିଁ,, ନ ହେଲେ ଲୋକଙ୍କ ଆସ୍ଥା ତୁଟିଯିବ।
@pratapjena1193
@pratapjena1193 6 күн бұрын
ଓଡ଼ିଶାର ଟଙ୍କା କୁ ଏହି ଡକାୟତ ମାନେ ସବୁ ଲୁଟ୍ କରି ରାଜସୁଖ କରୁଥିଲେ
@ManjariManjari-p6f
@ManjariManjari-p6f 6 күн бұрын
Action should be taken present Director of Estate.
@ArunDas-hc5zz
@ArunDas-hc5zz 6 күн бұрын
ଏଇଟା ସରକାରୀ ଘର ନା ପୈତୃକ ସଂପତ୍ତି ,ନିର୍ମାଣ ହୋଇଛି,ଯେଉଁ ଭାବରେ ହେଉ।ଭାଙ୍ଗିବାର ଅଧିକାର ବବି କୁ ଦେଲା କିଏ? ତୁରନ୍ତ ଆଇନ ଗତ କର୍ଯ୍ୟାନୁସ୍ଥାନ ନିଆ ଯାଉ ଓ ଅସୁଲ କରାଯାଉ ।
@jagannathmishra5300
@jagannathmishra5300 6 күн бұрын
ସରକାର ଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି।
@PrativaMohanty-in1ti
@PrativaMohanty-in1ti 6 күн бұрын
GA dept is accountable for this
@Das14391
@Das14391 6 күн бұрын
ମୋହନ ସରକାର କଣ ସୋଇଛନ୍ତି ଲଜ୍ୟା ଲଜ୍ୟା ଆକ୍ସନ କଣ ପାଇଁ ନାହିଁ
@maheswarjena8845
@maheswarjena8845 6 күн бұрын
Right sir
@abhiramsahoo5642
@abhiramsahoo5642 6 күн бұрын
ନୂଆ ସରକାର କଣ କିଛି ଦେଖିପାରୁନାହାନ୍ତି ? ବଡବଡ କଥା,ହେଲେ କାମରେ ନୁହନ୍ତି ! ଏ ନୂଆ ସରକାର ଅନଭିଜ୍ଞ ବା ଭିତରେ ଏବେ ବି କୋଳାକୋଳି ନୀତିରେ ସବୁ ଦେଖି ଶୁଣି ଚୁପ୍ ରହୁଛି ! ଏପର୍ଯ୍ଯନ୍ତ ବ୍ଯୁରୋକ୍ରାଟ୍ ବଦଳିଲେନି ! ମୁଖ୍ଯ ଶାସନସଚିବ ସ୍ଥିର ହୋଇପାରୁନି ! ଏ କି ପ୍ରକାର ଉନ୍ନତି କରିବେ ?
@user-lf2ti2vq8t
@user-lf2ti2vq8t 6 күн бұрын
Nua sarkar janiiparunhanti bodhe ki kana karajiba public matileni jaldi actions nia
@Business-inodia
@Business-inodia 6 күн бұрын
Sir Odisha re kichhi Act nahi.If we done Naveen Patnaik Jindabad & Pandyan Jindabad any body can do anything No CBI & No ED will not do anything.We have seen this since 25 years. Why Naveen Patnaik not speak anything.
@kunalmajhi342
@kunalmajhi342 6 күн бұрын
I agree with you sir
@himansupatra9717
@himansupatra9717 6 күн бұрын
ଏହି ସାମ୍ବାଦିକ ସବୁ ଜlନତl ପରି ଗାଉଚି. ଟିକେ ଧର୍ଯ୍ଯ ଧରି ତାଙ୍କ କଥା ଶୁଣିବା ହେଉ
@jtvodiaentertainment5879
@jtvodiaentertainment5879 6 күн бұрын
ସହଦେବ ସାହୁ ଙ୍କୁ ପଚାରିଲେ କଣ ହେବ। ବର୍ତ୍ତମାନ ଅଫିସର ଙ୍କୁ ପଚାର
@gupteswarmajhi2835
@gupteswarmajhi2835 6 күн бұрын
Should be arrest, govt should file case...
