No video

ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ ନବୀନ?

  Рет қаралды 1,292,470

City Reporter

City Reporter

Күн бұрын

#news #newsinodia #elections2024 #latestnews #naveenpatnaik #odishanews #breakingnews #contervarsy #bjd #breakingnews #bjpministers #cm #viralpost

Пікірлер: 975
@deviprasadsahoo4694
@deviprasadsahoo4694 2 ай бұрын
ଭାଇ ମାନେ ଆମ ନବୀନ ବାବୁ ଆଉ ଥରେ cm ହେଲେ kou mane khushi ଅଛନ୍ତି like comment kara World no 1 cm ନବୀନ ବାବୁ
@rajkishorpradhan8491
@rajkishorpradhan8491 2 ай бұрын
ତୁ ଜା ନବୀନ ପଟ୍ଟନାୟକ ପେଳ ସଫା କରେ ବୁଦ୍ଧି ହେବ
@FinuPriyanka
@FinuPriyanka 2 ай бұрын
ନବୀନ ବାବୁ ହେଲେ ମୁଖ୍ୟ ମନ୍ତ୍ରୀ ଆମେ ସବୁ ବହୁ ଖୁସି ହେବୁ ....ଯେଉଁମାନେ ଚାହୁଁଛନ୍ତି ମୋର comment କୁ like କରନ୍ତୁ
@mitubehera550
@mitubehera550 2 ай бұрын
ଆମେ ତମ କଥା ରେ ସହ ମତ ନୁହଁ ଭାରତୀୟ ଜନତା ପରଟି ଜିନ୍ଦା ବାଦ ଜଣ ଓଡ଼ିଆ ମୁଖିମନ୍ତ୍ରୀ ହଇ ଓଡ଼ିଆ କହିବାର ଆସୁନି ଓ ବୁଝି ବାର ଆସୁନି ସେ ଓଡିଶା ଶାସନ କଣ ଚଲାଇବ ସେଠି ପାଁଇ ଗୋଟେ ଅଣ ଓଡିଆ କୁ ଆତକୁ ଟେକିଦେଇଥିଲେ ଆମ ପିୟ ନବୀନ ବାବୁ
@FinuPriyanka
@FinuPriyanka 2 ай бұрын
@@mitubehera550 ଓଡ଼ିଆ ନ ଆସିଲେ ମଧ୍ୟ ଓଡ଼ିଆ ପୁଅ ସେ, ଏ କଥାକୁ କେହି ଅମାନ୍ୟ କରି ପାରିବେ ନାହିଁ, ଓଡିଶା ର ସରକାର କହିଲେ ନବୀନ ବାବୁ ଙ୍କୁ ବୁଝା ଯାଏ...ସେ ହାରି ଯାଇ ନାହାନ୍ତି ତ ଓଡିଶା ର ଗୋଟେ ବଡ଼ ପାର୍ଟି BJD ଯାହା ସମ୍ପୂର୍ଣ୍ଣ ଅଲଗା ଥିଲା, ଯାହା ସବୁ ରାଜ୍ୟ ଜାଣିଥିଲେ...ତାହା ଏବେ ଭୁଶୁଡ଼ି ଯାଇଛି...କିଛି ଭୁଲ ବୁଝାମଣା ଯୋଗୁ...ନବୀନ ବାବୁଙ୍କ ସହ Pandian ବାବୁ ରହି ସବୁ ବିଗାଡି ଦେଇଛନ୍ତି ଏହା ସତ୍ୟ କିନ୍ତୁ ଏହା ବି ସତ୍ୟ ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ପଦ ରୁ ହଟାଇ ଓଡିଶା କାନ୍ଦୁଛି...
@SudhakarnaikSudhakarnaik-oo6hc
@SudhakarnaikSudhakarnaik-oo6hc 2 ай бұрын
ନବୀନ ପଟ୍ଟନାୟକଙ୍କ ସାର୍ ମୁଖ୍ୟ ମନ୍ତ୍ରୀ ହୁଅନ୍ତୁ ଜୟ ଜଗନ୍ନାଥ
@lily_s_lily_s
@lily_s_lily_s 2 ай бұрын
ଭଗବାନଙ୍କ କ୍ରୁପାରୁ ଆମ ପ୍ରିୟ ନବୀନ ସାର୍ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ପୁନି ହୋଇ ଯାଆନ୍ତେ କି ଆମେ ବହୁତ ଖୁସି ହୁଅନ୍ତୁ। ନିର୍ବାଚନ କମିଶନର ଯେତେ ଜଣ ଅଛନ୍ତି ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ଏବଂ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ସମସ୍ତ ଙ୍କୁ ମୋର ଅନୁରୋଧ ଆମ ପ୍ରିୟ ମୁଖ୍ଯମନ୍ତ୍ରୀ ଙ୍କୁ ଆମକୁ ଫେରେଇ ଦିଅ🙏🙏🙏🙏 😭😭😭😭🙏🙏🙏🙏
@user-od2fs9gq4v
@user-od2fs9gq4v 2 ай бұрын
ତମ ଘର କଥା ଯେମିତି
@bhismagolari
@bhismagolari 2 ай бұрын
ଆମର ନବୀନ ବାବୁ ହେବେ ମୁଖ୍ୟମନ୍ତ୍ରୀ ନଂ 1 cm ନବୀନ ପୋଟନାୟକ
@jiban_rj-8818
@jiban_rj-8818 2 ай бұрын
Bhai mane nabeen babu cm hele kie kie Shanti khusi au Ananda paibe please like kara
@OFFICIALDOROMAN
@OFFICIALDOROMAN 2 ай бұрын
I happy 😊
@niranjanchuhan6924
@niranjanchuhan6924 2 ай бұрын
I like nabin sir ❤
@mamatasahu8189
@mamatasahu8189 2 ай бұрын
I like
@pankajkumargamanga8715
@pankajkumargamanga8715 2 ай бұрын
Mo bht khusi hebi ...
