ଗୁଜବ ଅଛି ରତ୍ନଭଣ୍ଡାର ଯେଉଁ ସରକାର ଖୋଲିବ, ସେ ସରକାର ଗାଦିରୁ ଯିବ। Mystery behind Puri Jagannath temple

  Рет қаралды 63,343

Pratidin TV

20 күн бұрын

ଗୁଜବ ଅଛି ରତ୍ନଭଣ୍ଡାର ଯେଉଁ ସରକାର ଖୋଲିବ, ସେ ସରକାର ଗାଦିରୁ ଯିବ। Mystery behind Puri Jagannath temple Ratna Bhandar.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv.com/
Like Our Facebook Page
: PratidinOdisha
Subscribe To Our KZfaq Channel:
kzfaq.info/love/VcnPfraEC8kaQCvRVLybzw
Subscribe To Our Hashtag Channel: kzfaq.info/love/zAQBPmyuExf9_hCY8yEPRA
Like our Website page:
www.pratidintv.com/

Пікірлер: 218
@lingarajdash8889
@lingarajdash8889 20 күн бұрын
ରତ୍ନଭଣ୍ଡାର ଅନେକ ଥର ଖୋଲା ହୋଇଛି।ଏବେ କାହିଁକି ଖୋଲା ହୋଇ ପାରିବ ନାହିଁ?
@lokanathjena1868
@lokanathjena1868 20 күн бұрын
ନବୀନ ସରକାର ତ ଖୋଲି ନଥିଲେ ତାଙ୍କ ସରକାର କେମିତି ଭାଙ୍ଗି ଗଲା ।ଭାବରେ ଡାକି ଖୋଲା ଯାଉଛି ।
@K.K.Raj123
@K.K.Raj123 20 күн бұрын
କୁଆଡୁ କୁଆଡୁ ପଳେଇ ଆସୁଛ? ଆସିଲୁ ଦାଣ୍ଡ ଆଡୁ ବୁଝାଉଛୁ ବାଣ୍ଡ ଆଡୁ। ଯଦି ରତ୍ନ ଭଣ୍ଡାର ଖୋଲିଲେ ସରକାର ଭାଙ୍ଗିଯାଏ ତାହେଲେ ନବୀନ ସରକାର କଣ ପାଇଁ ହାରିଲା? ନବୀନ ସରକାର କଣ ରତ୍ନ ଭଣ୍ଡାର ଖୋଲିଥିଲେ କି?
@anilsahoo1204
@anilsahoo1204 20 күн бұрын
ମହାପ୍ରଭୁ ସମସ୍ତ ଙ୍କ ମଙ୍ଗଳ କରନ୍ତି, ମହାପ୍ରଭୁ ଙ୍କ ଇଛା ଅନୁସାରେ ଅନୁମତି ନେଇ ଖୋଲା ଯାଉ ଏବଂ ମରାମତି କରାଯାଉ l
@akashpati2880
@akashpati2880 19 күн бұрын
Ratnabhandar ku nei conspiracy pare ebe.bahana bjd au bjbsupprter kar kana ratnabhandar khola haba thik nuha sabu chor ekathi misi conspiracy karia re busy
@JogeswarMajhi-lt7hj
@JogeswarMajhi-lt7hj 20 күн бұрын
ବାଳ ଟା ବିପଦ ଅଛି,,,ଯିଏ ଡରୁଛନ୍ତି,,ସେମାନେ ଜଣେ ଜଣେ ଚୋର,,,ସରକାର ନିଜ ଇଚ୍ଛା ରେ ଖୋଲୁ ନାହାନ୍ତି,,,ଓଡ଼ିଶା ବାସୀ ଙ୍କ ଦାବି ଥିଲା ରତ୍ନଭଣ୍ଡାର ଖୋଲା ଯାଉ,,ଓଡ଼ିଆ ଙ୍କ ଦାବି କୁ ସମ୍ମାନ ଜଣାଇ ଯାହା ନିଷ୍ପତି ହେଇଛି,,ତାହା ସରକାର କରିବାକୁ ବାଧ୍ୟ ତା ର ଫଳା ଫଳ ଜାଣିବା ପାଇଁ ଓଡ଼ିଶା ବାସୀ ଚାହିଁ ବସିଛନ୍ତି।
@anandamohakuda4943
@anandamohakuda4943 20 күн бұрын
Ess ki katha
@Seturam789
@Seturam789 20 күн бұрын
​@@anandamohakuda4943 କି କଥା? ଠିକ୍ ହିଁ କଥା, ଠିକ୍ କଥା ହିଁ। ବୁଝିଲୁ?
