ଏଇ ମାର୍କେଟ ରୁ ହେଇଥିଲା କରନା ର ଆରମ୍ଭ || LIFE IN WUHAN CHINA 2024

  Рет қаралды 389,714

ମୁଁ TRAVELLER

ମୁଁ TRAVELLER

10 күн бұрын

ଏଇ ମାର୍କେଟ ରୁ ହେଇଥିଲା କରନା ର ଆରମ୍ଭ || LIFE IN WUHAN CHINA 2024 #mutraveller

Пікірлер: 1 900
@SuryabanshiSuraj
@SuryabanshiSuraj 8 күн бұрын
ଧନ୍ୟବାଦ୍ ଲବ ହାଁସଦା, ଏମିତି ଆଗକୁ ପ୍ରୟାସ ଜାରି ରହିବ ବୋଲି ଆଶା ମୁଁ କରୁଛି, ଆପଣଙ୍କ ସେବକ ଧାମନଗର ର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ 👍 ଜୟ ଜଗନ୍ନାଥ ଭରସା ସବୁବେଳେ ଭଲରେ ରଖନ୍ତୁ ଏହାହିଁ ମୋର ଏକାନ୍ତ କାମ୍ୟ ❤
@nk_creations4694
@nk_creations4694 8 күн бұрын
Thankyou sir.
@user-rx8ju9fj1b
@user-rx8ju9fj1b 8 күн бұрын
Thanks for sir support for laba hansda 😊😊
@padmanavbarik2760
@padmanavbarik2760 8 күн бұрын
❤❤
@samukamallick9025
@samukamallick9025 8 күн бұрын
🙏🥲
@papeswarnayak
@papeswarnayak 8 күн бұрын
ଲୋକ ମାନଙ୍କୁ ସେବା କର ଭାଇ ଭଗବାନ୍ ଆପଣ ଙ୍କୁ ଭଲରେ ରଖନ୍ତୁ
@SHREYAGURUNG123
@SHREYAGURUNG123 8 күн бұрын
Odisha bhasa samajh mai nahi aati hai lekin bhai ke vlog regular dekhti hu✌️watching from nepal🇳🇵
@ranjanbiswal2738
@ranjanbiswal2738 8 күн бұрын
Thank you🌹
@Biswashsahu-zp4tt
@Biswashsahu-zp4tt 8 күн бұрын
Me samjhaungi number do
@user-eh2cl1tw3k
@user-eh2cl1tw3k 8 күн бұрын
Thanks Sister
@JagannathaBehera-bp4pk
@JagannathaBehera-bp4pk 8 күн бұрын
😅oh my god
@bijayamarandiofficial8738
@bijayamarandiofficial8738 8 күн бұрын
Thanks maam ❤❤
@sanjupanda5270
@sanjupanda5270 8 күн бұрын
ଭାଇ ଆପଣଙ୍କ ପାଇଁ ଆଜି ଆମେ ଘରେ ରହି ସବୁ ଜାଗା ଦେଖିପାରୁଚୁ ଧନ୍ୟବାଦ୍ ଜୟ ମା ସମଲେଶ୍ଵରୀ
@user-yu7ds8sv4i
@user-yu7ds8sv4i 7 күн бұрын
କେନ୍ଦୁଝର ଜିଲ୍ଲାରୁ କେତେ ଲୋକ ଦେଖୁଛନ୍ତି ଦେଖିବା ❤
@hoknowledgeodisha
@hoknowledgeodisha 8 күн бұрын
ଆଜି ମୋର Birthday 🎉 ମାତ୍ର 0 Likes 😢
@TechTrendTracker-xn9iq
@TechTrendTracker-xn9iq 8 күн бұрын
Wish you many many happy returns of the day 🎉🎉🎉 again happy birthday 🎉🎉🎉🎉
@DharmarajKharsel
@DharmarajKharsel 8 күн бұрын
Happy birthday 🎉🎉
@funnyojha2781
@funnyojha2781 8 күн бұрын
Happy Birthday to you 🎈🎈🎉🎉
@krushnachandrakhuntia1607
@krushnachandrakhuntia1607 8 күн бұрын