@keyboardboysushil
@keyboardboysushil 2 ай бұрын
Me
@s.kbehera2828
@s.kbehera2828 2 ай бұрын
ଅତିସୁନ୍ଦର କଥା ଟିଏ ଆଣିଛନ୍ତି ଜନସାଧାରଣଙ୍କ ସାମ୍ନାକୁ ଆଜ୍ଞା ।
@dusasansahoo4308
@dusasansahoo4308 2 ай бұрын
ନବୀନବାବୁ ବିଜେପିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ବନନ୍ତୁ।
@1dhanush1667
@1dhanush1667 2 ай бұрын
@@dusasansahoo4308 🤣🤣 CM hebe boli Nabin patnayak kan Nija dala BJD chadi debe
@sukramardi4583
@sukramardi4583 2 ай бұрын
@@dusasansahoo4308 ଦଳ ଛାଡିବା ଦରକାର ନାହିଁ ପାଣ୍ଡୁକୁ ବହିଷ୍କାର କରିବା ଦରକାର
@user-mq7qs1jz7r
@user-mq7qs1jz7r 2 ай бұрын
ନବୀନ ପଟ୍ଟନାୟକ ସାର୍ ମୁଖ୍ୟ ମନ୍ତ୍ରୀ ହବୋ
@Rama__sftarrf
@Rama__sftarrf 2 ай бұрын
Dinare sapan kinisama
@bikram264
@bikram264 2 ай бұрын
ଯଦି ନବୀନ ସାର୍ BJP ରେ ମୁଖ୍ୟମନ୍ତ୍ରୀ ହେବେ ତାହେଲେ ମୁ ବହୁତ ଖୁସି ହେବି। BJD ନୁହଁ
@damayantidas5308
@damayantidas5308 2 ай бұрын
ଜୟ ଜଗନ୍ନାଥ ହେ ମହାବାହୁ ହେ ମଣିମା ଆପଣଙ୍କ ଆଶ୍ରୀବାଦରୁ ଆମର ଅତି ଆପଣାର ଓ ନିଜର ମହାଶୟ ମୂଖ୍ୟମନ୍ତ୍ରୀ ନବୀନସାରେଙ୍କୁ ଦୟାକରି ଆଉଥରେ ମୂଖ୍ୟମନ୍ତ୍ରୀ ଙ୍କ ପଦବୀରେ ରଖନ୍ତୁ ମୋର ଜୟ ଜଗନ୍ନାଥ ପାଖରେ ଗୁହାରି ନୀବେଦନ ମଣିମା ଆମ ଓଡ଼ିଶା ବାସୀଙ୍କ ର ସବୁକିଛି ର ଦାୟିତ୍ଵ ନୀୟନ୍ତୀ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@A1DGodia
@A1DGodia 2 ай бұрын
ଆମର ନବୀନ ବାବୁ ହେବେ ମୁଖ୍ୟମନ୍ତ୍ରୀ ହବ
@Mili_12693
@Mili_12693 2 ай бұрын
Naveen sir🙏🙏🙏🙏🙏 c m huante ki
@UGBHAKTINEWS
@UGBHAKTINEWS 2 ай бұрын
ନିହାତି ହେବା ଦରକାର🎉
@NalaniMehar
@NalaniMehar 2 ай бұрын
😂😂😂
@anandamohakuda4943
@anandamohakuda4943 2 ай бұрын
Jay jagannath 🙏🙏🙏
@nilendrisahoovlogs312
@nilendrisahoovlogs312 2 ай бұрын
ମନେ ମନେ ଗୁଡ଼ ଖାଉଥାଓ 😂
@anandinisahu9774
@anandinisahu9774 2 ай бұрын
Very good katha jaha bi hau loka hairan na huantu nabeen cm is best cm of Orissa
@ChefBhanjaKishore
@ChefBhanjaKishore 2 ай бұрын
ଆମ ଓଡ଼ିଶା ରେ BSKY card, ଚାଲୁ ରହୁ କେବେ ବନ୍ଦ ନ ହେଉ , ଅଷ୍ମାନ୍ କାର୍ଡ ଦରକାର ନାହିଁ କେବଳ BSKY କାର୍ଡ ଦରକାର୍ ଏତିକି ଅନୁରୋଧ ସରକାର ଙ୍କୁ 🙏🙏🙏
@sukulal4847
@sukulal4847 2 ай бұрын
odisa re nabeen babu hi rahiba kie kie odisa basi bhai .bhauni.icha achijadi like kora
@hrushikeshbebartta4178
@hrushikeshbebartta4178 2 ай бұрын
ସାର ଜାହାକହୁଛନ୍ତି ବହୁତ୍ ଭଲହେବ ଭଲକଥା
@madhusmitamadkami7991
@madhusmitamadkami7991 2 ай бұрын
ଆମର ନବୀନ ପଟ୍ଟନାୟକ ଦରକାର 🙏🏻🙏🏻🙏🏻🙏🏻🙏🏻
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
Odisha ku nabin ji darkarni ki tame bi darkarni 😂
@pranya-kumar
@pranya-kumar 2 ай бұрын
