Hey Jaga | Full Video | Odia Jagannath Bhajan | Sovan | Sourav Bharadwaj | Abhijit T | Smruti R

  Рет қаралды 8,696,504

AARIV MUSIC

AARIV MUSIC

6 ай бұрын

AARIV MUSIC Presents the official Full video of new odia Jaganath Bhajan Song "Hey Jaga".This Song is Produced by Rashmi Dhal & Nirmal Jaiswal , Sung by Sourav Bharadwaj , penned by Silu Bibhu & the music of this beautiful melodious track is created by Abhijit Tripathy.
Video Credits:-
♪ Song- Hey Jaga
♪ Cast- Sovan
♪ Story & Direction- Smruti R
♪ D.O.P- Soumya Mohanty
♪ Editor- Kd Sipun
♪ DI- Ripan
♪ Production manager - Nitesh Kumar Prusty
♪ Poster- Black Canvas
♪ Publicity Design- Arpan Digital
♪ Co-Producer- Rajat Dhal & Naveen Ku Moharana
♪ Produced By- Rashmi Dhal & Nirmal Jaiswal
♪ Copyright- AARIV MUSIC
Audio Credits:
♪ Singer- Sourav Bharadwaj
♪ Lyrics- Silu Bibhu
♪ Music- Abhijit Tripathy
♪ Key Board Programming arrange-Piku Rath
♪ Rythem- Situ Rath
♪ Mixing & Mastered- Smruti Studio ( Smruti Ranjan )
♪ Copyright - AARIV MUSIC
Contact Us- aarivmusic@gmail.com
✥ Facebook-
/ aarivmusic
✥ Instagram-
/ aarivmusic_official
#munanidraakhituphulabichana #heyjaga #sovan #SouravBharadwaj #abhijittripathy #smrutir
* ANTI-PIRACY WARNING *
This Content is Copyright to AARIV MUSIC. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
2023.All copyrights reserved with AARIV MUSIC.

Пікірлер: 10 000
@odiabhaiofficial
@odiabhaiofficial 6 ай бұрын
ଏ ଗୀତ ଟି ନ ଶୁଣିଲେ ମତେ ରାତିରେ ନିଦ ହେଉନି 😭😭 ପ୍ରତିଦିନ ଶୋଇବା ପୂର୍ବରୁ ଏ ଗୀତକୁ ମୁଁ 4 ରୁ 5 ଥର ଶୁନେ ଏବଂ ଆଖିରେ ଲୁହ ଆସିଯାଏ ଆଉ କାନ୍ଦି କାନ୍ଦି ମୁଁ କେବେତେବେ ସୋଇ ଯାଏ ନିଜେ ବି ଜାଣି ପାରେନି ଜୟ ଜଗନ୍ନାଥ ❤️😭 ଏ ସଙ୍ଗୀତ ବନାଇଥିବା ଟିମ୍ କୁ କୋଟି କୋଟି ପ୍ରଣାମ ଏ ଗୀତ ଟି ଗୀତ ନୁହେଁ ମୋ ଦେହର ରକ୍ତ ପରି ମତେ ଲାଗେ 🙏
@bijaysahu4595
@bijaysahu4595 6 ай бұрын
Satare Bhai mu bi ratire 4ru 5 thare sune suiba parbaru ...nd mo akhiru loha asijai....bahut Sundar heichi song ta
@bijaysahu4595
@bijaysahu4595 6 ай бұрын
Bhai tumar number ta send Kariba...
@user-uh1sk6ch8w
@user-uh1sk6ch8w 6 ай бұрын
Yes bro
@sgrbekarilover217
@sgrbekarilover217 6 ай бұрын
Mo pakhe ta mbl nahi kintu mo bhai jeve mbl dia mu gannath bhajan hi sune kintu ei gita suni le atma ku santi miluchhi jay gannath
@tusarmuskankant7129
@tusarmuskankant7129 6 ай бұрын
Right bro
@rohitnayak999
@rohitnayak999 3 ай бұрын
ତୁ ତତେ ଗଢ଼ିଛୁ,ପୁଣି ମୋତେ ଗଢ଼ିଛୁ ତତେ ଅଧା ମୋତେ ପୁରା କରିଛୁ କି ସୁନ୍ଦର୍ ରଚନା ଶୈଳୀ ❤
@lipsitasahoo6833
@lipsitasahoo6833 2 ай бұрын
😢😢😢
@bhaktiprasadrout1035
@bhaktiprasadrout1035 2 ай бұрын
😢😢😢😢😢😢
@rashmitapatra5065
@rashmitapatra5065 Ай бұрын
By
@tripatigouda770
@tripatigouda770 Ай бұрын
@jasminmallick4910
@jasminmallick4910 Ай бұрын
Satare ❤❤
@Arnada754
@Arnada754 27 күн бұрын
ଏହି ଗୀତ ଟି ଶୁଣି କାହାକୁ ଓଡ଼ିଆ ହେବାର ଗର୍ବ ଲାଗୁଚି😢🎉
@Nandini_naik
@Nandini_naik 15 күн бұрын
ଏ ଗୀତ ଟି ବହୁତ୍ ଭଲ ଲାଗେ ଶୁଣିଲେ ଯେତେ ବେକେ କଷ୍ଟ ହୁଏ ଏ ଗୀତ ଶୁଣିଲେ ଲୁହ ଆସି ଯାଏ ଆଉ ବହୁତ ଶାନ୍ତି ମିଳେ। ଦୁନିଆଁ ରେ ସବୁ ମିଛ କିନ୍ତୁ ଜଗା ସତ। ଜୟ ଜଗନ୍ନାଥ ⭕‼️⭕ 🌎🙏🏻🥺🙌🙌🙌
@NirmalJena-kl8fq
@NirmalJena-kl8fq Ай бұрын
କିଏ କହିଲା ଓଡ଼ିଆ ଇଣ୍ଡଷ୍ଟ୍ରି ଆଉ ଆଗ କୁ ଯାଇ ପାରିବନି ଦେଖ ରେ କେମିତି ଗୀତ ସବୁ ବାହାରିଲାଣି 🙏🏿🙏🏿🙏🏿
@kunalbehera9644
@kunalbehera9644 Ай бұрын
Yes I am feeling proud to be an Odia.
