ଓଡ଼ିଶାରେ ଜ୍ୟୋର୍ତିଲିଙ୍ଗ ନ ରହିବାର କାରଣ? Jyotirlinga | Lingaraja Temple | ShreeMandira | Jay Jagannath

  Рет қаралды 168,197

Spiritual Knowledge Odia

Spiritual Knowledge Odia

Жыл бұрын

#Jyotirlinga #LingarajaTemple #ShreeMandira #JayJagannath
Please Like, Share & Subscribe to "Spiritual Knowledge Odia" Channel🙏🙏🙏
✽ ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Spiritual Knowledge Odia'କୁ Subscribe କରନ୍ତୁ ।
/ spiritualknowledgeodia
©Spiritual Knowledge Odia
WARNING
This content is Copyright to Spiritual Knowledge Odia. Any unauthorized re-upload is
strictly prohibited. Legal action will be taken against those who violate the copyright!!!
Somnath in Saurashtra and Sri Mallikarjuna in Srisailam
Mahakala (Mahakaleshwara) in Ujjain, Omkareshwara in (Khandwa)
Baidyanath in Chitha Bhumi and Bhimashankara in Dakinya
Ramesham (Rameshwara) in Sethubandh,(Nagesham)
Nageshwar Jyotirling Dwarka or Naganath in Daruka-Vana
Vishwesham (Vishweshwara) in Varanasi
Tryambakam (Trayambakeshwara) at bank of the river Gautami (Godavari)
Kedar (Kedarnath) in the Himalayas
Ghushmesh in Shivalay , (Grishneshwar / Ghushmeshwar)
सौराष्ट्रे सोमनाथं च श्रीशैले मल्लिकार्जुनम्।
उज्जयिन्यां महाकालमोङ्कारममलेश्वरम्॥
परलयां वैद्यनाथम् चिताभूमो च डाकिन्यां भीमशङ्करम्।
सेतुबन्धे तु रामेशं नागेशं दारुकावने॥
वाराणस्यां तु विश्वेशं त्र्यम्बकं गौतमीतटे।
हिमालये तु केदारं घुश्मेशं च शिवालये॥
Dr. Sarat Mohanty
Shree Lingaraj
Lingaraj Temple
Om Namah Shivay
Lord Lingaraj and Goddess Parvati
Lord lingaraj
#Lingaraj
#Temple
#Bhubaneswar
#LingarajTemple
#LingarajMahaprabhu
#harharmahadev
#ହର_ହର_ମହାଦେବ
#OmmNamahShivaya
#Sivalinga
#MahaShivaratri
#Sawan2023
#Shiv
#Mahadev
#Baba
#Temple
#Jyotirlinga
#Darshan
#blessings
#HarHarMahadev
#Mahadev
#हर_हर_महादेव
#Mahadev
#Sawansomvar
#mahadev
#SpiritualKnowledgeOdia
#Shreemandira
#LordJagannatha
#ShreeMandira
#JagannathTemple
#LordJagannath
#Puri
#Jagannathdham
#Odisha
#LordJagannathPuri
#Jagannathmandir
#Jayjagannath
#Puri
#Odisha
#OdiaCulture
#JaiJagannatha
#OdishaParba
#shreemandira
#JayJagannath
#SinghaDwara
#SpiritualKnowledgeOdia
#SriJagannathTemple
#JayJagannath
#SrimandirPuri
#LordJagannath
#ShriJagannatha
#Puri
#Odisha
#Religious
#Religion
#Odiaculture
#JagannathTemple
#Mahaprabhu
#jaijagannath
#jayjagannath
#spiritual
#Adhyatmikagyan
#LordJagannath
#Somnath
#Mallikarjuna
#Srisailam
#Mahakala
#Mahakaleshwara
#Ujjain
#Omkareshwara
#Baidyanath
#Bhimashankara