ଉତ୍ତରପ୍ରଦେଶ ରେ ଯାହା କାମ କଲା BJP ସେଇଥି ପାଁଇ ଉତ୍ତର ପ୍ରଦେଶ ରେ ୟୋଗୀ ଆଦିତ୍ୟ ନାଥଙ୍କୁ ହାରିବାକୁ ପଡିଲା... ମୋଦିଜୀ ବି ଅମ୍ବାନୀ ଆଉ ଅମିତ ସାହା ଙ୍କ remoto contraoler ସେମାନେ ପୁରା ଦେଶକୁ ଲୁଟୁଛନ୍ତି... ପେଟ୍ରୋଲ, ଡିଜେଲ, ଗରିବ ଲୋକଙ୍କ ଖାଇବା ତେଲ ଆଉ ଏଇ BJP ସରକାର ହିଁ ଖାଇବା ଚୂଡ଼ା ରେ GST ଲଗେଇଛନ୍ତି ଦରଦାମ ବୃଦ୍ଧି କରି bjp ଓଡିଶାକୁ ଲୁଟୁଛନ୍ତି...
@BuluAdbank-qw2dk
@BuluAdbank-qw2dk 2 ай бұрын
Up re jati ku vote dauchan development ku nhi😂😂😂 odisha re Navin jaha kala Bala kae Babu barbad kala 24barse kana kala kaha ta garib k garib odisha re chi bjd sarkar 24 barse sasan
@saritagauda8869
@saritagauda8869 2 ай бұрын
Naveen sir nku hni mukhyamantri karantu🙏🙏🙏
@manoranjanmullick3487
@manoranjanmullick3487 2 ай бұрын
💚ଆମ ନବୀନ କୁ ଆମ ପାଖକୁ ଫେରେଇଦିଅ ମୋଦି ❤️ଜି
@adityasahu4575
@adityasahu4575 2 ай бұрын
ନବୀନ ପଟ୍ଟନାୟକ ହିଁ ଆମର ମୁଖ୍ୟ ମନ୍ତ୍ରୀ
@AlokPattnayak-gu6ms
@AlokPattnayak-gu6ms 2 ай бұрын
ନବୀନ ପଟନାୟକ ଓଡିଶା ର ହୃଦୟ
@sureshparida5823
@sureshparida5823 2 ай бұрын
Naveen pattnayak odisha ra beast cm
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
Harigala re pua au bjd thu tote paisa milibani kandile bi 😂
@shashikantapradhan5135
@shashikantapradhan5135 2 ай бұрын
Re Babu beast Mane pasu
@DilipBag-cy5to
@DilipBag-cy5to 2 ай бұрын
ନବୀନ ହେଲେ ଭଲ ହେବ ଏହା ଆମ ପ୍ରଥାନା
@akashmallik9838
@akashmallik9838 2 ай бұрын
ଆମର ନବୀନ ସାର୍ ହେବେ ମୁଖ୍ୟମନ୍ତ୍ରୀ
@user-cp6ft9xi9j
@user-cp6ft9xi9j 2 ай бұрын
ଆମର କେବଳ ନବୀନ ପଟ୍ଟନାୟକଙ୍କ ଦରକାର୍
@Aks056
@Aks056 2 ай бұрын
Nabin to bapa na
@Raj_Raj_143-hmxrd
@Raj_Raj_143-hmxrd 2 ай бұрын
Jou Loka 25 Varsha Hela Odisha Re Shasan Kala Kintu Aaji Prajyanta Odisha Ku Bala Taa Deichhi Aau Tate Aau Thare To Bopa Nabin Hi Darkar😡😡😡😡😡😡😡😡
@Jagabandhu37
@Jagabandhu37 2 ай бұрын
Nabin Buda to JJ ki
@krushnachandraprusti7952
@krushnachandraprusti7952 2 ай бұрын
Hinjili ja tu
@learnwithbini6060
@learnwithbini6060 2 ай бұрын
Don't wrry every thing will be good.....❤ people of odisha realise soon....to whom they loose
@DinabandhuJal
@DinabandhuJal 2 ай бұрын
ପାଞ୍ଚ ବର୍ଷ ରେ ଗୋଟିଏ ନୁଆଁ ନୁଆଁ ମୁଖ୍ୟ ମନ୍ତ୍ରୀ ବନେଇବା ଆମେ ସମସ୍ତେ ଏକାଠି ହୋଇ
@mahimaa604
@mahimaa604 2 ай бұрын
Bahut uttam katha nuaanuaa heba nyaya ku pratham sthan jeunthi s m j
@numerologistsannjoy5996
@numerologistsannjoy5996 2 ай бұрын
ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତି ତେବେ next ନିର୍ବାଚନ ରେ ଓଡିଶା ରେ କଂଗ୍ରେସ ଆସିବା ଟା ନିଶ୍ଚିତ 🙏
@rmmanoj8091
@rmmanoj8091 2 ай бұрын
Chance nahi, odisha re congress asiba nahi
@ganapatibhatra3796
@ganapatibhatra3796 2 ай бұрын
ନବୀନ ପଟ୍ଟନାୟକ ଜିନ୍ଦାବାଦ
@gangadharsatapathy316