@chandanpatro6131
@chandanpatro6131 12 күн бұрын
I love my odisha proud of my jaga
@santoshkumarpanda9968
@santoshkumarpanda9968 8 күн бұрын
Mo kalia pain mate garba laguchi ❤❤❤❤
@soumyaranjansahoo4871
@soumyaranjansahoo4871 2 ай бұрын
ମିଛ ମାୟା ସଂସାର କେହି ନୁହେଁ କାହାର କେବଳ ଜଗା ହିଁ ନିଜର ❤️🚩🚩
@Sun_Dil
@Sun_Dil Ай бұрын
Kehi jadi kaha ra helani tebe jaga kemiti nujara hele , se v kahara nuha
@Mohapatraranjan57
@Mohapatraranjan57 Ай бұрын
Right 👍
@aswinijena5307
@aswinijena5307 Ай бұрын
Hn
@PrasadAchary-nl5go
@PrasadAchary-nl5go Ай бұрын
@pabitraofficial1435
@pabitraofficial1435 Ай бұрын
Sara katha bhai sabu michha maya chhalana 😭💔💔👍😭💔👍💔👍💔👍👍💔😭💔👍💔💔👍👍
@swagatikalenkarinky8221
@swagatikalenkarinky8221 27 күн бұрын
ଜୀବନର ମାନେ କଣ ଏଇ ଗୀତ ଶୁଣିଲା ପରେ ଆଉ ଏଇ video ଦେଖିଲା ପରେ ଜଣା ପଡିଗଲା... 🥹ଜୟ ଜଗନ୍ନାଥ 🙏😭
@anitabaral6856
@anitabaral6856 7 күн бұрын
Yes
@pradeeplucy2011
@pradeeplucy2011 Ай бұрын
ଅଦ୍ଭୁତ ଭଜନ ... ମହାପ୍ରଭୁ ଆମ ସମସ୍ତଙ୍କର ପ୍ରାଣ, ପବନ, ହୃଦୟ ଓ ସ୍ପନ୍ଦନ... ମଣିମା ସମସ୍ତଙ୍କୁ ଆପଣେଇ ନେଇ ତୁମ ଭିତରେ ବିଲୀନ କରିଦିଅ... ଜୟ ଜଗନ୍ନାଥ 🙏🙏🙏ଗୀତ ଶୁଣି ଆଖିର ଲୁହ ଆଉ ବୋଲ ମାନୁନି..
@mrkunuyt8270
@mrkunuyt8270 5 ай бұрын
ମୁଁ ମୁସଲିମ ଧର୍ମ ର ପିଲା କିନ୍ତୁ ଏ ଗୀତ ଟି ମୋ ହୃଦୟ ଜିତି ନେଲା 🚩🚩🚩ଜୟ ଜଗନ୍ନାଥ ସ୍ୱାମୀ 🙏🙏
@chittaranjan4925
@chittaranjan4925 5 ай бұрын
ଜଗନ୍ନାଥ କେବଳ ଧର୍ମ ରେ ସୀମିତ ନୁହେଁ, ଜାତି ଧର୍ମ ର ବହୁ ଉର୍ଦ୍ଧ ରେ ଜଗନ୍ନାଥ ଜଗନ୍ନାଥ ,ସେ ଅତୀତ, ସେ ବର୍ତ୍ତମାନ, ସେ ଭବିଷ୍ୟତ ସେ ବିଶ୍ୱାସ, ସେ ପ୍ରେମ ❤
@user-xk8je5zd2j
@user-xk8je5zd2j 5 ай бұрын
@@chittaranjan4925 ଠିକ୍ କହିଲ ଭାଇ
@SaisouminPatnaik
@SaisouminPatnaik 5 ай бұрын
jai jagannath..🙏🙏🙏🙏
@MaheswarMuni
@MaheswarMuni 5 ай бұрын
jai jagannath 🙏🙏🙏
@pravakarbarik3957
@pravakarbarik3957 5 ай бұрын
❤❤ Bhai dhanyawad
@HR_STATUS_KING_1
@HR_STATUS_KING_1 6 ай бұрын
ଏ ଗୀତ ଶୁଣି ମୋ ଆଖିରୁ ଲୁହ ଆସିଗଲା ସତରେ ଦୁନିଆ ରେ ଜଗା ବିନା କିଛି ନାହି ଜୟ ଜଗନ୍ନାଥ ❤❤
@TapanMandal-zx9qn
@TapanMandal-zx9qn 6 ай бұрын
Same situation 😢😢🙏
@N.k_rocky
@N.k_rocky 6 ай бұрын
TQ akhira luha aape aape jhari jauchhi
@N.k_rocky
@N.k_rocky 6 ай бұрын
TQ akhira luha aape aape jhari jauchhi
@jyotirani7236
@jyotirani7236 6 ай бұрын
🙏ସତ କଥା କହିଲ ଭାଇ ....
@sovansamal
@sovansamal 6 ай бұрын
thank you so much, jay jagannath..🙏❤️
@adyashapanigrahi491
@adyashapanigrahi491 5 күн бұрын
ହୃଦୟ କୁ ଛୁଇଁ ନେଲା ଏହି ଗୀତ 🥺❤️🙏✨ ଜୟ ଜଗନ୍ନାଥ ମହାପ୍ରଭୁ❤
@Supriyabiswal-kx6ht
@Supriyabiswal-kx6ht Ай бұрын
ହାଏ ରେ ମୋ କଳା ଠାକୁର ତୋ ବିନା କିଛି ନାହିଁ ମୋର ମୁଁ ହେଇ ସାରିଛି ତୋର ତୁ କରି ଦୋ ମତେ ତୋର.......❤❤❤
@suryagouda6951
@suryagouda6951 6 ай бұрын
ଜଗନ୍ନାଥ ଏକ ଶବ୍ଦ ନୁହେଁ। ଓଡ଼ିଶାବାସୀ ଙ୍କ ଭାବ ଆଉ ପ୍ରାଣ।❤ଜୟ ଜଗନ୍ନାଥ 🙏🙏🙏
@odiaquickdunia
@odiaquickdunia 6 ай бұрын
Hmm Bhai Sato katha Jay Jagannath 🙏
@mathanalysistutu2230
@mathanalysistutu2230 6 ай бұрын
Not only in odisha but all over the world "JAY JAGANNATH" 🙏🙏🙏🙏
@user-mg2lo4fb1v
@user-mg2lo4fb1v 6 ай бұрын
Jay jagannath ❤❤❤
@deepakkumargiri5499
@deepakkumargiri5499 6 ай бұрын
Jay Jagannath 😊
@kaniskpradhan7743
@kaniskpradhan7743 6 ай бұрын
Jay Jagannath 🙏
@PrasantaSukari
@PrasantaSukari 2 ай бұрын
ଏ ଗୀତ ଶୁଣିବା ପରେ କାହାର ଲୋମ ଟାଙ୍କୁରି ଉଠୁଛି। ଏବଂ ଲୁହ ଆଖିରେ 😢
@Junior_situ
@Junior_situ Ай бұрын
ଭାଇ ଆଖିରୁ ଲୁହ asegala
@Rajeshofficial0077
@Rajeshofficial0077 Ай бұрын
😥
@Ng_zerotwo_yt
@Ng_zerotwo_yt Ай бұрын
Satare bhai 😢😢
@KganeshRao-cp2qz
@KganeshRao-cp2qz Ай бұрын
Mor Bhai sabu bele😊😊
@user-jw3yy3gp7u
@user-jw3yy3gp7u Ай бұрын
Mora 🥺
@laxmansahoo2268
@laxmansahoo2268 4 күн бұрын
ଆହାଃ କି ସୁନ୍ଦର ଏଇ ଗୀତଟି ଯେତେ ଶୁଣିଲେ ବୀର ମନ ଭରେ ନାହିଁ ❤
@rockyshill1972
@rockyshill1972 9 күн бұрын