#Ramesham
#Rameshwara
#Nagesham
#Nageshwar
#Jyotirling
#Dwarka
#Naganath
#Vishwesham
#Vishweshwara
#Varanasi
#Tryambakam
#Trayambakeshwara
#Kedar
#Kedarnath
#Himalayas
#Ghushmesh
#Shivalay
#Grishneshwar
#Ghushmeshwar
#Dr.SaratChandraMohanty
#SaratMohanty
#SaratChandraMohanty
#OdiaKZfaqr
#Vlog

Пікірлер: 323
@surajkumardas2607
@surajkumardas2607 16 күн бұрын
ଜଗନ୍ନାଥ ମହାଦେବ ଙ୍କ ସବୁଠାରୁ ବଡ଼ ଭକ୍ତ ଓ ମହାଦେବ ବିଷ୍ଣୁ (ଜଗନ୍ନାଥ) ଙ୍କ ଭକ୍ତ ଭଗଵାନ ବିଷ୍ଣୁ କହିଛନ୍ତି ହରିହର ଭେଦି ନର୍କଗାମୀ ହରି ଓ ହର ଦୁଇଟି ଶରୀର ଗୋଟିଏ ଆତ୍ମା ଓଁ ନମଃ ଶିବାୟ ❣️🔱
@sidd5547
@sidd5547 Жыл бұрын
ଆମ ଲିଙ୍ଗରାଜ ଆମ ପ୍ରିୟ ଠାକୁର ଓ ଭାରି ଦୟାଳୁ
@aahandas8486
@aahandas8486 Жыл бұрын
ହରି ହର ଙ୍କ ଶ୍ରୀ ଚରଣ ରେ ସତ ସତ ନମନ 🙏🙏 ମହାପ୍ରଭୁ ଲିଙ୍ଗରାଜ ଓ ମହାପ୍ରଭୁ ଜଗନ୍ନାଥ ସଦା କୃପା କରିଥାନ୍ତୁ 🥹
@surajkumardas2607
@surajkumardas2607 16 күн бұрын
ଶିବ ପୁରାଣ ରେ ବର୍ଣ୍ଣନା ଅଛି ଜଗନ୍ନାଥ ଶିବ ଉପାସନା କରି ସୁଦର୍ଶନ ଚକ୍ର ଓ ମାତା ଲକ୍ଷ୍ମୀ ଙ୍କୁ ପତ୍ନୀ ରୂପେ ପ୍ରାପ୍ତ କରିଥିଲେ
@swayamprakashpattanaik1549
@swayamprakashpattanaik1549 Жыл бұрын
ଧନ୍ୟ ହେଲି ଶୁଣି କି। ହର ହର ମହାଦେବ। ଜୟ ଜଗନ୍ନାଥ।
@Lipkumar123
@Lipkumar123 Жыл бұрын
ଜୟ ଶ୍ରୀ ମହାପ୍ରଭୁ ହରିହରଙ୍କର ଜୟ🙏🙏🙏 ାା ଓମ୍ ନମଃ ଭଗବତେ ବାସୁଦେବାୟ🙏🙏🙏 ାା ଓମ୍ ନମଃ ଶିବାୟ🙏🙏🙏ାା
@kaluraula9519
@kaluraula9519 Жыл бұрын
ଯଦି ଇତିହାସ ଜାଣିନାହାନ୍ତି କଣ ପାଇଁ ଞାନ ଦେଉଛନ୍ତି ଜଗନ୍ନାଥ ମନ୍ଦିର ପୂର୍ବରୁ ମହାଦେବଙ୍କ ଲିଂଗରାଜ ମନ୍ଦିର ଥିଲା ଏ ମାନେ କେବଳ ମିଛ ହିଁ କହୁଛନ୍ତି କଣ ପାଇଁ ହର ହର ମହାଦେବ ମହାପ୍ରଭୁ
@ommbaliyarsingh
@ommbaliyarsingh Жыл бұрын
ଯଦି ଏମାନେ ମିଛ କହୁଛନ୍ତି ତାହାହେଲେ ଉତ୍କଳ ସର୍ବ ପୁରାତନ ଇତିହାସ ମାଦଳା ପାଞ୍ଜି ଯାଈ ପଢନ୍ତୁ ଜାଣିପାରିବେ।
@sudhasmitadas3776
@sudhasmitadas3776 9 ай бұрын
ହଁ ଭାଇ ଏଟା ଗାଲୁଆ ପଣ୍ଡା ଟା ଶଳା କିଛି ନ ଜାଣି ଆମ କୁ ଜ୍ଞାନ ଦେଉଛି
@sudhasmitadas3776
@sudhasmitadas3776 9 ай бұрын
​@@ommbaliyarsinghଭାଇ ଆମ ମହାଦେବ ଙ୍କ ଲିଙ୍ଗରାଜ ମହାପ୍ରଭୁ ଙ୍କ ମନ୍ଦିର ର ଇତିହାସ ଅଲଗା ଅଛି ଯାଇଁକି ସର୍ଚ୍ଚ କରି ଦିଅ
@itsmmee3101
@itsmmee3101 2 ай бұрын
​@@sudhasmitadas3776lingaraaj temple - 1000AD Puri Srimandir ( reconstructed ) -- 949 to 959 AD
@manojsahoo6413
@manojsahoo6413 11 ай бұрын
ଦେବ ଦେବ ମହାଦେବ ଙ୍କ ଆରାଧ୍ୟ ଭଗବାନ୍ ନାରାୟଣ ଆଉ ନାରାୟଣ ଙ୍କ ଆରାଧ୍ୟ ଭଗବାନ୍ ଶିବ ଶଙ୍କର ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଶିବାୟ 🙏🌺🙏
@dinabandhupadhi9079
@dinabandhupadhi9079 Жыл бұрын
ତ୍ରିଭୁବନେଶ୍ବର ନାମରେ ନାମକରଣ ହୋଇଥିଲେ ପରବର୍ତ୍ତୀ ସମୟରେ ଭୁବନେଶ୍ଵର ନାମରେ ପରିବର୍ତ୍ତନ ଜୟ ପ୍ରଭୋ ତ୍ରିଭୁବନେଶ୍ବର 🙏🏻🙏🏻🙏🏻🙏🏻🙏🏻🚩🚩🚩
@surajkumardas2607
@surajkumardas2607 16 күн бұрын
ଶିବ ପୁରାଣ ରେ ବର୍ଣ୍ଣନା ଅଛି ଯେତେବେଳେ କେଦାରନାଥ ରେ ମହାଦେବ ଙ୍କୁ ଦର୍ଶନ କରିବାକୁ ନାରାୟଣ(ଜଗନ୍ନାଥ) ଯାଇଥିଲେ ସେତେବେଳେ ସେଠାରୁ ତାଙ୍କ ଆସିବାକୁ ମନ ହେଲାନାହିଁ ଯାହା ପରେ ମହାଦେବ ତାଙ୍କୁ ଉତ୍ତରାଖଣ୍ଡ ରେ ଅଲକନନ୍ଦା ନନ୍ଦୀ କୂଳରେ ବଦ୍ରିନାଥ ରୁ ବିରାଜମାନ କରିବାକୁ କହିଲେ
