No video

ହଟାତ୍ ବନ୍ଦ୍ ହେଇଗଲା ଯାତ୍ରା ପାର୍ଟି /mitunavlogs / konarkgananatya /

  Рет қаралды 239,445

Mituna Vlogs

Mituna Vlogs

Күн бұрын

#mitunavlogs #konarkgananatya #odiajatra
ରାଜଧାନୀ ଅପେରା ବନ୍ଦ୍ ହେଇଗଲା
mitunavlogs
konarkgananatya

Пікірлер: 594
@sushilsamal3789
@sushilsamal3789 Жыл бұрын
ସୁନ୍ଦର କଳାକାର, ମୋ ବର୍ଣ୍ଣବୋଧ ହଜିଯାଇଛି ନାଟକରେ ତାଙ୍କର ଅଭିନୟ ଅତି ଚମତ୍କାର ଥିଲା l
@ankitcreation5282
@ankitcreation5282 Жыл бұрын
Right
@mitunavlogs1379
@mitunavlogs1379 Жыл бұрын
Thanks 🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@bapinabiswal4292
@bapinabiswal4292 Жыл бұрын
ଜୀବନ କବି ହେଉଛନ୍ତି ଜଣେ ନୂତନ ଯାତ୍ରା ଜଗତ ପାଈଁ ଉଦାହରଣ ସବୁ ଅଭିନୟ କରିବାରେ ତାଙ୍କର ପୁର୍ଣ ଦକ୍ଷତା ରହିଛି ❤️🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@narayanmishra8843
@narayanmishra8843 19 күн бұрын
ଚମତ୍କାର,ଉଭୟ ଙ୍କ ଅଭିନୟ ହୃଦୟସ୍ପର୍ଶୀ ❤❤ଜୀବନ ବାବୁ ମିଟୁନା ମାଡ଼ାମ୍
@chaitanyabariki810
@chaitanyabariki810 Жыл бұрын
ଶୁଭେଚ୍ଛା ମାଡାମ 🙏 ସୁନ୍ଦର ସାକ୍ଷାତକାର ଏମିତି ହଜିଯାଇଥିବା କଳାକାର ମାନଙ୍କୁ କ୍ୟାମେରା ମାଧ୍ୟମରେ ଲୋକ ଲୋଚନକୁ ଆଣୁଥିବା ରୁ ଶତ ଶତ ଧନ୍ୟବାଦ ଜୟଶ୍ରୀ ଜଗନ୍ନାଥ ପ୍ରଭୁ ବନ୍ଦେ ଉତ୍କଳଜନନୀ
@surajpatnayak1743
@surajpatnayak1743 Жыл бұрын
Konarka gananatya 1992 jatra upload Karen 2😊😊😊😊😊😊😊
@mitunavlogs1379
@mitunavlogs1379 Жыл бұрын
Thanks 🙏
@rishipradhan419
@rishipradhan419 Жыл бұрын
ରିକ୍ସାବାଲା ନାଟକ ରେ ଜିବନ ଭାଇ ଙ୍କ ଜୀବନ୍ତ ଭରା କାହାଣୀ ଅତି ସୁନ୍ଦର
@mitunavlogs1379
@mitunavlogs1379 Жыл бұрын
Thanks 🙏
@basantbehera3237
@basantbehera3237 Жыл бұрын
ଜୀବନ କବି଼ ବହୁତ ପରିଚିତ ନା ଟିଏ ।ସୁ୍ନ୍ଦର କଳ।କାର଼। Thank you
@mitunavlogs1379
@mitunavlogs1379 Жыл бұрын
Thanks 🙏
@subanya2018
@subanya2018 Жыл бұрын
ଜୟ ଜଗନ୍ନାଥ ମିଟୁନା ଅପା ଜୀବନ ଭାଇ ରିକ୍ସା ବାଲା ଯାତ୍ରା ବହୁତ୍ ଭଲ ଯାତ୍ରା ମୁଁ ଯେତେ ବେଳେ ଦେଖେ ମେତେ ନୂଆ ନୂଆ ଲାଗେ😢😢😢
@mitunavlogs1379
@mitunavlogs1379 Жыл бұрын
Thanks 🙏
@jayasuryarath8563
@jayasuryarath8563 Жыл бұрын
ବହୁତ ବଢିଆ ସାକ୍ଷାତକାର ଓ ଉପସ୍ଥାପନା ବହୁତ ବହୁତ ଭଲ ଲାଗିଲା
@mitunavlogs1379
@mitunavlogs1379 Жыл бұрын
Thanks 🙏
@sarojsahoo9906
@sarojsahoo9906 Жыл бұрын
ଜୀବନ ଭାଇ ଜଣେ ସୁନ୍ଦର କଳାକାର ଏମିତି କଳା କାର ଭବିସତ ରେ ବି ମିଳିବେନି
@mitunavlogs1379
@mitunavlogs1379 Жыл бұрын
Thanks 🙏
@ashokbehera6677
@ashokbehera6677 Жыл бұрын
ଦୁଃଖ ନାଟକ ରିକ୍ସାବାଲା ମସ୍ତ ନାଟକ 👍👍କାହାଣୀ ମାନିବାକୁ ପଡିବ ଯିଏ ଦେଖିବାକୁ ଯିବ କାନ୍ଦିବା ସୁନିଶ୍ଚିତ 🙏🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@tapandas1697
