No video

ହୋସ୍ ଉଡେଇବ ଏ ବିବାହ❗ବର ନାକେଦମ୍❗ଜନଜାତି ଚଳଣି

  Рет қаралды 19,198

Charigarh Vlogs

Charigarh Vlogs

4 ай бұрын

Welcome to fresh new vlog , in this video we are showing you a tribal village marriage ceremony, it comes under Kendujhar district Telkoi Karamangi panchayat Aluni Village . There is different types of marriage ceremony is arranged with tribal rituals and culture. which is best and unique and they are belongs from scheduled tribe. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife #marriagevideo #tribalmarriage #tribalmarriagevideo

Пікірлер: 17
@prasantapattanaik862
@prasantapattanaik862 4 ай бұрын
ବାହାଘର ବହୁତ୍ ଖୁସି ଲାଗିଲା। ସମସ୍ତେ ତେଲ ମଖାମଖୀ ହେଉଥିଲେ।ତେଲ ତ ନୁହଁ ଭଲ ଓ ସମ୍ମାନ ଦେବାର ଏକ ପ୍ରକ୍ରିୟା। ଚର୍ଚ୍ଚା ଓ ଗୀତ ନାଚ ଭଲ। ଗାଁ କୁ ରାସ୍ତା ନାହଁ, ବିଜୁଳି ନାହିଁ,ପିଇବା ପାଣିର ବ୍ୟବସ୍ଥା ନାହିଁ।ଅନେକ ନାହିଁ ନାହିଁ ର ଗାଁ ୟେ।ତେବେ ଖୁସି ଓ ଆନଂଦ ଅଛି।ଆଗ କାଳରେ ସବୁ ଗାଁ ଏମିତି ଥିଲା।ତେବେ ସାମାଜିକ ଜୀବନ ବହୁତ୍ ଖୁସି ଦେଉଥିଲା। ଆଧୁନିକ ସମୟରେ ସବୁ ସୁବିଧା ଥାଇ ମଧ୍ୟ ସେ ଖୁସି ନାହିଁ।ଯାହା ହେଉ ସେ ଖୁସି କୁ ଏମାନେ ବଞ୍ଚେଇ ରଖିଛନ୍ତି। ଆଉ ରଖିଥିବେ ମଧ୍ୟ। ସେମାନଙ୍କ ସରଳ ନିଷ୍କପଟ ଜୀଵନଶୈଳୀ ଏକବିଂଶ ଶତାବ୍ଦୀରେ ମଧ୍ୟ ଆନନ୍ଦଦାୟକ ନିଶ୍ଚୟ।🙏
@anvlog1851
@anvlog1851 4 ай бұрын
Thank you da ,emanna tharu duniare khusi au kie nai
@sisirBuda-id4dp
@sisirBuda-id4dp 3 ай бұрын
ବହୁତ ସୁନ୍ଦର
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 share this video and subscribe this channel
@user-cm4mq5in2o
@user-cm4mq5in2o 15 күн бұрын
Very nice 👍 supar
@supentudu9586
@supentudu9586 4 ай бұрын
Adivasi somaj bohuto bholo
@ajayakumarmohanty9582
@ajayakumarmohanty9582 4 ай бұрын
ନୁଆ ଏକ ପରମ୍ପରା ଓ ପ୍ରଥା ର ଦୃଶ୍ୟ ଦେଖାଇଲେ । ପ୍ରେମ ବିବାହ ର ତିନି ବର୍ଷ ପରେ ଯେଭଳି ଉଭୟ ପରିବାର ମଧ୍ୟରେ ଉକ୍ତ ବିବାହକୁ ସ୍ବୀକୃତି ପ୍ରଦାନ ପୂର୍ବକ ଭୋଜି, ନାଚ ଗୀତର ଆସର ଜମାଇ ଦେଲେ ଆନନ୍ଦ ଉଲ୍ଲାସରେ ମଜିଗଲେ ବହୁତ ଖୁସି ଲାଗିଲା। ସ୍ଥାନୀୟ ଅଧିବାସୀ ମାନଙ୍କ ସମସ୍ୟା ଲୋକଲୋଚନକୁ ଆଣିଲେ। ଆପଣଙ୍କୁ ବହୁତ ଧନ୍ୟବାଦ ।22:50
@surendranathmishra5433
@surendranathmishra5433 4 ай бұрын
ଆମ ଓଡିଶାର ଜନଜାତି ଜୀଵନର ଚାଲି,ଚଳଣୀ,ବିଵାହ,ସାମାଜିକ ଅନୁଷ୍ଠାନ,ପରମ୍ପରା ଓ ସଂସ୍କୃତିର ଏକ ଵଳିଷ୍ଠ ଚିତ୍ର ପ୍ରଦାନକରିଛନ୍ତି ଓ ଵାହାରଜଗତକୁ healthy message ଦେଇଛନ୍ତି।ତତ୍ସହିତ ଆଦିବାସୀ,ଜୀଵନର ଅଭାଵ,ଅସୁଵିଧାଓ ରାସ୍ତାଘାଟ,ପିଇଵାପାଣିର ଅଵ୍ୟଵସ୍ଥା ସମ୍ପର୍କରେ ଚିତ୍ରପ୍ରଦାନ କରିଛନ୍ତି।ଅନେକ ଧନ୍ୟବାଦ ଭାଇ।🎉🎉❤🧤🧤👍👍
@CharigarhVlogs1614
@CharigarhVlogs1614 4 ай бұрын
🙏🙏🙏🙏🙏🙏 ଆପଣଙ୍କ ବାର୍ତ୍ତା ମୋ ଭ୍ଲଗରେ ଯାହା କମ୍ ଥିଲା ତାହା ପୂରା କରିଦେଲା ଜଗନ୍ନାଥ ଆପଣଙ୍କୁ ଦୁନିଆର ସବୁଠୁ ଭଲରେ ରଖିଥାନ୍ତୁ and share this video and subscribe this channel
@swadhinkumarjally172
@swadhinkumarjally172 4 ай бұрын
Emiti gote sampradaya ra bahaghara parampara bahut khusi lagila
@debendradey6407
@debendradey6407 4 ай бұрын
❤❤❤❤❤❤❤❤
@rksahu2682
@rksahu2682 4 ай бұрын
Nice video
@ajufactree7298
@ajufactree7298 4 ай бұрын
Fast comment sir
@ManjulataParida-wx8nz
@ManjulataParida-wx8nz 4 ай бұрын
ମୁଁ ଭିଡିଓ ଦେଖିକି ମୋ ପିଲାଦିନର ଚାଲି ଚଳଣି ରିତିନୀତି ମଧ୍ଯମ ଯୁଗ ପରି ଲାଗୁଚି ଓ ମନେ ପଡୁଛି❤❤ତୁମର ପ୍ରତ୍ୟେକ ଭିଡିଓ ଦେଖିକି ମୁଁ ଏଥିରେ ପୁରା ହଜି ଯାଉଛି, ବହୁତ ଭଲ ଲାଗୁଛି 👍👍👍👍👍👍
@_hope_world_93
@_hope_world_93 4 ай бұрын
Tuma vlogs mate bahut bholo lage.🎉
OMG what happened??😳 filaretiki family✨ #social
01:00
Filaretiki
Рет қаралды 8 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 17 МЛН
Алексей Щербаков разнес ВДВшников
00:47
Они так быстро убрались!
01:00
Аришнев
Рет қаралды 2,9 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 8 МЛН