@narayandalai9799
@narayandalai9799 Жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@sriyanshupadhi6627
@sriyanshupadhi6627 14 күн бұрын
ହରି ହର ଭେଦି ନର୍କ ଗାମୀ
@sourabhmishra1855
@sourabhmishra1855 11 ай бұрын
ଶମ୍ଭୁ 🙏
@sudhasmitadas3776
@sudhasmitadas3776 10 ай бұрын
PROUD TO BE A DIE HARD DEVOTEE OF THE SUPREME GREAT LORD SHIVA 🔱❣️🔱 HAR HAR MAHADEV 🔱❣️ JAI MAA ADISHAKTI MAA PARVATI ❣️🔱❣️🔱
@narayantripathy8515
@narayantripathy8515 11 ай бұрын
ଭୁଲ
@satyanarayanmohanty6109
@satyanarayanmohanty6109 Жыл бұрын
Om Hari Hara nkhara Sree Charan Tale Satakoti Pranam Mahaprabhu 🙏🙏🙏🙏🙏❤️❤️❤️❤️❤️🙏🙏
@sriyanshupadhi6627
@sriyanshupadhi6627 Жыл бұрын
ସବୁ ଠାକୁର ସମାନ, ଶିବ ଓ ବିଷ୍ଣୁ ସମାନ ଅଟନ୍ତି 🔱🙏🏻🔱
@ajitpani1
@ajitpani1 Жыл бұрын
100%
@hinduhunawaamnahi.8928
@hinduhunawaamnahi.8928 11 ай бұрын
Ekla Eswar krushna, aara sabu bhrutya. 🙏🙏🚩🚩🚩
@sidd5547
@sidd5547 11 ай бұрын
ସବୁ ଠାକୁର ଯଦି ସମାନ, ତାହେଲେ ଜଣଂକ ନାଁ ଶିବ ହେଲେ ଆଉ ଜଣେ ବିଷ୍ଣୁ କାହିଁକି?
@krishnabalram2837
@krishnabalram2837 11 ай бұрын
Right Hari Hara bhedi Naraka gami
@sidd5547
@sidd5547 11 ай бұрын
@@krishnabalram2837 କେହି ଭେଦ କରୁନାହାନ୍ତି କିନ୍ତୁ ତାହେଲେ ଦୁଇ ଅଲଗା ଦେବତା, ତାଙ୍କ ପୂଜା ଅଲଗା, ଫୁଲ ଅଲଗା, ଋପ ଅଲଗା... ଏପରି କାହିଁକି?? ସଂଶୟ ଦୂର କରନ୍ତୁ 🙏
@rajkishorlingrajtemple2538
@rajkishorlingrajtemple2538 Жыл бұрын
ପ୍ରଥମେ କିଶୋରୀ ବଂଶ ତାପରେ ସୋମ ବଂଶ
@satyabratadash1586
@satyabratadash1586 Жыл бұрын
Har Har Mahadev 💐🙏💐
@debashisguru8101
@debashisguru8101 11 ай бұрын
Om Namaha Sibaya 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@pradipkumardasdas7184
@pradipkumardasdas7184 11 ай бұрын
Jay shree Jagannath 🙏 Jay shree Lingaraj 🙏
@ratankumarmahapatra7086
@ratankumarmahapatra7086 Жыл бұрын
ହରିବୋଲ 🙏🚩
@sibanisethi3795
@sibanisethi3795 13 күн бұрын
❤❤ Jay jagannath 🙏
@gopugammer1587
@gopugammer1587 12 күн бұрын
Ama koti koti odisha ra bada thakura jagnnath... Amra bangali aou odia mankara bada thakura jagnnath ❤❤❤❤ jay jagnnath 🎉🎉🎉
@JayadevPradhan-xt5nm
@JayadevPradhan-xt5nm 11 ай бұрын
Radhe radhe 🙏🙏🙏♥️🙏🙏🙏
@satyaranjannandi6812
@satyaranjannandi6812 11 ай бұрын
Om namah shivay 🙏🏻🚩🙏🏻
@susantabehera5763
@susantabehera5763 11 ай бұрын
ଓଁ ନମଃ ଶିବାୟ ଜୟ ଜଗନ୍ନାଥ
@tapeswarsahoo3468
@tapeswarsahoo3468 5 күн бұрын
Jay Shiv Shakti🙏🙏❤❤
@akashsahoovlogs2385
@akashsahoovlogs2385 Жыл бұрын
Om namah shivaya 🔱📿🕉️🙏
@sudiptadas3487
@sudiptadas3487 11 ай бұрын
Jai Jagannatha Swami.....