@jitendrakumarjena-oq8qc
@jitendrakumarjena-oq8qc 20 күн бұрын
ବେକାର କଥା.... "ଇଶ୍ଵର ସଦl ମଙ୍ଗଳ ମୟ "ତା ଭିତରେ ଥିବା ଜିନସ ସବୁ ଯଦି ନଷ୍ଟ ହେବାକୁ ବସିଥିବ... ତାକୁ ସୁରକ୍ଷିତ ରଖିବା ପ୍ରୟାସ ରେ ଯଦି ଏ Govt. ଯଦି ଦ୍ଵାର ଖୋଲେତା ହେଲେ କେବେବି ଏହା ଅନ୍ୟାୟ ହେବନି... କି ଏ ସରକାର ର କିଛି ଅନିଷ୍ଟ ହେବ ନାହିଁ, BJP Govt. ଏହାକୁ ଡରିବ ନାହିଁ
@anandamohakuda4943
@anandamohakuda4943 20 күн бұрын
Accha 😅😅
@bibhusamanta2310
@bibhusamanta2310 18 күн бұрын
😂😂😂😂😂😂😂😂😂😂
@DeepaSahoo-bc5zq
@DeepaSahoo-bc5zq 19 күн бұрын
ଜଗା ଯାହା ଚାହିବ ସେଇଆ ହବ । ଜଗା ଠାରୁ ଆଜ୍ଞାମାଳ ନଆଣି ଖୋଲିଲେ ସର୍ବନାଶ ନିଚୟ ହବ । ଜୟ ଜଗନ୍ନାଥ 🙏⭕U⭕🙏
@bhabanisankardas8641
@bhabanisankardas8641 20 күн бұрын
ଦୟାକରି ରତ୍ନ ଭଣ୍ଡାର ଖୋଲିବାର ସୁଯୋଗ ଆସି ପହଁଚିଲା ବେଳକୁ ନାନା ପ୍ରକାର ବ୍ୟକ୍ତି ବିଶେଷଙ୍କ ର ମତାମତ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆଶାରେ ଭୁଲ ଧାରଣା ସୃଷ୍ଟି ନ କରାଗଲେ ମୋ ମତରେ ଭଲ ହୁଅନ୍ତା, ଜୟ ଜଗନ୍ନାଥ 🙏🙏🙏🙏🙏
@angrybird-hd5qb
@angrybird-hd5qb 20 күн бұрын
Right
@jullysamal6626
@jullysamal6626 20 күн бұрын
ପଣ୍ଡାମାନେ kg kg suna ପିନ୍ଧୁଛନ୍ତି କୋଉଠୁ ରତ୍ନ ଭଣ୍ଡାରରୁ ନୁହ ତ
@itachisensei3306
@itachisensei3306 18 күн бұрын
Emiti kuhantini. Sebayata thakura nkara parivaar Brunda.
@SatyamebaJayate-ml8qx
@SatyamebaJayate-ml8qx 20 күн бұрын
ରଘୁକୁଳ ରୀତି ସଦା ଚଲି ଆୟୀ ପ୍ରାଣ ଯାଏ ପର ବଚନ ନଯାଇ ଏଥର ନିର୍ବାଚନ ର ଅନ୍ୟତମ ପ୍ରସଙ୍ଗ ଥିଲା ରତ୍ନ ଭଣ୍ଡାର ଖୋଲିବା.. ଯାହା ବିଜେପି ସରକାରକୁ ଆସିଲେ କରି ଦେଖାଇବେ ବୋଲି କହିଥିଲେ ତେଣୁ ସେଥିରୁ ସେମାନେ ଓହରିବେ ନାହିଁ... ରତ୍ନ ଭଣ୍ଡାର ଖୋଲି ନୂଆ ସରକାର କଣ ଘରକୁ ନେବେ... ଖୋଲିଲେ ସରକାର ଯିବ ଏହା କେଉଁ ଶାସ୍ତ୍ର ରେ ଉଲ୍ଲେଖ ଅଛି.. କୋଉ ଗ୍ରହବିପ୍ର ଗଣନା କରିଛି???? ଏ ଭଦ୍ରବ୍ୟକ୍ତି କେଉଁ ଆଧାର ରେ ଏଭଳି ମନ୍ତବ୍ୟ ଦେଉଛନ୍ତି...