@tapandas1697 Жыл бұрын
ଜୀବନ ଭାଇ ଜଣେ ସର୍ବକାଳୀନ ଶ୍ରେଷ୍ଠ ଅଭିନେତା... ଭାଇଙ୍କୁ ପ୍ରଣାମ ଆଉ ମିତୁନା ଅପା ଙ୍କ ଉପସ୍ଥାପନା ଅତି ଜୀବନ୍ତ
@mitunavlogs1379
@mitunavlogs1379 Жыл бұрын
Thanks 🙏
@pramodkumarpanda9419
@pramodkumarpanda9419 Жыл бұрын
ଜୀବନ ପ୍ରକୃତ କଳା ଏବଂକଳାକାରର ଏକଶ୍ରେଷ୍ଠ ଜିବନ ।
@mitunavlogs1379
@mitunavlogs1379 Жыл бұрын
Thanks 🙏
@rajeshpany8651
@rajeshpany8651 Жыл бұрын
ଜୀବନ କବି, ଜଣେ ବହୁତ ଭଲ ବ୍ୟକ୍ତିତ୍ୟ, ବହୁତ ଭଲ ଅଭିନେତା.
@mitunavlogs1379
@mitunavlogs1379 Жыл бұрын
Thanks 🙏
@ananyaabhilipsasahoo-ny1ms
@ananyaabhilipsasahoo-ny1ms Жыл бұрын
ଜୀବନ କବି ବିଷୟରେ ଜାଣି ଖୁସି ହେଲି କାରଣ ସେ ଆମ ଅଞ୍ଚଳ ର ଜଣେ ବଡ଼ କଳାକାର.ତାଙ୍କର କଳାକାର ଜୀବନ ଉଜ୍ୱଳ ମୟ ହେଉ
@mitunavlogs1379
@mitunavlogs1379 Жыл бұрын
Thanks 🙏
@babulisahu3632
@babulisahu3632 Жыл бұрын
ଯେତେ ତାରିଫ କଲେ ବି କମ ହେବ ଜୀବନ ଭାଇ ଜଣେ ବହୁତ ଭଲ କଲକର
@mitunavlogs1379
@mitunavlogs1379 Жыл бұрын
Thanks 🙏
@saradaprasadmohanty9169
@saradaprasadmohanty9169 11 ай бұрын
ବହୁତ ସୁନ୍ଦର ,ପୁରୁଣା କଳାକାର ମାନଙ୍କ ସାକ୍ଷାତକାର କର ।
@mitunavlogs1379
@mitunavlogs1379 11 ай бұрын
Agyan 🙏
@sanjayrout1690
@sanjayrout1690 2 күн бұрын
Thanks ଦିଦି very nice
@RonalinjenaRonalinjena
@RonalinjenaRonalinjena Жыл бұрын
APA Mora Sabu thu fv jatra hauchi rikshawala mu jata thara dakhuchi sata thara kadhichi Satara apa jatra ta bhuti jinisha sikibaku achi nice ❤❤ love you APA ❤❤
@mitunavlogs1379
@mitunavlogs1379 Жыл бұрын
Thsnks 🙏
@pitambardeivedy5470
@pitambardeivedy5470 Жыл бұрын
ସୁନ୍ଦର ସାଖ୍ୟାତ କାର ମିଟୁନା ଅପା
@mitunavlogs1379
@mitunavlogs1379 Жыл бұрын
Thanks 🙏
@biswaranjansahoo4477
@biswaranjansahoo4477 Жыл бұрын
ରିକ୍ସା ଵାଲା ନାଟକ ଅତି ଉଚ୍ଚ କୋଟିର... ଜୀବନ ଭାଇ ଜଣେ ଉଚ୍ଚ କୋଟିର ଅଭିନେତା
@mitunavlogs1379
@mitunavlogs1379 Жыл бұрын
Thsnks 🙏
@miracleayurabedbysangramke8394
@miracleayurabedbysangramke8394 Жыл бұрын
ଯାତ୍ରା ଜଗତ ର ହେମନ୍ତ ଦାସ କହିଲେ ଅତ୍ୟୁକ୍ତି ହେବନାହିଁ ।
@mitunavlogs1379
@mitunavlogs1379 Жыл бұрын
Thanks 🙏
@biswajitmallik4768
@biswajitmallik4768 Жыл бұрын
Bahut khusi lagila jane ete badhia kalakara nku dekhili ATI sunder Manisha jane
@mitunavlogs1379
@mitunavlogs1379 Жыл бұрын
Thanks 🙏
@Aj45-j8
@Aj45-j8 Жыл бұрын
Jane purukha artist nka bisay re jani bahut khusi lagila..... Thanks apa
@mitunavlogs1379
@mitunavlogs1379 Жыл бұрын
Thanks 🙏
@bhagyabhusanmahapatra2457