Happy Birthday 🎂
@PatraSoumyaRanjan
@PatraSoumyaRanjan 8 күн бұрын
Wish you happy birthday dear God bless you 🎉🎉🥳
@Sinusahoowd2dm
@Sinusahoowd2dm 8 күн бұрын
ଆଜି ଆପଣ ସତରେ ଗୋଟେ ଭାଇ ର କାମ କରିଛନ୍ତି । ସେଇ ମରଣ ଜନ୍ତା ର ଗନ୍ତା ଘର ଦେଖେଇ 😢🎉 ଧନ୍ୟବାଦ୍
@ashakisku3789
@ashakisku3789 8 күн бұрын
Sunder montyabo deithibaru tq
@CHANDINIKUMAR-b7k
@CHANDINIKUMAR-b7k 8 күн бұрын
Corona ସମୟରେ ମୁ ଭୁବନେଶ୍ୱର ରୁ ସାଇକଲ ରେ ଆମ ଘର keonjhar ghasipura block ଭଣ୍ଡାରିଡ଼ିହା ଗ୍ରାମ ପଞ୍ଚାୟତ ର ବସନ୍ତପୁର ଗ୍ରାମ କୁ ଯାଇଥିଲି ବହୁତ ହଇରାଣ ହେଇ ଥିଲି ସେତେବେଳେ ସାଇକଲ ଚଲେଇ ଚଲେଇ ଆସି 10 ଘଣ୍ଟା ଭିତରେ 140 km ଅତିକ୍ରମ କରି ଥିଲି
@pramod8382
@pramod8382 4 күн бұрын
Prize 🏆 milba kotha😂
@CHANDINIKUMAR-b7k
@CHANDINIKUMAR-b7k 4 күн бұрын
Prize ta dele nahi bahuta dukha lagila😀😀😀
@judhisthiranaik2503
@judhisthiranaik2503 8 күн бұрын
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଚାଇନାର ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖାଇ ଆମ୍ଭ ମାନଙ୍କ ମୋନରଞ୍ଜନ କଲେ ଏଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ 🙏
@RinkuExperimentToys
@RinkuExperimentToys 8 күн бұрын
ଧନ୍ୟବାଦ ଲବ ଭାଇ ଏତେ ସାହସ କରି ସେଠିକି ଯାଇଥିବାରୁ ❤❤❤❤❤😊😊😊😊😊😊 ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଦୟାରୁ ଭଲରେ ସବୁ ଥାଅ
@user-by7zr4zf9n
@user-by7zr4zf9n 8 күн бұрын
Jay jagannath
@FireManDipak
@FireManDipak 8 күн бұрын
😢Mera Vlog Dekhlo Bas Ekk Bar 🥺
@Naranmarndi46
@Naranmarndi46 8 күн бұрын
ଜୟ ଆଦିବାସୀ ❤ ଜୟ ଭୀମ 💪 ଜୟ ସଂବିଧାନ 🔥
@adivasimulnivasi464
@adivasimulnivasi464 7 күн бұрын
Johar Jay Bhim Jay Samvidhan
@raisenmurmuofficial5001
@raisenmurmuofficial5001 7 күн бұрын
❤❤❤
@user-lh9cd8nq4j
@user-lh9cd8nq4j 5 күн бұрын
ଜୟ ଓଡ଼ିଆ ବୋଲି କି ବି କହ.. ସବୁ କମେଣ୍ଟରେ ଖାଲି ତୁ ଉଦ୍ଧତ ହେଉଛୁ।
@bijayalaxmidas1688
@bijayalaxmidas1688 7 күн бұрын
ଧନ୍ଯବାଦ ପୁଅ ତୁମର ଏତେ ସୁନ୍ଦ ପ୍ରୟାସ ପାଇଁ🌷🌷🌷🌷
@_ranjan_officeal
@_ranjan_officeal 8 күн бұрын
କିଏ Keonjhar dist ru video ଦେଖୁଚ like kara
@PushpaSahoo-rb9nd
@PushpaSahoo-rb9nd 8 күн бұрын
ଧନ୍ୟବାଦ ଭାଇ video ରେ ଭଲ doubt clear କରୁଛ.. ଅନୁଗୁଳ ଜିଲ୍ଲା ତରଫରୁ ଅନେକ ଅନେକ ଭଲପାଇବା 🙏