@PrasadbhaiMahana
@PrasadbhaiMahana 20 күн бұрын
ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯା ଉ ଏବଂ ସରକାର ଯେଭଳିଭାବେ ଅଛି ଏଠାରେ ଏକ ଗ୍ୟାରେଣ୍ଟି ଦେଲେ ସରକାର ଙ୍କ ତରଫ ରୁ ଉଦ୍ୟମ ଜାରି ରଖନ୍ତୁ
@user-mh7vq6cn3g
@user-mh7vq6cn3g 20 күн бұрын
Kichhi bala hebani ratna bhandara kholiba
@user-ki3hf7rc9g
@user-ki3hf7rc9g 20 күн бұрын
କୌଣସି ଗୁଜବ ସୃଷ୍ଟି nakari ratna vandara ଖୋଲା jau lokanka vrama durakajau thakuranku ନେଇ କୌଣସି ପ୍ରକାର prahochana କରା ନ ଯାଉ. Jay jagannnth
@Pinkyswain9862
@Pinkyswain9862 20 күн бұрын
Prabhu jagannathnka icha re BJP government ratna bhandar kholiba
@sudarsansatapathy790
@sudarsansatapathy790 20 күн бұрын
The Ratna Vandar must be opened.
@rockkyi593
@rockkyi593 20 күн бұрын
Jai jagannath... Jai shree Ram... Jai BJP
@maheshchandrasethi6824
@maheshchandrasethi6824 20 күн бұрын
ରତ୍ନ ଭଣ୍ଡାର ଖୋଲା ହେଲେ କିଛି ଅସୁବିଧା ଅଛି କି ବିଜେଡି ଵାଲା ଙ୍କ
@mamamallik1955
@mamamallik1955 20 күн бұрын
Jay jagannath prabhu
@user-zn8bl2dq5j
@user-zn8bl2dq5j 20 күн бұрын
ମିଛ କିଛି ହବନିସାତଟାକଣ ଧରାପଡ଼ିବ
@sarojnayak9283
@sarojnayak9283 19 күн бұрын
Jai ho Thik katha
@user-lt1eq4vt5e
@user-lt1eq4vt5e 20 күн бұрын
Bada panda bi kahuchi ratna bhandar khola jau
@binodchandratripathy760
@binodchandratripathy760 20 күн бұрын
କିଛିନାହିଁ ରତ୍ନ ଭାଣ୍ଡରରେ ❤
@lifeislove8138
@lifeislove8138 18 күн бұрын
Thik katha sarkar sata hajijiba kangres vali
@santoshkumarmishra2620
@santoshkumarmishra2620 18 күн бұрын
ଗଜପତି କହିଛନ୍ତି ରତ୍ନ ଭଣ୍ଡାର ଖୋଲିବାର ଆବଶ୍ଯକତା ଅଛି.