@bhagyabhusanmahapatra2457 Жыл бұрын
Jane niara kalakara. Unforgettable artist. Thanks🙏 mituna DD
@mitunavlogs1379
@mitunavlogs1379 Жыл бұрын
Thanks 🙏
@jagadishsarangi6214
@jagadishsarangi6214 Жыл бұрын
Bahut bhala lagila Apa mu Acharya heuchhi apana ketebele samaya Bahar Kari Purruna smuurti dei samastanka pain bhala paiba ra barta barana deichhanti jay Sri Ram. ....
@mitunavlogs1379
@mitunavlogs1379 Жыл бұрын
Thanks 🙏
@maheswarparida8745
@maheswarparida8745 Жыл бұрын
Bahuta bhala lagila madam 💐💐🙏🙏🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@dharamamallik8043
@dharamamallik8043 Жыл бұрын
ସମାଜ ପାଇଁ ବାର୍ତ୍ତା ର ନାଟକ ରିକ୍ସା ବାଲା ଯେତେ ଦେଖୁଥିଲେ ପୁଣି ଇଛା ହୁଏ ହୃଦୟ ସ୍ପର୍ଶୀ ନାଟକ।
@mitunavlogs1379
@mitunavlogs1379 Жыл бұрын
Thanks 🙏
@bimalanayak-cp4gj
@bimalanayak-cp4gj Жыл бұрын
Didi very nice vedeo jaban bhaika dekhki
@mitunavlogs1379
@mitunavlogs1379 Жыл бұрын
Thanks 🙏
@subashpatra2828
@subashpatra2828 Жыл бұрын
ଅପା ସତରେ ବହୁତ ସୁନ୍ଦର ଲାଗିଲା
@mitunavlogs1379
@mitunavlogs1379 Жыл бұрын
Thanks 🙏
@krushnamishra6831
@krushnamishra6831 Жыл бұрын
Appa satare. Niyara artist. Jahara. Tulana nahi. . No. 1 artist. Beautiful mast.mindbowing. nice
@mitunavlogs1379
@mitunavlogs1379 Жыл бұрын
Thanks 🙏
@goutammandal2072
@goutammandal2072 Жыл бұрын
Bahut bhala kalakar
@mitunavlogs1379
@mitunavlogs1379 Жыл бұрын
Thanks 🙏
@sanjayrout1690
@sanjayrout1690 2 күн бұрын
ରିକ୍ସା ବା ଲା ନାଟକ ରେ ଜ ଗା ବିଶ୍ଵାଳ
@jagatsahoo6008
@jagatsahoo6008 6 ай бұрын
Nice vdo mituna didi
@mitunavlogs1379
@mitunavlogs1379 6 ай бұрын
Dhanyabad 🙏
@jatraloversibun
@jatraloversibun Жыл бұрын
Jay Jagannath 🙏🙏🙏 Bahutu sundar video bahutu khushi lagila jiban babunka video👌👌👍👍👍👍🙏🙏🙏 bhai & apa 🙏🙏🙏
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@rohankumarsamantaray1229
@rohankumarsamantaray1229 Жыл бұрын
ବହୁତ ବଢିଆ ମିଟୁନା ଅପା ପୁରୁଣା କଳାକାର ଜୀବନ ସାର ଙ୍କ ଭିଡିଓ
@mitunavlogs1379
@mitunavlogs1379 Жыл бұрын
Thanks 🙏
@durgaprasadhota
@durgaprasadhota Жыл бұрын
ଜୀବନ କବି ସାର ଅତି ସୁନ୍ଦର ଅଭିନୟ କରନ୍ତି।। ଜୟ ଜଗନ୍ନାଥ 🙏🙏
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@basantasahu2990
@basantasahu2990 Жыл бұрын
bahut badia
@mitunavlogs1379
@mitunavlogs1379 Жыл бұрын
Thanks 🙏
@niharnayak7992
@niharnayak7992 6 ай бұрын