@balakrushnarath4854
@balakrushnarath4854 6 күн бұрын
ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇ ପାରିଥାନ୍ତା... ହଜାରେ ଲୋକ ଉପକୃତ ହୋଇପାରିଥାନ୍ତେ..... ଆରେ ସରକାରୀ ସମ୍ପତି ଅର୍ଥ ଏଇସବୁ ଓଡିଶା ର.... ମୋହନ sir ମୁକ ବଧିର ହୋଇଗଲେ କି? ନା ପାଣ୍ଡିଆ କୁ ଡରିଗଲେ..... ଆରେ ସରକାରୀ ଘର ଭାଙ୍ଗିଥିବା ସମସ୍ତଙ୍କୁ ଫାସୀ ଦେବା କଥା
@user-vv2ic7be3e
@user-vv2ic7be3e 6 күн бұрын
ପାଣିପାଗ ଖବର ପ୍ରସାରଣ କର ତଳି ପଡ଼ିବ ଜୁଲାଇ ରେ ରୁଆ ହେବ ଏ ଖବର ରେ କଣ ମିଳିବ
@prasannakumarnayak2278
@prasannakumarnayak2278 6 күн бұрын
GA ଅଧିକାରୀ ଅତି ନିର୍ଲଜ ଭାବେ କହୁଛନ୍ତି ବେଆଇନି ନିର୍ମାଣ ହୋଇନି,,, ତୁରନ୍ତ ସେ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ.
@PravatSahoo-ch3pc
@PravatSahoo-ch3pc 5 күн бұрын
Ravi babu apan khusi ta 🤣😂🧟👈
@KailashChandraDash-ug9mx
@KailashChandraDash-ug9mx 6 күн бұрын
Right kahuchonti a bidhyak sir
@sachitrakumardash8485
@sachitrakumardash8485 6 күн бұрын
Cm sir nku request strictly action niajau
@brahmacharimalik2095
@brahmacharimalik2095 6 күн бұрын
ମୋତେ ପଇସା ଦେଇଥିଲେ ମୁଁ ଅନାଥ ଆଶ୍ରମ କରିଥାନ୍ତି
@spsproduction8514
@spsproduction8514 6 күн бұрын
Very job
@narottambarik1637
@narottambarik1637 2 күн бұрын
Quick action... please
@apun2578
@apun2578 6 күн бұрын
Bobby Bhai Jindabad 🙏 Ame tama sangerey achu
@nitisavlog7904
@nitisavlog7904 6 күн бұрын
Total odisha lokanka tarafru case karajau
@ashissingh7207
@ashissingh7207 6 күн бұрын
agyan.. agyan.... 24 barsa re jiye sadharana thile semane aji asadharan hei jaichanti...agyan ame mane sadharan loke jaha thilu seyia hi rahi galu... . ama pakhe bbsr re ghara khande nahi, 24 barsa hela bhadatia ame.. kintu ye Boby Bhaina kan amti Bhagaban hei gale ki na kan.. tanka hate sabu kichhi.. Bichar kara jau.. amti au kete luti thibe kan kan kiye jane.. Ram Ram.. Hey Jagannath🙏
@sandeepbiswal5767
@sandeepbiswal5767 6 күн бұрын
Pranab Prakash Das should be jailed...Who has given permission to modify so much and with whose money this things are constructed and why today its being demolished.