এই গান শুনে আমার সারা শরীরের লোম দাড়িয়ে গেছে... 🌺🌺.......জয় জগন্নাথ.... 🌺🙏
@rakeshchandrapradhan114
@rakeshchandrapradhan114 2 ай бұрын
ତତେ ତୁ ଗଢିଚୁ,, ପୁଣି ମୋତେ ଗଢିଚୁ ତତେ ଅଧା ମୋତେ ପୂରା କରିଛୁ,,, କେତେ ସୁନ୍ଦର ରଚନା 👌🏻👌🏻👌🏻👌🏻👌🏻 ଆତ୍ମା କୁ ଛୁଇଁ ଯାଉଛି ❤️❤️❤️
@dhirendrarout2822
@dhirendrarout2822 6 ай бұрын
ସାଢେ ଚାରିକୋଟି ଓଡ଼ିଆ ଙ୍କ ଜୀବନ ଆଉ ବିଶ୍ୱାସ ସେ ମୋ ଜଗନ୍ନାଥ 🙏🙏🙏. ଏ ଗୀତ ର ସମସ୍ତ କଳାକାର ଙ୍କୁ ହୃଦୟ ରୁ ଧନ୍ୟବାଦ 🙏
@nabakishorbag
@nabakishorbag 6 ай бұрын
ନା ଭାଇ ନବିନା 😂😂 ଲୋକ ତାକୁ ଧିରେ ଧିରେ ଭଗଵାନ ମନିବାରେ ଲାଗିଛନ୍ତି
@SoloLucifer_0692
@SoloLucifer_0692 6 ай бұрын
World famous jaganath dham Puri Jay jaganath ❤❤❤❤❤❤
@gagansahoo9461
@gagansahoo9461 6 ай бұрын
❤❤❤❤jai ho 🙏
@MrSumit200cc
@MrSumit200cc 6 ай бұрын
​@@nabakishorbag Andha bhakta jemti Modi ku Manu chanti. Semti
@jyotsnaroychowdhury2468
@jyotsnaroychowdhury2468 6 ай бұрын
Jay Jagannath
@subhalaxmijena2464
@subhalaxmijena2464 Ай бұрын
ଯେତେ ଥର ଏ ଗୀତ ଶୁଣୁଛି ସେତେ ଥର ଆଖିରେ ଲୁହ ଆସି ଯାଉଛି 🙏🙏
@Craftynitu
@Craftynitu 2 күн бұрын
ସତରେ ଏହି ଗୀତ ଟା ହୃଦୟ କୁ ଛୁଇଁ ଆଖିରୁ ଲୁହ ଆସି ଯାଏ 🙏🙏🙏
@Sangram4041J
@Sangram4041J 3 ай бұрын
୨୦୨୪ ରେ କିଏ ଏ ଗୀତ ସୁନିକି କାନ୍ଦିଛ 🥺
@rabindrasahoo343
@rabindrasahoo343 2 ай бұрын
😢😢😢😢
@archanasenapati3635
@archanasenapati3635 2 ай бұрын
🙏🏽
@sisirnayak2192
@sisirnayak2192 2 ай бұрын
Mu ta ebe ei song sunibi boli, you tube re search Kali. Aau suniba matre ki, bhaba bihula hei kandi pakeili.
@kahnupati1989
@kahnupati1989 2 ай бұрын
Mu
@pujapradhan7798
@pujapradhan7798 2 ай бұрын
Mu..😭😭😭
@queenhandisala5308
@queenhandisala5308 2 ай бұрын
ବହୁତ ଦିନ ପରେ ପୁଣି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଅନୁଭବ କଲି
@Ramachadra3639
@Ramachadra3639 25 күн бұрын
ହଁ, ମୋର ମନେ ଅଛିଛୋଟ ବେଳେ DD odia ରେଏମିତି ମନଛୁଆଁ ଗୀତ ଦେଖିବା
@AARRABKUMARPRADHAN
@AARRABKUMARPRADHAN 23 күн бұрын
ବହୁତ୍ ଦିନ ପରେ ଶୁଣିଲି ବହୁତ୍ bahut ଲାଗିଲା ଆଉ ପୁରୀ ଯାଇକି ଜଗା କୁ ଦେଖିବାକୁ ଇଚ୍ଛା
@Style_boy_omm.143
@Style_boy_omm.143 9 күн бұрын
ଏ ଗିତ କାହାକୁ କାହାକୁ ଶୁଣିବା କୁ ଭଲ୍.......❤❤❤❤ ମତେ ତ ବହୁତ ଭଲ୍ ଏ ଗିତ ଟା ❤❤❤❤ My love song❤❤❤🎉🎉🎉🎉
@minatimalik637
@minatimalik637 3 ай бұрын
ମୁଁ ବହୁତ ଗର୍ବ କରୁଛି ମୁଁ ଏପରି ଦିଅଁ ଙ୍କୁ ପାଇଛି 🙏🙏 କୋଟି ଓଡିଆଙ୍କ ମୁଖରେ ଏବଂ ହୃଦୟ ରେ ଗୋଟିଏ ନାମ ଜୟ ଜଗନ୍ନାଥ 🙏💫❤
@swarnalatabeura1118
@swarnalatabeura1118 3 ай бұрын
Jay jagannath 🙌
@itsmuna143
@itsmuna143 3 ай бұрын
Jaj jagannath 😢😢🙏🙏🙏
@smartsoumya4432
@smartsoumya4432 3 ай бұрын
Khali odishare nuhe Didi Pura duniya ree
@minatimalik637
@minatimalik637 3 ай бұрын
@@smartsoumya4432 yes right
@AKANKHYASARANGI-qh6xg
@AKANKHYASARANGI-qh6xg 2 ай бұрын
😢😢😢
@jayjagannath2400
@jayjagannath2400 5 ай бұрын
ଶୁଣିଛି କିଛି ଭଲ କାମ ପାଇଁ ମଣିଷ ଜନ୍ମ ମିଳିଥାଏ ହେଲେ କାଳିଆ 25 ବର୍ଷ ଭିତରେ ମୁଁ କାହାର କିଛି ଭଲ କରିନି କେବେ କାହା ହସ ର କାରଣ ହେଇନି ମୋ ପାଇଁ ସମସ୍ତେ କଷ୍ଟ ପାଉଛନ୍ତି ନିଜର ଭାବି ଯଦି କାହା ଉପରେ ଅଭିମାନ କରି କିଛି କହିଦଉଚି ତ ସମ୍ପର୍କ ଭାଙ୍ଗି ଲୋକ ଚାଲି ଯାଉଛନ୍ତି ରେ ତାହେଲେ ମୋ ଦେହ ରେ ପ୍ରାଣ କଣ ପାଇଁ ରଖିଛୁ କାଳିଆ ?ମଣିଷ ଜୀବନ ଆଜି ଅଛି କାଲି ନାହିଁ ଆଉ କେତେ ଦିନ ବଞ୍ଚିବି ଯେ କାହାର କଣ ଭଲ କରିବି🥺କାଳିଆ ରେ ସବୁ ତୋ ଉପରେ ଛାଡ଼ି ଦେଇଛି ତୁ ଯାହା କରିବୁ ଜୟ ଜଗନ୍ନାଥ 🙏
@Sumansekhar_274
@Sumansekhar_274 5 ай бұрын
Bhai re bhala kama Kariba pain adhika samaya jaruri nuha, jetiki dina banchiba setiki dina bhala kama kara...akhi agare jadi kichhi kharap hauji tahle taku birodh kara au jie asahaya taku help kara😊
@starryworld5179
@starryworld5179 5 ай бұрын
କାଳିଆ ସାଆନ୍ତ ସବୁ ଠିକ କରିଦେବେ ଧର୍ଯ୍ୟ ରଖି ନିଜ କର୍ତ୍ତବ୍ୟ କରି ଚାଲ୍ 😊
@krushnapradhan123
@krushnapradhan123 4 ай бұрын
Nija bhul bujhi parichha...bes itna hi kafhi hey....help people....dekho fer kya hoga.....