@subham1954
@subham1954 8 күн бұрын
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤❤ ଗୋଟେ like କର ❤❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ first comment❤❤❤
@maheswarsandha2007
@maheswarsandha2007 6 күн бұрын
ଲବ ବାବୁ ଗୁଡ଼ ମର୍ଣ୍ଣିଂ ଆପଣଙ୍କ ଭିଡିଓ ବହୁତ ବହୁତ ବହୁତ ସୁନ୍ଦର୍ Maheswar Sandha Sambalpur, Odisha
@ashokkumarsahoo7707
@ashokkumarsahoo7707 6 күн бұрын
ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ଏକୁଟିଆ ଦେଶ ବାହାରେ ବୁଲି ଆମମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ବୁଲେଇଲକି ଦେଖାଉଛନ୍ତି ଆଉ ମଧ୍ୟ ନିଜ ଜୀବନକୁ ବାଜି ଲଗେଇ ବହୁତ ବିପଦ ପୂର୍ଣ୍ଣ ସ୍ଥାନ ମାନଙ୍କରେ Video shoot କରୁଛନ୍ତି, ସେଥିପାଇଁ ଆମମାନଙ୍କ ଭିତରେ ଟିକେ ଭୟ ସୃଷ୍ଟି ହେଉଛି। ମହାପ୍ରଭୁଙ୍କ ଆଶିର୍ବାଦରୁ ଆପଣଙ୍କ ଯାତ୍ରା ଜୟ ହେଉ।
@BabitaraniNyk
@BabitaraniNyk 8 күн бұрын
Bhai ଆପଣଙ୍କ ପାଇଁ ଆଜି ଆମେ ଘରେ ଥାଇକି ସବୁ ଜାଗା ଦେଖିପରୁଚୁ ଧନ୍ୟବାଦ୍ ଭାଇ 🙏ଜୟ ଜଗନ୍ନାଥ 🙏
@user-bz4cp5wy9q
@user-bz4cp5wy9q 7 күн бұрын
Love you bro 👏👏👏👏👏
@dhanurjaygundua7446
@dhanurjaygundua7446 8 күн бұрын
କିଏ କିଏ ମୟୁରଭଞ୍ଜ ଜିଲ୍ଲାରରୁ ଦେଖୁଛ❤❤❤
@manaspatra279
@manaspatra279 8 күн бұрын
Bhai mu dekhuni😂😂
@AJVLOG890
@AJVLOG890 8 күн бұрын
Hn
@daktarnaik425
@daktarnaik425 8 күн бұрын
Mu
@user-ow8fn1ei1l
@user-ow8fn1ei1l 8 күн бұрын
Mu bi
@user-jm5fv7jp3h
@user-jm5fv7jp3h 8 күн бұрын
ତୁ ଆଉ ମୁଁ ଆମେ ଦୁଇ ଭାଇ ଦେଖୁଛେ
@nanditamohanty6696
@nanditamohanty6696 7 күн бұрын
Mu corona bele nabin pattnaik knu bahut bahut dhanyabad debi karan se bahut state ku oxygen supply kari bahut jiban banchai thile❤
@shryanshbabu2518
@shryanshbabu2518 7 күн бұрын
ମୁଁ ଝାରସୁଗୁଡା ରୁ ଦେଖୁଛି ଲବ ଭାଇ,ଜୟ ମାଁ ସମଲେଇ,ବହୁତ ବଢିଆ ଲାଗିଲା, ସବୁବେଳେ ଭଲରେ ଥାଅ,ଆଗକୁ ସବୁ ବଢ଼ିଆ ବଢ଼ିଆ Vlog ବନେଇ କି ଦେଖାଅ,
@Barsha319
@Barsha319 5 күн бұрын
Sm2u 😊
@dasavlogs
@dasavlogs 8 күн бұрын
ଜୀବନରେ ଗୋଟିଏ କଥା ସବୁବେଳେ ମନେରଖୁଥିବ ଯେ କାର୍ଯ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ ରୋମାଞ୍ଚକର ହେବ।❤
@user-wd5xm1vx2t
@user-wd5xm1vx2t 8 күн бұрын
Nice 👍
@odiashortstories3102
@odiashortstories3102 8 күн бұрын
Suupper thinking yar.