@gangadharsatapathy316 2 ай бұрын
ଧନ୍ୟବାଦ୍ ଆପଣଙ୍କ କହିବାର ପ୍ରଣାଳୀ କୁ।।❤❤❤❤❤❤❤❤❤❤❤❤
@BinodMallick-by3ue
@BinodMallick-by3ue 2 ай бұрын
ନବୀନ ବାବୁଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରନ୍ତୁ ନବୀନ ବାବୁଙ୍କର ଗୋଟିଏ ଆସା ଥିଲା ମୋ ଓଡିଶା ନବୀନ ଓଡ଼ିଶା ଗଢିବା ପାଇଁ ହେଲେ ଏ ପାଣ୍ଡୁ ସବୁ ସାରିଦେଲା
@RAKESH20249
@RAKESH20249 2 ай бұрын
Great person Navven Patnaik ❤️ Love' you sir
@sumitrabisoyi2070
@sumitrabisoyi2070 2 ай бұрын
Plsss naveen sir nku puni thare CM banantu🙏
@abhayk.mohanty5775
@abhayk.mohanty5775 2 ай бұрын
Ok
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
Nabin ji ta au hei paribarni but Jhia tama bapa nku cm kara jiba 😂
@user-qt9uk7ol6f
@user-qt9uk7ol6f 2 ай бұрын
Naveen sir nku CM baneibar ete echha thila jadi vote deikari karilani kanhiki abe kahuchhnti Naveen sir darka....BJD ru CM kariki dekha BJP ru nai kahara daya neiki CM heba darkar nahi sir...... God bless you 🙏🙏🙏🙏🙏🙏🙏🙏the real hero Naveen sir
@Jhili.-3biki.3-.
@Jhili.-3biki.3-. 2 ай бұрын
ହେ ଓଡ଼ିଶା ବାସୀ ଚାଲ ଏକାଠି ହେବା... ପୁଣି ନବୀନ ଙ୍କୁ ଆଣିବା ପାଇଁ ରାଜ ରାସ୍ତା ରେ ଅନଶନ କରିବା.. ଆଉ ରାସ୍ତା ରୋକ୍ କରିବା ....🙏🙏🙏🙏🙏🙏🙏🙏
@p.pnayak6238
@p.pnayak6238 2 ай бұрын
Odisha Basi Ekathi hoi BJP Ku ta anichanti , Sethipaiin BJP Odisha re Bahumata pai Sarkar gathhan Karibaku jauchhi... Apana kahaku dakuchhanti puni Nabeen nku aniba paiin😊 Sabu Maya re Baya..😂😂
@PrashantaChandraPanda-lu1fv
@PrashantaChandraPanda-lu1fv 2 ай бұрын
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଶ୍ଚିତ୍ତ ଭାବେ ଅବିସ୍ମରଣୀୟ ବିରଳ ବ୍ୟକ୍ତିତ୍ୱର ବଳିଷ୍ଠ ରାଜନେତା। କିନ୍ତୁ ଜନତା ଏକ ପରିବର୍ତ୍ତନ ଚାହୁଁ ଥିଲା ବେଳେ, ଏପରି କଲେ ଏହା ଧରି ନିଆ ହେବ ଯେ ବିଜେପି ରେ ଓଡ଼ିଶା ସରକାର ଚଳାଇବାକୁ କେହି ଉପଯୁକ୍ତ ନାହାନ୍ତି। ଦ୍ବିତୀୟତଃ ଦୁର୍ନୀତି, ସ୍ୱେଚ୍ଛାଚାର, ନାରୀ ନିର୍ଯାତନା, ଧର୍ଷଣ ଓ ହତ୍ୟା ଆଦି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା କଷ୍ଟ। ଜନତା ପ୍ରମାଣ କରିବ ଯେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ। ଏସବୁ କ୍ଷତିରେ ବିଜେପି ତାହା କରିବନାହିଁ।
@maktapanda406
@maktapanda406 2 ай бұрын
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାର ଲୋକ କଣ ନାହାନ୍ତି ଓଡ଼ିଶାରେ ଜନ୍ମହୋଇ ଓଡିଶାଭାଷା କହୁଥିବା ବୁଝୁଥିବା CM ହେବାର ଦକ୍ଷତା ଥିବାର ଆବଶ୍ୟକ, ବିରୋଧୀ ଦଳର ନେତା CM ହେବେ କିପରି ଯଦିସମ୍ବିଧାନରେ ଲେଖାଅଛି ହେବ🌹
@aksar1608
@aksar1608 2 ай бұрын
ହଇରାଣ ଲୋକମାନେ ହେଉଛନ୍ତି
@akashpani938
@akashpani938 2 ай бұрын
Nabin pattnaik our best CM
@hiradadh5692
@hiradadh5692 2 ай бұрын
Right kahuchhanti sir apana very good ❤❤❤❤❤❤
@KEDARNATHDHAL