@isha7690
@isha7690 4 ай бұрын
ଜୀବନ ରେ କେବଳ ଜଗନ୍ନାଥ ହିଁ ସତ୍ୟ, ତାଙ୍କ ପାଇଁ ବଞ୍ଚିବାକୁ ଶିଖିବା ଆଉ ଶିଖାଇବା, ଜୟ ଜଗନ୍ନାଥ 🤍🙏
@user-jo1yi9or2g
@user-jo1yi9or2g 4 ай бұрын
Bro maybe also that situation belongs 😢 give one solution pls.❤
@ayush60653
@ayush60653 Ай бұрын
ଏ ଗୀତ ଶୁଣିକି ମୋ ଲୋମ ଟାଙ୍କୁରୀ ଯାଉଛି ଜୟ ଜଗନ୍ନାଥ 🙏🙏🙏🙏
@mishrafamily8867
@mishrafamily8867 25 күн бұрын
ଯେତେଥର ଏ ଗୀତ ଶୁଣେ ଆଖିରେ ପାଣି ଆସି ଯାଏ ଜୟ ଜଗନ୍ନାଥ 🙏🏻🙏🏻🙏🏻
@Sriyasaktilifestyle
@Sriyasaktilifestyle 5 ай бұрын
ଜଗା ର ଭଜନ ସବୁଠୁ ନିଆରା... ଦେହ ଶୀତେଇ ଉଠେ... ଜୟ ଜଗନ୍ନାଥ 🙏
@Chinku-jd1rh
@Chinku-jd1rh 5 ай бұрын
thik kahile apana 😢
@nareshjenarourkela8503
@nareshjenarourkela8503 4 ай бұрын
Hmm bhai
@SantoswiniSAHOO
@SantoswiniSAHOO 4 ай бұрын
❤❤❤
@DeviprabhaDeo
@DeviprabhaDeo 4 ай бұрын
Hn bhai
@Kendujhar650
@Kendujhar650 4 ай бұрын
1q​@@nareshjenarourkela8503
@chandankumarparidaofficial
@chandankumarparidaofficial 6 ай бұрын
ଶରୀରରେ ଶିହରଣ ଖେଳିଗଲା ଓ ଆଖିରେ ଲୁହ ଆସିଗଲା। ଗୀତ ନୁହେଁ, ଏହା ଆମ ଭାବ ର ଶେଷ। ଜୟ ଜଗନ୍ନାଥ 🙏
@bijayakumarsahoo5710
@bijayakumarsahoo5710 6 ай бұрын
ସତରେ ଏଇ ଗୀତ କୁ ଶୁଣି ଆଖିରୁ ଲୁହା ଆସିଗଲା
@arjunporel9540
@arjunporel9540 7 күн бұрын
Khub sundor laglo ganta joy jagannath ❤🙏🚩
@FUNNYGANJAMIAJITU
@FUNNYGANJAMIAJITU 14 сағат бұрын
ଜାଣେନା କାହିଁକି ଏ ଗୀତଟି ମୋତେ ବହୁତ୍ ହୃଦୟ ସ୍ପର୍ଷୀ ଲାଗି ଆଖିରୁ ଲୁହ ଆସିଯାଇଛି ବାର ବାର
@krushnachandrasahoo1772
@krushnachandrasahoo1772 3 ай бұрын
ସତରେ କିଛି ଅଲୌକିକ ଯାଦୁ ଅଛି ଏ ଗୀତ ରେ। ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ। ଜଗନ୍ନାଥ ବି ଆମର ଏମିତି ଜଣେ ଠାକୁର , ଯିଏ ସବୁକିଛି କୁ ଠିକ କରି ପାରନ୍ତି। ଜୟ ଜଗନ୍ନାଥ...🙏🥺🖤
@AnkitaBhola-jz8ns
@AnkitaBhola-jz8ns 2 ай бұрын
Tika kahiecha😢😢😢😢🙏🙏🙏🙏😔😔
@user-bb8pe2bd6w
@user-bb8pe2bd6w 2 ай бұрын
Right
@mr.smrutirider1199
@mr.smrutirider1199 2 ай бұрын
Thik katha
@raghunathamahankuda7115
@raghunathamahankuda7115 2 ай бұрын
Right bhai kata sunila mono bhujune🙏🏻🙏🏻
@user-kz9rd3dg6m
@user-kz9rd3dg6m 3 ай бұрын
ମିଛ ମାୟା ସଂସାର କେହି ନୁହେଁ କାହାର କେବଳ ଜଗନ୍ନାଥ ହିଁ ନିଜର ❤🥺
@Gouttam_Creation_
@Gouttam_Creation_ 3 ай бұрын
Jay Jagannath🙏🙏
@sudhansudash7805
@sudhansudash7805 3 ай бұрын
Qqq​@@Gouttam_Creation_
@RajendraPattnayak-cp1su
@RajendraPattnayak-cp1su 2 ай бұрын
Jaga😢😭😭😭😭😩😩😩😩😩😩🙏🙏🙏🙏🙏🙏🙏🙏❤️❤️❤️❤️❤️❤️
@sanjuktajena2393
@sanjuktajena2393 2 ай бұрын
Jay Jagannath ❤❤❤❤❤
@JhunuJena-oj7sc
@JhunuJena-oj7sc 2 ай бұрын
Jay Jagannath ❤❤
@lalatendukar8032
@lalatendukar8032 10 күн бұрын
ଯାହା କୁହ ଭାଇ ଏମିତି ଗୀତ କରିଲ ଯେ ଆଖି ରେ ଲୁହ ରୋକି ହେଉନାହିଁ ❤❤❤
@nandakishordas183
@nandakishordas183 Күн бұрын
ମୋ ନିଶ୍ବାସ ଧାଡ଼ିରେ ପୂର୍ଣଛେ଼ଦ ଟାଣି ଦେ Eaaae ଅକ beautiful line ❤❤❤
@sonamsonali
@sonamsonali 6 ай бұрын
Jay jagannath 🙏
@exploreodishatoday2102
@exploreodishatoday2102 6 ай бұрын
Support 😢
@sovansamal
@sovansamal 6 ай бұрын
jay jagannath 🙏
@itsme5501
@itsme5501 6 ай бұрын
Jay Jagannath ♥️🧿
@eknuranimohanta3334
@eknuranimohanta3334 4 ай бұрын
Jai Jagannath 🙏🙏🙏
@ashirbadnanda7242
@ashirbadnanda7242 4 ай бұрын
HAR HAR MAHADV 🔱
@bikashgarabadu9749
@bikashgarabadu9749 5 ай бұрын
କି ଚମତ୍କାର ଭାବ। ଗୀତିକାର, ସଙ୍ଗୀତକାର ଓ ଗାୟକଙ୍କୁ ଦିବ୍ୟ ଆଶୀର୍ବାଦ ନଥିଲେ ଏଭଳି ଗୀତର ସର୍ଜନା ହୋଇପାରିବନାହିଁ 🙏