@Saswatgaming-be1bu
@Saswatgaming-be1bu 6 күн бұрын
Baap re . Sir ta ete raguchnti se lokanka katha sunuthile ki nahi
@chandrapanda7222
@chandrapanda7222 6 күн бұрын
24 ବର୍ଷ ତଳେ ପ୍ରଥମେ ନବୀନ ବାବୁ ଓଡିଶା ର ମୁଖ୍ୟମନ୍ତ୍ରୀ ହୋଇ କଂଗ୍ରେସ ଠାରୁ ଯେଉଁ ପ୍ରକାର ଓଡିଶା ପରିସ୍ଥିତି ରେ ଦାୟିତ୍ୱ ନେଇ ଥିଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲା ବେଳେ ତାଙ୍କ ସରକାର ଅମଳ ରେ ଓଡିଶା ବାସି ଙ୍କ ପାଇଁ ଯେତିକି ଯୋଜନା କରି ଥିଲେ ସେ ଗୁଡିକୁ ସେ ପ୍ରତିହାର କରି ରାଜ୍ୟପାଳ ଙ୍କୁ ଇସ୍ତଫା ଦେଇ ଥିଲେ କି?
@manmohannayak9577
@manmohannayak9577 6 күн бұрын
Kaha Permission re Home karithile aao abe kaha Permission re bhanguchi...
@user-cw2rp3qs2r
@user-cw2rp3qs2r 6 күн бұрын
25th year's heba odisa ra rich minerals reserved iron bauxite chromite sabu lootiki khaila, Tax returns re 🤑 enjoy kala! Devlopment?Apna mane khusi ta!Jai Jagannath!❤️🙏🚩
@MamaliSamal-ob2cj
@MamaliSamal-ob2cj 6 күн бұрын
ସୁବୁ ଏଠି ଆମ ସାଧାରଣ ଲୋକଙ୍କସହ ଖେଳୁଛନ୍ତି News ବାଲା ଯାଇଥିଲ କୁଡେ ଆଗରୁ,,କାର ଝିଅ ପଳେଇଲା କାର ବହୁ ପଳେଇଲା ଏହିସବୁ ଦେଖେଇବାକୁ,,ନେତା ମନ୍ତ୍ରୀଙ୍କ ପାଖରୁ ଟଙ୍କା ଖାଉଚ ତାଙ୍କର ଗୁମର ଲୁଚେଇ ବାକୁ ଏବେ କଣ BJD ଦେଲା ନହିଁ କି ଓହ ଏବେଠାରୁ BJP ର ଗୁଣ ଗାଉଚ,, ସାଧାରଣ ଲୋକ ମାନଙ୍କୁ ବୁକା ବନେଚ ଚୋର ଭଗବାନ୍ କେବେ ବି ଛାଡିବେନି ତୁମ ମାନଙ୍କୁ ମାଟି ତଳେ ଘର ବନାଓ କି ମଙ୍ଗଳ ଗ୍ରହରେ କେବେ ଆମର ହେଇଯବନି,,ଏତେ ଲେଭ କଣ ପାଇଁ,,🙄👎👎🙏⭕‼️⭕
@chakradharmahanta6131
@chakradharmahanta6131 6 күн бұрын
Baby das chora ta
@manasranjanparida8777
@manasranjanparida8777 6 күн бұрын
GA department is under CMO , what is doing CMO.
@sisirkumardas7501
@sisirkumardas7501 6 күн бұрын
These luxurious constructions were made with bribe and black money privately. No Govt. money or machinery is involved in it. So, clandestine demolition was being made to destroy evidence. Question is, if permission of Govt./GA department was taken for the additional constructions, then why at all those needs to be demolished.
@dr.surendranathdash8861
@dr.surendranathdash8861 6 күн бұрын
Who are you to make illegal construction. CBI must take the charge. Arrest him immediately
@kunalmajhi342
@kunalmajhi342 6 күн бұрын
This work out of law
@pitabasasamantaray7410
@pitabasasamantaray7410 6 күн бұрын
ଆଉ ବାଳ ଅଛି ଯେ ଖାଇବ ସୁନୁ ପାମ୍ପୁଡ଼ି
@bhaktimarga853
@bhaktimarga853 6 күн бұрын
One MLA is not entitled for a 8R quarters. How he was allotted a 8 R quarters?