@bapinjena5599
@bapinjena5599 2 ай бұрын
Jay jagannath 🙏🙏🙏
@satyaranjannandi6812
@satyaranjannandi6812 11 ай бұрын
Jay Jagannath 🙏🏻🚩🙏🏻
@lingarajmahaprabhu5132
@lingarajmahaprabhu5132 Жыл бұрын
@spiritual knowledge odia ଦୟାକରି ଏ ମହାଶୟ ଙ୍କୁ ପଚାରନ୍ତୁ କି ସେ ଯଦି କିଛି ଜାଣିନାହାନ୍ତି ତାହେଲେ ଅଯଥା କଥା କହୁଛନ୍ତି କାହିଁକି ଆଗ ମହାପ୍ରଭୁ ଲିଙ୍ଗରାଜ ଙ୍କ ବିଷୟ ରେ ଜାଣନ୍ତୁ ତାପରେ କହିବେ ହେଲା
@anilkumarbhanja9918
@anilkumarbhanja9918 11 ай бұрын
Bhai ei mananku Jana thile sina kahibe??yankara gotie nature mahaprabhu nka sevayat boli jagannath mahaprabhu niu priority dei baki samastanku tale rakhibe
@sriyanshupadhi6627
@sriyanshupadhi6627 14 күн бұрын
ଏତେ ନୀଚ ଏମାନେ କୀ ଏମାନେ ପଞ୍ଚୁ ପାଣ୍ଡବ ଙ୍କୁ ବି ଶିବ କରିଦେଲେ 😂. ଆଉ ସେମାନେ କୁଆଡେ ଜଗନ୍ନାଥ ମନ୍ଦିର ଜଗୁଛନ୍ତି 😂. ନୂଆ ମହାଭାରତ by ପୁରୀ ପଣ୍ଡା.
@sriyanshupadhi6627
@sriyanshupadhi6627 14 күн бұрын
ଜଗନ୍ନାଥ ବି ଭାଗବାନ ଆଉ ଶିବବି କିନ୍ତୁ ଏମାନଙ୍କ ଭେଦ ଭାବ ପାଇଁ ଜଗନ୍ନାଥ ସଂସ୍କୃତି ଓଡିଶା ବାହାରକୁ ଯାଉନି କିନ୍ତୁ ଆଜି ଭାରତରେ ଶିବଙ୍କୁ ପ୍ରାୟ 88% ଲୋକ ନିଜର ଇଷ୍ଟ ଭାବେ ଗ୍ରହଣ କରୁଛନ୍ତି.
@surajkumardas2607
@surajkumardas2607 10 ай бұрын
ଭଗବାନ ଶିବ ଆଉ ବିଷ୍ଣୁ ଦୁଇ ଜଣ ସମାନ ଅଲଗା ଅଲଗା ନୁହଁନ୍ତି ଖାଲି ଅନ୍ତର ଏତିକି ଯେ ଆମ ଭଗବାନ ଶିବ ବିଷ୍ଣୁ ଙ୍କ ଠାରୁ ଟିକେ ଅଧିକ ଶକ୍ତିଶାଳୀ ସେଇଥିପାଇଁ ତାଙ୍କୁ ଦେବ ଦେବ ମହାଦେବ କୁହାଯାଏ ହର ହର ମହାଦେବ ❣️🔱❣️ ଜୟ ଶିବ ❣️ ଶକ୍ତି ❣️🔱
@itsmmee3101
@itsmmee3101 2 ай бұрын
ଏପଟେ ସମାନ କହୁଛନ୍ତି , ପୁଣି ସେପଟେ ମହାଦେବଙ୍କୁ ଟିକେ ଅଧିକ ଶକ୍ତିଶାଳୀ ବି କହୁଛନ୍ତି । ହାସ୍ୟାସ୍ପଦ । ପ୍ରକୃତ ରେ ଆପଣଙ୍କର ଏଦି ଜ୍ଞାନକୁ ଶ୍ରୀଆଦିଗୁରୁ ଶଙ୍କରାଚାର୍ଯ୍ୟ କେଉଁ କାଳରୁ ମୂର୍ଖତା ବୋଲି କହିଛନ୍ତି ।😂
@blackiller_Jaguar
@blackiller_Jaguar 2 ай бұрын
​@@itsmmee3101i think he is comedy man.😮🥺
@i_love_mahadev143
@i_love_mahadev143 2 ай бұрын
I salute your knowledge (Hari-Har bhedi)
@mohapatrapravakar890
@mohapatrapravakar890 16 күн бұрын
Bhagvan Shiv and bishnu both are son of Brahma ,then both God work are different so
@sriyanshupadhi6627
@sriyanshupadhi6627 14 күн бұрын
ପୁରୀ ପଣ୍ଡା ସବୁ ଗର୍ବି ଆଉ ଅହଙ୍କାରୀ 😢
@lingarajmahaprabhu5132
@lingarajmahaprabhu5132 Жыл бұрын
ଜୟ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜୟ ଦୟାକରି କହିପାରିବେ କି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପୂର୍ବ ରୁ କିପରି ଜଗନ୍ନାଥ ମହାପ୍ରଭୁ ଉତ୍କଳ ରେ ପୂଜା ପାଉଛନ୍ତି।। କିଛି ସେମିତି ବିଷୟ ବର୍ଣ୍ଣନା ଅଛି କି ଯଦି ଅଛି ତାହେଲେ ଦିଅନ୍ତୁ ଅଯଥା ତଥ୍ୟ ଦିଅନ୍ତୁ ନାହିଁ
@anilkumarbhanja9918
@anilkumarbhanja9918 11 ай бұрын
Absolutely right Good question
@lingarajmahaprabhu5132
@lingarajmahaprabhu5132 11 ай бұрын