@RajendraSingh.1244
@RajendraSingh.1244 3 ай бұрын
Jai shree jagannath 🚩🙇🙏🙏
@Jayanti566
@Jayanti566 3 ай бұрын
Jay shree Jagannath 🙏🙏🙏
@pabitra.review_shorts
@pabitra.review_shorts 3 ай бұрын
ସତ କଥା ଆଜ୍ଞା
@jitusamantaray6947
@jitusamantaray6947 13 күн бұрын
ଅଭିନୟ ବି ଭାଇ ଅତୁଳନୀୟ।
@Pratikshya.45340
@Pratikshya.45340 8 күн бұрын
ଜଯ ଜଗନ୍ନାଥ ❤
@KamalDas-lv4os
@KamalDas-lv4os Күн бұрын
ମୋ ମହାପ୍ରଭୁଙ୍କର ଜୟ ହେଉ ।।🙏
@prabhu.jagannath
@prabhu.jagannath 6 ай бұрын
ଭଜନଟି ବହୁତ୍ ସୁନ୍ଦର୍ ହୋଇଛି, ଆଉ ତା ସହ Sovan ଭାଇ ଙ୍କ ଅଭିନୟ... ଓଃ ଲୋମ ଟାଙ୍କୁରି ଯାଉଚି , #ଜୟ_ଜଗନ୍ନାଥ 🙏🙏🙏
@manojkumar-mc4un
@manojkumar-mc4un 6 ай бұрын
ଧନ୍ୟବାଦ୍ ଏହି କଣ୍ଠ ଶିଳ୍ପୀଙ୍କୁ ଏତେ ସୁନ୍ଦର ଭଜନ ଟେ ବୋଲିଥିବାରୁ ଆଉ ଲେଖକଙ୍କୁ ବି ଧନ୍ୟବାଦ୍ ! ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ🙏🙏🙏
@user-ksanjaya
@user-ksanjaya 5 ай бұрын
Bhai director nka direction ATI sundar , bahut jagare akhiru luha asi jauchi.. mo jaga au mo pua kanha ❤
@manojkumar-mc4un
@manojkumar-mc4un 5 ай бұрын
@@user-ksanjaya satare bhai
@user-ju7vk5xd6f
@user-ju7vk5xd6f 5 ай бұрын
Ei song suni thili aji video dekhi mo mind kn heigala jay Jagannath
@shark_1144
@shark_1144 5 ай бұрын
@@user-ksanjaya
@dillipsamal1098
@dillipsamal1098 5 ай бұрын
Jay jagannath 😢😢😢❤
@blackheart3334
@blackheart3334 11 күн бұрын
ଏତେ ସୁନ୍ଦର ବର୍ଣ୍ଣନା ମୋ ମହା ପର୍ଭୁ ଙ୍କୁ, ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ 🙏🙏🙏
@SushreePal-ru6wv
@SushreePal-ru6wv 11 күн бұрын
Jay Jagannath swami pravu jaga re mu asubidha re jaga sabu thik karidea🙏🙏🙏🙏🙏🙏🙏😭😭😭😭😭😢😢😢😫😫😫😫😰😰😰😓😓😓Bahut joree kasta hauchii ree jaga banchiba bii muskil heijauchii he jaga re sabu kichi thik karide❤❤❤
@manojkumarsahu1989
@manojkumarsahu1989 6 ай бұрын
1 day re 100 thara sunile v mana bharuni song ku.... really heartly congratulations 'entire team ❤️ Jay Jagannath Swami Nayan Path Gami Bhaba Tume 🙏🏻🙏🏻🙏🏻 2023 ra favourite song 💞
@marcosgaming9299
@marcosgaming9299 6 ай бұрын
Lifetime favourite song ❤
@sonleklife...2481
@sonleklife...2481 6 ай бұрын
Sata katha moro bi same jete thara sunile bi mana bharuni... Jay jagarnath...🙏
@manojkumarsahu1989
@manojkumarsahu1989 6 ай бұрын
@@sonleklife...2481 sabu sei kalia thakur ka krupa ❤️ Jay Jagannath....Aapna kou district ru ma'am...
@gautamsahoo6386
@gautamsahoo6386 6 ай бұрын
Satare bhai
@tapaspatra8289
@tapaspatra8289 6 ай бұрын
Jay jagannath ❤
@villagegirl1523
@villagegirl1523 3 ай бұрын
ପ୍ରତ୍ୟେକ ଦିନ ରେ ଦୁଇ ଥର ମୁଁ ଏ ଗୀତ ଟି ଶୁଣେ ବହୁତ୍ କାନ୍ଦେ 😢,,, ଯାହା ଫଳରେ କି ମନରେ ଥିବା କଷ୍ଟ ଓ ଯନ୍ତ୍ରଣା ଦୂର ହେଇ ଯାଏ ❤,,,,, ପ୍ରଭୁ ସମସ୍ତ ଙ୍କୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🎉🎉🎉 ଓଡ଼ିଆ ଙ୍କ ପ୍ରାଣ ର ଦେବତା 😊😊🙏🙏🙏💞
@basantapanda2486
@basantapanda2486 2 ай бұрын
Jay shree Ram 🙏🏻❤️🥰🌍🚩🚩
@krushnaprasadnanda7199
@krushnaprasadnanda7199 2 ай бұрын
same hera
@laxminarayansarangi6281
@laxminarayansarangi6281 2 ай бұрын
Right
@pankajjena5443
@pankajjena5443 4 күн бұрын
Gita ta bahut badhiya lagila Sovan ra acting and singar ra emotions ❤ Jai Jagannath 🙏
@nareshcreations6439