@RajeshGahana
@RajeshGahana 7 күн бұрын
Allahabad
@baruncreation8489
@baruncreation8489 7 күн бұрын
@pabitramohandandia274
@pabitramohandandia274 8 күн бұрын
ବହୁତ ଭଲ ଲାଗିଲା ଭିଡ଼ିଓ, କିନ୍ତୁ ଟିକେ ଦେଖିକି ଭାଇ, ଜୟ ଜଗନ୍ନାଥ ❤️❤️❤️❤️
@krupasindhu415
@krupasindhu415 8 күн бұрын
ଲବ ବାବୁ କେବେ ଚୀନ ରୁ ଫେରିବେ, ଆସିଲେ ଆଗ ସୂର୍ଯ୍ୟ ସୁରୀୟ ବଂଶୀ ଙ୍କ ର vlogs ଆମକୁ ଦେଖାଇବେ, ସେ ଭାଇ ଜଣକ ବହୁତ positive ଏବଂ ଆମ ଯୁବକ ମାନଙ୍କ ମନ୍ତ୍ରୀ ସେ ଆମ୍ଭ ମାନଙ୍କୁ ବହୁତ ଆଗକୁ ନେବେ, ରହିଲି ଟିକେ ଧ୍ୟାନ ଦେବେ, 🌹🌹🌹🌹🌹🌹🌹🌹🌹🌹
@villaingamerofficial5666
@villaingamerofficial5666 8 күн бұрын
ଲବ ଭାଈ ଆପଣଙ୍କ ଧନ୍ୟବାଦ୍ ଆମକୁ ଏତେ ସୁନ୍ଦର ସୁନ୍ଦର ଦେଶ ଓ ସେମାନଙ୍କ cultural ବିଷୟରେ ଆମକୁ ଦେଖାଉଥିବାରୁ ❤God bless you 🙏.... LOVE FROM JAGATSINGHPUR ❤❤❤❤❤❤..............................................
@Sunaram56-bw2cb
@Sunaram56-bw2cb 8 күн бұрын
ଭଲରେ ରୁହ ମୁଁ ଠାକୁର ଙ୍କୁ ପ୍ରାର୍ଥନା କରୁଛି
@Sinusahoowd2dm
@Sinusahoowd2dm 8 күн бұрын
ମୋର ସବୁଠାରୁ ଦୁଃଖ ର ଦିନ lukdown ରେ ଥିଲା ମୋ husband ଯେତେବେଳ posetive ଆସିଲେ। ଆଉ ସବୁଠାରୁ ଦୁଃଖ ଲାଗିଥିଲା ଗାଁ ଆଉ ଆଖପାଖ ସାଇ ପଡୋଶୀ ଙ୍କ ବ୍ୟବହାର ସେପଟେ posetive ର ଦୁଃଖ କୁ ଏପଟେ ଲୋକ ମାନଙ୍କ ବ୍ୟବହାର ସତରେ ସେଇ ମଣିଷ ମାନେ ,,, ସେଦିନ' ଆଉ ,ଆଜି... 😭😭 ଯାହା ହଉ ସାଇ ରାମ୍ ଙ୍କ ଦୟାରୁ ସେ ଭଲ ହେଇଗଲେ 🙏 ଜୟ ସାଇ ରାମ🚩 lukdown ର ଶିକ୍ଷା ମୋ ପାଇଁ ଏଇୟା ଥିଲା je ----- ଯେତେ ନାଟକ,ଯେତେ ସୁନ୍ଦର, ଯେତେ ପଇସl ଆଉ ଯେତେ ଗର୍ବ ଥାଉ ରେ ମଣିଷ ଦିନେ ନା ଦିନେ ତତେ ସବୁ ଛାଡି ସେଇଠିକି ଫେରିବା କୁ ହବ ଯୋଉ ଠୁ ତୁ ଆସିଥିଲୁ ତୋ ସହ କେହି ନଥିବେ ଆଉ କିଛି ନଥିବ ଖାଲି ତୋ ପୂଣ୍ୟ କର୍ମ ଛଡ଼ା 😊🚩
@Ameshpradhan143
@Ameshpradhan143 8 күн бұрын
👌👌❤️❤️👍
@smitamohanty1725
@smitamohanty1725 8 күн бұрын
Right
@user-ij1oh1sn8d
@user-ij1oh1sn8d 8 күн бұрын
Sata katha mo bapa nku bi positive asithila..but mu kahari katha ku care karu nathili mu gharh baharile mate dekhile loko muho re kapada dei dionti...