Jibankabi sir best actor 🎉❤
@mitunavlogs1379
@mitunavlogs1379 6 ай бұрын
Dhanyabad 🙏
@kailashswain1131
@kailashswain1131 11 ай бұрын
didi Riksha balaknu dekhi mu bahuta khushi very nice acter
@mitunavlogs1379
@mitunavlogs1379 11 ай бұрын
Thsnks 🙏
@santoshkumarrath1357
@santoshkumarrath1357 Жыл бұрын
Mituna didi A Janaka bahut bhala au perfect jatra artist Jiban bhai. gotie thara pain live dekhichi
@mitunavlogs1379
@mitunavlogs1379 Жыл бұрын
Thanks 🙏
@miloanbiswal8053
@miloanbiswal8053 Жыл бұрын
One'of my favorite jatra topic riksha bala all actor very good act
@mitunavlogs1379
@mitunavlogs1379 Жыл бұрын
Thanks 🙏
@Ramesh-mi9mq
@Ramesh-mi9mq Жыл бұрын
ଜୀବନ ଭାଇ ମିଟୁନା ଅପା ରେକ୍ସାବାଲା ନାଟ ଟି ଭଉତ ଭଲ ଲାଗେ 🙏🙏🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@sanjaysadawarti4121
@sanjaysadawarti4121 Жыл бұрын
आई लाइक बेस्ट आर्टिस्ट यात्रा इंडस्ट्री जीवन भाई 30 इयर्स एक्सपीरियंस
@mitunavlogs1379
@mitunavlogs1379 Жыл бұрын
Thanks 🙏
@miracleayurabedbysangramke8394
@miracleayurabedbysangramke8394 Жыл бұрын
ପ୍ରଣାମ ମହାଶୟ,,, ହଁ ସେତେବେଳକୁ ମୋର ବୟସ ପାଖାପାଖି ପନ୍ଦର କି ଷୋଳ ହବ। ଆମ ଗାଁ ପାଖ ରେ ତୁଳସୀପୁର ରେ ନାଟକ ପଡ଼ିଥାଏ। ତଳ ଟିକେଟ ଥାଏ ବାରେଣା ପଇସା। ଭାରି କଷ୍ଟ ରେ ଯୋଗାଡ କରି ନାଟ ଦେଖିବାକୁ ଗଲି। ବାଃ ନାଟକ ତ ଦେଖିଲି ତା ସହିତ ପ୍ରେମ ରେ ପଡ଼ିଗଲି ଜୀବନ ବାବୁଙ୍କର । ଆରେ ନା ନା ଯାହା ଭାବୁଛନ୍ତି ସେମିତି ନୁହଁ ମ..... ଜୀବନ ବାବୁ ଙ୍କ ଅଭିନୟ ପ୍ରେମ ରେ ପଡ଼ିଗଲି। ଆଉ ତା ପରେ ସବୁଦିନ..... ହା ହା ହା ହା ହା ହା ଲୁଚି କି ପାଲ ଟେକି ସବୁଦିନ ଯାକ ନାଟକ ଦେଖିଛି। ଆହା ..... ଆଉ ସେଇ ଦେଖାଦେଖି ମୁଁ ବି ଗାଁ ରେ ନାଟକ କରିବା ଆରମ୍ଭ କରିଲି ଆଉ ଆଜି ଗାଁ ରେ ଓ ପାଖାପାଖି ଗାଁ ରେ ଜଣେ ଭଲ ଚରିତ୍ର ଅଭିନେତା ଭାବରେ ନାମ କମେଇଛି। ଜୀବନ ବାବୁ ତ ମୋ ପାଇଁ ଗୁରୁ ଦ୍ରୋଣାଚର୍ଯ୍ୟ । ଖୁବ ଭଲ ଅଭିନୟ କରନ୍ତି ଜୀବନ ବାବୁ।
@mitunavlogs1379
@mitunavlogs1379 Жыл бұрын
Bahut bahut dhanyabad agyan 🙏
@ganeshbehera6371
@ganeshbehera6371 Жыл бұрын
ମିଟୁନା ମାଡ୍ରାସ ଜୀବନ ବାବୁ ଘର କୁ ଲାଗିକରି ଆଉଜଣେ ଧଉଳି ଗଣନାଟ୍ୟ ର ହିରୋଇନ୍ ଅଛନ୍ତି ତାଙ୍କ ର ଗୋଟେ ବ୍ଲଗସ କରନ୍ତୁ
@mitunavlogs1379
@mitunavlogs1379 Жыл бұрын
Kia
@ramachandrajena1831
@ramachandrajena1831 Жыл бұрын
Rikswala natak r avianya atisundar ❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@sibaprasadmishra8908
@sibaprasadmishra8908 Жыл бұрын
One of the best actor in Jatra industry... Jivan Kabi is a versatile actor in the Jatra industry . Real and natural actor for ever... Salute...