@pranaya3971
@pranaya3971 6 күн бұрын
ବବି ଦାସ ଶଳା କୁକୁର ଖଣି ଖାଦାନ କୁ ବି ଖାଇଛି, ସେ ଶଳା ଟି ସେଠି ଝିଅ ମାନକୁ ନେଇ ତାଙ୍କ ସହ ରାସଲୀଳା କରୁଥିଲା।
@factsunloaded4808
@factsunloaded4808 6 күн бұрын
Ur right..seitha bade seithi pai use hau thiba... 😂
@PathashalaClass
@PathashalaClass 6 күн бұрын
Ram Rahim
@user-yr1hq5ei7d
@user-yr1hq5ei7d 6 күн бұрын
Samaghea. Ghea. Manaku. Darkar. Padila. Raaf. Kari. Maridaithiba. Taku. Bishas. Nahi. Sakhani. Sig. Kara. Jau.
@niharranjannayak7534
@niharranjannayak7534 5 күн бұрын
ସରକାରଙ୍କ ଜାଗା ରେ ଯଦି କୌଣସି company donation ଭାବରେ ବବି ବାବୁ ଙ୍କୁ ଦେଇଥିଲେ ସେତେବେଳେ ବବି ବାବୁ କ'ଣ ବେସରକାରୀ ଲୋକ ଥିଲେ, ସରକାରୀ ଜମି ଓ ବବି ବାବୁ ସରକାର ଥିଲେ, ତେଣୁ ଏ ସମ୍ପତ୍ତି ସରକାରଙ୍କ ର ,ସେ plot ରୁ ଗୋଟିଏ ଫୁଲ କୁଣ୍ଡ ଉଠାଇ ଲେ ଭୁଲ, ଏ ସୁନ୍ଦର ଘରକୁ ଭାଙ୍ଗି ବା ବେ ଆଇନ କାରଣ ଏହା ସରକାର ଙ୍କର ଅଟେ
@sanjayparnami5006
@sanjayparnami5006 6 күн бұрын
Babi das ku arrest na kari ate faltu discussion kaihiki .taku immediately arrest karajau
@user-vv2ic7be3e
@user-vv2ic7be3e 6 күн бұрын
ପିଆଜ ଆଳୁ ବିଲାତି ବାଇଗଣ କେତେ ଡର ହେଲା କୁହ
@user-yr1hq5ei7d
@user-yr1hq5ei7d 6 күн бұрын
Tu. Maghea. Badha. Chua. Kauthi. Thilu. Kahilu. Hata. Majhira. Brama. Gyana. Puarauchu.
@AshokKBarik
@AshokKBarik 6 күн бұрын
Why head of GA department will not be suspended.
@user-si7ej5dn9z
@user-si7ej5dn9z 6 күн бұрын
Good action in BB D
@user-lg9we9jr2m
@user-lg9we9jr2m 6 күн бұрын
Rabi das gale kuade
@kunalmajhi342
@kunalmajhi342 6 күн бұрын
Where is respect Rabi Das
@trilochanpatnaik6321
@trilochanpatnaik6321 5 күн бұрын
BJD ଦଳରେ all are ଡ଼କାୟତ ପରି ଲାଗୁଛି।
@manasranjanbarik9011
@manasranjanbarik9011 3 күн бұрын
Please new CM action for Babi das
@BBM-6600
@BBM-6600 6 күн бұрын
Bobby pandu khela alaga kichi karuthile
@jagadishrohidas3469
@jagadishrohidas3469 6 күн бұрын
ସରକାର ତୁରନ୍ତ ଏହା କୂ ତଦନ୍ତ କରିବା ଉଚିତ
@narayandalai8414
@narayandalai8414 2 күн бұрын
ehi building re bjd sarkar gupta karjya bodhe karuthile jahaki bjd sarkar ra gupta karjya(Kala karanama) BJP Govt janipariba sei bhayare koti koti tanka r building bjd party bhangi dela ,BJP sarkar should take disciplinary action against the culprit immediately.