@renubalamohapatra7437
@renubalamohapatra7437 20 күн бұрын
ଏ ଲୋକ ବାଜେ ଲୋକ।
@user-ib5jl6zn4x
@user-ib5jl6zn4x 20 күн бұрын
Ratna bhandar should be opened
@debasishpattu5426
@debasishpattu5426 18 күн бұрын
Mohan maru amara nabin darkar
@saritamaharana4151
@saritamaharana4151 20 күн бұрын
ଠାକୁର ସମସ୍ତ ଙ୍କର । ତମ ତାମାନେ ହି ।ବି ଜେ.ଡି ସହ ମିଶି ଅଶୁଭ କଥା କହୁଚ ।ଭଗବାନ ଙ୍କ ରତ୍ନ ରେ ଭଗବାନ ଙ୍କର ଓ ମଂଦିର କାମ ହେବା ଉଚିତ ।ଟାଉଟର ,ମିଛ ,ଲାଞ୍ଚ ଧରାପଡିଜିବ ବୋଲି ଭଣ୍ଡାର ଖୋଲିବାକୁ ମନା କରୁଛ । ରତ୍ନ ଭଣ୍ଡାରର ଖୋଲା ଯାଉ ଖୋଲାଯାଇ
@Jangl.Boy05
@Jangl.Boy05 20 күн бұрын
ବାଳ କଥା କହୁଛି
@grgmslifestyle
@grgmslifestyle 20 күн бұрын
Shree ମନ୍ଦିର ନିହାତି ଖଲା ଯାଉ
@user-gr6zk7nf8k
@user-gr6zk7nf8k 20 күн бұрын
Jay jagannth
@anandamohakuda4943
@anandamohakuda4943 20 күн бұрын
Badhiya katha agyan,jay jagannath 🙏🙏🙏
@shankarmohanty7652
@shankarmohanty7652 20 күн бұрын
Ratna Bandar kholile bhakti badhiba
@user-hd6de6ei8n
@user-hd6de6ei8n 20 күн бұрын
Jai jagannath.
@kumarkisan7327
@kumarkisan7327 18 күн бұрын
ନ ଖୁଲିକି ନବୀନ ବାବୁଙ୍କ ସରକାର ଚାଲିଗଲା
@puspakjena223
@puspakjena223 20 күн бұрын
Vala huanta Naveen pattnayak asante
@chinmayadhal7082
@chinmayadhal7082 20 күн бұрын
ବହୁତ ଭଲ ହୁଅନ୍ତା ପୁଣି ନବୀନ ମୁଖ୍ଯମନ୍ତ୍ରୀ ହେବେ❤❤❤
@dhusasanmallick3162
@dhusasanmallick3162 20 күн бұрын
Ara bhai Nabina hela chaka cm
@millansoren9139
@millansoren9139 20 күн бұрын
ବାଳ ନା😂....
@Brosujit
@Brosujit 20 күн бұрын
​@@millansoren9139ପେଳ ନା,🎉
@Jangl.Boy05
@Jangl.Boy05 20 күн бұрын
ତୋର ଘୁସୁବପାନା ନବୀନ
@KingofBharat.24
@KingofBharat.24 20 күн бұрын
Hmm puni to maipa ku patheibu Babi pandian pakhaku 😂😂
@sudiptabarik7616
@sudiptabarik7616 18 күн бұрын
Mahaprabhu nka upastiti re khola hei thile bhal huanta
@dharmendrasahu6008
@dharmendrasahu6008 20 күн бұрын
ଭଗବାନ କାହାରି ଅମଙ୍ଗଳ ଚିନ୍ତା କରି ନାହାନ୍ତି। ବିଭାନ୍ତିକର ମନ୍ତଵ୍ୟ ଦିଅ ନାହିଁ।
@gopalkrishnapattnaik5313
@gopalkrishnapattnaik5313 18 күн бұрын
OPENING RATNA BHANDAR IS ONE BEST SERVICE TO GOD. NOTHING DANGER. INNER ROOMS ARE TO BE REPAIRED. .. 45 YEARS , INNER CHAMBERS HAVE NOT BEEN OPENED. IT IS MANDATORY DUTY OF GOVT TO PROTECT THE VALUABLE PROPERTIES OF LORD. JAGANNATH.