@@anilkumarbhanja9918 jahanku Prabhu nka bisayare Jana nahi tanku jai pacharile aia hi se utara debe
@pramodsahu9090
@pramodsahu9090 11 ай бұрын
Jai shree Jagnnath 🙏🙏🙏
@skrushnareddy6796
@skrushnareddy6796 Жыл бұрын
🕉️🕉️🕉️🕉️🕉️🕉️🕉️ଓମ୍ ନମଃ ଲିଙ୍ଗରାଜ ୟ ନମଃ 🌼🌼🌼🪔🪔🪔🪔🪔🪔🕉️🕉️🕉️🕉️🕉️
@tapeswarsahoo3468
@tapeswarsahoo3468 6 күн бұрын
Jay Sri Laxmi Jagannath🙏🙏❤❤
@SmitaraniNayak-wr6wg
@SmitaraniNayak-wr6wg 4 ай бұрын
Har har Mahadev 🙏🙏🙏
@debasisbhanja5794
@debasisbhanja5794 11 ай бұрын
Omm Nama sibya 🙏❤🙏 Jay Jagannath 🙏❤🙏
@susantkumarbehera6969
@susantkumarbehera6969 11 ай бұрын
Jay Jagannath🙏🌹🙏
@nihalagarwal6557
@nihalagarwal6557 11 ай бұрын
HAR HAR MAHADEV
@pareshkumarbehera1483
@pareshkumarbehera1483 Жыл бұрын
ଜୟ ଶ୍ରୀଜଗନ୍ନାଥ*(ନମଃ ଶିବାୟ*).
@sriyanshupadhi6627
@sriyanshupadhi6627 14 күн бұрын
ଜଗନ୍ନାଥ = ଶିବ
@shivashakti_2023
@shivashakti_2023 14 күн бұрын
ଜୟ ବାବା ଭୂଷଣ୍ଡେଶ୍ଵର❤ ହର ହର ମହାଦେବ 📿🌿🪷 ଓଁ ନମଃ ଶିବାୟ 🙏
@ratnakarrout5572
@ratnakarrout5572 Жыл бұрын
OM Namoshibay OM SHANTI OM SHANTI OM SHANTI OM SHANTI
@dr.pradeeptarai3422
@dr.pradeeptarai3422 11 ай бұрын
ମୂଳ କଥା କୁ ଛାଡି ଏଣୁ ତେଣୁ ଗପନି। ଲିଙ୍ଗରାଜ ମହାପ୍ରଭୁ ତ୍ରିଭୁବନେଶ୍ବର ସବୁ ଲିଙ୍ଗ ଙ୍କ ର ପିତା ବ୍ରହ୍ମ ଲିଙ୍ଗ। ଏହାଙ୍କ ଠାରୁ ଦ୍ବାଦଶ ଲିଙ୍ଗ ସୃଷ୍ଟି। ଇତିହାସ କୁ ବିକୃତ କରିସବୁଥିରେ କାହିଁକି ମୁଣ୍ଡ ଖରାପ କରୁଛନ୍ତି।।ପାଠ ପଢ।ଅଳପ ବିଦ୍ୟା ଭୟଙ୍କରୀ।
@lingarajmahaprabhu5132
@lingarajmahaprabhu5132 11 ай бұрын
Hmm exactly 💯 bhai lingaraj nku Jani nahanti khali sasta katha kahuchanti bramha Linga mane aje janatu tapare bhasana maribe
@magsirasahu2050
@magsirasahu2050 Жыл бұрын
🕉️ Om namah shivaya har har Mahadev 🙏🏻🔱🛕🚩🔔📿🪔🌿🪷🪷🪷
@nirbhikranjansahoo1404
@nirbhikranjansahoo1404 10 ай бұрын
Jay Jagannath ❤️ Jay chakra raj Sudarshan ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
@nirbhikranjansahoo1404
@nirbhikranjansahoo1404 10 ай бұрын
Jay Jagannath ❤️ Jay chakra raj Sudarshan ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️ 😊
@birendrakarna3597
@birendrakarna3597 11 ай бұрын
ଓଡ଼ିଶାର ଗୁଣୁପୁର ପାଖରେ ଭୀମପୁରରେ ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ ଅଛନ୍ତି | ମତ୍ସ୍ୟ ପୁରାଣରେ ଲେଖାଅଛି ଡାକିନୀ କ୍ଷେତ୍ରରେ ମହେନ୍ଦ୍ରତନୟା ନଦୀ କୂଳରେ ପ୍ରଭୁ ଚାରିକୋଣିଆ ଯୋନିରେ ବିରାଜିତ , ତାଙ୍କର ଲିଙ୍ଗରେ ଏକ ଉପବିତ ଚି଼ହ୍ନ ଅଛି | ଇତିହାସକାରମାନଙ୍କ ଅନୁସାରେ ଗୁଣୁପୁର ଅଞ୍ଚଳ ଡାକିନୀ କ୍ଷେତ୍ର ଅଟେ |
@rajkishorlingrajtemple2538
@rajkishorlingrajtemple2538 Жыл бұрын