@user-xv5po6zx8c
@user-xv5po6zx8c 5 күн бұрын
Lokamane sehi bjd ru bjp swarth pain khola badalaichanti,ahipari 5 Barsha bitijiba ,jeumane virodh karuchanti semane bhi dine sehithare thile NDA vs NDA , election sari gala kama kebhe arambha heba...
@pradiptamohanty1364
@pradiptamohanty1364 6 күн бұрын
Epari karjya ku band kari, eha upare investigation kari sadharana janata nku janaiba darakar, Tahale rajyare govt achhi aau kichhi kanoon hisabare chaluchhi boli jana padiba
@akashnayak5778
@akashnayak5778 6 күн бұрын
Babi das nuhe se sarathi Baba 😂😂😂 🙈🙉🙊 100 re 100 khela chalithila 😂
@manbodrana5313
@manbodrana5313 3 күн бұрын
ତା ବାପାର ଘର ଥିଲା,ଓ ବାପା ର ଟଙ୍କା ତାହା ଥିଲା ସେ ଯାହା କରିବ ବେଦ ।
@narayandalai8414
@narayandalai8414 2 күн бұрын
action niajau
@SurendraSahu-ri1eo
@SurendraSahu-ri1eo 6 күн бұрын
Pranb. Prakash das ku. Arrest. Karajao
@chittarmahanta4304
@chittarmahanta4304 6 күн бұрын
Sir, kaha paisa re construction heithila
@user-lg9we9jr2m
@user-lg9we9jr2m 6 күн бұрын
Rabi das ku daka
@prakashghose7518
@prakashghose7518 6 күн бұрын
Rabi das ebe bjp..😂😂chhataa daliaa sambadika...
@sukantabehera2586
@sukantabehera2586 6 күн бұрын
Sarkar misiki achhanti sabu janihauchi chora govt nijaadu action niantu
@lit575
@lit575 6 күн бұрын
Sabu odia sunny Leno se ghra ku jaithile😅
@tapassamantray3810
@tapassamantray3810 6 күн бұрын
For example ray sardaar
@bharatsethy3406
@bharatsethy3406 6 күн бұрын
Apekhya kara dakayata mane kana karu chhanti dekha
@nisithkumargoswami974
@nisithkumargoswami974 6 күн бұрын
Biggest fraud of Odisha ….
@saswatterracotta8044
@saswatterracotta8044 6 күн бұрын
Lokamana nkra paisare Rajakia ulasare chaluthhile abbhisap padila
@rabinarayanmohapatra4733
@rabinarayanmohapatra4733 4 күн бұрын
Ans asiniki question.
@sudhakarabehera4343
@sudhakarabehera4343 6 күн бұрын
Chora mane palayana karibau arambha kaleni. Mohana sir semanku dharantu dyakari
@pradiptamohanty1364
@pradiptamohanty1364 6 күн бұрын
BJP govt jadi eha chhadi debe.... Tahale gote atharba govt boli janasadharan dharinebe.... Tenu eha against re karjya anustan nihati darakar...
@rammohanty4118
@rammohanty4118 6 күн бұрын
Bapa sampati
@tapasranjan216
@tapasranjan216 5 күн бұрын
Bobi das ro ଦରମା kete ete poisa kouthi paila...
@bigyankkapardar6141
@bigyankkapardar6141 6 күн бұрын
Acting as if they have invested from their paternal property. These bastards were the front leaders of BJD.. just showing their criminal mindset..thuu Strict legal action should be taken against these criminals.
@DurgaRout-j1s
@DurgaRout-j1s 6 күн бұрын
Odisha ku looti nala bjd govt Awesome😅😅 great work
@manasnayak750
@manasnayak750 6 күн бұрын
Kn suna miluchi ajatha katha
@maheswarjena8845
@maheswarjena8845 6 күн бұрын
3. Mankada rool chalithila
@s_jshorts3470
@s_jshorts3470 6 күн бұрын
Bjd saport kare ta bjp rana hunkar deichi Dina asiba bjp ra e abasta heba jay congress old pension jay congress
@AshokKBarik
@AshokKBarik 6 күн бұрын
Why the government is not arresting him...