@sonavlogs235
@sonavlogs235 20 күн бұрын
Good advice
@swastikvlogs90
@swastikvlogs90 20 күн бұрын
Kichi habani khola jau
@user-wr5zd8sx4q
@user-wr5zd8sx4q 18 күн бұрын
ମିଛ ଯଦି ରତ୍ନଭଣ୍ଡାର ଖୋଲିଲେ ସରକାର ପତନ ବିଜେଡି ତ ଖୋଲି ନା ନିତାର କାହିଁକି ପତନ ହେଲା
@acharyaone7500
@acharyaone7500 20 күн бұрын
@sarkardeepucreations6705
@sarkardeepucreations6705 20 күн бұрын
ନବୀନ ବାବୁ ଖୋଲିଥିଲେ ଯେ ଗାଦିରୁ ଗଳି ପଡିଲେ....😂😂😂
@EKIARTVLOG-vt8hk
@EKIARTVLOG-vt8hk 20 күн бұрын
Jai bjd
@harihardhal1974
@harihardhal1974 20 күн бұрын
Ratna vandars kolile bahut barsa sarakar rahibe mithya gujaba sunatu nahi loko lochannku asiba darakar
@KandarpakumarsahuSahu
@KandarpakumarsahuSahu 20 күн бұрын
ବିଜେଡି ଲୋକ ମାନେ ବିରୋଧ କରୁଛନ୍ତି
@chakradharapati4080
@chakradharapati4080 20 күн бұрын
କଣ ପାଇଁ ରତ୍ନ ଭଣ୍ଡାର ଖୋଲିବେ,,,,କଣ ଆମ ଘରର ଧନ ସଂପତ୍ତି କାହା ଆଗରେ ଦେଖା ପାରୁ ନାହିଁ ଜଗନ୍ନାଥ ଙ୍କର ରତ୍ନ ଭଣ୍ଡାର କଣ ପାଇଁ ଖୋଲିବେ,,,,,ଜଦି ଖୋଲିଵାକୁ ମନେ କରିଛନ୍ତି ତେବେ କାମ ପାଇଁ ଖୋଲନ୍ତୁ କିନ୍ତୁ ତାଙ୍କ ରତ୍ନ ଦେଖି କରି କରିଦିଅନ୍ତୁ,,, ଭଣ୍ଡାର ଘର କାମ ହେବା ଦରକାର,,, ଜଗନ୍ନାଥ ରତ୍ନ ଗଣନ୍ତୁ ନାହି,,,,,
@pankajpatnaik7191
@pankajpatnaik7191 20 күн бұрын
A sir besi pondita
@SisirArati
@SisirArati 18 күн бұрын
Kholile hisaba miliba
@bijaypatra9105
@bijaypatra9105 20 күн бұрын
ରତ୍ନ ଭଣ୍ଡାର ନେଇ ଯୋଉ ରାଜନୀତି ଭୋଟ ହେଲା
@pankajpatnaik7191
@pankajpatnaik7191 20 күн бұрын
Jaganatha all in all se sabu karuchanti
@ktkasyapa
@ktkasyapa 20 күн бұрын
Ki6i nei hue....sabu jagannath nka i6a...
@snigdhasamantaray5389
@snigdhasamantaray5389 19 күн бұрын
Khola na gale chora ku subidha heba ratna hebaku.Jagannath nka agnya mala nei jao kichi hebani.
@user-kn4zs7ni4k
@user-kn4zs7ni4k 20 күн бұрын
Tamara katha anusare alankara gidika nasta heijau
@sukantabehera9971
@sukantabehera9971 20 күн бұрын
BJD ଖୋଲି ନାହିଁ କେମିତି ହାରିଲା
@pankajpatnaik7191
@pankajpatnaik7191 20 күн бұрын
Odisha jane raja nka na kahile
@KishorechandraNayak-mf9ot
@KishorechandraNayak-mf9ot 20 күн бұрын
Sir,you,the, brother of jagakalia2number
@amareshparimanik2335
@amareshparimanik2335 19 күн бұрын
Kichhi habani jagannath samasta nkara
@sishirkarna9418
@sishirkarna9418 20 күн бұрын
Right
@SidharthPrasadDas
@SidharthPrasadDas 20 күн бұрын
ସରକାର ଯାଉ ପଛେ ଖୋଲ, କାରଣ ତାକୁ ଖୋଲିବ କହି ସରକାର କୁ ଆସିଛନ୍ତି ତ କଥା ରଖି ଖୋଲି ସରକାର ଯାଉ ନହେଲେ ଓଡିଶା ଲୋକ ଙ୍କୁ କୁହ ଆମେ ମିଛ ଗପି ସରକାର କୁ ଆସିଲୁ ଏବେ ଖୋଲିବୁନି ଇସ୍ଥପା ଦେଉଛୁ ଦିଟା ରୁ ଗୋଟେ କରିବାକୁ ପଡିବ 3 no କଥା କୁହନି