@mitunavlogs1379
@mitunavlogs1379 Жыл бұрын
Thanks 🙏
@adityakumarprusty3127
@adityakumarprusty3127 Жыл бұрын
Riksawala hit
@mitunavlogs1379
@mitunavlogs1379 Жыл бұрын
Thanks 🙏
@biswadebbehera6871
@biswadebbehera6871 Жыл бұрын
Bahut sundar action..Bhaink...
@mitunavlogs1379
@mitunavlogs1379 Жыл бұрын
Thanks 🙏
@shishirkumarmohanty5240
@shishirkumarmohanty5240 Жыл бұрын
Sundar kalakar.patkura.kendrapara.
@mitunavlogs1379
@mitunavlogs1379 Жыл бұрын
Thanks 🙏
@niranjannayak5126
@niranjannayak5126 Жыл бұрын
Riksa bala jatra mu dekhichi very nice story
@mitunavlogs1379
@mitunavlogs1379 Жыл бұрын
Thanks 🙏
@niranjanpatra84
@niranjanpatra84 Жыл бұрын
Bahuta sundar lagila apa ❤️🥰🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@prasantakumarbarik3744
@prasantakumarbarik3744 Жыл бұрын
Sunder artist jiban bhai jibanta dialogue
@mitunavlogs1379
@mitunavlogs1379 Жыл бұрын
Thanks 🙏
@mitusethi1859
@mitusethi1859 Жыл бұрын
Jibnbhai mitunaapa apana duhijananku mora koti koti pranam jagarnatha mangala karantu
@mitunavlogs1379
@mitunavlogs1379 Жыл бұрын
Thanks 🙏
@susantakumarnayak3062
@susantakumarnayak3062 Жыл бұрын
Mituna didi god bluse you
@mitunavlogs1379
@mitunavlogs1379 Жыл бұрын
Thanks 🙏
@bapujipatra4837
@bapujipatra4837 Жыл бұрын
ବହୁତ୍ ସୁନ୍ଦର actor ଓ ନିଖୁଣ ଅଭିନୟ କରିଆସିଛନ୍ତି।
@mitunavlogs1379
@mitunavlogs1379 Жыл бұрын
Thanks 🙏
@Sai-tv655
@Sai-tv655 Жыл бұрын
Best of luck Bhai and apa
@mitunavlogs1379
@mitunavlogs1379 Жыл бұрын
Thanks 🙏
@ajayadas5465
@ajayadas5465 Жыл бұрын
ଅପା ତୁମକୁ ଅଶେଷ ଅଶେଷ ଧନ୍ୟବାଦ ଏମିତି ଏକ କଳାର ସାଧକଙ୍କୁ ତୁମ ଚାନେଲ୍ କୁ ଆଣି ଥିବାରୁ । ଜୀବନ କବି ଏହା ଏକ ନାମ ନୁହେଁ, ଏହା ଏକ କଳାର ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ୪୦/୪୨ ବର୍ଷ ର ଯାତ୍ରା ତାହା ପୁଣି female & male artist ଭାବେ କିଛି ଛୋଟିଆ କଥା ନୁହେଁ, ଜୀବନ ଭାଇଙ୍କର ହିରୋଇନ୍ ରୋଲ୍ ଯିଏ ଦେଖିଛି ସିଏ ନିଶ୍ଚୟ ତା ମନକୁ ପଚାରୁ ଥିବ ଜଣେ ପୁରୁଷ କଣ ନାରୀ ରୋଲ୍ ଏତେ ନିଖୁଣ ଭାବରେ କରିପାରେ ? ଜୀବନ ଭାଇଙ୍କର ଆଜିବି ସେ ଦରଦୀ କଣ୍ଠର ସଂଳାପ ଶୁଣିଲେ ଆଖିରେ ଲୁହ ଆସିଯାଏ । ତେଣୁ ଅପା ତୁମକୁ ଅନୁରୋଧ ଆଉଥରେ ଭାଇଙ୍କୁ ତୁମେ ଚାନେଲ୍ କୁ ଆଣି କିଛି ଡାଇଲଗ ଶୁଣାନ୍ତୁ❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@akshyasahu4335
@akshyasahu4335 Жыл бұрын
ଦିଦି 🙏, ଛୁଆ ହେଇକି ଆସିଥିଲି, ବୁଢା ହେଇକି ଯିବି, ଏଇ ତ ଜୀବନ ନାଟକ ନା 🤔ଆଗେ ମେଲ ମାନେ ଫିମେଲ ରୋଲ କରୁଥିଲେ, କି ନିଖୁଣ ଅଭିନୟ, example... ଭିକୁବାବୁ /ମିନା..ପ୍ରଭାଷଜଜ୍ଞ ର ପ୍ରଭା 👌ଜୟକଳା 🚩
@mitunavlogs1379
@mitunavlogs1379 Жыл бұрын
Thanks 🙏
@amankumarnayak8968
@amankumarnayak8968 Жыл бұрын
Jiban sir nka ra gote Natak mate bahut bhala lagi thila kemiti achha niharika
@mitunavlogs1379
@mitunavlogs1379 Жыл бұрын
Thanks 🙏
@jaluswain7975
@jaluswain7975 Жыл бұрын