@KEDARNATHDHAL 2 ай бұрын
ବହୁତ୍ ସୁନ୍ଦର ପ୍ରତିଶୃତି ଓ ବିଚାରନ୍ତ ମୂଳକ ତଥ୍ୟ ଉପସ୍ଥାପନା କରିଛନ୍ତି । ଧନ୍ୟବାଦ୍
@purnapradhan9553
@purnapradhan9553 2 ай бұрын
❤ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ବକ୍ତବ୍ୟ ପାଇଁ ❤
@odishawali4368
@odishawali4368 2 ай бұрын
We want Naveen Patnaik as our cm again 😭😭😭
@akd82414
@akd82414 2 ай бұрын
I need Naveen Pattnaik sir first of all
@user-sp6wq4ec3d
@user-sp6wq4ec3d 2 ай бұрын
ନବୀନ sir BJP ତରଫରୁ cm ହୁଅନ୍ତୁ
@gopindrasharma6268
@gopindrasharma6268 2 ай бұрын
Bahut badhiya
@Epili_Kameswar
@Epili_Kameswar 2 ай бұрын
Modi ji ku Sabu Odisha ra bhai mane request Kara kemiti Naveen Patnaik 2024 Odisha CM
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
Chodipua tu mutiki soipad 😂
@Rolex77077
@Rolex77077 2 ай бұрын
We want Naveen that's it 🙄 (Odisha wale bahuta bada bhul karidele 👀😖💔💔💔💔)
@ritalimallick9485
@ritalimallick9485 2 ай бұрын
Naveen patnaik au thare cm heba darkar
@prakashsahoo1789
@prakashsahoo1789 2 ай бұрын
CM NAVEEN SIR DARKAR
@user-yk4wp7ck7i
@user-yk4wp7ck7i 2 ай бұрын
ନବୀନ sir cm ହୁଅନ୍ତୁ 👍🏻
@user-kl9in1if9d
@user-kl9in1if9d 2 ай бұрын
Nabini sir b,j p .ra na. Bjd ra jeumanekomed.koruchhi.bujikari.komed.karantu
@AnitaNayak-kt1bq
@AnitaNayak-kt1bq 2 ай бұрын
Naveen sir chahia hame
@sidharthmohanty9897
@sidharthmohanty9897 2 ай бұрын
Bhai tuma ghara kouthy ki Hindi re kohucho??
@learnwithbini6060
@learnwithbini6060 2 ай бұрын
Samaste Naveen pattnaik 💚🐚 as cm chahuchnti
@SubhashBoliyarosin
@SubhashBoliyarosin 2 ай бұрын
Only one Nabin?
@user-jk9er6uh6u
@user-jk9er6uh6u 2 ай бұрын
Nabin sir cm karajau
@SasmitaDalei-db3dc
@SasmitaDalei-db3dc 2 ай бұрын
Naveen sir darak
@user-jv9rz9rv9n
@user-jv9rz9rv9n 2 ай бұрын
ଯଦି ବିଜେଡି ହାରିଥାଏ କେବଳ କୁଜି ନେତା ମାନଙ୍କ ପାଇଁ କିଛି ଜିଲ୍ଲାପରିଷଦ ଏବଂ ସରପଞ୍ଚ ଯେଉଁମାନେ ଗ୍ରାମ ମାନଙ୍କରେ ଗୁଣ୍ଡାରାଜ ଚଳାଇଥିଲେ ଏବଂ ସରଳ, ଭଦ୍ର ଲୋକମାନଙ୍କୁ ଅତ୍ୟାଚାର କରି ମଦୁଆ ଏବଂ ବେଭିଚାର କରୁଥିବା ଚୋରମାନଙ୍କୁ ସାହାଯ୍ୟ କରୁଥିଲେ. ଅତ୍ୟଧିକ ଅନ୍ୟାୟର ଫଳ ପ୍ରକାଶ ପାଇଛି. ମୁଁ ଏବଂ ମୋ ପରିବାର ନବୀନ ସରକାରଙ୍କ ବଡ ଫ୍ୟାନ ଥିଲୁ କିନ୍ତୁ ଆଜି ଭୋଟ ପରିବର୍ତନ କରିବାର କାରଣ କେବଳ ଏହି କିଛି ହରିଜନ ଚୋର କୁଜିନେତା ଏବଂ ଏହି ଚୋର ମାନଙ୍କୁ ସମର୍ଥନ କରୁଥିବା ବିଜେଡିର ବଡ ବଡ ଆସନରେ ଥିବା ଡକାୟତମାନେ ଏମାନେ ଗାଁ ମାନଙ୍କୁ ନଷ୍ଟ କରିଦେଲେ. ଆଶ୍ଚର୍ଯ୍ୟ ହେବେ ଆଜ୍ଞା ମୋ ଗାଁରେ ଚୋରା ମଦ କାରବାର ହେଉଥିଲା ପ୍ରଶାସନ ଜାଣି ମଧ୍ୟ କିଛି କଲା ନାହିଁ ଏବେ ବ୍ରାଉନ ସୁଗାର ଭି ଉପଲବ୍ଦ ଅଟେ.କୁହନ୍ତୁ କେତେ ଉର୍ନତି କରିଛି ମୋ ଗାଁ, ଏବେ ବିଜେପି ସରକାରଙ୍କ ଭୟରେ ଦେଖନ୍ତୁ କେମିତି ଏମାନେ ଲୁଚିବା ଆରମ୍ଭ କଲେଣି.ମୋ କଥା କୁ କେହି ଖରାବ ଭାବନ୍ତୁ ନାହିଁ ଆଜ୍ଞା ଯାହା ସତ ତାହା ପ୍ରକାଶ କରୁଛି. ଯଦି କାହାରିକୁ ଖରାବ ଲାଗୁଥାଏ ତେବେ କ୍ଷମା ଚାହିଁବି. ଜୟ ଜଗନ୍ନାଥ 🙏🏼