@nareshcreations6439 Сағат бұрын
ହେ ଜଗତର ବଡ଼ ଠାକୁର..ତୁମେ ସଂସାରରେ ଅନ୍ତ ଅନ୍ତର ।। ହେ ଜଗତର କରମ କରତା.ତୁମେ ହିଁ ସଂସାରର ଶ୍ରେଷ୍ଠ ଦେବତା 🙏🕉️♥️✨
@debaprosadmal6137
@debaprosadmal6137 6 ай бұрын
ଦେହ ଥରିଗୋଲା ❤ ଆଖି ଭିଜିଗଲା 😢 ଜୟ ଜଗନ୍ନାଥ ❤
@user-fv1fc5jo2n
@user-fv1fc5jo2n 5 ай бұрын
Listening On repeat.. ବହୁତ ଦିନ ପରେ ଏତେ ସୁନ୍ଦର ଓଡ଼ିଆ ଜଗନ୍ନାଥ ଭଜନ ଟିଏ ଶୁଣିଲି... ପ୍ରତ୍ୟେକ ରୋମ ରେ ଜଗନ୍ନାଥ ଙ୍କୁ ଅନୁଭବ କରିପାରିଲି... କେଡେ ସୁନ୍ଦର ଲେଖା... ଲେଖକ, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଙ୍କୁ ଅଶେଷ ଧନ୍ୟବାଦ🙏
@rkumar431
@rkumar431 9 күн бұрын
Amiti gate dino nahi jau dino mu ae song ta suneni.... ❤❤❤❤ Song jemiti vdo semiti michha dunia re sata sei Kalia Lyrics superb 🎉
@Siba-zh5gt
@Siba-zh5gt 25 күн бұрын
ଜୟ ଜଗନ୍ନାଥ ❤❤❤❤🙏🙏🙏
@rakeshrout4994
@rakeshrout4994 2 ай бұрын
ଏତେ ସୁନ୍ଦର ଜଗନ୍ନାଥଙ୍କ ଭଜନ ଗାଇଛ ଭାଇ ତୁମକୁ ଅନେକ ଅନେକ ଧନ୍ୟବାଦ. ମୁଁ ଗର୍ବ କରୁଛି ମୁଁ ଓଡ଼ିଆ. ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ.... ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@Biswo_143
@Biswo_143 Ай бұрын
Mate bi nei jaa re jaga to pakhaku
@badalparida1443
@badalparida1443 Ай бұрын
ଗୀତ ଟି ଶୁଣିଲେ ଯେତେ ଦୁଃଖ ରେ ହଉ କି ଯାହା ହେଉ ସବୁ ଭୁଲି କେବଳ ଜଗନ୍ନାଥ ଙ୍କୁ ଭାବନା ଆସିଯାଏ!ମନ ମୁଗ୍ଧ କର ଗୀତ!ଏଇ ଗୀତ ରେ ଯେଉଁ ମାନଙ୍କ ଅବଦାନ ରହିଛି ସମସ୍ତ ଙ୍କୁ ଧନ୍ୟବାଦ ଭଗବାନ ସେମାନଙ୍କ ମଙ୍ଗଳ କରନ୍ତୁ ତା ସହ ସମସ୍ତ ଙ୍କର ମଙ୍ଗଳ କରନ୍ତୁ!ଜୟ ଜଗନ୍ନାଥ 🙏🏼🙏🏼🙏🏼
@B2W__VILLAIN
@B2W__VILLAIN 6 күн бұрын
ଏଇ ଗୀତ ଶୁଣି ଆଖିରୁ ଲୁହ ଆସି ଗଲା ଭାଇ 🥺 ଜୟ ଜଗନ୍ନାଥ ⭕❗⭕
@CK_MEDIA
@CK_MEDIA 23 күн бұрын
ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤
@biswaranjandash6990
@biswaranjandash6990 5 ай бұрын
ଜୟ ଜଗନ୍ନାଥ 🙏 ଏ ଗୀତ ଟି ଏହିପରି ହୋଇଛି ଯେ ଗୀତଟି ଶୁଣିଲା ପରେ ଆଖି ଆଉ ବୋଲ ମାନିଲାନି ,ଦୁଇ ଠୋପା ଲୁହ ବୁହାଇଦେଲା । ଏହିପରି ହୃଦୟସ୍ପର୍ଶୀ ଗୀତ କରିଥିବା ଯୋଗୁଁ ପୁରା ଟିମକୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
@sdrphotographydikshit1695
@sdrphotographydikshit1695 6 ай бұрын
ଏଇ ଗୀତ ଶୁଣି କିଛି ଅଲଗା ଲାଗିଲା ଜଗନ୍ନାଥ ଯେମିତି ସବୁବେଳେ ଆମ ମାନଙ୍କ ପାଖରେ ଅଛତି ଜୟ ଜଗନ୍ନାଥ 😢😢❤❤
@CreativeLive.
@CreativeLive. 7 күн бұрын
⭕❗⭕ ଜୟ ଜଗନ୍ନାଥ.........
@barsharauta7283
@barsharauta7283 12 күн бұрын
Mu sabu dina morning re a Gita ti sunuchi bahut bhala laguchi
@jayabratpradhanjoy5756
@jayabratpradhanjoy5756 5 ай бұрын
❤ଜୟ ଜଗନ୍ନାଥ❤ ତୁ ହିଁ ସତ୍ଯ, ତୁ ହିଁ ମିଥ୍ୟା ତୁ ହିଁ ପାପ, ତୁ ହିଁ ପୁଣ୍ୟ ବିଶ୍ବ ବ୍ରହ୍ମାଣ୍ଡର ମହାନାୟକ ହେ ଜଗା.....❤
@salinidash1849
@salinidash1849 5 ай бұрын
୨ ଘଣ୍ଟା tension ରେ ଥିବା ପରେ ଯେବେ ମୁଁ ଏଇ ଗୀତ ପ୍ରଥମ ଥର ପାଇଁ ଶୁଣିଲି ୨ ଘଣ୍ଟା ର କାନ୍ଦ ୧୦ ମିନିଟ ରେ ବନ୍ଦ ହୋଇଗଲା ଆଉ ବହୁତ ହାଲ୍କା ଲାଗିଲା। ଜୟ ଜଗନ୍ନାଥ 🙏🙏
@sunapila
@sunapila 4 ай бұрын
Apana nka Kanda band hela... Au Amara khusi ra luha... Epadyanta bohi chalichi.... Jay Jagganath
@manoranjandas7473
@manoranjandas7473 4 ай бұрын
Satare nice song❤❤ jay jagannatha 🙏🙏🙏
@manishadash8202
@manishadash8202 4 ай бұрын
Sata kahile bhai
@manishadash8202
@manishadash8202 4 ай бұрын
JAY JAGANNATH ❤
@silabehera4354
@silabehera4354 3 ай бұрын
Jay jaganath 🙏🏻
@RJ_RAHUL_JENA
@RJ_RAHUL_JENA 19 күн бұрын
ଜୟ ଜଗନ୍ନାଥ🙏🏻🙏🏻🙏🏻
@Pujaranimahapatr
@Pujaranimahapatr 14 күн бұрын
Ai getare mu mo Dada nku dekhe au tanaka katha bahut mane pade 😭😭😭😭 miss you Dada 🙏😭