Mituna sister thanks abhalli kallakarnku samnaku annithibaru,
@mitunavlogs1379
@mitunavlogs1379 Жыл бұрын
Agyan 🙏
@JBloverboy
@JBloverboy Жыл бұрын
ଏହିଭଳି କଳାକାର ଙ୍କୁ ନମସ୍କାର 🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@brajakishorebehera4791
@brajakishorebehera4791 Жыл бұрын
ଯାତ୍ରା ଜଗତର ସବୁଠାରୁ ସରଳ ଆଉ ମୋହାନ ବେକ୍ତିତ୍ୱ ହଉଛନ୍ତି ଜୀବନ sir... ଆପଣକୁ କୋଟି କୋଟି ପ୍ରଣାମ 🙏🙏... ଜଗନ୍ନାଥ ମୋହା ପ୍ରଭୁ ଭଲରେ ରଖନ୍ତୁ...... ମିଟୁନା ଦିଦି ଆପଣକୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏମିତି କ୍ୟାମେରା ପଛରେ ରହିଥିବା କଳାକାର ମାନଙ୍କୁ ଆଣି ଆପଣ ଙ୍କ volg ଜରିଆରେ ଦେଖାଉଛନ୍ତି.......
@mitunavlogs1379
@mitunavlogs1379 Жыл бұрын
Thanks 🙏
@saratchandrapanda3064
@saratchandrapanda3064 11 ай бұрын
Mana hauchi au thare dekhibaku
@bapudanceacademydhuanla8919
@bapudanceacademydhuanla8919 Жыл бұрын
Riksabala❤️
@mitunavlogs1379
@mitunavlogs1379 Жыл бұрын
Agyan 🙏
@gouttamnayak3497
@gouttamnayak3497 Жыл бұрын
Jiban das nka mind setting mast
@mitunavlogs1379
@mitunavlogs1379 Жыл бұрын
Thanks 🙏
@sukantakumar9077
@sukantakumar9077 Жыл бұрын
Jiban kabi very nice star
@mitunavlogs1379
@mitunavlogs1379 Жыл бұрын
Thanks 🙏
@bhaktacharansahu352
@bhaktacharansahu352 Жыл бұрын
Really rikswala nataka was very heart touching so many many thanks to jiban kabi sir mituna apa and nalini apa also
@mitunavlogs1379
@mitunavlogs1379 Жыл бұрын
Thanks 🙏
@subharanjansahoo4618
@subharanjansahoo4618 Жыл бұрын
Very very talented artist
@mitunavlogs1379
@mitunavlogs1379 Жыл бұрын
Thanks 🙏
@pradiptanarayanbarik8932
@pradiptanarayanbarik8932 Жыл бұрын
ଯାତ୍ରା ବହୁତ ଭଲ ଲାଗେ
@mitunavlogs1379
@mitunavlogs1379 Жыл бұрын
Thanks 🙏
@satyadurga1267
@satyadurga1267 Жыл бұрын
Beautiful..kalakar
@mitunavlogs1379
@mitunavlogs1379 Жыл бұрын
Thanks 🙏
@Swaggers-Of-Balasore
@Swaggers-Of-Balasore Жыл бұрын
ଜୟ ଜଗନ୍ନାଥ ରାଜଧାନୀ ଅପେରା କଣ ପାଇଁ ବନ୍ଦ ହେଲା ପଚାରିଥିଲେ ଭଲ ହେଇଥାନ୍ତା
@mitunavlogs1379
@mitunavlogs1379 Жыл бұрын
Jaha kahile thik kintu mu janiki pacharilini kahinki se jhamela re pasiba khabar paile band heichi setiki mo matare bhala
@Swaggers-Of-Balasore
@Swaggers-Of-Balasore Жыл бұрын
@@mitunavlogs1379 ହଁ ସେଇଟା ବି ଠିକ
@narendramahanta7227
@narendramahanta7227 Жыл бұрын
ଆଇ ❤❤❤❤❤❤❤ ଜୀବନ ଭାଇ ,SMS ପଠେବେ କଥା ରହିଲା।ଆପା।।। ଜୀବନ ଭାଇ ପାଖକୁ ,,mo...ରିକ୍ସା ବ।ଲା ଭାଇ କୁ ଶହେ ସଲମ୍
@mitunavlogs1379
@mitunavlogs1379 Жыл бұрын
Thanks 🙏
@byomokeshpatra6223
@byomokeshpatra6223 7 ай бұрын
Bahut bhala lagila Apa. Jay Jagannath
@mitunavlogs1379
@mitunavlogs1379 7 ай бұрын
Jai Jagannath 🙏🙏🙏
@nirasahoo284
@nirasahoo284 6 ай бұрын
Simple human being & down to earth man& excellent actor. He is knows as Rickshwabala in whole odisha.