@Sinusahoowd2dm
@Sinusahoowd2dm 8 күн бұрын
​@@user-ij1oh1sn8d ଆଜି ସେଇ ଲୋକ କାମ ପଡ଼ିଲେ ପୁଣି ପାଖକୁ ଆସୁଥିବେ ନିଶ୍ଚୟ ।
@Sinusahoowd2dm
@Sinusahoowd2dm 8 күн бұрын
​@@smitamohanty1725🙏
@Cute_Pari021
@Cute_Pari021 7 күн бұрын
China ସହର ବହୁତ ସୁନ୍ଦର କିନ୍ତୁ ତାଙ୍କ ଖାଇବା ମୋତେ ବହୁତ ଘୃଣା ଲାଗେ
@rajesh_khordha_toka
@rajesh_khordha_toka 8 күн бұрын
ଏ ଓଡିଶା ମାଟିର ପୁଅ ଆମ ଲବ୍ ଭାଇ, ତୁମେ ସବୁବେଳେ ଏମିତି ଏମିତି ଆଗକୁ ଆଗକୁ ଚାଲ । ପ୍ରଭୁ ଜଗନ୍ନାଥ ତୁମକୁ ଆର୍ଶୀବାଦ କରନ୍ତୁ।।
@larx_ff99
@larx_ff99 8 күн бұрын
କିଏ କିଏ କେନ୍ଦୁଝର ଜିଲ୍ଲା ରୁ ଦେଖୁଛ |
@hofact1
@hofact1 8 күн бұрын
ମୁଁ from harichandanpur block
@naiksayajit
@naiksayajit 8 күн бұрын
Mu
@DhaniyaTalent22
@DhaniyaTalent22 8 күн бұрын
Mu
@ranjankumar-zg9nl
@ranjankumar-zg9nl 8 күн бұрын
Mu from patana block
@Ale-X147.
@Ale-X147. 8 күн бұрын
Joda
@rajanayak2229
@rajanayak2229 8 күн бұрын
Bhai kehibi ganjam dist ru laba Bhai nka video dekhuna ki Kiya bi like karina like te hau
@theanimal3153
@theanimal3153 8 күн бұрын
ଭୟ ତ ନିଶ୍ଚୟ ଲାଗୁଥିବ, ଆପଣ ସାହସ କରି ସେଠିକି ଯାଇଛନ୍ତି ❤️ ଆପଣଙ୍କୁ ଧନ୍ୟବାଦ 🙏🙏🙏🙏🙏🙏🙏❤️
@dasarathimohapatra618
@dasarathimohapatra618 8 күн бұрын
ଭିଡିଓ ଟି ବହୁତ ବହୁତ ସୁନ୍ଦର ଲାଗିଲା, ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ଆଉକେବେ ଏ ଦେଶକୁ କୋରନା ଭଳି ମହାମାରୀ ରୋଗ ଆଉ କେବେ ଦେଖାନଯାଉ,ଜୟ ଜଗନ୍ନାଥ
@sabitacreations
@sabitacreations 8 күн бұрын
Laba bhai as a medical staff aame both husband wife corona mahamari ku face karichhu ,ankhi samna re 1000/1000 loka nija paribar too dureiba ta dekhilu,ward re ete died body dekhi dekhi ete kharap laguthila aau kuhani,ete sabu pare b aame duijana kebe b positive heinu ,thakur nku bohut dhanyabad,but bohut kasta lagila setebele jebe mo bapa covid re chaligale😭😭😭😭 Tame bohut sahasi , dirghajeebi hua , desa ,maatira su putra tame ,samastanka vali mu b tamaku bhala paye , Jagannath tamaku bhalare rakhantu❤ Sabitacreations Rourkela ❤❤❤
@muSourav
@muSourav 8 күн бұрын
ଭାଇ ତ ସାହସ ବହୁତ ❤❤❤❤❤
@RatnakarHansa
@RatnakarHansa 5 күн бұрын
ଲବ ଭାଇ ଜିନ୍ଦା ବାଦ
@maathakuranichannel4077
@maathakuranichannel4077 7 күн бұрын
କଳାହାଣ୍ଡି ଜିଲ୍ଲା ରୁ ଦେଖୁଅଛି ବହୁତ ସୁନ୍ଦର ଳବୁ ଭାଇ❤❤❤
@sanojkumarKumar-dj4ob
@sanojkumarKumar-dj4ob 8 күн бұрын
Super hero 👏👏💪💪❤❤❤❤❤❤
@MahendraMahendrasingh-ft5tj
@MahendraMahendrasingh-ft5tj 8 күн бұрын
ମୟୂରଭଞ୍ଜ ରୁ ଲବ ଭାଇ ର ଭିଡ଼ିଓ କିଏ କିଏ ଦେଖୁଛ like କର ଜୟ ଜଗନ୍ନାଥ ଲବ ଭାଇ ତୁମ ପାକରେ ସବୁବେଳେ ଜଗନ୍ନାଥଙ୍କ ଆଶିର୍ବାଦ ରହୁ ❤❤❤❤
@DeeptiShree
@DeeptiShree 8 күн бұрын
❤️❤️❤️
@kartik070
@kartik070 7 күн бұрын
@bikramsoren9870
@bikramsoren9870 6 күн бұрын
🤪🤪🤪❤❤❤
@laxmidharmuduli8424
@laxmidharmuduli8424 7 күн бұрын
ଲବ ବାବୁ ସେ ସ୍ଥାନର ବୃକ୍ଷ ଲତା ସମ୍ପର୍କରେ ଜଣାଇଲେ ଭଲ ଲାଗନ୍ତି।u r great Jay Jagannath.