@satyabratadey530
@satyabratadey530 6 ай бұрын
ସତରେ ମହାପ୍ରଭୁ ଙ୍କ ଭଜନ ସଦାବେଳେ ହୃଦୟସ୍ପର୍ଶୀ ହେଇଥାଏ 🙏🏻🙏🏻... ଜୟ ଜଗନ୍ନାଥ ❤
@thechinmaybehera18
@thechinmaybehera18 6 ай бұрын
Thank you so much the entire team for this beautiful SONG ହେ ଜଗା 🙏🏻 ଜୟ ଜଗନ୍ନାଥ 🙏🏻❤️
@funnyworld-pe6sb
@funnyworld-pe6sb Ай бұрын
Such a beautiful song,so touchable with heart, this song show the believe, inspiration our odia culture ( jagannath culture) prepared by odia industry production,the actor is acting so really....❤❤😊😊but at the end the person recovered from blood cancer,then it so hilighted 😊😊😊
@mangal-babu_production
@mangal-babu_production 6 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ❤❤❤❤❤❤😢😢😢😢 😭😭🥺🥺😔😔 1:12 1:12 1:12 1:12
@dipudeepakcreation
@dipudeepakcreation 6 ай бұрын
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ 🥹😭🧖Jay Jagannath 🙏🏻🙏🙏🏻
@tapanrout9671
@tapanrout9671 6 ай бұрын
ବହୁତ୍ ସୁନ୍ଦର୍ ଭଜନ ଟିଏ 🙏 ଆଖିରୁ ଲୁହ ଆସିଯାଉଛି 😥 ଜୟ ଜଗନ୍ନାଥ ପ୍ରଭୁ ସବୁ ତୁମ କୃପା 🙏
@AncientBharatvarsh
@AncientBharatvarsh 15 күн бұрын
ଜୟ ଜଗନ୍ନାଥ 🙏😢😭😍
@MissQueen-f1z
@MissQueen-f1z 4 күн бұрын
ଏହି ଗୀତ ଶୁଣି କି ମେତେ ବହୁତ ବହୁତ ଶାନ୍ତି ମିଲେ🙏🙏🥺🥺🥺
@suchismitaojha
@suchismitaojha 2 ай бұрын
ଏତେ ସୁନ୍ଦର ଗୀତ ଗୋଟେ ଦିନ ନ ଶୁଣିଲେ ମୋ ମନ ଟା ଜମା ବୁଝେନି, ସୁନ୍ଦର ଲେଖା, ସୁନ୍ଦର କଣ୍ଠ, ସୁନ୍ଦର ଅଭିନୟ, 🙏ଜୟ ଜଗନ୍ନାଥ, ସମସ୍ତଙ୍କର ମଙ୍ଗଳ ହେଉ
@ChagalaNatha-iq3nh
@ChagalaNatha-iq3nh 2 ай бұрын
KHALI MICHHA KATHA KAHUCHHA 😅
@PrinceMp-kp9oq
@PrinceMp-kp9oq 4 ай бұрын
ଏ ଗୀତ ଶୁଣିଲେ ଆଖି ରୁ ଆପେ ଆପେ ଲୁହ ଆସି ଯାଉଛି 😢😢
@user-jw1pb6rp5s
@user-jw1pb6rp5s 3 ай бұрын
Love you Bhai 😢😢😢
@SandhyaraniDas-yb4fq
@SandhyaraniDas-yb4fq 3 ай бұрын
Hm Bhai
@DARKSPIRIT-zb6ix
@DARKSPIRIT-zb6ix 9 күн бұрын
ମୁଁ କେବେ ଏତେ କାନ୍ଦିନି ଯେତେ ଏ ଗୀତ ଶୁଣି କି କାନ୍ଦୁଛି😢😢😢
@krushnasabar9554
@krushnasabar9554 17 күн бұрын
Jay jagannath iam so proud of you Ame odia bhari badhia ❤❤🙏🙏
@papunadethi9371
@papunadethi9371 4 ай бұрын
ଜୟ ଜଗନ୍ନାଥ ଭାଇ ସତରେ ତୁମ କଣ୍ଠ ରେ ମା ସରସ୍ବତୀଙ୍କ ଆଶୀର୍ବାଦ ମହା ବାହୁ ଘଣ୍ଟ ଘୋଡେ଼ଇ କି ରଖିଥାନ୍ତୁ
@rakeshchandrapradhan114
@rakeshchandrapradhan114 6 ай бұрын
ବହୁତ ସୁନ୍ଦର ହୋଇଛି ଭଜନ ଟି,,,ଧନ୍ୟବାଦ ସମସ୍ତ ଭାଇ ମାନଙ୍କୁ ଏମିତି ସୁନ୍ଦର ଭଜନ ଟି ଆଣିଥିବାରୁ 🙏🏻❤️
@payalloveexpress3904
@payalloveexpress3904 Ай бұрын
ମୁଁ ପ୍ରତିଦିନ ସକାଳୁ ଏ ଗୀତ ଶୁଣେ ଆଉ ଲାଗେ ଯେମିତି ମୁ ଭଗବାନଙ୍କ ପାଖରେ ଅଛି ଜୟ ଜଗନ୍ନାଥ 🙏🙏
@lipsa5949
@lipsa5949 8 күн бұрын
ସୌରଭ ଙ୍କୁ ଭଗବାନ ବଟେଇଛନ୍ତି କେବଳ ତାଙ୍କ ଭଜନ ଗାଇବା ଲାଗି ତୁମ କଣ୍ଠରେ ଭଗବାନ ଅଛନ୍ତି ଭଜନ ଗାଇଲା ବେଳେ କିଛି ଅଧାଭୂତ ଲାଗୁଚି ତୁମର ସବୁ ଭଜନ ଶୁଣିଲେ ନିଜକୁ ଧନ୍ୟ ଧନ୍ୟ ଲାଗୁଚି..... ଭଗବାନ ତୁମକୁ ଭଲରେ ରଖନ୍ତୁ 🙏🏻🙏🏻❤️❤️❤️❤️❤️❤️❤️
@goutamkumarmaharana8703
@goutamkumarmaharana8703 4 ай бұрын
ଓଡିଶାର ସାଢେ ଚାରି କୋଟି ଲୋକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି ଏହି ସୁନ୍ଦର ଗୀତଟି❤️❤️ହେ ଜଗା🙏🙏ଗୀତଟିର ସମସ୍ତ କଳାକାର ,ଗୀତିକାର ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🥰
@muktimayeemohapatra3058
@muktimayeemohapatra3058 4 ай бұрын
Vai sata kahila❤
@alpasrivastava5717
@alpasrivastava5717 4 ай бұрын
Not only odisa m from jharkhand,nd i believe in jagannath Mahaprabhu 🙏🏻 I can feel this emotion.