@anandamohakuda4943
@anandamohakuda4943 20 күн бұрын
Perfect 👍
@chatasali8137
@chatasali8137 20 күн бұрын
Sarkar 5 yr jib ete bysta kain
@biswapriya9653
@biswapriya9653 20 күн бұрын
Tume mind game khelani ,rahiki lava kan kamare laguni ,nasta heijiba
@anishamohanty4871
@anishamohanty4871 20 күн бұрын
Nasta kn khaiba na kn
@rajibgomango
@rajibgomango 20 күн бұрын
Bdj ଆଉ ଥରେ ଜିତିବ, ତାହାହଲେ ଓଡିଶା ଆଉ ରହିବ ନାହିଁ
@user-ud1lp4oh5t
@user-ud1lp4oh5t 18 күн бұрын
ତମେ ସବୁ କଉଠୁ ଆସିଛ
@surendrapaik6335
@surendrapaik6335 20 күн бұрын
Jana pariba BJD sarkar kana kari6e j
@birendrasingh305
@birendrasingh305 19 күн бұрын
Mahaprabhu kohuchanthi sarakar chalijiba , dekha re bhai se jemithi mahabrabhu
@swapneswarbaliarsingh7861
@swapneswarbaliarsingh7861 20 күн бұрын
Dahara ta
@RamakrushanTripathy
@RamakrushanTripathy 19 күн бұрын
As ala. 10000 micgakahuchi
@jubarajpradhan299
@jubarajpradhan299 20 күн бұрын
Na kholile repairing kemiti heba
@KartikJena-we5oj
@KartikJena-we5oj 20 күн бұрын
ଦେଖନ୍ତୁ ରତନ ଭଣ୍ଡାର ଖୋଲିବା ନିହାତି ମହାପ୍ରଭୁ ଜଗନ୍ନାଥଙ୍କ ସୁନା ଅଳଙ୍କାର ସମସ୍ତେ ଜାଣିବା ଉଚିତ୍ ମାତ୍ର ଆମେ ମାଳିକା ବାବତାରେ ଅଳପ ବହୁତ୍ ଜାଣିଛି,ସୁନିଛେ ତେଣୁ ମହାନ୍ ପଣ୍ଡିତ ହେଉ ପୋଥି କିମ୍ବା ସିଦ୍ଧ ପୁରୁଷ ମାନଙ୍କ ସହିତ ଆଲୋଚନା ପୂର୍ବକ ଖୋଲିଲେ ମଙ୍ଗଳ କାରଣ ରତନ ଭଣ୍ଡାର ଖୋଲି ମହା ବିପତ୍ତି କୁ ଡାକି ନି।ଏହାଦ୍ବାରା ଆମ ରାଜ୍ୟ ଉପରେ ବିପତ୍ତି ନପଡୁ ଜଗତ ମଙ୍ଗଳ ହେବ। ଜୟ ଜଗନ୍ନାଥ
@megharaybaske8373
@megharaybaske8373 20 күн бұрын
ଇଏ ଏକ ଅଦ୍ଭୁତ ଲୋକ ବାହାରି ଆସିଲା।
@dhusasanmallick3162
@dhusasanmallick3162 20 күн бұрын
A loka ta handia pie deichi
@brahma1994vlogs
@brahma1994vlogs 20 күн бұрын
Ek dam thik... Ki katha e guda😂😂😂😂
@RohitgamangoRohitgamango
@RohitgamangoRohitgamango 20 күн бұрын
Au.. Gandhi bhasana deani..
@user-ll7du6ol9t
@user-ll7du6ol9t 20 күн бұрын
Ratna vandar kichi nai
@Pinkyswain9862
@Pinkyswain9862 20 күн бұрын
Semiti kichi hoboni BJP upare prabhunka bahut blessings. Jagannathnka nija party BJP party . Ratna bhandar kholi BJP 50 year jae odisha re sashan karibo
@ayush1725
@ayush1725 20 күн бұрын
Oo behen nije bjp bhakta boli Jagannath bhagwan nku neiki politics kahinki?? Kie nijaku kahuchi unbiological and bhagwan nka sahita direct contact achi ta au kie kahuchi jagannath nka nija party...tike kharap lagiba katha
@bibhusamanta2310
@bibhusamanta2310 18 күн бұрын
Kholile kan heijiba? Tamaku kan miliba?