@ratikantasahoo5536
@ratikantasahoo5536 6 күн бұрын
Ashok barik tu ta sala bada advocate jadi dum achhi arrest karike dekho court ku jao ethi chodi hele kn haba
@RajaMoharana-rx2uz
@RajaMoharana-rx2uz 6 күн бұрын
Emitia drama chaluthiba kichi action neaa habani... Chada bh manaeay....?
@dhanesmurmu3728
@dhanesmurmu3728 6 күн бұрын
Bjp party au nhin same public. Manku election agoru hin bodo bodokatha kahile but abe same party hin bjd soho Action v neunhnti 🤣
@nitisavlog7904
@nitisavlog7904 6 күн бұрын
E ama majhhi babu action kain
@user-vv2ic7be3e
@user-vv2ic7be3e 6 күн бұрын
ପରିବା ଦାମ୍ କେବେ କମିବ କୁହ ବାଜ୍ୟ ଖବର ପ୍ରସାରଣ କରୁଛନ୍ତି
@pankajvlogs3864
@pankajvlogs3864 6 күн бұрын
ଚାଷ କରି ଖାଅ
@factsunloaded4808
@factsunloaded4808 6 күн бұрын
​@@pankajvlogs3864thik kahila bhai...free re khaibar adat hei galani ama loka manaku
@ajitrana8303
@ajitrana8303 6 күн бұрын
Paisa kharcha kari kala,jaha bhul kala paisa kharcha kala,puni tanka kharcha kari bhangucha kahinki nischita kichi swartha na thile jane paisa kharcha kari bhangibaki?
@suryakantamahalik3462
@suryakantamahalik3462 6 күн бұрын
ଦରଦାମ କଥା ନ ଦେଖେଇ ଏହାକୁ ଲୋକଙ୍କୁ ଦେଖାଇ ବୋକା ବନାଯାଉଛି..
@user-rt7ic2xi5b
@user-rt7ic2xi5b 6 күн бұрын
To kanare Banda Bajichi
@Dhanulu
@Dhanulu 6 күн бұрын
Are yaar Jane lagatar ete thara jitichi ....se rahiba laagi karithila vangila a sabu roal kn
@user-vv2ic7be3e
@user-vv2ic7be3e 6 күн бұрын
ଅଯଥା ବାକ୍ୟଲପ
@bijaykumarparida1936
@bijaykumarparida1936 6 күн бұрын
What nabin patnaik know this mater?
@saritapradhan7360
@saritapradhan7360 6 күн бұрын
Nija bapa ra paitrika sanmpati bhabuthila, kana Kariba daiba sahila nahi, swapna sabu dhulisata hela
@factsunloaded4808
@factsunloaded4808 6 күн бұрын
Public ra tax payer paisa looti looti khai dei ...ayash karuthile yeh BJD neta waala 🎉
@mamatakhillo6781
@mamatakhillo6781 6 күн бұрын
jio bepari chali tila ki babi das home 😂😂😂😂🍺🥂🍻💃💃💃🕺🕺🕺
@batakrushanpanda7751
@batakrushanpanda7751 6 күн бұрын
Sarakari Paisa lagi nahi tenu sia nija paisare karithile sia bhangi dele
@SNO20231
@SNO20231 6 күн бұрын
Babi MG ta bopa ra paise ye sabu kaithila ki?
@ghasiramsing4216
@ghasiramsing4216 6 күн бұрын
Babinka jhia bhauni maikenia nku genha khauthile.
The day of the sea 🌊 🤣❤️ #demariki
00:22
Demariki
Рет қаралды 93 МЛН
Bhubaneswar: Opinions Of Public On Love Marriage | Odisha |
3:15