ଆପଣ ଶ୍ରୀ ଜଗନ୍ନାଥ ସିରିଏଲ ଦେଖି ଥିବେ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକାମ୍ର କ୍ଷେତ୍ର ଦିଆଯାଉଥିଲେ ବାଟରେ ଲିଙ୍ଗରାଜ ମନ୍ଦିର ଦେଖି ଥିଲେ ଲିଙ୍ଗରାଜ ମନ୍ଦିର ରେ ରାଜା ଅଧିଆ ପଡିଲେ ତା ପରେ ତାଙ୍କୁ ଶ୍ରୀ କ୍ଷେତ୍ର ନିର୍ମାଣ କରିବାକୁ ବା ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ପ୍ରଭୁ ଅନୁମତି ଦେଲେ...
@shaitansingh9698
@shaitansingh9698 11 ай бұрын
Har Har mahadev ❤
@debasish005
@debasish005 Жыл бұрын
Omm Namah Shivay Jay Jagannath
@sukantiranipadhi5776
@sukantiranipadhi5776 Жыл бұрын
Hari om namaha sivaya 🙏🙏🙏🙏🙏🌺
@tusharrout5961
@tusharrout5961 11 ай бұрын
om namah shivay 🙏🙏
@PujaSingh-qc8te
@PujaSingh-qc8te 4 ай бұрын
Radhe Radhe guru ji 🙏🙏🙏🚩🙏🙏🙏🚩
@heenanaik9862
@heenanaik9862 11 ай бұрын
Odisha re prati 3 km re 2 ta Shiv Mandir average achhi. Maharastra re locality re Shiv temple miliba kashta , khali Ganesh au Shani temple, semiti West Bengal re khali Kali temple . Odisha only state Shiv temple apanku easily milijiba, whether old or new. Varnashi as a city we can find no. of Shiv temple, bcz it is Shiva 's Nagri. There was time in Bhubaneswar 1 crore Shiv Ling used to happen, It is 2nd Kashi. AUM NAMAH SHIVAY. 🕉️🙏🙏🙏🔱
@itsmmee3101
@itsmmee3101 2 ай бұрын
Prathame odisha , banga dui pradesha re sampurna shaakta parampara prachalita thila , jaha aaji bi achhi , odisha ra prati grama re aapan nku gotie grama devati milijibe . Keshari vansha samayare jajati keshari bbsr re 10,000 shiva mandira sthapana karithile pare tanka putra nkara kichhi santana santati na hebaru raaja guru nka paramarsha krame sie 10000000 shiva linga bivinna rushi muni nka dwara bibhinna gramare sthapana karithile , ehi pari bhabare odisha re shaiba parampara ra vikasha ghatithila jaaha ki 15th century re chaitanya o panchasakha nkara goudiya vaishnav parampara ra brudhhi phala re kami gala .
@sriyanshupadhi6627
@sriyanshupadhi6627 14 күн бұрын
India ra 88% loka siva bhakta. Hara hara mahadev ❤
@dr.vivekgouravyadav99
@dr.vivekgouravyadav99 Жыл бұрын
Jai Shree Hari Har ❤
@bindasrinku6310
@bindasrinku6310 11 ай бұрын
Jay Shree Mahakaal🔱🕉️♥️❤🙏
@gayatrimahapatra8776
@gayatrimahapatra8776 Жыл бұрын
Sabu sei Mahapravu nka Leela 🙏🙏🙏🚩
@srirambandhusabarkrishna3062
@srirambandhusabarkrishna3062 Жыл бұрын
Har Har Mahadev Shambhu Shankar Ji Love you Guru Dev 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ghrxyuvgaming8341
@ghrxyuvgaming8341 11 ай бұрын
Omm Namah Shivaya 🙏🏻🚩
@sudiptadas3487
@sudiptadas3487 11 ай бұрын
Jai Lingaraj.....