@halamhadgarofficialsantalisong
@halamhadgarofficialsantalisong 20 күн бұрын
Ratna bhandara re rum bhitare pura phanka suna gahana nahi
@satyaswarupnayak4381
@satyaswarupnayak4381 20 күн бұрын
Bahut badhia haba jaldi kholajau aau bjp re antim sanskar start hau
@sujitparida3964
@sujitparida3964 20 күн бұрын
Soiki swapna dekhu tha
@susennayak-hi4su
@susennayak-hi4su 20 күн бұрын
B j d. Darauchanti. Sigra. Kholajau
@chandanswain6556
@chandanswain6556 20 күн бұрын
ଅଧିକ ଛୋଡ଼ି ହଉଛୁ ନାଇ ରେ ଯା ଘରେ ଶୋଇପଡେ
@shakaharipruthivi8696
@shakaharipruthivi8696 20 күн бұрын
ଅସଲି ଚାବି ରେ ଖୋଲିଲା କି ନାହିଁ ନକଲି ରେ କିନ୍ତୁ କାମ ହୋଇଛି। ଏମାର ମଠ ର ସୁନା ରୂପା ଇଟା ଗଲା କୁଆଡେ? ମୂର୍ତ୍ତି ସବୁ କିଏ ନେଲା? ରତ୍ନ ଭଣ୍ଡାର ରେ କଣ ଅଛିଯେ ଏତେ ବିରୋଧ,ଭୟ ଓ ଆଶଙ୍କା। ଯିଏ ନକଲି କଲା ସେ ନେଲା ଏଇତ କଥା? ପଦ୍ମ ହିଁ ଶେଷ ସରକାର। ଆଗକୁ ଆଉ ନାହିଁ। ଏ ଫୁଲ ବାଲା ମାଳିକା କଣ? ଭବିଷ୍ୟ କଣ ଜାଣନ୍ତି ନାହିଁ। ନିଜ ଗୋଡ ରେ କୁରାଢି ମାରନ୍ତି। ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କବର୍ବର ହତ୍ୟା ପରେ ଦୀର୍ଘ ନଅ ମାସ ଲାଗିଲା bjd ଠାରୁ ଅଲଗା ହେବାକୁ। ହାରିଲେ। ଏବେ ଜଗନ୍ନାଥଙ୍କ କୃପା ରୁ ଜିତିଲେ ମାତ୍ର କାମ ବେଳକୁ ଏ ନକଲି ଗପ କିଏ ଶୁଣୁଛି। ଠାକୁର ଖାଇ ଖଟୁଲି ଗଲାଣି ଏ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଖୋଲ ସାପ କି ବେଙ୍ଗ ଯାହା ଅଛି ବାହାରୁ? ସରକାର ଯାଉ କି ପ୍ରଳୟ ହେଉ ହେଇ ଯାଉ।
@manashnayak2794
@manashnayak2794 20 күн бұрын
ଜଗନ୍ନାଥ ଙ୍କ ରତ୍ନ ଭଡାର ରେ କିଛି ନାହିଁ ସବୁ ଚୋରି କରି ଖାଇଗଲେ ସେଥିପାଇଁ ଡ଼ରୁଛ ଖୁଲିବାକୁ ଥରେ ଖୁଲ ଓଡିଶା ବାଶି ଦେଖିବେ 😂😂😂
@manoranjansingh5209
@manoranjansingh5209 19 күн бұрын
ତୁ ଚନ୍ଦା ସବୁ ଜାଣିଚୁ
@aknobita644
@aknobita644 20 күн бұрын
B j p sarakara bhasiba
@brahma1994vlogs
@brahma1994vlogs 20 күн бұрын
Micha katha god kahaku kichi anista karibeni
@kartikadas5546
@kartikadas5546 20 күн бұрын
Eia kia re nabin ta kain khulinathile tanka sarkar kemiti gala
@chaturbhujamahakuda3301
@chaturbhujamahakuda3301 20 күн бұрын
Jama nahin
@MrMrchitta
@MrMrchitta 18 күн бұрын
Taa mane apon kahichhanti thakuranka bhandara kholiki taa ra jatna neba darkar nahi??
