ହଟିବେ ପୂରୁଣା, ଦିଲିଲାଣି ନୂଆ ମୁହଁ | New face in Jagatsingpur BJD | The Quiver

  Рет қаралды 45,702

THE Quiver News

THE Quiver News

9 ай бұрын

ଉପକୂଳ ଜିଲ୍ଲା ଜଗତସିଂହପୁର ରାଜନୀତିରେ ହେବ ବଡ଼ ପରିବର୍ତନ । ବିଶେଷ କରି ବିଜେଡିରେ ଅନେକ ପୂରୁଣା ହେବ ଆଉଟ । ହେଭିୱେଟ ହୁଅନ୍ତୁ କି କାମଚଳା, ଅଧିକାଂଶ ଏଥର ରେସରୁ ବାଦ ପଡ଼ିବେ । ପୂରା ଜିଲ୍ଲାର ଗେମ ଚେଞ୍ଜ କରିଦେବେ ନବୀନ । ଏମିତି କିଛି ଯୋଜନା ହୋଇଛି । ନୂଆ ଓ ଶିକ୍ଷିତ ବର୍ଗଙ୍କୁ ପ୍ରାଧାନ୍ୟ ଦେବ ବିଜେଡି । ବିଜେଡି ଏଥର ଏମିତି ପ୍ରାର୍ଥୀଙ୍କୁ ବାଛିବ, ବିଜେପି ତାର ସାମ୍ନା କରିବାକୁ ସକ୍ଷମ ହେବ ନାହିଁ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଚେଞ୍ଜ କଲେ ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଅସନ୍ତୋଷରୁ ବିଜେପି ଫାଇଦା ନେବ ବୋଲି ବିଜେପି ପ୍ଲାନ କରିଛି
#thequiver #odisha #bjd #naveenpatnaik #bjpodisha #cmo #odishalatestnews #odishanews #odishapolitics #bjdodisha #bjddigitalwing #bjdleader #odishaupdate #vkpandian #mpaparajitasarangi #aparajitasarangi #dharmendrapradhan #jagatsinghapur #rajashrimallik #paradeep
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZfaq! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 11
@aftabshaikh8521
@aftabshaikh8521 9 ай бұрын
ଜଗତସିଂହପୁର ରେ କିଛି ନୁହ ଏଠି ଅମରେନ୍ଦ୍ର ଦାସ ତମ ଗଣମାଧ୍ୟମ ଜନିଥାଓ ଏଠି ଅମରେନ୍ଦ୍ର ଦାସ ଲୋକଙ୍କ ହୃଦୟ ରେ ଅଛନ୍ତି❤❤
@Krishna14kk
@Krishna14kk 9 ай бұрын
ଆମ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଏଥର ଅମରେନ୍ଦ୍ର ଦାସ ଙ୍କ ଛଡା ଆଉ କାହାକୁ ପ୍ରଶ୍ରୟ ଦିଆଯିବ ନାହିଁ 👍🏻
@user-kc2gb8ll4u
@user-kc2gb8ll4u 9 ай бұрын
Jagatsinghpur re only One Amrendra Das 🙏
@dkdsocialwork7121
@dkdsocialwork7121 9 ай бұрын
Ame kebala amarendra bhai nku chinhi6u
@bapinabiswal4292
@bapinabiswal4292 9 ай бұрын
ଜଗତସିଂହପୁର ବାସୀ ଙ୍କ ହୃଦୟ ରେ କେବଳ ଅମରେନ୍ଦ୍ର ଦାସ 💚👍 ଅମରେନ୍ଦ୍ର ଦାସ ଙ୍କ ବିନା ଏଠି ଅନ୍ୟ ଗତି ନାହିଁ
@Shisirswin71
@Shisirswin71 3 ай бұрын
ଜଗତସିଂହପୁର ରୁ ବିଜେଡି ଆସିବ
@user-pg6li7ml7z
@user-pg6li7ml7z 4 ай бұрын
Bijay sankar adiya ta..taku tirtol ru na hateile bjd ko kei vote debeni.
@ButunabiswalButunabiswal-qo6tq
@ButunabiswalButunabiswal-qo6tq 3 ай бұрын
Vary rut
@debasishtripathy8336
@debasishtripathy8336 4 ай бұрын
Jagatsinghpur kahile Naveen au prasant maduli..He is the legend of polytechnic......
@banabiswal8255
@banabiswal8255 9 ай бұрын
ଓଡ଼ିଶା ରାଜ୍ୟ ନିର୍ବାଚନ ଏବେ ହେଉ ନାହିଁ, ସୋସିଆଲ ମିଡ଼ିଆ ବାଲା ବେଶୀ ଡେଇଁ ଛି କାହିଁକି,
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 9 МЛН
Best KFC Homemade For My Son #cooking #shorts
00:58
BANKII
Рет қаралды 59 МЛН
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН
CM-KISAN replaces KALIA Yojana // Odisha's ₹2.65 Lakh Cr Budget
21:47
OdiaTechBulletin
Рет қаралды 104 М.