@krivis8214
@krivis8214 Жыл бұрын
Jai jagannath 🙏❤️🎊 Har har Mahadev 🙏🙏🙏
@biswajitbarik6403
@biswajitbarik6403 Жыл бұрын
Jay Jagannath 🙏🙏🙏 Har Har Mahadev 🙏🙏🙏
@mikunswainmikun2539
@mikunswainmikun2539 Жыл бұрын
Jay jagannath swami 🙏🙏🙏🙏
@dipakpradhan8578
@dipakpradhan8578 Жыл бұрын
Har har Mahadev 🙏🌼🙏🌼🌼🌼🌼🏵️🏵️🏵️🏵️🏵️🌼🌼
@sanjeevpaikray977
@sanjeevpaikray977 11 ай бұрын
ହରି ବ୍ୟାପକ ସର୍ବତ୍ର ସମାନl 🙏🌹
@PapunSahu-zk8gy
@PapunSahu-zk8gy 11 ай бұрын
Om namah shivay
@navakishor5063
@navakishor5063 Жыл бұрын
Har har maha dev ji 🙏
@sasadharamishra5139
@sasadharamishra5139 11 ай бұрын
ଶିବ ଆଗେ ବିଷ୍ଣୁ ମନ୍ଦିର ପଛେ
@np6469
@np6469 11 ай бұрын
OM Namah Shivai 🌼🌺🌸🌹🌷🌿
@RajendraDas-ww4xu
@RajendraDas-ww4xu 11 ай бұрын
Jay shree hari har har Mahadev
@ashutoshsatapathy7524
@ashutoshsatapathy7524 Жыл бұрын
Bhul sabu bhul . କିଛି ନ ଜାଣି ମନଇଚ୍ଛା ମନ ଗଢା କାହାଣୀ କାହିକି bhandeibaku ଚେଷ୍ଟା କରନ୍ତୁ ନାହିଁ। ମିଥ୍ୟା ପ୍ରଚାର । ପୁରାଣ ଆଦି ପଢ଼ିକି ଉତ୍ତର ଦିଅନ୍ତୁ ମନ ଇଚ୍ଛା ନୁହେଁ।
@mamatabarik5973
@mamatabarik5973 Жыл бұрын
Jay mahaprabhu🙏🙏🙏
@sugribsahu3413
@sugribsahu3413 11 ай бұрын
Jai shree jagannath swami
@biswambarnayak361
@biswambarnayak361 Жыл бұрын
Jay Jagannath 🙏 🙌
@sumitkumarpradhancdbht9448
@sumitkumarpradhancdbht9448 11 ай бұрын
Omm namho shivaya 🙏🙏🙏🌺🌺🌺🌺
@rojalinbaral2936
@rojalinbaral2936 Жыл бұрын
Om namah sibay
@harishkumarojha4963
@harishkumarojha4963 4 ай бұрын
🙏
@narayandalai9799
@narayandalai9799 Жыл бұрын
Jay🚩🌴 shree 🚩🌴Ram 🚩🌴 Jay 🚩🌴sita🚩🌴 maa 🌴🚩 Jay 🚩🌴shree 🚩🌴Laxmana Lal🌴🚩 Jay 🚩🌴shree🌴🚩 Bharat🌴🚩 Lal Jay 🚩🌴shree🌴🚩 satru 🌴🚩 Ghana🚩🌴 Lal Jay 🚩🚩shree🌴🚩 hanuman 🌴🚩🙏🙏🙏
@Subhaguli1234
@Subhaguli1234 11 ай бұрын
Omm nama shivaya 🙏
@routking8192
@routking8192 15 күн бұрын
ମନରେ ଯୋଦି ଭତି ନାହିଁ କୋଟିଏ ଟଙ୍କା ଖର୍ଚ୍ଚ କରିକି ହୋମଜଜ୍ଞ କରିକି କିଛି ଲାଭ ନାହିଁ ଯିଏ ବିଷ୍ଣୁ ସିଏ ହ୍ନି ଶଙ୍କର ଜଗନାଥ କୁଁ ଦର୍ଶନ କରି ଆମେ ଶିବ କ୍ନୁ ଦର୍ଶନ କରିପାରିବା ମନର ଭକ୍ତି ଆବଶ୍ୟକ
@SAROJINIBHAISAL
@SAROJINIBHAISAL 11 ай бұрын
Jay jagannath
@Mahadevbhakt169
@Mahadevbhakt169 Жыл бұрын
Omm Nama Sivaya 🙏🙏🙏🙏
@suryamanipradhan2381
@suryamanipradhan2381 11 ай бұрын
Jay Jagannath Om namah shivaya
@jagabandhubehera346
@jagabandhubehera346 11 ай бұрын
Jay jagannaath🙏🙏🙏🙏🙏🙏
@90deepguhamajumder58
@90deepguhamajumder58 Жыл бұрын
Joy jagannath mahaprabhu
@lilamayasahu6669
@lilamayasahu6669 21 сағат бұрын
Hari jaha hara thaha
@babluswain6401
@babluswain6401 11 ай бұрын
Dhanyawad right
@sumantamahapatra7064
@sumantamahapatra7064 11 ай бұрын
Jay Jagannath 🙏.... owner of whole universe
@abhiramkadraka4324
@abhiramkadraka4324 11 ай бұрын
Har har Mahadeb ❤️❤️❤️❤️❤️❤️❤️❤️❤️❤️
@filterflavour7895
@filterflavour7895 10 ай бұрын
❤lingraj ki jai ho ❤
@sanjaybai14
@sanjaybai14 Жыл бұрын
Jaymaabiraja
@asishpattnayak3164
@asishpattnayak3164 11 ай бұрын
Om namah shivaya 🙏 maa 🙏
@armaan_bisimajhi.