@friendrejoicehappyness
@friendrejoicehappyness 20 күн бұрын
Badmal Panchayat Jharsuguda re Kaduo maati road concrete kebe heba? Waste disposal arrangements kebe? Nirdhista jaati gosthi Ra dadagiri, Dada bati adaya, ganjoda ,madua o choranka prakopa kebe thamiba?
@Lucky-sk3lo
@Lucky-sk3lo 20 күн бұрын
ତୁ କେତେ ରତ୍ନ ନେଇଛୁ ବୋଧେ କିଛି ହଡ଼ପ କରିଛୁ ନା ହେଲେ ଅଘଟଣ କଥା କାଇଁ କାଉଛି ଏଇପରି ଦରେଇମାରେଇ ଚାପି ଦେବାର ହିନ ପ୍ରୟାସ ସଫଳ ହେବନି
@chandanchandankumarbhoi3424
@chandanchandankumarbhoi3424 20 күн бұрын
Bjp sarkar naysarkar sabu gumar kholiba.adarmy sarkar gala baki rahila adhamy panda tanku bahar kar .bjd au panda nay samnaku na asu sabu misi bjp pae sadajantra karuchanti micha alap karichalichanti.sabu mariba amane aga bali padibe.jay jaganath.
@bijaypatra9105
@bijaypatra9105 20 күн бұрын
ରାଜ୍ୟକୁ ବିପଦ ପଡି ପାରେ
@lingarajdash8889
@lingarajdash8889 20 күн бұрын
ଯେଉଁ ଯେଉଁ ରାଜ୍ୟ ବା ଦେଶ ରେ ରତ୍ନଭଣ୍ଡାର ନାହିଁ ସେଠାରେ ବିପତ୍ତି ପଡୁଛି କାହିଁକି?
@Sarojkumar-675
@Sarojkumar-675 19 күн бұрын
Hn sethipain navin kholi nathila 😂sarkar bhangijiba boli
@HabibKhan-he2ts
@HabibKhan-he2ts 20 күн бұрын
Aguda eka kahani. Lokanku buaan buaan bulaibara prayaas. Mandira re thiba samasta alankara lutineichanti.
@BinayakaDas-ph6bg
@BinayakaDas-ph6bg 20 күн бұрын
Jay bjd 💚💚💚💚💚💚💚
@satyaswarupnayak4381
@satyaswarupnayak4381 20 күн бұрын
Iye bjp re baba Kichhi bharasa nahin ratnabhandar ku ambani adani ku bikidaba
@jharanamallick8843
@jharanamallick8843 20 күн бұрын
Modi jiba apekhya kara
@kalpanagarnaik921
@kalpanagarnaik921 20 күн бұрын
Baje katha kuha nahin.
@pbmmusicentertainmentchann5179
@pbmmusicentertainmentchann5179 20 күн бұрын
ଆରେ ସବୁ ନେଇଯିବେ ମୋଦି ଅପେକ୍ଷା କର
@KingofBharat.24
@KingofBharat.24 20 күн бұрын
Hmm jemiti Babi pandu lutiki neigale sabu 😂
@anandamohakuda4943
@anandamohakuda4943 20 күн бұрын
😅😅
@pravakarpradhan1571
@pravakarpradhan1571 20 күн бұрын
Modi ଅଦାନିକୁ sabu ଦେଇଦେବ
@pbmmusicentertainmentchann5179
@pbmmusicentertainmentchann5179 19 күн бұрын
@@KingofBharat.24 pandu ମୋଦି ହାତ ମିଶେଇ ଛନ୍ତି
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 37 МЛН
路飞太过分了,自己游泳。#海贼王#路飞
00:28
路飞与唐舞桐
Рет қаралды 33 МЛН
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 44 МЛН
ВОДА В СОЛО
00:20
⚡️КАН АНДРЕЙ⚡️
Рет қаралды 31 МЛН
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 37 МЛН