@user-lu2fi8iz1d
@user-lu2fi8iz1d 2 ай бұрын
ନବୀନ ହିଁ ଆମ ଓଡିଶାରେ ଦରକାର
@Madhunayak-jc3ns
@Madhunayak-jc3ns 2 ай бұрын
BJP ର କଣ ମୁଖ୍ୟମନ୍ତ୍ରୀ ହେବାକୁ ଲୋକ ନାହାନ୍ତି, ମା ଗିହା
@subhakantab3935
@subhakantab3935 2 ай бұрын
ସତରେ କଣ କଳିଯୁଗ ଶେଷ ହୋଇଯିବ. ଜୟ ଜଗନ୍ନାଥ 🙏🙏🙏
@jayaprakashdash6918
@jayaprakashdash6918 2 ай бұрын
ବିଜେପି ଦଳର ବହୁ ବିଧାୟକ ନିର୍ବାଚିତ ସୋଇଥିବା ବେଳେ କେତେକ ପାଗଳା ନବିନ ପଟ୍ଟନାୟକ ମୂଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଳାପ କରୁଥିଲେ,
@rakeshkumarbehera3444
@rakeshkumarbehera3444 2 ай бұрын
ନବୀନ କେବଳ ନବୀନ
@jayantimishar5566
@jayantimishar5566 2 ай бұрын
Naveen patanayak C M hele ama odisha basinku khusi khabar milijaanta❤
@KumarSahu-mv8ti
@KumarSahu-mv8ti 2 ай бұрын
ନବୀନ ପଟ୍ଟନାୟକ ସାର୍ କୁ ଆଣନ୍ତୁ କିନ୍ତୁ ପାଣ୍ଡିଆନ୍ ଯେମିତି ନ ଆସୁ ବିଜେପି କୁ
@sukramardi4583
@sukramardi4583 2 ай бұрын
ପାଣ୍ଡିଆନ କାହିଁକି ବିଜେପି ଆସିବ କି ନବୀନ sir ଆସିବେ bjd ସରକାର ଥାଉ କିନ୍ତୁ ପାଣ୍ଡିଆନ କୌଣସି ଦଳରେ ନ ରହୁ
@Rkmusicchanel
@Rkmusicchanel 2 ай бұрын
ଯଦି BJD ର କୌଣସି ବ୍ୟବସ୍ଥା ବନ୍ଦ କରାଯାଏ, ତେବେ next time no bjp only "bjd"
@kailashpatra7127
@kailashpatra7127 2 ай бұрын
Naveen sir CM haba dara kara❤❤❤🎉
@kandheikandi5646
@kandheikandi5646 2 ай бұрын
Naveen Patnaik odisha cm
@PrashantNayak-yv4du
@PrashantNayak-yv4du 2 ай бұрын
Navin babu asiba hin darkar 🙏
@user-bc9jk3uv8g
@user-bc9jk3uv8g 2 ай бұрын
Am odisa nabina sir cm darkar
@tudurusika3131
@tudurusika3131 2 ай бұрын
ସାମ୍ବାଦିକ ମାନଙ୍କର କାମ ଧନ୍ଦା ନାହିଁ ବୋଧେ ମିଛ ସମ୍ବାଦ ଜନ ସାଧାରଣଙ୍କୁ ଶୁଣଉଛନ୍ତି,
@LaxmidharMaharana-so7rr
@LaxmidharMaharana-so7rr 2 ай бұрын
ପ୍ରତେକ ଟି ଟିପଣୀ ଉଚିତ ବଧ ଦେଇ ଛନ୍ତି Sir🙏🙏🙏🙏🙏🙏🙏
@Pin2Nayak-qq5wf
@Pin2Nayak-qq5wf 2 ай бұрын
ଭଗବାନ କରନ୍ତୁ ଆଉଥରେ ନବୀନ ସାର୍ ଆସନ୍ତୁ😢😢😢😢😢
@SrimangalSahu-qj7hw
@SrimangalSahu-qj7hw 2 ай бұрын
Ni aasu
@learnwithbini6060
@learnwithbini6060 2 ай бұрын
Samastnkr echha Naveen pattnaik as cm
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
​@@learnwithbini6060samasta nka icha jadi bjd one sided harila kemiti 😂
@learnwithbini6060
@learnwithbini6060 2 ай бұрын
@@RAKESHKUMAR-on9sm seita ta.....Modi hawa duidin khusi
@learnwithbini6060
@learnwithbini6060 2 ай бұрын
@@RAKESHKUMAR-on9sm modi uplala samstnku samste degle
@BKRanjanBehera
@BKRanjanBehera 2 ай бұрын
Om shanti yes Naveen patnayak b j p Cm
@diptiranjanbehera3511