@armaan_bisimajhi. Жыл бұрын
Omm namah shibaya.
@varshapuspanjali1111
@varshapuspanjali1111 11 ай бұрын
Jay Jagannath Har Har Mahadev ❤
@Jagannathpujacommittee
@Jagannathpujacommittee 11 ай бұрын
youtube.com/@Jagannathpujacommittee
@aswanikumarnayak4801
@aswanikumarnayak4801 Жыл бұрын
Har Har Mahadev
@user-ww5zj6jb6x
@user-ww5zj6jb6x Жыл бұрын
Om namah shivaya
@srimantmishra2985
@srimantmishra2985 11 ай бұрын
ମୋର ଗୋଟେ ପ୍ରଶ୍ନ। ଆମେ ଓଡ଼ିଆ ମାନେ ଅଧିକ ମାଂସହାର କାହିଁକି କରିଥାଉ। ମୁଁ ଦେଖିଛି ଏପରିକି ବ୍ରାହ୍ମଣ ମାନେ ମଧ୍ୟ ମାଂସ ସେବନ ବେଶୀ କରିଥାନ୍ତି। ଯଦି ଆମେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଆଦି ର ଲୋକଙ୍କୁ ଦେଖିବା ସେମାନେ ନବରାତ୍ରି, ଶ୍ରାବଣ ମାସ ରେ ଆମିଷ ଛାଡ଼ିଥାନ୍ତି ଏବଂ ବ୍ରାହ୍ମଣ ମାନେ ଶାକାହାରୀ ଅଟନ୍ତି କିନ୍ତୁ ଓଡ଼ିଆ ସମାଜ ରେ ଏହାର ବ୍ୟତିକ୍ରମ କାହିଁକି?
@pdlite4101
@pdlite4101 11 ай бұрын
ଏ ସବୁ ପରିବର୍ତ୍ତିତ ଉଗ୍ର ଆଧୁନିକତାର ପ୍ରଭାବ। ଓଡ଼ିଶାରେ ବି ଆଗ ମାଂସାହାରୀ ସଂଖ୍ୟା ଅଳ୍ପ ଥିଲା କିନ୍ତୁ, ସମୟ କ୍ରମେ ବ୍ୟାପକ ହୋଇଛି
@Inner.divinity
@Inner.divinity 10 ай бұрын
ଏହାର କାରଣ ହଉଚି ଓଡିଶା ରେ ତନ୍ତ୍ର ଓ ଶାକ୍ତ ମାର୍ଗ ର ଅଧିକ ପ୍ରଭାବ ରହିଆସିଛି |
@itsmmee3101
@itsmmee3101 2 ай бұрын
@@pdlite4101 bhul
@itsmmee3101
@itsmmee3101 2 ай бұрын
@@pdlite4101 sampurna bhul
@itsmmee3101
@itsmmee3101 2 ай бұрын
Odisha kebe niramishashi rajya hin na thila . Bcs 1st Odisha is a coastal state , 2nd - Odisha re kahin keun aadima kaalaru shaakta parampara prachalita thila , jaha ebe madhya achhi . Enu shaakahara kebe odisha ra mukhya khadya hin nathila , btw aapna bhulijauchhanti k odisha re madhya kartika maasa saara amisha khaanti naahi , ebam aama ra navarati pratha hin nuhe , ama durga puja re maa nku madhyan bali bhoga arpana karajae.
@rakeshsahoo18
@rakeshsahoo18 11 ай бұрын
Har har mahadev
Дибала против вратаря Легенды
00:33
Mr. Oleynik
Рет қаралды 5 МЛН
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
Vishnu Sahasranamam Ms. Subbulakshmi
31:27
Cub Vlogs
Рет қаралды 8 МЛН
Lingaraj Temple Story Bhubneswar Odisha // Lingaraj Mandir Odisha
8:45
DIBYABRAMHA PRODUCTION
Рет қаралды 447 М.
Bhikari Bal || Jagannath Bhajan
38:49
bhikari bal official
Рет қаралды 3,7 МЛН
Дибала против вратаря Легенды
00:33
Mr. Oleynik
Рет қаралды 5 МЛН