@mitunavlogs1379
@mitunavlogs1379 6 ай бұрын
Dhanyabad 🙏
@PramodpatraLoveguru
@PramodpatraLoveguru 6 ай бұрын
Mo feboright jatra rickshawala
@mitunavlogs1379
@mitunavlogs1379 6 ай бұрын
Dhanyabad 🙏
@santanujena1223
@santanujena1223 Жыл бұрын
Jiban bhainku first namaskar... proud of you bhai
@mitunavlogs1379
@mitunavlogs1379 Жыл бұрын
Thanks 🙏
@parthasarathi7720
@parthasarathi7720 Жыл бұрын
Jiban sir super atist❤❤❤
@mitunavlogs1379
@mitunavlogs1379 Жыл бұрын
Thsnks 🙏🙏🙏
@damodharsahu4111
@damodharsahu4111 Жыл бұрын
Super akter
@mitunavlogs1379
@mitunavlogs1379 Жыл бұрын
Thanks 🙏
@santanujena1223
@santanujena1223 Жыл бұрын
Riksabala natak super hit in jollywood
@mitunavlogs1379
@mitunavlogs1379 Жыл бұрын
Thanks 🙏
@user-zm2dr1pp4l
@user-zm2dr1pp4l 11 ай бұрын
Very..naec❤
@mitunavlogs1379
@mitunavlogs1379 11 ай бұрын
Thsnks 🙏
@babyranireallifevlog5584
@babyranireallifevlog5584 Жыл бұрын
Nice meeting jiban କବି ସୁନ୍ଦର ଅଭିନୟ
@mitunavlogs1379
@mitunavlogs1379 Жыл бұрын
Thanks 🙏
@swatiswagatikadas3967
@swatiswagatikadas3967 Жыл бұрын
Didi .Jay Jagannath
@mitunavlogs1379
@mitunavlogs1379 Жыл бұрын
Jai jagannath 🙏🙏🙏
@dilipparida1491
@dilipparida1491 Жыл бұрын
Kabi Babu Your Character role is very Fantastic
@mitunavlogs1379
@mitunavlogs1379 Жыл бұрын
Thanks 🙏
@Kalandicharansahoo-pz6gj
@Kalandicharansahoo-pz6gj 6 ай бұрын
Riksawala ❤❤❤
@mitunavlogs1379
@mitunavlogs1379 6 ай бұрын
Agyan 🙏
@ssvlogs5179
@ssvlogs5179 Жыл бұрын
Bahut vl actor jiban vai
@mitunavlogs1379
@mitunavlogs1379 Жыл бұрын
Thanks 🙏
@Santanuking446
@Santanuking446 Жыл бұрын
A mane jane jane kula bihan . Love u bro
@mitunavlogs1379
@mitunavlogs1379 Жыл бұрын
Thanks 🙏
@Santanuking446
@Santanuking446 Жыл бұрын
@@mitunavlogs1379 mam 🙏 bajari budha jatra re roll karithiba kailash behera aau jane senior citizens thile se bedesini jatra re father roll karithile se sir nka vdo upload karantu plz mam mo request rakhibe. 🙏
@RajeshKumar-vj8oj
@RajeshKumar-vj8oj 13 күн бұрын
ମୁଁ ଜଣେ ଯୁବ ଯାତ୍ରା ପ୍ରେମୀ ମୋର ପ୍ରଥମ ଦେଖିଥିବା ନାଟକ ରଙ୍ଗମଞ୍ଚରେ ଚିରା କାଗଜ ମୁଁ ଜୀବନ ବାବୁ ଙ୍କ ନାଟକ ୟୁ ଟ୍ୟୁବ୍ ରେ ଦେଖୁଚି ଏବେ ଏବେ ବହୁତ୍ ଭଲ ଅଭିନୟ ମା ବାରଭୂଜା ପୂଜା ପେଣ୍ଡାଲ ବରମୁଣ୍ଡା ରୁ କୋଣାର୍କ ଯାତ୍ରା ପାଟି ଯେବେଠୁ ବିଦାୟ ନେଇ ଯାଇଚି ସେବେ ଠାରୁ ଟିକେ ଯାତ୍ରା ଦେଖା କମ୍ ହୋଇ ଯାଇଛି ମୋର
@mitunavlogs1379
@mitunavlogs1379 13 күн бұрын
Agyan 🙏
@dilippalai1912
@dilippalai1912 Жыл бұрын