@adivasikherwaljumid
@adivasikherwaljumid 7 күн бұрын
EXPLOER❤❤❤
@BramhanandaKanhar-tn5eh
@BramhanandaKanhar-tn5eh 8 күн бұрын
ହାଏ ଲବ ଭାଇ ❤❤
@sarbeswarasisa1810
@sarbeswarasisa1810 8 күн бұрын
ତମର କିଛି ଆସୁବିଦା ନ ହେଉ ଲବ ଭାଈ ❤
@santhoshbehera2063
@santhoshbehera2063 6 күн бұрын
ଧନ୍ୟବାଦ ଲବ ଭାଇ
@santoshkunaka3026
@santoshkunaka3026 8 күн бұрын
ଭାଇ ଉହାନ ରେ କୋରାନ ସରିଲାନା ନାହିଁ carefully Bhai..LV U ଲବ ଭାଇ enjoy U re life
@BjpOdisha-ct9hp
@BjpOdisha-ct9hp 8 күн бұрын
1st view from Ganjam
@dipuBaby77
@dipuBaby77 8 күн бұрын
Dhanyabad vai apana sabubele valare ruhantu au agaku ahuri vala vala video chadantu
@SiluRout-ne4kd
@SiluRout-ne4kd 7 күн бұрын
ଧନ୍ୟବାଦ.
@chandramanimahanta8332
@chandramanimahanta8332 8 күн бұрын
ଏବେ ବି କରୋନା କହିଲେ ବହୁତ ଡର ଲାଗୁଚି ଧନ୍ୟବାଦ ତମକୁ ମହାନ ଯାଇ ଆମକୁ ଭିଡିଓ ଦେଖଉଛ ଜୟ ଜଗନ୍ନାଥ ଭଲ ରେ ଭଲ ରେ ଓଡିଶା କୁ ଫେରିଆସ
@Sanju18888
@Sanju18888 8 күн бұрын
Video ଭଲ ଲାଗିଲା
@Lifestyle-qs6sg
@Lifestyle-qs6sg 7 күн бұрын
Laba bhai your great
@user-mt3jl4ww1s
@user-mt3jl4ww1s 6 күн бұрын
ଭାଇ ସାଲୁଟ ତୁମକୁ ଆମର ଗର୍ବ ଜଣେ ୟୁଟ୍ୟୁବରେ ଆମ ଓଡ଼ିଶାର ଯାହାକି ସାରା ୱାର୍ଲ୍ଡ ବୁଲିକି ଆମକୁ ଦେଖାଉଛ। ଭଗବାନ ଶ୍ରୀକୃଷ୍ଣ ତୁମକୁ ଭଲରେ ରଖନ୍ତୁ
@Jitu-vlogs07
@Jitu-vlogs07 8 күн бұрын
ମୁଁ ଗର୍ବିତ ଓଡ଼ିଆ taveller ଭାଇନା ପାଇଁ ଯିହେକି ଓଡିଆ ଲୋକ ଓଡ଼ିଶାର ଲୋକଙ୍କୁ, ବାହାର ଦେଶ ର ଭଲ ଭଲ ଭିଡିଓ ନେଇ କି ଆସେ
@hemantabahera8047
@hemantabahera8047 8 күн бұрын
ଶୁଭ ସକାଳ,,କୋରୋନା ର ଜନ୍ମ ସ୍ଥାନ, ଭାଇ ମାନିବାକୁ ପଡିବ, ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤
@RajeswarPradhan-gr5el
@RajeswarPradhan-gr5el 8 күн бұрын
ଉହାନ୍ ସହର ଦେଖାଇଥିବାରୁ ଧନ୍ୟବାଦ ଭାଇ ।
@dbvisual67
@dbvisual67 6 күн бұрын
ଧନ୍ୟବାଦ ଲବ ଭାଇ ୱହାନ ସିଟି ଦେଖାଇଥିବା ଯୋଗୁଁ
@xyzvlogs001
@xyzvlogs001 8 күн бұрын
ଲବ ଭାଇ Lockdown ପାଇଁ ମୋର ଭବିଷ୍ଯତ ବହୁତ ପଛରେ ରହିଗଲି। 😢
@himanshumahakud4356
@himanshumahakud4356 8 күн бұрын
Love u laba bhai❤❤
@mr.gaunlitoka
@mr.gaunlitoka 8 күн бұрын
ରାୟଗଡ଼ା ଜିଲ୍ଲାରୁ କିଏ ବି ଦେଖୁ ନାହାନ୍ତି ବଧେ
@devanandofficial6342
@devanandofficial6342 7 күн бұрын
ଲବ ଭାଇ ତୁମେ କରୋନା ଜାଗାରେ ଠିଆ ହେଲାକୁ ଆମ ଛାତି ଥରି ଯାଉଛି ସେଇ ଯେ ଥିଲା ଭୟଙ୍କର ଦିନ
@Respectcom2024
@Respectcom2024 8 күн бұрын
Fast coment 100 lick
@Respect.com2024
@Respect.com2024 8 күн бұрын
Congratulations 30 subscribe ❤
@arjuna8965
@arjuna8965 8 күн бұрын
ରାୟଗଡ଼ା.....