@nibeditadas5215
@nibeditadas5215 4 ай бұрын
hajana
@dibyatanty5237
@dibyatanty5237 4 ай бұрын
100% agreed
@factsocean4485
@factsocean4485 6 ай бұрын
କୋଟି କୋଟି ଓଡିଆଙ୍କ ଗର୍ବ, ଗୌରବ ଆଉ ଜୀବନ ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🚩🕉️🔱
@SaratPradhan-uj5bu
@SaratPradhan-uj5bu Ай бұрын
ଏଇ ଗୀତ ଶୁଣିଲେ ମୁ ସବୁ ଦୁଃଖ କଷ୍ଟ ଭୁଲି ଯାଉଛି Jay jaganath 🙏🙏🙏
@thakurahansdah
@thakurahansdah 9 күн бұрын
Bahut hrudara chhunaa Bhajan mu thare dekhila matre akhiru akhiru luha jharigala i love u lord jagannath ❤❤❤❤❤❤❤❤😢😢😢😢😢😢😢😢😢
@preetampujhari4631
@preetampujhari4631 6 ай бұрын
ଜୟ ଜଗନ୍ନାଥ ସ୍ୱାମୀ ( ହୃଦୟସ୍ପର୍ଶୀ...🥺🧡🙏🏻) ଅଶେଷ ଧନ୍ୟବାଦ - AARIV MUSIC, SOURAV, SMRUTI R & Team ✨
@news5459
@news5459 6 ай бұрын
ଏ ଗୀତ ରେ ଅନେକ କିଛି ଅଛି ବୁଝିଲେ ଆଖିରୁ ଲୁହ ଆସିଯାଉଛି ଅଭିନୟ କରିଥିବା ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍ ଗୀତି କାର ଭାଇ ଲେଖା ଅତି ସୁନ୍ଦର
@sthitipranjnyamahunta9741
@sthitipranjnyamahunta9741 20 күн бұрын
🙏Jai jagnnath🙏
@bhaskarbehera4607
@bhaskarbehera4607 5 ай бұрын
ମୁଁ ଏହି ଗୀତ ଟିକୁ ଶୁଣିଲା ପରେ ମୋତେ ଭୋକ ଶୋଷ ସବୁ କୁଆଡେ଼ ଚାଲି ଯାଉଛି
@swetarozaswetaroza3148
@swetarozaswetaroza3148 5 ай бұрын
😂
@biswajeetodiavlog
@biswajeetodiavlog 6 ай бұрын
ବହୁତ୍ ସୁନ୍ଦର ଭଜନ ❤ ଅଭିନୟ ବହୁତ୍ ସୁନ୍ଦର କିଛି ଦିନ ଭିତରେ ଏ ଗୀତ ମୋର ବହୁତ୍ ପ୍ରିୟ ହେଇଗଲାଣି ❤
@purendramohanti4311
@purendramohanti4311 13 күн бұрын
Hey prabhu samasanstanku khusi re rakha jay jagganath❤❤❤❤❤❤❤❤❤❤❤
@odiagharapila5052
@odiagharapila5052 25 күн бұрын
ଯେତେ ଗୀତ ଅଛି ମୁଁ ଶୁଣିବାରେ e ଗୀତ ସୁନୀଲ ପରେ ଏମିତି ଲାଗେ ପଇସା ପତ୍ର ଏହାର କିଛି ମୂଲ୍ୟ ନାହିଁ ❤🥺🥺🥺 ବହୁତ୍ ସାରା ଭଲ ପାଇବା
@lipsamahapatra9571
@lipsamahapatra9571 4 ай бұрын
ହେ ପ୍ରଭୁ ...ତୁମ ଚରଣ ରେ କୋଟି କୋଟି ପ୍ରଣାମ ମୋତେ ସାହସ ଦିଅନ୍ତୁ ପ୍ରଭୁ ଏ ଦୁନିଆ ରେ ଗୋଟେ ଭଲ ମଣିଷ ଟିଏ ହେବାରେ 🌸🙏
@sisirpratapsingh9628
@sisirpratapsingh9628 3 ай бұрын
Sabu bele reels re sunithili hele aji 1st time full song sunila pare mo akhi re luha asigala.jay jagarnaath⭕‼️⭕
@poetic-soul_1
@poetic-soul_1 Сағат бұрын
The lyrics hit straight to the heart.. Love you jagannath ji 🥺❤️🙏🙏
@sibagouda4189
@sibagouda4189 Сағат бұрын
Jay jagannath ⭕❗⭕
@ForFunOnly111
@ForFunOnly111 5 ай бұрын
I don't understand odia language but it is Mahaprabhu's love that make me to love odia songs dedicated to Mahaprabhu ❤❤❤ Jay Jagannath ❤❤❤
@sikankumar7272
@sikankumar7272 4 ай бұрын
Jay shree jagannath 🙏🙏
@arunamohanty2986
@arunamohanty2986 4 ай бұрын
Thanks ❤🌹🙏for your feelings yes maha prabhu bhajan is best tears come from eyes jaya jagamnath🙏😘
@kajalsethikalusethi2304
@kajalsethikalusethi2304 4 ай бұрын
Thank you so much
@pankajinidas7178
@pankajinidas7178 3 ай бұрын
Our cultures maybe different but the heart and the emotions are same bro which connects us with each other🙏❤❤❤
@shivanshisahu8357
@shivanshisahu8357 3 ай бұрын
Jay jagrnath
@prajnaparamitapanigrahi5658
@prajnaparamitapanigrahi5658 2 ай бұрын
ଈଶ୍ୱର ଙ୍କ କୃପା ବିନା ଏତେ ସୁନ୍ଦର ଗୀତ ଗାଇବା ,ଲେଖିବା ସମ୍ଭବ ନୁହଁ।।।ଜୟ ଶ୍ରୀ ଜଗନ୍ନାଥ
@Rockygamer7899
@Rockygamer7899 20 сағат бұрын
Jay Jagannath 🚩
@subratsahoo1861
@subratsahoo1861 4 ай бұрын
This is not only a song this tha emotions of our odia ଆମର ମହାପ୍ରଭୁଙ୍କ ମହିମା ଏହି ଗୀତ ଟି ଶୁଣିବା ସମୟରେ ଆଖି ରୁ ଲୁହ ବାହାରି ଆସୁଛି ସବୁ ମହାପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ 🙏🙏🙏
@pujaranisahoo6554
@pujaranisahoo6554 6 ай бұрын
In this era of melody,we still stuck in *ହେ ଜଗା* ,when peace is this song and କଳା ଅନ୍ଧାର is solitudeness ❤❤❤❤
Wait for the last one! 👀
00:28
Josh Horton
Рет қаралды 124 МЛН
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 28 МЛН
Maa Toh Bina | Human sagar | Odia sad Song | Odia maa Song | Odia Song 2022
6:39
SHREE ENTERTAINMENTS
Рет қаралды 12 МЛН
To Badapana Ku Dhik
4:55
Diptimayee Das - Topic
Рет қаралды 588 М.
Райымбек Нысанбек - Сүйдім аруды
3:39
Райымбек Нысанбек
Рет қаралды 106 М.
Sadraddin - Если любишь | Official Visualizer
2:14
SADRADDIN
Рет қаралды 792 М.
Jakone, Kiliana - Асфальт (Mood Video)
2:51
GOLDEN SOUND
Рет қаралды 1,8 МЛН
Ozoda - JAVOHIR ( Official Music Video )
6:37
Ozoda
Рет қаралды 8 МЛН
Say Mo - LIL BIT & 1 shot 2 (Waysberg Music Remix)
2:43
Waysberg Music🇰🇿
Рет қаралды 154 М.
Қанат Ерлан - Сағынамын | Lyric Video
2:13
Қанат Ерлан
Рет қаралды 2,7 МЛН
ҮЗДІКСІЗ КҮТКЕНІМ
2:58
Sanzhar - Topic
Рет қаралды 4,7 МЛН