@diptiranjanbehera3511 2 ай бұрын
ଆମର ନବୀନ ଦରକାର 🚩🚩
@rakeshkumarbehera3444
@rakeshkumarbehera3444 2 ай бұрын
ଦୟାକରି ନବୀନ ବାବୁଙ୍କୁ ମୁଖ୍ୟ ମନ୍ତ୍ରୀ କରନ୍ତୁ
@SatapathyMohinee
@SatapathyMohinee 2 ай бұрын
Odisha ra mukhya mantri nabin patanaik huantu jie chahuncha like gote heu😟
@subratkhuntia9586
@subratkhuntia9586 2 ай бұрын
ନବୀନ ଙ୍କୁ ମୂକ୍ଷମନ୍ତ୍ରୀ କରିବା କଥା ଚିନ୍ତା କରନ୍ତୁ ନାହିଁ କାରଣ ସେ ମୁକ୍ଷମନ୍ତ୍ରି ହେଲେ ପୁଣି ସେଇ ଦୁଃଖ । ସେ ଆସିଲେ ପୁଣି ସେଇ ଦୁଇ ଲକ୍ଷ୍ୟ ର କାମଟା ଆଠ ଲକ୍ଷ କରି ଗାଣ୍ଡୀ ମାରିବେ ଓ ଓଡ଼ିଶା ର ସ୍ତ୍ରୀ ମାନଙ୍କୁ ଦୁବାଇ ନେଇ ପୁରୁଷ ମାନଙ୍କୁ ଗଣ୍ଡିଆ କରିବେ ପରିବର୍ତ୍ତନ ପାଇଁ ଆମେ ଯେଉଁ ଭୋଟ ଦେଇଥିଲୁ ତାହା ବେକାର ହେଇଯିବ । ଆପଣମାନେ ଏଠି ଆଉ ରାଜନୀତି ପଶାନ୍ତୁ ନାହିଁ
@user-gc7qy1wg4q
@user-gc7qy1wg4q 2 ай бұрын
Please Modi ji 🙏🙏🙏 amaa odisha ku ama CM Nabin patnayak CM hei ruhantu please sir Jay Jagannath 🙏🙏🙏 😭😭😭😭🙏🙏🙏🙏😭😭😭😭😭😭😭😭
@beingsarfraj27
@beingsarfraj27 2 ай бұрын
Plz 😢 Navin Sir ji great leader
@shibanidhurua6536
@shibanidhurua6536 2 ай бұрын
Kemiti kale haba solution bahar kara
@lipun1531
@lipun1531 2 ай бұрын
Menta sarkar karibaku padiba possible Hele aau hebeni nabin sir​@@shibanidhurua6536
@arunmandal7362
@arunmandal7362 2 ай бұрын
Right
@janumurmu2664
@janumurmu2664 2 ай бұрын
Nabin sir hela bholo hobo
@Sonkirtna
@Sonkirtna 2 ай бұрын
ନବୀନ ବାବୁ ହେଵ ମୁଖ୍ୟ ମନ୍ତ୍ରୀ
@skylontradingimpex6433
@skylontradingimpex6433 2 ай бұрын
Modiji We love you as our pm But in Odisha we want Naveen Patnaik ji as our cm So plz 🙏 make bjp +BJD and make Naveen ji as our cm
@ganeshprasad9075
@ganeshprasad9075 2 ай бұрын
ଓଡିଶା ବାସୀ ସାତ ମହଣ ଘିଅ ଆହୁତି ଦେଇ ସରକାର ବଦଳ କରିଛନ୍ତି ଏ ଗପ ବାହାପିଆ କଥା ବୁଝି ପାରୁନାହାନ୍ତି
@NReina92
@NReina92 2 ай бұрын
Amara mukhya mantri nabin Babu Please 🙏
@sarojinisarojinl4100
@sarojinisarojinl4100 2 ай бұрын
Bahut bhala Heba sir Navin sir cm hele❤❤❤❤❤❤
@krushnajena2059
@krushnajena2059 2 ай бұрын
Only amaku Navin sir darkara
@srikrishna12311
@srikrishna12311 2 ай бұрын
ଗୋଟିଏ ବି ଲୋକ ପ୍ରିୟ ଯୋଜନା ବନ୍ଦ କଲେ ଭଲ କି ନାମ ନବ।5 ବର୍ଷ ଶାସନରେ ରହିବା ସ୍ୱପ୍ନ ହୋଇ ରହି ଯିବ।
@pankajshree134
@pankajshree134 2 ай бұрын
ଆମର ନବୀନ ପଟ୍ଟନାୟକ ଦରକାର
@prasantapattanaik862
@prasantapattanaik862 2 ай бұрын
ମୋଦୀ ଚାହିଲେ ସବୁ ସମ୍ଭବ।କିନ୍ତୁ ମୋଦୀ ଚାହିଁଲେ ତ ।
@user-kz8xc3ln9q
@user-kz8xc3ln9q 2 ай бұрын
Right sir
@STATUESWORLD
@STATUESWORLD 2 ай бұрын
NAVEEN HELE BJP BI ମୂଳ ପଚ୍ଛ ହେଇ ଯିବ
@sudhirdas1311
@sudhirdas1311 2 ай бұрын
କେମିତି ହେବେ କୋଉ ଆଧାର ରେ ହେବେ କାହିଁକି ଏପରି ମିଥ୍ୟା ପ୍ରଚାର କାହିଁକି କରୁଛ