@user-gh8si7jk2p
@user-gh8si7jk2p 7 күн бұрын
Thank you ahi prays jarirahu ❤❤❤❤
@KartikachandraSethy-cs4qe
@KartikachandraSethy-cs4qe 7 күн бұрын
Great Bhai Really
@Mrsantosh7878
@Mrsantosh7878 8 күн бұрын
Bhala lagila
@itssangramvlogs952
@itssangramvlogs952 8 күн бұрын
ଲବ ଭାଇଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀ ମାନେ Like କରିବେ. 👍🏻🌿🤗❤️
@gouramohansingh9310
@gouramohansingh9310 7 күн бұрын
ମୟୂରଭଞ୍ଜ ରୁ ଜୟ ଜଗନ୍ନାଥ
@susanta.sukumari.vlog.06
@susanta.sukumari.vlog.06 5 күн бұрын
ଜଗନ୍ନାଥ ତୁମକୁ ସାହେହେଵେ
@rasmitashorts8484
@rasmitashorts8484 8 күн бұрын
Great traveller
@Jmbankira-ul4kk
@Jmbankira-ul4kk 8 күн бұрын
Mayurbhanj ❤️❤️
@ChaitanMajhi-ih7wk
@ChaitanMajhi-ih7wk 7 күн бұрын
Nice video ♥️♥️♥️Laba Bhai❤
@bishwajitnayak2457
@bishwajitnayak2457 8 күн бұрын
Bahut vlo video
@subodhmishra8366
@subodhmishra8366 8 күн бұрын
ଓଡିଶା ରୁ ଜାଇ ଏତେ ଦୁର ରୁ ସବୁ ଦେଖେଇବା ବଡ଼ କାମ ।
@user-kx9se2xh4m
@user-kx9se2xh4m 4 күн бұрын
ଖୁବ୍ ସୁନ୍ଦର।😊
@jagabandhupujari4019
@jagabandhupujari4019 6 күн бұрын
Good dereng bro 😮😮😮
@karunanaik9706
@karunanaik9706 8 күн бұрын
Love from phulabani
@samanathmali8000
@samanathmali8000 8 күн бұрын
କିଏ କିଏ କୋରାପୁଟ ଜିଲ୍ଲାରୁ ଦେଖୁଚ
@biswajitstudio960
@biswajitstudio960 8 күн бұрын
Mu
@biswajitstudio960
@biswajitstudio960 8 күн бұрын
Hii
@nareshpangi9911
@nareshpangi9911 8 күн бұрын
Mu
@papakipari2442
@papakipari2442 8 күн бұрын
Mu
@biswajitstudio960
@biswajitstudio960 8 күн бұрын
​@@nareshpangi9911hii
@sunilpradhan1892
@sunilpradhan1892 8 күн бұрын
କିଏ କିଏ ଫୁଲବାଣୀ ରୁ ଦେଖୁଛ ହୃଦୟରୁ ଗୋଟେ 👍
@charanbhoi5121
@charanbhoi5121 7 күн бұрын
Jai jagannath bro very nice
@rintusahoo6881
@rintusahoo6881 8 күн бұрын
Ma bhai ra 1 million karidia re bahut kasta karuchhi bhai mora
@odiabohuanuradha7426
@odiabohuanuradha7426 7 күн бұрын
Saatare bhut mehanat karuchnti
@Nimapadatokatoyou
@Nimapadatokatoyou 8 күн бұрын
Nice video bro
@JyotsnaMohanta-s6f
@JyotsnaMohanta-s6f 8 күн бұрын
Bholo message lagila
@chiranjibipradhan4858
@chiranjibipradhan4858 8 күн бұрын
Dhanyabad bhai apanaka nka jodu ama ea sabu jinisha dakhi paruchu😊❤ love you brother from puri brahmigiri
@ChinmayaSahu-kr6zv
@ChinmayaSahu-kr6zv 8 күн бұрын
Laba bhai first comment more❤
@user-bm2lb7cg8x
@user-bm2lb7cg8x 8 күн бұрын
Fast like
@ugresenojha6483
@ugresenojha6483 7 күн бұрын
Ekdam zhakas video 👍👍 Jay jaganath 🙏
@udayaparaja4378
@udayaparaja4378 7 күн бұрын
Laba bhai respect button❤💐👍...!!!