ବହୁତ ଭଲ
@mitunavlogs1379
@mitunavlogs1379 Жыл бұрын
Thanks 🙏
@parameswarabarik7814
@parameswarabarik7814 Жыл бұрын
Sundar kalakar sir nkara jibanta avinaya
@mitunavlogs1379
@mitunavlogs1379 Жыл бұрын
Thanks 🙏
@santanuparida9398
@santanuparida9398 Жыл бұрын
My favourite riksabala❤❤❤
@mitunavlogs1379
@mitunavlogs1379 Жыл бұрын
Thanks 🙏
@santanuparida9398
@santanuparida9398 Жыл бұрын
Apanku
@Aditya.aditya.
@Aditya.aditya. Жыл бұрын
ବହୁତ ସୁନ୍ଦର କଳାକାର
@mitunavlogs1379
@mitunavlogs1379 Жыл бұрын
Thanks 🙏
@bulukumarmahanty9436
@bulukumarmahanty9436 Жыл бұрын
@@mitunavlogs1379 ଅପ ତୁମ ବିସୟ କିଛି କୁହ ସୁଣି ଖୁସି ଲାଗିବ 🙏🙏
@lalabiswajitray3387
@lalabiswajitray3387 Жыл бұрын
Very good actor
@mitunavlogs1379
@mitunavlogs1379 Жыл бұрын
Thanks 🙏
@manoranjansahoo767
@manoranjansahoo767 Жыл бұрын
Kemiti achha niharika re bahut sundar abhinaya karichhanti🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@prashantasethi9922
@prashantasethi9922 Жыл бұрын
Kalinga gananatya Riksha wala natak sundar abinaya
@mitunavlogs1379
@mitunavlogs1379 Жыл бұрын
Thanks 🙏
@JBSTATUS7
@JBSTATUS7 Жыл бұрын
ମୋର ଅତି ପ୍ରିୟ ❤️ ବହୁତ୍ ଭଲ ଅଭିନୟ କରନ୍ତି 🙏
@mitunavlogs1379
@mitunavlogs1379 Жыл бұрын
Thanks 🙏
@shivtelecast5938
@shivtelecast5938 Жыл бұрын
Kali jatra bahuta bhala laguthila..kania kanduchi konarka
@mitunavlogs1379
@mitunavlogs1379 Жыл бұрын
Thanks 🙏
@dhananjayacreation2022
@dhananjayacreation2022 Жыл бұрын
Very clam person
@mitunavlogs1379
@mitunavlogs1379 Жыл бұрын
Ok
@omdas9100
@omdas9100 Жыл бұрын
Madam kabi babu very talented actor
@mitunavlogs1379
@mitunavlogs1379 Жыл бұрын
Thanks 🙏
@prataptarei9513
@prataptarei9513 Жыл бұрын
Jiban kabi is a good actor
@mitunavlogs1379
@mitunavlogs1379 Жыл бұрын
Thanks 🙏
@ashisdalai2064
@ashisdalai2064 Жыл бұрын
Apa aaji video bhala thila
@mitunavlogs1379
@mitunavlogs1379 Жыл бұрын
Thanks 🙏
@ashisdalai2064
@ashisdalai2064 Жыл бұрын
Apa BBSR kebe aasuchanti
OMG what happened??😳 filaretiki family✨ #social
01:00
Filaretiki
Рет қаралды 13 МЛН
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 2,2 МЛН
Jatra Anchoring// Jatra Ranga Mahal// Anchor- Pabitra & Jina// #jatraanchoring @jatrasuravi
12:31
JATRA SURAVI (ଯାତ୍ରା ସୁରଭି)
Рет қаралды 272 М.
Breakfast Odisha with Jatra Artist Dolly Bhuyan (13.02.2018)
27:23
Prameya News7
Рет қаралды 356 М.