@lipun1531
@lipun1531 2 ай бұрын
Possible hele aau hebeni
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
​@@lipun1531bhak kahila kn posible 🤮
@RAKESHKUMAR-on9sm
@RAKESHKUMAR-on9sm 2 ай бұрын
Dina ta rati karei daba oleiki kahila kn posible
@HimansuBehera-Electrical
@HimansuBehera-Electrical 2 ай бұрын
Amara CM NAVEEN PATNAIK ebebi achhanti rahithibe mandhya
@sujitnayak4600
@sujitnayak4600 2 ай бұрын
Band haba darkar naveen ku hareiba Mane ama sahita hairana haba darkar
@learnwithbini6060
@learnwithbini6060 2 ай бұрын
Pura😢
@Actorchinmayvlogs
@Actorchinmayvlogs 2 ай бұрын
ଠିକ୍ ଯେ ହେଲେ Stage ଉପରେ ନବୀନା ଠିଆ ହେଇ ପାରିଲେ ତ , ଯୋଉ ରେଟ୍ ରେ ଥରିଲାଣି କେତେ ଗଳି ପଡିବ Guarantee ନାହିଁ, ତୁ ଶଳାଟି ସରୁ କଥା କହି ଆଉ ଓଡିଶା ବୀସିଂକୁ G ମାରନା ରେ ନାରଣା
@tanmayakumar0143
@tanmayakumar0143 2 ай бұрын
ବିଜେଡି ତରଫ ରୁ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ସଂସଦ ରେ ଯାଇ ଭଲ ବେଧୁଆ କଥା କହିବେ
@Reenabehera0
@Reenabehera0 2 ай бұрын
CM ama Nabin sir ❤
@aparnaschray5073
@aparnaschray5073 2 ай бұрын
ଆମ ଓଡ଼ିଶା ରେ ଥିବା ସମସ୍ତ scheme ରୁ ବିଜୁ ବାବୁଙ୍କ ନାମ ନ ହଟାଇ, ପୁରୁଣା scheme ଗୁଡିକୁ ପରିବର୍ତ୍ତନ ନ କରି, ନୂଆ ଯୋଜନା ଲାଗୁ କରାନ୍ତୁ।
@zerosesuccesstak312
@zerosesuccesstak312 2 ай бұрын
Yojana won't change but name will change
@KumaraSahu-ns7sh
@KumaraSahu-ns7sh 2 ай бұрын
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ
@nalinidalai5832
@nalinidalai5832 2 ай бұрын
Please🙏 nabin sir nku CM karajai
@RABINDRA.RADIO90
@RABINDRA.RADIO90 2 ай бұрын
Very good speech, very good information thank you Samba paribar
@jemasabara7439
@jemasabara7439 2 ай бұрын
Nabin sir nku CM karajau plz sir 🙏🙏
@subhabratamishra4465
@subhabratamishra4465 2 ай бұрын
ମୁଣ୍ଡ ଖରାପ୍‌ ନା କଣ୍‌ , ନବୀନ୍‌ ପଟ୍ଟ୍‌ନାୟକ୍‌ ଆଉ CM ହେବେ ? ପୁଣି ପାଣ୍ଡାକୁ ଆଣିବେ ପୁଣି ଗାଣ୍ଡି ମାରିବେ । କାରଣ୍‌ ପ୍ରେମ୍‌ ପଟ୍ଟ୍‌ନାୟକ୍‌ କୁ ନବୀନ୍‌ ପଟ୍ଟ୍‌ନାୟକ୍‌‌ଙ୍କ ଜାଣତରେ‌ ଅର୍ଥ ରାଶି ଦିଆଯାଉ ଥିଲା । ପାଣ୍ଡା ନବୀନ୍‌ ର‌ ଇଶାରାରେ ଖାଲି ନାମକୁ ମାତ୍ର‌ ଦୂରେଇ ରହିଛି କିନ୍ତୁ ପଛରୁ ରହି BJDକୁ ଚଲାଇବ ।
@padmini-cz3xt
@padmini-cz3xt 2 ай бұрын
Right ସାର୍
@pjapanmcrazyboy645
@pjapanmcrazyboy645 2 ай бұрын
ନୂଆ ସରକାର ନୂଆ ମୁଖ୍ୟମନ୍ତ୍ରୀ ହେବ ଏଇଟା ଵା ଅଜଣା ଅଛି, ବେକାର ଜିନିଷ ଛାଡ଼ନ୍ତୁ ନାହିଁ
а ты любишь париться?
00:41
KATYA KLON LIFE
Рет қаралды 3,6 МЛН
А ВЫ УМЕЕТЕ ПЛАВАТЬ?? #shorts
00:21
Паша Осадчий
Рет қаралды 2,2 МЛН
Секрет фокусника! #shorts
00:15
Роман Magic
Рет қаралды 45 МЛН
а ты любишь париться?
00:41
KATYA KLON LIFE
Рет қаралды 3,6 МЛН