@bijaynayak2958
@bijaynayak2958 8 күн бұрын
Mass laga
@memorym2879
@memorym2879 8 күн бұрын
all right.laba bhai
@sanjaykumarmama3993
@sanjaykumarmama3993 3 күн бұрын
Thanks for informing laba Bhai Jay jagannath 🙏
@Sambhuodiatv
@Sambhuodiatv 8 күн бұрын
ଆଜି କିଏ କିଏ ମୟୂରଭଞ୍ଜ ଜିଲ୍ଲାରୁ ଦେଖୁଛ 😊 ଆପଣମାନେ ଖୁସି ତ 🇮🇳👳 ଭିଡ଼ିଓ ଦେଖିକି
@DeeptiShree
@DeeptiShree 8 күн бұрын
Bahut khusi 🎉🎉🎉🎉
@Ajayshortgaming
@Ajayshortgaming 7 күн бұрын
Bhai Mane laba bhai pain gote like hou❤❤❤❤
@somanathmaharana9183
@somanathmaharana9183 7 күн бұрын
Corona time re mo nijara bi pacharileni Bahut dukha re thili Thank you so much God
@user-fj8le8ot5b
@user-fj8le8ot5b Күн бұрын
Loba Bhai odisara supper hera❤🎉
@RaghunathSingh-d9t
@RaghunathSingh-d9t 8 күн бұрын
Jay jagannath ❤
@ASHISHMOHAKUD-md8vm
@ASHISHMOHAKUD-md8vm 8 күн бұрын
❤❤❤ Thanks 🎉
@prakashNaik-hh3wx
@prakashNaik-hh3wx 7 күн бұрын
Thanks ଲୋବ ଭାଇ
@somanathho3509
@somanathho3509 8 күн бұрын
Nice work
@duniyarangamancha230
@duniyarangamancha230 8 күн бұрын
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
@SumanMuuli
@SumanMuuli 8 күн бұрын
Mu
@jyostnajena7252
@jyostnajena7252 8 күн бұрын
Mu
@tusarsahu4289
@tusarsahu4289 8 күн бұрын
Paban delare gharaku chala 😅😅😅😊😊
@BagiyaSoy
@BagiyaSoy 8 күн бұрын
ମୁ ଡ଼ୁବୁରୀରୁ ଦେକୁଛି
@maheswardas552
@maheswardas552 8 күн бұрын
Mu
@Sunilodiavlog1
@Sunilodiavlog1 8 күн бұрын
ଜୟ ଜଗନ୍ନାଥ ଜୟ ଓଡିଶା
@santoshasantosh3229
@santoshasantosh3229 7 күн бұрын
Super hero 👏 👏💪💪❤❤❤❤
Became invisible for one day!  #funny #wednesday #memes
00:25
Watch Me
Рет қаралды 48 МЛН
Incredible magic 🤯✨
00:53
America's Got Talent
Рет қаралды 26 МЛН
Nutella bro sis family Challenge 😋
00:31
Mr. Clabik
Рет қаралды 10 МЛН
X- gang ll Part 2 ll Chandan Biswal ll Odia Comedy ll
41:32
Chandan Biswal
Рет қаралды 2 МЛН
Natia Comedy Part 460 Natia Ra Akhi Kharap
15:51
utkal cartoonworld
Рет қаралды 1,7 МЛН